ନବୀନ ନିବାସରେ ରହୁଛନ୍ତି ପାଣ୍ଡିଆନ ! ଟେକୁଥିଲେ ଭଲ, ସତ କହିଲେ ମଲ || Naveen Patnaik || VK Pandian || OR

Поділитися
Вставка
  • Опубліковано 18 чер 2024
  • ବିଜେଡି ନେତା ମାନସ ବସ୍ତିଆଙ୍କୁ ନେଇ ଦଳ ତରଫରୁ ଜାରି ହୋଇଥିବା ପ୍ରେସ ରିଲିଜକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି ମାନସ। ଏହାକୁ ବାଏଁ ବାଏଁ ଉଡାଇ ଦେବା ସହ ମିଡିଆରେ କହିବି ବୋଲି ସିଧା ଚାଲେଞ୍ଜ କରିଛନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Odisha #bhubaneswar #vkpandian #naveenpatnaik #naveenniwas #politicalnews #odishapolitics

КОМЕНТАРІ • 487

  • @sumantakubehera5135
    @sumantakubehera5135 7 днів тому +131

    ସତ କହିଲେ ନବୀନ କହିବ ଦଳରେ ନାହାନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ସତ କହିବାରୁ ତାଙ୍କୁ ହଟା ଗଲା

  • @gopalpalata6366
    @gopalpalata6366 7 днів тому +49

    ମାନସ ବାବୁ ନବୀନ ପ୍ରେମୀ କିନ୍ତୁ ନବୀନ ପାଣ୍ଡୁ ପ୍ରେମୀ

  • @sidd5547
    @sidd5547 7 днів тому +126

    ନବୀନ ହେଲା ଅସଲ ସୈତାନ୍। ଭାରି ଆଇଲା ନବୀନ ପ୍ରେମୀ ଟା। ତୋ ଦଳରୁ ନିର୍ବାସନ ନୋଟିସ କଣ ନବୀନ ଅଜାଣତରେ ଆସିଲା ? ପେରେମ ଦେଖଉଛି। ଶଳା ମଣିଷ ମରା ଦଳ । ନବୀନ ହେଲା ଭୟଙ୍କର ରାକ୍ଷସ।ଡକାୟତ ଶଳେ ବିଜେଡି। ଆଉ ଗୋଟିଏ ଭୋଟ ପାଇବନି।

  • @bhagirathibarik9956
    @bhagirathibarik9956 7 днів тому +13

    ଯେ ପର୍ଯ୍ୟନ୍ତ Pandian କୁ ଓଡ଼ିଶା ରୁ ବାହାର କରାଯାଇନାହିଁ ସେ ପର୍ଯ୍ୟନ୍ତ BJD ଦଳ ସୁରକ୍ଷିତ ନୁହେ

  • @Reetikrishna
    @Reetikrishna 7 днів тому +30

    ଆଉ ପାଞ୍ଚ ବର୍ଷ ପରେ BJD ରହିବ ତ ଓଡିଶା ରେ

  • @labanyamishra
    @labanyamishra 7 днів тому +79

    Odisha ରୁ BJD କୁ ହଟେଇ ଦିଅ, ଓଡିଶା କୁ ପୁରା 50 ବର୍ଷ ତଳକୁ ନେଇଯାଇଛି BJD, odisha କୁ ପୁରା ଶୋଷି କି ଖାଇଛନ୍ତି BJD ର ନେତା କୁଜି ନେତା, ଆଉ ସରକାରି ଅଫିସ

    • @auromita777
      @auromita777 7 днів тому +3

      Tu janichu 25 barsa tale odisha ra abasta kn thila sabuthu gariba rajya thila 70% garibi thila odisha re ebe only 10% achi tate aau kemiti odisha darkar thila re naveen Patnaik odisha ku kouthu neiki kouthi pahancheichanti world map re odisha ku parichay dele aau tu kahuchu 50 barsa talaku neijaichi aji Bihar up chattisgarh Assam a sabu India ra sabuthu nicha talua rajya a sabu re bjp sarkar kebethu kain uparaku utheiparileni nija rajya ku bt odisha 24 barsa agaru sabuthu nicha re thila re ebe 14/15 re achi aau tu bjp supporter boli kn andha murkha nka bhali katha kahuchu olta odisha ebe again 24 barsa talaku chalija aei bjp sasana re puni gariba rajya heijiba

