- 12 524
- 51 964 043
Suchanatv24x7
India
Приєднався 7 лют 2023
Suchanatv24x7 is a trusted a 24-hour odia digital news media which joined UA-cam on Feb 7, 2023. The news channel keeps you updated on national and international affairs. Suchanatv24x7 also helps you stay current with local news and current events. On special occasions like international or national events, festival, Rath Yatra, political and scientific events, budget, and natural calamities, we go LIVE on UA-cam, FB.
Stay tuned to Suchanatv24x7 to know breaking news about any part of the world, India and Odisha.
Suchanatv24x7 ଓଡ଼ିଶାର ଏକ ବିଶ୍ୱସନୀୟ ଡିଜିଟାଲ ଖବର ସରବରାହ ସଂସ୍ଥା ଯାହା ସଦ୍ୟ ଏବଂ ନିରପେକ୍ଷ ଖବର ପରିବେଷଣ ପାଇଁ ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଗ୍ରାମାଞ୍ଚଳ ସହିତ ଜଡିତ ବିଭିନ୍ନ ସମସ୍ୟା ସହିତ ଦେଶ ଓ ରାଜ୍ୟର ରାଜନୈତିକ ପାଣିପାଗ ଉପରେ ଆମର ସ୍ୱତନ୍ତ୍ର ଦୃଷ୍ଟି ରହିଛି । ମୋଟାମୋଟି ଭାବରେ କହିବାକୁ ଗଲେ, ସବୁ ବର୍ଗର ଓ ସବୁ ବୟସର ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ଆମେ ଖବର ପରିବେଷଣ କରିଥାଉ ।
ଦେଶ, ଦୁନିଆ ତଥା ରାଜ୍ୟର କୋଣ ଅନୁକୋଣରେ ଘଟୁଥିବା ଖବର ବିଷୟରେ ଜାଣିବା ପାଇଁ Suchanatv24x7 ସହ ଯୋଡି ହୋଇଥା'ନ୍ତୁ ।
ଜୟ ଜଗନ୍ନାଥ 🙏

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜି ଯାଜପୁର ଜିଲ୍ଲାକୁ ଦିନିକିଆ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ପ୍ରଥମେ ବ୍ୟାସ ସରୋବର ପୀଠର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ପର୍ଯ୍ୟଟନ ସ୍ଥଳୀ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କାର ଯୋଗେ ଶୋଭାଯାତ୍ରାରେ ଯାଇ ଦଳା ଟାଉନହଲ ଛକରେ ପହଞ୍ଚିବା ପରେ ନବନିର୍ମିତ ବ୍ୟାସଦେବ ଟାଉନହଲ ପ୍ରକଳ୍ପର ଲୋକାର୍ପଣ କରିଥିଲେ । #mohancharanmajhi #maohanmajhi #cmo #cmodisha #bjpcm #subhadrayojana #subhadra #subhadrascheme #pravatiparida #jajpur #cmatjajpur #subhadramoney #suchanatv24x7
Dear Viewers,
We have painstakingly prepared unique videos which have been carefully edited keeping in mind UA-cam policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #suchanatv24x7
Our social media platforms:
Website - suchanatv.com/
Twitter - suchanatv24x7
Facebook- Suchanatv24x7
UA-cam - www.youtube.com/@suchanatv24x7
Whatsapp- whatsapp.com/channel/0029Va9lOtr1XquSjU29iS31
For trade queries please contact us:
E-mail: suchanatv@24x7@gmail.com

Переглядів: 26
Відео
ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବି କରି ପାଇକଦହିକୋର ନିକଟ ଏନଏଚ ୫୫ରେ ରାସ୍ତାରୋକ
Переглядів 708 годин тому
ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧ ୫୫ନମ୍ବର ଜାତୀୟ ରାଜପଥରେ ଘରୋଇ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗତକାଲି ଉଦ୍ଧାର ହେବା ପରେ ଆଜି ପରିବାର ଲୋକେ ଝିଅର ମୃତଦେହକୁ ବଳଦିଆବନ୍ଧ ପଞ୍ଚାୟତ ପାଇକଦହିକୋର କଲେଜକୁ ଥିବା ରାସ୍ତା ସମ୍ମୁଖରେ ରଖି ନ୍ୟାୟ ଦାବିରେ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି | #dhenkanal #dhenkanalnews #strike #die #girl #breakingnews #latestodishanews #studentdeath #odishanews #odianews #suchanatv #suchanatv24x7 Dear ...
