When Will OBC Have 27% Reservation ? | No Comments
Вставка
- Опубліковано 10 лис 2024
- When Will OBC Have 27% Reservation ? | No Comments #nirbhaygumarakatha #OdishaPolitics #NavinDas
Odisha's Best Political UA-cam Channel.
Odisha's Fastest Growing Political UA-cam Channel.
Odisha's Fast Ever Only Political UA-cam Channel.
Odisha's Most Popular Political UA-cam Channel.
For Latest Odisha Political News Follow us:
UA-cam: www.youtube.co....
Facebook: / nirbhayodia
Twitter: / nirbhaytubeodisha Politics,Odisha News,Khabar Odisha,Odisha Khabar,Rokthok,Nirbhay Khabar,Nirbhay,Politics,Odisha Corruption,BJD,Odisha BJP,BJD Party Office,Bhubaneswar,Odisha,BJD Politics,Odia News,Nabin Das,Nirbhaya,CM Naveen Patnaik,Biju Janta Dal,Election,Monomohan samal,Narendra Modi,PMO,V K Pandian,puri,SocialMedia,P K Mishra,India Today,CMO,NUA O,BJP ODISHA,Kartika Pandian,Vote,Naveen Pattnaik,Mohan Ch Majhi,VKP,Jute Bag Scam,Subhadra,Paddy
Instagram: / in
PH NO -9124469621
ଜାତି ଜନଗଣନା କରାଯାଉ ।।।ଆଉ ସେହି ଅନୁପାତ ରେ ସଂରକ୍ଷଣ ଦିଆଯାଉ ।ଯାହାର ଯେତେ ସଂଖ୍ୟା ତାହାର ସେତେ ସଂରକ୍ଷଣ ।।
100% Correct sir .
ଆଉ ଆମେ ସାଧାରଣ ବର୍ଗ ପାଇଁ ମୋଦି ଯେଉଁ 10% ଆରକ୍ଷଣ କରିଛନ୍ତି ତାହା ମୋହନ ସରକାର କେବେ ଲାଗୁ କରିବେ?
ଜୟ ଜଗନ୍ନାଥ 🎉🎉🎉🎉
ଯାହାର ସଂଖ୍ୟା ଯେତେ ତାର ଭାଗ ସେତେ...
ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ନବୀନ ପଟ୍ଟନାୟକ ସରକାରଙ୍କୁ ପତ୍ର ଲେଖିଥିଲେ,ଏବେ ଭୁଲି ଗଲେଣି, ଏବେ କେବଳ ରେଭେନ୍ସା କଲେଜର ନାମ ପରିବର୍ତ୍ତନ ଚିନ୍ତା । ତାଙ୍କର କେବଳ ଉଦ୍ଭଟ ଚିନ୍ତାଧାରା ।OBC ପାଇଁ ସତେଇଶି ଭାଗ ସଂରକ୍ଷଣ ନିହାତି ଆବଶ୍ୟକ ।
ଖାଲି କୋଟା ରାଜନୀତି। ଏମିତି କୋଟା ରାଜ କେତେ ଦଶନ୍ଧି ଧରି ଚାଲିବ? କୋଟା ରେ ଚାକିରୀ ପାଇଥିବା st,sc ଓ obc ବର୍ଗଙ୍କୁ ସାଧାରଣ ବର୍ଗରେ ଗଣନା କରାଯିବା ଉଚିତ୍। ସାତ ଦଶନ୍ଧି ଧରି ଏ ଧାରା ପ୍ରଚଳିତ ହୋଇ ରାଜ୍ୟ ତଥା ଦେଶକୁ ଦୁର୍ବଳ କରି ସାରିଲାଣି
@@sipramishra8094 ଯେତେ ଦିନ ଯାଏଁ ଜାତି ଥିବ,ଅସମାନତା ଥିବ ସେତେ ଦିନ ଯାଏଁ କୋଟା ରହିବ ।SC,ST OBC ବର୍ଗ ଚାକିରି ପାଇ ଗଲେ କଣ ତାଙ୍କ ଜାତି ଉଠି ଯାଉଛି କି ? ତାଙ୍କ ସହ ସାମାଜିକ ଭେଦଭାବ କଣ ହେଉନି ??କୋଟା ପାଇଁ ଦେଶ ରାଜ୍ୟ ଦୁର୍ବଳ ହେଇ ଯାଉଛି,କେଉଁଠି ହେଉଛି ଦୁର୍ବଳ ଟିକେ ଉଦାହରଣ ଦେଲେ ।।
କୋଟା ଜାତିଗତ ସାମାଜିକ ଭେଦ ଭାବ ପାଇଁ ମିଳୁଛି ।। ଆର୍ଥିକ ଦୃଷ୍ଟିକୋଣ ରୁ ନୁହେଁ ।।
ଓବିସି ପ୍ରିୟ ଆମ ମୋହନ ସରକାର।
ଠିକ୍ ସମୟରେ ବୁଝିବେ ତାଙ୍କ ବେପାର।।
ଜୟ ଜଗନ୍ନାଥ!!!
