ମୁଁ ଜେଲ ଯିବାକୁ ଡରିନାହିଁ କି କିଏ ଭୁଲ କଲେ ଛାଡ଼ିବି ନାହିଁ || debasis_Story || Focus Plus || EP-10

Поділитися
Вставка
  • Опубліковано 27 лис 2024

КОМЕНТАРІ • 985

  • @Susheelavanya
    @Susheelavanya 3 місяці тому +180

    ସୁନ୍ଦର ମଣିଷ ଟିଏ ସୁଧାଂଶୁ ଭାଇ
    ଦୁର୍ନୀତି ଖୋର ନେତାଙ୍କ ପାଇଁ କୋକୁଆ ଭୟ
    ଆଉ ଗରିବ ସାଧାରଣ ଲୋକଙ୍କ ପାଇଁ ଭଗବାନ 🙏🙏🙏🙏🙏

    • @urmilakar7419
      @urmilakar7419 Місяць тому +3

      ଆଜି ମୋତେଖୁସିଲାଗ୍ନିଲାଏଇକଥାଟିସୂଣିଲି

  • @bhanumatibehera2006
    @bhanumatibehera2006 3 місяці тому +138

    ସୁଧାଂଶୁ ଜଣେ ସାହସୀ ସାମ୍ବାଦିକ. ଭଗବାନ ତାଙ୍କୁ ଘଣ୍ଟ ଘୋଡେଇ ରଖି ଥାଆନ୍ତୁ 🙏🏻❤❤❤❤❤❤

    • @cmeditz3320
      @cmeditz3320 2 місяці тому

      @@bhanumatibehera2006 😆😆😆😆

    • @ashuop6797
      @ashuop6797 2 місяці тому

      MmO😯💔💔😔👟😭👟😔🤗💔💔👟😅😅🎉😭👟💔💔💔👟😭👟

    • @ashuop6797
      @ashuop6797 2 місяці тому

      O999OmlOm.lomOm.ooo.9o.ol9om...oo99Pippinl.9m9iipmlmonionmoomomo99milkom

    • @ashuop6797
      @ashuop6797 2 місяці тому

      9m999momomloommmmmomm mm😔👟👟

  • @JatinKumar-uo2yk
    @JatinKumar-uo2yk 3 місяці тому +73

    ଆଜିକା ଯୁଗର ଜଣେ ହିଁ ନିର୍ଭିକ ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ସାର୍

  • @diptiranimahanty3413
    @diptiranimahanty3413 3 місяці тому +62

    ବହୁତ ସଠିକ ଏବଂ ସୁନ୍ଦର ପରିବେଷଣ।
    ଠିକ କୁ ଠିକ କହିବା ଯେମିତି ସତ
    ସେମିତି ଭୁଲ କୁ ଭୁଲ କହିବା ବି ସତ...

  • @bharatchandrabarik5921
    @bharatchandrabarik5921 3 місяці тому +72

    ସୁଧାଂଶୁ ବାବୁ ଜଣେ ସାହସୀ ଆଉ ନିର୍ଭୀକ ଯୁବ ସାମ୍ବାଦିକ , l like to him

  • @bijayakumarsahoo4623
    @bijayakumarsahoo4623 3 місяці тому +77

    ଏ ବାବୁଙ୍କ ପାଇଁ ଓଡ଼ିଶା ଗର୍ବ କରେ। ଧନ୍ୟବାଦ ବନ୍ଧୁ। ସୁଧାଂଶୁ Sir

  • @NandakiswarMallick
    @NandakiswarMallick 3 місяці тому +59

    ଜୟ ଶ୍ରୀ ରାମ ସୁଧାଂଶୁ ବାବୁ ଓଡିଶା ରନିର୍ଭିକ ସାହସିକ ସାମ୍ବାଦିକ

  • @himanshusekharpattanayak8455
    @himanshusekharpattanayak8455 3 місяці тому +33