ଦିଲ୍ଲୀ ସିଂହାସନରେ ବିଜେପି, ଆମ ଆଦମୀ ପାର୍ଟି ଚିତପଟାଙ୍ଗ
Переглядів 249 годин тому
ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ଦିଲ୍ଲୀର ଦିଲ ଜିତିଲା ବିଜେପି, ଏକଜିଟ୍ ପୋଲ ପାଲଟିଲା ଏକଜାଟ୍ ପୋଲ, ବିଜେପିର ଷ୍ଟ୍ରାଟେଜିକ ମୁଭ ଆଗରେ ତିଷ୍ଠି ପାରିଲାନି ଅହଂକାର, ନୂଆଦିଲ୍ଲୀ ଆସନରୁ ହାରିଯାଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଲେ ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଖାଲି ସେତିକି ନୁହେଁ, ମନୀଷ ସିସୋଦିଆଙ୍କୁ ହରାଇଦେଲେ ବିଜେପି ପ୍ରାର୍ଥୀ ତରବିନ୍ଦର ସିଂହ ମାରଓ୍ୱା, ତେବେ ରିପୋର୍ଟ ଲେଖା ହେବାବେଳକୁ ବିଜେପି ବହୁମତଠାରୁ ବହୁ ଆଗରେ ରହିଥିଲା, ଟ୍ରେଣ୍ଡ ଅନୁସାରେ ...
ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ରୋଗୀସେବା ଠପ, ଦୁଇବର୍ଷ ହେଲା ଖାଲି ପଡିଛି ଡାକ୍ତର ପଦବୀ
Переглядів 1259 годин тому
ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ଦୁଇଦିନ ହେଲା ରୋଗୀ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି | ଡାକ୍ତର ବାବୁ ଅସୁନଥିବା ବେଳେ ଡାକ୍ତରଙ୍କ ବଦଳରେ ନର୍ସ ସେବା ଯୋଗାଉଥିବା ଦେଖିବାକୁ ମିଳିଛି | ଖଣି ଅଞ୍ଚଳର ଉପଖଣ୍ଡ ଡାକ୍ତରଖାନାରେ ଦୀର୍ଘ ଦୁଇ ବର୍ଷ ହେବ ନିୟମିତ ଡାକ୍ତର ନ ଥିବା ବେଳେ ଡେପୁଟେସନରେ ଅନ୍ୟ ଡାକ୍ତରଖାନାରୁ ଡାକ୍ତର ଯିବା ଆସିବା କରି ସେବା ଯୋଗାଉଥିବା ଜଣାପଡିଛି | #champua #champuanews #keonjharnews #kendujharnews #cha...
ବାହାଘର ପୂର୍ବରୁ ଚୁଚୁମା ଚୁଚୁମିକୁ 'PRE-WEDDING' କୁହନ୍ତି
Переглядів 1,5 тис.11 годин тому
ବ୍ୟୋମକେଶ କହିଲେ ପୁରୁଷଙ୍କ ଦୁଃ କହିଲେ କ'ଣ ପାଇଁ ସ୍ତ୍ରୀ ଦିଅନ୍ତି ଢୋକ ଜାଣନ୍ତୁ କେବଳ ସୂଚନା ଟିଭିରେ । #Byomakeshtripathy #loans #wife #cheatingwife #alimony #male #malefacts #dhoka #lovefailure #lovecase #cheatingcase #suchanatv24x7 Dear Viewers, We have painstakingly prepared unique videos which have been carefully edited keeping in mind UA-cam policy and guidelines and the taste of our beloved viewers be...
ଦିଲ୍ଲୀକା ଲଡୁ ଯୋ ଖାଏ ୱହ
Переглядів 8912 годин тому
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟର କାରଣ ସମ୍ପର୍କରେ ମୁହଁ ଖୋଲିଲେ ମାନସ ବସ୍ତିଆ #delhi #delhielections #delhiassemblyelection2025 #delhinews #aap #aamaadmiparty #arvindkejriwal #manishsisodia #satyendrajain #bjp #bjpwin #delhivoters #politics #politicsnews #suchanatv24x7 Dear Viewers, We have painstakingly prepared unique videos which have been carefully edited keeping in mind U...
ଆଦିବାସୀଙ୍କ ଦାବି ପୂରଣ ବଦଳରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ସୁକିନ୍ଦା ମହୋତ୍ସବ ନା ଚାନ୍ଦାଖିଆ ମହୋତ୍ସବ ?
