Bulldozer Demolises All, Woman Yells At Administration Of Cheating Without Being Displaced In Jajpur

Поділитися
Вставка
  • Опубліковано 6 чер 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- kanaknewsof...
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews

КОМЕНТАРІ • 631

  • @ganeswar5187
    @ganeswar5187 Рік тому +125

    ଜଣେ ଗରିବର କେଇ ବୁନ୍ଦା ଲୁହ ଅଭିଶାପ ପାଲଟିଯିବ ସେତେବେଳେ ବୁଝିବ ଅତୀତ ର କର୍ମ

    • @kailashchsutar1195
      @kailashchsutar1195 Рік тому

      ମଦ କୁକୁଡ଼ା ମିଛ ପ୍ରତିଶ୍ରୁତି ଆଗରେ କୌଣସି ଅଭିଶାପ ର କିଛି ମୂଲ୍ୟ ନାହିଁ !
      ପୁଣି ପାଞ୍ଚ ବର୍ଷ ପରେ , ସେହି ମଦ କୁକୁଡ଼ା ପ୍ରତିଶ୍ରୁତି ମିଳିବା ପରେ , ପାଞ୍ଚ ବର୍ଷ ତଳର ଅଭିଶାପ, ଆଶିର୍ବାଦ ହୋଇଯାଏ ।

  • @manojdeheri3138
    @manojdeheri3138 Рік тому +97

    ତାଙ୍କ କଥା କୁ ବୁଝିବାକୁ ଚେଷ୍ଟା କର ଓଡ଼ିଶା ସରକାର ।ଏ ଗରିବ ଲୋକଙ୍କୁ କାହିଁକି ଏତେ ହଇରାଣ କରୁଛ । ତାଙ୍କ ବିଚାର କର🙏🙏🙏🙏🙏🙏🙏🙏🙏🙏🙏🙏

    • @jhansiranisahoo7084
      @jhansiranisahoo7084 Рік тому

      Right
      ଏଠି ତେଲିଆ ମୁଣ୍ଡ ରେ ତେଲ ମାରିଛନ୍ତି ସରକାର

  • @krishnavlog2.0405
    @krishnavlog2.0405 Рік тому +62

    ଗରିବ ମାନଙ୍କୁ ଏମିତି କନ୍ଦଉଛ
    ଟିକେ ଦୟା ନାହିଁ ଛି ବାଳ ରାଜ ନୀତି ( ଏଠି ମୁଖ୍ୟମନ୍ତ୍ରୀ ଦାଇ

  • @bubusrikant4762
    @bubusrikant4762 Рік тому +162

    😠 ଭୋଟ ବେଳେ ୫୦୦ ଟଙ୍କା ବଦଳ ରେ ଯୋଉ ମୁଣ୍ଡ ବିକିଥିଲ, ଏଇଟା ହେଲା ତା ପୁରସ୍କାର। ମଦ ମାଂସ କେହି ଦେଇ ଦେଲେ ଆଖି ବୁଜି ଭୋଟ ଦେଲେ ଏୟା ହିଁ ହୁଏ। ଭୋଟ ପରେ ସବୁ ଅସଲ ରଙ୍ଗ ଦେଖାନ୍ତି। ଗରିବ ର ସାଥିରେ କେହି ନଥାନ୍ତି। ଏଠି ମଣିଷ ପଣିଆ ନାହିଁ ଭଉଣୀ 😢

    • @kumarbapi4025
      @kumarbapi4025 Рік тому +4

      Apananka mata re kahaku vote deithile vala heithanta. Tk kahibe ki

    • @vfggsaho7441
      @vfggsaho7441 Рік тому

      Gariba. Lokaknka. Gharabhangu. Bjd. Sarkar.

