କିଏ ଗଢିବ ସରକାର : Who Will Be The Next PM Of India & CM Of Odisha ? | Discussion

Поділитися
Вставка
  • Опубліковано 22 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #PM #CM OdishaElection2024

КОМЕНТАРІ • 848

  • @thinkgenuine6428
    @thinkgenuine6428 Місяць тому +239

    ପରିବର୍ତ୍ତନ ସଂସାର ର ନିୟମ ...୨୫ ବର୍ଷ ପରେ BJD ବିରୋଧ ରେ ପ୍ରଚଣ୍ଡ ପରିବର୍ତ୍ତନର ସ୍ୱର

  • @swarajkumarbej3768
    @swarajkumarbej3768 Місяць тому +252

    ଆପଣ ଛାତିରେ ହାତ ରଖି କହିଲେ, ଓଡିଶାର ମୁଖ୍ୟମନ୍ତ୍ରୀ ପାଇଁ ନବୀନ ବାବୁ କ'ଣ ପ୍ରକୃତରେ ଦକ୍ଷ କି? ନା ଖୁଦା ମେହେରବାନ ତୋ ଗଧା ପହଲମାନ?

    • @BikaskumarSwain-jf3em
      @BikaskumarSwain-jf3em Місяць тому +31

      TO pari murkha Nabeen Sir nku bujhiparibani....Best cm best human being bujhilu

    • @user-wc3rq1ki5w
      @user-wc3rq1ki5w Місяць тому +25

      ଯିଏ ସତ ଜାଣିଛି.. ସେ ତମ କଥାରେ ସମର୍ଥନ କରିବ.. ମୁଣ୍ଡ କାମ କରୁନି ତଥାପି ରିମୋଟ...

    • @happinessguruhna
      @happinessguruhna Місяць тому +20

      Jay BJP❤❤❤❤

    • @vihaanr2480
      @vihaanr2480 Місяць тому +12

      @@BikaskumarSwain-jf3emCorrectly said. More Power to Naveen babu ❤. ଯିଏ ଯାହା କହିଲେ ବି ସଚେତନ ଓଡିଆ ଜାଣିଛି ଆମ ରାଜ୍ୟର ଉନ୍ନତି ପାଇଁ Naveen babu କେତେ dedicatedly କାମ କରୁଛନ୍ତି।ପ୍ରଭୁ ଜଗନ୍ନାଥ ତାଙ୍କ ସହ ଅଛନ୍ତି ।ରାମ ନାମ କହୁଥିବା ଛଦ୍ମ ବେଶୀ ରାବଣ ମାନେ କିଛି ବି କରିପାରିବେନି ତାଙ୍କର। Only BJD❤.

    • @jibanjyotiroul
      @jibanjyotiroul Місяць тому +2

      Menta haba don't worry everybody

  • @bipinsahuvlogskoraputodish2536
    @bipinsahuvlogskoraputodish2536 Місяць тому +63

    ସରକାର change ହେବା ଦରକାର

  • @user-wc3rq1ki5w
    @user-wc3rq1ki5w Місяць тому +99

    ବିଜେଡି.. ସରକାର କରିବ କିନ୍ତୁ ଅଳ୍ପ ଦିନ ଭିତରେ ବିଜେଡି ଭାଙ୍ଗିଯିବ ଆଉ ବିଜେପି ସରକାର କରିବ.... ଏହା କେମିତି ହେବ ଜାଣିବା ପାଇଁ ଅପେକ୍ଷା କରନ୍ତୁ....

    • @CrazzzyContents
      @CrazzzyContents Місяць тому +2

      True

    • @banamalinayak9917
      @banamalinayak9917 Місяць тому

      Bhai mu jaha anuman karuchji bjd 5 t asan v jitilapari laguni mote

    • @user-gr7ij4xs1y
      @user-gr7ij4xs1y 29 днів тому +1

      ଏତେ drama ଅପେକ୍ଷା ଆଗରୁ BJP କୁ ଭୋଟ ଦେଇଦେଲେ ଗଲା

    • @jagannathmuduli7209
      @jagannathmuduli7209 26 днів тому

      ବହୁତ ସମ୍ଭାବନା ରହିଛି

    • @manoranjan647
      @manoranjan647 25 днів тому

      Pura thik katha

  • @abinashnayak8840
    @abinashnayak8840 Місяць тому +119

    ହିନ୍ଦୁ ମାନଙ୍କର ଗୋଟିଏ ବଳ ସେ ହେଉଚି bjp ଦଳ

    • @anitaSahoo-sj3zx
      @anitaSahoo-sj3zx Місяць тому +5

      ଆମେବିପଠଣନୁହଁକିନ୍ତୁନବିନିବାବୁଭଲପାଉଛୁ

    • @Srusti880
      @Srusti880 Місяць тому

      ​@@anitaSahoo-sj3zxpandu dala

    • @jchoudhury274
      @jchoudhury274 Місяць тому

      ​@@anitaSahoo-sj3zxନବିନ ଆଉ ଅଛି କି ପାଣ୍ଡୁ ତାମିଲ୍କୁ ଛlଡି ଦିଅ

    • @pravatsahoo6496
      @pravatsahoo6496 Місяць тому

      Yes

    • @pravatsahoo6496
      @pravatsahoo6496 Місяць тому +2

      Hindu manakra gotie dala bjp

  • @rajendrapanda7623
    @rajendrapanda7623 Місяць тому +168

    ବିଜେପି ଦଳର ଆଜିକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉ଓଡ଼ିଶାରେ ମଧ୍ଯ ବିଜେପିର ସରକାର ହୋଇ ଓଡ଼ିଶାର ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @prananathpati9976
    @prananathpati9976 Місяць тому +55

