Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଭାଇ ଠାକୁର ଶ୍ରୀଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭଜନ ବହୁତ ସୁନ୍ଦର ଭାବେ ଦିଦି ଗାଆନ୍ତି🙏
So innocent artist..love u both...❤
Tarun,bhai,And,Monoroma,sisterku,Anek,anek,dhanyabad,Uchokotiro,gayan,pain.
E bayka bhi bahut top class performer... outstanding
ଭାଇ ମନୋରମା ଦିିଦି ଙ୍କୁ କେମିତି ଯୋଗାଯୋଗ କରିହେବ🙏🙏🙏🙏
ନିଶ୍ଚିତ ମାଆ ସରସ୍ଵତୀଙ୍କ ଅଶେଷ କୃପା ରହିଅଛି । ତା ସହ ବୁଧ ମହାଗ୍ରହ ଶୁଭ ସ୍ଥାନରେ ଥିବେ ।
Good morning madam or bhaiApanku bhagaban bhalareRakhantu apana loka manakuKhushi deuthantu jay jagannath
Very nice ...jay sri hare krishna 🌸🙏🌸🙏🌸🙏🌸💐💐💐🌺
ବହୁତ ଭଲ ଲାଗିଲା
ବହୁତ୍ ସୁନ୍ଦର୍ ଗାଇବା ର ଶୈଳୀ ଓ ଅଭିନୟ ଭଙ୍ଗୀ ମନୋରମା ଙ୍କର ଓ ତରୁଣ ଭାଇଙ୍କର ବାଦ୍ୟ ଅତି ସୁନ୍ଦର
Both of you are God gift.
Excellent pala ❤ thank you mam ♥️🙏👍🥰♥️
Manorama didi and tarun bhai always my favourite...✨
ଶ୍ରୀରାମଙ୍କ ସେତୁବନ୍ଧ ପ୍ରତିଷ୍ଠା ରେ ରାମ ଶଦ୍ଧ ର ଯେପରି ବର୍ଣ୍ଣନା କଲେ ସେଥିରେ ମୁଁ ମେଡମ୍ ଙ୍କୁ ବହୁତ ଧନ୍ୟବାଦ୍ ଦେଉଛି।
Jay guru. Bande Purushottamam. Jay Sri Sri thhakur anukul chandra
ସଙ୍କୀର୍ତ୍ତନ ରେ ଦୁଇ ଜଣଙ୍କର ଅପୂର୍ବ ସମନ୍ଵୟ, ଶୁଣିବାକୁ ବହୁତ୍ ଭଲ ଲାଗେ 🙏
Bayaka bhai ku dhanyabad gaiki bojai paruchhanti
Manorama tume dui jana jodi hoigale bhala huanta...eha mora byaktigata ichha..
ଓଡ଼ିଆ ର କଳା କୁ ଆଗ ଧାଡ଼ି ରେ ପହୁଞ୍ଚାଇଛନ୍ତି ଭଉଣୀ🌼🌼🌼🌼🌻🌻🙏🙏🙏🙏🙏
ମା ସରସ୍ବତୀଙ୍କ ଆଶୀର୍ବାଦ ନ ଥିଲେ ଏ ସବୁ ସମ୍ଭବ ହୁଏନା ।ମୋର ଆଶା ଏ ଭଳି କଳା ଟିକୁ ସବୁଦିନ ବଜାଇ ରଖିବାକୁ ଅନୁରୋଧ । ଜୟ ଶ୍ରୀ ଜଗନ୍ନାଥ ।ଆପଣ ଦୁଇଜଣ ଆମ ଗାଁ ବଳିହୁଙ୍କା କୁ ଆସିଥିଲେ ।ମୁଁ ଭାରି ଖୁସି କି ଆମ ଭାଇ ଆପଣଙ୍କ ଗୁରୁ ।ତ୍ରିନାଥ ମଙ୍ଗରାଜ ।
Nischay
ଦିଦି ପାଲା ଜଗତରେ ପ୍ରବେଶ କଲେ ବହୁତ ସୁନ୍ଦର ହେବ 🙏🏻