    • @mmnewsodia
      @mmnewsodia 7 днів тому +1

      ଓଡିଶା ଏବେ ୫୦ ତଳକୁ ଖସିଯିବ

    • @biswajeetray1296
      @biswajeetray1296 7 днів тому +1

      ​@@auromita777hariba ra karana kan, ete kama karicha jadi

    • @gyanyatra03
      @gyanyatra03 7 днів тому

      ​@@auromita777ଓଡ଼ିଶା ର କଣ ବିକାଶ ହୋଇଛି । ବିଜୁ ଜନତା ଦଳ ଯୋଉ କଥା କଉଛି ଆମେ ଓଡ଼ିଶା ରୁ ଗରିବୀ କମ୍ କରିଛୁ । ତାହା ସଂପୂର୍ଣ୍ଣ ମିଛ । ବିଜୁ ଜନତା ଦଳ ଗରିବୀ କମେଇବା ଜାଗାରେ ଗରିବ ମାନଙ୍କୁ ନିଜ ଉପରେ ନିର୍ଭଶୀଳ କରେଇଛି । ନିର୍ଭଶୀଳତା କୁ ଆମେ ବିକାଶର ନାଁ ଦେଇ ପାରିବ ନାହିଁ ।

    • @auromita777
      @auromita777 7 днів тому +1

      @@biswajeetray1296 bjp aau OTV Argus ra micha apaprachara jogu harichi je pandian cm haba Naveen sir hebeni jouta kebe v possible heinathanta kahinki na election re pandian chida hei nathila so janaka badalare aau kahaku se pada nabaku hele ta pain aau thare voting karajae bt Naveen aau pandian bhalase janithile pandian ku ete votes milinathanta aau semtire Naveen nije kahithile pandian only job karuchi tanka pakhare kichi padabi re nathila taku kebe b utaradhikari karnathante seita odisha loka jahaku bachithante tanka pare.. semtire b pandian odisha loka nuhan ta se kebe b heiparinathanta bt ama murkha boka odisha lokanku kiye buheiba a katha tanka brain wash karila bjp..aau I think evm machine re kichi gadbadi karaheichi kahinki na Instagram re 90% loka Naveen Patnaik nku support karuchanti

  • @ManojPradhan-uv6fg
    @ManojPradhan-uv6fg 7 днів тому +9

    ପବନା ପଟନାୟକ କୁ ଯଦି 4.5 କୋଟି ଲୋକ ଭଲ ପାଉଥାନ୍ତେ ତାହେଲେ ଗେଣ୍ଡା ଦଳକୁ 147/147 ଏବଂ 21/21 ପାଇଥାନ୍ତା

  • @rajkumarmohanty9330
    @rajkumarmohanty9330 6 днів тому +5

    ଆରେ ବାବୁ, ଅଞ୍ଜନା କେସ ତମ ନେତାଙ୍କ ପ୍ରାୟୋଜିତ କାର୍ଯ୍ୟକର୍ମ ଥିଲା।

  • @sachindramajhi3398
    @sachindramajhi3398 7 днів тому +13

    ଧନ୍ୟବାଦ୍ ମନୋଜ ବସ୍ତିଆ l ଅନ୍ୟାୟ ଵିରୁଦ୍ଧ ରେ ଲଢ଼ିବାରେ ସେ ଜଣେ ହିରୋ l ବିଜୁ ଜନତା ଦଳର ସେ ଜଣେ ସଛା କର୍ମୀ l

  • @dhamirona8662
    @dhamirona8662 7 днів тому +40

    ମାନସ ବସ୍ତିଆ ଜଣେ ସଛ୍ଛା ବିଜେଡି ନେତା ଏହା ଆମେ ବହୁ ବର୍ଷ ହେଲା ଦେଖି ଆସିଛୁ

    • @sisirkumardas7501
      @sisirkumardas7501 7 днів тому +2

      ତାକୁ ଦେଖିଲେ ଆଉ ତା କଥା ଶୁଣିଲେ ଜଣା ପଡୁଛି 😂

    • @ambarishswain3233
      @ambarishswain3233 7 днів тому

      Right

  • @sisirkumardas7501
    @sisirkumardas7501 7 днів тому +9

    ମାନସ ବସ୍ତିଆ ସ୍ୱୟଂ ଘୋଷିତ ବିଜେଡି ନେତା ଆଉ ପରମ ଭକ୍ତ l ତାଙ୍କ ଶରୀର ସାରା ଖାଲି ଶଙ୍ଖ, ନବୀନ ଆଉ ବିଜୁ ବାବୁଙ୍କ ଟାଟୁ 😂

