He Probhu Mu Khyudhito Iହେ ପ୍ରଭୁ ମୁଁ କ୍ଷୁଧିତ| Shasank Shekhar | New Odia Christian Devotional Song I
Вставка
- Опубліковано 6 лют 2025
- _____
ସଂଗୀତ ସାରଣୀ ପରିବାର ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଙ୍କ ନାମରେ ନମସ୍କାର ଜଣାଏ I ଆଶା କରୁ ଏହି ଗୀତ ଦ୍ଵାରା ପ୍ରଭୁଙ୍କର ଗୌରବ ହେବା ସହ ଆପଣମାନଙ୍କ ପ୍ରେମ ଏବଂ ଆଶୀର୍ବାଦ ନିଶ୍ଚୟ ମିଳିବ I ଆପଣମାନଙ୍କ ପ୍ରେମ ଏବଂ ଭଲପାଇବା ସହ ଆମ ପାଇଁ ପ୍ରାର୍ଥନା ଜାରି ରଖନ୍ତୁ I
_____
ଉତ୍ସ ଏବଂ ପ୍ରେରଣା:-"ମୁଁ ହିଁ ଜୀବନର ସେହି ରୁଟି I ଯିଏ ମୋ' ପାଖକୁ ଆସେ, ସେ କେବେ ହେଁ କ୍ଷୁଧିତ ହେବ ନାହିଁ ଓ ଯିଏ ମୋ' ଠାରେ ବିଶ୍ୱାସ ସ୍ଥାପନ କରେ , ସିଏ କେବେ ହେଁ ତୃଷିତ ହେବ ନାହିଁ I" - (ଯୋହନ ୬: ୩୫)
_____
ଗୀତର ସମୂର୍ଣ୍ଣ ଲେଖା :-
ହେ ପ୍ରଭୁ ମୁଁ କ୍ଷୁଧିତ
ହେ ପ୍ରଭୁ ମୁଁ ତୃଷିତ
ଆତୁରେ ରହିଛି ଚାହିଁ
ତୁମର ଆଶିଷ ପାଇଁ
।୧।
ଜାଗତିକ ଚିନ୍ତାରେ ବୁଡେ ମୁଁ ବାରମ୍ବାର
ଭୁଲି ଯାଇ ତୁମେ ମୋର ଅତ୍ୟାବଶକ ଆହାର
ଅଳି କରେ କ୍ଷୁଧିତ ମନ
ପରିପୁଷ୍ଟ କର ମୋ ପ୍ରାଣ
ସ୍ମରୁଥିବି ତୁମ ନାମ
ନେଇ ସାଉଁଟି
ହେ ଜୀବନ୍ତ ରୁଟି
ପୂର୍ଣ୍ଣ କର କ୍ଷୁଦା
ସଦା ସର୍ବଦା
କର ମୋ ଚିତ୍ତ ସ୍ଥିର
ପ୍ରାର୍ଥନା ପ୍ରଭୁ ଏ ମୋର ।
।୨।
ଜୀବନେ ହରାଇଛି ମୋ ଅଳ୍ପ ବିଶ୍ଵାସ
ତୁମ ଠାରେ ଆସ୍ଥା ହରାଇ ସହୁଅଛି ଦୁଃଖ କ୍ଳେଶ
ଅଳି କରେ ତୃଷିତ ମନ
ପରିପୁଷ୍ଟ କର ମୋ ପ୍ରାଣ
ଜପୁଥିବି ତୁମ ନାମ
ଜୀବନ୍ତ ପାନୀୟ
ତୃଷା ନିବାରଣ
ପରିତୃପ୍ତ ହେଉ ଏ ଜୀବନ
କର ମୋ ବିଶ୍ୱାସ ସ୍ଥିର
ବିନତି ପ୍ରଭୁ ଏ ମୋର ।
_____
Credits:-
*Title - He Prabhu Mu Khyudhito I ହେ ପ୍ରଭୁ ମୁଁ କ୍ଷୁଧିତ
*Voice - Shasank Shekhar (Ollywood Singer)
*Lyrics & Music- Fr. Ranjan Lima, CM
*Coordination- Sr. Tejaswini Baliarsingh, FSMA
*Arrangement - Bapi Samal
*Recording and Mixing - Prativa Studio, CTC
*D.O.P & Edit - Prasant
*Special Thanks- Prem Chandra Baliarsingh
*Producers- Biswa Bhusan Baliarsingh & Sanjeet Lima
*WhatsApp Contact- +91 7978477633
*Email - songitosaroniofficial@gmail.com
_____
ଯଦି ସଂଗୀତ ସାରଣୀ ପରିବାର ଦ୍ୱାରା ନିବେଦିତ ଲୋକପ୍ରିୟ ଗୀତ ଗୁଡ଼ିକ ଶୁଣିବା ପାଇଁ ଚାହାଁନ୍ତି, ତେବେ ତଳେ ଦିଆଯାଇଥିବା ଲିଙ୍କ ଗୁଡ଼ିକ ଦେଖି ନିଅନ୍ତୁ I
1. ଆଜି ଅଟେ ବଡ଼ଦିନ I Aji Ote Bododino I Amit Pani I
• Aji Ote Bododino I ଆଜି...
2. ହେ ପ୍ରଭୁ ମୁଁ କ୍ଷୁଧିତ | He Probhu Mu Khyudhito I Shasank Shekhar |
• He Probhu Mu Khyudhito...
3. ଜପୁଥିବି ନାମ I Joputhibi Namo I Dipti Rekha Padhi I
• Joputhibi Namo I ଜପୁଥି...
4. ବ୍ୟାକୁଳ I Byakulo I Human Sagar I
• Byakulo II ବ୍ୟାକୁଳ II ...
5. ସୁଧାମୟ ଯୀଶୁ ନାମ I Sudhamoyo Jisu Namo I Ananya Sritam Nanda
• Sudhamoyo Jisu Namo I ...
_____
#newodiachristiansong
#christiansongs
#newodiachristiandevotionalsongs
#bestodiachristiansong
#shasanksekharnewodiachristiandevotionalsong
#ranjanlima
#frranjanlimacm
#heprabhumukhudito
#ranjanlimachristiandevotionalsong
#frranjanlimacmchristiandevotionalsong
#ranjanlimachristiansong
#frranjanlimacmchristiansong
#ajiotebododino
#fatherranjanlimaodiachristiansong
#fatherranjanlimaodiadevotionalchristiansong
#ajiotebododinonewchristmasspecialsong
#ajiotebododinonewchristmasspecialsong
#songitosaroniofficialsongs
#songitosaronichristiandevotionalsong
_____
!!* Anti-Piracy Warning *!!
This content is copyrighted to songitosaroniofficial. Any unauthorized reproduction, redistribution, or re-upload (audio or video) is strictly prohibited of this material. Legal action will be taken against those who violate this copyrighted material.