ଭୁଲ୍ ରେ ପହଞ୍ଚି ଗଲି ଭୁତ ଘରେ || ANDAMAN ROSS ISLAND

Поділитися
Вставка
  • Опубліковано 28 жов 2024

КОМЕНТАРІ • 1,3 тис.

  • @SDUUMRRM
    @SDUUMRRM 2 місяці тому +230

    କିଏ କିଏ ଚାହୁଁଛନ୍ତି ଅଗଷ୍ଟ ମାସ ୩୧ ଭିତରେ ଲବ ଭାଇଙ୍କ ର 1 million ହେବାକୁ ଲାଇକ୍ କରୁନ୍ତୁ❤❤

  • @birshahanhaga953
    @birshahanhaga953 2 місяці тому +56

    ବହୁତ ସୁନ୍ଦର ଜାଗା। ମୟୁରଭଞ୍ଜ ଜିଲ୍ଲା ଶରତ ରୁ

  • @P.B.ODIAEXPRESS
    @P.B.ODIAEXPRESS 2 місяці тому +199

    ଓଡ଼ିଶା 1 number blogger ଲବଭାଇ 🪔🪔🙏🙏🚩👏🫶

  • @G.kodia900
    @G.kodia900 2 місяці тому +20

    ବହୁତ ସୁନ୍ଦର ଦୃଶ୍ୟ ଦେଖେଇ ଥିବାରୁ ଧନ୍ୟବାଦ ‌ଆମେ ଘରେ ବସି ବହୁତ କିଛି ଜାଣିବାକୁ ଏବଂ ଦେଖିବାକୁ ମିଳୁଛି 👌👍👍👍 ଧନ୍ୟବାଦ 🙌🙌Take care of you

  • @binodkumar-px7ld
    @binodkumar-px7ld 2 місяці тому +116

    ବହୁତ ଆକର୍ଷଣୀୟ ଏବଂ ଆଶ୍ଚର୍ଯ୍ୟର ଘର ବହୁତ୍ ପୁରୁଣା ଘର ସବୁ ଲବଭାଇ ଆମପାଇଁ ବଢ଼ିଆ ବଢ଼ିଆ ଭିଡିଓ ତିଆରି କରି ଅନେକ ଆମ ମନକୁ ଖୁସି ଦେଉଛନ୍ତି...!! ଜୟ ଜଗନ୍ନାଥ 🙏

  • @SandeepKumar-c7m1o
    @SandeepKumar-c7m1o 2 місяці тому +19

    ସତରେ ଏ ଦୁନିଆ କେତେ ସୁନ୍ଦର ❤

  • @subham1954
    @subham1954 2 місяці тому +86

    ଆଉ ଗୋଟେ ନୂଆ ଭିଡିଓ ପାଇଁ ଲବ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤ ଜୟ ଜଗନ୍ନାଥ ❤❤❤

  • @manojpradhan3184
    @manojpradhan3184 2 місяці тому +45

    ଜୟ ଜଗନ୍ନାଥ ଲଭ ଭାଇ ବହୁତ ବହୁତ ଧନ୍ୟବାଦ ତୁମେ ହଁ ଆମ ଓଡ଼ିଶାର ପ୍ରକୃତରେ ମଣିଷ ପଣିଆ ଜୟ ଜଗନ୍ନାଥ

  • @sarbeswarasisa1810
    @sarbeswarasisa1810 2 місяці тому +62

    ବହୁତ୍ ଶୀଘ୍ର 1million subscriber ହେଇ ଯାଉ ଭାଈ All time full support ❤ from koraput odisha