  • @subhransumaharana3691
    @subhransumaharana3691 7 днів тому +33

    ମାନସ ବସ୍ତିଆ ସଠିକ୍ ତଥ୍ୟ ପାଇଁ ଅଶେଷ ଧନ୍ୟବାଦ୍ ଜଣାଉଛୁ ❤

  • @sisirkumardas7501
    @sisirkumardas7501 7 днів тому +19

    ଏ ମହାନ ବ୍ୟକ୍ତିକୁ ବିଜେଡି ଦଳର ଏବେ ସଭାପତି ନିଯୁକ୍ତ କରାଯିବା ଦରକାର 😂

  • @srikantaharichandan1464
    @srikantaharichandan1464 7 днів тому +6

    ପୁଣି ଆରମ୍ଭ ହେଲା ପାଣ୍ଡୁ ର ଖେଳ। କେବଳ ପଣ୍ଡୁକୁ ବିରୋଧ କରିବାରୁ ଏହି ବ୍ୟକ୍ତିଙ୍କୁ ଅଣଦେଖା କରାଗଲା।

  • @manoranjanmullick3487
    @manoranjanmullick3487 7 днів тому +7

    ମାନସ ଭାଇ ଠିକ କହୁଛନ୍ତି 💚ଜୟ ନବୀନ

  • @Reetikrishna
    @Reetikrishna 7 днів тому +13

    ଦମ୍ ର ସହିତ target କରି ଥିବା ରୁ ଧନ୍ୟବାଦ୍

  • @sisirkumardas7501
    @sisirkumardas7501 7 днів тому +34

    ତାଙ୍କ କଥାରୁ ଜଣାପଡୁଛି ଏ ବାବୁ ବିଜେଡି ଦଳକୁ ଏକା ଟେକିଧରିଛନ୍ତି 😂

    • @ManojPradhan-uv6fg
      @ManojPradhan-uv6fg 7 днів тому

      କୁହାଳିଆ ପୋଷ୍ଟର ମରା ଗେଣ୍ଡା

    • @sabitasahoo9419
      @sabitasahoo9419 7 днів тому +1

      Ha,ha,ha

    • @saubhagyaranjanbiswal3052
      @saubhagyaranjanbiswal3052 6 днів тому +1

      ଖାଲି ସେତିକି ନୁହେଁ,,,,, ମା ଠୁ ଜନ୍ମ ହେଲା ବେଳେ ବିଜେଡି ଷ୍ଟାମ୍ପ, ନବୀନ ଟାଟୁ, ବିଜୁ ବାଜୁ ଙ୍କ ଟାଟୁ ଲାଗିକି ଜନ୍ମ ହେଇ ଥିଲା

    • @ODIYApua
      @ODIYApua 6 днів тому

      Aau pura sabu bjd balanka pelaku tekiki dharichi. Nahele samastankara pela jhulipadiba😛😛😛😛

    • @sisirkumardas7501
      @sisirkumardas7501 6 днів тому +1

      @@saubhagyaranjanbiswal3052 Ha ha ha...

  • @amitavsarangi1883
    @amitavsarangi1883 7 днів тому +7

    Naveen patniak is a very dangerous man... ସେ କାହାର ନୂହେଁ... ସ୍ଵାର୍ଥପର .

  • @dwarikanathkar2461
    @dwarikanathkar2461 7 днів тому +2

    ମାନସ ବାବୁ ଆପଣଙ୍କୁ ଦଳ ଗ୍ରହଣ କରୁନି ଏକପାଖିଆ ପ୍ରେମ କାହିଁକି?ଅନ୍ୟ କିଛି କାମରେ ସମୟ ଦିଅନ୍ତୁ ପ୍ରକୃତ ସମାଜସେବା କରନ୍ତୁ

  • @sanjayasahoo7677
    @sanjayasahoo7677 6 днів тому +1

    ଆଉ ଧୃତରାଷ୍ଟ୍ର ହୁଅନ୍ତୁ ନାହିଁ ନବିନ ଵାଵୁ

  • @rameshchandraswain9660
    @rameshchandraswain9660 6 днів тому

    You are dedicated. God bless you. Go ahead.

  • @pramodbisoyi3332
    @pramodbisoyi3332 7 днів тому +4

    ମାନସ ବସ୍ତିଆ ଗୋଟେ ପାଗଳ.....

  • @rameshchandraswain9660
    @rameshchandraswain9660 6 днів тому

    Thank you Manas Babu.

  • @sisirkumardas7501
    @sisirkumardas7501 7 днів тому +16

    ଯିଏ ସଚ୍ଚା ବିଜେଡି ଆଉ ବିଜୁ ଏବଂ ନବୀନ ବାବୁଙ୍କ ଭକ୍ତ, ତାକୁ ନିଜ ଦେହରେ ଟାଟୁ ଦେଖେଇବାକୁ ହେବ 😂😂