ମନରମା ବହୁତ ଭଲ ଗାଉଛ
ମନୋରମା ଦିଦିଙ୍କ ଗାଇବା ଶୈଳି ସବୁଠୁ ନିଆରା ବିଶେଷ କରି ତାଙ୍କ ଅଙ୍ଗ ଭାଙ୍ଗି ବହୁତ୍ ସୁନ୍ଦର ଲାଗେ
ସାକ୍ଷାତକାର ରେ ଦୁଇଜଣଙ୍କୁ ଦେଖି ବହୁତ ଖୁସି। ଭଗବାନ ତୁମର ସର୍ବ ମଙ୍ଗଳ କରନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ।ସଙ୍କିର୍ତ୍ତନ ପୁରାତନ କଳା କୁ ସୁନ୍ଦର ଭାବରେ ଆଗେଇ ନେଉ ଥିବାରୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ।
Jay jagannath didi🙏🙏🙏
ସୁନ୍ଦର ଗାଇବା ଶୈଳୀ
ଈଶ୍ବର ତୁମର ମଙ୍ଗଳ କରନ୍ତୁ . ଜୟ ଜଗନ୍ନାଥ 🙏🙏🙏🙏🙏🙏
Bhauni tumara pala jete dekhilebi mana bujhuni❤❤❤❤
ମନରମା ଦିଦୀ ଟମୋ ଗାଇବା ଅତୀ ସୁନ୍ଦର୍ ଟିକେ ଓଡିଶୀ ଆଉ ଚମ୍ପୂ ପାଇଁ ଆମେ ଯୋଗିଚୂ ଦେଖୋନ୍ତୁ ଗାଇବା ପାଇଁ ଅନୁରୋଧ ❤❤❤❤
ଆପଣଙ୍କର ଗର୍ବ ଅହଂକାର ନାହିଁ ମାନେ ଆପଣ ଆଗକୁ ଆଗ ବଢ଼ି ଚାଲିବେ,। 👌
Subash dash nka bhajan ti bahut bhala lagila Febret gitati Madam bahut bhala gaechhanti🎉🎉🎉
Bahuta bhala
ଅତି ସୁନ୍ଦର ଉପସ୍ଥାପନା ଭାଇ ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ
Monarama behera is proud singer rate is very high also
Your tone is very beautiful
Jay Jagannath Bhai
Manorama mam and tarun bhainka sakhyatakara bahuta bhala lagila
ହେଲେ ୫୩ ବରଷରେ ମୁଁ ମନୋରମା ଭଉଣୀ କୁ ଗୁରୁ କରି ଗିତ ଶିଖୁଛି ।ବହୁତ ଭଲ , ଆଉ ଜଣେ ପାଳିଆ ନଉନାହାନ୍ତି ,କାହିଁକି ???
Bahut khub
Super 👌👍👍
best monorama DIDI pls apananka qualifications janantu
ତରୁଣ ଭାଇ ବହୁତ୍ ସରଳ ❤❤❤
Jay jagannath
ମାଆ ଶାରଳା ମନୋରମା ଅପା ଙ୍କ କଣ୍ଠ ରେ ବିଦ୍ୟମାନ,❤❤❤
Verry good. Manorama
Manorama best gaika 👍
Bahuta sundar❤
Both r super jay jagannath..
ମନୋରମା My best ଗାୟିକା ମା ସରସ୍ଵତୀ ତାଙ୍କ ଠାରେ ବିରାଜମାନ କରିଛନ୍ତି
Ati sundara mu sabu bele sune🎉🎉🎉🎉🎉
ଅଶେଷ ଅଶେଷ ଧନ୍ୟବାଦ
We all odisha support
Manorama didi tume Mora ati favorite.
