ରାମ ସେତୁ ଦେଖିବା ପଡ଼ିଲା ମହଙ୍ଗା ଏଇ ରାସ୍ତା ଦେଇ ଆସିଥିଲେ ଭଗବାନ୍ ରାମ || RAM SATU SRI LANKA

Поділитися
Вставка
  • Опубліковано 22 жов 2024

КОМЕНТАРІ • 3,1 тис.

  • @Vloggerlabahansda
    @Vloggerlabahansda 2 місяці тому +1434

    Jay sri Rama 1 million kari Deyo 🙏

  • @srutihantal5445
    @srutihantal5445 2 місяці тому +153

    ଡ୍ରନ୍ ହଜି ଗଲା ବହୁତ ଦୁଃଖ ଲାଗୁଛି କିନ୍ତୁ ବ୍ୟସ୍ତ ହୁଅନି କିଛି ପାଇବା ପାଇଁ କିଛି ହରାଇବାକୁ ପଡ଼ିଥାଏ। ଭଗବାନ ରାମଙ୍କ ଉପରେ ଭରଷା ରଖ ଅତି ଶୀଘ୍ର ଆଉ ଗୋଟିଏ ଡ୍ରନ୍ ଆସିଯିବ ଲଭ ୟୁ ସର୍ବଦା ଖୁସି ରେ ରହ।❤❤❤❤❤

  • @snehamahapatra2
    @snehamahapatra2 2 місяці тому +41

    କିଏ ଭୁବନେଶ୍ବର ରୁ ଦେଖୁଛନ୍ତି???? ଲାଇକ କର

  • @NarayanDas-c3b
    @NarayanDas-c3b 2 місяці тому +240

    ଭାଇ ଯୋଉ ଜିନିଷ ଯିବାରକଥା ଯିବ ମନଦୁଃଖ କରିବନି ଆଗକୁ ବଢିଚାଲ ଭଗବାନ ଅଛନ୍ତି ଆହୁରି ଆପଣ କୁ ଦେବେ ହରେ କୃଷ୍ଣ

  • @JyosnaraniBehuriya
    @JyosnaraniBehuriya 2 місяці тому +135

    ଆଜି ମୁଁ ଭାରି ଖୁସି କାରଣ ମୋ ପ୍ରଭୁ ଶ୍ରୀ ରାମ ଙ୍କୁ ଦେଖିଲି ଜୟ ଶ୍ରୀ ରାମ 🙏🙏

  • @manumurmu4511
    @manumurmu4511 2 місяці тому +11

    Jay shree ram , Ram Setu ବନେଇବାର ଆଉ ଦୁଇଜଣଙ୍କ ଅବଦାନ ରହିଛି Nal o Nil ଭଲ ହେଇଛି ram Setu

