Laba bhai as a medical staff aame both husband wife corona mahamari ku face karichhu ,ankhi samna re 1000/1000 loka nija paribar too dureiba ta dekhilu,ward re ete died body dekhi dekhi ete kharap laguthila aau kuhani,ete sabu pare b aame duijana kebe b positive heinu ,thakur nku bohut dhanyabad,but bohut kasta lagila setebele jebe mo bapa covid re chaligale😭😭😭😭 Tame bohut sahasi , dirghajeebi hua , desa ,maatira su putra tame ,samastanka vali mu b tamaku bhala paye , Jagannath tamaku bhalare rakhantu❤ Sabitacreations Rourkela ❤❤❤
ଧନ୍ୟବାଦ୍ ଲବ ହାଁସଦା, ଏମିତି ଆଗକୁ ପ୍ରୟାସ ଜାରି ରହିବ ବୋଲି ଆଶା ମୁଁ କରୁଛି, ଓଡ଼ିଶା ର ସେବକ ଧାମନଗର ର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ 👍 ଜୟ ଜଗନ୍ନାଥ ଭରସା ସବୁବେଳେ ଭଲରେ ରଖନ୍ତୁ ଏହାହିଁ ମୋର ଏକାନ୍ତ କାମ୍ୟ ❤
Thankyou sir.
❤❤
🙏🥲
ଲୋକ ମାନଙ୍କୁ ସେବା କର ଭାଇ ଭଗବାନ୍ ଆପଣ ଙ୍କୁ ଭଲରେ ରଖନ୍ତୁ
ସର୍ ଆପଣ ବି UA-cam ଭିଡିଓ ଦେଖନ୍ତି,?
ପୃଥିବୀ କୁ ନିକଟରୁ ଦେଖିଲୁ, ବହୁତ ବହୁତ ଧନ୍ୟବାଦ।
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଚାଇନାର ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖାଇ ଆମ୍ଭ ମାନଙ୍କ ମୋନରଞ୍ଜନ କଲେ ଏଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ 🙏
China ସହର ବହୁତ ସୁନ୍ଦର କିନ୍ତୁ ତାଙ୍କ ଖାଇବା ମୋତେ ବହୁତ ଘୃଣା ଲାଗେ
ଧନ୍ଯବାଦ ପୁଅ ତୁମର ଏତେ ସୁନ୍ଦ ପ୍ରୟାସ ପାଇଁ🌷🌷🌷🌷
ଧନ୍ୟବାଦ ଭାଇ video ରେ ଭଲ doubt clear କରୁଛ.. ଅନୁଗୁଳ ଜିଲ୍ଲା ତରଫରୁ ଅନେକ ଅନେକ ଭଲପାଇବା 🙏
ଆଜି ଆପଣ ସତରେ ଗୋଟେ ଭାଇ ର କାମ କରିଛନ୍ତି । ସେଇ ମରଣ ଜନ୍ତା ର ଗନ୍ତା ଘର ଦେଖେଇ 😢🎉 ଧନ୍ୟବାଦ୍
Sunder montyabo deithibaru tq
ଜୟ ଆଦିବାସୀ ❤
ଜୟ ଭୀମ 💪
ଜୟ ସଂବିଧାନ 🔥
Johar Jay Bhim Jay Samvidhan
ଜୟ ଓଡ଼ିଆ ବୋଲି କି ବି କହ..
