କଣ୍ଟିଲୋରେ ମାଧବା ଶ୍ରୀକ୍ଷେତ୍ରେ କାଳିଆ / Jotrimayi rout kirtan / Belalsen badha

Поділитися
Вставка
  • Опубліковано 3 жов 2024
  • Common traditional cultural
    🌺🪔ଓଡ଼ିଶାର ସଂସ୍କୃତି🪔🌺
    (୧)ସଂସ୍କାର ସମ୍ପନ୍ନ ସାମରିକ ଜୀବନରେ ପାରମ୍ପାରିକ ମୁଲ୍ୟ ବୋଧ ହେଉଛି ଆମ ସଂସ୍କୃତି 🙏 (୨) ମାନବ ସମାଜର ମାର୍ଜିତ ରୁଚ଼ି ଓ ଉନ୍ନତ କୃତିକୁ ସଂସ୍କୃତି ବୁଝାଏ 🙏 (୩) ସାମୁହିକ ଜୀବନର, ନୈତିକତା, ଆଦର୍ଶ ଓ ଆଚାରବିଚାର,ଦେବା ଦେବୀ, ଯାନିଯାତ୍ରା, ପର୍ବପର୍ବାଣୀ, ସାମାଜିକ ରିତିନିତି କୁ ନେଇ ସଂସ୍କୃତି ଗଠିତ🙏(୪) ଧର୍ମ, ରାଜନିତି ,କଳା, ସ୍ଥାପତ୍ୟ, ବିଶ୍ୱାସ, ଅବିଶ୍ୱାସ,ବେଷପୋସାକ ଓ ବ୍ୟବହାର ସମ୍ପର୍କକୁ ଆମ ସଂସ୍କୃତି କୁହାଯାଏ 🙏(୫) ଆମ ଓଡ଼ିଶା ଜଗନ୍ନାଥ ଦେଶ ଏଠାରେ ଜାତି-ଧର୍ମ-ବର୍ଣ୍ଣ ,ନିର୍ବିଶେଷରେ ଆଧାର ହୋଇଛି 🪔ଆମ ଓଡ଼ିଶା ସଂସ୍କୃତି🪔🌺A National is known by its common festival . Festival is mirror of cultural mind of a human race 🌺 Contact,☎️-9938815182

КОМЕНТАРІ • 5

  • @dilipkumarparida1855
    @dilipkumarparida1855 6 місяців тому +1

    ଓଁ ନମଃ ଭଗବତେ ବାସୁଦେବ

  • @lingarajswain6529
    @lingarajswain6529 7 місяців тому +1

    ବହୁତ ଭଲଲାଗିଲା ଆଗକୁ ଆହୁରି ଭଲ କରିବାକୁ ଚେଷ୍ଟା କର

  • @dhammamitra5089
    @dhammamitra5089 7 місяців тому +1

    ଓଡ଼ିଶୀ ଖୋଳ ବଜେଇଲେ ବହୁତ ଭଲ ହୁଅନ୍ତା

  • @niashasahoo2562
    @niashasahoo2562 7 місяців тому +1

    ତମ ସଂକୀର୍ତ୍ତନ କେହି ଦେଖିବେନି

  • @ChandanRoul-x1k
    @ChandanRoul-x1k 7 місяців тому +1

    Palia mausa manorama behera sahita gauthile