Super Exclusive Interview With BJP LS Candidate, Union Min Dharmendra Pradhan (Part-2) || Kanak News

Поділитися
Вставка
  • Опубліковано 21 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #Odisha #DharmendraPradhan #Interview

КОМЕНТАРІ • 179

  • @JayantaPrakash726
    @JayantaPrakash726 4 місяці тому +14

    ଧୋକା ଦେବାରେ ବିଜେପି ଠାରୁ କେହି ବଳିଯିବେନି, ସେଥିପାଇଁ ତ ବିଜେପିକୁ ଓଡ଼ିଶାବାସୀ ଆଦୌ ପ୍ରଶୟ ଦିଅନ୍ତିନି

    • @Free_opinionated
      @Free_opinionated 4 місяці тому +5

      Magana khia mananku sabu bisa 😂

    • @laxman9145
      @laxman9145 4 місяці тому

      🐌

    • @a_nayak
      @a_nayak 3 місяці тому

      Tu Kan andha kire ? BJP huge margin re jitichhi. Odia loke BJP ku bahut pasand karanti

  • @JapanParida
    @JapanParida 4 місяці тому +2

    Wishing you a Grand success, Lord Jagannath gives you courage to face and cross the election hurdles. Stay blessed, I am backing you as per my strength.

  • @pitambarsingh7904
    @pitambarsingh7904 4 місяці тому +5

    ଓଡ଼ିଶା ଭାରତର ଅନ୍ୟ ରାଜ୍ୟ ତୁଳନାରେ ମାତ୍ର 1000 ସାମାନ୍ୟ ଅଧିକ କିଲୋମିଟର ଦୂରତା ସଡ଼କ ନିର୍ମାଣ ଅନୁଦାନ ଇ ଓ ସି ଲ ପେଟ୍ରୋଲ ଡିଜେଲ ଗ୍ୟାସ୍ ନିଯୁକ୍ତି ଦରବୃଦ୍ଧି କଣ ପାଇଁ

    • @OdishsTechInfo
      @OdishsTechInfo 4 місяці тому

      Jaiki dekha 2004-2014 bhitare gas, petrol rate kete thila , gas ra average price 985 rupee thila, petrol ra average price 95 thila, 2014-2024 bhitare amiti kete au badhijaichi ki, jete badhile bi ame deiparibu, nija india ku developed country sahita compare kara , tankara petrol, gas rate kete achi au india ra kete achi,
      Congress thila bele 1 cylinder gas pain 7 days wait karibaku paduthila Abe 1 hour re miluchi, sala Congress ka chamcha

  • @niranjanpanda8574
    @niranjanpanda8574 4 місяці тому +21

    ତାମିଲ ହଟାଓ, ଓଡିଶା ବଚାଓ ।

  • @satpathyvision5831
    @satpathyvision5831 4 місяці тому +8

    Muku bhai ... Jay Shree Ram.... God bless you.
    100%winner in2024

  • @drajaykumarpanda8013
    @drajaykumarpanda8013 4 місяці тому +24

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ଓଡ଼ିଆ ପୁଅ, ଓଡ଼ିଶା କୁ ଭଲପାଉଥିବା ମଣିଷ ଆମ ରାଜ୍ୟର ବିକାଶ ପାଇଁ ନିହାତି ଆବଶ୍ୟକ।

    • @biswajitbiswal8664
      @biswajitbiswal8664 4 місяці тому

      Gas cylinder 1200/- au petrol 105/- bishayare kichhi kuhantu. Kuhalia neta

    • @LiquidInformation-qe4ri
      @LiquidInformation-qe4ri 4 місяці тому

      ଯେଉଁମାନେ ସରକାର୍ ପରିବର୍ତ୍ତନ କୁ ବିରୋଧ କରୁଛନ୍ତି, ସେମାନେ ସବୁ BJD supporter

    • @biswajitbiswal8664
      @biswajitbiswal8664 4 місяці тому

      @@LiquidInformation-qe4ri mo birodh gas 1200/-, petrol 105/-, barsha ko 2 koti job, 15 lakh, dollar 86/-, au kahibiki ???