Переглядів 10513 годин тому
ଯାଜପୁର ଜିଲ୍ଲା ସୁକିନ୍ଦାରେ ଶିଳ୍ପ ମହୋତ୍ସବ ୨୦୨୫ ଆରମ୍ଭ ହୋଇସାରିଛି | ମହୋତ୍ସବରେ ଶିଳ୍ପକୁ ଆକୃଷ୍ଟ କରିବା ପାଇଁ ଏବଂ ସୁକିନ୍ଦାରେ ବିପୁଳ ପରିମାଣର ନିବେଶ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର |ଦେଖିବାକୁ ବାକି ରହିଲା ନିରୀହ ଆଦିବାସୀଙ୍କ ପାଇଁ 15ଦିନର ମହଲତ ନେଇଥିବା କମ୍ପାନୀ ତାଙ୍କ ଦୁଃ ଶୁଣୁଛି ନା ପୁଣି ଆଦିବାସୀ ନିଜ ପେଟ ଭୋକ ପାଇଁ ରାଜ ରାସ୍ତାକୁ ଓଲ୍ହାଉଛନ୍ତି | #jajpur #jajpurnews #jajpurmahotsav #tribal #tribalaffairs #tribalministry #triball...
ମହାବୀର ଫେରୋ ଅଲଓ୍ବେଜ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ , ୬ ଜଣ ଗୁରୁତର
Переглядів 5413 годин тому
ମହାବୀର ପ୍ଲାଣ୍ଟର ଫ୍ଲାସ ଫର୍ନେସରେ ବଡ ଧରଣର ଦୁର୍ଘଟଣା |ଏଭଳି ଅଘଟଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବଲଣ୍ଡା ଅଞ୍ଚଳରେ | ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି । #explosion #sundargarh #sundargarhnews #forestfire #forestfires #plantation #suchanatv24x7 Dear Viewers, We have painstakingly prepared unique videos which have been carefully edited keeping in mind ...
୪୦ ଘଣ୍ଟା ଧରି ଭାରତୀୟଙ୍କ ସହ ଏମିତି କରି ସବୁସୀମା ପାର କଲା ଆମେରିକା
Переглядів 45313 годин тому
ଆମେରିକାରୁ ନିର୍ବାସିତ ୧୦୪ ଜଣ ଅବୈଧ ପ୍ରବାସୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବର ହୋସିଆରପୁର ଜିଲ୍ଲା ଟାହଲି ଗାଁର ହରବିନ୍ଦର ସିଂହ। ଡଙ୍କି ରୁଟ ଦେଇ ଯାତ୍ରା କରିବା ବେଳେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇନଥିଲେ, ତା’ଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବିମାନରେ ଆମେରିକାରୁ ଫେରିବା ସମୟରେ। #america #american #americanbully #tourist #immigration #immigrants #migrants #migration #suchanatv24x7 Dear Viewers, We have painstakingly prepa...
ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ୨୫ଟି ବୁଲେଟ୍ ମଟର ସାଇକେଲ ସାଇଲେନ୍ସର ଜବତ
Переглядів 1013 годин тому
ବଡ଼ବିଲ ପୋଲିସ୍ ଦ୍ଵାରା ପ୍ରଶଂସନୀୟ ପଦକ୍ଷେପ । ସହରରେ ଗର୍ଜନ କରି ବୁଲୁଥିବା ୨୫ଟି ବୁଲେଟ୍ ମୋଟର ସାଇକଲକୁ ଜବତ୍ କରିବା ସହ ସେଗୁଡ଼ିକରୁ ସାଇଲେନ୍ସର୍ ଖୋଲିଛି ପୋଲିସ୍ । କିଛି ଅମାନିଆ ଯୁବକ ବୁଲେଟ୍ ଗୁଡ଼ିକର ଓରିଜିନାଲ୍ ସାଇଲେନ୍ସର୍ ଖୋଲି ସେଥିରେ ଅତ୍ୟଧିକ ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ସାଇଲେନ୍ସର୍ ଲଗାଇ ସହର ମଧ୍ୟରେ ଉତ୍ପାତ ମଚାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । #kendujhar #keonjharnews #barbilpolice #joda #silencersound #silenceispower #bullet #s...