  • @DON-BBSR
    @DON-BBSR 7 днів тому +7

    ତୁ ଗୋଟେ ନାଳୁଆ ଟା ଓଡିଶା ରେ ମିଟୁ ମିଥୁନ ଯାହା ତୁ ସେଇୟା

  • @bbsenapati2245
    @bbsenapati2245 6 днів тому

    Bhai you are 💯 right. I am with U

  • @Ab11979
    @Ab11979 6 днів тому

    You are right person

  • @brajakishorepadhi4022
    @brajakishorepadhi4022 7 днів тому +19

    ନବୀନ ଚିଟଫଣ୍ଡ, ରତ୍ନ ଭଣ୍ଡାର, କୋଇଲା ଚୋରି ରେ ଗିରଫ ହୋଇ ଜେଲ୍ ଯିବ ଅପେକ୍ଷା କର ଢାହୁକ। ନବୀନ ଗାଣ୍ଡି ରେ କୁକୁର ଗେହିବେ ତୁ ନିଜେ ଦେଖିବୁ।

  • @user-pu9qo1sg6p
    @user-pu9qo1sg6p 7 днів тому +1

    ଯିଏ ପ୍ରେସ ରିଲିଜ କରିଛନ୍ତି ସେ ଦଳର କେଉଁ ପଦବିରେ ଅଛନ୍ତି ପ୍ରକାଶ କଲେନି ଯେ।ମାନସ ବସ୍ତିଆ ଦଳର ସଭ୍ୟ ନୁହଁନ୍ତି
    କହୁଛନ୍ତି କାରଣ ସେ ମରମ କଥାଟି କହି
    ଦେଉଛନ୍ତି।ପ୍ରେସ ରିଲିଜ ନ କରି ଗଣମାଧ୍ୟମ
    ସାମ୍ନାରେ ଛିଡ଼ା ହୋଇ ସଫେଇ ଦେଉନାହାନ୍ତି କାହିଁକି ? କ'ଣ ଲଜ୍ଜ୍ୟା ଲାଗଛି? ବିଜୁ ଜନତା ଦଳଟା କ'ଣ ତାଙ୍କର ନିଜସ୍ୱ ସଂପତ୍ତି ? ପ୍ରକୃତ ସମାଲୋଚନାଟା
    ବାଧୁଛି ବୋଧହୁଏ।"ଚୋର ମୁହଁ ଟାଣ"।ମନେରଖିବା ଉଚିତ୍ ଯେ ନବୀନ ପ୍ରେମୀ ଯେତେ ଅଛନ୍ତି ସମସ୍ତେ ଏହିଭଳି ସମାଲୋଚନା କରିବେ ହିଁ କରିବେ।ଦଳକୁ
    ହରେଇ ଆହୁରି ଚାତର କଥା କହୁଛ।

  • @parthasarathidas8570
    @parthasarathidas8570 6 днів тому

    You are absolutely right. You are the real asset of B J D

  • @sangeetaagarwal9112
    @sangeetaagarwal9112 6 днів тому

    Brave man
    .well said

  • @ajaykumardash9999
    @ajaykumardash9999 6 днів тому

    Jay hoo

  • @20NEW-MUSIC
    @20NEW-MUSIC 7 днів тому +10

    ନବୀନ ହେଲା ଗୋଟେ ହିଞ୍ଜଡ଼ା। ପାଣ୍ଡିଆନ ହେଲା ସ୍ବାମୀ।

  • @ajubhaicreation
    @ajubhaicreation 6 днів тому +3

    ମାନସ୍ ବାବୁ ଠିକ୍ କହିଛନ୍ତି ଯେବେଠୁ ପାଣ୍ଡିଆଁ ଅମିତସ୍ସା ସହ ରୁଦ୍ଧ ଦ୍ଵାର ଆଲୋଚନା କରିଥିଲେ ସେବେଠୁ ବିଜୁବାବୁ ଙ୍କୁ ପୋଷ୍ଟରୁ ହଟାଗଲା ତାପରେ ବିଜୁ ଜନତା ଦଳକୁ ହଟା ଗଲା 😂

  • @PriyankaPriyadarshiniSwain
    @PriyankaPriyadarshiniSwain 6 днів тому

    Right

  • @minakumaridashmahapatra181
    @minakumaridashmahapatra181 6 днів тому

    You are right bro.

