ଘାଇଲା ଗାମୁଛା ଟୋକା || Social Talk Prakash’s Inspiring Story ||

Поділитися
Вставка
  • Опубліковано 30 січ 2025

КОМЕНТАРІ • 1,5 тис.

  • @RanjanKumar-mx1ki
    @RanjanKumar-mx1ki 2 місяці тому +116

    ଭାଇଙ୍କ ଚିନ୍ତାଧାରା ସ୍ୱାଗତ ଯୋଗ୍ୟ 🙏🙏🙏

    • @basantasing9765
      @basantasing9765 2 місяці тому +2

      ସରଳା ଚୁର

    • @odmotovlogs3339
      @odmotovlogs3339 2 місяці тому

      Chena ta

    • @Dominar400-TSB
      @Dominar400-TSB 16 днів тому

      @Ranjankumar TOH BHOUNI KU BAHA KAREI DOUNU AEY GAMUCHHA BOY SANGARE 😂😂😂
      TOTE JADI ETTE BHALA LAGUCHI

  • @RabindarMajhi-g1v
    @RabindarMajhi-g1v 5 днів тому

    Jai jesu amen amen hallelujah hallelujah hallelujah hallelujah hallelujah hallelujah hallelujah hallelujah Jai jesu

  • @DURGAMADHAB_SriJagannath
    @DURGAMADHAB_SriJagannath 2 місяці тому +99

    ଉତ୍ତର ଠୁଁ ପ୍ରଶ୍ନ ଗୁଡ଼ାକ ଭାରି ଘାଇଲା ଘାଇଲା ଲାଗୁଚି 👌👌👌👍

  • @sureshmalik2125
    @sureshmalik2125 2 місяці тому +142

    ହିନ୍ଦୁତ୍ୱ ପାଇଁ ଜିଏ କାମ କଲା ସିଏ ଆମର 👍🙏🚩🚩🚩🚩

    • @typhoonparija8037
      @typhoonparija8037 2 місяці тому +7

      ଠିକ୍ କଥା

    • @ajayaonlinevideo
      @ajayaonlinevideo 2 місяці тому +3

      Jay pandian sir

    • @namita-444
      @namita-444 2 місяці тому +1

      Bala Katha kahuchha

    • @namita-444
      @namita-444 2 місяці тому +1

      ଦଳିତ, ଆଦିବାସୀ ଲୋକ ମାନ ଙ୍କ ବିଷୟ ରେ ତ। କହୁନ ବାଳ ଖାଲି ହିନ୍ଦୁ ତୋ ଗାଣ୍ଡୀ

    • @PandaMK
      @PandaMK 2 місяці тому +2

      For hindutva or for bjp 😂😂

  • @cuty_mama9801
    @cuty_mama9801 2 місяці тому +53

    ଜୟଶ୍ରୀ ରାମ ପ୍ରକାଶ ଭାଇ କୁ କୃପା କରନ୍ତୁ ଜୟଶ୍ରୀ ରାମ

  • @dhanajayanayak9973
    @dhanajayanayak9973 2 місяці тому +8

    Thought provoking Questions by the interviewer..
    Junior Manoranjan Mishara Ji..
    Very good Questions.....

  • @PrabinBiswalLovelife
    @PrabinBiswalLovelife 2 місяці тому +85

    ଜୟ ଶ୍ରୀ ରାମ ଏମିତି ଚାଲୁ 👍🏼👍🏼👍🏼

    • @nimda_dj_collection
      @nimda_dj_collection 2 місяці тому +1

      ଭାଇ ଜୟ ଜଗନ୍ନାଥ କହିବାକୁ କଣ ଖରାପ ଲାଗୁଛି ଓଡ଼ିଆ ଲୋକ ଏବେ କଣ ଜଗନ୍ନାଥ ଙ୍କ ନାମ

  • @Travellershiba787
    @Travellershiba787 2 місяці тому +15

    ଏବେ ଲାଗିଲା କି କେହି ଗୋଟେ ପୋଷ୍ଟକାଷ୍ଟ ରେ ଠିକ ପ୍ରଶ୍ନ ନିରପେକ୍ଷ ଭାବେ ପଚାରି ପାରୁଛନ୍ତି 😊

  • @sarojkumarpangi4772
    @sarojkumarpangi4772 2 місяці тому +108

    କର୍ମ ହିଁ ମଣିଷ ଧର୍ମ ଏହା ନିରାଟ ସତ୍ୟ... 👆👆👆

    • @santilatapradhan5603
      @santilatapradhan5603 2 місяці тому +5

      Bhagbat Gita re Bharkti yoga, karma yoga, ganya yoga bisare kuha jachi aga taku padhe

    • @user-ss5xz5gj7e
      @user-ss5xz5gj7e 2 місяці тому

      ​@@santilatapradhan5603 tu nije padhe

    • @Dominar400-TSB
      @Dominar400-TSB 16 днів тому

      @sarojkumarpangi
      EKDM NIRATA SATYA 👌🏻👌🏻👌🏻

  • @bmrutunjaya
    @bmrutunjaya 2 місяці тому +47

    ବହୁତ ସୁନ୍ଦର👍

  • @subhransuDas-w4x
    @subhransuDas-w4x 7 днів тому

    Jay Sriram Prakash bhai.keep it up.God bless you Bhai.