Super super super super👍👍👍👍👍👍
ଉଭୟଙ୍କୁ ଅଶେଷ ଧନ୍ୟବାଦ
ମାର୍ଜିତ ଗାୟିକା
Vala lage apanka program ku❤❤❤❤
Sunder gaika.
Excellent
Outstanding.
Love from sonepur.Superb voice.Really Really dynamic Radhe radhe
କିଏ ବା ବୁଝୁଛି ଏଠି କଳାକାର ମନ କେତେ ଦୁଃଖ ଦୁନିଆକୁ ସୁଖ ଦେଇ କିଣେ ଖାଲି ନିଜ ପାଇଁ ଭୋକ। ❤❤❤❤❤
Bahut sundar, radhe radhe
Dhanyabad bhai manoramanka dekheithibaru
ବହୁତ୍ ଭଲ ଲାଗୁଛି madam,ଭାଇ ତରୁଣ,
2 jana bibaha Karina darkar
ବାସ୍ତବରେ ଉଚ୍ଚକୋଟୀର ଉପସ୍ଥାପନ ଶୈଳୀ ଆଉ ଗଭୀର ଜ୍ଞାନ...
Both are best artists God bless you
Proud of Odisha
mam jajpur asantu fantastic programe
❤🙏🙏🙏 ଭଲ ଲାଗିଲା ସାକ୍ଷାତ୍ କାର
Both are super artist🎖️
Kalu bhai super
Beautiful. Jay Jagannath.
Jaya...yadav..Jay...madhava.jaya..jagannath
Tathashtu god bless you
ଟିକି ମା ମନୋରମା ଟିକି ବାବା ତରୁଣ ଙ୍କ ଚଲାପଥ ସୁଗମ ହେଉ
Best artist and beautiful performances and various geaste
Very nice
Bahut bhala lagila thanks
Jay Jagannath God bless you
ଜୟ ଜଗନ୍ନାଥ
ମୁଁ ଭାରି କୀର୍ତ୍ତନ ପ୍ରିୟ ଯାହା ହେଉ ପିଲାଟା ହେଲେ ମଧ୍ୟ ଭଲ ଗାଉଛି ଭଗବାନ ନିଶ୍ଚୟ ମଙ୍ଗଳ କରନ୍ତୁ
Next guest rupare ame dekhiba pai Lili(singapada) nku dekhiba pai chahunchu please ❤❤❤❤❤❤❤❤
Manorama mahasaya best Sankirtana gaika Mora 100 . / . Pasanda ( B Kumar Sankirtana Bayaka)
Nice
ମାଡାମ ଆପଣଙ୍କ କଣ୍ଟାକ୍ଟ ନୁମ୍ବର ଟା ଦେଲେ ଆମେ ଦୁର୍ଗା ପୂଜା ରେ ଆଣିବାକୁ ଚାହୁଁଛୁ. ହାତିବାରୀ, ସୁକିନ୍ଦା, ଯାଜପୁର ଜିଲ୍ଲା.
ଆମ ଗାଁ ଏ ବର୍ଷ ଦୁର୍ଗା ପୂଜା ପାଇଁ ବୁକିଂ କରିସାରିଛୁ
👏👏👏👏👏👏👏👏👏👏👏👏👏✊
Bhai bhala prayas🙏
Good bless you both
❤️❤️❤️❤️
🙏🙏🙏🙏🙏🙏🙏🙏🙏🙏🙏
Goodvoice
God bless you
Very nice Jay Jagannath Jay Jagannath club Puri Odisha Alok Kumar
Super ❤❤❤❤❤❤
Jaye, jagarnath ❤❤❤
2 Jana banding thik achhi
Beutful didi
🙏🙏🙏mam
ଦିଦି ମୁଖ୍ୟମନ୍ତ୍ରୀ ଙ୍କ ଗାଁ ରାଇକଲା କୁ ଆସିଥିଲେ ,,,
ଭାଇ ଠାକୁର ଶ୍ରୀଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭଜନ ବହୁତ ସୁନ୍ଦର ଭାବେ ଦିଦି ଗାଆନ୍ତି🙏
So innocent artist..love u both...❤
Tarun,bhai,And,Monoroma,sisterku,Anek,anek,dhanyabad,Uchokotiro,gayan,pain.