ସବୁ କମେଣ୍ଟରେ ଖାଲି ତୁ ଉଦ୍ଧତ ହେଉଛୁ।
ଲବ ବାବୁ ଗୁଡ଼ ମର୍ଣ୍ଣିଂ
ଆପଣଙ୍କ ଭିଡିଓ ବହୁତ ବହୁତ ବହୁତ ସୁନ୍ଦର୍
Maheswar Sandha Sambalpur, Odisha
କେନ୍ଦୁଝର ଜିଲ୍ଲାରୁ କେତେ ଲୋକ ଦେଖୁଛନ୍ତି ଦେଖିବା ❤
Ukhunda tukudiha
ମୁଁ ବଉଳା ହଦଗଡ଼ dam ରୁ
@@tanmayvlog5369 thank you 😊
@@ajitgagarai1598 thank you 😊
Mu Pandado, Hatadihi ru
Odisha bhasa samajh mai nahi aati hai lekin bhai ke vlog regular dekhti hu✌️watching from nepal🇳🇵
Thank you🌹
Me samjhaungi number do
Thanks Sister
😅oh my god
Thanks maam ❤❤
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤❤ ଗୋଟେ like କର ❤❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ first comment❤❤❤
ଜୀବନରେ ଗୋଟିଏ କଥା ସବୁବେଳେ ମନେରଖୁଥିବ ଯେ କାର୍ଯ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ ରୋମାଞ୍ଚକର ହେବ।❤
Nice 👍
Suupper thinking yar.
Allahabad
❤
ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ଏକୁଟିଆ ଦେଶ ବାହାରେ ବୁଲି ଆମମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ବୁଲେଇଲକି ଦେଖାଉଛନ୍ତି ଆଉ ମଧ୍ୟ ନିଜ ଜୀବନକୁ ବାଜି ଲଗେଇ ବହୁତ ବିପଦ ପୂର୍ଣ୍ଣ ସ୍ଥାନ ମାନଙ୍କରେ Video shoot କରୁଛନ୍ତି, ସେଥିପାଇଁ ଆମମାନଙ୍କ ଭିତରେ ଟିକେ ଭୟ ସୃଷ୍ଟି ହେଉଛି। ମହାପ୍ରଭୁଙ୍କ ଆଶିର୍ବାଦରୁ ଆପଣଙ୍କ ଯାତ୍ରା ଜୟ ହେଉ।
❤❤❤😂😂
Mu corona bele nabin pattnaik knu bahut bahut dhanyabad debi karan se bahut state ku oxygen supply kari bahut jiban banchai thile❤
ବହୁତ ଭଲ ଲାଗିଲା ଭିଡ଼ିଓ, କିନ୍ତୁ ଟିକେ ଦେଖିକି ଭାଇ, ଜୟ ଜଗନ୍ନାଥ ❤️❤️❤️❤️
ଭଲରେ ରୁହ ମୁଁ ଠାକୁର ଙ୍କୁ ପ୍ରାର୍ଥନା କରୁଛି
ଭାଇ ଆପଣଙ୍କ ପାଇଁ ଆଜି ଆମେ ଘରେ ରହି ସବୁ ଜାଗା ଦେଖିପାରୁଚୁ ଧନ୍ୟବାଦ୍ ଜୟ ମା ସମଲେଶ୍ଵରୀ
Jay maa samlaei 🙏
❤️🌹କେମିତି ଭାଇ ତମେ ଏକୁଟିଆ ସୁନ୍ଦର ସୁନ୍ଦର ଜାଗା କୁ ଯାଇ ପାରୁ ଛ, ତମ ଦୁଆରୁ ଆମେ ସେ ଜାଗା ଗୁଡାକ ଦେଖି ପାରୁଚୁ ଧନ୍ୟବାଦ 🌹
Thik katha bhai
