କଣ ପାଇଁ ଧରିଲେ ଇଣ୍ଡୋନେସିଆ ପୋଲିସ ?

Поділитися
Вставка
  • Опубліковано 15 лис 2024

КОМЕНТАРІ • 1,2 тис.

  • @gitasarangi5980
    @gitasarangi5980 Рік тому +98

    ମୋର ସମସ୍ତ ଓଡ଼ିଶାବାସୀଙ୍କୁ ଅନୁରୋଧ ଯେ ଲବ ଭାଇ ଙ୍କ ପାଇଁ ଗୋଟିଏ ଗୋଟିଏ ଲାଇକ୍ ହେଇଯାଉ ।

  • @babunamallick5594
    @babunamallick5594 Рік тому +372

    ଲବ୍ ଭାଇଙ୍କ ପାଇଁ ବୋହୁତ୍ ସୁନ୍ଦର୍ ସୁନ୍ଦର୍ ଜାଗା ଦେଖିବାକୁ ମିଳୁଛି, ❤️👍, ଜୟ ଜଗନ୍ନାଥ

  • @Fishinglife.2.0
    @Fishinglife.2.0 Рік тому +185

    ଜଓ ମାନେ ଭାବୁଛ ଲବ ଭାଇ ପାଇଁ ଆମ ଓଡ଼ିଶା ବାସି ଗର୍ବିତ ଅନୁଭବ କରୁଛନ୍ତି like କର ❤❤❤

  • @MrAshok07655
    @MrAshok07655 Рік тому +52

    ଜୟ ଜଗନ୍ନାଥ ⭕‼️⭕ ସୁଭ ସକାଳ ବନ୍ଧୁ 💚🌄🌄💚 2024 ଭିତରେ ଲଭ ଭାଇ ର 1m subscribers complete ହେଉ କେଉଁ ମାନେ ଚାହୁଁଛନ୍ତି ❤👇

  • @itssangramvlogs952
    @itssangramvlogs952 Рік тому +104

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

  • @ABSExpressodia
    @ABSExpressodia Рік тому +77

    ବହୁତ ସୁନ୍ଦର ହେଇଛି ଭାଈ❤❤❤ ତୁ ମୋ ଚଲାପଥ ଶୁଭ ମୟ ହେଉ ❤ ଜୟ ଜଗନ୍ନାଥ 🙏🙏🙏

  • @dlovecreation5929
    @dlovecreation5929 Рік тому +74

    ଲବ ଭାଇ ପାଇଁ ଗୋଟେ like ହେଇଯାଉ 1 milion ପାଇଁ

    • @ollywoodaction3990
      @ollywoodaction3990 Рік тому +3

      ​@@TRAVELLERSHORT-ev7gm Bhai nijara talent re video kara, laba bhai nka copy kale kn haba

    • @dainupujari5677
      @dainupujari5677 4 місяці тому

      ଲବ ଭାଇ 🙏 ସେଥିପାଇଁ। ମନଧୁକରିବନି ଶ୍ରୀ ଜଗନ୍ନାଥଙ୍କ ଆଶ୍ରୀବାଧ୍ ବିଡିଓ ବନେଇଛାଲ ସେଥିପାଇଁ ❤❤❤👍👍👍👍

  • @dwarikanath1958
    @dwarikanath1958 Рік тому +69

    ସେଠିକାର ସଫା ସୁତୁରା,ଗାଓଁ ରେ କେନାଲ ,ସିମେଣ୍ଟ ରୋଡ଼ ଆମର ଏଇଠି ବିରଳ |ଦାଣ୍ଡରେ ଅଳଙ୍କୃତ ବୃକ୍ଷରାଜି ର ଶୋଭା ବର୍ଦ୍ଧନ କରୁଛି |କୋଉଠି ମାଟି/ଅଳିଆ ଗଦା ଟିକିଏ ବି ନାହିଁ |ଆମେ ଓଡିଆମାନେ ଶିଖିବାକଥା ଏପରି ପରିଛନତା ସେମାନଙ୍କଠାରୁ |