  • @rapidaction2.018
    @rapidaction2.018 2 місяці тому +73

    ଜୟ ଶ୍ରୀ ରାମ ଲଢେଇ ପାଇଁ
    ଜୟ ଜଗନ୍ନାଥ ପ୍ରେମ ରେ
    🙏🚩

    • @typhoonparija8037
      @typhoonparija8037 2 місяці тому +1

      ଜୟ ଜଗନ୍ନାଥ

    • @Rohankumar-gp7fg
      @Rohankumar-gp7fg 2 місяці тому +1

      Yes jai shree Ram 🚩🚩

    • @biswajithappysahoo1794
      @biswajithappysahoo1794 Місяць тому

      ଜୟ ବେଧୁଆ, ଜୟ ବେଧୁଆ ମି.......ଆ.......ଜଣେ ବେଧ ଛୁଆଙ୍କୁ ଆଣିକି......ଛିଛିଛିଛିଛି.....

  • @ILovemyodishaa
    @ILovemyodishaa 2 місяці тому +3

    .. Salute u brother... The best question n best answer... Real leader and Social reformer.
    Kranti kari Prakash Bhai

  • @BijoyKumarDas-rc1ss
    @BijoyKumarDas-rc1ss 2 місяці тому +57

    ଆମେ ଗାଳି ଦେଇନୁ, ପ୍ରକାଶ ଭାଇ real କଥା କହନ୍ତି.I salute him

  • @minianaminimini9164
    @minianaminimini9164 2 місяці тому +19

    ଭାଇ ବଢିଆ ବଢିଆ ପ୍ରଶ୍ନ କରିଛନ୍ତି

  • @lovelypeoples8383
    @lovelypeoples8383 2 місяці тому +2

    Hi Debasis babu....hats off... great knowledge

  • @SunilBehera-w6s
    @SunilBehera-w6s 2 місяці тому +36

    ଜୟ ଶ୍ରୀ ରାମ ଭାଇ ❤❤❤❤

    • @nimda_dj_collection
      @nimda_dj_collection 2 місяці тому

      ଜୟ ଜଗନ୍ନାଥ କହିହେବ ଭାଇ ବୋଧେ

  • @NakulNayak-v6x
    @NakulNayak-v6x 2 місяці тому +31

    ପ୍ରକାଶଭାଇ ପ୍ରକୁତ ହିନ୍ଦୁ ସତ କିନ୍ତୁ ଓଡିଶା ପାଇଁ ନବୀନବାବୁ ଉପଯୁକ୍ତ ନେତା

  • @VillageVloggerBapun2238
    @VillageVloggerBapun2238 Місяць тому +3

    Jay shree Ram 🙏 Jay hind 🙏Bande Uttkala Janani🙏ram ram prakash bhai

  • @tapankumarrout7764
    @tapankumarrout7764 2 місяці тому +44

    BJP କହିଥିଲା 60 ବର୍ଷ ରୁ ଉର୍ଦ୍ଧ ବୟସର ବୃଦ୍ଧ ବୃଦ୍ଧା ଙ୍କୁ 3000 ଭତା ଦେବ କଣ କଲା କହ ଆଉ ଏଥିପାଇଁ ତୁ କଣ କହିଛୁ, ବିଶ୍ୱାସ କର ତୋତେ କୋଉ ଭାଷା ରେ ଶୋଦୀଲେ ହେବ ଖାଲି ଭାବୁଛି

    • @bkstudio1617
      @bkstudio1617 2 місяці тому +3

      ଭାଇ ଏଇ ନାଲି ଗାମୁଛା ବାଲାକୁ ଟିକେ ଭଲକେ ଶୁଦ୍ଧ

    • @babubabu9867
      @babubabu9867 2 місяці тому +2

      To maku tike gebu magia

    • @TapankumarPinku-y5h
      @TapankumarPinku-y5h 2 місяці тому +1

      Genda dala kahithila sitala vandara kariba boli seita kuade jaithila ,eguda dekha jauni khali magena khaibku anetha ,nija maa bapanku nku pacharibani au sei vatta tanka tame nei khaiba au nai

    • @dhaneswarajena4539
      @dhaneswarajena4539 2 місяці тому

      ମା ଠୁ ଆରମ୍ଭ କର

    • @sonalyentertainment7373
      @sonalyentertainment7373 2 місяці тому

      Tame budha hela asi 3000 naba

  • @sailajasatapathy2552
    @sailajasatapathy2552 27 днів тому +1

    Debasis bhai you are a versatile interviewer 👏🏻👏🏻 keep it up Bhai 👍🏻

  • @papumohanty1609
    @papumohanty1609 2 місяці тому +77

    ଆରେ ମାଘିଆ କହିଲୁ ଅଯୋଧ୍ୟା ରେ ସୈତାନ୍ ମୋଦି କାହିଁକି ହାରିଲା ହାରାମି

  • @ashwinisahu6584
    @ashwinisahu6584 2 місяці тому +6

    Prakash bhainku bahut loka ...bhala paiba deuchhanti 🎉🎉🎉🎉

  • @BiswhajitmalikBiswhajitmalik
    @BiswhajitmalikBiswhajitmalik 23 дні тому +1

    Very good 👍 bro

  • @avayabehera6971
    @avayabehera6971 2 місяці тому +23

    ଜୟ ଶ୍ରୀ ରାମ 🚩🙏

  • @surajkumardas2607
    @surajkumardas2607 2 місяці тому +6

    ହିନ୍ଦୁତ୍ୱ ର ସିଂହ ପ୍ରକାଶ ଭାଇ ❤

  • @DivineGyaan09
    @DivineGyaan09 Місяць тому +2

    Right question right answer I love prakash bhai

  • @naturebeauty-n8
    @naturebeauty-n8 2 місяці тому +14

    ଏଇ ମିଛୁଆ ଟେ..