    • @raimaniproduction
      @raimaniproduction 2 місяці тому +2

      ଆଉ ବାକି ରହିଲା ୧୦୦୦ Subscriber ଭାଇ ଭଉଣୀ ମାନେ😊🎉🎉❤

    • @sorenstarlucky5060
      @sorenstarlucky5060 2 місяці тому +1

      10K​@@raimaniproduction

  • @KhushiDanceDhamaka
    @KhushiDanceDhamaka 2 місяці тому +33

    ଓଡିଶା ର ସବୁ best volger laba bhai🎉❤

  • @dulumho2772
    @dulumho2772 2 місяці тому +33

    ଜୟ ଜଗନ୍ନାଥ ଲବ ଭାଇ ବହୁତ୍ ସୁନ୍ଦର୍ ଲାଗିଲା

  • @debabrataswain8842
    @debabrataswain8842 2 місяці тому +15

    ଧନ୍ୟବାଦ ଲବ ଭାଇ । ମହାପ୍ରଭୁ ଆପଣଙ୍କୁ ଭଲରେ ରଖନ୍ତୁ।

  • @KabitaBarik-jq3hr
    @KabitaBarik-jq3hr 2 місяці тому +9

    ଓଡ଼ିଶାର ନମ୍ବର 1 vlogger ଲବ ଭାଇ ❤️❤️❤️❤️

  • @deepakpradhan3738
    @deepakpradhan3738 2 місяці тому +9

    ଧନ୍ୟବାଦ ବଡ଼ ଭାଇ । ଭଗବାନ ଆପଣଙ୍କୁ ଆଶିର୍ବାଦ ପ୍ରାପ୍ତ କରନ୍ତୁ ।

  • @Jy_215
    @Jy_215 2 місяці тому +33

    ଏମିତି ସୁନ୍ଦର ଦୃଶ୍ୟ ଦେଖାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ take care ❤️🙌🙏

  • @sasmitasahujaba1264
    @sasmitasahujaba1264 2 місяці тому +7

    Thanks bhai..... ଇତିହାସ ଆଉ ଭୂଗୋଳ କୁ ବୁଝେଇବାରେ ବହୁତ ହେଲ୍ପ ହେବ 🎉

  • @kalebdigal7202
    @kalebdigal7202 2 місяці тому +8

    990k Subscribe ଲୋଭ ଭାଇ congratulations ଆଉ କିଛଦିନ ର ଅପେକ୍ଷା 1 million

  • @lizadas6636
    @lizadas6636 2 місяці тому +14

    30 december 1943 re netaji subhash chandra bose hoisting the Indian National flag for the first time on the sail of port Blair thank you laba bhai 🙏🙏

    • @pratapkumarmeher2887
      @pratapkumarmeher2887 2 місяці тому

      Are tme laba bhai ra bi vdo dekha.... Badhiya👍👍.....Mte janila ki lapson education channel re cls re 😝😮

  • @durjyasanta8223
    @durjyasanta8223 2 місяці тому +8

    ବହୁତ ସୁନ୍ଦର ଜାଗା ଭାଇ❤❤❤

  • @AnjaliMishra-sl5xg
    @AnjaliMishra-sl5xg 2 місяці тому +3

    Thank you laba bhai bahut sundar lagila ae video ta

  • @Groupofsantalkola868
    @Groupofsantalkola868 2 місяці тому +7

    1million hebaku 10k baki ochhi to laba bhai ro video ku bohut matra re share koro guys

  • @badalbehera929
    @badalbehera929 2 місяці тому +15

    ଜନ୍ମାଷ୍ଟମୀ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉

  • @hoknowledgeodisha
    @hoknowledgeodisha 2 місяці тому +459

    ମୟୂରଭଞ୍ଜ ରୁ କିଏ କିଏ ଅଛନ୍ତି 👍☺️❤❤ ଦିଲ୍ ରୁ ଗୋଟେ ହୋଇଯାଉ

    • @hansdahram1271
      @hansdahram1271 2 місяці тому +12

      ବିଶୋଇ ,ଖଡମ୍ ଵେଡା

    • @KoroTudu-hv7zb
      @KoroTudu-hv7zb 2 місяці тому +6

      Bijatala ​@@hansdahram1271

    • @sbostpro5249
      @sbostpro5249 2 місяці тому +6

      ମୁଁ ଉଦଳା ରୁ😊...