Bhai ଆପଣଙ୍କ ପାଇଁ ଆଜି ଆମେ ଘରେ ଥାଇକି ସବୁ ଜାଗା ଦେଖିପରୁଚୁ ଧନ୍ୟବାଦ୍ ଭାଇ 🙏ଜୟ ଜଗନ୍ନାଥ 🙏
Love you bro 👏👏👏👏👏
ଭାଇ ତ ସାହସ ବହୁତ ❤❤❤❤❤
ମୟୂରଭଞ୍ଜ ରୁ ଲବ ଭାଇ ର ଭିଡ଼ିଓ କିଏ କିଏ ଦେଖୁଛ like କର ଜୟ ଜଗନ୍ନାଥ ଲବ ଭାଇ ତୁମ ପାକରେ ସବୁବେଳେ ଜଗନ୍ନାଥଙ୍କ ଆଶିର୍ବାଦ ରହୁ ❤❤❤❤
❤️❤️❤️
🤪🤪🤪❤❤❤
Grate bro
Nice
ଭିଡିଓ ଟି ବହୁତ ବହୁତ ସୁନ୍ଦର ଲାଗିଲା, ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ଆଉକେବେ ଏ ଦେଶକୁ କୋରନା ଭଳି ମହାମାରୀ ରୋଗ ଆଉ କେବେ ଦେଖାନଯାଉ,ଜୟ ଜଗନ୍ନାଥ
କିଏ କିଏ ମୟୁରଭଞ୍ଜ ଜିଲ୍ଲାରରୁ ଦେଖୁଛ❤❤❤
Bhai mu dekhuni😂😂
Hn
Mu
Mu bi
ତୁ ଆଉ ମୁଁ ଆମେ ଦୁଇ ଭାଇ ଦେଖୁଛେ
ଏ ଓଡିଶା ମାଟିର ପୁଅ ଆମ ଲବ୍ ଭାଇ, ତୁମେ ସବୁବେଳେ ଏମିତି ଏମିତି ଆଗକୁ ଆଗକୁ ଚାଲ । ପ୍ରଭୁ ଜଗନ୍ନାଥ ତୁମକୁ ଆର୍ଶୀବାଦ କରନ୍ତୁ।।
ବହୁତ ବହୁତ ଧନ୍ୟବାଦ ଲବ ଭାଇ l......
ଲବ ବାବୁ ସେ ସ୍ଥାନର ବୃକ୍ଷ ଲତା ସମ୍ପର୍କରେ ଜଣାଇଲେ ଭଲ ଲାଗନ୍ତି।u r great Jay Jagannath.
ଭୟ ତ ନିଶ୍ଚୟ ଲାଗୁଥିବ, ଆପଣ ସାହସ କରି ସେଠିକି ଯାଇଛନ୍ତି ❤️ ଆପଣଙ୍କୁ ଧନ୍ୟବାଦ 🙏🙏🙏🙏🙏🙏🙏❤️
ଲବ ଭାଈ ଆପଣଙ୍କ ଧନ୍ୟବାଦ୍ ଆମକୁ ଏତେ ସୁନ୍ଦର ସୁନ୍ଦର ଦେଶ ଓ ସେମାନଙ୍କ cultural ବିଷୟରେ ଆମକୁ ଦେଖାଉଥିବାରୁ ❤God bless you 🙏.... LOVE FROM JAGATSINGHPUR ❤❤❤❤❤❤..............................................
ଲବ ଭାଇଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀ ମାନେ Like କରିବେ. 👍🏻🌿🤗❤️
ଭାଇ ଆପଣ great ଭାଇ ମାନେ ଆପଣ ଆମକୁ ବହୁତ କିଛି ଭିଡିଓ ମାଧ୍ୟମରେ ଆପଣ ଆମକୁ ଜଣାଇ ପାରୁଛନ୍ତି ଭାଇ ବହୁତ ବହୁତ ଧନ୍ୟବାଦ ❤🎉❤🎉🎉❤
Angul distic ru jau mane sabu dekhuchha gate like heijau❤
Super hero 👏👏💪💪❤❤❤❤❤❤
କିଏ Keonjhar dist ru video ଦେଖୁଚ like kara
Laba bhai as a medical staff aame both husband wife corona mahamari ku face karichhu ,ankhi samna re 1000/1000 loka nija paribar too dureiba ta dekhilu,ward re ete died body dekhi dekhi ete kharap laguthila aau kuhani,ete sabu pare b aame duijana kebe b positive heinu ,thakur nku bohut dhanyabad,but bohut kasta lagila setebele jebe mo bapa covid re chaligale😭😭😭😭
