ଧାଇଁ ଆସି ପାଛୋଟି ନେଲେ ଧର୍ମେନ୍ଦ୍ର | ନବୀନଙ୍କୁ ଦେଖି ଛିଡ଼ା ହୋଇଗଲେ ରାଷ୍ଟ୍ରପତି | Dinanka TV |
Вставка
- Опубліковано 6 лип 2024
- ବଡ଼ଦାଣ୍ଡରେ ଦିଶିଲା ରାଜ୍ୟ ରାଜନୀତିର ବିରଳ ଦୃଶ୍ୟ | ନବୀନଙ୍କୁ ଦେଖି ମଞ୍ଚରୁ ଓହ୍ଲାଇ ଆସିଲେ ଧର୍ମେନ୍ଦ୍ର | ଛିଡ଼ା ହୋଇଗଲେ ରାଷ୍ଟ୍ରପତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ | ନବୀନଙ୍କୁ ପ୍ରଣାମ କରି ପାଛୋଟି ନେଲେ ପ୍ରଧାନେ | ଗୋଟିଏ ମଞ୍ଚରେ ଏକାଠି ବସିଲେ ସରକାର-ବିରୋଧୀ | ଜଗା ଦର୍ଶନ ସହ ଏକାଠି ଦେଖିଲେ ରଥ ଟଣା | #naveenpatnaik #dharmendrapradhan #puri #dinankatv #rathayatra2024 #bjdodisha #cmoodisha #mohanmajhi #odishapolitics #odishapoliticalupdate #electionnews #2024election #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤❤
Naveen Pattnaik is former CM ! Now, Mohan Charan Majhi is CM of Odisha !!!
@@mahabirmajhi2683only Naveen sir, no majhi... One and only naveen sir
Our CM naveen sir❤️❤️ No one can take his place.. Best CM of world
ୟାଙ୍କୁ ହିଁ କହନ୍ତି ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ସାର୍।
Na bhai
Yakuhi kuhajaye odia asmita
Chhichhi
@@SaimanHo123 ତୁ କୋଉ ବିଭାଗ ର ମନ୍ତ୍ରୀ।ନିଜର କିଛି ଅଛି କି ନାହିଁ ଭାଷଣ ଦେଉଛି।
ଇଏ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଅସ୍ମିତା ❤
ଏବେବି ନବୀନ sir ଓଡିଶା ଲୋକଙ୍କ ମନରେ ଅଛନ୍ତି ଜୟ ଜଗନ୍ନାଥ 🙏🙏
ଆମ ପ୍ରିୟ ମୁଖିଆ ନବୀନ ପଟ୍ଟନାୟକ
@@user-ts8lr9qn8k koro
ଏବେବି ନବୀନ ପ୍ରିୟ।
ନବୀନ sir ଓଡ଼ିଶା ବାସୀଙ୍କ emotion 💚💚🙏
ମୋହନ ମାଝୀଙ୍କୁ ଶିଷ୍ଟାଚାର ଜଣ ନାହିଁ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ,
ଏହି ହେଉଛି ଉତ୍କଳ ଜନତାଙ୍କର ଅସଲି ସଂସ୍କୃତି।
ଜୟ ଜଗନ୍ନାଥ 🙏🙏 🙏🙏
ଆମ ପ୍ରିୟ ନବୀନ ପଟ୍ଟନାୟକ ❤❤
ନବୀନ ବାବୁ ଙ୍କ କିଛି ଲୋଭ ନାହିଁ , ମନରେ ଗର୍ବ ନାହିଁ କିମ୍ବା କାହାରି ପ୍ରତି ତାଙ୍କ ଆକ୍ରୋଶ ନାହିଁ, ଲୋକମାନେ ଅଧିକ ବିକାଶ ପାଇଁ ନବୀନ ଙ୍କୁ ହରାଇଛନ୍ତି । ଜୟ ଜଗନ୍ନାଥ।
The great Nabin patnayak sir god bless you
ମୋର ପ୍ରିୟ ନବୀନ ପଟ୍ଟନାୟକ ସାର୍
Mo prio Navin sair
Naveen sir is great
ସବୁ ଚକା ଆଖିଆ ଜଗା କାଳିଆର ଲୀଳା
ଅତି ଉତ୍ତମ ବିଚାର ଜୟ ଜଗନ୍ନାଥ 🙏
ପ୍ରଭୁ ଚକାଡୋଳା ପରବର୍ତ୍ତୀ ରାଷ୍ଟ୍ର ପତି ନବୀନ ବାବୁ ଙ୍କୁ କରି ଦିଅନ୍ତୁ
JAY JAGANNATH
Great human being... Nabin Babu
Bhagaban Jagannath bless you all the time Mr Nabin sir.
ଓଡିଶାରୁ ରାଜନୀତି ଶିକ୍ଷା କରୁ ମୋଦୀ ଜି
Our beloved leader Naveen babu is a great devotee of Lord Jagannath🙏
ସରକାର ରେ ଥିଲାବେଳେ ଯୋଉ ସମ୍ମାନ ବିରୋଧି ରେ ଥିଲାବେଳେ ସେହି ସମ୍ମାନ. ନବୀନ ପଟ୍ଟନାୟକ ଏହି ଭଳି ଏକ ନେତା ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଲା. ନବୀନ ପଟ୍ଟନାୟକ ପହଞ୍ଚିବା କ୍ଷ୍ୟଣି ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସମସ୍ତେ ଛିଡ଼ା ହେଇଗଲେ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସିଟ୍ ଉଠି ବିରୋଧି ଦଳ ନେତା ଙ୍କୁ ପାଛୋଟି ନେଲେ. ଏଥିରୁ ସ୍ପଷ୍ଟ ପ୍ରମାଣ ମିଳିଲା ଯେ ସମ୍ମାନ ଦେଲେ ସମ୍ମାନ ମିଳେ.
