Jibana Do Chhakire Ashara Alok Ep 294 | 27 NOV. 2021|ଶାଶୁ-ବୋହୂ ତୁ ତୁ ମେ ମେ..

Поділитися
Вставка
  • Опубліковано 27 лис 2024

КОМЕНТАРІ • 366

  • @khanti_puri.pila_pradhan_toka
    @khanti_puri.pila_pradhan_toka 3 роки тому +34

    ଝିଅ ର ବହୁତ ଗୁଣ ଖରାପ
    ମୋର ଯାହା ମତ ସେ ଝିଅ ତା ବାପା ଘରେ ରହୁ
    ବେଶି ଚୋଡ଼ି ହଉଚି
    ଧନ୍ୟବାଦ୍ ଆଶା ର ଆଲୋକ
    ପୁଅ ପିଲା ଗୁଡିକ ହେଲା ହୃଦୟ ବାଲା

  • @alekhkumarpanda342
    @alekhkumarpanda342 3 роки тому +46

    ଏ ଝିଅର ମୁହଁ ବହୁତ ତା ମା ପାଇଁ ସିଏ ଏମିତି ହେଉଛି। ରାଜେଶ ଭଲ ହସୁ ଛନ୍ତି। କାଳୀ ମା। 😀 ଜଗନ୍ନାଥ ଭଲରେ ରଖନ୍ତୁ

  • @sagarswain6184
    @sagarswain6184 3 роки тому +38

    ଏ ଝିଅ ତୁ ବୁଝିଯା ଶଶୁର ଦେହ ଖରାପ ତୁ ତାଙ୍କ ସେବା କର ତୋର ମଙ୍ଗଳ ହବ ଏତେ ରାଗ କରେନି ତୋ ସ୍ୱାମୀ ଟା ଭଲ ତୋ ବାପା ମା ଙ୍କ କଥା ରେ ଭାସିଯାନା ଆଗକୁ ବହୁତ ପସ୍ତେଇବୁ ତୋର ବୁଝିବା ସକ୍ତି ହେଇନି ତୁ କମ ବୟସ ର ଝିଅ ଯାହା ହବ ତୋର ଭଲ ହବ ଯା ତୋ ଶଶୁର ଘରକୁ ଯଦି ନ ଯାଉଛୁ ଏଠିକି କଣ ଗାଣ୍ଡି ମରେଇବାକୁ ଆସିଥିଲୁ ତୋ ରୂପ ବଦନ ଦେଖେଇବାକୁ

  • @anjankhatua3561
    @anjankhatua3561 3 роки тому +40

    ଝିଅ ଆଉ ତା ମା ଦୁଇଜଣ ଘର ଭାଙ୍ଗୁଛନ୍ତି
    ପୁଅ ଆଉ ତା ମା ବହୁତ ଭଲ ମଣିଷ ପରି ଲାଗୁଛି।ଏହା ମୋତେ ଲାଗୁଛି।

  • @akshaybhoi6538
    @akshaybhoi6538 3 роки тому +22

    ଏହି ଝିଅଟା ବହୁତ୍ ମୁହଁ

  • @ajaykumarbehera4136
    @ajaykumarbehera4136 3 роки тому +16

    ଛୋଟ ଛୋଟ କଥା ଧରିଲେ ସଂସାର ଭାଙ୍ଗିଯିବ

  • @yogeshsahu2928
    @yogeshsahu2928 3 роки тому +20

    ଶହେ ଶହେ ରେ ଦୁଃଖ ଗୁଡାକ କିନୁଛି ସେ ଝିଅ ସମୟ ଆସିବ ତୁ ପାଖରେ କେହି ନଥିବେ।ତୁ ମା କଣ୍ ଖୁସି ଦେଇ ପାରିବ। ଭଗଵାନ ତତେ କେବେ କ୍ଷମା ଦେବେ ନାହିଁ
    । ପ୍ରଭୁ ଶ୍ରୀ ଜଗନ୍ନାଥ ସେ ଭାଇ କୁ ସହାୟ ହୁଅନ୍ତୁ

  • @betexshyamsundar990
    @betexshyamsundar990 3 роки тому +10

    ମିହିର ଭାଇ. ଆପଣ ରେଷ୍ଟ ନିଅନ୍ତୁ. ଆପଣ ବହୁତ ଦିନ ବଂଚିବା ଦରକାର.

