Mata Kaushalya putra Ram nkar bananas jiba kathare ati dukhit hoi baschlya premare padi ati dukhare bananas ra kasta ku putra Ram Chandra nka udeshyare barnana karichhanti.Ethare lekhak mahashay ati sundar bhabare mata nkar putra prati sneha bola sambodhan TU ku byabahar karichhnti.Tenu ati sundar heichhi.Jay mahaprabhu shree Ram Tume Bharasa Prabhu.
ମୋ ଭଉଣୀ ର କଣ୍ଠରେ ଏଇ ଗୀତ ଟି ବହୁତ୍ ଶୋଭା ପାଉଛି
👌👌👌👌 Beautiful voice 👌👌
❤❤❤❤ so beautiful my didi
ସତରେ ଦିଦି ଏତେ ସୁନ୍ଦର ଭାବରେ ଗୀତ ଟିକୁ ଗାଇଛନ୍ତି ତାହାର କିଛି ତୁଳନା ନାହିଁ🙏🙏 ଆଉ ସଙ୍ଗୀତ ବାଦ୍ୟ ରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ବି ବହୁତ ବହୁତ ଧନ୍ୟବାଦ ବହୁତ ସୁନ୍ଦର ବାଦ୍ୟ💙
I'm all
@@ArupanandaNaik-w2b❤❤❤❤❤😊
ବର୍ଷା t
Nice bhajan&nice voice!!! Thanks ❤❤❤👌👌👌
ଯେତେ ଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି ବହୁତ୍ ସୁନ୍ଦର କଣ୍ଠ ଦାନ କରିଛନ୍ତି ଜୟ ଶ୍ରୀ ରାମ 🙏
ua-cam.com/video/xtBM1BsEgFw/v-deo.htmlsi=Z_udZTRXI82_DkkM
6:34
Beutiful very beautiful voice and song
Bahut sunder
Nice song barsa mem
Bahut sundar voice barsa dd God bless you❤❤❤
ଭଉଣୀଙ୍କ ସୁମଧୁର କଣ୍ଠରୁ 🙏 ପ୍ରଭୂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର 🙏 ଙ୍କ ଭାବ ପୂର୍ଣ୍ଣ ଗୀତଟି ବହୁତ୍ ବହୁତ୍ ସୁନ୍ଦର ଲାଗୁଛି। ଭଉଣୀଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ସର୍ବଦା ସହାୟ ହୋଇଥାଆନ୍ତୁ ।
Jane maa tanka pua ku Kate Sundar bhabe bujhau chanti bhaut kasta hauchi song te mana ku be bhaut bhala laguchi sonile 🙏🏻🙏🏻🙏🏻🙏🏻🙏🏻
🙏🏻🙏🏻
Love you ❤❤❤❤
Nice Song didi😊
Nice didi❤❤❤❤
Satare bahuta sunder voice o tone sabhinku thanks you ❤❤
ସୁନ୍ଦର କଣ୍ଠ
ପ୍ରଭୂ ଶ୍ରୀ ରାଚନ୍ଦ୍ରଙ୍କର ଜୟ ହେଉ।
କଣ୍ଠଦାନ କରିଥିବା କଣ୍ଠ ଶିଳ୍ପୀ ଙ୍କୁ ପ୍ରଭୂ କୃପା ହେଉ।
ବହୁତ ବହୁତ ଧନ୍ୟବାଦ ବର୍ଷା ଭଉଣୀ ଆପଣଙ୍କର କଣ୍ଠରେ ଏମିତି ମାଁ ସରସ୍ବତୀ ମାଆଙ୍କର ଓ ବାପା ମାଙ୍କର ଆର୍ଶୀବାଦ ରହୁ🙏 ଜୟ ଜଗନ୍ନାଥ 🕯️ ଜୟ କଳା ଠାକୁର 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବହୁତ ବହୁତ ବଢିଆ ମିଉଜିକ, ସହିତ ବହୁତ ବଢିଆ କଣ୍ଠ, ବର୍ଷା ତୁମକୁ ଭଗବାନ ସହାୟ ହୁଅନ୍ତୁ, ଆଉ ଏମିତି ଭଲ ଭଲ ଗୀତ ପରିବେଷଣ କରୁଥାନ୍ତୁ.ଆଉ ଆମ ମାନ ଙ୍କୁ ଏମିତି ଗୀତ ଶୁଣେଇକି ମାଜେଇଥାନ୍ତୁ. 🙏🏻🙏🏻❤️❤️
Barsadidi jeun Geeta gaile madhya super...thik platform milile didi Bahu agaku jaiparibe.. godbless you didi.....sir jeun ganjam pogram cancel hoithila puni kebe heba... cangratulation didi emiti agaku madi chala didi...