    • @minakshitripathy2297
      @minakshitripathy2297 Рік тому +1

      500nei ki vote maja laguchhi auhuri 500 naba apekhya kara

    • @kumarbapi4025
      @kumarbapi4025 Рік тому +3

      Social media re comment daba ta bahut sahaja
      Jadi dam achhi mo question ra answer dia
      Kou party ku vote dele vala haba

    • @metflix8613
      @metflix8613 Рік тому

      Bhai mora, tu gote kama kare, jetiki loka sarkari jaga jabardhakal kariki rahuchanti, tanku tama ghare nei jaa

  • @kumarpapun2588
    @kumarpapun2588 Рік тому +174

    ଆହୁରି କାନ୍ଦିବ ଏଇ କିଛି ନୁହଁ ଏଇ ହେଉନି କିଛି ଦେଖ ଆଗକୁ କଣ୍ ହେଉଛି ନବୀନ ପଟ୍ଟନାୟକ କୁ ଭୋଟ ଦେବ କାନ୍ଦିବ

    • @romanrinku482
      @romanrinku482 Рік тому +6

      ଆଉ କାହାକୁ ଦେଲେ ଭଲ ହେଇ ଥାଆନ୍ତା,,,, କିଏ ମୁଖ୍ୟମନ୍ତ୍ରୀ ହେବ

    • @satyabratasahoo2577
      @satyabratasahoo2577 Рік тому +9

      ପାଞ୍ଚ ବର୍ଷ କୁ ପାଞ୍ଚ ବର୍ଷ ସରକାର ବଦଳି କଲେ ଗରିବ ପରିବାର‍ ଉପକୃତ ହେବେ ଏବଂ ରାଜ୍ୟର ବିକାଶ ହେବ ବିକାଶ ହେଲେ ନିଜ ରାଜ୍ୟର ରୋଜଗାରର ପାଇବେ ,ଆଉ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ . ରାଜ୍ୟର ଲୋକ ରାଜ୍ୟର ରହିଲେ ରାଜ୍ୟର ଅର୍ଥନୈତିକ ଉନ୍ନତି ହେବ ଓ ରାଜ୍ୟର ବିକାଶ ହେବ (ଜୟ ଜଗନ୍ନାଥ)

    • @romanrinku482
      @romanrinku482 Рік тому +3

      ଏଇଟା ଆମେରିକା ନୁହେଁ,, ଓଡ଼ିଶା,,,, ଭାରତ ର ପ୍ରଧାମନ୍ତ୍ରୀଙ୍କ ଠୁ ପ୍ରଥମେ ଲାଗୁ ହେବା କଥା,,, ତା ପରେ ରାଜ୍ୟ ରେ ଲାଗୁ ହୁଏ,,,,, ନହେଲେ ଖରାପ ପ୍ରଭାବ ପଡ଼ିବ,, କେହି କାହାକୁ ମାନିବେନି,,,

    • @mahendrabehera7018
      @mahendrabehera7018 Рік тому +2

      No bro plz understand profo of proptiy tume jadi kaunsi jaga jabar dhakhal kari bo thaa helle tumo ku pratirodh kari be

    • @soumyaranjasethy6920
      @soumyaranjasethy6920 Рік тому +3

      @@romanrinku482 Aparajita sarangi

  • @abhayabhuyan2987
    @abhayabhuyan2987 Рік тому +18

    ବ୍ୟସ୍ତ ହୁଅନି ଘର ଭାଙ୍ଗିଥିବା ଲୋକଙ୍କ ବଂଶ ରହେନି । ଇତିହାସ ରୁ ଉଦାହରଣ ଦେଖନ୍ତୁ

  • @dipikacrazy3609
    @dipikacrazy3609 Рік тому +83

    ଏଇ ଓଡିଶା ରେ 🙄 500ସହ ଟଙ୍କା ଲାଗି ଗରିବ ଲୋକେ ଭୋଟ ଦେଇଅନ୍ତି ନବୀନ ପଟନାୟକ ଙ୍କୁ
    ଏବେ ପର୍ଯନ୍ତ ଏୟା କରି ଆଶୁ ଛନ୍ତି ସେଥିପାଇଁ ଆମ ଓଡିଶା ପଛରେ ଅଛି bjp ଏବେ ଭଲ କାମ କରୁ ଛି ତାକୁ ଭୋଟ ଦିଅଁ l ଭଲ ଲୋକ ଭଲ କାମ ଦେଖନ୍ତୁ ପଇସା ନାହିଁ l ଏବେ ଦେଖା ଙ୍କି ଦୁଃଖ ର କଥା ଗରିବ ଲୋକ ଆଶାହାୟ 😔 ଓଡିଶା ସରକାର ବଦଳିବl କଥା 🙏