Tame bohut sahasi , dirghajeebi hua , desa ,maatira su putra tame ,samastanka vali mu b tamaku bhala paye ,
Jagannath tamaku bhalare rakhantu❤
Sabitacreations
Rourkela ❤❤❤
Bohut sundar prayash❤❤❤
ଆଜି ମୋର Birthday 🎉 ମାତ୍ର 0 Likes 😢
Happy birthday 🎉🎉
Happy Birthday to you 🎈🎈🎉🎉
Happy Birthday 🎂
Wish you happy birthday dear God bless you 🎉🎉🥳
Happy Birthday ❤❤❤🎉🎉🎉🎂🥰
Video ଭଲ ଲାଗିଲା
Corona ସମୟରେ ମୁ ଭୁବନେଶ୍ୱର ରୁ ସାଇକଲ ରେ ଆମ ଘର keonjhar ghasipura block ଭଣ୍ଡାରିଡ଼ିହା ଗ୍ରାମ ପଞ୍ଚାୟତ ର ବସନ୍ତପୁରା ଗ୍ରାମ କୁ ଯାଇଥିଲି ବହୁତ ହଇରାଣ ହେଇ ଥିଲି ସେତେବେଳେ ସାଇକଲ ଚଲେଇ ଚଲେଇ ଆସି 10 ଘଣ୍ଟା ଭିତରେ 140 km ଅତିକ୍ରମ କରି ଥିଲି
Prize 🏆 milba kotha😂
Prize ta dele nahi bahuta dukha lagila😀😀😀
God Ku thanks kuho bhai
Hn satare so sad 😢
Chuchhata
Jay Adivasi
1st view from Ganjam
Great traveller
Bhala lagila
ମୋର ସବୁଠାରୁ ଦୁଃଖ ର ଦିନ lukdown ରେ ଥିଲା ମୋ husband ଯେତେବେଳ posetive ଆସିଲେ। ଆଉ ସବୁଠାରୁ ଦୁଃଖ ଲାଗିଥିଲା ଗାଁ ଆଉ ଆଖପାଖ ସାଇ ପଡୋଶୀ ଙ୍କ ବ୍ୟବହାର ସେପଟେ posetive ର ଦୁଃଖ କୁ ଏପଟେ ଲୋକ ମାନଙ୍କ ବ୍ୟବହାର ସତରେ ସେଇ ମଣିଷ ମାନେ ,,, ସେଦିନ' ଆଉ ,ଆଜି... 😭😭 ଯାହା ହଉ ସାଇ ରାମ୍ ଙ୍କ ଦୟାରୁ ସେ ଭଲ ହେଇଗଲେ 🙏 ଜୟ ସାଇ ରାମ🚩 lukdown ର ଶିକ୍ଷା ମୋ ପାଇଁ ଏଇୟା ଥିଲା je ----- ଯେତେ ନାଟକ,ଯେତେ ସୁନ୍ଦର, ଯେତେ ପଇସl ଆଉ ଯେତେ ଗର୍ବ ଥାଉ ରେ ମଣିଷ ଦିନେ ନା ଦିନେ ତତେ ସବୁ ଛାଡି ସେଇଠିକି ଫେରିବା କୁ ହବ ଯୋଉ ଠୁ ତୁ ଆସିଥିଲୁ ତୋ ସହ କେହି ନଥିବେ ଆଉ କିଛି ନଥିବ ଖାଲି ତୋ ପୂଣ୍ୟ କର୍ମ ଛଡ଼ା 😊🚩
👌👌❤️❤️👍
Right
Sata katha mo bapa nku bi positive asithila..but mu kahari katha ku care karu nathili mu gharh baharile mate dekhile loko muho re kapada dei dionti...
