Byakulo II ବ୍ୟାକୁଳ II New Odia Christian Song II Human Sagar II
Вставка
- Опубліковано 11 лют 2025
- _____
ସଂଗୀତ ସାରଣୀ ପରିବାର ସମସ୍ତ ଖ୍ରୀଷ୍ଟିୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜଣାଏ I
ପ୍ରଭୁ କହନ୍ତି, "ମୋ ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁ ତୁମ୍ଭମାନଙ୍କୁ ଏ ସମସ୍ତ କଥା କହିଲି I ଏହି ଜଗତରେ ତୁମେ କଷ୍ଟ ପାଇବ I କିନ୍ତୁ ସାହସୀ ହୁଅ ମୁ ଜଗତକୁ ଜୟ କରିଛି "(ଯୋହନ ୧୬: ୩୩) I ଜୀବନରେ ଅନେକ ସମୟରେ ପରିସ୍ଥିତି ଆମକୁ ବ୍ୟାକୁଳ କରିଦିଏ I ଆପଣମାନେ ବ୍ୟାକୁଳତା ଅନୁଭବ କରୁଅଛନ୍ତିକି? ଏହି ଗୀତଟିକୁ ଶୁଣନ୍ତୁ ଏବଂ ପ୍ରଭୁଙ୍କ ଶାନ୍ତି ଅନୁଭବ କରନ୍ତୁ I
ଆପଣମାନଙ୍କ ପ୍ରେମ ଏବଂ ଭଲ ପାଇବା ସହ ଆମ ପାଇଁ ପ୍ରାର୍ଥନା ଜାରି ରଖନ୍ତୁ I
_____
ଗୀତର ସମ୍ପୂର୍ଣ୍ଣ ଲେଖା:-
ବ୍ୟାକୁଳ ହୁଏ ପ୍ରାଣ
ନଥିଲେ ଯୀଶୁ ତୁମେ
ଶାନ୍ତ କର ପ୍ରାଣ
ରହି ପ୍ରତିକ୍ଷଣେ
ମିଛ ମାୟା ସଂସାର
କରେ ତୁମଠୁ ଦୂର
ରଖି ତୁମଠୁ ଦୂରେ
କରେ ମୋ ପ୍ରାଣ ଅସ୍ଥିର
I୧I
ଜୀବନ ଜଞ୍ଜାଳେ ଘାରି ହେଲେ ପ୍ରାଣ
ନ କରିବି ଭୟ ମନେ
ଥିଲେ ପାଖେ ସବୁ ଦିନେ
ଏ ମୋହ ମାୟା ର ପ୍ରଲୋଭନ ପାଶେ
ନ ହେବି ଅସ୍ଥିର ମନେ
ଥିଲେ ତୁମେ ମୋ ଜୀବନେ
(ତୁମେ ହିଁ ଇଶ୍ଵର ମୋର
ହୁଏ ତୁମଠି ମୁଁ ସ୍ଥିର
ଆସ ପ୍ରଭୁ ଆସ
ମୋ ହୃଦୟେ ଆସ
ଆସ ପ୍ରଭୁ ଆସ
ମୋ ହୃଦୟେ କର ବାସ)
I୨I
କହିବି କେମିତି ଏ ଜୀବନ ବ୍ୟଥା
ତୁମେତ ଜାଣୁଛ ସବୁ
ଅନ୍ତର୍ଯାମୀ ଆହେ ପ୍ରଭୁ
ରୁହ ମୋ ହୃଦୟେ ସଦା ସର୍ବଦା
ମାଗେନା ମୁ କିଛି ଆଉ
ଏତିକି କରୁଣା ହେଉ
(ତୁମ ଉପସ୍ଥିତି ପ୍ରଭୁ
ହୃଦୟେ ସର୍ବଦା ଲଭୁ
କରି ଆପଣାର
ପୋଛି ନିଅ ଲୁହ ମୋର
ରହି ସାଥେ ମୋର
ବ୍ୟାକୁଳତା କର ଦୂର)
_____
Credits:-
*Title- Byakulo I ବ୍ୟାକୁଳ
*Voice- Human Sagar (Indian Playback Singer)
*Lyrics and Music- Fr. Ranjan Lima, CM
*Arrangement- Bapi Samal
*Coordination- Sr. Tejaswini Baliarsingh, FSMA
*D.O.P & Edit - Ambram Ganta (Bapi)
*Producers- Biswa Bhusan Baliarsingh & Sanjeet Lima
*Contact- +91 7978477633
*Email - songitosaroniofficial@gmail.com
_____
ଯଦି ସଂଗୀତ ସାରଣୀ ପରିବାର ଦ୍ୱାରା ନିବେଦିତ ଲୋକପ୍ରିୟ ଗୀତ ଗୁଡିକ ଶୁଣିବାକୁ ଚାହାଁନ୍ତି, ତେବେ ତଳେ ଦିଆଯାଇଥିବା ଲିଙ୍କ ଗୁଡିକ ଦେଖି ନିଅନ୍ତୁ I
1. ଆଜି ଅଟେ ବଡ଼ଦିନ I Aji Ote Bododino I Amit Pani I
• Aji Ote Bododino I ଆଜି...
2. ହେ ପ୍ରଭୁ ମୁଁ କ୍ଷୁଧିତ | He Probhu Mu Khyudhito I Shasank Shekhar |
• He Probhu Mu Khyudhito...
3. ଜପୁଥିବି ନାମ I Joputhibi Namo I Dipti Rekha Padhi I
• Joputhibi Namo I ଜପୁଥି...
4. ବ୍ୟାକୁଳ I Byakulo I Human Sagar I
• Byakulo II ବ୍ୟାକୁଳ II ...
5. ସୁଧାମୟ ଯୀଶୁ ନାମ I Sudhamoyo Jisu Namo I Ananya Sritam Nanda
• Sudhamoyo Jisu Namo I ...
_____
#byakulo
#humansagarnewsong
#humansagarnewodiachristiansong
#byakulohumansagarnewodiachristiansong
#byakulochristiansong
#byakuloodiachristiansong
#byakulonewodiachristiansong
#byakulonewodiachristiandevotionalsong
#byakulonewodiachristiandevotionalsong2023
#byakulohumansagarnewodiachristiansong
#superhitodianewchristiandevotionalsong
#superhitchristiandevotionalsong
#bestchristianodiasong
#topodiachristiansong
#newodiachristiansong
#frranjanlimachristiansongs
#fatherranjanlimachristiansongs
#fatherranjanlimaodiachristiandevotionalsongs
#christiansong
#christiansong2023
#diptirekhapadhinewchristiansong
#diptirekhanewodiachristiandevotionalsong
#shasanksekharnewodiachristiandevotionalsong
#ranjanlima
#frranjanlimacm
#heprabhumukhudito
#ranjanlimachristiandevotionalsong
#frranjanlimacmchristiandevotionalsong
#ranjanlimachristiansong
#frranjanlimacmchristiansong
#ajiotebododino
#ajiotebododinonewchristmasspecialsong
#ajiotebododinonewchristmasspecialsong
#songitosaroniofficialsongs
#songitosaronichristiandevotionalsong
#heprobhumukhyditonewodiachristiansong
_____
!!* Anti-Piracy Warning *!!
This content is copyrighted to songitosaroniofficial. Any unauthorized reproduction, redistribution, or re-upload (audio or video) is strictly prohibited of this material. Legal action will be taken against those who violate this copyrighted material.