    • @jddaa8562
      @jddaa8562 2 місяці тому +2

      Jd dada

    • @Sached299
      @Sached299 2 місяці тому

      ​@@jddaa8562ଖୁଣ୍ଟା

  • @THESMARTVLOGGER
    @THESMARTVLOGGER 2 місяці тому +5

    ହୃଦୟରୁ ଧନ୍ୟବାଦ ଲୋବ ଭାଇ ଆପଣ ଏତେ ସୁନ୍ଦର୍ ସୁନ୍ଦର୍ ଦେଶ ବିଦେରେ ବୁଲୁଛନ୍ତି ଆଉ ଆମକୁ ଏତେ ଭଲ ଭଲ location ଶହ ଭଲ ଭଲ ପ୍ଲେସ ଆଉ Nature animals wildlife ଦେଖାଉଛନ୍ତି ସେଥିପାଇଁ ହୃଦୟରୁ ଧନ୍ୟବାଦ ମୁଁ ଆପଣଙ୍କ 📷 ଭିଡିଓ ରେଗୁଲାର ଦେଖେ I am proud of you & your work 😊ki ଆମେ ଓଡ଼ିଶା ରେ ଥାଇ ମଧ୍ୟ ସବୁ ଦେଶ ଦେଖିପରୁଚୁ ସେଇଟା ବି କେଵଳ ଆପଣଙ୍କ ପାଈଁ ସମ୍ଭବ ହେଇ ପାରୁଚି ଏମିତି ସବୁବେଳେ ଭଲରେ ରୁହ ଖୁସିରେ ରୁହ ଆଉ ଏମିତି ଭଲ ଭଲ ଭିଡିଓ ଅପଲୋଡ଼ କର love from Cuttack odisha ❤

  • @alokkumarkhuntia9137
    @alokkumarkhuntia9137 2 місяці тому +23

    ଭାଇ ତମ ଭିଡିଓ ବହୁତ ଡେରିରେ ଆସୁଛି ତମ ଭିଡିଓ ଦେଖିବାକୁ ବହୁତ୍ ଭଲ ଲାଗେ

  • @manumurmu4511
    @manumurmu4511 2 місяці тому +5

    Videi ବହୁତ ଭଲ ଲାଗୁଛି, ଜୟ ହୁ Laba Bhai

  • @paramanandanaik-xm8cc
    @paramanandanaik-xm8cc 2 місяці тому +32

    କେନ୍ଦୁଝର ରୁ କିଏ କିଏ ଦେଖୁଛନ୍ତି ଦିଲ ସେ like କରନ୍ତୁ jay Jagannath

  • @sushantapujhari634
    @sushantapujhari634 2 місяці тому +2

    ବହୁତ ସୁନ୍ଦର ଜାଗା ❤❤❤❤

  • @yugeshsabar1657
    @yugeshsabar1657 2 місяці тому +17

    କିଏ କିଏ ଚାହୁଁଛ କାଲି ସୁଦ୍ଧା 1million subscriber hou ବୋଲି like କର ❤❤❤

  • @snath6244
    @snath6244 2 місяці тому

    ଲବ ଭାଇ ଆମ ପାଇଁ ବହୁତ କଷ୍ଟ କରି ବହୁତ ସୁନ୍ଦର ସ୍ଥାନ ଦେଖାଉଛନ୍ତି ସେଥି ପାଇଁ ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ଭାଇ ସବୁବେଳେ ଖୁସିରେ ରୁହ । ଭଗବାନ ତୁମର ମଙ୍ଗଳ କରନ୍ତୁ। 1 million ଶୀଘ୍ର ହେଇଯାଉ।

  • @hansdahram1271
    @hansdahram1271 2 місяці тому +7

    ଅପେକ୍ଷା ର ଅନ୍ତ । ସମସ୍ତେ ଖୁସି ତ !