E bayka bhi bahut top class performer... outstanding
ଭାଇ ମନୋରମା ଦିିଦି ଙ୍କୁ କେମିତି ଯୋଗାଯୋଗ କରିହେବ🙏🙏🙏🙏
ନିଶ୍ଚିତ ମାଆ ସରସ୍ଵତୀଙ୍କ ଅଶେଷ କୃପା ରହିଅଛି ।
ତା ସହ ବୁଧ ମହାଗ୍ରହ ଶୁଭ ସ୍ଥାନରେ ଥିବେ ।
Good morning madam or bhai
Apanku bhagaban bhalare
Rakhantu apana loka manaku
Khushi deuthantu jay jagannath
Very nice ...jay sri hare krishna 🌸🙏🌸🙏🌸🙏🌸💐💐💐🌺
ବହୁତ ଭଲ ଲାଗିଲା
ବହୁତ୍ ସୁନ୍ଦର୍ ଗାଇବା ର ଶୈଳୀ ଓ ଅଭିନୟ ଭଙ୍ଗୀ ମନୋରମା ଙ୍କର ଓ ତରୁଣ ଭାଇଙ୍କର ବାଦ୍ୟ ଅତି ସୁନ୍ଦର
Both of you are God gift.
Excellent pala ❤ thank you mam ♥️🙏👍🥰♥️
Manorama didi and tarun bhai always my favourite...✨
ଶ୍ରୀରାମଙ୍କ ସେତୁବନ୍ଧ ପ୍ରତିଷ୍ଠା ରେ ରାମ ଶଦ୍ଧ ର
ଯେପରି ବର୍ଣ୍ଣନା କଲେ ସେଥିରେ ମୁଁ ମେଡମ୍ ଙ୍କୁ ବହୁତ ଧନ୍ୟବାଦ୍ ଦେଉଛି।
Jay guru. Bande Purushottamam. Jay Sri Sri thhakur anukul chandra
ସଙ୍କୀର୍ତ୍ତନ ରେ ଦୁଇ ଜଣଙ୍କର ଅପୂର୍ବ ସମନ୍ଵୟ, ଶୁଣିବାକୁ ବହୁତ୍ ଭଲ ଲାଗେ 🙏
Bayaka bhai ku dhanyabad gaiki bojai paruchhanti
Manorama tume dui jana jodi hoigale bhala huanta...eha mora byaktigata ichha..
ଓଡ଼ିଆ ର କଳା କୁ ଆଗ ଧାଡ଼ି ରେ ପହୁଞ୍ଚାଇଛନ୍ତି ଭଉଣୀ🌼🌼🌼🌼🌻🌻🙏🙏🙏🙏🙏
ମା ସରସ୍ବତୀଙ୍କ ଆଶୀର୍ବାଦ ନ ଥିଲେ ଏ ସବୁ ସମ୍ଭବ ହୁଏନା ।ମୋର ଆଶା ଏ ଭଳି କଳା ଟିକୁ ସବୁଦିନ ବଜାଇ ରଖିବାକୁ ଅନୁରୋଧ । ଜୟ ଶ୍ରୀ ଜଗନ୍ନାଥ ।ଆପଣ ଦୁଇଜଣ ଆମ ଗାଁ ବଳିହୁଙ୍କା କୁ ଆସିଥିଲେ ।ମୁଁ ଭାରି ଖୁସି କି ଆମ ଭାଇ ଆପଣଙ୍କ ଗୁରୁ ।ତ୍ରିନାଥ ମଙ୍ଗରାଜ ।
Nischay
ଦିଦି ପାଲା ଜଗତରେ ପ୍ରବେଶ କଲେ ବହୁତ ସୁନ୍ଦର ହେବ 🙏🏻
ମନରମା ବହୁତ ଭଲ ଗାଉଛ
ମନୋରମା ଦିଦିଙ୍କ ଗାଇବା ଶୈଳି ସବୁଠୁ ନିଆରା ବିଶେଷ କରି ତାଙ୍କ ଅଙ୍ଗ ଭାଙ୍ଗି ବହୁତ୍ ସୁନ୍ଦର ଲାଗେ