  • @prasantasamal7599
    @prasantasamal7599 2 місяці тому +247

    ଲବ ଭାଇ ଛୋଟ ଅନୁରୋଧ plz କେବେ ବୃନ୍ଦାବନ ଯାଆନ୍ତୁ ଶ୍ରୀ କୃଷ୍ଣ ଙ୍କ ଦର୍ଶନ କରାନ୍ତୁ❤❤

  • @papinaPS
    @papinaPS 2 місяці тому +110

    ଭାଇ ତମ ବ୍ଲଡ଼ ଗ୍ରୁପ କଣ ସବୁ ଦେସର ପାଣିପବନ କୁ ସହୁଛ୍ହ tnx bro I Love You

  • @sanjaykumarnaik9991
    @sanjaykumarnaik9991 2 місяці тому +11

    ମୁଁ ଦୁଇଥର ଯାଇଛି ରାମେଶ୍ଵର ଧନୁଷ କୋଡି ରାମ ସେତୁ

  • @jamunikumarNaik
    @jamunikumarNaik 2 місяці тому +64

    ଦୁଃଖ କରନି ମାଡି ଚାଲ ଭଗବାନ ଅଚନ୍ତି ❤❤❤

  • @Chandrasen_pujari
    @Chandrasen_pujari 2 місяці тому +157

    ଆପଣ ଯଦି ରାମ ଭକ୍ତ ହୋଇଥିବେ
    Like here👍🏼

  • @hrusikeshmallik3221
    @hrusikeshmallik3221 2 місяці тому

    ଜୟ ଶ୍ରୀ ରାମ

  • @benudharanti5195
    @benudharanti5195 2 місяці тому +481

    କିଏ କିଏ କେନ୍ଦୁଝର ଜିଲ୍ଲା ରୁ ଦେଖୁଛ ❤

  • @samalpuri_official_588
    @samalpuri_official_588 2 місяці тому +176

    କିଏ କିଏ ଆମ ଓଡିଶା ରୁ କେଖୁଛନ୍ତି like this ଚାଇନା ❤❤❤

  • @Sukant109
    @Sukant109 2 місяці тому +19

    ଲବ ଭାଇ ର ଚ୍ୟାନେଲ ବହୁତ୍ ଜଲ୍ଦି 1ମିଲିଓନ୍ ହେଇଯାଉ ପ୍ରଭୁ ଶ୍ରି ରାମ୍ ଙ୍କୁ ପ୍ରାର୍ଥନା 🙏🙏🙏🙏🙏🙏 ସେଇ ଖୁସିରେ like ସମସ୍ତେ କର

  • @subheesasmita6454
    @subheesasmita6454 2 місяці тому +400

    ମୟୁରଭଞ୍ଜ ରୁ କିଏ କିଏ ଦେଖୁଛ ଭାଇ ଗୋଟେ like ହେଇ ଯାଉ 👍👍👍

  • @binaticorporater
    @binaticorporater 2 місяці тому +220

    ଲବ ଭାଇଙ୍କର drone ହଜିଯାଇଛି କେଉଁ ମାନେ ମନ ଦୁଃଖ କରୁଛ 😢😢

    • @UTTARMURMU143
      @UTTARMURMU143 2 місяці тому +1

      Hn bhai bahut dukha laguchhi

    • @UTTARMURMU143
      @UTTARMURMU143 2 місяці тому +5

      Second hand remote pain bodhe hojigola😢

    • @sudhirsahoo3804
      @sudhirsahoo3804 2 місяці тому

      Bala mana dukha karibana

    • @UTTARMURMU143
      @UTTARMURMU143 2 місяці тому

      @@sudhirsahoo3804 hn mo tame khusihuo👍

    • @makundabari5315
      @makundabari5315 2 місяці тому +1

      Dukha nahi bhai Rago laguchi😡

  • @JadunathTudu...
    @JadunathTudu... 2 місяці тому +168

    କେଉଁମାନେ laba ଭାଇଙ୍କ video ଅପେକ୍ଷା କରିଥିଲ like କର... 💞🎀

  • @Prabin351
    @Prabin351 2 місяці тому +70

    ଯାଜପୁରରୁ ଯେଉଁମାନେ ଦେଖିଛନ୍ତି ଏଠାରେ like କର🙏

  • @Juanga106
    @Juanga106 2 місяці тому +3

    ଜୟ ରାମ

  • @lipuvlog2.0
    @lipuvlog2.0 2 місяці тому +131

    ଜୟ ଶ୍ରୀ ରାମ 🌺🌺🌺

  • @bhimasenbhatra339
    @bhimasenbhatra339 2 місяці тому +32

    ଜୟ ଶ୍ରୀ ରାମ ବହୁତ ସୁନ୍ଦର ଲାଗି ଲା ଭାଇ
    ରାବଣର ରାଜ ବାଟି ଟିକେ ଦେଖାଅ ଭାଇ

  • @Desia_pila_10
    @Desia_pila_10 2 місяці тому +11

    କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛ ଭାଇ ଗୋଟେ ଲାଇକ୍ ହେଇଯାଉ 👍👍 ଲଭ ଭାଇଙ୍କ ପାଇଁ..!! ❤🙌🌼

