malika bachana 2024/୨୦୨୫ ପାଞ୍ଜିକହେ ବିଶ୍ୱକୁ ବିପଦ ମାଡି ଆସୁଛି/Achutananda Malika

Поділитися
Вставка
  • Опубліковано 3 січ 2025

КОМЕНТАРІ • 30

  • @seemapatra9773
    @seemapatra9773 Місяць тому

    Jay jagannath sawmi ❤❤❤

  • @WelcomeDj-v3n
    @WelcomeDj-v3n Місяць тому

    Malika bachan sach hojaye Jay jagarnnath

  • @debeshsenapati8981
    @debeshsenapati8981 2 місяці тому +1

    Alekha Mahima sarana Jay ho

  • @adeshswain-v1k
    @adeshswain-v1k 2 місяці тому +2

    Jai shree Rama

  • @sanjuktabhuyan6507
    @sanjuktabhuyan6507 2 місяці тому +1

    Jay Jagannath Swami Nayana Patha Gami Bhava Tume 🙏🙏🙏🙏🙏 kartika masare 3 thara batya heba katha kichhi kahile nahi.

  • @DutikrushnaNayak
    @DutikrushnaNayak 2 місяці тому +3

    Jay shree Jagannath 🙏🙏🙏

  • @LuluSahu-q1x
    @LuluSahu-q1x 2 місяці тому +2

    Jay Jagannath 🙏🙏🙏🙏🙏🙏🙏🙏🙏

  • @लक्ष्मीकांतत्रिपाठी

    କହିଥିଲେ ୨୦୨୩ ରୁ ୨୦୨୪ ମଧ୍ୟରେ ହିରାକୁଦ ଭାଙ୍ଗିବା କଥା କ'ଣ ହେଲା

  • @gjfcj8547
    @gjfcj8547 2 місяці тому

    Malapakaiba bhalaki

  • @SukantiNaik-k1m
    @SukantiNaik-k1m 2 місяці тому +1

    Jay Jagannath 🙏🙏🙏🙏🛕🛕

  • @KahnucharanNayak-f8i
    @KahnucharanNayak-f8i 2 місяці тому

    Jay Jagannath Jay Guru Deva

  • @ranjitadakua2965
    @ranjitadakua2965 2 місяці тому

    Jay Jagannath

  • @kirankumarsadangi2697
    @kirankumarsadangi2697 2 місяці тому

    JAI SHREE JAGANNATH 🙏

  • @MamataNayak-gt3iq
    @MamataNayak-gt3iq 2 місяці тому

    ❤ ଜୟଜଗନ୍ନାଥ ରକ୍ଷାକର୍ପ୍ରଭୁ ❤

  • @rabindrapradhan8639
    @rabindrapradhan8639 2 місяці тому

    Jay tarhi achyuta jay tarhi jagannath charane swarana dia prabhu kurti kurti pranam prabhu jagataku udhar kar prabhu gurudev pranam pramod sir pranam

  • @SsSwain-wx9ww
    @SsSwain-wx9ww 2 місяці тому

    Jadi e sat hue ta hele BJP government aa pn sampurna dayi rahib... ratna bhandar alankar chori kari ba,hisab n daba bahut bhari padib...papi nk sanghar hb nischinta

  • @kartiknath3162
    @kartiknath3162 2 місяці тому

    Kartika re 3 ti batya jadi na hue a bhadra byakti nandahebe.

  • @AbhiramNanda
    @AbhiramNanda 2 місяці тому

    Date deina.Khali paisa dara karana.

  • @sidharthadas124
    @sidharthadas124 2 місяці тому

    ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ।
    ଝିଅମାନେ ପୁରୁଷ ଭଳିଆ ହେବାର କାରଣ:-
    ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର, ଡନ୍ ଏବଂ ନକ୍ସଲ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି।
    ଏହି ପରି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|
    ନାରୀମାନେ କେବଲ ନାରୀ ପରି ରହିବା ଉଚିତ୍। ନାରୀମାନେ କେବେ ପୁରୁଷ ପରି ହେବା ଟା ଜମା ଉଚିତ୍ ନୁହେଁ। ନାରୀମାନେ ପୁରୁଷ ପରି ହେବା ଟା ଘୋର୍ ଅଧର୍ମ।