Jay Gaganatha, Jindabd Bjd, jindabad Nabinji
Jagannath spelling ta Thik kari lekha ta pare Jay BJD kahiba
ଏକ ସୁନ୍ଦର ମୂହୁର୍ତ୍ତ।
Nabin babu is great
2027 Panchayat election wating
ଶ୍ରୀ ନବୀନ ପଟ୍ଟନାୟକ ହେବା ସହଜ ନୁହେଁ।
Naveen is God for poors and speaking anjel for odisha.
ୟାକୁ ହିଁ କୁହନ୍ତି ପ୍ରକୃତ ସମ୍ମାନ
Odisha and its Jagannath culture is great and different from other culture.As an Odia i respect and proud for it.
This should be the spirit of democracy
Good Understanding among Govt and Opposition... Thats only possible in Odisha... Jai Jagannath...
The best leader in odisha
Nabin Patnaik jindabad
Naveen Patnaik I love u❤❤❤❤❤
Navin sir aap grate ho sir
Navin sir aap grate ho❤❤❤❤❤❤❤❤❤❤❤❤❤❤❤❤
ରାଜନୀତି ର ଅନ୍ତିମ ଅର୍ଥ ଏହା ଅଟେ ।
Sabu see jagannatha icha nabeen sir bahutu bhala🙏🙏
Very nice, Jai jagannath
ନବିନ ହେଉ ଛନ୍ତି ହିମାଲୟ
I love navin sir
Nabin patnayak sir great❤❤❤
ଆମ ବାବୁ ନବୀନ ବାବୁ ଜୟ ଜଗନ୍ନାଥ🙏🙏🙏
ଧର୍ମେନ୍ଦ୍ର ସମସ୍ତଙ୍କର ମନ ଜିତିଲେ। ତାଙ୍କୁ salute ।
ସେଲୁଟ ର ଡେଫଫିନେସନ କଣ
ନବୀନ ନବୀନ ନବୀନ, ନବୀନ ସବୁବେଳେ ନବୀନ। ସେଥିପାଇଁ କୁହାଯାଏ ଏ ନବୀନ ଆମେ ତମ ଫ୍ୟାନ।
Jay Jagannath
Nabin Patnaik jindabad
Unchallenged politician not only in Odisha but also in India
ବିଜେପି ନେତାମାନେ ଓଡିଆ ଅସ୍ମିତାର ପରିଚୟ ଦେଇଛନ୍ତି।ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କୁ ରାଜନୀତିଠାରୁ ଉର୍ଦ୍ଧ୍ଵରେ ରହି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି।ତେଣୁ ସେମାନେ ଧନ୍ୟବାଦର ପାତ୍ର।
Right
Good environment for odisha politics
Navin is an Emotion for ever.
Jay Naveen
My favourite nabin sir
True picture of SriJagannath Culture. Nobody is great, except SriJagannath
Thanks to all the persons
You are allGreat
Jay Jagannath
Learn Modi and Rahul
ସମସ୍ତେ ଜାଣତି ପ୍ରଧାନେ ଓଡିଶା ର ସର୍ବେସର୍ବା
Very nice discussion..
MAN OF MILLIONS
Naveen sir is great ❤❤❤❤❤
Love u Sir 💚💚💚🙏
Bahut sundar bhala lagila
ବହୁତ ଭଲ
Good Naveen sir God bless you
Jay naveen patanyk sar
Bahut bhala lagila ❤❤❤❤❤
💚 he Naveen tume dhanya 🌹🌹🌹 jay shree Jagannath 💚💛❤️ jay odisha 🙏
Now Naveen sir is in the heart of Odisha people.❤
best cm of Odisha... Navin patnayak
Ati sundar muhurta
Thnks you Dharmendra sir
ଧର୍ମେନ୍ଦ୍ର ମହାଶୟଙ୍କ ମାନବିକତା ସତରେ ପ୍ରଶସନୀୟ, ଧନ୍ୟବାଦ ସାର
Thanks Dharmendra sir🎉
Great Naveen sir
Dhramedra has done well . Many thanks.
.
Legend is Legend does..always polite, sober and mannerful N.pattnaik. He supported president, Railway minister and PM without any demand. Turning point in Indian history. It seems PM will need his support in future. 🎉🎉
Thanks to Dharmendra Pradhan
Jaganath prabhu lila
Very good Pradhan babu
Kai emiti kale apana Naveen sir e chora gudanku apana neja power dei aji loka asantos ra sekar hela mu prabhu jagannath nka pakhare prathana karuchi apana dirghayu huantu 🙏 he mahan manisa dharmendra sir apananku koti🙏🙏🙏
Nabin sir is the great man
Great leader
Great 😅😅😅😊😊 cm 😮😮😮😮 nabin
Dhanyabad Pradhan sir
This is beauty of odisha....
Great sir
Great leader great politician great personality heart of odia people Naveen ji
Anybody can't take the seat of Nabin sir. He is above of politics❤
The best nabin patnayak
Jaynabin❤❤❤
This is Odia culture thank you
Really both are great
Jay nabin
ଏ ସବୁର ଶ୍ରେୟ ପ୍ରଭୁ ଜଗନ୍ନାଥଙ୍କର
This called Indian respect 🎉
Esabu jagannath nka Lila jay shree jagannath jay
Huge respect to Navin Babu.Congratulation to Dharmendra jee and all other dignitaries.
The Legend Man ...
Excellent
Nabin is nabin.nobody can replace to him.one only one mr nabin pattanaik
Iliveyou nabin