Reliance Foundation Youth Sports, Mumbai Athletic championship 2019-20 First Position Bhimsen Janka

Поділитися
Вставка
  • Опубліковано 5 лют 2025
  • Reliance Foundation Youth Sports, Mumbai Athletic championship 2019-20 First Position Bhimsen Janka
    ଏହି ଦଉଡ଼ କୁଦରେ ମୋତେ ମୋ ମନରେ ବହୁତ ଭୟ ଲାଗୁଥିଲା । ଦଉଡିବା ପୂର୍ବରୁ ମୋ ମନରେ ଉଙ୍କୁଥିଲା କିପରି ଦଉଡିବି।ବନ୍ଧୁକର ଶବ୍ଦ ଶୁଣି ନୀରାଷ ହୋଇ ପଡିଲି ,ତେଣୁ ପଛେ ପଛେ ଦଉଡିବାକୁ ଲାଗିଲି ।ଶେଷ ଗୋଟିଏ ଚକର ଥିବା ବେଳେ ଭାବିଲି all out ଦଉଡିବାକୁ । ଯାହା ହଉଛି ହେଉ all out ଦଉଡ଼ି ଦେବା ।ଶେଷରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଲି । ଦୟାକରି like ଏବଂ subscribe କରିଦିଅନ୍ତୁ।
    ଧନ୍ୟବାଦ

КОМЕНТАРІ • 1