ଆଉ ଭିଡ଼ିଓ କରିବିନି // କାହିଁକି ଏମିତି ହେଲା // miss queen 90

Поділитися
Вставка
  • Опубліковано 11 січ 2025

КОМЕНТАРІ • 1,6 тис.

  • @vijaysembalivlogs
    @vijaysembalivlogs 7 місяців тому +451

    ଦିଦି ଆପଣଙ୍କୁ ହୃଦୟରୁ ପ୍ରଣାମ 🙏🙏🙏

    • @missqueen9019
      @missqueen9019  7 місяців тому +39

      ଦିଦି ଆପଣ ଭିଡ଼ିଓ କରନ୍ତୁ ଆମେ ଅଛୁ

    • @pankajroutaray3063
      @pankajroutaray3063 7 місяців тому

      Tame kan tadi pakeiba ​@@missqueen9019

    • @puspanjalinayak7637
      @puspanjalinayak7637 7 місяців тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤​@@missqueen9019

    • @Am_12_ali
      @Am_12_ali 7 місяців тому +10

      Didi Jean amiti karichi bhagaban taku biochar kariba ta pila aksidanta ra mariba jay jaganatha bichar kariba

    • @lifeofodia195
      @lifeofodia195 7 місяців тому

      ​@@missqueen9019ଠିକ ହେଇଛି BJD ବିରୁଧରେ କୋଉଥିଲା ମିଛ ନିଜେ ସେଇ ମିଛ ରେ ନିଜ ଫସିଲେ କାଇ BJP ବିରୁଧରେ କୋଉନି ଖାଲି BJD ବିରୁଧରେ 🙋missqeen 🙋ତୋ chanel ରେ ନିଜେ ଫସି ଯିବୁ ଦିନେ 👍ମନେ ରଖିଥା ଆରେ ରାଜନୀତି video କରି ଫେମସ ହୋଉ ଛନ୍ତି

  • @surathcharanmuduli4263
    @surathcharanmuduli4263 7 місяців тому +154

    ଜୟନ୍ତି madam ଆଜିର ପ୍ରଶାସନର ଦୃନିତିର ଅପ୍ରିୟ ସତ କଥା କୁ ପରଦା ଫାସ କରୁଛନ୍ତି । ତେଣୁ ତାରି ଆକ୍ରୋଶର ଶିକାର। ସତ୍ୟର ଜୟ ହେବ । ଜୟ ଜଗନ୍ନାଥ

  • @pravatkumarmishra9760
    @pravatkumarmishra9760 7 місяців тому +15

    ସତ୍ୟ ଧର୍ମ ର ହେବ ଜୟ ପାପି ମାନେ ନିଶ୍ଚିନ୍ତ ଦଣ୍ଡ ପାଇବେ

  • @BhaktabandhuBasantara
    @BhaktabandhuBasantara 7 місяців тому +181

    ମା କୁ ସମ୍ମାନ ର ଏକ ଜ୍ୱଳନ୍ତ ଉଦାହରଣ ।

  • @brajabhuyan3129
    @brajabhuyan3129 7 місяців тому +23

    "ସତ୍ୟ ଯୁଗେ ଯୁଗେ ଧର୍ମର ହେବ ଜୟ "
    ଭଉଣୀ ଯଦି ତୁମେ ସତରେ ସତ ରେ
    ଥିବ ଆପଣଙ୍କ ସହରରରେ ଥିବା ମା ଅମ୍ବିକା ନିଶ୍ଚୟ ବିଚାର କରିବେ ଏତିକି ଭରସା ରଖ ଆଉ ଭାବି ନିୟଯେ ତୁମେ ଓ ତୁମର ସେହି ଛୋଟ ପିଲା କଷ୍ଟ ଭୋଗିବାର ଥିଲା

  • @sankarnayak-tp1ye
    @sankarnayak-tp1ye 7 місяців тому +178

    ଅବକାରୀ ବିଭାଗ BJD ଦଳର କାମ କରୁଛନ୍ତି ଏମାନଙ୍କୁ ଦୃଢ ବିରୋଧ କରାଯାଉ ଦିଦି ଆପଣଙ୍କୁ ହୃଦୟରୁ ଧନ୍ୟବାଦ 🙏🙏🙏🙏🙏🙏

  • @SantoshMeher-v4h
    @SantoshMeher-v4h 7 місяців тому +16

    ସତ ଆଗରେ କେବେହେଲେ ହା୍ର ମାନନ୍ତୁ ନାହଁ। ଧର୍ମ ର ସବୁ ବେଳେ ଜୟ ହୋଇଥାଏ।

  • @aniyachhotaray4072
    @aniyachhotaray4072 7 місяців тому +151

    ଯଦୁବଂଶର ଧ୍ବଂଶ ହେବାକୁ ଯାଉଛି | ଅପେକ୍ଷା କରନ୍ତୁ..........

  • @makardhwajchhatar5860
    @makardhwajchhatar5860 7 місяців тому +10

    ଦିଦିଙ୍କୁ ଯୌନ ନିର୍ଯାତନା ହୋଇନ ଥିବାରୁ ଭଗବାନ ଙ୍କୁ ଧନ୍ୟବାଦ୍। କିଛି ବଡକଥାନୁହେ।

  • @subhasmitapriyadarshini2042
    @subhasmitapriyadarshini2042 7 місяців тому +363

    ଧର୍ଯ୍ୟ ଧର ,ଅବକାରୀ ବାଲାଙ୍କ ପୁଅ ଝିଅ ଓ ସ୍ତ୍ରୀ ଉପରେ ବ୍ରହ୍ମ ଚଡ଼କ ପଡ଼ିବ.