    • @rakeshpradhan5055
      @rakeshpradhan5055 4 місяці тому

      Gas 850 achhi

    • @biswajitbiswal8664
      @biswajitbiswal8664 4 місяці тому

      @@rakeshpradhan5055 election pare 2500/- kari daba. Puruna record kahuchi

  • @JatimSamal
    @JatimSamal 4 місяці тому +1

    Dharmendra pradhaan biggest hero in odisha. BJP jindabad jindabad jindabad🎉🎉🎉🎉🎉🎉🎉 great video. Thank u kanaka news. Jay shree ram....

  • @AdityaSahu-sn3yc
    @AdityaSahu-sn3yc 4 місяці тому +5

    ମିଛ, ଭୁଆଁ ବୁଲାଇବା ବିଜେପିର ସହଜାତ ପ୍ରବୃତି, ଏମାନଙ୍କ ପ୍ରତି କଥାରେ ମିଛ । ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବା ଶିଖ

  • @GobindaPanda22
    @GobindaPanda22 4 місяці тому +7

    ମିଛ କହିବାରେ ମାଷ୍ଟରଡିଗ୍ରୀ ହାସଲ କରିଛନ୍ତି ଓଡ଼ିଶା ବିଜେପି ନେତା

  • @sushantass670
    @sushantass670 4 місяці тому +1

    ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ 🙏

  • @shaktisuman2208
    @shaktisuman2208 4 місяці тому +8

    ବହୁତ ସୁନ୍ଦର ଲାଗିଲା sir ଆପଣଂକ କଥା ଶୁଣିକି

  • @chandrikasahoo3179
    @chandrikasahoo3179 4 місяці тому +4

    ଓଡ଼ିଆ କଙ୍କଡା, ଯିଏ କେନ୍ଦ୍ର ରେ ମନ୍ତ୍ରୀ ହୁଏ, ତା ଗୋଡ଼ ଟାଣିବା, ଆମ ମାନଙ୍କ କାମ, କେହି ଓଡ଼ିଆ ନ ହେଲେ ଆମେ ଖୁସି ତ ❤❤

  • @ManishKumar-743
    @ManishKumar-743 4 місяці тому +7

    ଓଡ଼ିଶାର ବିକାଶ ଚାହେଁନି ବିଜେପି, ଆଉ ଏଥିରେ ସହଯୋଗୀ ସାଜିଛି ରାଜ୍ୟ ପଦ୍ମଦଳିଆ ୟୁନିଟ୍ ।

    • @SasmitaSahu-s8g
      @SasmitaSahu-s8g 4 місяці тому +1

      Tumaku kn jana achhi Dharmendra Pradhan knara Odisha pai bahut abdana rahichhi ama Talcher ra FACI o Thermal ra punarudhar Dharmendra Pradhan kna pai hauchhi ethi b ama eria ra bahut janasadharan upakruta hebe

  • @pashupati55
    @pashupati55 4 місяці тому +7

    ଲୋକ ଯେତେ ଯାହା କୁହନ୍ତୁ ଧର୍ମେନ୍ଦ୍ର ଙ୍କ ପରି ଶିକ୍ଷିତ ଲୋକ ମିଳିବା କଷ୍ଟ। ଆପଣ ଯାହା ପଚାରିବେ ତାଙ୍କ ପାଖରେ ସବୁ ଉତ୍ତର ଅଛି। ❤ନବୀନ ଙ୍କ ପରି ନୁହଁ ଓଡ଼ିଆ ର ଅ ଆସିବନି।

  • @saniray884
    @saniray884 4 місяці тому

    ଓଡ଼ିଶା ବିଜେପିର ସଭାପତି ମନମୋହନ, ମା’ ମାଉସୀ ଏବେଠୁ ହୁଅ ସାବଧାନ

  • @PujaKumari-xe6kc
    @PujaKumari-xe6kc 4 місяці тому +2

    ମନମୋହନ ତମର ରାସଲୀଳା ପୂରା ଓଡ଼ିଶାବାସୀ ଜାଣନ୍ତି, ତେଣୁ ମୁହଁରେ ଯଦି ଟିକିଏ ଲାଜ ଥିବ ତେବେ ଲୋକଙ୍କ ପାଖକୁ ଯିବନି