  • @T.japani
    @T.japani 2 місяці тому +3

    ଲବ ଭାଇ ସତରେ ତୁମେ ବହୁତ ପରିଶ୍ରମୀ।😍

  • @basantibijayalaxmiexpress8990
    @basantibijayalaxmiexpress8990 2 місяці тому +15

    ତୁମ ଭିଡିଓ ଦେଖିବାକୁ ବହୁତ ଭଲ ଲାଗେ ❤ମୁଁ ପୁରୀରୁ ଦେଖୁଛି 😂

  • @suraihansdah881
    @suraihansdah881 2 місяці тому +2

    Han bhai mu bhi kolapani kotha bohi re podhichhi kintu dekhi no tholi apanakara ashirbad re video re dekhuchhi thank you lobo dada.

  • @naikbabu6544
    @naikbabu6544 2 місяці тому +72

    କେଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି❤❤👍👍କର

  • @birabalmunda75
    @birabalmunda75 2 місяці тому +4

    Bhagabannku mu atiki prayer karu6i labo bhainkara ganesh chaturthi before 1M subscribers heijau

  • @ChandrayMajhi-we9rm
    @ChandrayMajhi-we9rm 2 місяці тому +3

    DRON CAMERA THILE Cinematic Shoot Gzbbb lagithanta 😮😮😮😮❤❤❤❤

  • @bhagabanmajhi
    @bhagabanmajhi 2 місяці тому +3

    ସିଙ୍ଗା ପୁର ତୋରେ ଜାହ ଭାଇ mast jaga achi

  • @manojkumartalandi2641
    @manojkumartalandi2641 2 місяці тому +10

    Jay Jagannath laba Bhai

  • @narayantripathynarayantrip2865
    @narayantripathynarayantrip2865 2 місяці тому +1

    Beautiful place of Andaman islands safe travels 🧳🧳 happy journey God bless you

  • @A.M.Cute_Baby
    @A.M.Cute_Baby 2 місяці тому +59

    କୋଉ ମାନେ ବିଦେଶରୁ ଦେଖୁଛ ସେମାନେ like କରନ୍ତୁ ❤❤👇

  • @dasarathimohapatra618
    @dasarathimohapatra618 2 місяці тому +2

    ଜୟ ଜଗନ୍ନାଥ, ଅତି ସୁନ୍ଦର ଲାଗିଲା ଭିଡିଓ ଟି,

  • @babanilakanteswer1657Raju
    @babanilakanteswer1657Raju 2 місяці тому +3

    Laba bhai ku jaldi subscribe kariya 10.000 subscribe ahuri raila...❤❤🎉🎉🎉🎉 ..nice travel