    • @JuluPatel
      @JuluPatel 7 місяців тому +3

      Amit nuhe chalak ku direct maribadarkar

    • @PrafuLa-q5l
      @PrafuLa-q5l 7 місяців тому +5

      ଆରେ ଭାଇ ଅବକାରୀ ବେଲା ଯାହା ହାତର କଣ୍ଢେଇ ସେଇ ମାନେ ହିଁ ସୂତ୍ରଧାର ତାଙ୍କ ଉପରେ ବ୍ରହ୍ମ ଚଡକ ପଡିବ l

    • @MIS_Training
      @MIS_Training 7 місяців тому +6

      Bjp chadaka Padiba. Athara laguchi jaga nije ladhuchi

    • @ramkrishnapadhi1550
      @ramkrishnapadhi1550 7 місяців тому

      😊

    • @PrafuLa-q5l
      @PrafuLa-q5l 7 місяців тому

      @@MIS_Training ଭାଇ ଆପଣଙ୍କ ବାକ୍ୟ ସତ ହେଉ

  • @pinkysethi7537
    @pinkysethi7537 Місяць тому +3

    ଜୟନ୍ତୀ ଦିଦି ରାଜନୀତି ରେ ଆପଣ ନଥାଇ ମଧ୍ଯ ରାଜନୀତି କମେଣ୍ଟ୍ରି କରି ଆସୁଥିଲେ, ଯାହାର ପରିଣାମ ଦୁଖଦାଈ ହେଲା।

  • @ramachandra1173
    @ramachandra1173 7 місяців тому +18

    ସତ୍ୟ ର ଜୟ ହୁଏ ଦିଦି ଆପଣ ଧର୍ଯ୍ୟ ହରା ହୁଅନ୍ତୁ ନାହିଁ, ଭଗବାନ୍ ସପୋର୍ଟ କରିବେ।

  • @uttamnatwork3484
    @uttamnatwork3484 7 місяців тому +60

    ଏ ଭଳି ପ୍ରତିଭା ଆଗକୁ ଅସବା ଦରକାର ବନ ମଲ୍ଲୀ ଯେମିତି ବଣରେ ମଉଳି ବାକୁ ଦିଅନ୍ତୁ ନାହିଁ 🙏🙏🙏🙏🙏

  • @Pradhanofficial506
    @Pradhanofficial506 7 місяців тому +11

    ଭଉଣୀ ଆପଣଙ୍କୁ ସଲାମ, ଭଗବାନ ଅଛନ୍ତି ସେ ସବୁ ଦେଖୁଛନ୍ତି 🙏।

  • @sudammarndi123
    @sudammarndi123 7 місяців тому +248

    BJD ଶାସନ ଆଉ ପୋଲିସ ମାନଙ୍କ ଦାଦାଗିରି କଳାକୁ ଧଳା,ଧଳାକୁ କଳା ଦେଇପାରନ୍ତି ଦୋଷୀଙ୍କୁ ନିର୍ଦ୍ଦୋଷ ଏହି ତ ଦେଶ ଦୁନିଆରେ ଚାଲିଛି,ସହି ହୁଏ କି କହି ହୁଏନି କିନ୍ତୁ ସତ୍ୟର ଜୟ ଅସତ୍ୟର ପରାଜୟ ଅଛି -ଭଉଣୀ ଆଗକୁ ଚାଲନ୍ତୁ ନିଶ୍ଚୟ ବିଜୟ ହେବେ🤫🤫💪🙏🙏

    • @SusantakumarRoutray
      @SusantakumarRoutray 7 місяців тому +3

      Yes

    • @gobinchan576
      @gobinchan576 7 місяців тому +10

      ଭାଇ ଏବେତ ଇଲେକ୍ସନ କମିଷେନେର ପାଖରେ ଶାସନ ଅଛି, ଟିକେ ମୋଦି ଜି କୁ ପଚାର

    • @narayandalai8414
      @narayandalai8414 7 місяців тому +2

      kahara nischay hata achhi, au phasei deichanti

    • @RamchandraSoren-h3m
      @RamchandraSoren-h3m 7 місяців тому +2

      ତଥାପି ସବୁ ଅଫିସ ରେ ବିଜେଡି କଥା ଚାଲେ ବୋଲି କଣ ଜାଣି ନ

    • @agastipradhan5050
      @agastipradhan5050 7 місяців тому +1

      ଏହା ବିଜେଡି ର ଚାଲ

  • @narayanjena2997
    @narayanjena2997 7 місяців тому +13

    ଏ ହେଉଛି ମା ମାନଙ୍କୁ ଶନ୍ମାନ ଓଡିଶା ରାବଣ ରାଜ୍ୟର ଏ ହେଉଛି ଏକ ଜ୍ୱଳନ୍ତ ଉଦାହରଣ.

    • @gangadhardalei7734
      @gangadhardalei7734 7 місяців тому

      ଏବେ ରାବଣ ରାଜ୍ୟ 3 ବର୍ଷର ପୁରୁବରୂ ତ ମା ଶିତାର ରାଜ୍ୟ ଥିଲା ।

  • @niladriyadab
    @niladriyadab 7 місяців тому +78

    ମାଡାମ ଆପଣଙ୍କ ସହିତ ଅନ୍ୟାୟ ହେଇଛି ସରକାର ଙ୍କ ଏହି ପଦକ୍ଷେପ ଠିକ ହୋଇନି....

