ଟେଲିକମ୍ କମ୍ପାନୀଙ୍କ ମନମାନୀରେ ଅସନ୍ତୁଷ୍ଟ ଜନତା

Поділитися
Вставка
  • Опубліковано 3 лип 2024
  • ପନିପରିବା, ଡାଲି, ଚାଉଳ ପରି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକଟିଏ ଚିନ୍ତାରେ ପଡିଥିବା ବେଳେ ଟେଲିକମ ସେବା ଉପରେ ହୋଇଛି ମହଙ୍ଗା ମାଡ। ଜୁଲାଇ ୩ରୁ ଜିଓ ତାର ଡାଟା ଦର ବଢାଇଥିବା ବେଳେ ଏୟାରଟେଲ ମଧ୍ୟ ଗୁରୁବାରରୁ ବଢାଇ ଦେଇଛି ଦାମ।
    #jio, #airtel, #airteltariffhike, #RelianceJio, #RelianceJiotariffhike #Reliancetariffhike, , #telcos, #telecomsector, #tarrifhike, #dot, #suchanatv24x7
    Dear Viewers,
    We have painstakingly prepared unique videos which have been carefully edited keeping in mind UA-cam policy and guidelines and the taste of our beloved viewers be it breaking news, national news, international news, videos or #shorts.
    Thank You for watching #suchanatv24x7
    Our social media platforms:
    Website - suchanatv.com/
    Twitter - / suchanatv24x7
    Facebook- / suchanatv24x7
    UA-cam - / @suchanatv24x7
    Whatsapp- whatsapp.com/channel/0029Va9l...
    For trade queries please contact us:
    E-mail: suchanatv@24x7@gmail.com

КОМЕНТАРІ • 506

  • @RajKumar-xf8xb
    @RajKumar-xf8xb 2 дні тому +152

    Jio ଆଉ Airtel କୁ ବନ୍ଦ କରା ଯାଉ 🙏

  • @BrundabanSahoo-ty6vq
    @BrundabanSahoo-ty6vq 3 дні тому +107

    ସରକାର ମାସେ ହୋଇଛି ଦର ଦାମ ଵଢିଚାଲିଛି ଗରିଵ ଲୋକ ହନ୍ତ ସନ୍ତ ହେଉଛନ୍ତି😊

    • @prajanadattaputhal7034
      @prajanadattaputhal7034 2 дні тому

      Gariba loka ta gandi mara 500 nechha para

    • @Jotrimay
      @Jotrimay 2 дні тому +1

      ତୁ ଏତେ କାହାଣୀ କହନା

    • @rajmix3740
      @rajmix3740 2 дні тому +2

      ଗରିବ ଲୋକ କି ହଇରାଣ ହୋ? ସବୁ ମାଗଣା ପାଉଛନ୍ତି। ଘର, ଟଙ୍କା, ଜାଗା, ଚାଉଳ ସବୁ। ଶଳା ମରୁଛନ୍ତି ମଧ୍ୟବିତ୍ତ ଆଉ ନିମ୍ନ ମଧ୍ୟବିତ୍ତ।

    • @digantaagarwal9611
      @digantaagarwal9611 2 дні тому

      ​@@rajmix3740Right

    • @digantaagarwal9611
      @digantaagarwal9611 2 дні тому

      Goribo loko Pae sobu free

  • @user-wv6jo8up2m
    @user-wv6jo8up2m 2 дні тому +27

    ଟେଲିକମ କମ୍ପାନୀ ଠାରୁ ଟଙ୍କା ଆଣି ଭାରତ ସରକାରଙ୍କନିର୍ବାଚନ ରେ ଖର୍ଚ୍ଚ କରିଥିବେ ସେହ ଟଙ୍କା ସାଧାରଣ ଲୋକଙ୍କ ଠାରୁ ଆଦାୟ କରିବ ଟେଲିକମ କମ୍ପାନୀ

  • @giridharimunda9376
    @giridharimunda9376 2 дні тому +46

    ଏ ହେଉଛି ପରିବର୍ତ୍ତନର ଚିତ୍ର ଆଗକୁ ଦେଖ କଣ ହବ !