    ବିଜେଡି ର ଟଙ୍କା ପହଞ୍ଚିଗଲାଣି ଗାଁ ଭିତରେ କର୍ମୀଙ୍କ ପାଖରେ। ଆଜି ରାତିରେ ବଣ୍ଟା ହେବ। ବିଜେପି କର୍ମୀ ଆଜି ରାତି ପୁରା ଜଗନ୍ତୁ। ଗୋଟେ ସାହି ପିଛା ୭ ଲକ୍ଷ। ଗାଁ ପିଛା ୫୦ ଲକ୍ଷ ରୁ ୧ କୋଟି। ଟଙ୍କା ବାଣ୍ଟିବା ସହ ଠାକୁରଙ୍କ ଧଣ୍ଡା ଛୁଆଁଇ ଶପଥ କରେଇ ଦେବେ। ବିଜେପି କଂଗ୍ରେସ ଏହାକୁ ଭଲ ଭାବେ ଜଗନ୍ତୁ।

    • @t.n.timepass9800
      @t.n.timepass9800 Місяць тому +4

      ଜଣା ପଡୁଛି ଏସବୁ bjd ଦଳ ବଡ଼ ଦେଉଳ ରୁ ଲୋଟ କରିଥିବା ରତ୍ନ ଭଣ୍ଡାର ର ପଇସା

    • @neeladribhushanamishra4243
      @neeladribhushanamishra4243 Місяць тому +1

      ଦେଶରେ ବା ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି ପାଇଛି ଶିକ୍ଷିତ ହାର ନୁହେଁ ଲୋକ ଶିକ୍ଷିତ ହେବା ପୂର୍ବରୁ ସ୍ୱାର୍ଥବାଦୀ ହୋଇଗଲେଣି ଏହା ହେଉଛି ବର୍ତ୍ତମାନ ର ବିଡମ୍ବନା

    • @Nobita0069
      @Nobita0069 Місяць тому

      Ama ethare 1 vote picha 500 dia gala hele Kia v vote dene ki sabu MP re Congress au MLA re BJP ku dele 🤣😂

    • @kishorkumarbhitiria323
      @kishorkumarbhitiria323 Місяць тому

      ତୁ ଶଳା ଟି ଆଗେ ରାତିରେ ଜଗ।ବାଳ ରା ପାଇଵୁ😂

    • @brinda9513
      @brinda9513 25 днів тому +1

      सही बात।

  • @AmirMakdum
    @AmirMakdum 29 днів тому +6

    ନବୀନ ପଟ୍ଟନାୟକ ହାରିବା ଜାଣି ସାରିବା ପରେ ଆମ କୁ ୫୦ ରୁ ୧୦୦ ୟୁନିଟ ବିଜୁଳି ବିଲ୍ ଛାଡ଼ କରିବା ଥୋପ ପକାଉଛି, ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ, ଏ କଥା ରେ ବିଶ୍ବାସ କରନ୍ତୁ ନାହିଁ, ନହେଲେ ପୁଣି ୫ବଷର୍ଷ ଦାଦନ ଶ୍ରମିକ ଭାବେ କ୍ରିତଦାସ ହୋଇ ବଞ୍ଚିବା ପାଇଁ ପଡ଼ିବ। କାହିଁ ୨୫ ବର୍ଷ ହେଲା ବିଜୁଳି ଛାଡି ପାରୁନଥିଲା।

  • @AmirMakdum
    @AmirMakdum 29 днів тому +5

    ମିଶନ ଶକ୍ତି ର ଚାମଚା ବିଜେଡି ନାରୀ ନେତ୍ରୀ ଡରରେ ନବୀନ ପଟ୍ଟନାୟକ ର କଳା ଧନ କୁ ନେଇ ଗରିବ ମାଁ ମାନଙ୍କୁ ଶାଢ଼ୀ ଓ ୧୦୦୦ ଟଙ୍କା ଦେଇ ଭୋଟ କିଣିବା ପାଇଁ ଲାଗିଛନ୍ତି। ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ ସତର୍କ ରୁହନ୍ତୁ।

  • @abinashnayak8840
    @abinashnayak8840 Місяць тому +98

    ଓଡିଶା ଚାହୁଁଛି ପଦ୍ମ ଫୁଲ
    ଓଡିଶା ମାଗୁଚି bjp ଦଳ

    • @amulyakhandei9704
      @amulyakhandei9704 Місяць тому

      Right But Other BJP state jaha karuchi BJP sarakar Taha Odisha re repeat hebo nai. Ta. Like Manipur , Electoral bond scam ei sabu au