  • @uddhabghadia133
    @uddhabghadia133 6 днів тому

    ବିଜେଡି ର ସମୟ ସରିଛି। ଅଲଗା ଦଳ ଦେଖ।

  • @brahmaachary3955
    @brahmaachary3955 12 годин тому

    ପଣ୍ଡିଆଣ୍ଣ ବିଜେଡି ଠାରୁ ଦୂରରେ ରହିବା ଦରକାର

  • @SureshMuduli-ru9wo
    @SureshMuduli-ru9wo 6 днів тому

    Sata kahila Bhai bastia

  • @bijayparida8085
    @bijayparida8085 12 годин тому

    ଠିକ୍ କଥା

  • @sushilgoodthinking3724
    @sushilgoodthinking3724 7 днів тому +1

    Good comment he is right

  • @SumitDas-xe3ut
    @SumitDas-xe3ut 6 днів тому

    Right sir

  • @adityanathtripathy4916
    @adityanathtripathy4916 6 днів тому

    I like it

  • @SWAINSAMIRRANJAN
    @SWAINSAMIRRANJAN 7 днів тому +1

    କେବଳ ଗଣମାଧ୍ୟମ ମାନସ ବସ୍ତିଆ କୁ ଜାଣନ୍ତି ନଚେତ ଅଙ୍କୁ ଜାଣେ କିଏ।

  • @biswanathsahoo6775
    @biswanathsahoo6775 5 днів тому

    ମୁଁ ମାନସ ବସ୍ତିୟା ଙ୍କ ମତାମତ କୂ ସମୂର୍ଣ୍ଣ ସମର୍ଥନ କରୁଛି

  • @mithunkumar9355
    @mithunkumar9355 6 днів тому

    I love naveen sir, manash bahi your speech is power ful,pandiyan ku hatao ,my big brother,

  • @bishnupradhan8661
    @bishnupradhan8661 6 днів тому

    Right bhai

  • @guruprasadpattnaik4538
    @guruprasadpattnaik4538 6 днів тому

    Right manas Babu

  • @prangyaparamitanayak3305
    @prangyaparamitanayak3305 6 днів тому +1

    Nabin jindabad

  • @dillipkumarsahoo1133
    @dillipkumarsahoo1133 7 днів тому +7

    ତମ ତମ ଭିତରେ ଜୋର୍ ରେ ପେଲା ପେଲି ହୁଅ,😭👎 ଆମେ ମଝି ମଝି ରେ ତେଲ ଟିକିଏ ଦଉ ଥିବୁ ,🤪 ଯେତେ ବେଳେ ପର୍ଯ୍ୟନ୍ତ ଗୋଲାପ ହୋଇ ନ ଛିଡିଚି 🖕👎😭🤪😂🤣😂🤪

    • @pinku654
      @pinku654 7 днів тому +1

      😂😂😂

    • @dillipkumarsahoo1133
      @dillipkumarsahoo1133 7 днів тому

      @@pinku654 ଧନ୍ୟ ବାଦ ଭାଈ 👌👏🫶👍🤪😂🤣

  • @user-xw5oe7el7e
    @user-xw5oe7el7e 6 днів тому

    😮😮😮😮😮 nice

  • @MasterGulu1
    @MasterGulu1 6 днів тому

    Thik kahile sir appana nka bholi khola hrudaya thile aji Nabin eiabasta hei no thanta. tatu❤❤bhai

  • @NareshKanhar-fj9mr
    @NareshKanhar-fj9mr 7 днів тому +1

    ଖାଲି ଟାଟୁ ଦେଖାଇଲେ କଣହବ ଆପଣଜିତୀକି ଦେଖାନ୍ତୁ ବସ୍ତିଆବାବୁ

  • @ameutkalia
    @ameutkalia 6 днів тому

    ଏ ବ୍ୟକ୍ତିଜନଙ୍କ ବିଜେଡ଼ି ସରକାରରୁ ଗଲାପରେ ହଠାତ ଉଭା କୋଉଠୁ ହେଲେ ତାହା ସିଏ ଜାଣିଥିବେ। ଲାଗୁଛି ମୁହଁ ଚିହ୍ନଇବାକୁ କିଛି ଏମିତି କଥା କହି ଫାଇଦା ନେବାକୁ ବାହାରିଗଲେ।କାଇଁ କେବେ ତ ଦଳୀୟ କାର୍ଯ୍ୟଳୟ ପ୍ରେସ ବିଜ୍ଞପ୍ତିରେ ଆମେ ଦେଖିନୁ ତ।ଆପଣ ଯଦି ଦଳର ଶୃଙ୍ଖଳିତ କର୍ମୀ ତାହାଲେ ଦଳ ଓଟିଭି କୁ ବୟକଟ କରିଛି ହେଲେ ଆପଣ ଦଳୀୟ ଶୃଙ୍ଖଳ ଭଙ୍ଗ କରି ଡିବେଟରେ ଭାଗ ନେଉଛନ୍ତି କଣ ପାଇଁ?

  • @jatinkumarbarik9574
    @jatinkumarbarik9574 6 днів тому

    ଦଳ ସରକାର ରେ ଥିବା ବେଳେ ଏହି ମାନସ ବସ୍ତିଆ ପ୍ରମୁଖ ଟେଲିଭିଜନ ରେ ନିୟମିତ ବକ୍ତବ୍ୟ ରଖୁଥିଲେ ସେତେବେଳେ ତାଙ୍କୁ କାହିଁକି ମନା କଲେନି? ଏବେ ଦଳ ହାରିବାରୁ ସେ ସତକଥା କହିବାରୁ ତାଙ୍କ ପ୍ରତି ଏଭଳି ଅବିଚାର କାହିଁକି?