    • @dibyaranjanbehera7927
      @dibyaranjanbehera7927 2 дні тому

      Bjd thila bele ba tamato 200 heithila mana nahi kou bhalia nilaja amala km hele badhiba au eta nua katha kn

    • @sumantabehera7642
      @sumantabehera7642 2 дні тому

      ତୁ ମା ଘିଆ ଟମାଟୋ ଭାରି ଖାଉଚୁ ନା ଏବେ ବାଳ ଖା​@@dibyaranjanbehera7927

  • @jibanjyotirout2066
    @jibanjyotirout2066 2 дні тому +69

    ମୋଦି ମାରିଦେବ ଗରିବ ଙ୍କୁ

    • @lokanathtanty-us2oj
      @lokanathtanty-us2oj 2 дні тому +1

      Already mari sarilani, agaku aau kichi na thibo, dekho aau kana kana badhauchi modi

    • @gajaboy3498
      @gajaboy3498 2 дні тому

      Se modi godi htebaa Katha kintu Loko bekar

    • @rajmix3740
      @rajmix3740 2 дні тому

      କିଛି ବୁଝା? ଗରିବ ତ ସବୁ ମାଗଣା ପାଉଛନ୍ତି, ସେମାନଙ୍କର ଅସୁବିଧା କଣ? ମରୁଛନ୍ତି କୋଉମାନେ ଭଲ କି ଚିନ୍ତା କର।

    • @dremboy....625
      @dremboy....625 2 дні тому

      Ame chasa kari bu..

    • @secretrahul7987
      @secretrahul7987 2 дні тому +3

      sabu odia ta mendha khali jhay sriram jay sriram bjp ku ta bapa karideichanti na nebene aou kie naba😂😂😂

  • @krishnanaik2453
    @krishnanaik2453 3 дні тому +56

    ଲୋକ ଅସନ୍ତୁଷ୍ଟ ହେଲେ ସରକାର ଏହା ର ଉଚିତ୍ ଜବାବ୍ ପାଇଯିବେ ଆଗାମୀ ନିର୍ବାଚନ ରେ

    • @Funwithstoryzone.
      @Funwithstoryzone. 2 дні тому +4

      Next election re mone nothiba abe hin strike kariba darakara

    • @narottammallik2660
      @narottammallik2660 2 дні тому +1

      Next election beleku sabu looti sarithibe.gariba au middle class family Mane rastare thali dhari bhika maguthibe.pindhita bastraku b bjp Bala nilam karisarithibe

    • @user-mq7qs1jz7r
      @user-mq7qs1jz7r 2 дні тому

      ଭାଇ ଭିକ ବି ଆଉ କେହି ଦେବେନି​@@narottammallik2660

    • @krishnanaik2453
      @krishnanaik2453 День тому

      @@narottammallik2660 ହଁ ସାର

    • @digantaagarwal9611
      @digantaagarwal9611 15 годин тому

      @@narottammallik2660 Right

  • @SusantaKuladip-dg3xk
    @SusantaKuladip-dg3xk 2 дні тому +42

    Mohan babu ଏଥି ପାଇଁ ଦାୟୀ ଅଟେ ନୂଆ ସରକାର ବଢ଼ା ଉ ଛି ଦର ଦାମ।

    • @skdcreation2839
      @skdcreation2839 2 дні тому

      Magihaa ସରକାର ଠିକ୍ ସେ ଗଢି ସାରି ନାହିଁ ତୁ କହୁଛୁ ମୋହନ ଦାୟୀ magihaa ଶଳା BJD ର ଅଇଁଠା ଖିଆ କୁକୁର 👉ଗତ ବର୍ଷ ଏଇ ମାସରେ ସବୁ ବଢ଼ିଥିଲା ଦର ଦାମ ସେଇ କଥା ମନେ ପକା ଶଳା ଚୋର magihaa 🤛🤜👊👊