  • @suvendudixit5998
    @suvendudixit5998 Рік тому +25

    ଜଉ ମନେ ଭଦ୍ରକ ର ଭାଈ ବା ଭଉଣୀ .....ଲବ ଭାଇ ନକୁ support କରୁଚ like ଟେ କର 😊 😊😊

  • @rameshsahoo6442
    @rameshsahoo6442 7 місяців тому +1

    ବହୁତ ବହୁତ ଧନ୍ୟବାଦ ଭାଇ ତୁମକୁ ଯେତେ ଧନ୍ୟବାଦ ଦେଲେ କମ ପଡିବ ଭାଇ ଏତେ କମ ବୟସରେ ଏତେ ବଡ ବଡ achivment ପାଇଁ ସାଲୁଟ ଭାଇ

  • @debasishcreation07
    @debasishcreation07 Рік тому +19

    ବହୁତ୍ ଜଲଦି 1m ହେବାକୁ ଯାଉଛି ଜଗନ୍ନାଥ ଙ୍କ ପାଖରେ ମୋର ପ୍ରଣାମ
    🕳️❗🕳️🙏🙏

  • @Gurualekha
    @Gurualekha Рік тому +2

    ବହୁତ ସୁନ୍ଦର ଅନ୍ୟ ଦେଶ ଠାରୁ ଏ ବହୁତ ସୁନ୍ଦର ଲାଗିଲା

  • @pintuvillagetour
    @pintuvillagetour Рік тому +55

    ଲବ ଭାଇ ଓଡ଼ିଶାର ଗର୍ବ ❤❤ ଲବ ଭାଇଙ୍କ ପାଇଁ ବହୁତ ସୁନ୍ଦର ଜାଗା ଦେଖି ହେଉଛି ❤❤❤❤❤❤

    • @DEKNEWS10
      @DEKNEWS10 Рік тому

      ua-cam.com/video/mmRBk_cl2UE/v-deo.htmlsi=hufhqIrNIjTtmiv0

  • @sapneswarpala7969
    @sapneswarpala7969 Рік тому +1

    ତୁମର ଖୁଲମ୍ ଖୋଲା କଥାବାର୍ତ୍ତା ବହୁତ୍ ବଢିଆ ମଜା ଲାଗୁଛି। ସେଥିରେ ସମ୍ପୂର୍ଣ ତଥ୍ୟ ସତ ବି ଜାଣି ହେଉଛି। ଭାଇ ତୁମେ ଆମକୁ ଏମିତି ଏଣ୍ଟର୍ଟେନ୍ମେଣ୍ଟ କରିଚାଲ ❤❤❤

  • @pinkikandi5596
    @pinkikandi5596 Рік тому +39

    ଭାଇ ତମକୁ ସବୁ କିଛି ମିଳୁ ତମେ ଯାହା ଚାହୁଁଛ 🙏❤️ଜୀବନରେ ବହୁତ୍ ଆଗକୁ ଯାଇ ତମ ଭଲ ଗୁଣ ତମ ସଚ୍ଵୋଟତା ପାଇ ତମେ best👍 ତମ ପରି କେହି ନୁହେଁ❤

    • @DEKNEWS10
      @DEKNEWS10 Рік тому

      ua-cam.com/video/mmRBk_cl2UE/v-deo.htmlsi=hufhqIrNIjTtmiv0

  • @hrudanandasankhua5824
    @hrudanandasankhua5824 Рік тому +8

    ଲବ ଭାଇ ଭିଡ଼ିଓ ଦେଖି ଭଲ ଲାଗିଲା Love you Lada Bhai ❤️❤️❤️❤️❤️❤️❤️❤️
    ଜୟ ଜଗନ୍ନାଥ 🙏 Good bless you 👍

  • @domdarchenal9859
    @domdarchenal9859 Рік тому +7

    ଦୁଃଖଲାଗିଲା ଲୋବଭାଇ ତୁମକୁ ପୋଲିସ ଫାଇନ କରିଲା l ବାହାରଦେଶ ଲବଭାଇ ଦେଖି ଚାହିଁ ଚୋଳ କାରଣ ଆମମାଙ୍କର ଆଖିକାନ ପାଉନି ଆମେ କେବଳ କମେଣ୍ଟ ମାଧ୍ୟମ ରେ ଜାହା କହିବା 🌹ମୁଁ ଗୁଟେ ତୁମର ଛୋଟିଆ ଲାଇକର, ସୁର ଭାଇ