    ଧନ୍ୟବାଦ ସୁଧାଂଶୁବାବୁ ଆପଣଙ୍କ news ପ୍ରଚାର କୁ

  • @pranabpatnaik4191
    @pranabpatnaik4191 3 місяці тому +74

    ସୁଧାଂଶୁ ସାର ଙ୍କ ସାହାସିକତା ।ବହୁତ
    ବଢିଆ। ଜଯ ଜଗନ୍ନାଥ

  • @HareKrushna-f3d
    @HareKrushna-f3d 3 місяці тому +24

    ସୁଧାଶୁ ବାବୁ ଆଉ ଦୃର୍ଗା ସିସି ଭାଈ ଏ ଦୁଇ ଜଣ ମୋ ଆଖିରେ ଅତୁଳନୀୟ ,ତାଙ୍କୁ ମୋର କୋଟୀ ପ୍ରଣାମ ଜଣାଉଛି ❤❤❤❤❤❤

    • @cmeditz3320
      @cmeditz3320 2 місяці тому

      @@HareKrushna-f3d 😆😆😆😆😆

  • @brajakishorepadhi4022
    @brajakishorepadhi4022 3 місяці тому +37

    ସୁଧାଂଶୁ ବାବୁଙ୍କୁ ଧନ୍ଯବାଦ ଏବଂ ନମସ୍କାର।

  • @amiyakumarsatapathy1490
    @amiyakumarsatapathy1490 3 місяці тому +37

    ରୋକ ଠୋକ କହିବା ପାଇଁ ସାହସ, କଲିଜା ଥିବା ଦରକାର.. Proud of you bapi bhai

  • @SureshPusti
    @SureshPusti 2 місяці тому +7

    ସୁଧାଶୁଂ ଭାଇଜଣେ ସୁନ୍ଦର ମଣିଷ, ସାହସି ମଧ୍ଯ, ସୁଧାଶୁଂଭାଇ ଆପଣଙ୍କୁ ଅସେସ୍ ଅସେସ୍ ଧନ୍ଯବାଦ, ଆଗକୁ ଆଗକୁ ମାଡିଚାଲ,

  • @SunilBehera-w6s
    @SunilBehera-w6s 3 місяці тому +26

    ଓଡ଼ିଶା ରେ ଦୁଇ ଜଣ ସାମ୍ବାଦିକ ଜଣେ ହେଲେ ସୁଧାଂଶୁ ବାବୁ ଆଉ ଜଣେ ହେଲେ ଦୁର୍ଗାଶିଶି ବାବୁ ଏମାନଙ୍କର ସାହସ କୁ ଧନ୍ୟବାଦ ❤❤❤❤❤

    • @kailashnayak1168
      @kailashnayak1168 3 місяці тому

      ଶ୍ରଦ୍ଧେୟ ସୁଧାଂଶୁ ବାବୁ ଙ୍କ ଏହି ସାକ୍ଷାତକାର ରେ ଖୋଲା କଥା ଗୁଡିକ ବହୁତ ଭଲ ଲାଗିଲା।

    • @cmeditz3320
      @cmeditz3320 2 місяці тому

      🤣🤣🤣🤣🤣

    • @cmeditz3320
      @cmeditz3320 2 місяці тому

      😆😆😆😆

  • @ganeshdalabehera6738
    @ganeshdalabehera6738 25 днів тому +3

    ଧନ୍ୟବାଦ ସୁଧାଂଶୁ ବାବୁ। ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ।

  • @balaramjhankar9002
    @balaramjhankar9002 3 місяці тому +23

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି...
    ଏ କଥା ଖାଲି ସୁଧାଂଶୁ ବାବୁ ଙ୍କ ମନରେ ଅଛି🙏🙏🙏🙏🙏

  • @NkRaju-nc3qx
    @NkRaju-nc3qx 3 місяці тому +53

    କଳିଙ୍ଗ ଷଣ୍ଢ ଭାଇ ଆମ ସୁଧାଂଶୁ ଭାଇ ଓଡ଼ିଶା ର ଷଣ୍ଢ ଟୋକା ସତ କହିବା ପାଇଁ କଲିଜା ଥିବା ଦରକାର ଜଉ ଟା ଆମ ଭାଇ ପାଖରେ ଅଛି love u bro ❤❤❤❤❤❤❤❤❤❤❤❤❤❤❤❤