    • @biswajitdash6022
      @biswajitdash6022 День тому

      ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର

    • @BISANTA-io5wg
      @BISANTA-io5wg День тому

      ​@@skdcreation2839good reply

  • @shankarsanmeher9303
    @shankarsanmeher9303 2 дні тому +26

    Double Engine 🚂🚂 Double Rate Double kharcha 🤬🤬🤬🤬

  • @indianprimitiveliving2479
    @indianprimitiveliving2479 2 дні тому +9

    ବେକାର ସରକାର....
    ଦରକାର ନାହିଁ ଏମିତି ସରକାର.....
    ଯିବ ୨୦୨୯ ରେ... ବନବାସ... 😭😭😭

  • @sanjaynanda992
    @sanjaynanda992 2 дні тому +19

    ଆଗକୁ ପେଟ୍ରୋଲ ବି ବଢିବ, ଅପେକ୍ଷା କର

  • @gitarani7237
    @gitarani7237 2 дні тому +21

    ବଞ୍ଚିବା କଷ୍ଟକର ହେଇ ଗଲାଣି ମୁଁ ଭାବୁଛି ଗୋଟେ ଚିଠି ଲେଖି ମୋ ଫାମିଲି ସବୁ ବିଷ ପି ସବୁ ଏମିତି ଉପାସ ରେ କାଇଁ ମରିବୁ

  • @jibanjyotirout2066
    @jibanjyotirout2066 2 дні тому +16

    Jio Airtel Modi ଙ୍କ ଦୁଇ ପୁତ୍ର ସେମାନେ ଯାହାବି କରିବେ କଛି ନାହିଁ,

  • @jibanjyotirout2066
    @jibanjyotirout2066 2 дні тому +16

    ଆଗ କୁ ଦେଖ ସେମାନଙ୍କ ଅସଲ ଚିତ୍ର ଆସିବାକୁ ବହୁତ୍ କମ time ଅଛି

  • @Udionayak
    @Udionayak 2 дні тому +19

    Jio ଆଉ. Airtel କୁ ବନ୍ଦ କରାଯାଉ ସତ୍ୟେ ଜୟ ଜଗନ୍ନାଥ🙏🙏👍

  • @jibanjyotirout2066
    @jibanjyotirout2066 2 дні тому +19

    ମୋହନ ବାବୁ କୋଉ କୁଳର ହେଉନାହାନ୍ତି, ଦର ଦାମ୍ ଆଙ୍କ ଦ୍ଵାରା କେବେବି କମିବ ନାହିଁ ବରଂ ବଢିବ

    • @lokanathtanty-us2oj
      @lokanathtanty-us2oj 2 дні тому

      @@jibanjyotirout2066 nai bhai Mohan Babu nuho asali villain hauchi ei Modi, Modi chahile sabu control hei paribo hele modi emti karibani, desha basi pachare hairan huantu hele ambani Adani ku kichi karibani, ghanta ghodei kina rakhibo

    • @biswajitdash6022
      @biswajitdash6022 День тому

      ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର

  • @user-sf2rn3ts1i
    @user-sf2rn3ts1i 2 дні тому +8

    ଏ ସରକାର ହେଉଛି ଗୋବରା 👍

  • @basantkumarmohanty7602
    @basantkumarmohanty7602 2 дні тому +19

    ଓଡ଼ିଶା ବାସୀଙ୍କୁ ଅନୁରୋଧ ସବୁ ମୋବାଇଲ ନେଇକି ଆସନ୍ତୁ cm ଙ୍କୁ ଦେଇ ଆସିବା

    • @pratapmaity2499
      @pratapmaity2499 2 дні тому

      @@basantkumarmohanty7602 କିପରି ସମ୍ଭବ

    • @sukantasingh2483
      @sukantasingh2483 6 годин тому +1

      Odisa basi bjp ku vote deichanti, Abe upa vag karantu

  • @pradiptamishra1441
    @pradiptamishra1441 2 дні тому +8

    Jai BJD Jai Naveen babu ❤️ 🙏

  • @bimaldas6003
    @bimaldas6003 2 дні тому +9

    ପେଳ ସ୍ପିଡି ଦେବେ

  • @debasissahu2637
    @debasissahu2637 2 дні тому +10

    ଡବଲ ଇଞ୍ଜିନ ର ମଜା

  • @bansidharbehera2687
    @bansidharbehera2687 2 дні тому +10

    ଜିଓ ବନ୍ଦ କରନ୍ତୁ

  • @pk5993
    @pk5993 2 дні тому +7

    ଏଥିରେ ଆମ ଭାରତ ସରକାର ହସ୍ତକ୍ଷେପ ନେବା ଦରକାର, ଟେଲିକମ ମାଲିକ୍ ମାନଙ୍କୁ ଚେତାବନୀ ଦେବା ଦରକାର

  • @kskmusic8387
    @kskmusic8387 2 дні тому +7

    କେନ୍ଦ୍ର ସରକାର ଏଥି ପାଇଁ ଦାଇ ।

  • @biswaranjanjena2124
    @biswaranjanjena2124 2 дні тому +15

    Again change govt...next...CONGRESS AND BJD..