  • @subhrajitsamaljajpur1536
    @subhrajitsamaljajpur1536 3 роки тому +35

    ଯଦି ଭଲ ଗୁଣ ଥାଏ ତା ହେଲେ କଳା ରଙ୍ଗର କିଛି ମହତ୍ୱ ନାହିଁ.. କଳା ରଙ୍ଗ ସବୁଠୁ ଭଲ 😊😊

  • @sudarsannahak5127
    @sudarsannahak5127 3 роки тому +48

    ଘର ଭାଙ୍ଗିବାର ମୁଖ୍ୟ ଭୂମିକା ଝିଅର ମା ର ରହିଛି ।ଝିଅର ମୁଁହ ଜୋର୍ ସେ ବହୁତ୍ ମୁହଁ ଖୋଲୁଛି ପ୍ରଥମେ ତାକୁ ଚୁପ୍ ହେବା ଦରକାର ।ୟେଥିରେ କଳା ଗୋରା ର କିଛି କାରଣ ନାହିଁ ଝିଅ ଘର ବହୁତ୍ ମିଛ କହୁଛି

  • @akshaybhoi6538
    @akshaybhoi6538 3 роки тому +10

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ
    ଜଗନ୍ନାଥ ବି କଳା ଝିଅଟା କଳାହେଲେଵିଲୀ କ'ଣ ସିଂଏ
    କଣ ମଣିଷ ନାଁ ❤️👍🏾👍🏾❤️❤️🌹❤️❤️❤️🌹❤️