  • @bhartientertainmentgroup5816
    @bhartientertainmentgroup5816 7 місяців тому +2

    🙏 ଜୀବନରେ ଡରିବ କାହିଁକି ଦିଦି, କିଛି ନହେଲେ ନ ହଉ ଅଭିଜ୍ଞତା ତ ହେବ, ଦୁଃଖ ର ପ୍ରଶ୍ନ ନାହିଁ ସାହାସ, ବିଶ୍ୱାସ ଓ ଧର୍ଯ୍ୟ ର ଆବଶ୍ୟକ 👌🌹🌹🌹👌👉

  • @jogeswaribhoi2408
    @jogeswaribhoi2408 7 місяців тому +113

    ଯୋଉ ଲୋକ ମାନେ ଅନ୍ୟାୟ୍ କରିଲେ ଭଉଣୀ ସେମାନଙ୍କୁ ଆମର ଅଭିସାପ୍ ନିଶ୍ଚୟ ପଡିବ ଜୟ ଜଗନ୍ନାଥ

  • @jspurvlog
    @jspurvlog 7 місяців тому +2

    Vote for BJP ❤❤ for development odisha

  • @amitpradhan5052
    @amitpradhan5052 7 місяців тому +72

    ବହୁତ ଦୁଃଖର ବିଷୟ ।ସାଧାରଣ ଲୋକଙ୍କୁ ଏମିତି ହଇରାଣ କରନ୍ତୁ ନାହିଁ

  • @artatranbehera5244
    @artatranbehera5244 7 місяців тому +3

    ଦିଦି ତୁମ Vdio ବଢିଆ ହାରାମି ଅବକାରିବାଲା

  • @PrabhatMishra-wc4rp
    @PrabhatMishra-wc4rp 7 місяців тому +209

    ତୁମେ ହାରି ଜାଆନ୍ତୁ ନାହିଁ ଅନ୍ୟ ଭିଡ଼ିଓ କରନ୍ତୁ

  • @bikrampradhan5560
    @bikrampradhan5560 7 місяців тому +4

    ଏ ଶଳା ପୋଲିଶ୍ ଗୋଟେ ଚୁତିଆ ଏମିତି କାମ ସମସ୍ତ ଙ୍କ ସହିତ କରୁଛନ୍ତି

    • @himansumajhi7195
      @himansumajhi7195 7 місяців тому

      Ame mane paisa khai corrupts sarkar ku vote dei jiteiba au dosh police ku deba.U.P ra model dekhantu

  • @jagannathnayak8745
    @jagannathnayak8745 7 місяців тому +80

    🙏🙏 ଦୃନୀତି କୁ ସାମାନା କର ତମ ପଛେ ଓଡ଼ିଶା ବାସି ଅଛନ୍ତି ହୃଦୟ ରୁ ସାଲୁଟ

  • @panigrahisbiology2204
    @panigrahisbiology2204 7 місяців тому +4

    ବହୁତ ଧନ୍ୟବାଦ... ଓଡିଶା ସରକାରୀ ବ୍ୟବସ୍ଥା ଲୋକ ଲୋଚନ କୁ ଆସୁ

  • @ganeswarnayak7161
    @ganeswarnayak7161 7 місяців тому +87

    ସତ୍ୟ ର ଜୟ ହେବ। ଅନ୍ଧାର ହଟିବ । କୁଶ। ସନ୍ ହଟିବ । ପୁଣି ନୂତନ ସୂର୍ୟ ଉଇଁବ। ଜୟନ୍ତୀ Madam ତମେ ଦୁର୍ଗା,ତମେ ଚଣ୍ଡୀ, ତମେ
    ମହାକାଳୀ, ନବ ଉନ୍ମାଦନାରେ ମାଡ଼ି ଚାଲ,
    ତମ ସହିତ ଜନସାଧାରଣ ଅଛନ୍ତି ଦୁରାଚାରୀ
    ପାପୀ ମାନଙ୍କର ମୁଖା ଖୋଲି ଦିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ରାମ,ଜୟ ମା ତାରିଣୀ।

  • @dillipnaik2556
    @dillipnaik2556 7 місяців тому +3

    ଏକଛତ୍ରବାଦ ଶାସନ ରେ ଲୋକଙ୍କ ମୁହଁକୁ ବନ୍ଦ କରିବା ପାଇଁ ଏସବୁ ସାଧାରଣ କଥା । ଯୋଉ ଦଳ ହଉନା କାହିଁକି ଏକଛତ୍ରବାଦ ଶାସନକୁ ପହଶନ ଦେଵା ଉଚିତ୍ ନୁହେଁ ।

  • @myselfaruna123
    @myselfaruna123 7 місяців тому +99

    ଭାଙ୍ଗି ନପଡି ସବୁ ସମୟରେ ସତକୁ ପଦାକୁ ଆଣ। ଭଗବାନ ଆପଣଙ୍କ ସାଥିରେ ଅଛନ୍ତି।

  • @Indianarmy143
    @Indianarmy143 7 місяців тому +1

    ଏହା ହେଉଛି ବିଜେଡ଼ିର ନାରୀକୁ ସମ୍ମାନ ଜାଗ ଓଡ଼ିଶା ଜାଗ ବିଜେଡି କାରନାମା ସମ୍ପର୍କରେ ସଜାଇ ହୁଅ

  • @Tulachandbariha
    @Tulachandbariha 7 місяців тому +71

    ଯେ ପାଞ୍ଚେ ପରମନ୍ଧ ତାକୁ ପାଞ୍ଚନ୍ତି ଗୋବିନ୍ଦ ଏହା ସତ୍ୟ

    • @JaminiPattanayak
      @JaminiPattanayak 7 місяців тому

      Thik kahichha se b khara bele bahut kachu thila kacha khaila sala

  • @BalaramKandiki-z3g
    @BalaramKandiki-z3g 7 місяців тому +1

    Sabu salk kari hairan karuchanti didi ku ame achu didi❤❤❤

  • @radhakantabehera4778
    @radhakantabehera4778 7 місяців тому +135

    ଅନ୍ଧାର ଦିନେ ଆଲୋକ ଆସିବ କିଛି ଅସୁବିଧା ହେବନାହିଁ।

  • @sonalisahoo4020
    @sonalisahoo4020 7 місяців тому +1

    ❤❤❤❤hare hare Mahadev 🙏🙏🙏🙏🌺🌺🌺🌺🪔🪔🔱🔱🔱🌺🌺🌺❤❤❤❤❤❤❤❤❤❤❤❤❤❤A sabu suni mo mana bahutu duka lagile
    Didi So plz. Kandantu nahi
    Didi tame sahita hare hare Mahadev achanti
    Ama Didi video re jaha kahilena
    So You are right 👍👌🙏🙏 Aetahi sata kata

