Relationship between BJD and SHG... || Editorial Show (EP-351) || ODISHA PULSE

Поділитися
Вставка
  • Опубліковано 4 січ 2025

КОМЕНТАРІ • 28

  • @lluluLuludas
    @lluluLuludas 20 днів тому +7

    ପୂର୍ବ ସରକାରରେ କୌଣସି ନେତା ଶାସନ କରୁ ନ ଥିଲେ ଅଫିସର ମାନେ ହିଁ ଓଡ଼ିଶାର ଶାସନ ର ମୁଖ୍ୟ ଥିଲେ ଏବଂ ନେତା ମାନେ ଟେଣ୍ଟ ବନ୍ଧା ଓ ଟ୍ରାଫିକ ଦାୟିତ୍ୱ ରେ ଥିଲେ ଯଦି ଓଡ଼ିଶାରେ ନେତା ଶାସନ କରିଥାନ୍ତେ ତେବେ ଓଡିଶାକୁ ରଣ ଭାରରେ ବୁଡାଇ ନଥ।ନ୍ତେ ଯେମିତି କର୍ମକୁ ସେମିତି ଫଳ |

  • @madanmohanswain1087
    @madanmohanswain1087 20 днів тому +6

    ବିଜେଡି ଓ ଏସ ଏଚ ଜି ଭିତରେ
    ସମ୍ପର୍କ କଣ, ତାହା କେବଳ କାର୍ତ୍ତିକେୟନ ଓ ସୁଜାତାଙ୍କୁ ଜଣା,

  • @Skstarvlog3735
    @Skstarvlog3735 20 днів тому +2

    ବିଜେଡି ପଇସା ବଣ୍ଟା ଶକ୍ତି।

  • @arucharanpradhan5502
    @arucharanpradhan5502 20 днів тому

    ଯାହା ଆଲୋଚନା କଲେ ୧୦୦% ଠିକ୍।

  • @prakashkumarjena.babusan.n3760
    @prakashkumarjena.babusan.n3760 20 днів тому +2

    ମିଶନ ଶକ୍ତି କୁ ଧରି ଲୁଟୁ ଥିବା ଲୋକ ଆଉ ଲୁଟି ପାରୁନାହାନ୍ତି ତେଣୁ ସବୁ ନାଟକ ଚାଲିଛି,,,, କହିପାରିବେ ମିଶନ ଶକ୍ତି କେବଳ ଦୃନୀତି ର ଗନ୍ଥା ଘର ଥିଲା ନୂଆ ସରକାର ସଜାଡ଼ିବା କୁ ଆରମ୍ଭ କରିବାରୁ ସବୁ ନାଟକ...?

  • @trilochanpatnaik6321
    @trilochanpatnaik6321 20 днів тому

    ଯାହା ଯାହା SHG ମାନଙ୍କୁ ନେଇ ଘଟୁ ଥିଲା ସବୁ ନବୀନ ପଟ୍ଟନାୟକଙ୍କ ଜାଣତରେ ହେଉଥିଲା। ସେ କିନ୍ତୁ ଧୃତରାଷ୍ଟ୍ର ଙ୍କ ଭୂମିକା ନେଇ ସଞ୍ଜୟ ରୂପୀ Pandian ଦ୍ଵାରା ସମସ୍ତ ଘଟଣା ଜାଣିଥିଲେ ।

  • @rkbehera1241
    @rkbehera1241 20 днів тому

    Good news sir

  • @santoshdakua6698
    @santoshdakua6698 19 днів тому

    S H G ବିଜୁ ଜନତା ଦଳ ପାଇଁ କାମ କରୁଥିଲେ ତେଣୁ ବିଜେଡି ଦଳ କୁ ବିନ୍ଧୁଚି 😂😂😂😂

  • @piyushrajkumar15
    @piyushrajkumar15 20 днів тому

    ଏ ବିଜେଡି ସରକାର ଓଡିଶାର ସରଳ ମହିଳାଙ୍କୁ ସମ୍ପୂର୍ଣ ରୂପେ ବ୍ଲାକମେଲ କଲା. କିନ୍ତୁ ବଡ଼ ଦୁର୍ଭାଗ୍ୟ ର ବିଷୟ ଏବେ ବି ଓଡ଼ିଆଣୀ ତାମିଲ ପ୍ରେମ ଭୁଲି ପାରୁନି

  • @prafullamohanty5557
    @prafullamohanty5557 20 днів тому +1

    ନବୀନ ପଟ୍ଟନାୟକଙ୍କ ନାମ ବଦଳାଇ ନମୁନା ପଟ୍ଟନାୟକ କରିଦେବା ଉଚିତ୍।

  • @khirodhota1440
    @khirodhota1440 20 днів тому

    କିଛି ସମାବେଶ ବିଜେଡି କରି ପାରନ୍ତା ନାହିଁ କେବଳ ଅକର୍ମା ବିଜେପି ସରକାର ଯୋଗୁ ସେମାନେ ଏ ସରକାର ର ତାକତ କେତେ ଜାଣି ଗଲେଣି l

  • @SarojKumarBehera-yv4fb
    @SarojKumarBehera-yv4fb 19 днів тому

    Sir apana Kendra sarakar rajaniti bisaya re odia bhasare video kale odisha ra loka Mane congress au BJP bisaya re bhala bhabe janipatante.

  • @saratkumarmishra1126
    @saratkumarmishra1126 19 днів тому

    The cheating they have done towards shg will be exposed and expected

  • @sarojkumarmohanty6139
    @sarojkumarmohanty6139 20 днів тому +2

    Amo Gan gahali re ahi mahila gosthi Nirbachana samay re ghara ku ghara jai tanka bantuthile au BJD sapakhya re prachar karuthile ,Ahi ghatana Odisha basi samaste janichanti ,Au bhabisyat re ahi mahila gosthi BJP jete Artha delebi Amane BJP ku vote kasmin kale bi debenahin ,BJP ahi katha ti janiba uchit ,

  • @khirodhota1440
    @khirodhota1440 20 днів тому +1

    SHG ଆଉ ବିଜେଡି ସମ୍ପର୍କ ସ୍ୱାମୀ ସ୍ତ୍ରୀ ପାଣ୍ଡୁ କୁ ଦେଖିଲେ shg ମହିଳା କେମିତି ଥେଇ ଥେଇ ହେଉଥିଲେ ସମସ୍ତେ ଜାଣନ୍ତି l

  • @sukantananda5148
    @sukantananda5148 20 днів тому +2

    ଶାତୀ ବାଣ୍ଟୁଥିଲେ

  • @raghubirdas7621
    @raghubirdas7621 19 днів тому

    For these SHG Sujata Pandian was 100 percent responcible who is serving IAS in the state

  • @ManojSaahoo
    @ManojSaahoo 19 днів тому

    Ex cm Nabin is the father of SHG

  • @pramodapradhan9257
    @pramodapradhan9257 19 днів тому

    ଭାଇ ପାଣ୍ଡୁ ଓ ସୁଜାତା କିଏ ମୁଖ୍ୟ ଓ ସର୍ଦାର ନବୀନର ନାମ କାହଁକି ନେଉନ ସବୁ ମୂଳରେ ନବୀନା

  • @DwarikaMishra-tk3rq
    @DwarikaMishra-tk3rq 19 днів тому

    V. Kartik and

  • @naina_beauty_hacks6958
    @naina_beauty_hacks6958 19 днів тому

    BJP kan Paisa Bantu na thile