  • @GyanaranjanNial
    @GyanaranjanNial 2 місяці тому +1

    Mere sapanna tha Andaman dekhne ka aap pura kar diya bhai. Jay kalahandi

  • @paramanandanaik-xm8cc
    @paramanandanaik-xm8cc 2 місяці тому +58

    ଏଇ ଭିଡ଼ିଓ ପାଇଁ କିଏ କିଏ ଅପେକ୍ଷା କରିଥିଲେ ଲାଇକ କରନ୍ତୁ 👍👍👍👍👍👍👍👍👍👍👍

  • @TapuNaik-jh4ll
    @TapuNaik-jh4ll 2 місяці тому +3

    ଲବ ଭାଇ ବହୁତ ସୁନ୍ଦର ଭିଡିଓ

  • @SanjayKumarBehera-ld7we
    @SanjayKumarBehera-ld7we 2 місяці тому +8

    ଜୟ ଜଗନ୍ନାଥ ଓଡ଼ିଶା ର ସମସ୍ତ ଭାଈ ଭଉଣୀ ମାନଙ୍କୁ 👍⭕‼️⭕

  • @Nita143b-yi8zm
    @Nita143b-yi8zm 2 місяці тому +4

    ଲବ ଭାଇ ର ଭିଡିଓ ଗୋଟେ ଫିଲ୍ମ୍ ଠାରୁ କମ୍ ନୁହେଁ ❤❤❤❤❤

  • @SarojaHembram
    @SarojaHembram 2 місяці тому +4

    Jai jagannath laba bhai

  • @sandeepmohapatra5645
    @sandeepmohapatra5645 2 місяці тому +3

    Maldives island bhala lagila

  • @djodisha90
    @djodisha90 2 місяці тому +8

    Wait for next vedio❤❤❤

  • @sssmile6404
    @sssmile6404 2 місяці тому +4

    Congratulations brother upcoming few days new celebration 🎉

  • @PrasannaBhatra-q9l
    @PrasannaBhatra-q9l 2 місяці тому +7

    ଭୂତ କାହାଣୀ ଶୁଣିବା କୁ କାହା କାହା କୁ ଭଲ ଲାଗେ ❤🎉🎉🎉😮😮

  • @judhisthiranaik2503
    @judhisthiranaik2503 2 місяці тому +1

    🙏ଜୟ ଜଗନ୍ନାଥ 🙏ଭିଡ଼ିଓ ଦେଖି ବହୁତ ବହୁତ ଖୁସି ମଜା ଲାଗିଲା l

  • @deonathmarkamofficial
    @deonathmarkamofficial 2 місяці тому +3

    इस बार 1 million par 🙏
    ❤ From - Dist Nabrangpur
    Raighar

  • @damayantibeshra9579
    @damayantibeshra9579 2 місяці тому +9

    ସାନ୍ତାଳ ହଁ ମେନା଼ଃ କୱା ବାବୁ

  • @Sasmita47
    @Sasmita47 2 місяці тому +5

    Bahut Sundar video 😊😊😊🎉🎉🎉🎉🎉🎉🎉

  • @hrudanandasankhua5824
    @hrudanandasankhua5824 2 місяці тому +1

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @Rishiofficial7305
    @Rishiofficial7305 2 місяці тому +60

    ଯିଏ ଆଜି ମୋ comment ଟି ପଢ଼ୁଛ ତାଙ୍କର ଭଲ ନିଦ ହେଉ 😂

    • @chandannaik9949
      @chandannaik9949 2 місяці тому +1

      😂😂😂😂

    • @SubhamMallik-k4d
      @SubhamMallik-k4d 2 місяці тому +1

      😅

    • @bikashbehera2618
      @bikashbehera2618 2 місяці тому +1

      ଭାଇ ତମେ କହିଲ ବୋଲି ଆଜି ମୋତେ ନିଦ ହେବ ନା ହେଲେ ତ ମୁଁ ଶୋଉ ନ ଥିଲି 😅😅😅😅😅

    • @poorchildrenlover993
      @poorchildrenlover993 2 місяці тому +1

      😂😂😂😂

    • @Doladharnaik
      @Doladharnaik 2 місяці тому +2

      Bro, mu gote new vlog channel kholib support kariba na.

  • @PrashnaMiluar-pc6km
    @PrashnaMiluar-pc6km 2 місяці тому +1

    Sundar garh odasa Indian travel you I ll one for best travelar thanks
    Labhasda
    Labhasda is a best travelar India for you thanks