  • @rajugantayat510
    @rajugantayat510 2 місяці тому +44

    ନୟାଗଡ ଜିଲ୍ଲାର କିଏ କିଏ ଏ ଭିଡ଼ିଓ ଦେଖୁ ଛନ୍ତି ❤❤❤❤jay ଶ୍ରୀ ରାମ ❤❤

  • @PritiranjanSethi-ln8nk
    @PritiranjanSethi-ln8nk 2 місяці тому +12

    ଓଡ଼ିଶାର ସବୁ ଭାଇ ଓ ଭଉଣୀ ମାନଙ୍କୁ ମୋର ଜୟ ଶ୍ରୀ ରାମ 🚩🚩🚩🚩

  • @TulaRam-zm8yn
    @TulaRam-zm8yn 2 місяці тому +3

    ଜୟ ଶ୍ରୀ ରାମ 🙏🙏🙏

  • @Sumitradash123
    @Sumitradash123 2 місяці тому +99

    ମୋ ଜନ୍ମଦିନ ଆଜି ❤️😊😊❤️❤️

    • @PrakashGolari-l1t
      @PrakashGolari-l1t 2 місяці тому +2

      Many many Happy returns of the day God bless you my Jaan ❤❤

    • @PrakashGolari-l1t
      @PrakashGolari-l1t 2 місяці тому +1

      Reply me please

    • @daktarnaik3883
      @daktarnaik3883 2 місяці тому +1

      Happy Birthday 🎂🎂

    • @babulibabu7504
      @babulibabu7504 2 місяці тому +1

      Many Many Happy Returns Of Day 🎂💐🎁& Jagannath Bless You Forever ❣️

    • @PrakashGolari-l1t
      @PrakashGolari-l1t 2 місяці тому +1

      I love you so much ❤❤❤

  • @mmcreation4024
    @mmcreation4024 2 місяці тому +29

    ଜୟ ଶ୍ରୀ ରାମ ♥️🙏1st comment ଭାଇ

  • @RajuRaju-fx2kh
    @RajuRaju-fx2kh 2 місяці тому +77

    କିଏ କିଏ କେଉଁଝର ଜିଲ୍ଲାରୁ ଦେଖୁଛନ୍ତି ଜୟ ମା ତାରିଣୀ ।❤

  • @Girish_Status
    @Girish_Status 2 місяці тому +56

    କିଏ କିଏ ଯାଜପୁର ଜିଲ୍ଲା ରୁ ଦେଖୁଛ ❤

  • @BntBnt-v6p
    @BntBnt-v6p 2 місяці тому +1

    ମୁଁ ଭଗବାନଙ୍କୁ ପାଖରେ ଏତିକି ପାର୍ଥନା କରୁଛି ତମେ ଏମିତି ସବୁଦିନ ପାଇଁ ଖୁସିରେ ରୁହ ❤❤❤

  • @itssangramvlogs952
    @itssangramvlogs952 2 місяці тому +31

    ଜୟ ଶ୍ରୀ ରାମ 🚩

  • @narayanraha4267
    @narayanraha4267 2 місяці тому +18

    Bhai , jagannath ଆପଣକୁ ସବୁ ବେଳେ ଖୁସିରେ ଏବଂ ଆନନ୍ଦରେ ରଖିବେ , ଆଜି ଡ୍ରୋନେ ଚାଲିଗଲା ପୁଣି କାଲି ମହାପ୍ରଭୁ ଜଗନ୍ନାଥ ତୁମକୁ ଅତି ସୁନ୍ଦର୍ ଦ୍ରୋଣ ଦେବେ .
    Jai jagannath .

  • @MamataPanday
    @MamataPanday 19 днів тому

    ❤ ବହୁତ ସୁନ୍ଦର ହେଇଛି ରାମେଶ୍ୱର ମନ୍ଦିର ଆମେ ଦିପାବଳୀ ସମୟରେ ଜାଇ ଥୀଲୁ Tamil Nadu

  • @Duryodhon2022
    @Duryodhon2022 2 місяці тому +27

    ଜୟ ଶୀରାମ ଶୀରାମ 🙏🙏🙏 ଜୟ ଶୀରାମ ଶୀରାମ 🙏🙏🙏 ଜୟ ଶୀରାମ ଶୀରାମ 🙏🙏🙏

  • @ramji-yn1oz
    @ramji-yn1oz 2 місяці тому +12

    Bhai କିଛି ଗଲେ କିଛି ଆସେ don't worry be happy lage raho...