  • @tapaskumarjena906
    @tapaskumarjena906 7 місяців тому +62

    ଭଉଣୀ ତୁମ ଆଖିର ଲୁହ ତାଙ୍କର ହିସାବ ଭଗବାନ କରିବେ ତୁମେ ମନ କଷ୍ଟ କରନି ଭିଡିଓ କଣ୍ଟିଁନୁ କରନ୍ତୁ

  • @nirojmahanta1311
    @nirojmahanta1311 7 місяців тому +1

    ସରକାର ଟାକୁ ହିଁ ବଦଳେଇ ଦେବା ସବୁ Tension ସରିଯିବ
    400/- Paar Modi Sarkar
    ପରିବର୍ତନ ସୁନିଶ୍ଚିତ ହବ............

  • @jayantsethi3353
    @jayantsethi3353 7 місяців тому +66

    ଭଉଣୀ ବ୍ୟସ୍ତ ହୁଏନି ଭଗବାନ ଆପଣଙ୍କ ସହ ଅଛନ୍ତି । ଏ ବିଜେଡ଼ି ଶାସନ ଆଉ ବେଶୀଦିନ ରହିବନି ।ଓଡ଼ିଶା ରେ ବହୁତ ଅନ୍ୟାୟ ଆଉ ଅତ୍ୟାଚାର ହେଲାଣି । ଦିପ ଲିଭିଲାବେଲେ ଟିକେ ଜୋର୍ ରେ ଜଳେ । ଜୟ ଜଗନ୍ନାଥ ।

    • @gangadhardalei7734
      @gangadhardalei7734 7 місяців тому

      ବିଜେପି ଶଳା ଭାରି ଭଲ 👋🏻👋🏻👋🏻👋🏻👋🏻👋🏻👋🏻👋🏻

    • @JyotsnaraniojhaJyotsnaraniojha
      @JyotsnaraniojhaJyotsnaraniojha 7 місяців тому

      tama bebahara janei dauchhi bjd sarakar anda dei kn sikheichhi​@@gangadhardalei7734

  • @sonalijena371
    @sonalijena371 7 місяців тому +1

    Bhala heichi barasaku apaman karichu

  • @pravkakarnayak9117
    @pravkakarnayak9117 7 місяців тому +38

    ମରଣ କାଳେ ବିପରୀତ ବୁଦ୍ଧି, ଦିଦି ତମ ଅଭିଶାପ ସେ ପାପୀ ମାନଙ୍କ ଉପରେ ପଡ଼ିବ ସେମାନେ ଦୋଂଶ ହେଇଯିବେ, ଏଠି ତାଙ୍କ ପାୱାର ବଳରେ ସିନା ପାପ କରୁଛନ୍ତି, କିନ୍ତୁ ଭଗବାନ୍ ଙ୍କ ଦରବାରରେ ସେମାନେ କ୍ଷମା ପାଇବେନି, ଜୟ ଜଗନ୍ନାଥ

  • @dillipkumarmishrasings
    @dillipkumarmishrasings 7 місяців тому +5

    God bless you sister ,i pray to god to give punishment to such type of non sense person ,I think behind bjd party leaders

  • @sarojrout9173
    @sarojrout9173 7 місяців тому +52

    ଆପଣଙ୍କୁ ଧନ୍ୟବାଦ 🙏🏽 ଓଡ଼ିଶାରେ ସରକାର ବଦଳି ଲେ ସମାଧାନ ହେଇଯିବ ଆଉ କିଛି ଦିନ ର ଅପେକ୍ଷା କର

  • @rabinarayansahoo7917
    @rabinarayansahoo7917 7 місяців тому +1

    ପାପର କଳସି ପୁରା ହବାକୁ ଯାଉଛି , ଜୟ ଶ୍ରୀରାମ।

  • @ganeshprasad9075
    @ganeshprasad9075 7 місяців тому +16

    ଭଗବାନଙ୍କ ସୃଷ୍ଟିରେ ଜନ୍ମ ଏବଂ ସବୁ ସମୟ ଉପଯୁକ୍ତ ସମୟ ସରିଲେ ଶୀଘ୍ର ପତନ ହେବ

  • @ayushmanjamadar6720
    @ayushmanjamadar6720 7 місяців тому +1

    ଧର୍ମର ଜୟ ଼ହେଉ ଦିଦି କର ଭଗବାନ ମଂଗଳ କରନ୍ତୁ ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ

  • @hembramhembram1921
    @hembramhembram1921 7 місяців тому +50

    ପ୍ରଥମେ Miss queen 90 ର ଦିଦିଙ୍କୁ ପ୍ରଣାମ... ହେଲେ ନବୀନ ସରକାରଙ୍କ କୁକୁର ମାନେ ଯୋଉ କାର୍ନାମା କରୁଛନ୍ତି ନା... ସେମାନଙ୍କୁ ଏମିତି ମରଣ ଆସିବ ଯେ ମଲାବେଳେ ଠପେ ପାଣି ମଧ୍ୟ ପାଇବେନି.....