  • @NilambarKhuntia-ku6zi
    @NilambarKhuntia-ku6zi 2 місяці тому +9

    ମୟୂରଭଞ୍ଜ ଜିଲ୍ଲା ରୁ କିଏ କିଏ ଦେଖୁଚ ଗୋଟେ ଗୋଟେ like କରନ୍ତୁ

  • @timatmajhicreation
    @timatmajhicreation 2 місяці тому +1

    Love from ❤ Kandhamala bhaii ❤️

  • @sushilrout9058
    @sushilrout9058 2 місяці тому +6

    Laba Bhai 😊😊😊

  • @JyothiSoren
    @JyothiSoren Місяць тому +1

    Nice place Labo daa🎉🎉👍👍

  • @venkateswarbehera3483
    @venkateswarbehera3483 2 місяці тому +5

    apna bhai laba bhai❤

  • @hrudanandasahuofficial
    @hrudanandasahuofficial 2 місяці тому

    ନୂତନ ନୂତନ ସୁନ୍ଦର ସୁନ୍ଦର ଦେଖିବାଦୃଶ୍ୟଦେଖେଇବାରୁ ଧନ୍ୟବାଦ 👍

  • @sumanrdx1955
    @sumanrdx1955 2 місяці тому +4

    Wow india no 1 laba bhai is best vloger ❤❤❤
    👇

  • @kamalakantabeshra1780
    @kamalakantabeshra1780 2 місяці тому +2

    ଅତି ସୁନ୍ଦର ଦୃଶ୍ୟ

  • @thesujitjena
    @thesujitjena 2 місяці тому +9

    Bhai ମୁଁ ଆପଣଙ୍କ ପରି video ବନେଇବି କିନ୍ତୁ funds କମ୍ ଅଛି ସେଥି ପାଇଁ ମୁଁ ପ୍ରଥମେ ଓଡ଼ିଶା ବୁଲିବି ❤

    • @Riiina221
      @Riiina221 Місяць тому

      Nice concept bro

  • @KanhaJena-i9g
    @KanhaJena-i9g 2 місяці тому +1

    Wow Super this is my india 😘😍🇮🇳🇮🇳

  • @BhagabanBehera-n7s
    @BhagabanBehera-n7s 2 місяці тому +7

    Nice video bro 💞💞💞💞

  • @ramachandranaik1132
    @ramachandranaik1132 2 місяці тому +1

    ଭାରି ସୁନ୍ଦର ହେଇଚି 🎉

  • @natamanicomedy
    @natamanicomedy 2 місяці тому +4

    ଭାଇ ମୁଁ ଗଙ୍ଗାଧର ପୁର ବୈଷ୍ଣବ ସାହି ନାଟୁ ଭାଇ ମୁଁ ଦୁଇଟି suscribe କରିଚି

  • @gaurangasahoo6861
    @gaurangasahoo6861 2 місяці тому +2

    Jay jagannath bhai ❤❤❤❤ from Dhableswar odisha

  • @SujitPatra-
    @SujitPatra- 2 місяці тому +7

    Nice video

  • @cutecute9739
    @cutecute9739 2 місяці тому +1

    Bhai mu tmr bahut bada fan ... Tm vdo mu dekhe sabu nyc vdo au nyc place ku jaiki visit karuchha auu ama manku dekhuchha tnk u bhai ...❤

  • @Untalentedguy2.0-gc9vc
    @Untalentedguy2.0-gc9vc 2 місяці тому +4

    Malkangiri support❤❤❤

  • @theanimal3153
    @theanimal3153 2 місяці тому +1

    ଜୟ ଜୟ ଜଗନ୍ନାଥ 🙏🙏🙏🙏🙏ବହୁତ ସୁନ୍ଦର ପରିବେଶ ❤️❤️❤️❤️ ନୀଳ ପାଣି ବହୁତ ସୁନ୍ଦର ଲାଗୁଛି ❤️❤️🙏🙏🙏