  • @sreesing5810
    @sreesing5810 2 місяці тому +52

    ଭାଇ ବହୁତ ଡର ଲାଗୁଛି ତମେ ରାତିରେ ବାହାରେ ରୁହନି ନିଶାଦ୍ରବ୍ୟପାନ କରୁଥିବା ଲୋକଙ୍କ ସହିତ କଥା ହୁଅନି କାହିଁ କିନା ସାଥିରେ ଭଉଣୀ ବି ଅଛି କଣ ନା କଣ ହେଇ ଯାଇ ପରେ😢😢 be care full ଭାଇ ଜଗନ୍ନାଥ ଙ୍କୁ ମୋର ଏତିକି ପ୍ରାର୍ଥନା ଦୁଇ ଭାଇ ଭଉଣୀ ଭଲରେ ଥାଅ 🙏🙏ଜୟ ଜଗନ୍ନାଥ⭕‼️⭕

    • @DjSagarMsLuhakani
      @DjSagarMsLuhakani 2 місяці тому +1

      Are tome tension nioni bhai and bhouni bohut bholo re ochhonti

  • @manaskumar9259
    @manaskumar9259 2 місяці тому +12

    ବହୁତ୍ ଦୁଃଖ ଲାଗୁଛି ଯୋଉ ଡ୍ରୋନ୍ ସାରା ଓଡ଼ିଶାବାସୀଙ୍କୁ ସୁନ୍ଦର୍ ସୁନ୍ଦର୍ ଦୃଶ୍ୟ ଭେଟି ଦେଉଥିଲା ସେ ଆଜି ଆକାଶରେ ନିଖୋଜ ହେଇଗଲା ।😢😢😢