ବହୁତ ସୁନ୍ଦର କଣ୍ଠ ବର୍ଷା ଭଉଣୀ ର । ଆଉ ରତ୍ନାକର ସାର ଙ୍କ ସହଯୋଗ ଅତୁଳନୀୟ। ନିଶ୍ଚେ ମୁଁ ସ୍ବାଗତ କରିବି ମୋ ସୁବର୍ଣ୍ଣପୁର ଜିଲ୍ଲା କୁ । ମୁଁ ଗୋଟିଏ ଦିନ ଡାକିବି programme କରିବା ପାଇଁ
ବର୍ଷା ଦିଦି ଅତି ସୁନ୍ଦର ଭାବରେ ଗୀତ ବୋଲିଛନ୍ତି
Bohuta Sundar hoichi Gita👍👍👍👍Jay shree ram🙏🙏🙏🙏
ଭଉଣୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
ଭାବର ସହିତ ଉପସ୍ଥାପନା ପାଇଁ ଶତ ଶତ ପ୍ରଣାମ
🙏🚩 ଜୟ ଜୟ ଶ୍ରୀରାମ 🚩🙏
ଏ ଗୀତ ମୋତେ ଏତେ ଭଲଲାଗିଲା ମୁଁ କଣ୍ କହି
ଧନ୍ୟବାଦ୍ ଜାଣିପାରୁନି ❤❤❤❤
Ati sundar bhabare gaile barasa tuma kanth ati madhur jai shree ram🙏🙏🙏🙏🙏
ଆମ ହାପିପି ଫାମିଲି ଙ୍କୁ ଏ ଗୀତଟି ବହୁତ ଲୋକ ପ୍ରିୟ ହୋଇଥିବାରୁ ଗୀତି କାରକୁ ଅଶେଷ ଅଶେଷ ଧନ୍ୟବାଦ ❤❤❤
ବର୍ଷା ଦିଦି ବହୁତ ସୁନ୍ଦର ଭାବରେ ଏ ଭଜନ ଗାଇଛନ୍ତି 😊 ବହୁତ ଭଲ 😊
Jaga Form....... Jagatsingpur ❤
ବହୁତ ସୁନ୍ଦର କଣ୍ଠ ଭଉଣୀଙ୍କର,, ବାରମ୍ବାର ଶୁଣିବାକୁ ଇଛା ହଉଛି ,,ସତେ ଲାଗୁଚି ମାତା କୈକେୟୀ ତାଙ୍କ ପୁତ୍ର ରାମକୁ ବଣକୁ ଯିବାକୁ ବାରଣ କରୁଛନ୍ତି,
Super singer madam..Lord Ram Ji bless you a lot.. Thanks 🙏 for the beautiful voice given by you..this song.. it's really heart touching 😊.
🙏ଜୟ ଜଗନ୍ନାଥ 🙏
ସତରେ ଏ ଗୀତଟି ବର୍ଷା ଦିଦିଙ୍କ କଣ୍ଠରେ ବହୁତ ଭଲ ଲାଗିଲା 🙏🙏🙏🙏
ua-cam.com/video/xtBM1BsEgFw/v-deo.htmlsi=Z_udZTRXI82_DkkM
ua-cam.com/video/xtBM1BsEgFw/v-deo.htmlsi=Z_udZTRXI82_DkkM
ଅତିି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି ସମସ୍ତେ ❤❤❤❤❤❤
Ratnakar sir & Barsa thanku agaku madi chalantu ❤️❤️❤️❤️❤️❤️👌👌👌👌👌 jay sri ram 🙏🙏🙏🙏🙏🙏🙏🙏🙏
ଓଡ଼ିଶାର no-1 ରାମ ନାଟକ ଲୁଣିସାହି ଯାତ୍ରାତରଙ୍ଗ ବାବା ଗଡିକେଶ୍ୱର ନାଟ୍ୟ ସାଂସଦ❤ ରତ୍ନାକର ସାର ଟିମ୍❤❤😊
❤very well sister,,,,ମୋ status ରେ ପ୍ରାୟ ରଖି ଆସୁଛି ❤💕👌👌👌🙏🙏
❤very fine, uncompairable ❤❤❤❤❤❤Number 1
Beutiful very beautiful voice.