    • @Ab00783
      @Ab00783 Рік тому +1

      Bjp ta bjd ra bapa asabu re

    • @durgaprasaddash210
      @durgaprasaddash210 Рік тому +5

      Kehi sala bhala nuhe😡

    • @Lovely143Dipti
      @Lovely143Dipti Рік тому +3

      BJP କୁ ସାରା ଦେଶର ଲୋକେ ଭୋଟ ଦେଉଛନ୍ତି କେବଳ ଓଡ଼ିଶା କୁ ଛାଡ଼ିକି କାରଣ ଓଡ଼ିଶା ର ଲୋକେ ଅଧିକ ଜ୍ଞାନୀ ସେଥି ପାଇଁ, ଧନ୍ୟ ଏ ଲୋକ

    • @debarajprusty3507
      @debarajprusty3507 Рік тому +1

      Ahuri anaya karibe

    • @surajitjana7671
      @surajitjana7671 Рік тому +1

      Right

  • @jhunumajhi7554
    @jhunumajhi7554 Рік тому +14

    ନବୀନ ବାବୁଙ୍କୁ ଭୋଟ ଦେବା ଅପେକ୍ଷା ନିଜ ବେକରେ ଦୌଡି ଦେବା ଭଲ

  • @krushnachandrasahoo6868
    @krushnachandrasahoo6868 Рік тому +76

    ହେ ନବୀନ ସରକାର ଏ ଦୁଃଖୀ କୁ ନ୍ୟାୟ ଦିଅ ।ନ ଚେତ୍ ଏ ପରି ଆଖିର ଲୁହରେ ଅନ୍ତର ର କୋହରେ, ଆପଣ କଂ ସରକାର କେତେ ବେଳେ ଭାସି ଯିବ।

    • @manas.kumardas9835
      @manas.kumardas9835 Рік тому

      Ye nari mae nabini Babu Vela budebaku chahuchati kahikina soymei seity yekaati nahati soymi kahuchi mu kages ra stiy kahuchi mu .sakha ra bjd+bjp.sabu jagare.khelakalabala loke kebebi chetu nahati

  • @Lovely143Dipti
    @Lovely143Dipti Рік тому +131

    ସରକାର କହିଥିଲେ ସହରାଞ୍ଚଳରେ ଆଉ ବସ୍ତି ରହିବନି ହେଲେ ଲୋକମାନେ ରାସ୍ତା କଡ଼ରେ ରହିବେ ଧନ୍ୟ ତୁମ ଶାସନ,, ଓଡ଼ିଶା କୁ ଯଦି ୟୋଗି ରାଜ ଆସିବ ତାହାଲେ ଯାଇ ସୁଧୁରିବ 😀😀😀

    • @jatindash8081
      @jatindash8081 Рік тому +1

      Government Kahuthilla Kii Goverment land Madikki Basti Baneibba Pani...???

    • @bibhuprasads012
      @bibhuprasads012 Рік тому

      Yogi ? 😂😂😂😂😂😂😂

  • @binapanipanda9368
    @binapanipanda9368 Рік тому +82

    ଆଉ ଟିକିଏ ଶଙ୍ଖ ଚିହ୍ନ ଦେଖି ଭୋଟ୍ ଦିଅ ଭଉଣୀ ,ବହୁତ ସମ୍ମାନ ର ସହ ବଞ୍ଚିବ ।ଇଏ କିଛି ବି ହେଇନାହିଁ, ଆଗକୁ ଆଗକୁ ଦେଖ କଣ ଅଛି।
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

    • @sushantbehera6819
      @sushantbehera6819 Рік тому

      Ki faltu comments karucha tme dekhicha sia sankha re vote deichanti boli

    • @andhbhaktkijaiho4749
      @andhbhaktkijaiho4749 Рік тому +2

      Jai bjp jai yogi

    • @SOUMYA20011
      @SOUMYA20011 Рік тому

      Au Padma re ki hata re dele unnati heijiba 🤣🤣🤣🤣🤣sabuthu best indipendent ku dio otherwise NOTA 🤣