  • @dilipmohapatra9017
    @dilipmohapatra9017 2 дні тому +10

    Chora Sarkar

  • @bansidharbehera2687
    @bansidharbehera2687 2 дні тому +7

    ଯେମିତି ଥିଲା ସେମିତି ଥାଉ

  • @pappurana4082
    @pappurana4082 2 дні тому +5

    #BSNL କୁ ଉଦ୍ଧାର କରିବା ଆବଶ୍ୟକ 😢

  • @sridhar85536
    @sridhar85536 2 дні тому +13

    BJP hatau

    • @skdcreation2839
      @skdcreation2839 2 дні тому

      BJD & Congress ହଟାଅ ଓଡିଶା ବଞ୍ଚାଅ 👉ସେମାନେ ଯେମିତି ଗାଣ୍ଡି ମାରୁଥିଲେ କମ୍ ସେ କମ ବର୍ଷେ ଖଣ୍ଡେ ସବୁ ରେଟ୍ ବଢ଼ା ଯାଉ ସବୁ ସେଇ ଭୁବନେଶ୍ବର ଆଉ କଟକ ରେ ବେଶୀ ବଢୁ 🙄🙄

  • @umeshbagh4801
    @umeshbagh4801 2 дні тому +5

    Au thik ache BJP ke vote ta dei cha na 😮😮😮😮😮😮

  • @jibanjyotirout2066
    @jibanjyotirout2066 2 дні тому +10

    ନବୀନ ବାବୁ ପାଣ୍ଡିଆନ ଙ୍କୁ ପୋଷିଥିଲେ modi Babu ଆଦାନୀ ଅମ୍ବାନୀ ଙ୍କୁ ପୋଷୁଛନ୍ତି କିଛି ଫରକ୍ ନାହିଁ, ସବୁ ଡହରା

  • @dactorsingh5867
    @dactorsingh5867 2 дні тому +4

    Any ଟେଲିକମ କମ୍ ପାନି ମନ୍ ମାନି ଆରମ୍ଭ କରିଛନ୍ତି ।ଏଇ ଵାଵଦରେ ସରକାର ନିହାତି action ନେଵା ଦରକାର ନଚେତ୍ ଅଳ୍ପ ଦିନରେ ଜନତା ରାଜରାସ୍ତାକୁ ଆସିବେ।

  • @bimaldas6003
    @bimaldas6003 2 дні тому +8

    ଖାଲି ଗାଡି ବସ କଲର୍ କରିବାକୁ ପଇସା ଅଛି,BSNL ଚାଲୁ କରିବାକୁ ପଇସା ନାହିଁ

  • @jibanjyotirout2066
    @jibanjyotirout2066 2 дні тому +6

    Next Election re mind ସ୍ତିର କରିଦିଅନ୍ତୁ ସରକାର chage କରିବା ନିହାତି ଦରକାର, ଯିଏ ଆସୁ ପଛେ ଆକୁ chage ନକଲେ ହେବନି

    • @akash55vv
      @akash55vv 2 дні тому +1

      ଯଦି ସିଏ ବି ଏମିତି କଲା ପୁଣି କାହାକୁ କହିବା, କାହାକୁ ଚେଞ୍ଚ୍ କରିବା ଭାଇ,

    • @digantaagarwal9611
      @digantaagarwal9611 2 дні тому +1

      ​@@akash55vvcongress & bjd

  • @jibanjyotirout2066
    @jibanjyotirout2066 2 дні тому +8

    ମୋହନ ବାବୁ କୋଉ କମ କୁ ନୁହଁନ୍ତି, ବାହାପିଆ ଦଳ

  • @garudsaraf6927
    @garudsaraf6927 День тому +5

    ନରେଦ୍ର ମୋଦି ସରକାର ଜିଓ କମ୍ପାନୀ ଙ୍କ ବିରୋଧରେ ଦ୍ରୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ନ ହେଲେ ଆଗାମି ଦିନରେ ଲୋକେ ରାଜ ରାସ୍ତାରେ ଓଲେହି ଆନ୍ଦୋନଲ୍ କରିବେ 😡🙏