    • @gangadhardalei7734
      @gangadhardalei7734 7 місяців тому

      ନବୀନ ସରକାର କୁକୁର ମୁଦି 💍ସରକାର ତ ମାର ଘଇତା।

  • @BrushabhanuSahoo
    @BrushabhanuSahoo 7 місяців тому

    Bhala heichi video karibara phala pailu ta

  • @khagpotimali
    @khagpotimali 7 місяців тому +15

    ଧର୍ମର ଜୟ ହେଉ।ପାପର ଅନ୍ତ ହେଉ Jay Jogrnnt

  • @maheshkumarbag5464
    @maheshkumarbag5464 7 місяців тому

    Dharmara phalabilambare Milithaa Apana Bhangi Jantu ahin Dharmarajya Nischayaheba Jay Jagarnath Suwami 💖💖💖💖💖💖💖

  • @prafullatripathy7138
    @prafullatripathy7138 7 місяців тому +38

    ଭଗବାନ କେବେ କ୍ଷମା କରିବେ ନାହିଁ

  • @JyoshnaLifestyle-nx3pp
    @JyoshnaLifestyle-nx3pp 7 місяців тому

    God bless you 🙏🙏 jay Maa Tarini 🌺🙏🙏🌺❤️

  • @DaluramSingh-n4y
    @DaluramSingh-n4y 7 місяців тому +42

    ସରକାରର ଅନିୟମିତତା ବିଷୟରେ ଲୋକଙ୍କୁ ଜଣାଇଲେ ଏପରି ବିଭିନ୍ନ case. କରି ହଇରାଣ କରନ୍ତି for example ଖୁଣ୍ଟା ବ୍ୟାଙ୍କ ମିତ୍ର ଭାରତୀ ସିଂ 5t ସଚିବ ପାଣ୍ଡି ଆନ ଙ୍କ ନାଁ ନେବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା ଦୀର୍ଘବର୍ଷ ଶାସନ ରେ ରହିଲେ ବିଭିନ୍ନ ନେତା ଏପରି ହୀନ କାର୍ଯ୍ୟକରି ଲୋକଙ୍କୁ ହଇରାଣ ରେ ପକାନ୍ତି

  • @sushreesangitasahoo6933
    @sushreesangitasahoo6933 13 днів тому

    ଏଥିରୁ ଯାହା ଜଣା ପଡ଼ୁଛି ଏଇଟା ରାଜନୀତି ଉପରେ ଯାଉଚି ହେଲେ ସେ ଭଉଣୀ କଥା ଟିକୁ ଲୁଚେଇଲେ । ଧନ୍ୟବାଦ ।

  • @purnachandra3316
    @purnachandra3316 7 місяців тому +19

    ଭାରତର ସବୁ ଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ବିଭାଗ ଅବକାରୀ ବିଭାଗ, ଏହି ପରି ଗରିବ ଲୋକଙ୍କୁ ନେଇ ଆଇନ କାନୁନ ଦେଖାଆନ୍ତି କିନ୍ତୁ କୋଟିପତି ମଦ ବେପାରୀ ତାଙ୍କ ଧରମ ବାପ l

  • @itsbikram24
    @itsbikram24 7 місяців тому +3

    ଆଜି ଏହି ଘଟଣା ଏ ମହିଳା ଙ୍କ ସହିତ ହୋଇଛି କଳିନାଉ କାହା ସହିତ ଏମିତି ହୋଇ ପାରେ। ରାଜା ଯେମିତି ହେବ ସେମିତି ଶାସନ ହେବ। ତେଣୁ ଏଥର ପରିବର୍ତ୍ତନ କରନ୍ତୁ।ଆଜି ତାଙ୍କ ସହିତ କାଲି ଆମ ମାନଙ୍କ ସହି ହେବ ।

  • @BIRANNAG-no7hh
    @BIRANNAG-no7hh 7 місяців тому +43

    ମଦ ବିକ୍ରି ନକରି ଥିଲେ କିନ୍ତୁ ଯାର କାହିଁକି ମଦ ବାସନ ହେଲା ଆଉ ଯେଉଁ ଭି ଢି ଓ କରିଥିଲେ ମିଡିଆ ସାମ୍ନା କୁଆଣ ଜଣାପଡ଼ିବ ସେଇଟା ମଦ ନା ପାଣି

  • @BijayaBarick-ij8cz
    @BijayaBarick-ij8cz 7 місяців тому +1

    Keep patience and understanding, God must help also, thanks 👍🙏

  • @ChittaranjanDalai-rn6hi
    @ChittaranjanDalai-rn6hi 7 місяців тому +34

    ଏଇଟା ସତକଥା ରାଜନୈତିକ ଲୋକ ଓ ପୋଲିସ ସହିତ ପଙ୍ଗା ନେଲେ ଦିନେ ନା ଦିନେ ହଇରାଣ ହେବାକୁ ପଡ଼ିବ। ତେଣୁ
    ତାଙ୍କ ସହିତ ଲାଗିଲେ ନିଜେ ସଚେତନ ହେବା ଦରକାର। ଆପଣ ନିଜେ କହୁଛନ୍ତି
    ଆପଣଙ୍କ ଘରୁ ମଦ ବାସ୍ନା ହେଉଥିବା ଦୁଇଟି ଜାର ଓ ଗୋଟିଏ ହାଣ୍ଡି ବାହାରିଲା । ସେ ଦୁଇଟି କେଉଁ ଠାରୁ ଆସିଲା ସେ ବିଷୟରେ
    ଭିଡିଓରେ କିଛି କହିଲେ ନାହିଁ। ନା ଇଉଟୂବରୁ ପଇସା କମେଇବା ପାଇଁ ଏ ପରି
    ଭିଡିଓ ବନାଉଛନ୍ତି ?