    • @globalgkbyspmohanty7248
      @globalgkbyspmohanty7248 Місяць тому

      Are bhai sesabu issue tike clear bujha bhai mo request​@@amulyakhandei9704

    • @milandash4705
      @milandash4705 Місяць тому

      Sala Pandu tautar ai thara Tamil jiba😮😮😮

    • @ashwinisahu6584
      @ashwinisahu6584 Місяць тому

      BJP ZINDABAD MODIJI ZINDABAD

  • @BBM-6600
    @BBM-6600 Місяць тому +92

    ବିଜେପି 60-70

    • @ashisguru5760
      @ashisguru5760 Місяць тому +5

      Right bro

    • @HeavenRacer422
      @HeavenRacer422 Місяць тому

      BJP 70 pakhaku gale bhanga bhangi kariki government banei daba

    • @pritampolei7087
      @pritampolei7087 Місяць тому +2

      Yes

    • @tapasswain3231
      @tapasswain3231 Місяць тому +6

      60ru 70 hele bhi BJP sarkar kariba

    • @user-wc3rq1ki5w
      @user-wc3rq1ki5w Місяць тому +10

      ଠିକ. ବିଜେପି 50ଟା ଜିତିଲେ ବି ବିଜେଡି ସରକାର ଭାଙ୍ଗି ପାରିବ

  • @Mitu1fact
    @Mitu1fact Місяць тому +8

    ଏ ତିନି ଜଣ ହିଁ ଜାଣିଛନ୍ତି କିଏ ସରକାର ଗଢ଼ିବ ଆଉ election କଣ ପାଇଁ

  • @Sikhyabharati
    @Sikhyabharati Місяць тому +30

    ଆଜ୍ଞା ଲୋକେ ଭଲଭାବରେ ଜାଣିଲେଣି ମିଡିଆ କେତେ ଦୂର ନିରପେକ୍ଷ ରହି କାର୍ଯ୍ୟ କରୁଛନ୍ତି। ଆଉ ରାଜନୈତିକ ହିଂସା ମଧ୍ୟ ଆଇନଶୃଙ୍ଖଳାର ପ୍ରମାଣ ଦେଇ ସାରିଲେଣି, ବେକାରୀ ଓ ଦାଦନ ସମସ୍ୟା ସାଙ୍ଗକୁ ପାନୀୟ ଜଳର ଅଭାବ, ଧର୍ମକୁ ଆଧାରକରି ରାଜନୈତିକ ସ୍ୱାର୍ଥ ହାସଲର ପ୍ରୟାସ ଏସବୁ ପ୍ରମାଣ ହୋଇ ରହି ଗଲେଣି ଲୋକଙ୍କ ଆଗରେ। ତେଣୁ ପରିବର୍ତ୍ତନର ସମ୍ଭାବନା ସୃଷ୍ଟି ହେଲେଣି।

  • @chittaranjanmishra4256
    @chittaranjanmishra4256 Місяць тому +13

    Remove this tamil rules from odisha for development

  • @sushantanaik5388
    @sushantanaik5388 Місяць тому +6

    ଟଙ୍କା ବାଣ୍ଟିବା କଣ ସମ୍ବିଧାନ ରେ ଲେଖା ଅଛି ଯଦି ନାହିଁ ତାହେଲେ ଖୁଲମ ଖୁଲା କଣ ପାଇଁ ଚାଲିଛି ସାଧା ରଣ ଲଲୋକଙ୍କୁ ଠକୁଛନ୍ତି ନବୀନ ସରକାର ବିଜେଡି ଟଙ୍କା ବାଣ୍ଟିବା ବନ୍ଦ କରିଦେଲେ ଲୋକ ସେଇ ଦିନ ବଦଳିଯିବେ ଆଉ ବିଜେଡି ସରକାର ସେଇ ଦିନ ଅନ୍ତ ହେବ

  • @r...1082
    @r...1082 Місяць тому +11

    Take free money from BJD GundaRaj party and vote for BJP ❤
    RIP pandu Dadan Party

  • @suvanarayansankhua8619
    @suvanarayansankhua8619 Місяць тому +63

    BJP BJP 🌷🌷👌👌👍👍

  • @prahaladojha5628
    @prahaladojha5628 Місяць тому +38

    ତୁ ଆଗ କହ ପାଣ୍ଡୁ ଠାରୁ କେତେ କୋଟିନେଇଛୁ ତମେ ଯେମିତି ଭଗବାନ

  • @AkashNayak-dv4yx
    @AkashNayak-dv4yx Місяць тому +16

    ଦୟା କରି ସରକାର ପରିବର୍ତନ କର ହେ ମୋର ଓଡ଼ିଶା ବାସୀ,BJD ପରିବର୍ତ୍ତେ ଅନ୍ୟ କାହାକୁ ଦେବା ଉଚିତ୍ କାରଣ,-
    1. 15000 ପ୍ରାଥମିକ ବିଦ୍ୟାଳୟ ବନ୍ଦ
    2. 300 ରୁ ଅଧୂକ ପ୍ଲାଣ୍ଡ ବନ୍ଦ
    3. ଶିକ୍ଷକ ନିଯୁକ୍ତି 10 ଲକ୍ଷ ରେ ବିକ୍ରି, ବିନା ପରୀକ୍ଷା ରେ aso
    ପିଲା ଚାକିରୀ ପାଇଲେ,8 ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ରେ ନିଯୁକ୍ତି ନାହିଁ।
    4. ଡାକ୍ତର ଅଭାବ,
    5. ଜଳସେଚନ ନାହିଁ କି କୋଲଡଷ୍ଟର ଗୋଟିଏ ହେଲାନି
    6. ସବୁ କ୍ଷେତ୍ରରେ ଦୁର୍ନୀତି
    7. ଓଡିଶା ଶିଶୁ ମୃତୁହାର ଏବଂ ମାତୃମୃତୁହାର ରେ ପ୍ରଥମ
    8. ବେକାରୀ ରେ ଓଡିଶା ପ୍ରଥମ
    ୨. ଦାଦନରେ ଓଡିଶା ପ୍ରଥମ
    10. ମହଙ୍ଗା ଓଡିଶା ରେ 4.20% ଭାରତରେ ସର୍ବାଧୂକ.
    ଶେଷ ରେ...
    ମୋର ବି କିଛି ଟା point ଅଛି,,, ,🧐🧐😯😯
    ନବିନ ଜିତିଲେ କଣ ଅସୁବିଧା ହେବ,,, ?????😮😯
    1. ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ ହେଲେ ଦୋଷୀ ଦଣ୍ଡ ପାଇବନି,
    2. ଦାଦନ ସଂଖ୍ୟା ବୃଦ୍ଧି ପାଇବ.
    3. ନିବିନ ନାମ ରେ ରାଜ୍ୟ କୁ ଅନ୍ୟ ଲୋକ ଚଲେଇବ,
    4. ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ପାଇବ
    5. ଓଡ଼ିଶା ର ଖଣିଜ ସମ୍ପଦ ହ୍ରାସ ପାଇଯିବ,
    6. ଶେଷରେ ଓଡ଼ିଶା କୁ ବିକି ଦେଇ ନବିନ ଯମ ପୁର କୁ ଯିବ, ସେଠି ନର୍କ ଯନ୍ତ୍ରଣା ଭୋଗିବ,
    7. ଓଡ଼ିଶା ର ଭାଷା, କଳା ସଂସ୍କୃତି ପରମ୍ପରା କୁ ଲୋପ ପାଇଯିବ..😮
    ଏହି ଭଳି ଆହୁରି ଅନେକ ସମସ୍ୟା ଅଛି, କହିବ ଯଦି ଉତ୍ତର ଦେବି,😮😮😮