ସାମ୍ବାଦିକଙ୍କ ଉପରେ ଗୋ-ମାଫିଆଙ୍କ ମରଣାନ୍ତକ ଆକ୍ରମଣ, ପୁଲିସ-ପ୍ରଶାସନ ନୀରବଦ୍ରଷ୍ଟା
Переглядів 25514 годин тому
ସୂଚନାଟିଭି ସାମ୍ବାଦିକ ରାଜେଶ ଅଳତିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଗୋ-ଚାଲାଣକାରୀ । ରାଜେଶଙ୍କ ହାତ ଭାଙ୍ଗିବା ସହ ଶରୀରରେ ଲାଗିଛି ଗଭୀର ଆଘାତ । କିନ୍ତୁ, ସବୁ ଘଟିବା ପରେ ମଧ୍ୟ ପୁଲିସ-ପ୍ରଶାସନ ତରଫରୁ ଗ୍ରହଣ କରାଯାଉନି କାର୍ଯ୍ୟାନୁଷ୍ଠାନ । ତେଣୁ, ଏଠାରେ ପ୍ରଶ୍ନ ଉଠୁଛି, ଗୋ-ମାଫିଆ ସବୁ ସୀମା ଟପି ଯାଇଥିବାବେଳେ, ଗୋ-ଚାଲାଣ ରାକେଟକୁ କିଏ ଦେଉଛି ପ୍ରଶୟ ? କାହା ଛତ୍ରଛାୟା ତଳେ ଚାଲିଛି ଗୋ-ଚାଲାଣ ? ପୁଲିସ-ପ୍ରଶାସନ ନୀରବ ରହିବାର କାରଣ କ'ଣ ? ମାଫିଆ ଆଉ ପ୍ରଶାସନ ...
#WATCH: NEWS @ 3PM
Переглядів 4814 годин тому
#WATCH: NEWS @ 3PM #newsbulletin #headlines #newsupdate #latestnews #breakingnews #odishanews #indianews #worldnews #news #bulletin #newsbulletin #suchanatv24x7 Dear Viewers, We have painstakingly prepared unique videos which have been carefully edited keeping in mind UA-cam policy and guidelines and the taste of our beloved viewers be it breaking news, national news, international news, videos...
ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ହସ୍ପିଟାଲରେ ହେଲେ ଭର୍ତ୍ତି , ପୁଅ କହିଲେ ବେଳ ପଡିଲେ ଏୟାର ଆମ୍ବୁଲାନ୍ସରେ ନେବୁ
Переглядів 28516 годин тому
ଅଭିନେତା ଉତ୍ତମ ମହାନ୍ତି ଗୁରୁତର, ହସ୍ପିଟାଲରେ ହେଲେ ଭର୍ତ୍ତି , ପୁଅ କହିଲେ ବେଳ ପଡିଲେ ଏୟାର ଆମ୍ବୁଲାନ୍ସରେ ନେବୁ
ହୁଲସ୍ତୁଲ ହେଉଛି ପେଣ୍ଡାଲ,ବହି ଜାଳୁଛି 'ରାଜଧାନୀର ରଜନୀଗନ୍ଧା'
Переглядів 2 тис.16 годин тому
ହୁଲସ୍ତୁଲ ହେଉଛି ପେଣ୍ଡାଲ,ବହି ଜାଳୁଛି 'ରାଜଧାନୀର ରଜନୀଗନ୍ଧା'
ଟ୍ରେନରେ ଭୋକ ଓପାସରେ ୧୦ ଦିନ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ
Переглядів 5717 годин тому
ଟ୍ରେନରେ ଭୋକ ଓପାସରେ ୧୦ ଦିନ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ
ଦୁଇ ଦଫା ଦାବି ନେଇ ବିଧାନସଭା ଘେରାଉ କରିବ ମହିଳା ସହାୟିକା ଗୋଷ୍ଠୀ
Переглядів 9718 годин тому
ଦୁଇ ଦଫା ଦାବି ନେଇ ବିଧାନସଭା ଘେରାଉ କରିବ ମହିଳା ସହାୟିକା ଗୋଷ୍ଠୀ
ବିକାଶରେ ବାଧକ ପ୍ରଶାସନିକ ଅଧିକାରୀ ! ମୁହଁ ଖୋଲିଲେ ସରପଞ୍ଚ
Переглядів 3719 годин тому