  • @PremanandaMalla666
    @PremanandaMalla666 Місяць тому +2

    ମାଡି ଚାଲ,,,,, ଜୟଶ୍ରୀ ରାମ ଜୟଶ୍ରୀ ରାମ

  • @lateshnayak4085
    @lateshnayak4085 Місяць тому +3

    Question ❓ i like ❤❤❤❤ you bro 👍

  • @ASISH_JENA
    @ASISH_JENA 2 місяці тому +16

    ଜୟ ଶ୍ରୀ ରାମ ଭାଇ

  • @srisrirasandadaSri
    @srisrirasandadaSri Місяць тому +1

    ଓଁ ଶ୍ରୀ ରାମ ଜୟଶ୍ରୀ ରାମ କର

  • @kishorkumarpanda8109
    @kishorkumarpanda8109 2 місяці тому +24

    I love my India.Jay shree ram,jay jagannath

  • @amiya1k
    @amiya1k 2 місяці тому +9

    ପ୍ରଶ୍ନ ବହୁତ ଘାଇଲା କିନ୍ତୁ ଉତ୍ତର ମେଳ ଖାଉନି

  • @KamalMandangi-s9q
    @KamalMandangi-s9q Місяць тому +5

    ଜୟ ଶ୍ରୀ ରାମ ଯୁଦ୍ଧରେ ଜୟ ଜଗନ୍ନାଥ ଭତ୍ତି ରେ 🙏🙏🙏🙏🙏

  • @rakeshbiswal-8m
    @rakeshbiswal-8m 2 місяці тому +14

    Prakash bhai always rock.😎😎...genda wale shocked 😮😮

  • @trilochanaprusty5631
    @trilochanaprusty5631 Місяць тому +1

    ଜୟ ଶ୍ରୀ ରାମ ଜୟ ଶ୍ରୀ ଜଗନ୍ନାଥଙ୍କ ଜୟ ଭାରତ

  • @sitansuswain-kb1od
    @sitansuswain-kb1od 2 місяці тому +15

    I support prakash

  • @SangramsinghSamal
    @SangramsinghSamal Місяць тому +3

    I LOVE SOCIAL TALK.

  • @rajibdas495
    @rajibdas495 2 місяці тому +10

    ପରମ ଗାଲୁଆ

  • @debakantamohapatra1901
    @debakantamohapatra1901 2 місяці тому +5

    ଧର୍ମ ରାଜନୀତି ଭାରତ ପାଇଁ ଆଗକୁ ଏକ, ଭୟାନକ ରୂପ ନବ

    • @hardikbehera1262
      @hardikbehera1262 2 місяці тому +1

      Muslim rajniti desho ku aago ku nebo andhanamazi

  • @GambhirMandinga-o6y
    @GambhirMandinga-o6y 22 дні тому +1

    ଜୟ ଯୀଶୁ ❤❤❤❤❤❤

  • @naturebeauty-n8
    @naturebeauty-n8 2 місяці тому +8

    ଗାଲୁଆ

  • @bhagirathipradhan8647
    @bhagirathipradhan8647 Місяць тому +1

    ଭାଇ କଣ ପଚାରିଲ ବା❤❤❤❤❤❤

  • @nandakishorejena9831
    @nandakishorejena9831 2 місяці тому +10

    ବିରାଟ ମାଡୁଆ

  • @dsdavin123
    @dsdavin123 23 дні тому +1

    ହିନ୍ଦୁତ୍ୱ ପାଇଁ କାମ କରିବାକୁ ଯାଇ ଅନ୍ୟ ମାନଙ୍କୁ ତାଡନା ଦେବା ଓ ଦୁଃଖ ପହଞ୍ଚାଇବା କଣ ମଣିଷର ଧର୍ମ