    • @Poorboys_vlog
      @Poorboys_vlog 2 місяці тому

      ଜୟ ଜଗନ୍ନାଥ ମୋ vlog ଦେଖନ୍ତୁ କେମିତି ଲାଗୁଛି Comment କରନ୍ତୁ 😘❤

    • @bijeysr10
      @bijeysr10 2 місяці тому

      So sad Massage , 😢😢😢lab bhai ,

  • @rojimohanty8600
    @rojimohanty8600 2 місяці тому +1

    Pranaam Shree RAM Setu. Jay Shree RAM

  • @GopabandhuMajhi-zv8hb
    @GopabandhuMajhi-zv8hb 2 місяці тому +36

    ଜୟ ଶ୍ରୀରାମ ନବରଙ୍ଗପୁର ଜିଲ୍ଲାରୁ କିଏ କିଏ ଦେଖୁଛ like share କର, ଜୟ ମା ଭଣ୍ଡାର ଘରଣୀ।

  • @indsartaj
    @indsartaj 2 місяці тому +13

    Jay shree Ram ♈ laba bhai love you

  • @KrushnaMirdha-cd4sj
    @KrushnaMirdha-cd4sj Місяць тому

    Jai shree Ram

  • @maunabati4133
    @maunabati4133 2 місяці тому +19

    ଜୟ ସିତା ରାମ ଲବ ଡୟ ଜୟ ରାମ ନିଳଗିରି ବରହମପୁର

  • @Naturalisti-t9l
    @Naturalisti-t9l 2 місяці тому +12

    ଜୟ ଶ୍ରୀ ରାମ 😮😮😮😮

  • @rashmiranjansahoo1015
    @rashmiranjansahoo1015 2 місяці тому +20

    ପଥର ଭାସୁଛି ନା ଭାଇ। ଜୟ ଶ୍ରୀ ରାମ 🙏🙏 ଏଇ ଆମ ମହାନ୍ ଭାତର 🇮🇳🇮🇳

    • @dilipmaity376
      @dilipmaity376 2 місяці тому +3

      ଭାତର ନୁହେଁ ଭାରତ

  • @PrakashMukhi-jo2rf
    @PrakashMukhi-jo2rf 2 місяці тому

    Jai shree ram ❤

  • @DMCREATION-c4s
    @DMCREATION-c4s 2 місяці тому +43

    ରାମ୍ ରାମ୍ ❤ like

  • @santoshkumarmukhi1056
    @santoshkumarmukhi1056 2 місяці тому +22

    ହେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଆପଣଙ୍କ ମହାନତା କିଏ ବା ନଜାଣେ ଆମ ହିନ୍ଦୁ ଧର୍ମ ର ମାର୍ଗଦର୍ଶକ ଆପଣ ବିଶ୍ୱ ବାସୀଙ୍କ ଉପରେ କୃପା ଥାଉ ତମର ଜୟ ଶ୍ରୀ ରାମ ❤️💙🙏🚩

  • @SantoshDalei-su8of
    @SantoshDalei-su8of 2 місяці тому

    Jay sri rama🙏🙏

  • @anupamanayak8568
    @anupamanayak8568 2 місяці тому +14

    ଭଗବାନ ରାମଙ୍କ କୃପା ରୁ ଭଲରେ ଥାଆ ।

  • @ନବରଙ୍ଗପୁର
    @ନବରଙ୍ଗପୁର 2 місяці тому +142

    ନବରଙ୍ଗପୁର ର like କର❤❤

  • @Prem-w3h
    @Prem-w3h 2 місяці тому +15

    ଜୟ ଶ୍ରୀ ରାମ ଆଇ ଲଭ ମାଇଁ ଇଣ୍ଡିଆ ଭାଈ ମାନେ ଲାଈକ ଗୁଟେ କର❤👍🙏

  • @RahulRahul-l5u
    @RahulRahul-l5u 2 місяці тому

    Jay sri Rama

  • @lipicreations732
    @lipicreations732 2 місяці тому +18

    ଆଇ ଲଭ୍ ବାଲେଶ୍ୱର ❤😊

  • @sanjaydehury1963
    @sanjaydehury1963 2 місяці тому +8

    ଜୟ ଶ୍ରୀ ରାମ 🙏♈🚩🚩🚩🚩💔💔

  • @bijayalaxmibehera2997
    @bijayalaxmibehera2997 2 місяці тому +11

    Thank you laba vhai amaku rama setu dekhii thibaru ❤❤❤ bhagwan apana nku vhal re rakhantu ❤❤jay shree ram 🙏🙏🙏🙏🙏🙏🙏

  • @asishkumar9427
    @asishkumar9427 2 місяці тому +10

    Jay shree ram bhai

  • @narayantripathynarayantrip2865
    @narayantripathynarayantrip2865 2 місяці тому +5

    Beautiful place ram setu happy journey God bless you

  • @kiranpradhan2102
    @kiranpradhan2102 2 місяці тому

    ଜୟ ଶ୍ରୀ ରାମ 🙏ଜୟ ଜଗନ୍ନାଥ 🙏ହରେ କୃଷ୍ଣ 🙏❤️❤️❤️❤️

  • @narayangouda4721
    @narayangouda4721 2 місяці тому +9

    ଜୟ ଶ୍ରୀ ରାମ 🙏🚩

  • @manaskumar9259
    @manaskumar9259 2 місяці тому +13

    ଯିଏ ପ୍ରଥମରୁ ଆଜିଯାଏଁ ସବୁବେଳେ ଲବ ଭାଇଙ୍କ ସାଥିରେ ରହି ବିଭିନ୍ନ ଦେଶର ସୌନ୍ଦର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚେଇବାରେ ସଫଳ ହେଉଥିଲା ସେ ଆଜି ନୀଳ ଆକାଶରେ ଉଡ଼ିବା ବେଳେ ବାଟବଣା ହୋଇଗଲା ,ଆଜିର ଏ ଦୃଶ୍ୟ ଦେଖିବାପରେ ଆଖିରୁ ଲୁହ ଆସିଗଲା ।ଏମିତି ଦୁଃଖ ଭଗବାନ ଆଉ କାହାକୁ ନ ଦିଅନ୍ତୁ ଜୟ ଜଗନ୍ନାଥ ।🙏🙏🙏