  • @user-hd7qb3rp3o
    @user-hd7qb3rp3o 6 днів тому

    Bhai Procede on

  • @RamHarichand-m9u
    @RamHarichand-m9u 7 днів тому

    Bhai jayho

  • @damodartiadi5482
    @damodartiadi5482 7 днів тому +3

    Nabin babu has demolished odia Asmita

  • @kedarnathnayak7680
    @kedarnathnayak7680 6 днів тому

    VK Pandian sadajantrakari taku Odisha ru tadantu

  • @jatindrabarik9271
    @jatindrabarik9271 22 години тому

    ମାନସ ବସ୍ତିଆ ବାବୁ ସୌମ୍ୟରଞ୍ଜନଙ୍କ ପରି ଆପଣ BJD ଛାଡ଼ି BJPରେ ସାମିଲ ହୋଇ ନିଜର ସମ୍ମାନ ରକ୍ଷା କରନ୍ତୁ।ଥରେ ଚିନ୍ତା କରନ୍ତୁ।

  • @milunanda2515
    @milunanda2515 7 днів тому

    Bhai right

  • @AshisPradhan-hi8df
    @AshisPradhan-hi8df 6 днів тому

    Nabin babu sabubele odisha lokanka heart' re thile achanti au rahithibe but jagannathnkra icha re odisha re paribartana heichi

  • @sushantakumarpradhan1719
    @sushantakumarpradhan1719 6 днів тому +1

    ଡାମରା କାଉ ଆଗରୁ ରାଉ ରାଉ ହେଉନଥିଲ ଆଜି କଣ ପାଇଁ ତୁମଦଳ ଲୋକେ ଆଉ ଶାଗୁଆ ଗାମୁଛା ପକାଇବାର ଦେଖାଯାଉନାହିଁ ।

  • @user-pu9qo1sg6p
    @user-pu9qo1sg6p 7 днів тому

    ଧନ୍ୟବାଦ

  • @jaymaadurgaengineering6594
    @jaymaadurgaengineering6594 6 днів тому

    ଶଳା ଅଖା ନାହିଁ ନା...... ଗୋଟେ ଟାଉଟର ତୋତେ ମିଡ଼ିଆ ଵାଲା ତୋ ବାଇଟି ନେଲେ ବୋଲି..... ଲୋକ ତୋତେ ଚିହିଁଲେ........ ତୋ ଛାତିରେ ବାଳ ଅଛି

  • @amiyakumarbehera5701
    @amiyakumarbehera5701 9 годин тому

    I salut basti sir

  • @jatadharinayak9139
    @jatadharinayak9139 7 днів тому

    😊right

  • @debarajbehera8332
    @debarajbehera8332 7 днів тому

    ଆରେ ଭାଇ ନବୀନ sir କଣ ଛୋଟ ଛୁଆ,

  • @prabodhapanda5184
    @prabodhapanda5184 7 днів тому +1

    ମାନସ ଭାଇ ପ୍ରକୃତ BJD ଲୋକ, କିଛି ପ୍ରେସ release ର ମାନେ ନାହିଁ.

  • @sarupabrek3343
    @sarupabrek3343 6 днів тому

    ଆଜି ବଦ୍ଧେ ନିଦ ଭାଙ୍ଗିଲା

  • @maakitchenette
    @maakitchenette 6 днів тому

    🙏👏👍🙏👏🙏👍

  • @laxmidharapanda6086
    @laxmidharapanda6086 6 днів тому +1

    ସ୍ପଷ୍ଟ ଜଣାପଡୁଛି ନବୀନ ଏବେବି ତାମିଲ ପାଣ୍ଡୁର ଜେଲଖାନାରେ ବନ୍ଦୀ ! ବିଜେଡି ର ସର୍ବେସର୍ବା ଲୁଟେରା ତାମିଲ ! ନବୀନଙ୍କର କୌଣସି କଳାକାରନାମାର ଭିଡିଓ କ୍ଲିପ ପାଣ୍ଡିଆ ହାତରେ ଲାଗିଛି ଯାହାକୁନେଇ ନବୀନଙ୍କୁ ବ୍ଲାକମେଲିଙ୍ଗ କରୁଛି ! ଆଉ ତାହା ଭାଇରଲ ହୋଇଗଲେ ନବୀନଙ୍କ ଚରିତ୍ରରେ ସାଙ୍ଘାତିକ କଳାଦାଗ ଲାଗିଯିବା ଭୟରେ ନବୀନ ଭୟଭୀତ ! ଭିଡିଓ ମିଥ୍ୟା ହୋଇନଥିବେ, 100%ସତ୍ୟ ଘଟଣାର ଭିଡିଓ ନିଶ୍ଚୟ ହୋଇଥିବ !