ସାକ୍ଷାତକାର ରେ ଦୁଇଜଣଙ୍କୁ ଦେଖି ବହୁତ ଖୁସି। ଭଗବାନ ତୁମର ସର୍ବ ମଙ୍ଗଳ କରନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ।ସଙ୍କିର୍ତ୍ତନ ପୁରାତନ କଳା କୁ ସୁନ୍ଦର ଭାବରେ ଆଗେଇ ନେଉ ଥିବାରୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ।
Jay jagannath didi🙏🙏🙏
ସୁନ୍ଦର ଗାଇବା ଶୈଳୀ
ଈଶ୍ବର ତୁମର ମଙ୍ଗଳ କରନ୍ତୁ . ଜୟ ଜଗନ୍ନାଥ 🙏🙏🙏🙏🙏🙏
Bhauni tumara pala jete dekhilebi mana bujhuni❤❤❤❤
ମନରମା ଦିଦୀ ଟମୋ ଗାଇବା ଅତୀ ସୁନ୍ଦର୍ ଟିକେ ଓଡିଶୀ ଆଉ ଚମ୍ପୂ ପାଇଁ ଆମେ ଯୋଗିଚୂ ଦେଖୋନ୍ତୁ ଗାଇବା ପାଇଁ ଅନୁରୋଧ ❤❤❤❤
ଆପଣଙ୍କର ଗର୍ବ ଅହଂକାର ନାହିଁ ମାନେ ଆପଣ ଆଗକୁ ଆଗ ବଢ଼ି ଚାଲିବେ,। 👌
Subash dash nka bhajan ti bahut bhala lagila
Febret gitati
Madam bahut bhala gaechhanti🎉🎉🎉
Bahuta bhala
ଅତି ସୁନ୍ଦର ଉପସ୍ଥାପନା ଭାଇ ପ୍ରଣାମ ସମସ୍ତଙ୍କର ମଙ୍ଗକରନ୍ତୁ ଜୟ ଜଗନ୍ନାଥ
Monarama behera is proud singer rate is very high also
Your tone is very beautiful
Jay Jagannath Bhai
Manorama mam and tarun bhainka sakhyatakara bahuta bhala lagila
ହେଲେ ୫୩ ବରଷରେ ମୁଁ ମନୋରମା ଭଉଣୀ କୁ ଗୁରୁ କରି ଗିତ ଶିଖୁଛି ।ବହୁତ ଭଲ , ଆଉ ଜଣେ ପାଳିଆ ନଉନାହାନ୍ତି ,କାହିଁକି ???
Bahut khub
Super 👌👍👍
best monorama DIDI pls apananka qualifications janantu
ତରୁଣ ଭାଇ ବହୁତ୍ ସରଳ ❤❤❤
Jay jagannath
ମାଆ ଶାରଳା ମନୋରମା ଅପା ଙ୍କ କଣ୍ଠ ରେ ବିଦ୍ୟମାନ,❤❤❤
Verry good. Manorama
Manorama best gaika 👍
Bahuta sundar❤
Both r super jay jagannath..
ମନୋରମା My best ଗାୟିକା ମା ସରସ୍ଵତୀ ତାଙ୍କ ଠାରେ ବିରାଜମାନ କରିଛନ୍ତି
Ati sundara mu sabu bele sune🎉🎉🎉🎉🎉
ଅଶେଷ ଅଶେଷ ଧନ୍ୟବାଦ
We all odisha support
Manorama didi tume Mora ati favorite.