  • @PujaKumari-xe6kc
    @PujaKumari-xe6kc 4 місяці тому +2

    ଯଦି ମନମୋହନ କେଉଁଠିକୁ ଯାଉଛନ୍ତି ତାଙ୍କୁ ଗୋବର ପାଣି ପକାନ୍ତୁ । ଏ ଲୋକ ଏଯାଏଁ ଶୁଦ୍ଧ ହୋଇନି

    • @JapanParida
      @JapanParida 4 місяці тому

      Aau Anglodia mukhiya jeunaade jauchhanti ARCHNA karaa,

  • @biswajitmoharana2271
    @biswajitmoharana2271 4 місяці тому +4

    ଏଥର ବିଜେପି ସରକାର

  • @AdityaSahu-sn3yc
    @AdityaSahu-sn3yc 4 місяці тому +7

    ରାଜ୍ୟର ସ୍ୱାର୍ଥ ନୁହେଁ ଦଳୀୟ ସ୍ୱାର୍ଥ ଓଡ଼ିଶା ବିଜେପି ପାଇଁ ଗୁରୁତ୍ୱ ବହନ କରେ

  • @RajaPanda-k3k
    @RajaPanda-k3k 4 місяці тому

    ମହିଳାଙ୍କୁ ନେଇ ପ୍ରବଳ ଜ୍ଞାନ ବାଣ୍ଟେ ବିଜେପି, କିନ୍ତୁ ସଭାପତି ପଦ ଜଣେ ବ୍ୟଭିଚାରୀ ହାତରେ ଦେଇଛି ଦଳ

  • @Prasanna-892
    @Prasanna-892 4 місяці тому +6

    ଗୁରୁଠୁ ବଳିକି ଚେଲା । ମୋଦୀ ଯେମିତି ମିଛ କହିବାରେ ମାହିର, ଚେଲା ସେମିତି ମିଛ କହିବାରେ ଡିଗ୍ରୀଧାରୀ

  • @Prasanna-892
    @Prasanna-892 4 місяці тому +6

    ମିଛ କହିବାକୁ ଏତେ ଏନର୍ଜି କେଉଁଠୁ ପାଆନ୍ତି ବିଜେପି ନେତା

    • @OdishsTechInfo
      @OdishsTechInfo 4 місяці тому +1

      Tume Congress bjd Bala pura Satua guda ta😂

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    କାମ କର ମ ❤

  • @PulakitDhal
    @PulakitDhal 4 місяці тому +5

    ରାଜ୍ୟ ବିଜେପିର ସଭାପତି କିଏ ଦେଖ, ଯିଏ ବ୍ୟଭିଚାର ମାମଲାରେ ଜଡିତ

  • @saniray884
    @saniray884 4 місяці тому

    ଯେଉଁ ଦଳର ମଙ୍ଗୁଆଳ ବ୍ୟଭିଚାରୀ, ସେହି ଦଳର କର୍ମୀ କଣ ନ ହୋଇଥିବେ ଥରେ ଭାବି ଦେଖ

  • @sanjayrout978
    @sanjayrout978 3 місяці тому

    ମୋତେ ଧର୍ମେନ୍ଦ୍ର ପ୍ରଧାନ ଭଲ ଲାଗନ୍ତି,ମୁଁ ଭାବି ଥିଲି ସେ ବୋଧେ ଓଡ଼ିଶାର bjp ମୁଖ୍ୟ ମନ୍ତ୍ରୀ ହେବେ ବୋଲି