  • @KishorBarik-wv9dn
    @KishorBarik-wv9dn 2 місяці тому +13

    ଭଲ ପ୍ରଶ୍ନ ସହିତ ପ୍ରଶଂସା ଯୋଗ୍ୟ ଉତ୍ତର❤❤❤❤❤❤❤❤❤❤❤

  • @SurendraNaik-s4f
    @SurendraNaik-s4f 2 місяці тому +6

    ପ୍ରକାଶ ଭାଇ ବିନଦାସ ରେ ଆଗକୁ ମାଡି ଚାଲୋ ଜୟ ଶ୍ରୀ ରାମ

  • @safiyanoor6406
    @safiyanoor6406 2 місяці тому +8

    ଏ ସୋସିଆଲ ଠକ ଅପରାଧୀର ମୁହଁ ଇସ୍ପାତ୍ ବାକି ସବୁ ସନିପାତ ।

  • @NirakarBej-n2d
    @NirakarBej-n2d 2 місяці тому +9

    ଭଲ ଅଭିଜ୍ଞତା ଅଛି ଜେଲ ଯିବାରେ

  • @DR.samarjittripathy
    @DR.samarjittripathy 2 місяці тому +3

    ଜୟ ଶ୍ରୀ ରାମ ଜୟ ଗୋମାତା

  • @sachi-sarthak
    @sachi-sarthak 2 місяці тому +38

    ସମାଜର ମହା ଠକ ନମ୍ବର 1

  • @RamprasadGond-iy6qw
    @RamprasadGond-iy6qw 2 місяці тому +14

    Debasis sir
    Very good question. Sir

  • @BhamaMaharana
    @BhamaMaharana 2 дні тому

    Prakash bhai jai sreeram

  • @lambodarbishoyi9177
    @lambodarbishoyi9177 2 місяці тому +146

    ଏମାନଙ୍କୁ ବିଜେପି ର ଚମଚା କୁହାଯିବ

  • @hemantakumarbehera653
    @hemantakumarbehera653 24 дні тому

    Debasis bhai pranam
    Bhai mu Tama saha kama Kariba pain change
    Tume Mora idiology bhai
    You are my inspiration

  • @dpnayak19
    @dpnayak19 2 місяці тому +7

    Chamatkar discussion. Dui Jana kehi kahaku Kum nuhe. 😊🎉🎉🎉.

  • @ashishshety3878
    @ashishshety3878 19 днів тому

    ❤ ଜୟ ଜଗନ୍ନାଥ 🎉

  • @ashokkumarmallick5255
    @ashokkumarmallick5255 2 місяці тому +9

    ଜୟ ଶ୍ରୀରାମ କହି କହି ପାଣି ପିଉ ନାହାନ୍ତି ଆଜ୍ଞା ଶ୍ରୀରାମଙ୍କ 4ଟି ଭଲ ଗୁଣ କହିବେ କି ଯାହାକୁ ମଣିଷ ତା ଜୀବନରେ ଆଦର୍ଶ ରୂପେ ନେଇ ଚଳିବ ଏବଂ ନିଜର/ସମାଜର /ରାଜ୍ୟର/ଦେଶର ଉନ୍ନତି ହୋଇ ପାରିବ l

  • @avayabehera6971
    @avayabehera6971 2 місяці тому +9

    ଭାରି ଭଲ ଲାଗିଲା ଦେଖିକି ସୁଣିକି......🙏

  • @bhanjakishorsethi7314
    @bhanjakishorsethi7314 2 місяці тому +2

    Prakash bhai tamaku dhanyabad

  • @Gangadharblogger143k
    @Gangadharblogger143k 2 місяці тому +19

    ଜୟ ଶ୍ରୀରାମ 🙏🇮🇳

  • @manoramanayak3786
    @manoramanayak3786 9 днів тому

    ମଦ ପାଇଁ ଆନ୍ଦୋଳନ ଆରମ୍ଭ ହେଉ ପ୍ରକାଶ ବାବୁ ,ସବୁଠୁ ବଡ କାମ ଏଇଟା

  • @Ranisumi5249
    @Ranisumi5249 2 місяці тому +6

    ମୋ ଭାଇ ପୂରା ହିରୋ ନା କେବେ ଡରିଛି ନା ଡରିବ, ଆପଣଙ୍କୁ କଉ ଦଳିଓ ହିସାବରେ ନୁହେଁ କାରଣ ସମସ୍ତଙ୍କର ଅଧିକାର ଅଛି ଯିଏ ଜଉ ପାର୍ଟି କୁ ସମର୍ଥନ କରିପାରିବ, ଏଇଥିପାଇଁ ଆପଣଙ୍କୁ ଭଲ ପାଏ କି ଆପଣ ଜଣେ ସନାତନ ଧର୍ମ ପ୍ରେମୀ, ଆପଣ ଜଣେ ଦେବତୁଲ୍ୟ ମଣିଷ ଆଉ ସ୍ବଚ୍ଛ ହିନ୍ଦୁ. ଭଗଵାନ ଆପଣଙ୍କୁ ସବୁବେଳେ ଏମିତି ଖୁସି ଆଉ ଭଲରେ ରଖନ୍ତୁ, ଜୟ ଶ୍ରୀରାମ

  • @stylestar486
    @stylestar486 Місяць тому +2

    ଗୋଟିଏ ପ୍ରଶ୍ନ ର ଉତ୍ତର ଦେବାପାଇଁ ବହୁତ ଗପୁଚି ପାଗଳ ନାଳିଆ ଗାମୁଛା

  • @ranjankumarpradhan7858
    @ranjankumarpradhan7858 2 місяці тому +13

    ମୋର ସର୍ବଦା ପ୍ରିୟ ଓ ପ୍ରେରଣାଦାୟକ ପ୍ରକାଶ ଭାଇ.
    ଜୟ ଶ୍ରୀ ରାମ

  • @sujitkumarswain5347
    @sujitkumarswain5347 2 місяці тому +2

    Jay jagannth, jay shree Ram

  • @SuryanarayanaMohapatra-ps3mu
    @SuryanarayanaMohapatra-ps3mu 2 місяці тому +4