  • @abhijeetmallick2121
    @abhijeetmallick2121 Рік тому +2

    ଲବ ଭାଇ ବହୁତ ସୁନ୍ଦର ଜାଗା ଭଲ ଲାଗିଲା.....❤❤❤

  • @manojmajhi7956
    @manojmajhi7956 Рік тому +41

    🙏ଜୟ ଜଗନ୍ନାଥ ଲବ୍ ଭାଇ 🙏
    ଭାଇ ଙ୍କ ପାଇଁ ହୃଦୟରୁ❤ ଗୋଟେ LIKE ❤

  • @pramodswain974
    @pramodswain974 Рік тому +13

    ଠାକୁର ତୁମକୁ ଘଣ୍ଟ ଘୋଡାଇ ସବୁବେଳେରଖନ୍ତୁ ମୋର ପ୍ରାଥନା❤❤❤❤❤

  • @iloveumusic8601
    @iloveumusic8601 Рік тому +43

    ❤❤❤❤ଲବ ଭାଇ ପାଇଁ ଗୋଟେ ଲାଇକ ହୋଉ

  • @bagesardar8869
    @bagesardar8869 Рік тому +24

    ଲବ ଭାଇଙ୍କ ପାଇଁ ହୃଦୟରୁ ଗୋଟେ like 👍 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏 ଆଜି ପାଇଁ ❤❤❤❤❤❤

  • @ajayakumarmohanty9582
    @ajayakumarmohanty9582 Рік тому +9

    ଗାଁ, ଘର, ବିଲ ଓ ବଜାର ଇତ୍ୟାଦି ଦେଖିଲୁ ବହୁତ ଭଲ ଲାଗିଲା। ଧନ୍ୟବାଦ ।

  • @rojalinrana
    @rojalinrana Рік тому +2

    ବୋହୁତ ସୁନ୍ଦର ଜାଗା l ଇଣ୍ଡୋେସିଆର ଗାଁ ରାସ୍ତା ବହୁତ ସଫା ଆଉ ସୁନ୍ଦର

  • @MINATIDEOGAM
    @MINATIDEOGAM Рік тому +82

    🌎🌾🌍 Very lovely place area of agriculture organization and 🏙️🌆 like Indian culture

  • @sankardasmonstar5527
    @sankardasmonstar5527 Рік тому +1

    ବନ୍ଦେ ଉତ୍କଳ ଜନନୀ 🙏🙏

  • @RMalik110
    @RMalik110 Рік тому +3

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏

  • @Arnapurnastudio
    @Arnapurnastudio Рік тому +1

    ଯାହା ଆମ୍ଭେ ଜୀବନରେ ଦେଖି ପାରିନଥାନ୍ତୁ ତାହା ଲବ ଭାଇ ଦେଖାଇ ଛନ୍ତି . god bless u

  • @pandalopamudra3254
    @pandalopamudra3254 Рік тому +25

    କିଏ କିଏ ହୃଦୟର ❤ସହ ଚାହୁଛ ୨୦୨୪ ପୂର୍ବରୁ ଲବ ଭାଈ ଙ୍କ ytub chhanel 1milion subscriber ହଉ ବୋଲି ମୁଁ କିନ୍ତୁ ହୃଦୟ ର ସହ ଚାହୁଛି ଆଉ ଆପଣମାନେ ??
    ଲବ ଭାଈ ଙ୍କ ପରି ଏତେ ଭଲ ytuber ଏ world 🌎 ରେ ନଥିବେ ❤❤❤

  • @jyotiranjanmohanty9719
    @jyotiranjanmohanty9719 Рік тому +1

    ବହୁତ୍ ସୁନ୍ଦର୍ ଜାଗା, ସଫା ସୂତରା ମଧ୍ୟ।

  • @sidharthkumar126
    @sidharthkumar126 Рік тому +5

    ଭାଇ ଜଗନ୍ନାଥ ତମ ସାଥିରେ ଅଛନ୍ତି. ଆଉ ଆମ ଓଡିଶା ବାସୀଙ୍କ ଭଲପାଇବା ବି, ଆଗକୁ ମାଡିଚାଲ.