  • @RasmitaSwain-y7o
    @RasmitaSwain-y7o 3 місяці тому

    Dharmendra sir next CM hele vala

  • @mranjanbdh6703
    @mranjanbdh6703 4 місяці тому +1

    Dharmendra Babu nkar right taking

    • @MatiMati-l7h
      @MatiMati-l7h 4 місяці тому

      Nice interview ❤❤❤❤ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ 😊

  • @rakeshsahooofficial2402
    @rakeshsahooofficial2402 3 місяці тому

    Excellent personality ❤❤❤❤ should be the next CM of odisha❤❤

  • @laxman9145
    @laxman9145 4 місяці тому +1

    ରାସେଶ୍ୱରୀ ପାଣିଗ୍ରାହୀ next ରାଜ୍ୟପାଳ

  • @cadetsoumya1124
    @cadetsoumya1124 4 місяці тому +1

    I believe in Mr Dharmendra Pradhan ❤🎉

  • @Lomaharsa
    @Lomaharsa 4 місяці тому +1

    Manash ଦାଦା ଦିଲ ଖୁସ କରି ଦେଲ ମାନବାର କେ ପଡିବା ତମକୁ

  • @Prasanna-892
    @Prasanna-892 4 місяці тому +3

    ରାତି ପାହିଯିବ, କିନ୍ତୁ ବିଜେପି ନେତାଙ୍କ ମିଛ କହିଲେ ସରିବନି

  • @ChittaranjanNayak-c6g
    @ChittaranjanNayak-c6g 4 місяці тому +4

    Only Dharmendra public accpection

  • @samarmohapatra-jr3ne
    @samarmohapatra-jr3ne 4 місяці тому +1

    BJD ବାଲାଙ୍କର କୌଣସି issue ନାହିଁ, ଚାଲୁଣି କହୁଛି ଛୁଞ୍ଚକୁ , ନିଜର କୌଣସି scheme ଓଡିଶା ର ସଫଳ ନୁହେଁ, petrolium ବିଭାଗରେ ଓଡିଶା ରେ ବହୁତ କାମ ହେଇଛି, ଓଡିଶା ର କୋଉ ବିଭାଗ ର କୋଉ ମନ୍ତ୍ରୀଙ୍କ ନାମ କେହି ଜାଣନ୍ତି ନାହିଁ, ସେଇ ମନ୍ତ୍ରୀ ମାନଙ୍କୁ ତାଙ୍କ ବିଭାଗ ବିଷୟରେ ପଚାରନ୍ତୁ....... ସବୁ କ୍ଷମତାର କେନ୍ଦ୍ରବିନ୍ଦୁ କିଏ

  • @nimaicharandeheri9064
    @nimaicharandeheri9064 4 місяці тому

    ସ୍ଵାଗତ ହରି ଓଁ

  • @brajabhusansai5399
    @brajabhusansai5399 4 місяці тому

    ପ୍ରସନ୍ନ ପଚାରିବାକୁ ସୁଯୋଗ ଦେଉ ନାହାନ୍ତି ।ହାରିବ ରେ ହାରିବ ବିଜେପି ବାଲା ଓଡିଶା ରେ କଣ କରିଛନ୍ତି କହୁନ ।

  • @rasmitaparida-cj5jq
    @rasmitaparida-cj5jq 4 місяці тому +1

    Abki bar modi sarkar
    Or odisa re dharmendra sarkar

  • @akshayakumarpani2477
    @akshayakumarpani2477 4 місяці тому +2

    Next cm ❤

  • @AnkitaSamal-j5f
    @AnkitaSamal-j5f 18 днів тому

    Respected Dharmendra pradhan❤❤

  • @RajaPanda-k3k
    @RajaPanda-k3k 4 місяці тому +2

    ଜଣେ ବ୍ୟଭିଚାରୀ ନେତାକୁ ଦଳର ସଭାପତି କରି ବିଜେପି ଓଡ଼ିଶାର ମହିଳାଙ୍କୁ ଅସମ୍ମାନିତ କରିଛି

  • @laxman9145
    @laxman9145 4 місяці тому +1

    Good personality Dharmendra Pradhan

  • @chinmayamishra5017
    @chinmayamishra5017 4 місяці тому +1

    Dharmendra Pradhan jane gyani guni o paradarshi byakti.odisha ra baijayanta panda o Dharmendra Pradhan nka hata mutha hele odisha odisha nuhna utkala heijiba