    • @cmeditz3320
      @cmeditz3320 2 місяці тому

      😂😂😂😂

    • @lilamayasahu6669
      @lilamayasahu6669 2 місяці тому

      ​@@cmeditz3320ବୋକା ଚୁଡା ତ କି ସବୁ ଦାନ୍ତ ଦେଖୁଛ

    • @cmeditz3320
      @cmeditz3320 2 місяці тому

      @@lilamayasahu6669 ଲୀଳାମୟ ନା ପେଲ ମୟ 😆😆😆

    • @cmeditz3320
      @cmeditz3320 2 місяці тому

      @@lilamayasahu6669 ଲୀଳାମୟ pela maya 😆😆😆😆

  • @sunilpanda1665
    @sunilpanda1665 3 місяці тому +33

    ଭାରି ବଢିଆ କରୁଛ, ଦେବାଶିଷ। ତୁମ ଚ୍ୟାନେଲ ର ଉନ୍ନତି ହେଉ।

    • @itzsuni290
      @itzsuni290 3 місяці тому

      Sir nka no. Miliparibaki

  • @sabyasachi7111
    @sabyasachi7111 2 місяці тому +7

    ଆରମ୍ଭ ରୁ ଶେଷ ପର୍ଯନ୍ତ ଦେଖିଲି.......... ଏହି ପୋଡ଼କାଷ୍ଟ ଭଲ ଲାଗିଲା। ସୁଧାଂଶୁ ଭାଇଙ୍କ ନିଜ ଭିତରେ ଥିବା ମଣିଷ ପଣିଆ ପାଇଁ ମୋର ସେ ଭାରି ପସନ୍ଦ

  • @bharatchandrabarik5921
    @bharatchandrabarik5921 3 місяці тому +31

    ସୁଧାଂଶୁ ବାବୁ ଓଡ଼ିଶାରେ ଜଣେ ବାସ୍ତବ ହିରୋ ,ଆଉବି ଜଣେ ଭଲ ମଣିଷଟିଏ

  • @trilochanjena9614
    @trilochanjena9614 3 місяці тому +7

    ସୁଧାଂଶୁ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ୍ ଓ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ତା'ଙ୍କ ଉପରେ ଅଛି

  • @kalpatarujena9466
    @kalpatarujena9466 Місяць тому +2

    ନିର୍ଭିକ,ସତ୍ୟବାଦୀ, ସ୍ପଷ୍ଟଭାସୀ ସୁଧାଂଶୁ ଭାଇ ଙ୍କୁ ହୃଦୟରୁ ସଲାମ 🙏💐💐

  • @bapuojhaofficial
    @bapuojhaofficial 3 місяці тому +26

    ଉଚ୍ଚକୋଟୀର ପୋଡ଼କାଷ୍ଟ । ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଚିନ୍ତାଧାରା ପରିପ୍ରକାଶ କରିପାରିବାର ଏକ ମାଧ୍ୟମ । ନିର୍ଭୀକ ଆଲୋଚନା ପାଇଁ ଉଭୟଙ୍କୁ ଶୁଭେଚ୍ଛା ।

  • @PrasantakumarSahoo-ug9hc
    @PrasantakumarSahoo-ug9hc 3 місяці тому +14

    ଅତି ସୁନ୍ଦର କଥା। 👌

  • @Moprativa
    @Moprativa 3 місяці тому +148

    ସୁଧାଂଶୁ ସାର ଙ୍କ ଭଳି ସାହାସିକତା ସାମ୍ବାଦିକ ବୋଧେ ଓଡ଼ିଶାରେ କେହି ନ ଥିବେ

    • @brpalai9015
      @brpalai9015 3 місяці тому +7

      Kichhi sahasikata nai ...😂😂
      Tame jaha ku birodh kariba ta birodha re tame sahasa dekheiba 😂😂
      Ebe dekhiba bjp birodh re kete sahasa dekheibe 😂😂

    • @satyajitpati9463
      @satyajitpati9463 3 місяці тому +5

      Kete sahasi ame dekhichu 😂😂

    • @therepublichindustan1
      @therepublichindustan1 3 місяці тому

      ଅନେକ ଅଛନ୍ତି କିନ୍ତୁ କ୍ରାନ୍ତୀୟ ବିଚାର ଧାରା ର ବହୁ ଦୁରରେ

    • @jivanpattanayak6120
      @jivanpattanayak6120 3 місяці тому +2

      Ebe kan IAS?