    Jai jagannath Jai shree Ram best of luck good work

  • @SankarBindhani-f5n
    @SankarBindhani-f5n Місяць тому

    Dhanyawad ⛪

  • @suryakantabalabantaray5039
    @suryakantabalabantaray5039 2 місяці тому +10

    Jay ଗୋ ମାତା 🙏

  • @Discipline_Tradition_Legacy
    @Discipline_Tradition_Legacy 7 днів тому +1

    ମୁଁ ଏବେ ଯୋଉ କଥା ଲେଖିବାକୁ ଯାଉଛି, ତାହା ଅପ୍ରାସଙ୍ଗିକ ହେଲେ ମଧ୍ୟ, ଭାରି sensitive ଏବଂ ବହୁତ୍ important । ତେଣୁ ଟିକିଏ ସମୟ ଦେଇ ପଢିବାକୁ ଓ କଥାଟିକୁ ଭଲକରି ବୁଝିବାକୁ ଅନୁରୋଧ।
    ବର୍ତ୍ତମାନ ଓଡ଼ିଶା ରେ ଭଗବାନଙ୍କ ନାମ କୁ ନେଇ ଗଣ୍ଡଗୋଳ ସୃଷ୍ଟି ହେଲାଣି
    ଯଦି ' ଜୟ ଜଗନ୍ନାଥ ' କହିବ ତ ତମକୁ ବିଜେଡି ସହ ଯୋଡାଜିବ
    'ଜୟ ଶ୍ରୀ ରାମ ' କହିବ ତ ତମକୁ ବିଜେପି ସହ ଯୋଡ଼ା ଯିବ
    କାହାକୁ ଖରାପ ଲାଗିଲେ ଲାଗୁ, କିନ୍ତୁ ଏଥିରେ ଭୁଲଟା ବିଜେଡି/ ବିଜେପିର ନେତା ମାନଙ୍କର ନୁହେଁ, ଭୁଲ ଟା ବିଜେପି & ବିଜେଡି supporter/voter ମାନଙ୍କର ।
    (Disclaimer: ମୁଁ ଏହିସବୁ ପ୍ରଭୁ ଶ୍ରୀ ରାମ ଆଉ ପ୍ରଭୁ ଜଗନ୍ନାଥ ଙ୍କ ମଧ୍ୟରେ ଭେଦଭାବ କରେଇବାକୁ ଲେଖୁନି, ମୁଁ just ସତ କଥା ଟା ଲେଖୁଛି)
    ଗୋସ୍ୱାମୀ ତୁଳସୀ ଦାସ ଙ୍କ ଅନୁଯାୟୀ, ପ୍ରଭୁ ରାମ ହେଉଛନ୍ତି ସଂପୂର୍ଣ୍ଣ ଭାରତର ରାଜା,
    ଏବଂ ବର୍ତ୍ତମାନ ବିଜେପି କେନ୍ଦ୍ର ରେ ଶାସନ କରୁଛି,
    ସେଥି ପାଇଁ ବିଜେପି ଭଗବାନ ରାମ ଙ୍କୁ ତାର ଆଦର୍ଶ ରୂପେ ଗ୍ରହଣ କରିଛି (ଏଇଟା ସ୍ୱାଭାବିକ କଥା, ଏଥିରେ କିଛି ଭୁଲ ନାହିଁ, ଭୁଲ ର ପ୍ରଶ୍ନ ହିଁ ଉଠୁନାହିଁ)
    ଆହୁରି ମଧ୍ୟ, ବିଜେପି ପ୍ରଭୁଶ୍ରୀ ରାମ ଙ୍କ ମନ୍ଦିର ଗଢିଛି, ତାର credit ବି ବିଜେପି କୁ ନିଶ୍ଚୟ ଯିବ,
    କିନ୍ତୁ ଯଦି ଦେଶ ଭିତରେ ରାଜ୍ୟମାନଙ୍କ ଆଡ଼କୁ ଯିବା, ତାହେଲେ ପ୍ରତ୍ୟେକ ରାଜ୍ୟର ନିଜ ନିଜ ଆରାଧ୍ୟ ଦେବଦେବୀ ଅଛନ୍ତି
    For ex :
    ଓଡ଼ିଶା - ପ୍ରଭୁ ଜଗନ୍ନାଥ
    ଆସାମ - ଦେବୀ କାମାକ୍ଷା
    ପଶ୍ଚିମ ବଙ୍ଗ - ମା କାଳୀ
    ତାମିଲନାଡୁ - ଭଗବାନ ମୁରୁଗନ
    ଇତ୍ୟାଦି.......
    ବିଜେପି ଯେତେବେଳେ ପୁରା ଭାରତ କଥା କହେ, ସେତେବେଳେ ' ଜୟ ଶ୍ରୀ ରାମ ' କହେ କିନ୍ତୁ ଯେତେବେଳେ କୌଣସି ରାଜ୍ୟ ଭ୍ରମଣ କରିବାକୁ ଯାଏ, ସେତେବେଳେ ସେହି ରାଜ୍ୟର ଦେବତାଙ୍କୁ ପ୍ରଣାମ କରେ,
    ଅର୍ଥାତ୍ ମୋଦି ଯେତେବେଳେ ଓଡ଼ିଶା କୁ ଆସନ୍ତି, ଜୟ ଜଗନ୍ନାଥ କୁହନ୍ତି,
    ଆସାମ ରେ ଜୟ ଦେବୀ କାମାକ୍ଷା କୁହନ୍ତି ଇତ୍ୟାଦି
    ଓଡ଼ିଶା ର ବିଜେପି ନେତା ମାନେ ମଧ୍ୟ ଓଡ଼ିଶା ରେ ଜୟ ଜଗନ୍ନାଥ ହିଁ କୁହନ୍ତି
    କିନ୍ତୁ ଓଡ଼ିଶା ର ବିଜେପି voter ମାନେ ଓଡ଼ିଶା ଭିତରେ ବି ' ଜୟ ଶ୍ରୀ ରାମ ' ହିଁ କହିବାର ଦେଖାଯାଉଛନ୍ତି
    ମୋ କଥା ଟିକେ ବୁଝନ୍ତୁ, ଓଡ଼ିଶା ରେ ବି ଲୋକେ ପ୍ରଭୁ ଜଗନ୍ନାଥ ଙ୍କ ବ୍ୟତୀତ ଅନ୍ୟ ଦେବଦେବୀ ଙ୍କୁ ମାନନ୍ତି, ଆରାଧନା କରନ୍ତି କିନ୍ତୁ ସେଇଟା personal କିମ୍ବା ସେହି ଭଗବାନଙ୍କ ମନ୍ଦିର ରେ ଆମେ ତାଙ୍କ ଜୟଗାନ କରିବା