  • @shubhamdebasishpanda2600
    @shubhamdebasishpanda2600 4 місяці тому

    By individuality he is a great person

  • @OmmsaiNaik
    @OmmsaiNaik 4 місяці тому +1

    Bhai 100 percent namaste

  • @bimalmishra3240
    @bimalmishra3240 4 місяці тому

    Thanks your speach

  • @tanurout6254
    @tanurout6254 4 місяці тому

    ଶଳା ମିଛୁଆ ଇଲେକ୍ସନ ପରେ ଲୁଚିବୁ ଛି ଛି ତତେ କିଏ କେନ୍ଦ୍ର ମନ୍ତ୍ରୀ କଲା

  • @User-yhjjgzz
    @User-yhjjgzz 4 місяці тому +1

    Jay Shree Ram

  • @ajayanath5159
    @ajayanath5159 4 місяці тому

    Jay Jagannath 🙏 🙏 🙏
    Jay BJP 🙏 🙏 🙏
    Dharmendra Pradhan Zindabad

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    ମୁଁ ନେବି interview❤

  • @subhrajyoti7809
    @subhrajyoti7809 4 місяці тому +7

    ଆମ ଆଡେ ମାଡ଼ିଲାଣି ବିଜେପି ସୁଅ 🙏👍👍

  • @MatiMati-l7h
    @MatiMati-l7h 4 місяці тому +1

    BJP jindabad jindabad jindabad BJP ଜିତାଓ

  • @npsahu9756
    @npsahu9756 4 місяці тому

    Sir, Brahmapur silk pain bhi kichi kara

  • @mitrabhanudash2797
    @mitrabhanudash2797 4 місяці тому +7

    ଜଣେ ଭଦ୍ର ରାଜନୀତିକ ନେତା.

  • @pitambarsingh7904
    @pitambarsingh7904 4 місяці тому

    ଧର୍ମେନ୍ଦ୍ର ବାବୁ ବିଜୁ ଜନତା ଦଳ ଓଡ଼ିଶା ବିକାଶ ରେ ପ୍ରଲେପ ପକାଉଛନ୍ତି

  • @ayushayush8332
    @ayushayush8332 4 місяці тому +1

    Jay shree ram

  • @sadashibbai9735
    @sadashibbai9735 4 місяці тому

    Jay Jagannath

  • @OmmsaiNaik
    @OmmsaiNaik 4 місяці тому +1

    BJP zindabad ❤❤❤

  • @maheswarpanda8549
    @maheswarpanda8549 4 місяці тому

    Bhhai jagannath aapankara mangal karntu

  • @DurgaPrasad-vg7pq
    @DurgaPrasad-vg7pq 4 місяці тому

    Jay Jagannath.Jay Naveen babu

  • @janmajaydhal6932
    @janmajaydhal6932 4 місяці тому

    Good

  • @samiracharya1455
    @samiracharya1455 4 місяці тому

    Dharmendra babu tame asile costal highway kete dina vitare sariba??

  • @jayjagannathishwari2378
    @jayjagannathishwari2378 4 місяці тому

    ❤❤❤❤❤

  • @BijaykumarSwai
    @BijaykumarSwai 3 місяці тому

    BJP au paiba nahi CTC ru Dkl road thikre kàri parilàni

  • @soumyajitpradhan8042
    @soumyajitpradhan8042 3 місяці тому

    BJP GOVT SHOULD RETURN CHIT FUND MONEY TO INVESTERS FIRST IN ODISHA.