    • @justpetsdogkennel9036
      @justpetsdogkennel9036 3 місяці тому

      Bjp chamcha chhada au kn odisha pain sangharsh karicha faltu news

  • @pkrout9473
    @pkrout9473 3 місяці тому +17

    ଗଣମାଧ୍ୟମ ଜଗତର ଏହି ଖବର ଚକିତ କରିଦେବ।

  • @rajeshkumarsahurajesh383
    @rajeshkumarsahurajesh383 3 місяці тому +24

    ଆହା... କି ସୁନ୍ଦର୍ ଖୋଲା କଥା
    ଏମିତି ସମସ୍ତେ ହେବା ପାଇଁ ଚେଷ୍ଟା କରନ୍ତୁ।

  • @TIKILIMA
    @TIKILIMA 3 місяці тому +38

    ମିଡ଼ିଆ ଜଗତର ରାଜା ସୁଧାଂଶୁ ସାର୍

  • @dillipmahakud9867
    @dillipmahakud9867 3 місяці тому +26

    ସାମ୍ବାଦିକ ଜଗତରେ ବାଘ❤❤❤

    • @cmeditz3320
      @cmeditz3320 2 місяці тому

      @@dillipmahakud9867 😆😆😆😆

    • @BhaktachBehera
      @BhaktachBehera 2 місяці тому

      Sundyansu
      Babuapank
      Monanmardiantu❤❤j

  • @ODIAMBJSHORT003
    @ODIAMBJSHORT003 3 місяці тому +9

    One Man Army Sudhanshu Sir , Great Sudhanshu sir

  • @sukantapradhan4727
    @sukantapradhan4727 3 місяці тому +9

    Sudhansu Babu M A D I CHALA .Don't afraid to any body .God bless you .❤❤❤

  • @bindashmusic143
    @bindashmusic143 3 місяці тому +7

    Best reporter debashis sir &also sudhanshu sir.conversation style of debasish sir& u are also a brave podcaster 👍👍

  • @LaxmidharBehera-556
    @LaxmidharBehera-556 3 місяці тому +6

    Sudhansu rout is a lion of focus plus & news channel of social media Really great 👍👍👍..

  • @jayantakumarmuduli8652
    @jayantakumarmuduli8652 2 місяці тому +2

    ସୁଧାଂଶୁ ବାବୁଙ୍କ ଲଢେଇ, ମୁଷ୍ଟିମେୟ ବ୍ୟକ୍ତି ଙ୍କ ବିରୁଦ୍ଧରେ,, କଳା ସାମ୍ରାଜ୍ୟ ବିରୁଦ୍ଧରେ, 👍👍❣️

  • @Business-in-Odia
    @Business-in-Odia 3 місяці тому +9

    Sudhanshu Babu I think only one person in Odisha chage the world of reporting in side Odisha for the State.

  • @MalayaRanjanPradhan-co9pk
    @MalayaRanjanPradhan-co9pk 3 місяці тому +5

    Sudhansu sir , your braveness, sharpness of talking about truth,fight against corruption, best analisis of script, heartly Namaste.jay jagannath.

  • @satiyanarayanpattnayak1754
    @satiyanarayanpattnayak1754 3 місяці тому +9

    ବହୁତ ବଢିଆ କଥା କହିଲେ ସୁଧାଂଶୁ ଭାଈ ଧନ୍ୟବାଦ ।ରମେଶ ଜେନା ଭଳି ଜଣେ ଦୁ଼ଖିର ଦୁଃଖ ବୁଝିବା ରାଜନେତାଙ୍କୁ ଗଞ୍ଜାମ ଜିଲ୍ଲାରେ ସମସ୍ତେ ଭଲ ପାଆନ୍ତି ।

  • @pankajparida8133
    @pankajparida8133 2 місяці тому +4

    ସୁଧାଂଶୁ ଭାଇ "ଧର୍ମର ହେବ ଜୟ " ସତ ସବୁବେଳେ ସତ.... କେହି ଏଠି ଗୁଆ ଦିଆ ବନ୍ଧୁ ନୁହନ୍ତି 👍👍👍👍 ଏମିତିକା ସଚୋଟ confidence blood ଓଡିଶା ର ସାମ୍ବାଦିକ ମାନଙ୍କରେ ବହିବା ଦରକାର...... ଦୁଇଜଣ କବଳ ସୁଧାଂଶୁ ଭାଇ & ଦୁର୍ଗଶିଷ ଭାଇ.... ରୋକ ସାକୋ ତୋ ରୋକ ଲୋ....