    କିନ୍ତୁ ସଂପୂର୍ଣ୍ଣ ଓଡ଼ିଶା କଥା କହିଲେ ସାଧାରଣତଃ ଆମେ ଯଦି କେତେବେଳେ କାହାକୁ ଭେଟିବା କିମ୍ବା କୌଣସି public meeting/ rally ଗୁଡ଼ିକରେ ଥିବା ଆମକୁ ଜୟ ଜଗନ୍ନାଥ ହିଁ କହିବା ଉଚିତ୍
    କେତେକ ଅଞ୍ଚଳରେ ପୋଷ୍ଟର ମରାଯାଉଛି କି
    "ଜୟ ଶ୍ରୀ ରାମ ମାନେ ବିଜେପି"
    ମାନେ ସେ area ର ବିଜେପି ଲୋକେ ଭଗବାନ ରାମ ଙ୍କୁ ବିଜେପି ର brand ambassador ବନେଇ ସାରିଲେଣି
    ମୋ କଥା ବାଧୁଥିବ, କିନ୍ତୁ ମତେ ବିଶ୍ୱାସ କରନ୍ତୁ,
    ଯଦି ସମୟ ପୂର୍ବରୁ ଆମେ ଏହିକଥା ନ ବୁଝିବା, ତାହେଲେ next election ବେଳକୁ ବିଜେଡି 🐚 ଲୋକମାନେ ବିଜେପି 🪷 ଲୋକଙ୍କୁ challenge ଦେବେ କି,
    " ସବୁବେଳେ ଖାଲି 'ଜୟଶ୍ରୀରାମ', 'ଜୟଶ୍ରୀରାମ' ହଉଚୁ,
    ଦମ୍ ଅଛି ତ ' ଜୟ ଜଗନ୍ନାଥ ' କହିକି ଦେଖା "
    ଆପଣ ମାନେ ଯଦି ଧ୍ୟାନ ଦେଇଥିବେ,
    ତାହେଲେ ପ୍ରକାଶ ଭାଇଙ୍କ comment section ରେ ବି କିଛି ଲୋକ ଏହି ଭଳି challenge ବେଳେ ବେଳେ ଦିଅନ୍ତି (specially election time ରେ)
    ସମୟ ଥାଉ ଥାଉ କଥାଟିକୁ ବୁଝି ଯାଆନ୍ତୁ,
    ନଚେତ୍ ଆଗାମୀ ନିର୍ବାଚନରେ ବିଜେପି କୁ ଏଥି ପାଇଁ ବହୁତ୍ କ୍ଷତି ସହିବାକୁ ପଡିପାରେ
    ଆଉ ହଁ, ବିଜେଡି ଲୋକ ମାନେ ବର୍ତ୍ତମାନ ବିଜେପି କୁ ବିରୋଧ କରିବାକୁ ଯାଇ ଗେରୁଆ ରଙ୍ଗ କୁ ବିରୋଧ କଲେଣି, ରାମ ମନ୍ଦିର ସପକ୍ଷରେ ବି ନାହାନ୍ତି ବହୁତ୍ ଲୋକ ।
    ପ୍ରକାଶ ଭାଇ ବେକରେ ଗାମୁଛା ପକାନ୍ତି, ଯୋଉଟା ଆମ ଓଡ଼ିଶାର ପରିଧାନ, ଓଡ଼ିଶାର ଗର୍ବ,
    କିନ୍ତୁ କିଛି ଲୋକ ସେଇଟାକୁ ବି ପରିହାସ କରନ୍ତି,
    ସମୟ ଆସିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ସମୟ ପିନ୍ଧୁଥିବା ଧୋତି କୁ ବି ବିଜେଡି ଲୋକେ ପରିହାସ କରିବେ
    (ଯେମିତି ୨୦୨୪ election ବେଳେ କିଛି ବିଜେଡି ପ୍ରଚାରକ ଧୋତି ବଦଳରେ ଲୁଙ୍ଗିକୁ ଆମ ପାରମ୍ପରିକ ବସ୍ତ୍ର ବୋଲି କହୁଥିଲେ 😯,
    ଟିକେ ସୁବିଧା ଦୃଷ୍ଟିରୁ ଲୋକେ ଲୁଙ୍ଗି ପିନ୍ଧିଦେଲେ ବୋଲି କଣ ଲୁଙ୍ଗିଟା ଆମ ପାରମ୍ପରିକ ବସ୍ତ୍ର ହେଇଗଲା କି ?
    ଆହୁରି ମଧ୍ୟ, ଝିଅମାନେ ବି ଫ୍ରକ୍/ଚୁଡ଼ିଦାର୍ ବଦଳରେ ଲୁଙ୍ଗି ପିନ୍ଧିବାକୁ ଗର୍ବ କରନ୍ତି ବୋଲି କହୁଥିଲେ 🤦🤷)
    {ପ୍ରକୃତରେ ବୟସ୍କ ଲୋକମାନେ ଲୁଙ୍ଗି ନପିନ୍ଧି ଧୋତି ପିନ୍ଧିବା କଥା}
    ବିଜେପି ସହ ଆପଣ ମାନଙ୍କର ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଆପଣ ମାନେ ଧୋତିଗାମୁଛା କୁ , ସନାତନ ହିନ୍ଦୁ ଧର୍ମ ର ଗେରୁଆ ରଙ୍ଗ କୁ କେମିତି ବିରୋଧ କରିପାରୁଛନ୍ତି ।
    (ଏବେ ମୁଁ 'ସନାତନ ଧର୍ମ' କହିଦେଲି ବୋଲି ମଧ୍ୟ କିଛି ଲୋକ ଏହାକୁ ବି politicise କରି ବିରୋଧ କରିବେ)
    ଆଶା କରୁଛି, କଥାଟା କୁ ଆପଣ ମାନେ ଭଲସେ ବୁଝି ପାରିଥିବେ
    ଜଣେ ଭାରତୀୟ ହିସାବରେ ,ସମସ୍ତଙ୍କୁ 'ଜୟ ଶ୍ରୀରାମ' 🙏🕉️🚩
    ଜଣେ ଓଡ଼ିଆ ହିସାବରେ ସମସ୍ତଙ୍କୁ 'ଜୟ ଜଗନ୍ନାଥ' 🙏🕉️🚩
    ଭାରତ ମାତା କି ଜୟ 🙇🙇
    ବନ୍ଦେ ଉତ୍କଳ ଜନନୀ 🙇🙇