  • @cutylovely2197
    @cutylovely2197 3 роки тому +5

    Thanks ashara alok team

  • @santoshsanji6315
    @santoshsanji6315 3 роки тому +19

    Jhia ra bahut ego au chandi ta

  • @dillipsagadia6927
    @dillipsagadia6927 2 роки тому +1

    କଥାରେ ଅଛି ଗୋଟେ ହତାରେ ତଳି ବଜେନି , ଏକଥା ଠିକ୍ କିନ୍ତୁ ଏଠି ପୁଅ ଘରର ହାତ ସ୍ତିର ଅଛି ଆଉ , ଝିଅ ଘର ପଟୁ ହାତ ଆସିକି ପୁଅ ଘର ହାତରେ ବାଡେଇ ହଉଚି ତେଣୁ ତାଳି 👏👏 ଟା ଯୋରେ ବାଜୁଚି । ହୁଏତ ଝିଅର ପୁଅର ମା ଝିଅକୁ ବହୁତ୍ କିଛି କହିଥାନ୍ତି କିନ୍ତୁ ତାଙ୍କର ବୁଝିବାର ଶକ୍ତି ଆଉ ଝିଅର ମା .... 😀 ସାକ୍ଷାତ ମହିର୍ଷା ମଦିନି ମା ଦୁର୍ଗା । କଥା ରେ ଖଣ୍ଡା ଚଲେଇ ଦଉଛନ୍ତି । ଝିଅର ବାପା ଙ୍କ କଥା ନକହିବା ଭଲ , ଟା ଛଡ଼ା ଯୋଉ ଘରେ ଦୁର୍ଗା ମା ଓ କାଳୀ ମା ପ୍ରସନ୍ନ କରିଛନ୍ତି ସେଠୀ ସାଧାରଣ ମାନବର କଥା କିଏ ବା ହିସାବକୁ ନେବା । ଏ ଝିଅ କୁ ଯିଏ ବିକଳା ରଙ୍ଗବୋଲି ଗଞ୍ଜଣା ଦେଉଛି ସେ ବିଲକୁଲ ଠିକ୍ କରିନି ମୁଁ ଏହାର ପ୍ରତିରୋଧ କରୁଛି କିନ୍ତୁ ଏକଥା ସତାଜେ ଭଉଣି ତୁମର ଉଗ୍ର ରୂପ ସାକ୍ଷାତ ମା କାଳୀ ଙ୍କର ରୁପଠୁ ବି ଅଧିକ । ଏତେବଡ଼ ମଞ୍ଚରେ ଶାଶୁ କୁ ଓ ସ୍ବାମୀଙ୍କୁ ଯିଏ ତୁ ତା କରେ ଓ ସନମାନ ଦେଇ ନପାରେ ତାଙ୍କ ଠୁ ଅଧିକ ଆଉ କଣ ବା ଆସା କରାଯାଇ ପାରେ । ଏତେବଡ଼ ମଞ୍ଚରେ ଯିଏ ଆଖି ଖସିଗଲା ପାରି ଭାୟଙ୍କର ରୂପ ଦେଖେଇ ଯିଏ ଉଛ ସ୍ଵରରେ କଥା ହେଇ ପାରୁଛି ସେ 12*14 ଫୁଟ ଘର ଭିତରେ ତାଣ୍ଡବ ନୃତ୍ୟ କରୁଥିବେ , ଆଉ ଯଦି ଭୁଲ୍ ରେ ସ୍ଵାମୀ ସହ ଖଟରେ ଶୋଇଲା ବେଳେ ରାଗି ଯାଉଥିବା ତାହେଲେ 7*6 ଫୁଟର ଖଟର ଅବସ୍ଥା ଜେ କଣ ହେଉଥିବ ତାହ ସହଜରେ କଳ୍ପନା କରାଯାଇ ପାରେ । ସେ ଯାହାବି ହେଉ ପୁଅ ଜଣକ ବୁଝିଲା ସୁଝିଲାର ଲାଗୁଛନ୍ତି । ଭାଇରେ ଯାହା ହେଇଛି ହୋଇଛି ବୁଝେଇ ସୁଝେଇ ଘରକୁ ନେଇ ଆସ ଦେବୀ ଙ୍କୁ । ଦେବୀ ଅବଶ୍ୟ ତୁମ ଉପରେ ଉତ୍ଖିପ୍ତ ଅଛନ୍ତି ତେଣୁ ଆସିବାକୁ ମନାକଲେ କୀନ୍ତୁ ମୋର ଆସା ସଠିକ୍ ରୂପେ ପୂଜାର୍ଚ୍ଚନା ପୁଣି ଦେବୀ ପ୍ରସନ୍ନ ହେବେ ଏହା ତୁମ ପାଇଁ ଜରୁରୀ କେବଳ ନିଜ ସନ୍ତାନ ପାଇଁ । ଆଣିଲା ବେଳେ ଦେବୀଙ୍କର ବେକ ପାଖରେ ଗୋଟେ ଭଲ୍ୟୁମ୍ ଲାଗିବାର ବ୍ୟବସ୍ଥା କରିବା ଯେମିତିକି ଉଚ୍ଚସ୍ୱରରେ କଥା ହେଲାବେଳେ ତମେ ତାଙ୍କ ସ୍ୱର କୁ ବଢେଇ ଆଉ କମେଇ ପାରୁଥିବ ।
    ବାକି ରହିଲା ପୁଅର ମା , ମାଉସୀ ତୁମକୁ ଓ ତୁମପରି ସମସ୍ତ ଶାଶୁ ଓ ମା ଙ୍କୁ ଅନୁରୋଧ ଯଦି ଆପଣମାନେ ସମସ୍ତେ ସତରେ ନିଜ ସନ୍ତାନର ଖୁସି ଚାହୁଁଛ ତେବେ ଦୟାକରି ପରିଣତ ବୟସରେ ଜିଦଖୋର୍ ହୁଅନି । ନିଜ ଛୁଆମାନଙ୍କୁ ସଂସାର ଚାଲେଇବାରେ ସହଯ୍ୟକର , ବୋହୂକୁ ଝିଅ ଭାବି ନିଅ ଆଉ ଜ୍ୱାଇଙ୍କୁ ପୁଅ ତାହେଲେ ହିଁ ସବୁ ଠିକ୍ ଚାଲିବ । ଆପଣମାନେ ଟିକିଏ ଗୁରୁଜନ ପଣିଆ ଜାହିର କରିବାକୁ ଚାହିଁଲା ବେଳକୁ ପିଲାମାନଙ୍କର ସଂସାର ଉପରେ ତାହାର କୁପ୍ରଭାବ ପଡ଼ୁଚି । ଏଣୁ ସମସ୍ତ ଅଭିଭାବକଙ୍କ ଅନୁରୋଧ ଦୟାକରି ଜିଦଖୋର ହୁଅନ୍ତି ନାହିଁ , ନିଜର ବୋହୂ ହେଉ ବା ଜ୍ବାଇଁ କୁ ସହଜରେ କ୍ଷମା କରନ୍ତୁ ଯେମିତି ନିଜ ପୁଅକୁ ଆଉ ଝିଅକୁ କରନ୍ତି । ତାଙ୍କୁ ବି ସେତିକି ଆଦରକରନ୍ତୁ ଯେତିକି ନିଜ ପିଲାମାନଙ୍କୁ କରନ୍ତି । ଦରକାରଠୁ ଅଧିକ ସହଯୋଗ କରନ୍ତୁ ନାହିଁ କି ଅନାବଶ୍ୟକ ସ୍ଥଳେ ସବୁବେଳେ ତାଙ୍କ ବୈବାହିକ ପାରିବାରିକ ଜୀବନର ହସ୍ତକ୍ଷେପ କରନ୍ତୁ ନାହିଁ । 🙏🙏🙏
    ହେ ଭଗବାନ୍ ଏଭଳୀ ସମସ୍ୟା କାହା ଜୀବନରେ ସୃଷ୍ଟି ନହେଉ ।
    ........ଜୟ ଜଗନ୍ନାଥ 🙏🙏🙏....