  • @ManojR9
    @ManojR9 Рік тому +1

    ଜୟ ଜଗନ୍ନାଥ 🙏🏻🙏🏻 ଲବ ଭାଇ ଙ୍କୁ ଭଗବାନ ଭଲରେ ରଖନ୍ତୁ ମୋ 🙏🏻🙏🏻

  • @nishikantasahoo1099
    @nishikantasahoo1099 Рік тому +11

    Sabuthu mastt place Indonesia bahut neat and clean environment supp bahut gachha bi lageichhanti.....mind blowing Dil garden garden heigala tanka paribesa dekhiki....❤️

  • @arabindaprusti4841
    @arabindaprusti4841 6 місяців тому

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।ଅତି ସୁନ୍ଦର।

  • @tribalfamly123
    @tribalfamly123 Рік тому +6

    ବହୁତ ସୁନ୍ଦର ଗାଁ ଦେଖି ମନ ଖୁସି ହେଇଗଲା ଲବ ବାବୁ 🎉🎉😊

  • @anupamadas6512
    @anupamadas6512 Рік тому +1

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ତୋର ଭିଡିଓ ଗୁଡିକ ଖୁବ୍ ଭଲ ଲାଗୁଛି । ଅନେକ ନୂଆ ନୂଆ ଦେଶ ବିଦେଶ ଦେଖିବାକୁ ମିଳୁଛି ।

  • @KumudiniSabar-n7f
    @KumudiniSabar-n7f Рік тому +6

    ବହୁତ ଦୁଃଖ ର ବିଷୟଟି ସହିତ ହସର 😅 କଥା ବି ରହିଛି ଓଲଟା ଡ୍ରେସ କୁ ନେଇ ।

  • @NandakiswarMallick
    @NandakiswarMallick Рік тому +13

    ବହୁତ ସୂଂଦର ଗାଁ

  • @Prakashyt4701
    @Prakashyt4701 Рік тому +4

    Jai jagannath bhai ❤❤❤❤ God bless you Bhai

  • @Priticooking
    @Priticooking Рік тому

    Bhai ତୁମେ ପାଇଁ ଆମେ ଏତେ ସୁନ୍ଦର ସୁନ୍ଦର ଜାଗା ଦେଖି ପାରୁଛୁthank you bhai

  • @Veryfied_z7
    @Veryfied_z7 Рік тому +17

    Laba Hansad Is not name it's a Brand_❤_One Like for Laba Bhai👍

  • @jayjagannath2569
    @jayjagannath2569 Рік тому +1

    ବହୁତ୍ ସୁନ୍ଦର ଗାଁ ଲାଗୁଚି, ଏଇଟା ମନ୍ଦିର ର ଗାଁ ବୋଧେ,

  • @sudhirmpm7488
    @sudhirmpm7488 Рік тому +4

    ଭାଇ ସେ ମାର୍କେଟ ରେ ଚାଷୀ ମାନଙ୍କ କଣ୍ଡେଇ ବହୁତ୍ ଭଲ ଲାଗିଲା ଆଉ ସେଠାକାର ଗାଁ ବହୁତ୍ ଭଲ ଲାଗିଲା ❤❤❤❤❤❤

  • @jsreatingshow
    @jsreatingshow Рік тому +2

    No problem no problem dear ଭାଇ ମାଡ଼ି ଚାଲ ଏମିତି ହୁଏ don't worry ଭାଇ ହର ହର ମହାଦେବ ❤❤🙏🙏🙏