  • @bipinsahuvlogskoraputodish2536
    @bipinsahuvlogskoraputodish2536 Місяць тому +4

    ଭାଇ ଏଇ କଥା ଠିକ୍ ହେବ ଯଦି ବିଜେଡି ର tanka banta ବନ୍ଦ ହେଇଯିବ।

  • @Zodnd1254
    @Zodnd1254 Місяць тому +1

    ଏଥର❤❤❤ଜୟ ଶ୍ରୀ ରାମ ❤❤❤

  • @soumyakanta1319
    @soumyakanta1319 Місяць тому +1

    One of the unbiased interview in between election. Thsnks manas babu

  • @prasantakumarkhanda826
    @prasantakumarkhanda826 Місяць тому +4

    Good

  • @HeavenRacer422
    @HeavenRacer422 Місяць тому +5

    He hasn't done anything to industrialise the state... We have everything. Minerals. Coastal line. 1000 year old temples. Government neither industrialise the state not promoted tourism. We are doomed as a state. 😔. Please change the government

    • @r...1082
      @r...1082 Місяць тому +1

      💯 correct ❤

  • @kusumpanigrahi7054
    @kusumpanigrahi7054 Місяць тому +1

    Change in odisha Government needful

  • @RabindraBehera-rv9dw
    @RabindraBehera-rv9dw Місяць тому +1

    Sampurna satya ghatana

  • @madhusudanparida4161
    @madhusudanparida4161 Місяць тому +1

    Honourable PM will be again PM.Honourable CM also will be again CM.

  • @SujitRaula
    @SujitRaula Місяць тому +1

    Right.

  • @sisirjenajena49
    @sisirjenajena49 Місяць тому +1

    ଏହିଥର ଜଣାପଡ଼ିବ ଓଡ଼ିଆ ଭୋଟର କେତେ ଜାଗ୍ରତ, ପଚିଶ ରୁ ଆଗକୁ ବଢଉଛନ୍ତି ନା ଫୁଲଷ୍ଟପ ଦେଇ ନୂତନତା ର ଆରମ୍ଭ କରୁଛନ୍ତି

  • @SipraGiri
    @SipraGiri Місяць тому

    You are right sir

  • @MalayDas-yl7oj
    @MalayDas-yl7oj Місяць тому +16

    75 kn 100 100 re aasuchi pandu dam hai to ROK. Jay shree Ram 💪

  • @sugyansekharmahakud7854
    @sugyansekharmahakud7854 Місяць тому +1

    Jay Shreeam 🙏🙏🙏

  • @laxmidhardas3851
    @laxmidhardas3851 28 днів тому

    ଜୟ ଜୟ ମୋଦି ଜି

  • @user-dy5iu4dv9q
    @user-dy5iu4dv9q Місяць тому

    You right

  • @sumitsahu3975
    @sumitsahu3975 Місяць тому +3

    Apononka ra kahiba style ta bhala achi ...kintu bjp ra swapna safala haba nhi ... Odisha re only bjd jitiba