Super super super super👍👍👍👍👍👍
ଉଭୟଙ୍କୁ ଅଶେଷ ଧନ୍ୟବାଦ
ମାର୍ଜିତ ଗାୟିକା
Vala lage apanka program ku❤❤❤❤
Sunder gaika.
Excellent
Outstanding.
Love from sonepur.
Superb voice.
Really Really dynamic
Radhe radhe
କିଏ ବା ବୁଝୁଛି ଏଠି
କଳାକାର ମନ କେତେ ଦୁଃଖ
ଦୁନିଆକୁ ସୁଖ ଦେଇ
କିଣେ ଖାଲି ନିଜ ପାଇଁ ଭୋକ।
❤❤❤❤❤
Bahut sundar, radhe radhe
Dhanyabad bhai manoramanka dekheithibaru
ବହୁତ୍ ଭଲ ଲାଗୁଛି madam,
ଭାଇ ତରୁଣ,
2 jana bibaha Karina darkar
ବାସ୍ତବରେ ଉଚ୍ଚକୋଟୀର ଉପସ୍ଥାପନ ଶୈଳୀ ଆଉ ଗଭୀର ଜ୍ଞାନ...
Both are best artists God bless you
Proud of Odisha
mam jajpur asantu fantastic programe
❤🙏🙏🙏 ଭଲ ଲାଗିଲା ସାକ୍ଷାତ୍ କାର
Both are super artist🎖️
Kalu bhai super
Beautiful. Jay Jagannath.
Jaya...yadav..Jay...madhava.jaya..jagannath
Tathashtu god bless you
ଟିକି ମା ମନୋରମା ଟିକି ବାବା ତରୁଣ ଙ୍କ ଚଲାପଥ ସୁଗମ ହେଉ
Best artist and beautiful performances and various geaste
Very nice
Bahut bhala lagila thanks
Jay Jagannath God bless you
ଜୟ ଜଗନ୍ନାଥ
ମୁଁ ଭାରି କୀର୍ତ୍ତନ ପ୍ରିୟ ଯାହା ହେଉ ପିଲାଟା ହେଲେ ମଧ୍ୟ ଭଲ ଗାଉଛି ଭଗବାନ ନିଶ୍ଚୟ ମଙ୍ଗଳ କରନ୍ତୁ
Next guest rupare ame dekhiba pai Lili(singapada) nku dekhiba pai chahunchu please ❤❤❤❤❤❤❤❤
Manorama mahasaya best Sankirtana gaika Mora 100 . / . Pasanda ( B Kumar Sankirtana Bayaka)
Nice
ମାଡାମ ଆପଣଙ୍କ କଣ୍ଟାକ୍ଟ ନୁମ୍ବର ଟା ଦେଲେ ଆମେ ଦୁର୍ଗା ପୂଜା ରେ ଆଣିବାକୁ ଚାହୁଁଛୁ. ହାତିବାରୀ, ସୁକିନ୍ଦା, ଯାଜପୁର ଜିଲ୍ଲା.
ଆମ ଗାଁ ଏ ବର୍ଷ ଦୁର୍ଗା ପୂଜା ପାଇଁ ବୁକିଂ କରିସାରିଛୁ
👏👏👏👏👏👏👏👏👏👏👏👏👏✊
Bhai bhala prayas🙏
Good bless you both
❤️❤️❤️❤️
🙏🙏🙏🙏🙏🙏🙏🙏🙏🙏🙏
Goodvoice
God bless you
Very nice
Jay Jagannath
Jay Jagannath club Puri Odisha
Alok Kumar
Super ❤❤❤❤❤❤
Jaye, jagarnath ❤❤❤
2 Jana banding thik achhi
Beutful didi
🙏🙏🙏mam
ଦିଦି ମୁଖ୍ୟମନ୍ତ୍ରୀ ଙ୍କ ଗାଁ ରାଇକଲା କୁ ଆସିଥିଲେ ,,,