    • @preetidivine4054
      @preetidivine4054 6 годин тому

      Modi jio ra brand ambassador...Ambani hin Modi ku kini neichhi Tara friend hei jaichi

  • @Hariharpatra109
    @Hariharpatra109 2 дні тому +7

    ଇଏ ଉତ୍ତର କୋରିଆ,ଆଗକୁ କଣ ହଉଛି ଅପେକ୍ଷା।

    • @biswajitdash6022
      @biswajitdash6022 День тому

      ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର

  • @chandanbarik4915
    @chandanbarik4915 2 дні тому +1

    Very good government

  • @obcsangramsamiti
    @obcsangramsamiti 2 дні тому +3

    10ଟଙ୍କିଆ ଟପ୍ up ବାହାର କରି ସୁବିଧା ଦିଅ

  • @sarbeswarpallai4051
    @sarbeswarpallai4051 2 дні тому +1

    ଭାଇ ମାନେ ଏଥିରେ କେବଳ ସାଧାରଣ ଲୋକ ମାନେ ହଇରାଣ ହେବେ
    ସରକାରୀ ଚାକିରିଆ ଙ୍କର କିଛି ହବନି
    କାହିଁକି ନା ତାଙ୍କର ସବୁ ବେଳେ ଦରମା ବଢୁଛି କିନ୍ତୁ ଲେବର ମାନଙ୍କର ବଢ଼ୁନି ଏହା ସରକାରଙ୍କୁ ଦେଖା ଯାଉନି

  • @bibekanandaparida6279
    @bibekanandaparida6279 2 дні тому +2

    Jio ଆଉ airtel କୁ ବନ୍ଦ କରାଯାଉ ମୋହନ ସରକାର ତୁମେ ନହେଲେ ଦରଦାମ ପାଇଁ ଦାୟୀ ହେବେ 🙏🙏

  • @mr_Makunda
    @mr_Makunda 2 години тому

    Right 👍

  • @biswajitdash6022
    @biswajitdash6022 День тому +2

    ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର

  • @SumantaPatra-pd9hj
    @SumantaPatra-pd9hj 2 дні тому +3

    Jio କୁ ଆଗ ହଟାଓ..

  • @mohansahoo3942
    @mohansahoo3942 2 дні тому +3

    Bjp କୁ ଦିୟ ମାଗିଆ BJP ମାଗିଆ🤬🤬🤬🤬🤬🤬🤬🤬

  • @BailochnNayak
    @BailochnNayak 2 дні тому +6

    ଗରିବ କୋକ ବେଶୀ ହଇରାଣ ବିଜେପିକୁ ବୋଟ ଦେଇ ଲାଭ କଣ

    • @rajmix3740
      @rajmix3740 2 дні тому

      ଆରେ ଭାଇ ଗରିବ ତ ସବୁ ମାଗଣା ପାଉଛନ୍ତି। ସେମାନେ କି ହଇରାଣ?

    • @biswajitdash6022
      @biswajitdash6022 День тому

      ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର

  • @nimaicharanmajhi3938
    @nimaicharanmajhi3938 2 дні тому

    ଚାଷୀ ପାଇଁ ବହୁତ ଖୁସିଖବାର.. କଷ୍ଟ କରି ଚାଷ କରିବେ ଦାମ ବଢିଲେ କଣ ହେଲା ନି

  • @samirsethi9747
    @samirsethi9747 2 дні тому +1

    ସରକାର କିଛି ତ କର କମ୍ ପଇସା ଦର କର ନହେଲେ କିଛି ଭଲ ହବନି❤

  • @ketanmeher3901
    @ketanmeher3901 15 годин тому

    Nice short

  • @ganeshpradhan7091
    @ganeshpradhan7091 2 дні тому +2

    Apana khushi ta ab

  • @nakuldhal1007
    @nakuldhal1007 3 дні тому +1

    Each and every Odiya is a world famous economist.