  • @binayanayak9420
    @binayanayak9420 4 місяці тому

    Tame NH 55 kama jaldi kara bahut asubidha ହଉଛି

    • @MatiMati-l7h
      @MatiMati-l7h 4 місяці тому

      BJD sarkar forest land ଯୋଗୁଁ ଏହା ସଫଳ ହେଉନାହିଁ

  • @alokkumardas5236
    @alokkumardas5236 4 місяці тому +1

    ଯଦି ଓଡ଼ିଶା ର ଆଦିବାସୀ ମହିଳା ଦେଶ ର ରାଷ୍ଟ୍ର ପତି ହେଇ ପାରିଛନ୍ତି ତ ହେଲେ କଣ ଆମ ଓଡ଼ିଶା ରେ ଜନ୍ମ ହେଇ ଥିବା ଓଡ଼ିଆ କୋହୁଥିବା ଜଣେ କେହି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଇ ପାରିବନି । କଣ ଆମକୁ ଭାଦଟିଆ ନେତା ଆବଶ୍ୟକ ଅଛି..... ? କଣ ଓଡ଼ିଆ ନିଜ ଶାସନ ନିଜ ହାତରେ ନେଇ ପାରିବନି । ତ୍ୟାଗ କରି ଦିଅ ଏହି କ୍ରୀତ ଦାସ ହେଇ ବଞ୍ଚିବା

  • @MatiMati-l7h
    @MatiMati-l7h 4 місяці тому

    BJD ଗୁଣ୍ଡା ଗିରି ବ୍ୟଭିଚାରୀ ମାଫିଆ ଚୋର ଏକଛତ୍ରବାଦ ପ୍ରଶାସନକୁ ହତବାରିଶି କରି କେତେଦିନ ରହିବ ଏଥରକ ଚୁଂହିବ😂😂😂😂❤

  • @SubhankitKarBC-
    @SubhankitKarBC- 4 місяці тому

    Kharagpur and bhadrak rasta ta tike dekh

  • @amitsonar22
    @amitsonar22 4 місяці тому

    NH kebe hebo Kia kahibo...khali pass

  • @rasmitaparida-cj5jq
    @rasmitaparida-cj5jq 4 місяці тому +1

    Nabina battery down

  • @deepakkarigari853
    @deepakkarigari853 4 місяці тому

    Pranav ku interview pain daka

  • @HemantNaik-i4q
    @HemantNaik-i4q 4 місяці тому +1

    SBP re BJP jay koshal

  • @Thorarmyofficial123
    @Thorarmyofficial123 4 місяці тому +8

    ମନ୍ତ୍ରୀ ନେତା ମାନେ ଟେଣ୍ଟ ବାନ୍ଧୁଛ traffic ଜାଗୁଛ ଆଉ କେତେ ଲଜ୍ୟା ଲାଗିବା କଥା ତମ ମାନଙ୍କୁ

  • @allinoneentertainment2767
    @allinoneentertainment2767 4 місяці тому +3

    Odisha ru lok tamilnadu karijibe DADANA
    tamilnadu ru tamil babu asi karibe odishare SASANA😂😂
    What a exchange offer 😂😂

  • @Dreamgirl15-ff3od
    @Dreamgirl15-ff3od 4 місяці тому

    Kete te vote paiba j Bobby dash ganti bhuli jibe Jay bjp muku bhai bijayi bhaba

  • @cadetsoumya1124
    @cadetsoumya1124 4 місяці тому

    What a level of talk, Sir I appreciate it ❤❤❤

  • @npsahu9756
    @npsahu9756 4 місяці тому

    Sir, Odisha bhitare re south Odisha Nahi ki Sir gote bhi example nathila apanaka interview re, Berhampur Silk Ku kana kariba discard karideba Sir. Asia's first Sugar Industry in Aska repeating again , not in India Asia's first Sugar Industry - what you will do. Mr. CM ta jitile na Berhampur Ra na Ganjam Ra unati kari pari leni jouta historical Sahar but nothing changed , nothing changed in Ganjam district as well

  • @Kkdmps.....
    @Kkdmps..... 4 місяці тому

    Congress bjd pocket re achhi...thik kathha jaha pain Congress ra patana ghatichi😊 17:55

  • @samirpadhi9759
    @samirpadhi9759 4 місяці тому +1

    Dada.. you will win...