  • @bharatamarndibharatamarndi988
    @bharatamarndibharatamarndi988 Рік тому +67

    ମହାନ୍ ଏ ଓଡ଼ିଶା ସରକାର ଭଲ ଶାସନ ଚାଲିଛି ଭଲ କାମ କରୁଛନ୍ତି ଝିଣ୍ଟିକା ମାରି ବଣି ପୋଷିବା ଭଲ

  • @aswinipradhan2237
    @aswinipradhan2237 Рік тому +27

    କମେଣ୍ଟରେ ଦେଖିଲି ସଵୁ ଭାଇ ମାନେ ଵିଜେଡି ଵିରୁଧରେ ଲେଖି ଛନ୍ତି ତେଵେ ଜନମତ ଵିଜେଡି ସପକ୍ଷରେ ନାହିଁ ତେବେ ଏମାନେ ଭୋଟ ପିଉଛନ୍ତି କିପରି , ଜାଲିଆତି ଜାଲିଆତି

    • @shastradarshisethi7107
      @shastradarshisethi7107 Рік тому

      Right br

    • @santoshininayak4060
      @santoshininayak4060 Рік тому

      Apana right kahuchhanti bhai, hele juade dekha Khali bjd

    • @user-iq6rp9ex1x
      @user-iq6rp9ex1x Рік тому

      ଅଧା ଲୋକ ମୂର୍ଖ ନୁହନ୍ତି ଜେ ବିଜେଡି କୋ ଭୋଟ ପ୍ରଦାନ କରିବେ l ଯେଉଁ ମାନେ ବିଜେପି କୋ ଭୋଟ ଦେଉ ଛନ୍ତି l ଦୁଃଖ ର କଥା ଓଡିଶା ରେ bjp ଙ୍କୁ ଭୋଟ ଦେବା କାମ ଲୋକ ଅଛନ୍ତି l ଏବଂ
      ଏବେ ସବେ ଧୀରେ ଧୀରେ ଜାଣୁ ଛନ୍ତି କିଏ କେମିତି କାମ କରୁ ଛନ୍ତି ସେଥିପାଇଁ ପାଇଁ ଏସବୁ coment ଅଶୁଚି ଦେଖ l

  • @bharatiramabtar905
    @bharatiramabtar905 Рік тому +11

    ଖାଲି ସଂଖ କୁ ଭୋଟ ଦେଈଥିଲ ଏବେ କିଛି ଉପାୟ ନାହି

  • @sudarshanashardulasingh4319

    Jai Jagannath

  • @surashbehara7516
    @surashbehara7516 Рік тому

    Jay jaganatha 🙏🙏🙏🙏

  • @tapansahoo200
    @tapansahoo200 Рік тому +3

    ମରିବ ସବୁ ମରିବ ଲୁହ ପଡିବ ଯୋଉ ଦାଦାଗିରି ଦେଖାଉନ ନା ଆଇନି ନା କହି କୋଉ ବୋପା କି କୋଉ ଦଳ ସେତବେଳେ ପିଠିରେ ପଡିବନି।କନ୍ଦାଇଛ କାନ୍ଦିବାକୁ ରେଡି ରୁହ।

  • @amritkumarsahoo8783
    @amritkumarsahoo8783 Рік тому +2

    ହେ ଜଗନ୍ନାଥ, ନବୀନ ପଟ୍ଟନାୟକ କୁ ବହୁତ ଜଲ୍ଦି ମାରିଦିଅ

  • @pinkimuhani7845
    @pinkimuhani7845 Рік тому +1

    Justice for family👪👪👪👪

  • @prasanjitsahani1808
    @prasanjitsahani1808 Рік тому

    Right katha mausi

  • @modukaan-shopgrowrichallto255

    Right questions

  • @sangeetaprusty2044
    @sangeetaprusty2044 Рік тому +63

    It's really heartbreaking 😭.. do something for them 🙏..