  • @mamataranibal7064
    @mamataranibal7064 3 роки тому +15

    1.Rosei sikhinu au kuade asichu be
    2.Tu kala jhia ta Tate puni pasand kariki bohu kariki nale Kemiti
    Jhia ta bahut Harami achhi khali goda upare goda pakeiki khaibaku chanhuchi badmas jhia ta

  • @laxmipriyamahalik1104
    @laxmipriyamahalik1104 3 роки тому +1

    Aiii jhia au tanka paribar kajia loka guudak

  • @rasmitabehera1202
    @rasmitabehera1202 3 роки тому +6

    Ei jhiara maa kn hauchi loo maa ...mu hasi hasi Peta pidha heigala....😅😅😅😅😅😅

  • @parirock8823
    @parirock8823 3 роки тому +6

    Thnx aasara Alok 🙏🙏🙏

  • @lipansahu6518
    @lipansahu6518 2 роки тому +1

    ଝିଅର ମା ବେସିହେଉଛି ,ଝିଅ ପିଲା ଜିତିବ ସବୁ ଜାଗାରେ ତେଣୁ ଝିଅ ହର ବେସି ହେଉଛନ୍ତି

  • @umeshchandrasenapati6110
    @umeshchandrasenapati6110 3 роки тому +7

    ଝିଅ ଓ ଝିଅମା ର ସବୁ ଦୋଷ....

  • @bimalchandrapuhan5774
    @bimalchandrapuhan5774 3 роки тому +20

    Maa mahakali ki Jai Rajesh is great many many thanks to OTV

  • @susantapanda2413
    @susantapanda2413 3 роки тому +7

    Pua best 🤞🤞🤞🤞🤞🤞🤞🤞🤞🤞🤞🤞

  • @mittupilla9157
    @mittupilla9157 2 роки тому +1

    Best program

  • @ODISHARABOSS
    @ODISHARABOSS 3 роки тому +7

    ଝିଅଟା ଗଧୁଣିଟା ଗଣ୍ଠ ମୁର୍ଖ

  • @pujamaharana2536
    @pujamaharana2536 3 роки тому +6

    Thanks aasara aloka.

  • @akankshapattnaik7568
    @akankshapattnaik7568 3 роки тому +4

    ମିହିର ଦାସ 🙏🙏👍🏻👍🏻

  • @Deepali_mohanta_cuty
    @Deepali_mohanta_cuty 3 роки тому +1

    Jhio ta chahu6i ta under rokhibaku samastanku

  • @alokanjalikduniya1125
    @alokanjalikduniya1125 3 роки тому +12

    A jhia ra byabahara thick nahi au sahanasilata nahi sasughare bahut kichhi sahibaku pade nahale sansara chaleni au sasu jete b kharap kuhantu nije jhia thick nahi. Maa lo sasughara kn tu kichhi janinu khali uduchu pabana re

  • @kabulinayak7212
    @kabulinayak7212 3 роки тому +15

    ୟେ ମା କାଳୀ ର ରାଗ ଘର ଟା ବହୁତ୍ ବଡ ।ଜୟ ମା କାଳୀ ।

  • @muralidharnaik5239
    @muralidharnaik5239 3 роки тому +5

    ଆ ଲୋ ମା ଆ ମାନେ କଲା ଗୋରା ସଂସାରେ ଅଛନ୍ତି କଲା ଗୋରା ରେ ଘର ଚଳେ ନି

  • @BR-nd1yv
    @BR-nd1yv 3 роки тому +3

    Tapaswani ro b asaro aaloko re bicharo huontaki semane sighoro misijante

  • @Subarnabulu
    @Subarnabulu 2 роки тому +1

    se jhia ra katha barta thik nai sasu sasura gurujana nku kemiti katha kuha jae sikhini 😡😡😡😡😡😡 abhadra jhia ta