  • @manasmohapatra8153
    @manasmohapatra8153 День тому

    Right

  • @pachilnaik7589
    @pachilnaik7589 2 дні тому

    Congress zindabad

  • @santanumalik1269
    @santanumalik1269 2 дні тому

    Jay Jio Jay Modi

  • @pratapmaity2499
    @pratapmaity2499 2 дні тому +8

    ନିହାତି ଆବଶ୍ଯକୀୟ, ନହେଲେ ଆଗାମୀ ଇଲେକ୍ସନ ପାଇଁ ଯେଉଁ ଖଚ୍ଚ ଓ ହାରିବା ପରେ ତା ଆଗକୁ ଇଲେକ୍ସନ ପାଇଁ ଯେଉଁ ଖଚ୍ଚ ତାହାର ବନ୍ଦବୋସ୍ତ କରିବାକୁ ଏବେଠୁ ଚିନ୍ତା ସରକାର ର।
    ଯାହାର ଫାଟୁଛି ଫାଠୁ ପାୱାର ରେ ଅଛି
    ଆମପରିବାର (ବିଜେପି)ଲୁଟିପାରିଲେ ହେଲା❤

    • @msingh3845
      @msingh3845 2 дні тому

      ମତେ ବି ସେମିତି ଲାଗୁଛି

  • @soumyafamilyvlog1993
    @soumyafamilyvlog1993 2 дні тому +1

    ବିଜେପି ହଟାଅ ଆଗକୁ ଆଉ ଚଳି ହବନି ଗରିବ ଲୋକ କେମିତି ବଂଚିବେ
    ଦିନେ ମଜୁରୀ ଲାଗିଲେ 300 ଆଣିବେ ଏତେ ଦର ଦାମ ଲୋକେ ଚାଲିବେ କେମିତି ସରକାର ଆ ପ୍ରତି କିଛି ଦାୟିତ୍ୱ ନେବା କଥା 👍

  • @ashishranjandas4374
    @ashishranjandas4374 День тому +1

    ଭାଇତ ଭାଇ ମହନ ଭାଇ
    Remote control re ଦେଶ ଚଲାଉ ଥାଇ wait$ watch ⌚😅😅😅😅😅😅

  • @user-lp8pc7pi3d
    @user-lp8pc7pi3d 2 дні тому +2

    ପ୍ରଧାନମନ୍ତ୍ରୀ ତୁମେ ଟିକେ ସରକାର ଗଠନ ହେଉ ହେଉ ଡାଟା balance ବଢ଼ାଇବା ଠିକ୍ ନାହିଁ । କାରଣ ଆମେ ଗ୍ରାହକ.....

  • @uttammurmu8193
    @uttammurmu8193 2 дні тому +1

    ସବୁ ଜନସାଧାରଣଙ୍କର ଇନକମ ମଧ୍ୟ୍ୟ ସେଇ ତୁଳନା ର୍ରେ ବଢ଼ାନ୍ତୁ...

  • @banamalidhal1155
    @banamalidhal1155 День тому

    Next running government 100% haribo

  • @tapannayak4187
    @tapannayak4187 2 дні тому +1

    ଯୋଉ ପୁଳା ପୁଳା ମାଗଣା ଯୋଜନା ପାଉଛ ମାଗଣା ରାସନ୍,ବିଜୁ ସ୍ବାସ୍ଥ୍ୟ କାର୍ଡ,ଭତା ୩୦୦୦ହେବ, କୋଉଠୁ ଆସିବ ଆହୁରି ବଢ଼ିବ ଜେତେବେଳେ ୬ଷ୍ଠ ୭ମ ବେତନ କମିଶନ ଲାଗୁଛି ସେତେବେଳେ ବିରୋଧ କରୁନ, ବର୍ତ୍ତମାନ ଗରିବ ଗରିବ ହେଉଛି ଧନି ଧନି ହେଉଛି

  • @sushilbeshra4846
    @sushilbeshra4846 2 дні тому

    ଆହୁରି ବଢିବ

  • @duttikrishnanaik8348
    @duttikrishnanaik8348 2 дні тому +1

    Odisha re adhika gariba loka acha ti aau recharge karihabani😅😅😮🙉

  • @SumanNaik-uh9gv
    @SumanNaik-uh9gv 2 дні тому

    Balo sarkar

  • @digitalhelpingfamily5722
    @digitalhelpingfamily5722 2 дні тому

    Absolutely right.now the government have to emphasize to BSNL for decrease the tariff plan of private telecom sector.