ବର୍ଷା ଭଉଣୀ ଯେମିତି ସୁନ୍ଦର ତାଙ୍କ ସ୍ୱର ଆହୁରି ସୁନ୍ଦର
Nice❤❤🎉
Very nice
Thank you didi
ବହୁତ୍ ଭଲ , ବେଶି ଭଲ ଲାଗିଲା ଏହି ଭଉଣୀ ଙ୍କ କଣ୍ଠ ସ୍ୱର
Excellent didi 👌👌👌👌
Bahut vala kanduri vai Xps10tone quality🎉🎉
ଅତି ଚମତ୍କାର,,,,
ପ୍ରଭୁ ରାମଚନ୍ଦ୍ର ମଙ୍ଗଳ କରନ୍ତୁ.
Sweet song as well very sweet voice, maa sarswati sitting on your voice. Jai shree Ram
God bless you
Ssss4 family New Delhi
ua-cam.com/video/xtBM1BsEgFw/v-deo.htmlsi=Z_udZTRXI82_DkkM
Bahut bhala laguchi didi tama voice re ea song 🙏🙏
ବହୁତ ସୁନ୍ଦର ଭାବରେ ଗୀତଟିକୁ ଗାଇଛନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ର ବର୍ଷା ଦିଦିଙ୍କୁ ଅନେକ ଅନେକ ଆଶ୍ରିବାଦ ପ୍ରଦାନ କରନ୍ତୁ (ଜୟ ଶ୍ରୀ ରାମ)
Sunder voice
@@samirmoharana8926😮
ଅତିସୁନ୍ଦର ଯେତେ ଶୁଣିଲେ ସେତେ ଶୁଣିବାକୁ ଇଛାହଉଚି
ଅତି ସୁନ୍ଦର କଣ୍ଠ ଜୟ ଶ୍ରୀ ରାମ
Odisha no 1 barsha TU Ramanatak prthma baunsh bati
So sweet voice really my heart touch.....❤❤❤❤❤
Very nice Barsha didi super vioce 👍🙏👌
Very nice
Mata Kaushalya putra Ram nkar bananas jiba kathare ati dukhit hoi baschlya premare padi ati dukhare bananas ra kasta ku putra Ram Chandra nka udeshyare barnana karichhanti.Ethare lekhak mahashay ati sundar bhabare mata nkar putra prati sneha bola sambodhan TU ku byabahar karichhnti.Tenu ati sundar heichhi.Jay mahaprabhu shree Ram Tume Bharasa Prabhu.
Barsha didi tumaku dhanyabad 💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
Didi ahi chhadi ajodhya bhuban gitati bahuta bahuta sunder 👍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Didi dhanyabad 💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯💯
Beautiful song and very beautiful voice, God bless you
ua-cam.com/video/xtBM1BsEgFw/v-deo.htmlsi=Z_udZTRXI82_DkkM
Hi❤😊😅😢😢🎉😂
ଅତି ସୁନ୍ଦର ଭାବରେ ଗାଇକା ଜଣକ ଭାବରେ ଭାବରେ ଗାଇଛନ୍ତି।
ବହୁତ୍ ସୁନ୍ଦର କଣ୍ଠbeautiful 😊😊
ଖୁବ୍ ସୁନ୍ଦର🎉🎉🎉🎉🎉🎉 ବାରମ୍ବାର ଶୁଣିବାକୁ ମନ୍ ହେଉଛି
Sweet songs barsha🎉
ଅତି ସୁନ୍ଦର
ରତ୍ନାକର ସାରଙ୍କୁ ମୋର ପ୍ରଣାମ❤❤❤
This is a sad song
ଦୁଃଖ ଗୀତ କୁ ଏମିତି ଗାଇଲେ ଭଲ ନୁହେଁ 🙏🏻🙏🏻🙏🏻🙏🏻
Barsha is Barsha !!! What a performance???