  • @jayjagannath7849
    @jayjagannath7849 3 роки тому +8

    Mora maa kali upare varasa nahin really kali maa🙏🙏

  • @Debanshi_123
    @Debanshi_123 3 роки тому +7

    Pua ta bahut bhala

  • @dibya63
    @dibya63 3 роки тому +2

    ପୁଅ ଟା ବହୁତ ଭଲ

  • @PradeepKumarPandaEconomist
    @PradeepKumarPandaEconomist 3 роки тому +17

    Best show ever. Salute Mihir Bhai.

  • @umakantkumar9612
    @umakantkumar9612 3 роки тому +2

    ଏ ଝିଅର କିଛି ଅନ୍ୟ ଧନ୍ଦା ଅଛି

  • @prabhakarsahu8582
    @prabhakarsahu8582 3 роки тому +8

    Jheea ra maa ta viliyan Au jheea ta maa pakharu sabu sikhuchanti pua ta bhala ta maa b Bhala...

  • @kloworseipiangin
    @kloworseipiangin 3 роки тому +1

    Nice video.👍❤

  • @bhabanighadei4075
    @bhabanighadei4075 3 роки тому +5

    Thanks aasara aloka

  • @nibeditapradhan8496
    @nibeditapradhan8496 3 роки тому +2

    Rajesh bahut bahut vala....

  • @rasmitamohanty823
    @rasmitamohanty823 3 роки тому +11

    Pua ra maa ta bhala kn tike ragiki kahideithibe hele hashichhanty naa

  • @osmoodishaofficial
    @osmoodishaofficial 3 роки тому +2

    Bhala hela sana bhai kichhi chinta karani grhagala tumara tumara lamba jibana achhi jay Jagannatha.

  • @homestylecookwithsunita4041
    @homestylecookwithsunita4041 3 роки тому +7

    Ei jhia ra maa kn pagala na kan emiti kkan hauchanti stage upare 😂😂

    • @ranjitparida6572
      @ranjitparida6572 3 роки тому

      ନା ନା ଏଥିରୁ ଜଣା ପଡୁଛି ସେମାନଙ୍କର ଜ୍ଞାନ ଟିକେ କାମ ତାର ମାନେ ନୁହଁ କି ମୂର୍ଖାମୀ ର ଫାଇଦା ଉଠେଇବା

    • @chandandalei7005
      @chandandalei7005 3 роки тому

      Mudhi bika family kn educated hebe

  • @sangeetswain8007
    @sangeetswain8007 3 роки тому +15

    Mihir sir pls take rest . U always need for us 🙏🙏🙏

  • @Sidhantapradhan1
    @Sidhantapradhan1 3 роки тому +8

    Jhia ta satare murkha te

  • @bijayaswain468
    @bijayaswain468 2 роки тому +1

    ଝିଅ ସେ ଜୀବନରେ ବହୁତ୍ କଷ୍ଟ ପାଇବ ସେତେବେଳେ ଜାଣିବ

  • @Snayak-ut6dx
    @Snayak-ut6dx 3 роки тому +6

    Toh sasu kmti tate Bohu karila toh thu toh bahut sundar se , kali kuturi ate garba Tara gori haithile Indra Chandra Mani nathantu....

  • @Sidhantapradhan1
    @Sidhantapradhan1 3 роки тому +7

    Jhia ra attitude negative re jauchi jhia mane marriage purbaru rosei sikhiba katha ebe 20th century pila heiki emiti kan heucho re

  • @pujasundaray5877
    @pujasundaray5877 3 роки тому +6

    ବୁଢ଼ୀ ପକ୍କା ହାରାମି

  • @jayantasahu429
    @jayantasahu429 2 роки тому

    Baba re jhio tu mahan 🙏🏼🙏🏼

  • @geetanjalidutta2933
    @geetanjalidutta2933 3 роки тому +2

    Daughter in law has some problems. She has to adjust first. Really Sukanta sir talking strategically. Nice sir. This is the trick.