  • @777Charli77
    @777Charli77 Годину тому +1

    ଆବେ ଏଇଟା ପ୍ରାଇଭେଟ୍ କମ୍ପାନୀ, ଯାହା ବି କିଛି ହେଉ ସରକାରକୁ ଦାଇ କରି ଚାଲ।

  • @HemantBehera-ve7mu
    @HemantBehera-ve7mu 2 дні тому

    ମଦ ପିଇବା ଖର୍ଚ୍ଚ ବଢ଼ୁନି

  • @NayakRahul-wl2qz
    @NayakRahul-wl2qz 2 дні тому +1

    Recharge koruno.bsnl recharge koro sobutharu best sim

  • @Abhishree4888
    @Abhishree4888 2 дні тому +3

    dui thara fula
    dui guna bikash😂😂😂😂😂😂😂

    • @biswajitdash6022
      @biswajitdash6022 День тому

      ଯେତେବେଳେ ଗୋଟେ ଯିବି ଡାଟା କୁ ଗୋଟେ ମାସ ଧରି ବ୍ୟବହାର ହେଉଥିଲା କିଛି ମୁଣ୍ଡ ଉପରେ ଚଡକ ପଡୁନଥିଲା ....ଟୋକା ଟୋକି ସେତେବେଳେ ସହ ସହ ଟଙ୍କା ଦେଇ ରାତି ରାତି କଥା ହେଉଥିଲେ ସେତେବେଳେ ପଇସା ସ୍ୱର୍ଗ ରୁ ଖସୁଥିଲା ..ସେତେବେଳେ କାହା ପାଟିରୁ ବଚନ ବାହାରୁଥିଲା ଏବେ ସବୁ ରୋଗ ବାହାରୁଛି ..ଛୀ ଛୀ ଛୀ ଏତେ ବେଈମାନ ଏ ଲୋକ କଣ ଆଉ କୁହ ଯିବ ...କମ୍ପାନୀ କଣ ପାଇଁ ବନ୍ଦ ହବ ନିଜେ ମୋବଇଲ ଚଲେଇବା ବନ୍ଦ କରିଦିଅ ଏତେ ଯଦି କାଢ଼ୁଆ କମ୍ପାନୀ ଆପେ ଆପେ ବନ୍ଦ ହେଇ ଯିବ ..ଚିଲେଇବା କଣ ଦରକାର

  • @SantoshKumarNayak-hq7ep
    @SantoshKumarNayak-hq7ep 2 дні тому

    Sabu golamala chalichhi ❤❤❤

  • @Skmmkhj
    @Skmmkhj День тому +1

    Network asuni
    High speed 😮😅😅

  • @kaibalyakumar4493
    @kaibalyakumar4493 День тому +1

    Matra 60 tanka badhichi ପ୍ରଥମ pari bartan hoichi

  • @lokanathrout1735
    @lokanathrout1735 2 дні тому

    Spectrom nilami re ei government ei company nku bahut mahanga re bikri karichi

  • @Aswinagomango
    @Aswinagomango 14 годин тому

    Yes

  • @sukantasahoo6822
    @sukantasahoo6822 2 дні тому +2

    Jio Airlel sim kadhiki fopadidia

  • @rameshmeher2260
    @rameshmeher2260 2 дні тому

    Jana aandolan hebaa

  • @BBblagger
    @BBblagger 2 дні тому +2

    Stopped Airtel And jio

  • @mrutyunjayabhokta874
    @mrutyunjayabhokta874 2 дні тому

    Bala jio

  • @Prashanta-123
    @Prashanta-123 2 дні тому +1

    ଆଗକୁ ଦେଖ କଣ କଣ ସବୁ ହଉଛି?

  • @debashishgiri3390
    @debashishgiri3390 2 дні тому

    ସବୁ ବଢିଲା ହେଲେ
    Cotractual darama ବଢିଲାନାହିଁ

  • @nirmalapradhanpradhan86pra56
    @nirmalapradhanpradhan86pra56 22 години тому

    ଏବେ କାଟୁଚି ଆଉ ଆଗକୁ ଅଛି

  • @jksaraf4437
    @jksaraf4437 2 дні тому +1

    3000 bhatta subhadra paisa kenu gjaru deba kai

  • @user-ub6vf8qq6v
    @user-ub6vf8qq6v 2 дні тому

    Achcha din hai

  • @gyanendrabiswal9825
    @gyanendrabiswal9825 2 дні тому +1

    G... Mara sarkar samastankara G... Marideba

  • @sanjaynanda992
    @sanjaynanda992 2 дні тому +1

    ଇଲେକ୍ସନ ରେ ହଜ଼ାର ହଜ଼ାର କୋଟି ର ଭରପାଇ,😂😂😂 ସେମାନେ ଚାନ୍ଦା ଦେଉଛନ୍ତି ଇଲେକ୍ସନ ଲଢ଼ିବା ପାଇଁ

  • @englishmaster437
    @englishmaster437 3 дні тому +1

    Telecom tartif badhile sarkar kan karibe. Sarkari Mobile BSNL sabuthu sasta achhi port karidia

  • @saratnayak1567
    @saratnayak1567 День тому

    Due to collection of election funds by different poltical parties the public are facing such problems.