    • @JayGopinathtvNarisho
      @JayGopinathtvNarisho  2 місяці тому

      ଆପଣଙ୍କର ଲେଖାଟି ବହୁତ ସୁନ୍ଦର ହୋଇଛି
      ଆଜିର ବ୍ୟସ୍ତ ଜୀବନ ଭିତରେ ଆମ Jay Gopinath Tv ର କାର୍ଯ୍ୟକ୍ରମ ଦେଖୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆଜିର ସମାଜ ମାଳିକାର ଭବିଷ୍ୟ ଲେଖା ଅନୁସାରେ ଚାଲୁଛି/କଳିର କରାଳ ପ୍ରଭାବ ମାନବ ସମାଜ ଉପରେ ଭୟଙ୍କର ଭାବେ ପଡି ଚାଲିଛି ଯାହାଦ୍ଵାରା ମାନବ ସମାଜ ଆଜି ପତନ ଆଡକୁ ଗତି କରୁଛି। ଦୀନ ଆସିବ ଗୀତା,ଭାଗବତ , ରାମାୟଣ କଥା ନୂଆ ଯୁବପିଢୀ ଙ୍କ ପାଇଁ କେବଳ କାହାଣୀ ଭଳି ଲାଗିବ। କାମନାର ଅଗ୍ନିରେ ପୋଡ଼ିହୋଇ ପୁରୁଷ ମନେ ନିଜର ପୁରୁସତ୍ଵ ହରାଇବସିବେ ନାରୀ କୁ
      ପୁରୁଷର ଆବଶ୍ୟକତା ପଡ଼ିବ ନାହିଁ। ଅନେକ ବାତ୍ୟା ଆସିବ, ଭୂମିକମ୍ପ ହେବ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ତଥାପି ମଣିଷ ଚେତିବ ନାହିଁ ଶେଷରେ କଲା କର୍ମକୁ ନେଇ ଜମପୁରକୁ ଚାଲିଯିବ jay jagannath, Jay Gopinath 🙏🙏

  • @pradeepbehera208
    @pradeepbehera208 2 місяці тому

    Kou juga re papa hau nathila tike kuha sabu jagare papa thila bhagaban madhya thile Malika namare micha kuhani 😂😂😂

  • @PadmalabhaBaral
    @PadmalabhaBaral 2 місяці тому +1

    Jade 3te batyanahela tahele kaana haba

  • @lpchenal4436
    @lpchenal4436 2 місяці тому

    ଗତ ଚୈତ ମାସ ରେ ଆମ ଗାଁ ରେ ଯାଆଁଳା ନଡ଼ିଆ ମିଳିଥିଲା

  • @लक्ष्मीकांतत्रिपाठी

    ମାଳିକା ନାମରେ ଲୋକଙ୍କୁ ମିଛ କହି ଭୟବିତ କରାନ୍ତୁ ନାହିଁ

    • @JayGopinathtvNarisho
      @JayGopinathtvNarisho  2 місяці тому

      ହୀରା କୁଦ୍ ଭାଙ୍ଗିବ 2026ରେ /ଯୋଉ ଟା ମାଳିକା କହୁଛି /ଅମେ କହୁ ନାହୁଁ 2024 ରେ ଭାଙ୍ଗିବ, ଅନେକ ପଣ୍ଡିତ ଅନେକ ମତ ଦେଉଛନ୍ତି କିନ୍ତୁ ମାଲିକାରେ ଲେଖା ଅଛି 2026 ରେ ହୀରାକୁଦ ବନ୍ଧ ଭାଙ୍ଗିବ Jay Jagannath 🙏

    • @लक्ष्मीकांतत्रिपाठी
      @लक्ष्मीकांतत्रिपाठी 2 місяці тому +1

      @JayGopinathtvNarisho ମୁ ମାଳିକା ଉପରେ ଆଙ୍ଗୁଠି ଉଠାଉ ନାହିଁ ଆଜ୍ଞା, ଏ ଭାଇନା ଗୋଟେ ଭିଡିଓ ରେ କହିଥିଲେ ହିରାକୁଦ ଭାଙ୍ଗିବ ୨୦୨୩ ରୁ ୨୦୨୪ ରେ କିନ୍ତୁ କିଛି ପ୍ରତିଫଳିତ ହୋଇନାହିଁ,
      ଆଉ ପ୍ରଭୁ ଲେଖିଥିବା ମାଳିକା କୁ ଏ କଳିଯୁଗ ର ମଣିଷ ପାଖରେ ପଢ଼ିବା ସମ୍ଭବ ନୁହେଁ

  • @gubindamailk1673
    @gubindamailk1673 2 місяці тому

    Balkatha gai loknku sala daraucha