    • @jagandas5249
      @jagandas5249 Рік тому

      Satare kn eai katha nabin babu nku jana paduni sala kete aau gariba lokanku kasta deba aau khali vote time re sala asibe safeideba pai

    • @sangeetaprusty2044
      @sangeetaprusty2044 Рік тому

      @@jagandas5249 it's very painful .. she is literally crying yaar .. can't see her like this 😭

    • @kalpatarunayak4784
      @kalpatarunayak4784 Рік тому

      @@sangeetaprusty2044 fixldlg

    • @kalpatarunayak4784
      @kalpatarunayak4784 Рік тому

      @@jagandas5249 ଓ ଏକ ଘଣ୍ଟା

  • @rashmiranjannayak6302
    @rashmiranjannayak6302 Рік тому +1

    ଅଧର୍ମର ତ ସବୁ ସମୟର ଆସୁଛି ହେ ଧର୍ମ,ତମର ସମୟ କେବେ ଆସିବ। ଜୟ ଜଗନ୍ନାଥ

  • @gyanendumohanty526
    @gyanendumohanty526 Рік тому

    🙏🙏

  • @debendrakumarbehera3264
    @debendrakumarbehera3264 Рік тому

    Salam sarkaar

  • @tlcgemingnew5887
    @tlcgemingnew5887 Рік тому

    Right...

  • @RajendraKumar-tf4sc
    @RajendraKumar-tf4sc Рік тому

    Right

  • @ashokkumarnaik5185
    @ashokkumarnaik5185 Рік тому

    Really god

  • @Rakesh-kj1qw
    @Rakesh-kj1qw Рік тому

    Good 👍

  • @balaramnath2903
    @balaramnath2903 Рік тому +5

    ପାଟି କାଈ କରୁଛ ଜଣକା 500 1000 ନେଈଛ ଭୋଟ ବିକିଛି ତାଙ୍କ ଈଛା ସେ ଜାହା କରିବେ, ଗହଳି କରନି ଜାଅ ବରଗଛ ମୁଳେ ରହିବ, ଦୟା କରି ମୋର ଓଡିଶା ବାସିଙ୍କୁ ଏତିକି ଗୁହାରି କରୁଛି, ପଇସା ନେଇ ଭୋଟ ବିକନ୍ତୁନି, ଏମିତି ଅସୁଭୀଦାବେଳେ ସାହସ କରି କିଛି କହିପାରିବେନି,

    • @oyester6394
      @oyester6394 Рік тому +1

      Sabu party ta paisa banti thile bt bychance bjd jitila ta vote kahaku dia jaithile better haitganta??

    • @soubhagyabehera1654
      @soubhagyabehera1654 Рік тому

      Eiti govt. Bhul kan kala? Mu ebe govt land capture karibi au kahibi mor, tame mo sath deba?

  • @sibareddy9706
    @sibareddy9706 Рік тому

    ❤️🙏👍

  • @pradeepm8836
    @pradeepm8836 Рік тому

    Good dialog,

  • @dear_nirmal9626
    @dear_nirmal9626 Рік тому +2

    ବାୟା ରାଜା କୁ ପାଳବିନ୍da ମନ୍ତ୍ରି
    କହିବ କାହାକୁ
    ନବିନ୍ patnaik thiba jae kichhi bhal hebani e mankara
    Kebala tanka adhikari mane hi kotipati hebe...😡😡😠😠😠😠

  • @JpBiswal172
    @JpBiswal172 Рік тому

    He Jagannath 🙏😭

  • @chandrasekharkanhar7021
    @chandrasekharkanhar7021 Рік тому +11

    "ମାଆ" ଏ ସରକାର୍ ମାଆମାନଙ୍କୁ ଏମିତି ହିଁ ସମ୍ମାନ ଦିଏ ।ଆଉ ଗରିବ ଲୋକଙ୍କ ଗାଁ କୁ ଏମିତି ହିଁ କାମ ଦିଏ ।

  • @sarojsahoo410
    @sarojsahoo410 Рік тому

    Good

  • @pradeeprout4328
    @pradeeprout4328 Рік тому

    Dhanya he Aama Odisha Sarkar
    Lokanka Aakhirr Loha Daucha

  • @sonueasyguide8184
    @sonueasyguide8184 Рік тому

    He pravu . 🙏🙏🙏🙏🙏

  • @souravrajvlog1758
    @souravrajvlog1758 Рік тому

    ଏଇଟା ଦେଖା ଯିବନି ଓଡ଼ିଶା ସରକାର କୁ

  • @judhisthirlifevision1149
    @judhisthirlifevision1149 Рік тому +4

    ଜନତା ପାଇଁ ନେତା କିନ୍ତୁ ସରକାର ଗରିବ ମାନଙ୍କ ପାଇଁ କିଛି ହେଲେ ଚିନ୍ତା ନାହିଁ

  • @ullashmaharana6320
    @ullashmaharana6320 Рік тому +4

    ମା କାନ୍ଦନି ନବୀନ ବାବୁ ବିଦେଶ ଯାଉଛନ୍ତି , ତାଙ୍କର ଅମଙ୍ଗଳ ହବ, ତାଙ୍କର 5T ସରକାର ଚାଲିଛି , ଆଉ କାନ୍ଦନି ।