@@DusmantakumarMohakud ଆଜି ସେଇ ଲୋକ କାମ ପଡ଼ିଲେ ପୁଣି ପାଖକୁ ଆସୁଥିବେ ନିଶ୍ଚୟ ।
@@smitamohanty1725🙏
Love u laba bhai❤❤
Bahut vlo video
ଭାଇ ତମକୁ ଭଉତ ଭଉତ ଧନ୍ୟ ବାଦ 🙏 ଜୟ ଜଗନ୍ନାଥ 😘🥰💫
ବାଲେଶ୍ଵର ଜିଲ୍ଲାରୁ କିଏ କିଏ ଦେଖୁଛ ଲାଇକ୍ କର ❤
ମୁଁ ବି ବାଲେଶ୍ଵର ରୁ❤❤
Ama balasore ❤
ଆମେ ବାଲେଶ୍ଵରିଆ ❤❤
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
Mu
Mu
Paban delare gharaku chala 😅😅😅😊😊
ମୁ ଡ଼ୁବୁରୀରୁ ଦେକୁଛି
Mu
Hmmm Koraput
Jay jaganntha bhai❤
ରାୟଗଡ଼ା.....
ଭାଇ ସାଲୁଟ ତୁମକୁ ଆମର ଗର୍ବ ଜଣେ ୟୁଟ୍ୟୁବରେ ଆମ ଓଡ଼ିଶାର ଯାହାକି ସାରା ୱାର୍ଲ୍ଡ ବୁଲିକି ଆମକୁ ଦେଖାଉଛ। ଭଗବାନ ଶ୍ରୀକୃଷ୍ଣ ତୁମକୁ ଭଲରେ ରଖନ୍ତୁ
Mayurbhanj ❤️❤️
ଧନ୍ୟ ବାଦ ଲବ ,ମୁଁ ଆଶା କରୁଛି ମହାପ୍ରଭୁ ଙ୍କ ଅ
ଆଶୀର୍ବାଦ ଆପଣଙ୍କ ପାଖରେ ସବୁବେଳେ ଥାଉ
ଆଉ ନୂଆ ନୂଆ country ଯାଅ
ଆମେ ତ ଯାଇ ପାରୁନୁ but ଆପଣଙ୍କ ମାଧ୍ୟମରେ କିଛି ଦେଖି ପାରିବୁ,
ମୁଁ ଓଡ଼ିଶା Cuttack ରୁ ପ୍ରକାଶ ...❤🎉
Jay Jagannath laba bhai
ମୁଁ ଝାରସୁଗୁଡା ରୁ ଦେଖୁଛି ଲବ ଭାଇ,ଜୟ ମାଁ ସମଲେଇ,ବହୁତ ବଢିଆ ଲାଗିଲା, ସବୁବେଳେ ଭଲରେ ଥାଅ,ଆଗକୁ ସବୁ ବଢ଼ିଆ ବଢ଼ିଆ Vlog ବନେଇ କି ଦେଖାଅ,
Sm2u 😊
ହାଏ ଲବ ଭାଇ ❤❤
କିଏ କିଏ ଫୁଲବାଣୀ ରୁ ଦେଖୁଛ ହୃଦୟରୁ ଗୋଟେ 👍
Nice video for the best
Mu Bikash Bhadrak ru
Laba dada ku.bahut.bahut thanks
ପିରୀ ଜିଲ୍ଲା ର କେତେ ଟୋକା ❤
ଏବେ ବି କରୋନା କହିଲେ ବହୁତ ଡର ଲାଗୁଚି
ଧନ୍ୟବାଦ ତମକୁ ମହାନ ଯାଇ ଆମକୁ ଭିଡିଓ ଦେଖଉଛ
ଜୟ ଜଗନ୍ନାଥ ଭଲ ରେ ଭଲ ରେ ଓଡିଶା କୁ ଫେରିଆସ
କଳାହାଣ୍ଡି ଜିଲ୍ଲା ରୁ ଦେଖୁଅଛି ବହୁତ ସୁନ୍ଦର ଳବୁ ଭାଇ❤❤❤
Very good news
love from balangir
Love from phulabani
ତମର କିଛି ଆସୁବିଦା ନ ହେଉ ଲବ ଭାଈ ❤
Always best vlogger
Nice job
EXPLOER❤❤❤