  • @LipunDas-xd6hc
    @LipunDas-xd6hc 2 місяці тому +4

    ନବୀନ ପଟ୍ଟନାୟକଙ୍କୁ ଲୋକେ ଭଲ ପାଉଥିଲେ ବୋଲି ତ ସେ ୨୪ ବର୍ଷ ଶାସନ କଲେ ଏବଂ ଅନେକ କାର୍ଯ୍ୟ କରିଛନ୍ତି ଓ ଓଡିଶା ଆଗକୁ ଯାଇଛି, ଏକଥା ସତ୍ୟ ସେ ଓଡ଼ିଶା ବିଷୟରେ ଅଧିକ ନ ଜାଣି ମଧ୍ୟ ତାଙ୍କ ସହଯୋଗୀ ସେନାପତିଙ୍କୁ ନେଇ ଶାସନ ଗାଦିରେ ରହିଲେ, ମାତ୍ର ତାଙ୍କର ଅତ୍ୟଧିକ ବିଶ୍ବାସ ହିଁ ତାଙ୍କୁ ଲୋକମାନଙ୍କ ପାଖରୁ ଦୂରେଇ ଦେଲା।

  • @deodiapuaa2510
    @deodiapuaa2510 Місяць тому

    Bhai nka bhabana desbhati painee koti koti pranam.
    Wahi chinta O bhabana sabu samaya re sabubele rahu.
    Bhagwan sadbudhi diantu O asribada rahu.

  • @RameshkumarDas-s7k
    @RameshkumarDas-s7k 2 місяці тому +4

    Ohh bhai kn questions karuchanti ..apana pura bhayankar...🔥

  • @nakulnaik1423
    @nakulnaik1423 2 місяці тому

    Bahut badhia ❤❤

  • @debendranathbehera6819
    @debendranathbehera6819 2 місяці тому +3

    Very good ideology. Thank you little brother. Go ahead.