  • @pravatrout421
    @pravatrout421 3 місяці тому +10

    ଭାଇ ପୁରା ଘାଣ୍ଟିବେ ଏଥର ଦୁଇ ନମ୍ବରୀ ପୁରା ହୁସିଆର 🌹👌👌👌👌

  • @kalandib.spurofficial1551
    @kalandib.spurofficial1551 2 місяці тому +2

    ମୁଁ ବି ଆଦିବାସୀ ହିସାବରେ କହିବି,,,ସୁଧାଂଶୁ ଭଳି rokthhok ଲୋକ ଆଉ ନାହାନ୍ତି।।।perfect ସାମ୍ବାଦିକ ,,,I salute to Him।।।

  • @birabajrang1177
    @birabajrang1177 3 місяці тому +5

    ଠିକ୍ କଥା ସାର୍ ଧନ୍ୟବାଦ

  • @SunakarNayak-cj8qv
    @SunakarNayak-cj8qv 2 місяці тому +2

    ସୁଧାଂଶୁ ସାର ଆପଣଙ୍କ ଉପସ୍ଥାପନା ଅତି ସୁନ୍ଦର ଭାବରେ ଉପସ୍ଥାପନା ଅତି ସୁନ୍ଦର୍। ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ।

  • @karmajibi6193
    @karmajibi6193 3 місяці тому +10

    କିଛି ଶ୍ରମିକ ନେତା ଓ ପ୍ରକୁତରେ ସାମାଜିକ କର୍ମୀ ସେମାନଙ୍କ ସାକ୍ଷାତକାର ନେବାର ବ୍ୟବସ୍ଥା କରିବାକୁ ଅନୁରୋଧ।

  • @abhinnakumarsahoo3384
    @abhinnakumarsahoo3384 Місяць тому

    Bahut bahut bahut Dhanyabad Sudansu Babu-Ajia dunia pain perfect medicine apanaka paakhare...

  • @Tarang_TV___000
    @Tarang_TV___000 3 місяці тому +9

    ଠିକ୍ କଥା ... ଭୁଲ୍ କୁ ସବୁବେଳେ ବିରୋଧ କରିବା ଉଚିତ୍👍👍 ... ଯାହା ହଉ ଦେବାଶିଷ ବ୍ରୋ U Are Great 🔥👍🏻... Podcast ଭିଡ଼ିଓ ଟେ ବହୁତ୍ ଭଲ ଥିଲା🎉😊👍🏻👍🏻

  • @kishorchandramallik3364
    @kishorchandramallik3364 2 місяці тому +2

    ଓଡ଼ିଶା ର ନମ୍ୱର -1 ସାହାସି ରିପୋର୍ଟର ଆପଣ ସତ୍ୟ,ଧର୍ମ, ଓ ନ୍ୟାୟର ସହିତ ଏ ସମାଜ ପାଇଁ ଲଢ଼ୁଛନ୍ତି ଆପଙ୍କ ସାଥିରେ ଭଗବାନ୍ ଅଛନ୍ତି we are proud of you sudhanshu Babu ଭଗବାନ୍ ଆପଣଙ୍କର ମଙ୍ଗଳ କରନ୍ତୁ।❤❤❤❤❤❤❤🎉🎉🎉🎉🎉

  • @ModifyingCartoonz2022
    @ModifyingCartoonz2022 3 місяці тому +16

    ରୋକ ଠୋକ କହିବା ପାଇଁ କଲିଜା ଦରକାର ଯାହାକି ସୁଧାଂଶୁ ସାର ଙ୍କ ପାଖରେ ଅଛି 🙏

  • @pradeephota4152
    @pradeephota4152 2 місяці тому +1

    ସୁଧାଂଶୁ ଭାଇ ଧନ୍ୟବାଦ ❤ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @bijayakumarsahoo4623
    @bijayakumarsahoo4623 3 місяці тому +5