  • @Rahulhealth-yi8kd
    @Rahulhealth-yi8kd 7 місяців тому

    Nice...... Last re like au comment karantu matlab ❤❤❤❤

  • @Papureaction490
    @Papureaction490 7 місяців тому +31

    ସେଥିପାଇଁ କହୁଛି ରାଜନୀତି ଭିଡ଼ିଓ କରନାହିଁ ନିଜ ଭିଡ଼ିଓ ବାନାଓ କାଇଁ ସେ ଫାଲତୁ ଧନ୍ଧାରେ ପଶୁଛ

  • @rameshchandranayak7768
    @rameshchandranayak7768 2 місяці тому

    ସତ୍ୟଧର୍ମର ଜୟ ହେବ,ଜୟଜଗନ୍ନାଥ !🙏

  • @ODISHABHAI-eq8jq
    @ODISHABHAI-eq8jq 7 місяців тому +23

    ଜୟନ୍ତୀ ବହୁତ୍ ଭଲ ଆଦିବାସୀ ମହିଳା ଜଣେ 👍 ନବୀନ ଙ୍କ ସବୁ ଯୋଜନା ପାଇ ମଧ୍ୟ, ତାଙ୍କର ସବୁ ଭିଡ଼ିଓ ବିଜେଡି ଦଳ ବିରୁଦ୍ଧ ରେ, କରୁଥିଲେ, ବିଜେପି ର କର୍ମୀ ମାନେ ବହୁତ ସପଟ କରୁଥିଲେ 👍 ବ୍ଲକ ଭିଡିଓ କୋଉ ଦଳ ବିରୁଦ୍ଧ ରେ କରା ଯାଏନି, ଜୀବନ ପ୍ରତି ବିପଦ ଥାଏ, ସେତେବେଳେ, ବିଜେପି ସସ୍କ୍ରାଇବ୍ର ର ମାନେ ପାଖରେ, ନ ଥିବେ 👍 ମଦ ଯାରେ ତାଙ୍କ ଘର କୁ କେମିତି ଗଲା, ପୁଣି ଦେଶୀ ମଦ ବାସ୍ନା ହେଉଥିଲା,ସେ ନିଜେ କହୁଛନ୍ତି, ଅବକାରୀ ବାଲା, ପାଣି କେତେ ବେଳେ ଭରିଲେ,

    • @ShivaPatbandha
      @ShivaPatbandha 7 місяців тому +1

      ହଁ ନା ସଳା ବିଜେଡି କୁକୁର

  • @Babutankadharkishandancer
    @Babutankadharkishandancer 7 місяців тому +2

    ଏଇ ଦୁଃଖ ସେଇ ଅବକାରୀ ଵାଲା ମାନଙ୍କୁ ନିଛିନ୍ତ ପଡିବ ତାଙ୍କ ଘରେ ଏଇ ମା ର ଅଭିଶାପ ପୋଡୁ jay ଜୋଗନ୍ନାଥ 🙏

  • @subodhakumarray6136
    @subodhakumarray6136 7 місяців тому +12

    ବହୁତ୍ ସରଳ ବିଶ୍ୱାସୀ ଲୋକ।ଜୟ ଜଗନ୍ନାଥ

  • @bhaganathkumar7021
    @bhaganathkumar7021 2 місяці тому +2

    Faltu କାମ କଳେ ଆଉ କ'ଣ ହବ social media ରାଜନିତି କରୁଥିଳା ଏ ଧର୍ମ ମାଉସୀ

  • @Gaganmallik-zx9xx
    @Gaganmallik-zx9xx 7 місяців тому +25

    ସମୟ କୁ ଅପେକ୍ଷା କରନ୍ତୁ

  • @niranjanbiswas5534
    @niranjanbiswas5534 7 місяців тому +1

    ❤❤❤ thank you didi satoku sambare anibaku

  • @chitaranjandash6336
    @chitaranjandash6336 7 місяців тому +6

    ValSunder Kahani,,DIDI JaharKhaebTakuGoethaMaribaNiti,,

    • @SatvikJena
      @SatvikJena 7 місяців тому

      ହୋଇରେ ମାଘିଆ ସରକାର କଣ ତାଙ୍କ ବୋପା ଘରୁ ଟଙ୍କା ଆଣି ଦେଉଛନ୍ତି

  • @prabasiodia
    @prabasiodia 7 місяців тому

    Val video anantu, bahut val vidio achhhi,❤❤❤❤

  • @BijayKumarPanda-w7s
    @BijayKumarPanda-w7s 7 місяців тому +38

    ଧରା। ପଡ଼ିଲା ପରେ। ସମସ୍ତେ। ଏମିତି କହନ୍ତି

    • @nabinachristianvlogs
      @nabinachristianvlogs 7 місяців тому +2

      Laja laguni ki kata gha re chuna marucha

    • @PoulastiSahu-ld6du
      @PoulastiSahu-ld6du 7 місяців тому

      ଟିକିଏ ତାଙ୍କ ଗାଁ କୁ ଯାଆନ୍ତୁ ଆଉ ସେ ଗାଁ ଳୋକଙ୍କୁ ପଚାରନ୍ତୁ ସିଏ କେବେ ତାଙ୍କ ଗାଁ ରେ ମଦ ବିକୁ ଥିଳି କି ନାହିଁ ଜାଣିପାରିବ
      ମିଛ ଟାରେ ତାଙ୍କୁ ଫସାଇ ଦେଳେ ବିଜେଡି ର ତାଜା କୁକୁର ମାନେ