  • @GVaraprasad-gs4ye
    @GVaraprasad-gs4ye День тому +1

    kaharobhool jhadagole hathore nihathi celldorokaro hathoro pani nothavu agore gudaku thila ebe cell😢😢😅😅😅

  • @debashishgiri3390
    @debashishgiri3390 2 дні тому

    ଯଦି ଆଗକୁ ଏମିତି ଚାଲିବ
    ତେବେ ଆମେ ପୁଣି ସରକାର
    ବଦଳିବୁ

  • @birendrapatro7548
    @birendrapatro7548 2 дні тому

    Remot sarkar Raj hatiba darkar

  • @bygodsgrace444
    @bygodsgrace444 6 годин тому +1

    Ebe khali SIM company ga sosono koru6nti,Agoru jou topup system time re bholo thila semiti hin ebe bi korajau,au nohele airtel ,jio ku bondo korajau ....Andolono heba dorkar

  • @supportofinnovation6243
    @supportofinnovation6243 День тому

    Please take action against telecom company

  • @saumyaranjan8579
    @saumyaranjan8579 2 дні тому

    Monopoly in telecom sector

  • @ajitkumarsahu2791
    @ajitkumarsahu2791 2 дні тому

    ନୁଆଁ ସରକାର ଏବେ ଆପଣମାନେ ଖୁସି ତ

  • @bailochansingh8016
    @bailochansingh8016 2 дні тому +1

    କେନ୍ଦ୍ର ସରକାର ଗାଣ୍ଡିମାରୂ ସରକାର ଶଳା ଟାଉତର ମୋଦୀ ଆଉ ନାଇଁ ,ପୁଣି ଫେରିବା ଗଂଗ୍ରେସ ସରକାର, କଂଗ୍ରେସ ସରକାର ଜିନ୍ଦାବାଦ ,,,,, ଜୟ ମୁଣ୍ଡାରୀ,,,,,

  • @tgarmyff3791
    @tgarmyff3791 2 дні тому

    Bhai aeta sarkar badhaeni

  • @gayan134
    @gayan134 2 дні тому

    Jio Bala bhalia speed deuchhi . Ebe 3G ra speed chaluchhi aama area re .

  • @Drgghjjnvxssdfvv
    @Drgghjjnvxssdfvv 2 дні тому

    ସରକାରଙ୍କ ନଜରେ ଏଠି ଗରିବ କେହି ନାହାଁନ୍ତି, ବିରି ମାଡ଼ରେ କୋଳଥ ଚେପା
    ନିର୍ବାଚନ ରେ ଜେତିକି ଖର୍ଚ ହେଇଛି ସେ ତାକୁ ପୂରଣ କରିବାରେ ବ୍ୟସ୍ତ ଅଛନ୍ତି,
    25 ବର୍ଷ ଶାସନ ପରେ ଏହା ପ୍ରଥମ ଥର ଦେଖିବାକୁ ମିଳୁଛି, ଓଡ଼ିଆ ଅସ୍ମିତା କହି ଭୋଟ ହlତେଇଲେ ଆଉ ଲୋକେ ବି ଓଡ଼ିଆ ଅସ୍ମିତା ନାଁରେ ସରକାର ବାଛିଲେ, ତେଣୁ ଏବେ ନାମ ନିଅ,
    🤗🤗🤗🤗

  • @prakaschandra3007
    @prakaschandra3007 2 дні тому +1

    Sarkar kan karuchhi ye sarkar amaku darkar nai jie reat Kam Kariba badalare bgadeichalichhi

  • @samaisoren4601
    @samaisoren4601 4 години тому

    Jio&Airtel company kubond korajau.

  • @user-hx9co5xx9s
    @user-hx9co5xx9s 2 дні тому

    Double engine sarkar😮😮