ଶୁଭ ସକାଳ,,କୋରୋନା ର ଜନ୍ମ ସ୍ଥାନ, ଭାଇ ମାନିବାକୁ ପଡିବ, ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤
Bhai kehibi ganjam dist ru laba Bhai nka video dekhuna ki Kiya bi like karina like te hau
Mass laga
Good try.👍👍👍
Ekdam zhakas video 👍👍 Jay jaganath 🙏
କିଏ କିଏ କେନ୍ଦୁଝର ଜିଲ୍ଲା ରୁ ଦେଖୁଛ |
ମୁଁ from harichandanpur block
Mu
Mu
Mu from patana block
Joda
ଓଡିଶା ରୁ ଜାଇ ଏତେ ଦୁର ରୁ ସବୁ ଦେଖେଇବା ବଡ଼ କାମ ।
Bhai Mane laba bhai pain gote like hou❤❤❤❤
ଧନ୍ୟବାଦ ଲବ ବାବୁ
Nice video bro
ଜୟ ଶ୍ରୀ ଜଗନ୍ନାଥ ଲବବେଟା କରନାଜନ୍ମ ସ୍ଥାନ ଦେଖେଇ ଥିବାକ୍ଷରୁ ଧନ୍ଯବାଦ କନ୍ଧମାଳ ରୁ
ଭାଇ ଉହାନ ରେ କୋରାନ ସରିଲାନା ନାହିଁ carefully Bhai..LV U ଲବ ଭାଇ enjoy U re life
This is really nice and informative video.
Laba vaiku dil se thnxx biswa ra kona anukona ru amaku live dekhauchhanti
ଲବ ବାବୁ କେବେ ଚୀନ ରୁ ଫେରିବେ, ଆସିଲେ ଆଗ ସୂର୍ଯ୍ୟ ସୁରୀୟ ବଂଶୀ ଙ୍କ ର vlogs ଆମକୁ ଦେଖାଇବେ, ସେ ଭାଇ ଜଣକ ବହୁତ positive ଏବଂ ଆମ ଯୁବକ ମାନଙ୍କ ମନ୍ତ୍ରୀ ସେ ଆମ୍ଭ ମାନଙ୍କୁ ବହୁତ ଆଗକୁ ନେବେ, ରହିଲି ଟିକେ ଧ୍ୟାନ ଦେବେ, 🌹🌹🌹🌹🌹🌹🌹🌹🌹🌹
Laba bhai first comment more❤
Fast coment 100 lick
Congratulations 30 subscribe ❤
Very good bhai
Fast like
ଲବ ଭାଇ ଯୁହାର 🎉❤❤🎉ଉହାନ ଯାଇ ଅନୁରୋଧ ରକ୍ଷାକରି ଲ ଭାଇ ବହୁତ ଖୁସି ଲାଗଲା ବହୁତ ସୁନ୍ଦର ଭିଡିଓ ଇନ୍ଟରଷ୍ଟିଙ୍ଗ ହେଇଛି ହେଲେ ଭାଇ ଟିକେ ଲୁଚି ଛୁପି ସମ୍ଭାଳି ଚାଲି ବ ଭାଇ
କେଉଁମାନେ ଚାହାନ୍ତି ଆଜି India ଜିତୁ ବୋଲି T20 World Cup 2024
Mu chahuchi india jitu boli
@@mahadevsingh-ou8ei ok Bhai
Pura 100% India ❤🇮🇳🇮🇳🇮🇳
Jiti jaichi bhaii ❤️😎💐✨
ଧନ୍ୟବାଦ ଲବ ଭାଇ
Har har Mahadev
ଭାଇ ଓଡ଼ିଶା ର ଗ୍ରଭ ଲଭ ଭାଇ
❤❤❤ Thanks 🎉