  • @brundabanpradhan4993
    @brundabanpradhan4993 3 роки тому +4

    ଝିଅଟା ର ଗୁଣ ଖରାପ ।ଝିଅର ମା ମୁଖ୍ୟ ଖଳନାୟିକା ।

  • @pareshregional5645
    @pareshregional5645 3 роки тому

    Jhia ra bahu kalakar

  • @meenakshikar6351
    @meenakshikar6351 3 роки тому +2

    ଝିଅ ର ଶାଶୁଠାରେ ଅସୁବିଧା ଅଛି।ସାହାସ କରି ପାରୁନି ଯିବାକୁ।ଜୟ ଜଗନ୍ନାଥ।

  • @RameshKumar-h5i8o
    @RameshKumar-h5i8o Рік тому

    Very good decision of Reena Behera . Thanks to all .

  • @PratapSahu-f5w
    @PratapSahu-f5w Рік тому

    Swami bhala

  • @mitabehera6018
    @mitabehera6018 3 роки тому +6

    Pua best👌👌

  • @yashobantanaik2415
    @yashobantanaik2415 2 роки тому

    ଝିଅ ଆଉ ଝିଅ ର ମା ର ବହୁତ ଭୁଲ ଅଛି l

  • @satyendranath5274
    @satyendranath5274 3 роки тому +7

    Due to teenagers marriage the whole problem created. Also problem created by the both side mother. The girls short tempted problem due to her 😕 mother.

  • @basu7008
    @basu7008 3 роки тому +7

    Kali ro powerful power

  • @mishramamta7784
    @mishramamta7784 3 роки тому +2

    Nice

  • @laxmipriya1680
    @laxmipriya1680 3 роки тому +2

    ସ୍ୱାମୀ ଟା ସନ୍ତୁ ନିଜେ ଭଳିଆ ଦେଖା ଯାଉଛି👍

  • @rajeshdash6166
    @rajeshdash6166 3 роки тому +6

    ଏଇ ଭଳି ଝିଅ କୁ ତୁରନ୍ତ ଛାଡ଼ପତ୍ର ଦେଇ ଅନ୍ୟତ୍ର ବାହା ହେବା ଦରକାର।

  • @raghunathmoharana8701
    @raghunathmoharana8701 3 роки тому +1

    Love you bhai

  • @anjankhatua3561
    @anjankhatua3561 3 роки тому +3

    Really miss mihir sir 😥😢

  • @saiswariparida9536
    @saiswariparida9536 3 роки тому +2

    Jay maa kali

  • @ranjitparida6572
    @ranjitparida6572 3 роки тому +23

    ଏଥିରୁ ଜଣା ପଡୁଛି ଝିଅ କହୁଥିବା କଥା ୬୫% ଠିକି କଥା ,,,,ଆଉ ଶାଶୁ ପୁରା ଭିଲିଆନ

  • @shehzadimamuni96
    @shehzadimamuni96 3 роки тому +3

    E jhia ra maa ghara bhanguchi mate laguchi se jemiti reaction he bhagban taku dekhile dara laguchise joie dari jauchi😠😠

  • @kloworseipiangin
    @kloworseipiangin 3 роки тому

    Very good.👍❤

  • @rituswain8353
    @rituswain8353 2 роки тому

    ଏହା ସତ ହୋଇଥିବ

  • @rachitasatapathy2041
    @rachitasatapathy2041 3 роки тому +2

    God job

  • @smileplease57
    @smileplease57 3 роки тому +2

    Jhio maa best comedy villain......ta acting dekhi puo,and puo maa full enjoy karuchanti

  • @ankitarauta2459
    @ankitarauta2459 3 роки тому +4

    Bohu ta rana chandi ta jhia mane kete sahuchanti a jhia kichi bi sahibaku rajinahi jhia ra maa bopa hi ghara bhaguchanti jhia ku bujhaunehenti 😡😡