  • @kumaripradhan3255
    @kumaripradhan3255 Рік тому

    He bhagaban

  • @sanusethy5249
    @sanusethy5249 Рік тому

    Nice

  • @byangamanbalaram5651
    @byangamanbalaram5651 Рік тому +4

    🌹ଵ୍ୟଙ୍ଗ ବାଣ 🌹
    ନବୀନ ବାବୁ
    ଟିକେ ଆଖି ପୁରେଇ
    ଦେଖ,,,
    🙏🙏🙏

    • @manojmahapatra8116
      @manojmahapatra8116 Рік тому

      Nabini Babu odia bujhunahanti Khali dekhiba

    • @gangadharmishra1403
      @gangadharmishra1403 Рік тому

      Naveen Babu kemiti Odia bujhanti kehi semiti bujhibenahi.Chein soithiba kie taku utheiba kie.

    • @byangamanbalaram5651
      @byangamanbalaram5651 Рік тому

      @@gangadharmishra1403
      🌹ଧନ୍ୟବାଦ sir 🌹
      🙏🙏🙏🙏🙏

  • @odiaxyz3907
    @odiaxyz3907 Рік тому

    Very good govt officer

  • @swarupmohanty3655
    @swarupmohanty3655 Рік тому +6

    2019 re ଟଙ୍କା 500...2024 re ଭି ଟଙ୍କା 500 ନବୀନ ଜିନ୍ଦାବାଦ

  • @laxminarayansethy2332
    @laxminarayansethy2332 Рік тому

    Jay jagannath help karantu🙏

  • @saswatmandal7440
    @saswatmandal7440 Рік тому

    ଧନ୍ୟଵାଦ ଓଡିଶା ସରକାର କୁ ଗାଁ କୁ କାମ ମାଆ କୁ ସନମାନ୍ ଏହା ଜ୍ୱଳନ୍ତ ଉଦାହରଣ।

  • @deepaknayak8718
    @deepaknayak8718 Рік тому

    Right maa

  • @nilakantkara6591
    @nilakantkara6591 Рік тому +3

    ଯେତେ ଭାଇ ମାନେ କରୁଛ କିଛି କୁହ ନ ହୋ କାହିଁକି ନା ଏ ପରା ଆମ ଦେଶରେ ନମ୍ୱର୍ one ଓଡ଼ିଶା

  • @sasmitamallik1101
    @sasmitamallik1101 Рік тому

    Bhagwaan sabu kichi thik kariye debe maa🙏🙂🙂

  • @jayantikumarisethi7730
    @jayantikumarisethi7730 Рік тому

    Gariba loko Ku emiti hairan kale bhagabana Kebe khyama karibe nahi,jai Jagannath 🙏🙏🙏