  • @milansethy9938
    @milansethy9938 2 місяці тому +4

    Jay jagannath bhai

  • @ManasBarla-b3o
    @ManasBarla-b3o 2 місяці тому +1

    Welcome labha

  • @sumati6297
    @sumati6297 2 місяці тому +13

    କନ୍ଧମାଳ ଜିଲ୍ଲାରୁ କିଏ କିଏ ଦେଖୁଚ ମତେ ଟିକେ support କର

  • @kalpanabehera8385
    @kalpanabehera8385 2 місяці тому +2

    Jay jagannath
    Mast video ❤❤❤

  • @PabitraMajhi-d5z
    @PabitraMajhi-d5z 2 місяці тому +5

    Nice dada ❤❤❤❤

  • @pranatisahoo9191
    @pranatisahoo9191 2 місяці тому +2

    Bahut sundar heichi video

  • @DJROHAN119
    @DJROHAN119 2 місяці тому +4

    Nice ❤

  • @purnatiria237
    @purnatiria237 2 місяці тому +1

    Khub sundar video

  • @TankadharaJani-tn9xy
    @TankadharaJani-tn9xy 2 місяці тому +19

    କୋରାପୁଟ ରୁ କିଏ କିଏ ଦେଖୁଛ ❤ ଦିଲ୍ ସେ ଗୋଟେ 👍 ହେଇଯାଉ ଲବ ଭାଇ ପାଇଁ 🙏

  • @priyankamajhi5181
    @priyankamajhi5181 2 місяці тому +2

    Great laba bhai jindabad jindabad jindabad jindabad jindabad zindabad

  • @SamirSahoo-og2js
    @SamirSahoo-og2js 2 місяці тому +4

    ❤❤❤❤❤❤❤❤

  • @X___m_a_j_n_u
    @X___m_a_j_n_u 2 місяці тому +1

    Love from odisha Kalahandi ❤

  • @SukeshmitaBuruda
    @SukeshmitaBuruda 2 місяці тому +3

    ଅତି ସୁନ୍ଦର roos island ଭାଇ

  • @DEEPAKKumar-yq1be
    @DEEPAKKumar-yq1be 2 місяці тому +1

    VERY NICE...AND MOST INFORMATIVE VIDEOS 👍🏻

  • @BABA_RA_MAA
    @BABA_RA_MAA 2 місяці тому +3

    ଗଞ୍ଜାମ ରୁ କିଏ କିଏ ❤ like କର ଭାଇ କୁ

  • @sanjayasethi157
    @sanjayasethi157 2 місяці тому +2

    Bhai Kaliyuga ra tume really kalia thakura good salute

  • @subhendukumarpatra1759
    @subhendukumarpatra1759 2 місяці тому +3

    ଶିରିଷପାଳ ରୁ କିଏ କିଏ ଦେଖୁଛ ଲାଇକ୍ କର 😀😀😀😀😀😀

  • @RengeRabang
    @RengeRabang 2 місяці тому

    ଆଜିର ବ୍ଲଗ୍ ବହୁତ୍ ପରିଶ୍ରମ ହେଇଛି ଭାଇ ପୁରା ଥକିଯାଇଚନ୍ତି ଆମ ଦେଶର ଅନେକ ମାନ୍ୟତା ପ୍ରଦାନ ପାଇଁ ଧନ୍ୟବାଦ୍ ❤❤❤❤

  • @mrmunacreation
    @mrmunacreation 2 місяці тому +4

    ଯେଉଁ ମାନେ କମେଣ୍ଟ ପଢ଼ିବା ପାଇଁ ଆସିଛ Like କ୍ର 😊😊😊😊

  • @IndraGouda-j6d
    @IndraGouda-j6d 2 місяці тому

    ମୁ କୋରାପୁଟ ରୁ ଲଭ ଭାଇ ଆପଣଙ୍କ ଭିଡିଓ ବହୁତ ସୁନ୍ଦର ଲାଗେ ତମ ଫାଇ ଆଜି ଦେଶ ବିଦେଶ ର ଭିଡିଓ ଦେଖି ଫାରୁଛୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଭାଇ🎉🎉🎉

  • @benudharanti5195
    @benudharanti5195 2 місяці тому +5

    କେନ୍ଦୁଝର ଜିଲ୍ଲା ରୁ କିଏ କିଏ ଦେଖୁଛ like କର

  • @AsishkumarMajhi-pi4zr
    @AsishkumarMajhi-pi4zr 2 місяці тому

    Bahut bhala laguchi nua nua jaga dekhuchu ame apanka madhyama re
    Take care Bhai thank you