  • @KukuaryVibhar
    @KukuaryVibhar 6 днів тому

    ପଦ୍ମଶ୍ରୀ ପାଇଁ ରେଡି

  • @user-jy3ru9kx8i
    @user-jy3ru9kx8i 6 днів тому

    ସୁର ଭାଇ ଙ୍କୁ ବେଶୀ ବାଜିବ

  • @suryakantapadhi314
    @suryakantapadhi314 7 днів тому +4

    Odisha ra 4.50 corer samasta janata nabinaknu bhala pauchanti boli tamku Kia kahila

  • @gyanyatra03
    @gyanyatra03 7 днів тому +3

    ଓଡ଼ିଶା ର କଣ ବିକାଶ ହୋଇଛି । ବିଜୁ ଜନତା ଦଳ ଯୋଉ କଥା କଉଛି ଆମେ ଓଡ଼ିଶା ରୁ ଗରିବୀ କମ୍ କରିଛୁ । ତାହା ସଂପୂର୍ଣ୍ଣ ମିଛ । ବିଜୁ ଜନତା ଦଳ ଗରିବୀ କମେଇବା ଜାଗାରେ ଗରିବ ମାନଙ୍କୁ ନିଜ ଉପରେ ନିର୍ଭରଶୀଳ କରେଇଛି । ନିର୍ଭରଶୀଳତା କୁ ଆମେ ବିକାଶର ନାଁ ଦେଇ ପାରିବ ନାହିଁ ।

    • @jullysamal6626
      @jullysamal6626 7 днів тому

      ଆଉ to bopa କରିଚି ଓଡ଼ିଶାରେ ସବୁ

    • @gyanyatra03
      @gyanyatra03 6 днів тому

      @@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢ଼ିନି । ଅଶିକ୍ଷିତ ଲୋକଙ୍କ ସଂଖ୍ୟା ବି ବହୁତ୍ ପରିମାଣରେ ବଢ଼ିଛି । ତୁମ ଉତ୍ତର ହଉଛି ଏହାର ପ୍ରମାଣ ।

    • @gyanyatra03
      @gyanyatra03 6 днів тому

      @@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢିନି ଅଶିକ୍ଷିତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି। ତୁମ ଉତ୍ତର ହେଉଛି ଏହାର ପ୍ରମାଣ ।

    • @gyanyatra03
      @gyanyatra03 6 днів тому

      @@jullysamal6626 ଓଡ଼ିଶାରେ କେବଳ ଗରିବୀ ବଢିନି ଅଶିକ୍ଷିତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢ଼ିଛି। ତୁମ ଉତ୍ତର ହେଉଛି ଏହାର ପ୍ରମାଣ ।

  • @sasanksekharaswain9208
    @sasanksekharaswain9208 7 днів тому +1

    ଦଳକୁ ବଞ୍ଚାଅ

  • @shivnarayanpattnaik2352
    @shivnarayanpattnaik2352 6 днів тому

    ଏଥର mla vote BJP re ଦେଇଛି

  • @rakeshsahooofficial2402
    @rakeshsahooofficial2402 6 днів тому

    ଯାଉନୁ ନବୀନ କୁ ଦେଖା ହବୁ

  • @sunitapatelpradhan7987
    @sunitapatelpradhan7987 7 днів тому

    Bhai thanks fot ur dareness

  • @BiswaranjanJena-cv3dy
    @BiswaranjanJena-cv3dy 6 днів тому

    ଭାଇ ଏଠି କେହି କାହାର ନୁହନ୍ତି। କାଇଁକି ନା ଲୋକ କମ ଥିଲେ ବେଳେ ବେଳେ ହିରୋ ବି 2 ଟା ରୋଲ କରେ। ଆଜି ମାନସ ଭାଇଙ୍କୁ ମୋର ପ୍ରଶ୍ନ ଯଦି ଆଜି ଓଡିଶା ରେ ବିଜେଡି ସରକାର କରିଥିଲେ ତମେ କଣ ଦଳ ବିତରେ ଚାଲି ଥିବା ଅନ୍ୟାୟ କୁ ମେଡ଼ିଆ ରେ ପ୍ରକାଶ କରି ପାରିଥାନ୍ତ କି? ଯଦି ହଁ ଯାହା ବିରୋଧ ରେ ଆଜି କହୁଛ ସେମାନେ ତମ ଦଳ ରେ ମିଶିବା 10 ରୁ 15 ବର୍ଷ ହେଲାଣି। ତା ହେଲେ ଆଗରୁ କାଇଁ ଜଣେଇ ଲେଣି ମେଡ଼ିଆ ରେ।