ବିକାଶରେ ବାଧକ ପ୍ରଶାସନିକ ଅଧିକାରୀ ! ମୁହଁ ଖୋଲିଲେ ସରପଞ୍ଚ
ବାରବାଟୀ ଷ୍ଟାଡିୟମରେ ନିଜର ପ୍ରିୟ ଖେଳାଳିଙ୍କ ଜର୍ସି କିଣିବାକୁ ଲାଗିଛି ଲାଇନ
Переглядів 53321 годину тому
ବାରବାଟୀ ଷ୍ଟାଡିୟମରେ ନିଜର ପ୍ରିୟ ଖେଳାଳିଙ୍କ ଜର୍ସି କିଣିବାକୁ ଲାଗିଛି ଲାଇନ
ଭାରତ ଏବଂ ଇଂଲଣ୍ଡର ଆନ୍ତର୍ଜାତୀୟ ଦିନିକିଆ ମ୍ଯାଚକୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ
Переглядів 22222 години тому
ଭାରତ ଏବଂ ଇଂଲଣ୍ଡର ଆନ୍ତର୍ଜାତୀୟ ଦିନିକିଆ ମ୍ଯାଚକୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ
ଆଜି ହାରିଛୁ ,କାଲି ଜିତିବୁ ,ଦୁଃଖ ଏବଂ ସଂଘର୍ଷର କାହାଣୀ ବଖାଣିଲେ ଦାସ ବ୍ରଦର୍ସ
Переглядів 8952 години тому
ଆଜି ହାରିଛୁ ,କାଲି ଜିତିବୁ ,ଦୁଃ ଏବଂ ସଂଘର୍ଷର କାହାଣୀ ବଖାଣିଲେ ଦାସ ବ୍ରଦର୍ସ
ବସ୍ତିରେ ବହି ଟ୍ରଲି ନେଇକି ଟ୍ରେଲର ଦେଖାଉ, ଫିଲ୍ମ ଦେଖିବାକୁ ଲାଇବ୍ରେରୀ ଆସ
Переглядів 1152 години тому
ବସ୍ତିରେ ବହି ଟ୍ରଲି ନେଇକି ଟ୍ରେଲର ଦେଖାଉ, ଫିଲ୍ମ ଦେଖିବାକୁ ଲାଇବ୍ରେରୀ ଆସ
ଏବେବି ଘାରୁଛି ପାଣ୍ଡିଆନ ଭୟ, RTI ଖୋଲିପାରୁନି ବିଦେଶ ଗସ୍ତର ଗୁମର !
Переглядів 2132 години тому
ଏବେବି ଘାରୁଛି ପାଣ୍ଡିଆନ ଭୟ, RTI ଖୋଲିପାରୁନି ବିଦେଶ ଗସ୍ତର ଗୁମର !
ଧରା ପଡୁନି ଚୋର, ଜବତ ହେଉନି ଚୋରି ସାମଗ୍ରୀ, ଆସ୍ଥା ହରାଉଛି ପୋଲିସ
Переглядів 262 години тому
ଧରା ପଡୁନି ଚୋର, ଜବତ ହେଉନି ଚୋରି ସାମଗ୍ରୀ, ଆସ୍ଥା ହରାଉଛି ପୋଲିସ
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ' କରି ରାତିଅଧିଆ କନଭେୟର ବେଲ୍ଟଟ ସଜାଡୁଛି ଡାଲମିଆ ସିମେଣ୍ଟ
Переглядів 1402 години тому
ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ' କରି ରାତିଅଧିଆ କନଭେୟର ବେଲ୍ଟଟ ସଜାଡୁଛି ଡାଲମିଆ ସିମେଣ୍ଟ
ଘରେ ବସିଲେ ରୋଗ ମାଡିବସିବ,ତେଣୁ ପରିଣତ ବୟସରେ ବି ଆମେ ଖଟୁଛୁ
Переглядів 2 тис.2 години тому
ଘରେ ବସିଲେ ରୋଗ ମାଡିବସିବ,ତେଣୁ ପରିଣତ ବୟସରେ ବି ଆମେ ଖଟୁଛୁ
ଫେବୃୟାରୀ ୨୧ ରୁ ଆରମ୍ଭ ମାଟ୍ରିକ ପରୀକ୍ଷା, ୩୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
Переглядів 1242 години тому
ଫେବୃୟାରୀ ୨୧ ରୁ ଆରମ୍ଭ ମାଟ୍ରିକ ପରୀକ୍ଷା, ୩୧୩୩ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
RBIର ବଡ଼ ଘୋଷଣା, ୫ ବର୍ଷ ପରେ କମିଲା ରେପୋ ରେଟ
Переглядів 282 години тому
RBIର ବଡ଼ ଘୋଷଣା, ୫ ବର୍ଷ ପରେ କମିଲା ରେପୋ ରେଟ