    • @subhraodishavlogs
      @subhraodishavlogs 7 місяців тому

      ଅନ୍ଧ ବିଜେଡି ଭକ୍ତ। ଈଶ୍ୱର ଅଛନ୍ତି। ଅପେକ୍ଷା କରନ୍ତୁ।ଜୟ ଜଗନ୍ନାଥ

  • @ସୁବାସଵଳଵନ୍ତରାୟ
    @ସୁବାସଵଳଵନ୍ତରାୟ 5 місяців тому +1

    କର୍ମ ଫଳ ଦାତା "ଶନି" । ନିଶ୍ଚିତ ଭାବେ ନ୍ୟାୟ ମିଳିବ । ଅପେକ୍ଷା ର ଫଳ ମିଠା ।ଶନୈ ଶନୈ ଇତି ଶନିଶ୍ଚରାୟ । ସମସ୍ତେ ଭୋଗିବେ । ସେମାନେ ଜାଣିବି ପାରିବେ ନାହିଁ କି କ'ଣ ପାଇଁ ଆମକୁ ଏଭଳି ଫଳ ମିଳୁଛି । ସମ୍ପୂର୍ଣ୍ଣ ବ୍ରାହ୍ମାଣ୍ଡ ର ପ୍ରତ୍ୟେକ ପ୍ରାଣୀ ଙ୍କୁ ସେମାନଙ୍କ କର୍ମର ଫଳ ଦିଅନ୍ତି "ଶନି" ଦେବ । ସେ ସର୍ବ ପ୍ରଥମେ ତାଙ୍କ ପିତାଙ୍କୁ କର୍ମ ର ଫଳ ଦେଇଥିଲେ । ଯଦି ତୁମର କର୍ମ ଠିକ୍ ନାହିଁ, ତୁମେ ଯେତେ ପୂଜା ଅର୍ଚ୍ଚନା କର, ଯେତେ ଭୋଗ ରାଗ କର, ଯଦି ଶନିବାର ଦିନ ୧୦୦ଟା ଛାଡ଼ି ୧୦୦୦ଟା ନଡ଼ିଆ ଶନିଙ୍କ ପାଖରେ ପିଟିଲେ, କିମ୍ବା ଷୋଳ ଶନି ପୂଜା ଯେତେ ବି କରନ୍ତୁ ନା କାହିଁକି କିଛି ଲାଭ ନାହିଁ । ସିଏ ନିଜ ଜନ୍ମୀତ ପିତାଙ୍କୁ, ଓ ଦେବାଧିଦେବ ସାକ୍ଷାତ ମହାଦେବ ଙ୍କୁ ମଧ୍ୟ ଛାଡି ନାହାଁନ୍ତି , ଖାଲି ସେତିକି ନୁହେଁ, ଭଲ କାମ କରିଥିଲେ ସେ ଭଲ ପୁରଷ୍କାର ଦେଇଥାନ୍ତି ମଧ୍ୟ ! ବାସ୍ ଖାଲି ସମୟ କୁ ଅପେକ୍ଷା । ନବ କିଶୋର ଦାଶ, ଶନି ଦେବ ଙ୍କୁ କ'ଣ ପୂଜା କରିନାହାନ୍ତି, କିନ୍ତୁ ମିଳିଲା କ'ଣ ? No explanation. କର୍ମ ର ଫଳରୁ ତ୍ରାହି ନାହିଁ ।

  • @pratappaikray7741
    @pratappaikray7741 7 місяців тому +15

    ଭଉଣୀ ଧଯ୍ୟ ଧର ଭଗବାନ ଉପରେ ଭରସା ରଖ ସବୁ ଠିକ ହୋଇ ଯିବ

  • @prasantanayak7513
    @prasantanayak7513 7 місяців тому +2

    ଏଇଟା ଓଡିଶା ମାଟି, ଉତ୍କଳ ଜନନୀ ଙ୍କ ମାଟି, ଆଉ ଏ ମାଟିରେ ଯୁଗ ଯୁଗ ଧରି ସତ୍ୟ ର ଜୟ ହୋଇଛି। ଅପେକ୍ଷା କରନ୍ତୁ ଅଧର୍ମ ର ନିଶ୍ଚୟ ଦିନେ ଅନ୍ତ ହେବ। ଦୁନିଆରେ ଯଦି ଧର୍ମ ବୋଲି କିଛି ଅଛି, ତେବେ ଆଧାର୍ମି ଙ୍କ ବିନାଶ ନିଶ୍ଚୟ ହେବ।

  • @hiralalpadhi
    @hiralalpadhi 7 місяців тому +12

    Human rights ମାଧ୍ୟମରେ ଓଲଟି କେସ ରୁଜୁ କରିବା ଆବଶ୍ୟକ।

  • @jagmohanjerai4607
    @jagmohanjerai4607 7 місяців тому

    Ajikali dunia re sata kahiba ....sabuthu maha paaapo 😢😢😢😢

  • @arjunaminiaka7061
    @arjunaminiaka7061 7 місяців тому +8

    ଆପଣଙ୍କୁ ଜିଏ ଅସୁବିଧା କରିଛନ୍ତି ତାଙ୍କର ପରିବାର ର ଦଃୁଖ ଦିଏ.ସୄୟଂ ଭଗବାନ ଓଁନମଃଶିବୟଂ

  • @benudharsaraka
    @benudharsaraka 7 місяців тому +2

    Didi tuma saha Jagannath achanti . Jai Jagannath didi

  • @SabitriNaik-hu6ci
    @SabitriNaik-hu6ci 7 місяців тому +5

    ସତ୍ୟ ରେ ମରିଵା ସତ୍ୟ ରେ ତରିଵାଏହି କିଳିଣି ନନାରୀ ଜାତିର ରହୁ ସୁଟି କରତା ଆଶୀର୍ବାଦ ଦେଊ ମତି ନାରୀକଥା ଇତିହାସ ହେଊ

  • @satyaswarupnayak4381
    @satyaswarupnayak4381 7 місяців тому

    Dimak re gote bheja pasila 🤣🤣🤣🤣
    Epic

  • @nibeditapradhan-do2ey
    @nibeditapradhan-do2ey 7 місяців тому +6

    So sad dee😭😭😭😭 Satya ra hi Jay A Satya binash....Jay Jagannath 🙏🙏

  • @sureshmaharana9443
    @sureshmaharana9443 7 місяців тому

    ନବୀନ ସରକାର ପ୍ରଶାସନ ର ସେସ ସମୟ ଆସିଗଲା ଜୟ ଜଗନ୍ନାଥ 🙏🙏🙏🙏

  • @saratsahu4895
    @saratsahu4895 7 місяців тому +6

    ଧର୍ମର ଜୟ ପାପର କ୍ଷୟ | ଏହା ଗୋଟିଏ ରାଜନୈତିକ ଚକ୍ରାନ୍ତ ।

  • @ajitkumarswain308
    @ajitkumarswain308 7 місяців тому +1

    Wait bhauni agaku sabu bhala haba

  • @sagarchandramohanty1708
    @sagarchandramohanty1708 7 місяців тому +17

    ଦିଦି ବିଛା ମନ୍ତ୍ର ଜାଣିନ ସାପ ଲାଞ୍ଜରେ ହାତ ମାରିଚ ଚୋଟ ଖାଇବ

    • @BiswaranjanSwain-i4p
      @BiswaranjanSwain-i4p 7 місяців тому

      ସାପ ତ bjd ବାଲା ଆଉ କିଏ ଶୁଣ ପୁଅ ସାପ କୁ ଧରିବା ପାଇଁ ଜୁନ 4 ତାରିଖ ରେ ଆସୁଛି ସାପ ର ବୋପା ।ମନେରଖ