  • @krushnasahoo155
    @krushnasahoo155 7 днів тому +9

    ଵିଆଳି ମାଗୁଣିଆ ମାନସ ଵସ୍ତିଆ

  • @ramakantmahanta6994
    @ramakantmahanta6994 6 днів тому

    ତୁମ ଭଳି ନବିନର୍ ଅନ୍ଧ ଭକ୍ତମାନଙ୍କପାଇ ଆଜି ଓସିଷା ରସାତଲଗାମି ହୋଇଛି

  • @chittaranjanpandey6404
    @chittaranjanpandey6404 6 днів тому +1

    ହରେ ଶଳା ଏବେ ଗୋବର ହେଇଗଲା, ଆଗୁରୁ ତା ଗୋବର ଖାଉଥିଲୁ

  • @sanjayasahoo7677
    @sanjayasahoo7677 6 днів тому

    Ok

  • @ullasakumarjena9573
    @ullasakumarjena9573 7 днів тому +18

    Nabina chora nka headmaster

  • @satyanayakodiavlogs
    @satyanayakodiavlogs 7 днів тому

    ଟାଟୁ ଦେଖାଓ ଦେଖାଓ କେମିତି ଟାଟୁ ଅଛି ଦେଖିବା 😄😄😄

  • @rajanikantachoudhury2343
    @rajanikantachoudhury2343 7 днів тому

    ଭାଇ ବୁଝିଲ ନବୀନ ଙ୍କ କାରନାମା

  • @PradeepBarik-ht7gz
    @PradeepBarik-ht7gz 7 днів тому

    Bhai tame satya ku samna karuchha bahut bahut dhanyabad

  • @rabinarayanpradahan9380
    @rabinarayanpradahan9380 7 днів тому +7

    ଯା' .... "ବାର ବର୍ଷର ତପସ୍ୟା ଶୁଖୁଆ ପୋଡାରେ" ଗଲା,,,,,,😅

  • @surathcharanmuduli4263
    @surathcharanmuduli4263 6 днів тому

    BJD ଦଳରେ ଯିଏ ସତ କଥା କହିବ ସେ ଦଳରୁ ବହିସ୍କାର ହେବ।

  • @harekrushnabehera3138
    @harekrushnabehera3138 3 дні тому

    ଆଗରୁ କୋଉଠି ଥଲ ?

  • @user-iz3kq6xp1g
    @user-iz3kq6xp1g 6 днів тому

    ଠିକ୍ କଥା, ମୁଁ ଭାବିଥିଲି ଇଏ ଜଣେ ସମାଜସେଵୀ ଇଏ ଜଣେ ନେତା

  • @nirodkumardas7402
    @nirodkumardas7402 6 днів тому

    Manas is saying correct.

  • @ganeswarnayak7161
    @ganeswarnayak7161 6 днів тому

    ମାନସ ବସ୍ତିଆ ତମେ ତିନି ପାଞ୍ଜିରୁ ଗଲ, ଗଣତନ୍ତ୍ର କୁ ସମ୍ମାନ କର ,କିନ୍ତୁ କାହାର କ୍ରୀତଦାସ ହୁଅନାହିଁ ,
    ସେ ନବିନ, ହୁଅନ୍ତୁ କି ବିଯୁ ହୁଅନ୍ତୁ ,ରାହୁଲ ଖାଁ କିମ୍ୱା
    ନରେନ୍ଦ୍ର ମୋଦୀ ହୁଅନ୍ତୁ , କାହାରି କ୍ରୀତଦାସ ହୁଅ ନାହିଁ, ଦୁନିଆଁ ପରିବର୍ତ୍ତନ ଶିଳ ପରିବର୍ତ୍ତନକୁ ସମ୍ମାନ
    କର ପ୍ରକୃତୀ ପ୍ରେମିହୁଅ,ଏଵଂ ପ୍ରକୃତି ନିୟମ ମ।ନ

  • @user-pp5to7qg7m
    @user-pp5to7qg7m 6 днів тому

    Real leader of B J D

  • @namratacharusovini165
    @namratacharusovini165 6 днів тому

    😂😂ଯାହା ଖାଇଚ ଆଉ ଯାହା ବେଇମାନୀ କାର୍ୟ୍ଯ ହୋଇଛି ଖୋଲିଦିଅରେ😅😮ଜୟ ଜଗନ୍ନାଥ ଭରସା🙏

  • @Sanjibmalik-ji1bn
    @Sanjibmalik-ji1bn 5 днів тому

    Jaya bjd❤❤❤

  • @ommkumarommkumar2921
    @ommkumarommkumar2921 7 днів тому

    Right bro

  • @ranjayarout4523
    @ranjayarout4523 7 днів тому

    Jay Shree Ram Jay Shree Ram