Didi super🙏🙏🙏
So so so so sweet voice barsha👏👏👌👌jay shree ram
Nice song didi
He Prabhu shree ram 🚩
Ait sunder voice 🙏🙏
Jay Sri Ram tamaku bhalrakhantu beautiful song ❤❤❤
Super fantastic mind blowing Suva kamana Jay sriram
Nice song in sweet tune of Barsa singer with cooperation of her team is entertaining.
Ganeswar Rout.
Beautiful song, Beautiful voice 🌹🌹🌹
ବହୁତ ସୁନ୍ଦର ହେଇଛି ଗୀତଟି ମନ କୁ ଛୁଇଁଛି 🤗
Mzxz
Nice tuning and body language both are satisfied. So many many thanks. Sreeram bless you. Sing more and more for us and for India. Go ahead.
ସୁସଜ୍ଜିତ କଣ୍ଠ ସ୍ୱର........ 👌
Ati sundar voice , bahut bhala lagila...
ବହୁତ ସୁନ୍ଦର ଗୀତ ପ୍ରଭୁ ରାମଚନ୍ଦ୍ର ତୁମ ସମାସଙ୍କ ର ମଙ୍ଗଳ କରନ୍ତୁ ସବୁବେଳେ ଏମିତି ନୂଆ ନୂଆ ଗୀତ ଆମକୁ ଦେଖାନ୍ତୁ।
ଜୟ ଶ୍ରୀ ରାମ 🙏🚩❤️
Super song
ବହୁତ୍ ବଢିଆ ଗୀତ ଆଉ ମାଡ଼ାମ ଙ୍କ କଣ୍ଠ ସ୍ୱର୍,୨୦୦ ଥର ଶୁଣି ସାରିଲିଣି
ବହୁତ ବଢିଆ.... God bless u... Medam
Very nice 🙏🙏🙏🙏🙏🙏🙏🙏jaishreeram🙏🙏🙏
Very beautiful voice barsa 🎉
ବହୁତ ଭଲ ଗାଇଲେ ବର୍ଷା ମାଡାମ 👌
Oti sundar heichi🙏🙏🙏
ବର୍ଷାଙ୍କର ବହୁତ ସୁନ୍ଦର ସ୍ଵର, ଜଗନ୍ନାଥ ମହାପ୍ରଭୁ ଆଗକୁ ଯିବାକୁ ଆଶୀର୍ବାଦ ଦିଅନ୍ତୁ , ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।
Bahut sundar gita tuma kantha re madhura laguchhi bhauni emiti gita gautha bhauni
Bahut sundar au nikhuna gita ti❤❤❤
Beautiful voice,it is touching the heart
ATI sundar kantha barsa bhauni
ଅତି ସୁନ୍ଦର ପରିବେଷଣ
Maa Ramachandra tumaku koti paramayu diantu. Koti koti lokanka manaku paribartana karauchha. Jay sriram jay.
So sweet voice Barsha sister
Barsha mam
Apnka voice super
Bhagaban sabubele emit ashish pradan karantu
Very Sweet voice Barsha....
ଭାଉଜଟିକେହସିଦୀଅ❤❤❤❤❤❤
Nice video Barsha didi
Nic vois
Very beautiful song & voice
One of my favourite song
Jay Siyaram
Ohooo ki sundar bajana ❤❤❤❤❤
Jay Shree Ram 🙏🚩 bohuta bhala Bhajan ti
ବହୁତ ସୁନ୍ଦର କଣ୍ଠଶିଳ୍ପୀ ତୁମେ ବର୍ଷl କୃଷ୍ଣଙ୍କ ଭଜନ ମଧ୍ଯ ଲୁହ ବାହାରିବା ଭଳି ଗାଇବ l ଭାଗବାନ ତୁମର ମଙ୍ଗଳ କରନ୍ତୁ l
ଜୟ ଶ୍ରୀ ରାମ 🙏🙏🙏👌👌👌👍👍👍