  • @SontoshPatra-cw8ru
    @SontoshPatra-cw8ru 7 місяців тому

    Didi mo hrudaya ru tumku pranam❤❤❤❤❤❤❤,,😢😢😢

  • @SudhansuSwain-cm4gi
    @SudhansuSwain-cm4gi 7 місяців тому +10

    ଏ ଭିଡ଼ିଓ କୁ ବହୁତ ସେୟାର କରାଯାଉ

  • @prashantidas4702
    @prashantidas4702 15 днів тому

    Satyare sabu bele Jay hoi thae ,bhani ,satyare chalu thiba loka ku kasta mile,

  • @ranjanlipu96
    @ranjanlipu96 7 місяців тому +14

    ଧର୍ମର ଜୁଗ,ଜୁଗ ଜୟ,ଆଜି ନହେଲେ କାଲି ହବ.

    • @subratchemistry
      @subratchemistry 7 місяців тому

      Dharmara joy Kebe hebani because eita kaliyug ethi kalira effect besi

  • @BasantaMutmu
    @BasantaMutmu 7 місяців тому

    ମର୍ମାହତ କାହାଣୀ ନିଶ୍ଚିତ, ଭଲ ହେବ ଏ ସବୁଠୁ ଦୂରେଇ ରହିବା, ଭଗବାନ ତ ନିଜେ ଖଳ ଲୋକଙ୍କ କବଜାରେ, ଶୁଣିବ କିଏ, ତେଣୁ ସଂସାର ରେ ରହିବାକୁ ହେଲେ ପଥର ପଡ଼ିଲେ ବି ସହିବାକୁ ହେବ

  • @baidyabiharigiri9439
    @baidyabiharigiri9439 7 місяців тому +7

    ଅପେକ୍ଷା କର ସେମାନେ ଜଗନ୍ନାଥ କ ଦୃଷ୍ଟିରୁ ଦଣ୍ଡ ପାଇଵେ

  • @KaliaMahapatra-vz4nu
    @KaliaMahapatra-vz4nu 7 місяців тому

    Didi tumar Kichhi hebani uparabala sabu bichar kariba wait to time

  • @laxmansahu9345
    @laxmansahu9345 7 місяців тому +10

    ଧର୍ମର ଜୟ ପାପର କ୍ଷୟ

  • @kanjiaranjitkumar3824
    @kanjiaranjitkumar3824 7 місяців тому

    Thanks 🙏🙏🙏👍 Sister. Satyara. Jay. Heba

  • @legenddibya3191
    @legenddibya3191 7 місяців тому +5

    Bhagaban bichar karbe.good my sister

  • @gunanidhichhechua7542
    @gunanidhichhechua7542 7 місяців тому +1

    AENabina odisha

  • @apartimoharana2763
    @apartimoharana2763 7 місяців тому +11

    ଆପଣ ଯାହା କହିଲେ ଠିକ ରାଜ ନିତୀ ହେଉଛି ଜରା ନିତୀ ଯେଉଁଦିନ ରାଜନୀତି ଆରମ୍ଭ କଲେ ତାହା ଜଣା ଥିଲା ଏପରି ହେବ.. ଯାହା ହେବାର ହେଲାଣି ଏବେ ରାଜ ନୀତିଛାଡି ଅନ୍ୟ ଭିଡିଓ କର ରାଜ ନୀତିରେ ନା ଧର ନାହିଁ ଆମେ ଖଟିବା ଆମେ ଖାଇବା
    ଅଲେଖ ଶରଣ 🙏🙏🙏

  • @MinatiPradhan-r7q
    @MinatiPradhan-r7q 7 місяців тому +1

    Bhala heichi

  • @kishorepradhan7159
    @kishorepradhan7159 7 місяців тому +25

    ତମେ ଯଦି ମଦ ବିକୁନଥିଲ ଘରେ କାହିଁକି ଖାଲି ମଦ ଯାର ରଖିଥିଲ ? ଖାଲି ମଦ ହାଣ୍ଡି କାହିଁକି ରଖିଥିଲ ଘରେ ?

    • @_mr___rajput
      @_mr___rajput 7 місяців тому +2

      ??? Mada jaar & handi boli kauthe kahile se kahile jaar 2 ta thila na ki mada jaar 👍👍

    • @ranjitbehers3715
      @ranjitbehers3715 7 місяців тому

      ବାଡ଼ିରେ ପଚ କାହିଁକି ରଖିଲା । ମଦ ଧାରା ପଡ଼ିଲା ପରେ ଏମିତି କୁହନ୍ତି । ମୁଁ ଚୁରି କରିନି ଛି ନାଟକ ବାଜି ।

  • @balaramsahu8948
    @balaramsahu8948 7 місяців тому +9

    ସତ୍ୟତା କୁ ପରିପ୍ରକାଶ କରି ପାରୁଥିବା ବାକ୍ତିର ଏ ଅବସ୍ଥା ପାଇଁ ଦାୟୀ ସରକାର ଜୁଲୁମ୍ ର ଗୋଟେ ସୀମା ଥାଏ

  • @krishnasa1044
    @krishnasa1044 7 місяців тому +5

    Nai madam apana asantu we r with you ❤❤❤❤

  • @prabodhabarik9262
    @prabodhabarik9262 7 місяців тому +1

    Don't worry sister god is with you always