ଖାଲି ମୋହନ ସରକାର ନୁହନ୍ତି ଆଜ୍ଞ୍ୟା ସମସ୍ତେ ଏକା ଦର |
Correct kotha sir
OBC ଗଣନା ହୋଇଥିଲା କଣ ହେଲା ?
ସବୁ ଅନେଇଥା, ଧରେଇଦେବେ ଯାହା ହେଲେ ଏ ପୂର୍ବ ପରି ନୁହଁ ନା
ଠିକ କଥା କହିଲେ. ସାର
ବର୍ତମାନ BJp ସରକାର 100ଦିନ ପୂରଣ କରିସାରିଲେଣି ।Double ଇଞ୍ଜିନ ।ଭରତପୁର case ଅବା OBC reservation ପୂର୍ବ ସରକାର ବିଷୟରେ ଆଲୋଚନା କରିବା ନିରର୍ଥକ।
ସରକାରଙ୍କ ଇଛା କିନ୍ତୁ ମୋହନ ସରକାର ଦେବା ଉଚିତ।
କହି ଦେଉଥାଏ ପରକୁ,ବୁଦ୍ଧି ନଥାଏ ଘରକୁ ।
Right 👍
କୁହା ମୁଣ୍ଡା କପିଳା ସରକାର..
କଥା ଘନ ଘନ କାମରେ ଶୂନ
ଖାଲି ଏତିକି ନିଯୁକ୍ତି ଦେଇ ଦବୁ ସେତିକି ଦେଇଦେବୁ.. 100 ଦିନ ପୁରିଲା ଗୋଟେ ବି ନୂଆ ନିଯୁକ୍ତିର ନୋଟିଫିକେସନ ଆସିନି ଯାହା ଚାଲିଛି ସବୁ ନବୀନ ବାବୁଙ୍କ ସମୟରୁ ବାହାରିଥିଲା ସେୟାକୁ ଏମାନେ ବାଃ ବାଃ ନେଉଛନ୍ତି...
ମନମୋହନ ଯାଦୁମଲମ ବହୁତ ଅପକାରୀ.,ବେକାରୀ ଯୁବକ ଯୁବତୀଙ୍କୁ ଜୁମଲା ଦେଖେଇ ଜୀବନ ଦେଲା ମାରି
ଯେଉଁମାନେ ଜେନେରାଲ ପିଲା ଗରିବ ଶ୍ରେଣୀ ହୋଇଥିବେ ସେମାନେ ଆକାଶ କଇଁଆଁ ଚିଲିକା ମାଛ ପରି ଉପରକୁ ଅନେଇଥା. ନା ଆପଣମାନେ କଣ କହୁଛନ୍ତି?
Arakshyan kebala arthika sthiti ku nei Kariba dar kar ,na ki jati ku nei,
ମିଡ଼ିଲି କଲାସ କୁ କିଛି ମିଳିବ ନ ନାଇଁ
ନ ଦେଶ ର ସବୁ ଧନ ସମ୍ପତ୍ତି ଓବିସି କୁ ବାଣ୍ଟି ଦବ ବୋଟ ପାଇଁ
Na obc nka pain 27% deba katha nuhen . Jadi debe Mohan sarakar parbodhia pramanit hoi jibe.
ବେପାରୀ ବିଜେପି
🌹💐🌹🇨🇮
SC, ST Paithile.....OBC Paibe....General Bodhe Bhakua.....Na Apanamane Kan Kahuchhanty?