  • @ashoksamadmgddp789
    @ashoksamadmgddp789 Рік тому +2

    ଆହୁରି ନବୀନ ପଟ୍ଟନାୟକ ଙ୍କୁ ଭୋଟ ଦିଅନ୍ତୁ ଏବଂ ଏମିତି ଵିଛ୍ ରାସ୍ତା ରେ ଥାଇ କାନ୍ଦୁ ଥାନ୍ତୁ

  • @amirkumardas6984
    @amirkumardas6984 Рік тому +1

    ହେ ଭଗବାନ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ।

  • @manjushreemukhi7715
    @manjushreemukhi7715 Рік тому

    😭😭

  • @ranjitpradhan8261
    @ranjitpradhan8261 Рік тому

    Keep justice

  • @dineshkumarpradhan8332
    @dineshkumarpradhan8332 Рік тому

    Bala sarkaar

  • @prafullaojha8242
    @prafullaojha8242 Рік тому

    he pasandi ସରକାର ଏଭଳି ବାସହରା ଦୁଃଖୀଙ୍କ ଲୁହରେ ଦିନେ ନା ଦିନେ tuma sihanasana ଭାସିଯିବ

  • @smita3708
    @smita3708 Рік тому

    Odisha amiti hi haba

  • @swapnanayakmitali
    @swapnanayakmitali Рік тому

    💔

  • @iswarkumarsahoo7553
    @iswarkumarsahoo7553 Рік тому

    Satare bahut kasto hauchhi

  • @sunilkumarsahu5719
    @sunilkumarsahu5719 Рік тому

    🇮🇳

  • @geetanjalipradhan8617
    @geetanjalipradhan8617 Рік тому

    Tankakathhabujhantu

  • @harishchandraparida9778
    @harishchandraparida9778 Рік тому

    Eita ama odisha

  • @prashant1327
    @prashant1327 Рік тому

    Very sad news

  • @ranjanmalik5900
    @ranjanmalik5900 Рік тому

    Good mam odisare amiti sameste hoba darkar

  • @Omm_Dev_Sili.vlogs_407
    @Omm_Dev_Sili.vlogs_407 Рік тому

    😭😭😭😭😭😭🙏🙏🙏🙏🙏🙏

  • @gopiliza9523
    @gopiliza9523 Рік тому +1

    Please help

  • @pramodnayak9425
    @pramodnayak9425 Рік тому

    ଦେଖ ଆଗକୁ କଣ ହେଉଛି
    ଦେଖ ଆଗକୁ କଣ ହେଉଛି 🎶
    ଯେବେ ଏ ସରକାର କୁ ତ୍ୟାଗ କରିବ ତେବେ ଯାଇଁ ସମ୍ମାନ ସହ ବଞ୍ଚିବ ସମାଜରେ ନ ହେଲେ ଏମିତି ରାସ୍ତାରେ ଦିନେ ସମସ୍ତେ ଆସିଯିବ😞😭😭

  • @santoshkumardas1318
    @santoshkumardas1318 Рік тому

    😭😭😭

  • @gmingchnnl1807
    @gmingchnnl1807 Рік тому +1

    Sarakar jagare rahuchha kanhiki

  • @mahendrakhuntia6177
    @mahendrakhuntia6177 Рік тому

    500 ଟଙ୍କା ର କରାମତି ଆ ସବୁ ଆଗକୁ ଦେଖ କଣ ହଉଚି

  • @ManojKumar-wb8yu
    @ManojKumar-wb8yu Рік тому

    He bhagaban emananka Sahay hua

  • @hemantasubudhi7740
    @hemantasubudhi7740 Рік тому

    😢😢😢😢😢😢😢

  • @s4sp_lyrics
    @s4sp_lyrics Рік тому

    😭😭😭😭😭😭

  • @soubhagyaranjan4646
    @soubhagyaranjan4646 Рік тому

    plz God help 🙏

  • @mukeshjena95
    @mukeshjena95 Рік тому

    What a situation😭😭😭..Plz immediate action this homeless family...