  • @Aragaltoka
    @Aragaltoka Рік тому +15

    Laba Bhai nka pai gote like heu💓

  • @nalinikantagahir6811
    @nalinikantagahir6811 Рік тому +1

    ନବଭାଇ,ଵହୁତ,ଭଳ,ଜାଗା,ଦେକୁଛ,very.good

  • @RamsinghHaiburu-c6u
    @RamsinghHaiburu-c6u Рік тому +100

    ଲବ ଭାଇକୁ କିଏ କିଏ ଭଲ ପାଉଛନ୍ତି Like କର

  • @tapankumarmuduli3353
    @tapankumarmuduli3353 Рік тому

    ଲବ ଭାଇ ପାଇଁ ସୁନ୍ଦର ଯାଗା ଦେଖିବାକୁ ମିଳିଛି

  • @enoshmandal4313
    @enoshmandal4313 Рік тому +3

    ବହୁତ ସୁନ୍ଦର ଗାଁ ବହୁତ ବଢ଼ିଆ ଲାଗିଲା ଭିଡିଓ ଦେଖି bro

  • @subodhamandal-t5s
    @subodhamandal-t5s 8 днів тому

    ଭାଇ ଇଣ୍ଡୋନେସିଆ ର ଲୋକ କେତେ ସୁନ୍ଦର l ଭାଇ ସେଠି ମୁସଲମାନ ମାନେ କଣ ଆମ ହିନ୍ଦୁ ମାନଙ୍କ ପରି ମନ୍ଦିର ଯାଆନ୍ତି?

  • @mikuodiavloger6715
    @mikuodiavloger6715 Рік тому +4

    Jay jagannath bahi 🙏🏻tama video dekhi sakalu subha arambha hauchi ❤️.....love u brother

  • @subhassanta9298
    @subhassanta9298 Рік тому

    ଧନ୍ୟବାଦ ଲବ ଭାଇ ପ୍ରଭୁ ଆଶୀର୍ବାଦ କରନ୍ତୁ

  • @YT_Gamer_66
    @YT_Gamer_66 Рік тому +4

    Indonesia ର ଲୋକମାନେ Hard worker ❤❤❤❤

  • @purnaodisha5712
    @purnaodisha5712 Рік тому +1

    ମାନିବାକୁ ପଡ଼ିବ ଭାଇ ବାହାର ଦେଶର ଗାଁ ବୁଲି ଦେଖିବା ସହ ଆମକୁ ଉତ୍ସାହିତ କରିଛନ୍ତି

  • @bheemsen170
    @bheemsen170 Рік тому +4

    ଶୁଭ ସକାଳ ଭାଇ ❤️🙏

  • @suchismitanaik2261
    @suchismitanaik2261 Рік тому +1

    ଜୟ ଜଗନ୍ନାଥ ଭାଇ
    Beautiful village
    ଭାଇ ଟିକେ ଦେଖି ଚାହିଁ ଚାଲିବ

  • @dineshbhoi6480
    @dineshbhoi6480 Рік тому +4

    Very nice village.. wonderful seen. All seen looking very gorgeous.. Love you laba bhai.. jai hind jai bharat 🇮🇳🇮🇳.. like comment share plz 🙏

  • @dipakkumarbehera1143
    @dipakkumarbehera1143 Рік тому +2

    କେବେ କେବେ ଏମୀତୀ ପରି ସ୍ତି ତୀ ଆସିଥା ଏ, ଜୟ ଜଗନ୍ନାଥ

  • @itssangramvlogs952
    @itssangramvlogs952 Рік тому +18

    ମୁଁ ଲବ ଭାଇକୁ ୧୦୦% ଭଲ ପାଏ ଆଉ ଆପଣ ମାନେ?

  • @saritaranibehera6077
    @saritaranibehera6077 4 дні тому

    ଲବ ତମେ ସବୁ କଥା କୁ ଏତେ ସାଧାରଣ ରେ ନେଇ ଯାଉଛ ସେଇଟା ହିଁ no tension ର ଫାଇଦା

  • @DONTMIND1433
    @DONTMIND1433 Рік тому +5

    ଜୟ ଜଗନ୍ନାଥ ଲବ ଭାଈ ❤

  • @TrinathMiniyaka-nl4ir
    @TrinathMiniyaka-nl4ir Рік тому

    ଲଭ ଭାଇ ବହୁତ ସୁନ୍ଦର ଜାଗା ଦେଖାଇଳ

  • @BannySingh-dn2fh
    @BannySingh-dn2fh Рік тому +12

    ଶୁଭ ସକାଳ! 🙏🏻💐🌞

  • @BiranchiMahanta-gx5yx
    @BiranchiMahanta-gx5yx Рік тому

    ଆମ ଓଡ଼ିଶା ଏଭଳି କାହାର ଅକତ୍ ନାଁହି ଲବ ଭାଇ ପରିକା ମୋର ଲବ ଭାଇ ଭିଡିଓ ଭଲଲାଗେ ଲବ ଭାଇ ତମ ନମ୍ବର ଦିଅ କଥା ହେବାକୁ ଇଛା ହେଉଛି ଦିଅ ଦିଅ ଦିଅ ଦିଅ ❤❤❤❤❤❤❤❤