  • @pintumaharana1734
    @pintumaharana1734 3 роки тому +2

    Rajesh Bhai bahut bhala love you Rajesh hele Rajesh ra sasu chandi

  • @sudansinghsardar402
    @sudansinghsardar402 2 роки тому

    Jio ro momi pura 'no1 aau jio pura 10 💣 namber

  • @sonammanaslifestyle5377
    @sonammanaslifestyle5377 2 роки тому +1

    I m big fan mihir sir 🙏 sai baba jaladi apanku bhala karidebe

  • @jayjagannath7849
    @jayjagannath7849 3 роки тому +3

    Joy maa kali varasa🙏🙏

  • @kabitaparadhan9768
    @kabitaparadhan9768 3 роки тому +1

    Mihir sir aapan deha jaldi bhal heijibe🙏🙏🙏🙏🙏🙏🙏

  • @Sidhantapradhan1
    @Sidhantapradhan1 3 роки тому +11

    Pua jhia jama melo khauni ho pua ta santi dekhajauchi hele jhia pura deunchi

  • @Krishnanayak96
    @Krishnanayak96 2 роки тому +2

    RIP Mihir sir 😔😭

  • @ritikroul4442
    @ritikroul4442 3 роки тому +4

    ଝିଅର ମାଆ ବହୁତ ବଦ୍ ମାସୀ ତାଙ୍କ ଆଖିରେ କଳା ଲଗେଇଛନ୍ତି ମୁଁ ସେଇଠୁ ସଂନ୍ଦେହ କରିଲି😂🤣🤣😂ସେ ବୁଢୀ ବହୁତ ହାରାମି ଜଣା ପଡୁଛି...

  • @satapathyentertainment1142
    @satapathyentertainment1142 2 роки тому +1

    How to cantact ashara aaloka.plz help me

  • @ajayamallick7732
    @ajayamallick7732 3 роки тому +2

    ଝିଅର ପବଳ ଦୋଷ

  • @ManojKumar-wd8mz
    @ManojKumar-wd8mz 3 роки тому +5

    Ea bedha kali toki bahut khrapa achi

  • @Snayak-ut6dx
    @Snayak-ut6dx 3 роки тому +5

    Jhia au ta maa amiti kn hau chhanti hahaha 😂😂😂pua au ta maa khali maza naiki Hasu chhanti...

  • @NareshKumar-mx3tg
    @NareshKumar-mx3tg 3 роки тому +1

    ଏ ମିତି ଝିଅକୁ ନେଇ ଘର କରି ହବନି ଶାଶୁ ପୁରା ପଶୁ ପଶୁଙ୍କ ସହ ଘର କରିବା ଠିକ୍ ହବନି

  • @biswamitramishra7186
    @biswamitramishra7186 3 роки тому

    ଗଞ୍ଜାମ କେସ ଆଜ୍ଞା ଏବେ ଦେଖନ୍ତୁ ତପସ୍ଵିନୀ ଓ sumit ଙ୍କୁ ଦେଖନ୍ତୁ ନା

  • @miss_rout-09
    @miss_rout-09 3 роки тому +1

    ଝିଅ ର ମାଆ 😂ବୁଢୀ ପୁରା କାଣ୍ଡେଇ

  • @nickworld4645
    @nickworld4645 3 роки тому

    Sasu bahut vala

  • @kkgowala2103
    @kkgowala2103 3 роки тому

    Br br

  • @rajendrasenapati2051
    @rajendrasenapati2051 3 роки тому +10

    ବହୁ ବେକାର

  • @bibhumusictv691
    @bibhumusictv691 3 роки тому +4

    କାଉ ବଗ

  • @jilunayak2241
    @jilunayak2241 3 роки тому +2

    i really miss you Mihir sir

  • @dibyashreerout6216
    @dibyashreerout6216 3 роки тому +2

    sabu bhul ra khyama thae.jadi sasu bhul karithibe se ta accept kale. jhia hin kharap. ete garam heba jhia nku sobha paeni.samaya asiba bujhila belaku nediguda kohuniku bohijaethiba . sasu gharaku gale sabu bhuli samastankara bhala heba.

  • @chandansethitiktok3488
    @chandansethitiktok3488 Рік тому

    Tu puya aou gote baha haija Jhiya size hai jiba

  • @ganeshdalai5094
    @ganeshdalai5094 3 роки тому

    Ok namskar thanks

  • @Suryakanta1715
    @Suryakanta1715 3 роки тому

    Rajesh @ maa bahut bhal

  • @shreya-kq6iz
    @shreya-kq6iz 3 роки тому

    Pua au pua ra maa bahut bhhala

  • @harihardalabara5545
    @harihardalabara5545 3 роки тому

    Rajesh is Best.....