    ସୁଧାଂଶୁ ବାବୁଙ୍କ ପରି ଆଉ କିଛି ସାମ୍ବାଦିକ ଓଡ଼ିଶା ପାଇବାକୁ ଆଶାକରେ। ଜାଗ୍ରତ ହୁଅନ୍ତୁ ପ୍ରତ୍ୟେକ ସାମ୍ବାଦିକ ବନ୍ଧୁ ଏଇପରି ସଚ୍ଚୋଟ ହୋଇ କିଛି ଓଡ଼ିଶା ପାଇଁ କରିବା।

  • @PritiranjanBadal
    @PritiranjanBadal 23 дні тому +1

    🎉ok🎉bhae😁

  • @jeetendrakumarmohanty2963
    @jeetendrakumarmohanty2963 3 місяці тому +7

    ନିର୍ଭୀକ ଓ ସାହାସୀ ସାମ୍ବାଦିକ ସୁଧାଂଶୁ ରାଉତ୍, ଏଇ ଭଳି ସାମ୍ବାଦିକ ଦେଶକୁ ଦରକାର।

  • @kalpatarujena9466
    @kalpatarujena9466 Місяць тому

    ସଂଘର୍ଷ ହିଁ ଜୀବନ 🙏💐

  • @pkrout9473
    @pkrout9473 3 місяці тому +10

    ରାଜ୍ୟ ରେ ନମ୍ବର ୱାନ ସିଂହମ୍

  • @lingarajsethi8090
    @lingarajsethi8090 Місяць тому

    Vry daring journalist ସୁଧାଂଶୁ ଭାଇ

  • @BiswajitNayak-c4d
    @BiswajitNayak-c4d 3 місяці тому +4

    Talented journalist Sudhanshu babu

  • @BinayakMohanty-t8j
    @BinayakMohanty-t8j 26 днів тому

    U r the real hero. Lord Jagannath is always with u. Go ahead.

  • @cksportsnews1748
    @cksportsnews1748 3 місяці тому +8

    ସୁଧାଂଶୁ ଭାଇ best ସାମ୍ବାଦିକ of india

  • @ramakantachhtoi1067
    @ramakantachhtoi1067 2 місяці тому

    ଜୟଜଗନ୍ନାଥଭାଇ ଅତିସୁନ୍ଦର ମତାମତ ଧନ୍ୟବାଦ ଭାଇ ❤

  • @debashissenapati7049
    @debashissenapati7049 3 місяці тому +5

    ନିର୍ଭୀକ ସାମ୍ବାଦିକ

  • @HemantaBagal-g9v
    @HemantaBagal-g9v 3 місяці тому +5

    Right bhai ସବୁଦିନ ସୁଖରେଥାଆନ୍ତୁ

  • @mihirranjansahoo5397
    @mihirranjansahoo5397 Місяць тому

    Sudhanshu Babu nka pura dairing khata , pura true khata suni ku bahut vala lagila nije bi inspire heli. Thanks