  • @user-vm7so3qc5d
    @user-vm7so3qc5d Місяць тому +6

    Bjd

  • @kalicharanpanda4079
    @kalicharanpanda4079 Місяць тому +1

    Govt. will change. ❤❤❤

  • @shortvideoproduction7820
    @shortvideoproduction7820 Місяць тому +4

    ହଁ ଆମେ ଜାଣିଛୁ ପରିବର୍ତନ କରିବୁ ଆମେ

  • @padhisusil6049
    @padhisusil6049 29 днів тому +2

    ଭାରତ ବର୍ଷରେ ଓଡିଶା ଏମିତି ଏକ ରାଜ୍ୟ ଥିଲା ଯେ
    ସମସ୍ତ ରେକର୍ଡ ଭାଗିଂବାର ଦକ୍ଷତା ଥିଲା, କିନ୍ତୁ ହଠାତ୍ ଏକ କଳାହାଣ୍ଡିଆ ମେଘ ନିର୍ମଳ ଆକାଶକୁ ଘେରି ଯାଇ ସୂର୍ଯ୍ୟଙ୍କ ପ୍ରଭାବକୁ ନଷ୍ଟ କରିଦିଏ, ସେହିଭଳି ତାମିଲ ପାଣ୍ଡୁ ନବୀନ ପଟ୍ଟନାୟକଙ୍କ ରେକର୍ଡ ସୃଷ୍ଟିରେ ବାଧକ ସାଜିଛି, ଓଡ଼ିଶାର ରେକର୍ଡକୁ ଆଗକୁ ପହଞ୍ଚାଇ ବାରେ ବାଧକ ସାଜିଛି
    ଏଥିପାଇଁ ନିଜେ ସବୁ ତ୍ୟାଗ କରିଛି, ନିଜର ବହୁମୂଲ୍ୟ IAS ଚାକିରୀ ଛାଡି ଦେଇଛି,
    ଏହା ହିଁ ସତ୍ୟ

  • @KailashBhoi-kp4wf
    @KailashBhoi-kp4wf Місяць тому

    Good news👍👍👍

  • @swarnalatadash1887
    @swarnalatadash1887 Місяць тому +2

    Jitiba ....bjp ....❤kie hele b Amara kichhi nai .......ame khati ki khaiba kathha khaibu .......kintu paribartana darkar ......gala thhara bhabi ki dei thhilu ....kintu eithhara nuhe
    ......🌹🌹

  • @anandachandrasahoo7377
    @anandachandrasahoo7377 Місяць тому

    Happy ha ha
    Sambad first page today shows your boss 's real soul

  • @bagdiacreation5257
    @bagdiacreation5257 Місяць тому

    rite

  • @bapinabhol157
    @bapinabhol157 Місяць тому

    😊😊😊

  • @AmirMakdum
    @AmirMakdum 29 днів тому +2

    ବିଜେପି ଡବଲ ଇଞ୍ଜିନ ସରକାର ଓଡ଼ିଶା ରେ ଆସିଲେ ଜୁନ ମାସ ଠାରୁ ଓଡ଼ିଶା ର କୋୖଣସି ଘରକୁ ବିଜୁଳି ବିଲ୍ ଦେବାକୁ ହେବ ନାହିଁ କାରଣ ପ୍ରତି ଘରେ ସୋଲାର ପ୍ୟାନେଲ ଲଗାଯାଇ ନିଜର ଆବଶ୍ୟକ ବିଦ୍ୟୂତ ନିଜ ଘରେ ତିଆରି ହେବ । ଏହା ବାବଦକୁ ଖର୍ଚ ମୋଦି ସରକାର ବହନ କରିବେ। ଆପଣ ମାନଙ୍କୁ କୋୖଣସି ଟଙ୍କା ଦେବାକୁ ହେବ ନାହିଁ। ଓଡ଼ିଶା ଆତ୍ମ ନିର୍ଭରଶୀଳ ହେବ । ଦୟାକରି ଏହି ବାର୍ତ୍ତା କୁ ଓଡ଼ିଶା ର ଘରେ ଘରେ ପହଞ୍ଚାନ୍ତୁ । ଏବଂ ବିଜେପି ଓଡ଼ିଶା ରେ ସରକାର ଗଠନ କଲେ ବିଭିନ୍ନ ଭତ୍ତା ୩୦୦୦ ଟଙ୍କା ହେବ ଏବଂ ବିଭିନ୍ନ ଛୋଟ, ମାଧ୍ୟମ ଓ ବଡ଼ କଳ କାରଖାନା ବସିବ ଯାହା ଦ୍ଵାରା ମୋ ଓଡ଼ିଶା ର ଭାଇ ଭଉଣୀ ମାନେ ଦାଦନ ଖଟିବାକୁ ନ ଯାଇ ଓଡ଼ିଶା ରେ ସମ୍ମାନ ର ସହିତ ଓଡ଼ିଶା ରେ ଚାକିରି କରିବେ। ଆଉ ମୋ ଓଡ଼ିଶା ର ମା ମାନଙ୍କୁ ମେସିନ ଯୋଗାଇ ଦିଆଯିବ ଯାହା ଦ୍ଵାରା ସେମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ। ଜୟ ଜଗନ୍ନାଥ ଜୟ ଶ୍ରୀ ରାମ, ଜୟ ବିଜେପି । ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ, ଦୟାକରି ଏହି ବାର୍ତ୍ତା କୁ ଓଡ଼ିଶା ର ଘରେ ଘରେ ପହଞ୍ଚାନ୍ତୁ ।

  • @kalathakura
    @kalathakura Місяць тому +5

    Bjp 🧡🧡🧡🧡🧡🧡bjp 🧡🧡🧡🧡🧡🧡🧡🧡bjp 🧡🧡🧡🧡🧡🧡🧡🧡🧡🧡bjp 🧡🧡🧡🧡🧡🧡🧡🧡🧡🧡bjp 🧡🧡🧡bjp 🧡🧡🧡bjp 🧡🧡🧡🧡🧡🧡bjp 🧡🧡🧡🧡🧡🧡🧡🧡bjp 🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡🧡

  • @sibasankarmaharana3771
    @sibasankarmaharana3771 Місяць тому

    😮

  • @shivprasadnayak8588
    @shivprasadnayak8588 Місяць тому +3

    ଭାଡୁଆ ଯାତ୍ରାପାର୍ଟି ଦଳ ଦିବାସ୍ବପ୍ନ ଦେଖୁଛି।।

  • @ajitkumardang2433
    @ajitkumardang2433 Місяць тому +8

    Prediction karbaar ta time pass

  • @rnmisthivlogs4798
    @rnmisthivlogs4798 Місяць тому +4

    Jyadi 400 par hua

  • @BharatSahu390
    @BharatSahu390 Місяць тому +19

    Jete Paisa delle bi BJD sasan ku asiparibani

  • @rajeshkumarpanda7057
    @rajeshkumarpanda7057 Місяць тому +1

    Kichi bHi??mane yeh sahu babu kahuchanti 303 ru kamiba? Lekhiki dauchi 340+ paiba..odisha re au 4seat haba puri, kendrapara,bhadrak, berhampur bengal re 8+ seat karibu 26 seat bengal ru.andhra ru 10+ seat haba au telengana ru 5-6seat nebu

  • @laxmikantanayak6208
    @laxmikantanayak6208 Місяць тому

    ଜୟ ଜଗନ୍ନାଥ

  • @kahnupallei8064
    @kahnupallei8064 Місяць тому +1

    Change sure

  • @sripatisandha924
    @sripatisandha924 Місяць тому +2

    Jai sri ram

  • @gyanranjanpradhan5312
    @gyanranjanpradhan5312 Місяць тому +2

    Only Nabeen

  • @rakeshpanda8289
    @rakeshpanda8289 Місяць тому

    ପରିବର୍ତନ ନିଶ୍ଚିତ ହେଵା ଦରକାର..

  • @TillottamaSahoo022
    @TillottamaSahoo022 Місяць тому +1

    🐚💚🐚🐚💚

  • @srisaidesignvastu9209
    @srisaidesignvastu9209 27 днів тому

    ଅପରାଜିତା ମାଡାମ୍ ନବୀନବାବୁ ଠାରୁ ଅଧିକ ଦକ୍ଷ ମୂଖ୍ୟ ମନ୍ତ୍ରୀ ହେବେ

  • @TheDNAMusic-jk9ev
    @TheDNAMusic-jk9ev Місяць тому +1

    Jay Shree Ram

  • @kalligamer2699
    @kalligamer2699 Місяць тому

    Yes, it is very clear modi will be pm andbjp will form gov, in odissa

  • @user-qw8ze2le6h
    @user-qw8ze2le6h Місяць тому

    0:32 0:35

  • @hinduvahinikhabarsrp5919
    @hinduvahinikhabarsrp5919 Місяць тому

    ମୁଁ ଯାହା ଜାଣିଛି କନକ news ପ୍ରଥମେ ସେଟିଂ କରି ବତ| ଯାଇ ସବୁ କୁହା ଯାଏ, ଏଟା କହିବ ଏଟା କହିବ ନାହିଁ ଯାହାର ମିଡ଼ିଆ ପାୱାର, ମିଛ ହେଲେ ବି ସତ ଦେଖେଇ ବ

  • @Lushant
    @Lushant Місяць тому

    Dear Kanak news team'
    Aapna tike UA-cam re quality badhantu please

  • @shaiili6204m
    @shaiili6204m Місяць тому +2

    Jie Odisha ra Devlopment pai real re kama karuchi taku hin support miliba and se hauchanti only Naveen babu ❤and BJD❤. Baki tuccha bhasana and natakbaazi ku Odisha loke pasand karantini.

  • @jagannathmandal5860
    @jagannathmandal5860 Місяць тому +16

    Dhruv Rathee ✅

    • @pianolearningwithsritam3733
      @pianolearningwithsritam3733 Місяць тому +7

      German shepherd 🐕🐕🐕😂😂😂

    • @DeepakSwain-dh8zw
      @DeepakSwain-dh8zw Місяць тому

      ଆଉ ଆପଣ କନ BJP କୁକୁର ନା BJD କୁକୁର😂😂😂​@@pianolearningwithsritam3733

    • @r...1082
      @r...1082 Місяць тому

      Half truths propaganda Brainwashed pappu spotted... lol 😂😂😂

  • @rpanda587
    @rpanda587 27 днів тому

    Ofcourse loke sachetan ki to whom we will vote

  • @user-fi5vj8nc7y
    @user-fi5vj8nc7y Місяць тому +3

    Only BJD jindabad

  • @biplavsethi2414
    @biplavsethi2414 Місяць тому +3

    Only bjd❤

  • @Lushant
    @Lushant Місяць тому

    Odisha re no 1 chanale kemithi haba please improve the video quality

  • @bhupalchandrapujhari7377
    @bhupalchandrapujhari7377 Місяць тому +1

    ଏଥର ପରିବର୍ତ୍ତନ ନିଶ୍ଚିତ

    • @umashankarsandh1883
      @umashankarsandh1883 Місяць тому

      Hn bhai ନିଶ୍ଚିତ ପରିବର୍ତ୍ତନ ହେବା ଆବଶ୍ୟକ

  • @niranjannayak4406
    @niranjannayak4406 Місяць тому +1

    Odisha lokanku bhujiba katha je 25 barsa sasan kale development kn haichi odisha au jo parjanta 5 barsa pore sarkar change na kariba amo odisha amite hi rahiba tenu gute thara sarkar change kariba amo odisha basinko kartbya

    • @lopamudrapadhy152
      @lopamudrapadhy152 Місяць тому +1

      Jane sikhita loko hin bujhi pariba ye jinjsa ku.. Asikhita loko apana jete bujheile b bujhibe nahi

  • @SantoshSinha-cj9fm
    @SantoshSinha-cj9fm Місяць тому

    Odisha sarkar odisha ra gourab

  • @jagmohansabar516
    @jagmohansabar516 Місяць тому +27

    BJP jitiba nahi.. impossible

    • @r...1082
      @r...1082 Місяць тому +9

      lol 🤣😆😆
      BJP already won in odisha brother...