  • @gbproduction2169
    @gbproduction2169 Рік тому +4

    ଜୟ ଜଗନ୍ନାଥ 🙏🙏🙏

  • @snehalatanayak236
    @snehalatanayak236 Рік тому +1

    ଜୟ ଜଗନ୍ନାଥ ଲବ ଭାଇ ❤❤❤

  • @babuiloveyou4663
    @babuiloveyou4663 Рік тому +3

    ବହୁତ ସୁନ୍ଦର ଗ୍ରାମ

  • @warriorjitu
    @warriorjitu Рік тому

    ହରିବୋଲ🙏ଆଗରୁ ଶୁଣିଥିଲି ହେଲେ ବହୁତ୍ ଖୁସି ଲାଗିଲା ଦେଖି କି,ଇଣ୍ଡୋନେସିଆ ରେ ଭଗବାନ ଗଣେଶ ଙ୍କୁ ମଧ୍ୟ ବିଶେଷ ରୂପେ ପୂଜା କରାଯାଉଛି,ସବୁଠୁ ଅଧିକ muslim ଜନସଂଖ୍ୟା ଦେଶ ଇଣ୍ଡୋନେସିଆ ରେ ଗଣେଶ ଙ୍କୁ ପୂଜା କରାଯାଏ ଆଉ ଭାରତ ରେ କିଛି ଲୋକ ଭଗବାନ କୁ ଗ୍ରହଣ କରୁନାହାନ୍ତି,ବହୁତ୍ କିଛି ଶିଖିବାର ଅଛି ,ଧନ୍ୟବାଦ୍ ଲବ ଭାଇ,GOD BLESS YOU BROTHER

  • @gayatrimoharana6378
    @gayatrimoharana6378 Рік тому +19

    Very nice village..... you can see the rice terrace farming in Koraput and kandhamal dist of Odisha also

  • @AbinashOjha.07
    @AbinashOjha.07 Рік тому

    🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏Love From Cuttack❤️

  • @ODISHABHAI-eq8jq
    @ODISHABHAI-eq8jq Рік тому +3

    ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ନବ ଭାଇ🌹🌹

  • @chintamanidhal8187
    @chintamanidhal8187 Рік тому

    ଲବ୍ ବାବୁ ଜୟ ଜଗନ୍ନାଥ ବୋହୁତ ସୁନ୍ଦର ବିଡିଓ

  • @mrbibhulol
    @mrbibhulol Рік тому +3

    Respect button for Laba Bhai ❤❤

  • @jchoudhury274
    @jchoudhury274 Рік тому

    ବହୁତ୍ ସୁନ୍ଦର୍ ଜାଗl Bhai Jai jagannath

  • @Ayushmeher-i3g
    @Ayushmeher-i3g Рік тому +7

    କଳାହାଣ୍ଡି ରୁ ଜଉ ଭାଇ ଭଉଣୀ ମାନେ ଲବ ଭାଇ ର ଭିଡିଓ ଦେଖୁଚ like କର୍

  • @sanjudalabehera8075
    @sanjudalabehera8075 Рік тому +1

    Aji bahut sundar laguchanti bro nice place tq bro new new place dekheibaru

  • @BIJAYADalabehera-th2fq
    @BIJAYADalabehera-th2fq Рік тому +3

    ବହୁତ ଭଲ

  • @sbsorenbakhul
    @sbsorenbakhul Рік тому +1

    Bahuta Sundara lagila thank you bhai...