  • @sujitkumarbehera7359
    @sujitkumarbehera7359 3 місяці тому +5

    ସୁଧାଂଶୁ ଭାଇ ଭଲ ସାମ୍ବାଦିକ ସେ ଜଣେ ସାହାସୀ ସାମ୍ବାଦିକ

  • @dutyon2death583
    @dutyon2death583 3 місяці тому +2

    Actually you are media Don .Hartly salute to you Sudhanshu babu❤

  • @BaikunthaPrusty-jp2bp
    @BaikunthaPrusty-jp2bp 3 місяці тому +3

    ଧନ୍ୟବାଦ ସୁଧାଂଶୁ

  • @nabakishorebehera5002
    @nabakishorebehera5002 Місяць тому

    ଏମିତି ସାମ୍ବାଦିକ ମୁଁ ଆଗରୁ କେବେ ଦେଖିନି ସୁନ୍ଦରମଣିଷ ସୁଧାଶୁ ଧନ୍ୟବାଦ ଆଗେଇଚାଲ୍

  • @bharatpatra2631
    @bharatpatra2631 3 місяці тому +3

    ଭା ଇ ଆ ଜି କା ଲି ଜି ଏ
    ସ ତ କ ହୀ ଲା ତା ପ ଛରେ
    ଖିଲ ପ ସି ଲା
    ❤❤❤❤❤❤

  • @prabhakardalei5392
    @prabhakardalei5392 Місяць тому

    S🙏🙏🙏👌👌👌❤️❤️❤️ମୋ ହୃଦୟ ଜିତିଗଲ ଓଡ଼ିଶାରେ ଏମିତି ଭାଇ ସବୁଠି ରହିବା ଦରକାର

  • @sanjaypanda7984
    @sanjaypanda7984 3 місяці тому +4

    ସୁଧାଂଶୁ ସାର୍ ଙ୍କ ପାଇଁ ଆମେ ଗର୍ବିତ

  • @kamalabhuyan8374
    @kamalabhuyan8374 3 місяці тому +1

    ସୁଧାଂଶୁ ତୁମେ ଜଣେ ସୁନ୍ଦର ମଣିଷ ଖୋଲା ହୃଦୟରେ ସବୁ କଥା ବହୁତ୍ ଭଲ ଲାଗିଲା ଧନ୍ୟବାଦ୍

  • @DebendraMishra-i4w
    @DebendraMishra-i4w 3 місяці тому +5

    Bahut bhalalagila.

  • @winnerhabit
    @winnerhabit 3 місяці тому

    ସୁଧାଂଶୁ ଭାଇ Love 💕 you bro.
    I m a big fan of ur unbeatable truth word .
    ସତ୍ୟ କଠୋର ହୋଇଥାଏ ଭାଇ - ଆପଣ ସୁରକ୍ଷିତ ରୁହନ୍ତୁ ଭାଇ - ଜୟ ଜଗନ୍ନାଥ

  • @jatinkumarbarik9574
    @jatinkumarbarik9574 3 місяці тому +4

    ନିର୍ଭୀକ ସାମ୍ବାଦିକ, ସୁଧାଂଶୁ, ଓଡିଶା ରେ ଅପ୍ରତିଦ୍ବନ୍ଦୀ I

  • @kunadigal21
    @kunadigal21 Місяць тому

    ସୁଧାଂଶୁ ଭାଇ ଜିନ୍ଦାବାଦ 👍🏻🌹🙏🏻

  • @laxmidharhasda6209
    @laxmidharhasda6209 3 місяці тому +7

    ସାହସୀ ସାମ୍ବାଦିକ ସୁଧାଂଶୁ ଭାଇ

  • @debnayak7777
    @debnayak7777 2 місяці тому +1

    ଦେବାଶିଷ ଭାଇ ଯାହା କୁହ ଆପଣଙ୍କ talking style ଆଉ question ପଚାରିବାର ଶୈଳୀ ଓଃ beautiful

  • @prabhakartripathy5672
    @prabhakartripathy5672 3 місяці тому +3

    Sudhansu raut grate man

  • @rinaranipingua266
    @rinaranipingua266 2 місяці тому

    Apana nk podcast bahut bhala laguchi... Apana nku gote request apana amiti odia re hi karantu🎉🎉🎉

  • @urmilamohanty8131
    @urmilamohanty8131 3 місяці тому +3

    Danyabad;sudhansu;babu

  • @sandhyamohanty6688
    @sandhyamohanty6688 3 місяці тому

    Heartly congratulate Sudhanshu for your brave and truth .God bless you .

  • @GolekhachandraGana
    @GolekhachandraGana 3 місяці тому +4

    Jay jagannath

  • @subhamdad4355
    @subhamdad4355 2 місяці тому

    ଅତି ସୁନ୍ଦର ଭାବରେ ସଚେତନତା ସୃଷ୍ଟି କରିବା ଦରକାର

  • @Amabhaivlogs-1995
    @Amabhaivlogs-1995 3 місяці тому +5

    ସୁଧାଂଶୁ ଶେଖର ରାଉତ ଗୋଟେ ବାଘ ରେ ତାକୁ ଡରେଇବା ଭାରି କଷ୍ଟ

  • @laxmidharnayak4191
    @laxmidharnayak4191 2 місяці тому

    You are pride of odisha.I pleased to know something about your life. Hope you will create more history in free journalism. Many many thanks. God bless you always.