    • @bimalendubehera5798
      @bimalendubehera5798 Місяць тому +5

      BJP jitiba, jadi na jitiba, tebe Maharastra bhali bhangi deba

    • @jagmohansabar516
      @jagmohansabar516 Місяць тому +1

      @@r...1082 Bjp darkar nai Odisha re.. INDIA alliance sarkar hele bhala huanta, karana anya rajya Bjp ku chahu nahanti.

    • @narasinhpattasani4527
      @narasinhpattasani4527 Місяць тому

      ​@@jagmohansabar516Ohh hoo Rahul pappu fan

    • @reemamaohapatra9821
      @reemamaohapatra9821 Місяць тому

      BJD jitiba

  • @dillipbehera-lv8sl
    @dillipbehera-lv8sl Місяць тому +3

    ଓଡିଶା ରେ କେବଳ ବିଜେଡି ସରକାର 🐚

  • @user-jd8fz4pb3y
    @user-jd8fz4pb3y Місяць тому +7

    ଓଡିଶା ରେ BJD BJD BJD BJD

  • @Jayhindiloveindia5820
    @Jayhindiloveindia5820 Місяць тому +1

    Goverment change heba

  • @sugyanimishra7144
    @sugyanimishra7144 29 днів тому

    The assurance of all Political Parties are like the assurance of Chitfund Companies.

  • @sukadevswain3165
    @sukadevswain3165 Місяць тому +1

    400 78

  • @SisirArati
    @SisirArati Місяць тому

    Sambadika Bhai grmachala re pachari dekhantu sata Jani paribe

  • @vihaanr2480
    @vihaanr2480 Місяць тому +5

    ଦେଶର ସବୁ ପ୍ରାନ୍ତରୁ BJP Party କୁ Out କରିବା ପାଇଁ ଲୋକମାନେ ସଚେତନ ହେଲେଣି।କାରଣ ନା ଆସିଲା ଅଛେ ଦିନ୍, ନା ସୃଷ୍ଟି ହେଲା ଦୁଇ କୋଟି ରୋଜଗାର, ନା ଆସିପରିଲା କଳାଧନ ବିଦେଶ ରୁ, ନା ଆସିଲା ୧୫ ଲକ୍ଷ ଲୋକଙ୍କ ଆକାଉଣ୍ଟ କୁ। କିନ୍ତୁ ନୀରବ ମୋଦୀ ଚଉଦ ହଜାର କୋଟି ଟଙ୍କା ଫାଙ୍କି ଦେଇ ବିଦେଶ ରେ ଲୁଚିଛି, ଆଦାନୀ ର ସମ୍ପତି ବଢ଼ି ବଢ଼ି ଚାଲିଛି, Amit Shah ର ପୁଅ ଜୟ ସାହ ବସିଛି ଆଜି ସବୁଠାରୁ ଧନୀ BCCI ର Secretary ପଦ ରେ , ଚାଲିଛି ଧର୍ମ ନାମରେ ଦଙ୍ଗା ।BJP ଶାସିତ Manipur ଆଜି ଜଳୁଛି ହିଂସା ରେ, ଶହ ଶହ ମା ଭଉଣୀଙ୍କ ଇଜ୍ଜତ ନିଲାମ ହଉଚି, Ladakh ର ସୁନ୍ଦର ପରିବେଶ ଉପରେ ପଡ଼ିଛି ବ୍ୟବସାୟୀଙ୍କ ଲୋଭିଲା ଆଖି, ଗ୍ୟାସ ସିଲିଣ୍ଡର ଠାରୁ ପେଟ୍ରୋଲ, Groceries ସବୁ ଉପରେ ମହଙ୍ଗା ଛାଟ।ଓଡ଼ିଆ ରେ କଥା ଅଛି, "ନିଆଁ କୁ ଅଣ୍ଟି ରେ ପୁରେଇଲେ ସେଇ ନିଆଁ ଅଣ୍ଟି ପୋଡ଼ିଦିଏ" ।ତେଣୁ ସାରା ଦେଶ ଯେତେବେଳେ ଏଇ ନିଆଁ କବଳରୁ ମୁକ୍ତ ହେବା ପାଇଁ ଏକଜୁଟ ହେଲେଣି, ସେ ସମୟରେ ଓଡ଼ିଶାବାସୀ ଯଦି ପରିବର୍ତ୍ତନ ଆଶା ରେ ଏହି ଭୟଙ୍କର ନିଆଁ କୁ ଅଣ୍ଟି ରେ ପୁରେଇବେ, ତେବେ ଆମ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶା ଛାରଖାର ହେବାକୁ ବେଶୀ ସମୟ ଲାଗିବନି। ତେଣୁ ସଚେତନ ହେବ ଆବଶ୍ୟକ । Jumla BJP Party ର ମିଛ ଭାଷଣ ଓ Agenda ରେ ଫସିବା ଉଚିତ୍ ନୁହେଁ ।
    For our state CM Naveen patnaik❤ and BJD is the best.