ମୁଁ ଜାଣେ ଆପଣ BJP ର ଆଜେଣ୍ଟ ବୋଲି କିନ୍ତୁ ମୁଁ ଆପଣ ଙ୍କ ଏହି କଥା ରେ ପୁରା ପୁରି ସହମତ 👌👌👌
OBCକୁ ଅଧିକ ଦେଲେ କାହାର କାଟିବେ ସେ ଉତ୍ତର କାହା ପାଖରେ ନାହିଁ I ସୁପ୍ରିମକୋର୍ଟ ନିର୍ଦ୍ଦେଶ ମୁତାବକ ସଂରକ୍ଷଣର ସର୍ବାଧିକ ସୀମା 50% I ଭୋଟ ଭିକାରୀ ରାଜନେତାମାନଙ୍କ ଅବସ୍ଥା ଏପରି ଲୋକପରି ଯାହାର ଅତି ପ୍ରିୟ 3ଟି ପତ୍ନୀ ଅଛନ୍ତି ଓ ସେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚାହେଁ
Sir OBC SEBC reservation video Bahut post karun.... Jay Jagannath 🚩🚩🙏🙏
Already 30% bhalia reservation achi SC/ST pai....Puni 27% OBC.... General class loka jibe kuade tahele
We demand OBC reservation 27%
Ken caste ra reservation kata ki joda baki 27% reservation darkar
@@lilambersinghBrar4 Pura 100% reservation nei jauna... General loka kahi rahibe au... Tame mane rakha reservation au badhao desha ku... Pare asi kahibani je ama desha develop kahiki hauni... Emiti ajogya loka sabu asibe chakiri pai reservation through re
@@Pocket_Dyanamo mu odisha reservation kahuchi India nuha
ଆପଣ ଦେଇଦିଅନ୍ତୁ
Right
Sebc 55% hele only 12.5℅ miluchi
ଯୋଗ୍ୟତା ଯଦି ଅଛି reservation କଣ ଦରକାର?
ଯୋଗ୍ୟତା ଯଦି ନାହିଁ reservation କଣ ଦରକାର?
ନା ଆପଣ କଣ କହୁଛନ୍ତି.
ଅଯୋଗ୍ୟ ମାନଙ୍କର ପ୍ରଭାବ ଯୋଗୁ ଦେଶ ଏବଂ ରାଜ୍ୟ ର ଅବସ୍ଥା ଏଇଆ.
ରାଜନୀତିଆ ମାନଙ୍କର timepass.
ଲୋକ ଅଛନ୍ତି କେତେ ପରସେଣ୍ଟ ସଂରକ୍ଷଣ ଦିଆ ଯାଉଛି କେତେ ପରସେଣ୍ଟ ଓ କାହିଁକି |
ସଂରକ୍ଷଣ ରେ ସଂରକ୍ଷଣ ହେଉଛି କେତେ ପରସେଣ୍ଟ |
ନା ଆପଣ କଣ କହୁଛନ୍ତି ||
Sir. O. B. C. Katagori. Mu. Thili. Mo. Pila. A. Be. A. C. B. C.. Sarakar. Jati.. Jahaku. Jaha. Banei. Paribe
Sc St 50%
OBC 50%
General tame pariba bika😡😡😡
Caste politics au kete dina chaliba?
General pilanku desa ru bahara kari dia nahele
Jadi OBC ku 27% reservation na mile tahele danga srusti heba nischita wait for only 10 years
School College Office Mandir Masjid Station kauthaku b chada jiba nahi sabu jala jiba
Odisha re Niaa 🔥 jaliba pain ready hua
Jai OBC
Jogyata Nathai Bhika Magibaku Lajya Laguni??
@@abhayamishra3806 27% reservation thai ku 11.5% reservation miluchi au kauthi milu b nahi
Bhika nuha hak maguchi
Bhika to generation maguchi.....
@@lilambersinghBrar4 Eitaku Bhika Kuhanty.....Jadi Namiluchhi, Jogyata Anusare Pauna General nka Bhali.....Hak Nija Bapa Sampatti Ru Maganty
@@abhayamishra3806 hak ku jadi bhika kuhajae Dana au dakhina ku b bhika kuha jae
No comments 😂
@@lilambersinghBrar4 Dana O Dakhina Maga Jaeni.......Jachiki Dia Jae.....Deba Loka Jetiki Dela Sethire Khusi Heba Uchit.......Jie Dana Ki Dakhina Mage Taku Bhikari Kuhanty
Hmm sabu ku dei Diya ame general cast wale janma ru pati re suna ra chamcha dhariki janma heichu amo bapa maa ta Ambani ki Tata Sethi pain tallent Thai ki bhi ame govt job paunu aau sc st 20% score kariki bhi selected
Right 👍