ସାତ ଦିନ ପରେ ଛତୁ ବେଡ୍ ର ଯତ୍ନ କେମିତି ନିଆଯାଏ।

Поділитися
Вставка
  • Опубліковано 20 вер 2024
  • ସାତ ଦିନ ପରେ ଛତୁ ବେଡ୍ ର ଯତ୍ନ କେମିତି ନିଆଯାଏ।#palachhatu

КОМЕНТАРІ • 17

  • @Gaming330-h7g
    @Gaming330-h7g 22 дні тому +1

    Hello bhai mu rabinara dino chhau ded pakeichhi ta ma pranalire jou 7 dina pare pala odei bi na 8 number dino pala odei bi dui ghnta pain

    • @debanjanagardening3636
      @debanjanagardening3636  22 дні тому

      ସାତ ଦିନ ପରଠୁ ଛତୁ ହେବା ପର୍ଯ୍ୟନ୍ତ ପ୍ରତି ଦିନ ସକାଳେ ଦୁଇ ଘଣ୍ଟା ଓ ଦ୍ୱିପ୍ରହର ସମୟ ରେ ଅତି କମରେ ଦେଢ଼ ଘଣ୍ଟା ପଲିଥିନ୍ ଖୋଲିବେ ଓ ପରେ ପୁଣି ଘୋଡାଇ ଦିଅନ୍ତୁ । ଯେହେତୁ ଏବେ ବର୍ଷା ଦିନ

    • @Gaming330-h7g
      @Gaming330-h7g 21 день тому

      @@debanjanagardening3636 bhai mote tike jldi kuhantu Aji Mora 7 number dino ajithu na kalithu pala open karibi

  • @sahoosahoo1604
    @sahoosahoo1604 23 дні тому

    Sata din parthu sabu dine jari khola kete samay kholahaba

  • @karnadharua2941
    @karnadharua2941 23 дні тому

    chhtu manji keuthi miliba bhai

    • @debanjanagardening3636
      @debanjanagardening3636  22 дні тому

      ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ରରେ ସମ୍ପର୍କ କରନ୍ତୁ ଠିକଣା ପାଇ ପାରିବେ

  • @Gaming330-h7g
    @Gaming330-h7g 22 дні тому +1

    7 number dino na 7 number dino sari ki 8 number dino

    • @debanjanagardening3636
      @debanjanagardening3636  22 дні тому

      ସାତ ଦିନ ପରଠୁ ଛତୁ ହେବା ପର୍ଯ୍ୟନ୍ତ ପ୍ରତି ଦିନ ସକାଳେ ଦୁଇ ଘଣ୍ଟା ଓ ଦ୍ୱିପ୍ରହର ସମୟ ରେ ଅତି କମରେ ଦେଢ଼ ଘଣ୍ଟା ପଲିଥିନ୍ ଖୋଲିବେ ଓ ପରେ ପୁଣି ଘୋଡାଇ ଦିଅନ୍ତୁ । ଯେହେତୁ ଏବେ ବର୍ଷା ଦିନ

  • @prabhatpanda3
    @prabhatpanda3 21 день тому

    Bhai training nei haba aapana nka thu?

    • @debanjanagardening3636
      @debanjanagardening3636  21 день тому

      ଭିଡିଓ ଦେଖନ୍ତୁ ଆପେ ଆପେ ଟ୍ରେନିଂ ପାଇଯିବେ

  • @narayannayak927
    @narayannayak927 22 дні тому

    ଭାଇ ଆମର ଏମିତି ଛତୁ ହେଉନି ୭କି ୮ ଟା ଛତୁ ହେଉଛି କଣ ପାଇଁ

    • @debanjanagardening3636
      @debanjanagardening3636  22 дні тому

      ସଠିକ୍ ପ୍ରସେସ ରେ ଚାଷ କରନ୍ତୁ ଫଳ ନିଶ୍ଚୟ ପାଇବେ

  • @sahoosahoo1604
    @sahoosahoo1604 22 дні тому

    ସାତ ଦିନ ପରଠୁ ସବୁ ଦିନେ ଜାରି ଖୋଲା ହେବ

    • @debanjanagardening3636
      @debanjanagardening3636  22 дні тому

      ସାତ ଦିନ ପରଠୁ ଛତୁ ହେବା ପର୍ଯ୍ୟନ୍ତ ପ୍ରତି ଦିନ ସକାଳେ ଦୁଇ ଘଣ୍ଟା ଓ ଦ୍ୱିପ୍ରହର ସମୟ ରେ ଅତି କମରେ ଦେଢ଼ ଘଣ୍ଟା ପଲିଥିନ୍ ଖୋଲିବେ ଓ ପରେ ପୁଣି ଘୋଡାଇ ଦିଅନ୍ତୁ । ଯେହେତୁ ଏବେ ବର୍ଷା ଦିନ

  • @charanmurmu551
    @charanmurmu551 17 днів тому

    Monji kouthi milibo

    • @debanjanagardening3636
      @debanjanagardening3636  5 днів тому

      ଯେଉଁ ମାନେ ଛତୁ ଚାଷ କରନ୍ତି ସେମାନଙ୍କ ସହ ଯୋଗାଯୋଗ କରନ୍ତୁ ବା ବ୍ଲକ୍ କୃଷି ବିଜ୍ଞାନ କେନ୍ଦ୍ର ରେ ଯୋଗା ଯୋଗ କରନ୍ତୁ ଠିକଣା ପାଇ ପାରିବେ। ମୋ ଘର ବାଲେଶ୍ୱର ଜିଲ୍ଲା ଯଦି ଆପଣ ବାଲେଶ୍ୱର ଜିଲ୍ଲାର ଲୋକ ହେଇ ଥାନ୍ତି ତେବେ ଜଣାଇବେ