  • @basantibalapanigrahi5289
    @basantibalapanigrahi5289 4 місяці тому

    We need Aryan rule

  • @sidhhisai5501
    @sidhhisai5501 4 місяці тому

    sabu neta mane bhasan debapain kete din class karanti Michha kahibare bjd bjp Guru sadhan karichhanti

  • @a_nayak
    @a_nayak 3 місяці тому

    Aaga BJD re thiba chora neta aau police nku jail ku niya. Ta pare, bhai chaara karibe apana

  • @DurgaPrasad-vg7pq
    @DurgaPrasad-vg7pq 4 місяці тому

    Au Jo BJP Ram Vakta ra certificate bantuchhanti .Tahara jawava kie deba

  • @ajayanath5159
    @ajayanath5159 4 місяці тому

    Sir BJD Ne A Pandian Ku Ate Teku Chanti Gote Aapana Ba BDJ Neta Kehin Janinathibe Tamil Nadu Lokamane Hindi People Support Karantini Aau Aama Odia Pila Mane Tamil Pila Mananka Sahita Jadi Hindi Re Katha Habu Tahale Tamil Pila Rong Language Re Sodhibe Ai Katha Ta Bi Aama Odisha Lokamane Samaste Janiba Darkar Please Ai Katha Aapananka News Chanel Madhyam Re Janantu Jimiti Ki Aama Odisha Loka Samaste Janantu Tamil Loka Aama Odisha Pilanku Ghruna Karanti

  • @rohitkumar7349
    @rohitkumar7349 4 місяці тому +1

    Tume ethiki asiki bhoki le sorkar change heijibo na kn sola mane ethi ki jetiki loko comment koricho 70% tomo manoro voter id nathiba mo anusare asi bjp asiba balo ta asiba june 4 re bjd jitibo 9 re cm naveen sapatho nebo

  • @aloknarayan2635
    @aloknarayan2635 4 місяці тому

    Need to provide the direct answer.Dont try to avoid the question about NH 55.Stop telling lies.baradia ki Singada dia,only BJP kare.It always try to kill or capture the fourth pillar of Democracy.This journalist is also crossing the guidelines by telling that,HIS FRIENDS ARE SUPPORTING BJP.Please dear public provide your views on it.Stop the media been personalized 🙏🙏🙏

  • @OmmsaiNaik
    @OmmsaiNaik 4 місяці тому

    🎉🎉🎉🎉🎉❤🎉🎉🎉🎉

  • @basantjojo3660
    @basantjojo3660 4 місяці тому

    10 saal bitgaya bjp sarkar ko kaun state me achhe din aya

  • @janmajaydhal6932
    @janmajaydhal6932 4 місяці тому

    Tame kendrare kana karuchha ?

  • @santilatakhatua8149
    @santilatakhatua8149 4 місяці тому

    Kichi karini Odisha paini.

  • @akshyayakumarsahoo7743
    @akshyayakumarsahoo7743 3 місяці тому

    Sir u

  • @sribachharaut5445
    @sribachharaut5445 16 днів тому

    300 unit dia

  • @Being-Soul
    @Being-Soul 4 місяці тому +2

    LET US VOTE N ELECT BJP IN BIG MARGIN

  • @gopabandhudas5683
    @gopabandhudas5683 4 місяці тому +1

    Brilliant ! Shri Dharmendra Pradhan, our pride

  • @binayanayak9420
    @binayanayak9420 4 місяці тому +1

    ଦେଖରେ ଚାଲୁନି କହୁଛି ଛୁଞ୍ଚି କୁ ତୋ ପଛରେ ଗୋଟେ କଣା । Bjp ବାଲା କହୁଛନ୍ତି ଭଡ଼ାଟିଆ ମିଡିଆ କଥା, ତମେ ପରା ସବୁ ମିଡିଆ ଙ୍କୁ ରଖିଛ । ତମ godi media 😂😂😂😂

  • @manasranjanmohanty9224
    @manasranjanmohanty9224 4 місяці тому +2

    a vali chintadhara babi dash nkaa raa achi kii...?

  • @BACKSTAGECAMERA-yi2vf
    @BACKSTAGECAMERA-yi2vf 4 місяці тому

    Western odisha full bjp east ofisha bjd

  • @FAKIRJENA-du2zs
    @FAKIRJENA-du2zs 4 місяці тому

    ନବି ଓ ପାଣ୍ଡୁ କୁ ଧରି ସେକ

  • @swarajpradhan1083
    @swarajpradhan1083 4 місяці тому +1

    Dharmendra Pradhan Zindabad ❤🎉 BJP in Sambalpur