  • @KanhaBehera123
    @KanhaBehera123 2 місяці тому +12

    Dil se moyurbhanjia bhai❣️

  • @TaniTanveerTribal
    @TaniTanveerTribal 2 місяці тому +19

    Jay shree Ram..❤❤❤❤ram nka pai one likr ❤

  • @barunkumar4649
    @barunkumar4649 12 днів тому

    ଜୟ ଶ୍ରୀ ରାମ 🚩🚩🚩🚩🚩🚩

  • @itssangramvlogs952
    @itssangramvlogs952 2 місяці тому +14

    Jai Shri Ram 🚩

  • @MasterGulu1
    @MasterGulu1 2 місяці тому +10

    Jai shree Ram Loba Bhai congratulations 🎉🎉❤❤

  • @BalaramPalai-i4j
    @BalaramPalai-i4j 22 дні тому

    Jaysriram

  • @KartikeswarTudu
    @KartikeswarTudu 2 місяці тому +31

    Mayurbhanj ru joumane Laba Bhai nku bhala paiba dou6nti like karantu ❤️🥰

  • @Kameshlifestylevlogs
    @Kameshlifestylevlogs 2 місяці тому +16

    Bahut sundar❤

  • @AnupGhosh-r4u
    @AnupGhosh-r4u 2 місяці тому +4

    Sir chinta karantuni sabu vala haba bas nija upare varasa rakhathu Jay Shree Ram🚩🙏❤❤❤❤❤

  • @DMCREATION-c4s
    @DMCREATION-c4s 2 місяці тому +35

    Nabarangapur ଜିଲ୍ଲା ରୁ କିଏ କିଏ ଦେଖୁଛ like କର

  • @SameerPradhan-p6e
    @SameerPradhan-p6e 2 місяці тому +9

    Thanks Bhai video apekhya re thili Love you bhai❤❤❤

  • @GopalpatraGopalpatra-jj4zs
    @GopalpatraGopalpatra-jj4zs 2 місяці тому +18

    ଜୀବନ ରେ ସବୁଦିନ ଦୁଃଖ କିନ୍ତୁ ଦିନେ ସୁଖ ଆସେ ଆଉ ସେଇ ସୁଖ ତମ ଜୀବନ ରେ ବି ଆସିବ କିନ୍ତୁ କିଛି ସମୟ ଲାଗିବ ତେଣୁ ସବୁ ଵେଳେ😊😊

  • @PriyaMallick-nc6ce
    @PriyaMallick-nc6ce 2 місяці тому +2

    Bahut badhia lagila bhai jay shree ram

  • @kidsvideoforfun-s3q
    @kidsvideoforfun-s3q 2 місяці тому +4

    Jay shree Ram 🙏🙏🙏🙏🙏

  • @ramsriram2062
    @ramsriram2062 2 місяці тому +7

    ଓମ୍ ନମ୍ଃ ଶିବାୟ

  • @odiatikikitchen1927
    @odiatikikitchen1927 2 місяці тому +8

    Bhai seriously mote aji tama katha suniki Kanda lagila😔❤God bless you 🙏

  • @biswalsaraswati1752
    @biswalsaraswati1752 2 місяці тому +2

    Jai sri ram Jai sri ram Jai sri ram Jai sri ram Jai sri ram Jai sri ram Jai sri ram Jai sri ram Jai sri ram Jai sri ram

  • @sanjibkumarbindhani5091
    @sanjibkumarbindhani5091 2 місяці тому +8

    Jai Sita Ram very good video

  • @dhumamurmu9354
    @dhumamurmu9354 2 місяці тому +7

    Juhar laba bhai

  • @saritaranibehera6077
    @saritaranibehera6077 10 днів тому

    ଆମେ ଯାହା ନ ଦେଖି ପାରିବୁ ତୁମ ଜରିଆ ରେ ଦେଖୁଛୁ, ସେଥିପାଇଁ ବହୁତ ଧନ୍ୟବାଦ ଲବ, ଭଗବାନ ଙ୍କ ଆଶ୍ରିବାଦ ରୁ ଆଗକୁ ବଢ଼ିଚାଲ, ଜୟ ଜଗନ୍ନାଥ