  • @BabitaMishra-yx2hr
    @BabitaMishra-yx2hr 3 місяці тому +3

    ସେତିକି ନଭୋଗିଲେ ପାଟିରୁ ଏଭଳି ବାହାରିବ ନାହିଁ ।

  • @ratanmajhi4759
    @ratanmajhi4759 Місяць тому

    ଦୁଃଖ ଓ ସୁଖ ଦୁନିଆ ସୁଧାଂଶୁ ବାବୁ ଆପଣ ଜଣେ ସଂଗ୍ରାମୀ ସାମ୍ବାଦିକ, ଆପଣ ଙ୍କ ଲମ୍ବା ରାସ୍ତା ଖୋଲା ରହିଛି। ସତ୍ୟ ପଥରେ ଆଗେଇ ଚାଲି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଶ୍ରୀ ରତନ ମାଝୀ ଉପ ସଭାପତି ଜିଲ୍ଲା ଜନ ଜାତି ସୁରକ୍ଷା ମଞ୍ଚ ନବରଙ୍ଗପୁର

  • @batuchandranath7247
    @batuchandranath7247 3 місяці тому +1

    Sudhanshu sekar rout is a strong legal journalist innovation of public administration,

  • @143Travelindia
    @143Travelindia 2 місяці тому +1

    ତୁ ବଜନା 😂 ସୁଧାଂଶୁ ଭାଇ is great 😊🙏

  • @rajendrabehera8215
    @rajendrabehera8215 3 місяці тому +1

    ସୁଧାଂଶ ବାବୁ ଆପଣଙ୍କର ସାହାସିକତାକୁ ଧନ୍ୟବାଦ.

  • @gourishankarhota4071
    @gourishankarhota4071 2 місяці тому

    Hatsoff to Mr.Rout. God Bless You.

  • @ramachandratarai963
    @ramachandratarai963 2 місяці тому

    Ara bhi ea real hero.....kalinga sandha...salut bro🙏🙏🙏

  • @binodkumarsahoo7355
    @binodkumarsahoo7355 2 місяці тому

    Ed.Focus,U my proud Odisha
    Free heart full discuss to Speak for public 'oponion
    Many many Thanks

  • @krushnaprasadmohanty3831
    @krushnaprasadmohanty3831 2 місяці тому

    ଧନ୍ୟବାଦ - ସୁଧା°ଶୁ - ଶୁଭାଶ୍ରିବାଦ ...

  • @prasantkumarmallick5636
    @prasantkumarmallick5636 2 місяці тому

    ବହୁତ ବହୁତ ଧନ୍ୟବାଦ

  • @subashchandra7563
    @subashchandra7563 2 місяці тому

    King of journalism ସୁଧାଂଶୁ ଭାଇ

  • @kailashchandrasahoo8259
    @kailashchandrasahoo8259 2 місяці тому

    Really great Sudhanshu babu.we are proud for you. God bless you always

  • @ashoksamratcreation
    @ashoksamratcreation 2 місяці тому

    Tiger of journalist sudhansu

  • @TikeswarSa-n3w
    @TikeswarSa-n3w 2 місяці тому

    ସୁନ୍ଦର୍ ବହୁତ୍ ସୁନ୍ଦର୍ ସୁଧାଂଶୁ ବାବୁ ମାଡ଼ି ଚାଲ

  • @mahapurush999
    @mahapurush999 2 місяці тому

    Sudhanshu Babu is challenging person,I like it.

  • @pratimajena9513
    @pratimajena9513 3 місяці тому

    ସୁନ୍ଦର,ସୁଧାଂଶୁ ବାବୁ ବହୁତ ଭଲ ମଣିଷ ❤

  • @Puspa-lata
    @Puspa-lata 3 місяці тому +1

    ଅତି ସୁନ୍ଦର ମଣିଷ ସୁଧାଂଶୁ ଭାଇ, ଲାଞ୍ଚ ଖିଆ ପୋଲିସ ଓ ଦଲାର ନେତା ଙ୍କୁ କୋକୁଆଭୟ ସୁଧାଂଶୁ ଭାଇ ❤❤❤❤