  • @Sudhirytexpress
    @Sudhirytexpress Рік тому +2

    😭😭😭😭😭😭He Bhagaban

  • @minatipradhan8816
    @minatipradhan8816 Рік тому

    Satare odisha govt chhhi chhi amanaku plz help kara

  • @pintumajhi9761
    @pintumajhi9761 Рік тому

    ଗରିବ ଲୋକଙ୍କ ପରିବାର କୁ ରାସ୍ତା ଉପରକୁ ଆଣିଲ ଧିକ 5T ସରକାର

  • @kartiksahoo7524
    @kartiksahoo7524 Рік тому

    Raight mausi jey jaganatha 🙏

  • @jeebanbarik5819
    @jeebanbarik5819 Рік тому +9

    Vote dia BJD ku,nama nia ethara

  • @priyankapuri3736
    @priyankapuri3736 Рік тому

    So 😭 sad

  • @A0YOUTUBE
    @A0YOUTUBE Рік тому

    bhala hei6i ... vote dau6a jemit pau6a semit

  • @pinkimuhani7845
    @pinkimuhani7845 Рік тому +1

    Right aunty

  • @sashikantadas39
    @sashikantadas39 Рік тому

    गरीब के ऊपर सभी टाइम दादागिरी धिक है हमारा देश का सिस्टम को छी

  • @deepthink5534
    @deepthink5534 Рік тому +4

    ପାଠ ପଢି ବଡ ପଦବୀ ୟ ମୁର୍ଖ ହେଇ ନେତା ହେବା ବେଳେ ଓଃ କି କଥା ଆମେ ଲୋକଙ୍କ ଦୁଃଖ ଦୂର କରିବା ପାଇ ୟେ ପଦବୀ ବାଚିଲୁ କଷ୍ଟ କରି ପାଇଲୁ ,ପାଇଲା ପରେ t ଗଲା ସବୁ ଚୁଲି ମୁଣ୍ଡକୁ , ନାରେ୨ ରୁ time ମିଳିଲେ t କାହାର ଦୁଃଖ ବୁଝିବେ।

  • @sfsanju..5540
    @sfsanju..5540 Рік тому

    Plese suport 🙏🙏odisha gov other wishes suport central gov.. 🙏🙏🙏🙏

  • @shibaneeentertainment3186
    @shibaneeentertainment3186 Рік тому +1

    ଏକଛତ୍ରବାଦୀ କାର୍ଯ୍ୟ ବନ୍ଦ କର। ଭଗବାନ ସହିବେନି ।ଏ ଲୁହ ଦିନେ ଘାତକ ବୁମେରାଂ ର ରୁପ ନେବ।

  • @pradeepsoortarang3200
    @pradeepsoortarang3200 Рік тому

    ସିଏ ଖୁସି ରେ ଅଛନ୍ତି, ତୁମେ କହିଲେ କିଛି ହେବନି, ସେ ଦୀର୍ଘ ୨୫ ବର୍ଷ ଧରି ଖୁସି ରେ ରହିଆସିଛନ୍ତି। ଆଉ ଯୁଗ ଯୁଗ ଧରି ରହିବେ🙏

  • @dnanmol
    @dnanmol Рік тому +1

    BJD hatao ODISHA bachao

  • @prakashcreation3292
    @prakashcreation3292 Рік тому

    Real fact in innocent people

  • @gobindanayak5203
    @gobindanayak5203 Рік тому

    News ru kichhi samadhan miluni amity gote khusi au

  • @freemusiclover
    @freemusiclover Рік тому

    😭

  • @Manoranjan1900
    @Manoranjan1900 Рік тому

    ଆଗ ଗରିବ କୁ ଥଇଥାନ କରନ୍ତୁ

  • @prasannapadhi3735
    @prasannapadhi3735 Рік тому

    Ant

  • @jitendrajena3052
    @jitendrajena3052 Рік тому

    Waa kya arting kar raha ha

  • @swapnajeet_mohanta
    @swapnajeet_mohanta Рік тому

    Demolition without rehabilitation is painful.

  • @pradeepkumarnanda2571
    @pradeepkumarnanda2571 Рік тому

    ଏହି କଳି ଯୁଗରେ ସେହି ଲୋକ ମାନଙ୍କର ଭଲ ହେବ । ଗରିବ ଏଠି ମରିବ । କେହି ତା କଥା ବୁଝିବେ ନାହିଁ ।

  • @dullabhpatel1977
    @dullabhpatel1977 Рік тому

    ଆଉ କାନ୍ଦିଲେ କିଛି ଲାଭ ନାହିଁ ସେମାନେ ଜାଣିଛନ୍ତି ଭୋଟର୍ ମାନଙ୍କ ଔକାତ କେତେ। ୫ ବର୍ଷ ଅନ୍ୟାୟ ଦାଦାଗିରି ଲୁଟପାତ ସବୁ କରିଵେ।ଆଉ ଭୋଟ ଆସିଲେ 500ଲେଖାଏ ଦେଇ ଦେଲେ ଭୋଟର୍ ମାନେ ହେ ନବୀନ ବାବୁ ଆମେ ତମ ଫେନ ବୋଲି ନାଚି ନାଚି ଭୋଟ ଦେଉଛନ୍ତି। ଆମେ ଭୋଗିବା ନାହିଁ ତ କିଏ ଭୋଗିଵ।