  • @tikujanishorts97
    @tikujanishorts97 2 місяці тому +6

    ଜୟ ସୀତା ରାମ ❤❤❤🙏🙏🙏

  • @RadhanathSingh-wc8rj
    @RadhanathSingh-wc8rj 2 місяці тому +8

    Jai jagannath odisha mayurbhanj baripada

  • @Prakashkumar-yq1ql
    @Prakashkumar-yq1ql 21 день тому

    Jay ଶ୍ରୀ ରାମ

  • @dainupujari5677
    @dainupujari5677 2 місяці тому +4

    ଲବ ଭାଇ ଯେ ଶ୍ରୀରାମ ଗୁଠେବି ଯାଘାଛାଡି଼ବନି ମୁଁ ❤ 👍🇮🇳

  • @UshaKumari-w8w
    @UshaKumari-w8w 2 місяці тому +9

    Jay shree ram ❤❤❤❤❤❤bhainka dukha durei dia

  • @MK.Bollywood
    @MK.Bollywood Місяць тому +1

    Jay shree Ram 🎉🎉🎉🎉🎉

  • @lmurmuvlogs9148
    @lmurmuvlogs9148 2 місяці тому +8

    Very nice ram setu..... palace

  • @laxmipriya8791
    @laxmipriya8791 2 місяці тому +8

    Bhai mana dukha karani dukha pare sukha ase❤

  • @rajarammahanti366
    @rajarammahanti366 2 місяці тому +5

    Aapananka travel tone masta laguchi sunile Santi laguchi

  • @officialboyjeet05
    @officialboyjeet05 2 місяці тому +6

    ଜୟ ଜଗନ୍ନାଥ 🙏🙏

  • @dipushaanPingua
    @dipushaanPingua 2 місяці тому +3

    ଭାଇ ରାବଣ ମହଲ କୁ ଥରେ ଯିବ ❤❤❤

  • @ankitapriyadarshini4158
    @ankitapriyadarshini4158 2 місяці тому +5

    ବେଳେ ବେଳେ କିଛି ପାଇବା ପାଇଁ ହେଲେ କିଛି ହରେଇବା କୁ ପଡ଼ିଥାଏ ।।
    ଯୋଉଟା ଆମର ନୁହ ସେ କେବେବି ଆମ ପାଖରେ ରୁହେନି ,, ଯେମିତି ବି ହେଉ ସେ ଆମକୁ ଛାଡି ଚାଲିଯାଏ ।।
    ସବୁ ସେ ଜଗା ଦେଖୁଛି,,ସେ ସବୁ ଠିକ୍ କରି ଦବ ।।❤

  • @madhusmitasahoo7584
    @madhusmitasahoo7584 День тому

    Jay Sita Ram 🙏🙏🙏Laba bhai is best💯👍

  • @sachinmahanta3834
    @sachinmahanta3834 2 місяці тому +5

    କେନ୍ଦୁଝର ପିଲା ହାତ ଟେକ।✋✋✋

  • @kisuntudu1197
    @kisuntudu1197 2 місяці тому +4

    Jay Marang Buru,Jay Jagannath 😊

  • @YadavBhai88
    @YadavBhai88 2 місяці тому +4

    Bhagwan tumar sabu bhala Kari be❤🙏🙏 God bless you 🙏🙏

  • @BipinKumar-pc4bn
    @BipinKumar-pc4bn 2 місяці тому +4

    Jay sriram laba Bhai

  • @shivramsahu9710
    @shivramsahu9710 2 місяці тому

    Jai shree ram 🙏 jai hanuman 🙏 thank you bhai

  • @jcreation1439
    @jcreation1439 2 місяці тому +7

    Laba bhai is not only a blogger but also a motivation speaker❤❤