  • @Tra1672
    @Tra1672 2 місяці тому +3

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ

  • @MRBADALKUMARVLOGS
    @MRBADALKUMARVLOGS 2 місяці тому +2

    ଭାଇ ଆପଣଙ୍କୁ Full --------Right ----Support ❤❤ ଜୟ ଜଗନ୍ନାଥ 🙏🏻 🚩🚩🚩🙏🏻🚩🚩🔥🔥🔥

  • @rashmitabehera7095
    @rashmitabehera7095 2 місяці тому +11

    ବୋବାଲ ଟୋକା ❤❤❤❤❤❤

  • @suvendumohanty3887
    @suvendumohanty3887 2 місяці тому +12

    Jay jagannath 🙏🙏. ..jay maa sarala

  • @AloneBoy-c1v2f
    @AloneBoy-c1v2f 26 днів тому

    TQ bro Jay shree ram 🚩🚩🚩

  • @parameswarbehera6502
    @parameswarbehera6502 2 місяці тому +5

    Salute your idealogy,Keep it.with thanks.Joy Sriram.

  • @kumarakash2558
    @kumarakash2558 27 днів тому

    Debasish Bhai Great Question.
    Please 1 year pare Au thare daka jau au Same Devloped upare question hau.

  • @kalpanapadhi1147
    @kalpanapadhi1147 2 місяці тому +24

    ମୁର୍ଦ୍ଦାର୍ ମୁଖ୍ୟମନ୍ତ୍ରୀ ନବୀନ ବୁଢା ସଫା ହେବା ଜରୁରୀ ଥିଲା।

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому +6

      ଅନ୍ଧ ଭକ୍ତଙ୍କର ଭାଷା ହିଁ ସେମାନଙ୍କର ଅସ୍ମିତାର ପରିଚୟ 🤣

    • @abm555
      @abm555 2 місяці тому +3

      Social thaka

    • @MANOJKUMAR-l6q4e
      @MANOJKUMAR-l6q4e 2 місяці тому

      @@abm555 Social tautar 👍

    • @nilanchalswain2278
      @nilanchalswain2278 Місяць тому

      ​@@MANOJKUMAR-l6q4eright 👍

  • @laxmipriyamohapatra7121
    @laxmipriyamohapatra7121 Місяць тому +1

    ଭାଇ ମୋର ସବୁବେଳେ ରେଡ୍ଡି👍
    ଜୟ ଜଗନ୍ନାଥ 🙏🚩
    ଜୟ ଶ୍ରୀରାମ 🙏🚩🏹

  • @sudhira230
    @sudhira230 2 місяці тому

    ଜୟ ଶ୍ରୀ ରାମ 🛕🚩🙏

  • @giridharipatra9552
    @giridharipatra9552 2 місяці тому +4

    Thank you Devasis sir jee ❤

  • @avayabehera6971
    @avayabehera6971 2 місяці тому +10

    ଜୟ ଜଗନ୍ନାଥ 🙏🚩

  • @kiran_piano
    @kiran_piano 2 місяці тому +8

    Good Questions Debasish Sir❤👍

  • @NarottamGopal-l6y
    @NarottamGopal-l6y 2 місяці тому +2

    ଜୟ ଶ୍ରୀ ରାମ ଭାଇ ହିନ୍ଦୁ ତ୍ତ ପାଇ ଏମିତି କର୍ମ କରି ଚାଲ 🚩🚩🚩🚩🙏🙏♥️

  • @shreemayeeajayalaxmidas5384
    @shreemayeeajayalaxmidas5384 2 місяці тому +3

    ଜୟ ଶ୍ରୀ ରାମ କହିବା ଅର୍ଥ ଜଗନ୍ନାଥ ଙ୍କ ଅପମାନ। ଜୟ ଜଗନ୍ନାଥ କହିବାକୁ ପ୍ରଥମେ କାହିଁକି କୁଣ୍ଠାବୋଧ କରୁଛ

  • @odiyavloggerjhili797
    @odiyavloggerjhili797 2 місяці тому +4

    Jay jagannath 👏👏

  • @PariphulagoudaPariphulagouda
    @PariphulagoudaPariphulagouda 20 годин тому

    Bhai jay shree ram

  • @youtuberchandan4279
    @youtuberchandan4279 2 місяці тому +6

    Real hero of odisha👍

  • @Prakashkumar-dq8rd
    @Prakashkumar-dq8rd 2 місяці тому +2

    Prakash bhai apanank chesta agaku jari rahu emite

  • @srtsahoo2862
    @srtsahoo2862 2 місяці тому +6

    ଖୁବ ସୁନ୍ଦର PROGRAME

  • @narayanparida1850
    @narayanparida1850 2 місяці тому

    ଜୟ ଶ୍ରୀରାମ 🌹🌹🌹🙏🙏🙏🙏🙏🙏🙏🙏🙏

  • @tapankumarchaudhury143
    @tapankumarchaudhury143 2 місяці тому +8

    Jay shreeram

  • @kumarprincecreation2663
    @kumarprincecreation2663 Місяць тому +1

    Question karuthiba bhai nk padatale mor koti koti pranam

  • @sanojkrdalai1046
    @sanojkrdalai1046 2 місяці тому +3

    ପ୍ରକାଶ ଭାଇ ଜଣେ ଶଚୋଟ ସ୍ବଭାବର ପିଲା ତେଣୁ ଓଡ଼ିଶା ର ପ୍ରାୟ ଅଧିକାସଂ ଲୋକ ଭଲ ପାଉଛନ୍ତି ❤