  • @reenirini5685
    @reenirini5685 Рік тому +6

    God bless you bro 🙏🙏🙏🙏👏👍🙏 love from malkangiri 👍👍👍

  • @puspalataraul4687
    @puspalataraul4687 Рік тому

    ଭାଈ ସତ କୁହନ୍ତୁ,ଦେହ ଭଲ ନାଇ ନା ,ମୋ ଭାଇ ହାଲିଆ ଦିଶୁଛନ୍ତି।

  • @om_kumar_009
    @om_kumar_009 Рік тому +10

    Wonderful seen, All seen looking very gorgeous.
    It's new experience.. Bro..
    Take care your self.
    Thank you🙏🌹❤

  • @antaryami2208
    @antaryami2208 Рік тому +1

    ଜୟ ଜଗନ୍ନାଥ ଲବ ଭାଇ

  • @madhabsamal6996
    @madhabsamal6996 Рік тому +20

    ସୁଭ ସକାଳ🎉🎉🙏

  • @sakarsansarafsankar9235
    @sakarsansarafsankar9235 7 місяців тому

    ଲବ ଭାଇ ଠିକ୍ ଅଛି ମୋବାଇଲ୍ ରେ ଦେଖି ଆଉ ବାହାରକୁ ଯିବୁନି ମାଇଣ୍ଡ କୁସ ❤❤❤❤❤

  • @Danguakola370
    @Danguakola370 Рік тому +5

    Jay Jagannath laba bhai❤🎉

  • @SinuDasOdiaVlogs
    @SinuDasOdiaVlogs Рік тому +1

    ଜୟ ଜଗନ୍ନାଥ ଭାଇ ❤

  • @emiliatoppo4747
    @emiliatoppo4747 Рік тому +30

    Beautiful village

  • @hindustanmonisha1206
    @hindustanmonisha1206 Рік тому

    ବହୁତ୍ ବଢିଆ ଭାଇ jai shree ram

  • @ADITYABHAIYT-uo9wz
    @ADITYABHAIYT-uo9wz Рік тому +3

    Home 🏠🏡 tourist place nice then so wonderful garden

  • @radhikabaraja9951
    @radhikabaraja9951 Рік тому

    Lava bhaiya god bless you thank you so much Jayant Bharat Jay Jagannath🇮🇳🙏🙏🙏🙏🙏🙏❤❤❤

  • @MayurbhanjBhainaVlogs
    @MayurbhanjBhainaVlogs Рік тому +6

    ଲବ ଭାଇ ଙ୍କ ପାଇଁ ଗୋଟେ ଲାଇକ ହେଇଯାଉ l

  • @ramkrushna9134
    @ramkrushna9134 Рік тому

    ଭାଇ ଭିଡିଓ ଭହୁତ୍ ଭଲ ଲାଗିଲା ଭାଇ ପୋଲିସ୍ ଆପଣଙ୍କଙ୍କୁ ମାରି ନାହାନ୍ତି ତ ଜୟ ଜଗନ୍ନାଥ 🙏🙏🙏

  • @dasschannelms1473
    @dasschannelms1473 Рік тому +5

    Good morning laba bhai.jay jaganath❤❤

  • @binodkumar-px7ld
    @binodkumar-px7ld Рік тому

    ଲବ ଭାଇ ବହୁତସୁନ୍ଦରଜାଗା 👍👌

  • @durjyasanta8223
    @durjyasanta8223 Рік тому +3

    ଲବ ଭାଇ ସୁପର ହିରୋ

  • @muralipiripaka-jd5tj
    @muralipiripaka-jd5tj Рік тому +1

    Jay Jagannath swami

  • @Dadakangia
    @Dadakangia Рік тому +4

    ଲବ ଭାଇ ତମେ ଚିନ୍ ଥରେ ଜାଇକି ଚିନ୍ ର ଦ୍ରୁଶ୍ଯ ଟିକିଏ ଦେଖାନ୍ତୁ। 😮😅😊❤

  • @koyacomedy
    @koyacomedy Рік тому +1

    MALKANGIRI BHAI mane KIE KIE ACHHA ,LABA BHAI PAIN ETHARE gotae like hoijau , thale total fnd jana padiba pls...,laba bhainku ame dakiba.MALKANGIRI PODIA BLOCK

  • @sethideepak313
    @sethideepak313 Рік тому +25

    Cultural village ❤

  • @JungleKiRani
    @JungleKiRani Рік тому +1

    Kandhamala special Love Brother ku Posand kare Beautiful vlog sharing brother 🤗 Jiye b kandhamala Ro Gate Like ❤❤