    • @shashikantarout9232
      @shashikantarout9232 Місяць тому +1

      Tahele bjd kn pain odisha re petrol tax kam karuni se bi chahinle kam tax deiki lokanku petrol deipariba

    • @santoshpradhan8806
      @santoshpradhan8806 Місяць тому

      To make gihe

    • @r...1082
      @r...1082 Місяць тому +1

      RIP pandu Dadan Party in odisha

  • @BHANJRUSIKA
    @BHANJRUSIKA Місяць тому +1

    ଏଥର ଓଡ଼ିଶାରେ ପରିବର୍ତ୍ତନ

  • @gopalkrishnapattnaik5313
    @gopalkrishnapattnaik5313 29 днів тому

    We agree to your discussions ..Modiji is declared as SUPER GOD.. HE CAN DO & UNDO ANYTHING.... Therefore MODIJI has promised BJP oath taking ceremony on 10 th june.. PLEASE CALL THEM TO YOUR STUDIO ON 4th june. ELECTION 2024 IS A FIGHT BETWEEN GOD & SUPER GOD..

  • @shortvideoproduction7820
    @shortvideoproduction7820 Місяць тому +1

    ତମ ଦୁଇ ଜଣକୁ ଗୋଟେ ଚାଲେଞ୍ଜ କିରିବି ଓଡିଶା ରେ ଭୋଟ ପାଇଁ ଯଉ ପଇସା ବାଣ୍ଟୁ ଛ ପଇସା ନ ବଣ୍ଟ ବିଜୁ ଜନତା ଦଳ ହରି ଯିବ
    ପଇସା ପାଇଁ ତୁମ ମାନଙ୍କ ଫୁଟାଣି

  • @satyanarayanrout1474
    @satyanarayanrout1474 Місяць тому

    Amananka details darkar nai, ame kebala ground report re biswas karibu .
    Aei jou bhasan moon madhya deidebi

  • @bipinamallik2803
    @bipinamallik2803 Місяць тому +1

    Jaya Jagannatha Jaya 2024RE Odishare BJD Jodisankha Nabeen Sarakara

    • @umashankarsandh1883
      @umashankarsandh1883 Місяць тому

      Sabubele Khali to bapa bjd sashan karuthiba no
      Ethara BJP sarkar heba

    • @bipinamallik2803
      @bipinamallik2803 Місяць тому

      @@umashankarsandh1883 BJP Dharma Namare Rajaniti Kariparibanahi Odisha Basi BJPKU Pratyakhyan Karibe

    • @umashankarsandh1883
      @umashankarsandh1883 Місяць тому

      Agaku dekha kahaku pratyakshyan karuchhanti odisha ra loka
      Ethara paribartan ra swara nischita
      Agami kichhi samaya bahut kam
      Samaya re odisha state re sarkar change heba

  • @basantsahoo44
    @basantsahoo44 Місяць тому

    ଠଡିଶାରେ କେବେ ବିଜେପି ଆସିବ ନାହିଁ, ବିଜେଡି ପରେ ଙ୍କଗ୍ରେସ ସରକାର କରିବ , ଅହଂକାରର ଦଳ ବିଜେପି,ଭଗବାନ କେବେ ଅହଂକାରକୁ ପ୍ରଶୟ ଦିଅନ୍ତି ନାହିଁ

  • @chunnumegic4983
    @chunnumegic4983 Місяць тому +1

    BJP Jindabad ❤ Athara BJP Sarkar gdhiba Odisha

  • @GitusKitchenqueen
    @GitusKitchenqueen Місяць тому +2

    ବିଜେଡି/ପାଣ୍ଡୁ ତାମିଲି ଶାସନ ହଟାଓ ଓଡିଶା ବଞ୍ଚାଓ.

  • @papubiswal6132
    @papubiswal6132 Місяць тому +1

    Only Naveen

  • @pk3195
    @pk3195 Місяць тому

    BJP 350 above rahiba. But odisha re cm Naveen ji and center re Modi ji. Naveen ji 85 ru 99 vitare re rahibe . Actually very important heba jadi BJP 50 ru 60 hele khela bigidi jai pare. And Congress 5 ru 10 vitare rahiba.

  • @manaspradhan8753
    @manaspradhan8753 Місяць тому

    Suryabansi suraj is a cm of odisha( Dhamnagar mla)

  • @amarsahu7748
    @amarsahu7748 Місяць тому

    Pm-MODI JI.
    &
    CM-Aprajeeta..

  • @drvicky1729
    @drvicky1729 Місяць тому +3

    Jou ଦଳ ଧର୍ମ ନା ରେ ରାଜନୀତି କରେ, ବଳାତ୍କାର କରିଥିବା ଲୋକ ଙ୍କୁ openly vote ଦବା ପାଇଁ appeal କରେ ସେପରି ଭ୍ରଷ୍ଟ ଦଳ bjp ra ହାରିବା ନିହତିଯାରୁରି

  • @subratswain9433
    @subratswain9433 Місяць тому

    Jay jagannath Jay bjd

  • @user-fi1pb2zk8o
    @user-fi1pb2zk8o Місяць тому

    जिए jete सीट pau amara dukha नाहीं किन्तु ओड़िसार दुख jiba की. ए katha ku akhire रखी कुहा.

  • @asitkumarghosh2963
    @asitkumarghosh2963 Місяць тому

    My assessment is that someone from RSS stable would be adorned as Chief Minister. Heb or she may be elected mla , mp Or may be a dark horse. But one must be born & brought up in odisha. Clean image, must be adapt in both adhyatmik gyan and a highly accredited acadamician.

  • @prakashrath3205
    @prakashrath3205 Місяць тому

    27 aasantu

  • @user-te7ic2wc7b
    @user-te7ic2wc7b Місяць тому

    7o

  • @sureshchandradas88
    @sureshchandradas88 Місяць тому

    BJD is likely to form the government with 74+ seats but full tenure is doubtful. You can guess the future