Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଗୁରୁଘର ପାଠ ଆପଣା ପାଠ।ଅନୁଭବୀ ଜ୍ଞାନ। ଉପଯୁକ୍ତ ଗୁରୁ ପାଖରୁ କରିବ ସଂନ୍ଧାନ ।।ମୁର୍ଖ ଆଗେ ନ କହିବ ଏ ଅଭେଦ ଜ୍ଞାନ। ଦାଣ୍ଡେ ବଖାଣିଲେ ଜ୍ଞାନ ହେବ ଅନ୍ତର୍ଦ୍ଧାନ।।🎉❤🎉❤🎉
ବ୍ରହ୍ମ କୁ ବୁଝିବା ଏତେ ସହଜ କଥା ନୁହେଁ, ସଠିକ ଗୁରୁ ଙ୍କ ଆଶୀର୍ବାଦ ହେଲେ ହିଁ ଆମେ ପାଇ ପାରିବା. ଜୟ ଜଗନ୍ନାଥ ସ୍ୱାମୀ
@@kumaranantasir8290 Premananda maharaj ji ka satsanga suna karia
ଏହାଅଥର୍ଥଯଦିପରିପପ୍ରକାଶନକରିଵେତାହେଲେଏଭଳିଜିନିଷଲୋକଲୁଚନକୁଆଣନ୍ତୁନାହି ଜୟଜଗନ୍ନାଥସସ୍ଵାମୀ
Jay shree pancsakh🙏🙏🙏🙏🙏 jai shree jagannath swami ki jai 🙏🙏🙏🙏🙏
ଜୟ ଅଚ୍ୟୁତ , ଜୟ ଅନନ୍ତ, ଜୟ ଯଶୋବନ୍ତ, ଜୟ ଜଗନ୍ନାଥ, ଜୟ ବଳରାମ ମହାପୁରୁଷଙ୍କୁ ଅନେକ ଅନେକ 🙏🙏🙏ବହୁତ୍ ଭଲ ଲାଗିଲା, ଗୁରୁଙ୍କର ନାମ କଣ ପଚରି ଥିଲେ ଆହୁରି ଭଲ ହୋଇଥାନ୍ତା. ପରିଶେଷରେ ସତ୍ୟର/ଧର୍ମର ଜୟ ହେଉ, ଅସତ୍ୟର ପରାଯଏ ହେଉ.ହେଉ.
🙏🏻🙏🏻🙏🏻
Dhanyawad prabhuuu 🙏 bahut sundar katha kahile
🙏
Right
Mind blowing ❤❤❤
ଯଦି ଆପଣ ବଳରାମ ଦାସଙ୍କ ଭାଷାକୁ ନିଜେ ବୁଝିପାରୁ ନାହାନ୍ତି ତେବେ କାହିଁକି ଏ କଥା ଇଲେକ୍ଟ୍ରୋନିକ ଗଣମାଧ୍ୟମର କହୁଛ। ଏ ସବୁ ବନ୍ଦ କର।
ବହୁତ ବହୁତ ଧନ୍ୟବାଦ. 🙏🙏🙏
ଏତେ ସହଜରେ ପାଇବନି ହାଟ ମଝିରେ ବ୍ରହ୍ମ ଗ୍ୟାନ କିଏ ତୁମକୁ କହିବ🙏🙏🙏
ଏ ସବୁ ବାଣୀ ବହୁ ଆଗରୁ ବହୁ ଲୋକ ଜାଣିଛନ୍ତି।ଯଦି ଏହାର ଅର୍ଥ ବୁଝାଇବାକୁ ଅସମର୍ଥ ତେବେ କାହିଁକି ଆମମାନଙ୍କୁ ଶୁଣାଉଛନ୍ତି ?ବୁଝାଇବାରେ ଅକ୍ଷମ ହେଲେ କହୁଛନ୍ତି ଏହାକୁ ଗୁପ୍ତ ରଖାଯିବ। କାହିଁକି ଏ ପ୍ରହସନ ଚାଲିଛି ?
ଯେଉ ଶବ୍ଦ ର ଅର୍ଥ ବୁଝାଇ ପାରୁନାହାନ୍ତି ତାହା କାହିଁକି ପ୍ରକାଶ କରୁଛନ୍ତି,ଯଦି ଅନୁଭବ ଅଛି ,ଜନ କୈ ଲ୍ୟା ନ କାମରେ ଲାଗିବ କିମ୍ବା ଭକ୍ତଙ୍କୁ ବୁଝିବାକୁ ସହଜ ହେବା ତେବେ ପ୍ରକାଶ କରିବାକୁ ଅନୁରୋଧ
@@biswanathsahoo3908 ଜୟ ଜୟ ଜଗନ୍ନାଥ🙏🙏🙏
ଜୟ ଜଗନ୍ନାଥ, ଏହି ବାବା ଙ୍କ ପୁରା ଠିକଣା ଓ ନମ୍ୱର୍ ଟିକେ ଦିଅନ୍ତୁ । ଟିକେ ଦର୍ଶନ ଓ ସତସଙ୍ଗ କରିବା ପାଇଁ ଯାଇଥାନ୍ତି । ଏହି ସାଧୁ ବାବା କଣ ଲୋକଙ୍କ ସମସ୍ୟା ର ସମାଧାନ ର ଉପାୟ କିମ୍ବା ପ୍ରତିକାର କହୁଛନ୍ତି କି ? ଲୋକଙ୍କ ଅତୀତ,ଭବିଷ୍ୟତ କଥା କହୁଛନ୍ତି କି?
ଭିଡିଓ ଦେଖନ୍ତୁ ଜାଣିପାରିବେ ଠିକଣା 🙏🏻
@@AamaGreatOdisha Raghunathpur(Paradeep road) ରୁ କେତେ k.m?କୋଉ ଗ୍ରାମ/ସାହି ? ଏହି ସାଧୁ ବାବା କଣ ଲୋକଙ୍କ ସମସ୍ୟା ର ସମାଧାନ ର ଉପାୟ କିମ୍ବା ପ୍ରତିକାର କହୁଛନ୍ତି କି ? ଧ୍ୟାନ କରି ଲୋକଙ୍କ ଅତୀତ,ଭବିଷ୍ୟତ କଥା କହୁଛନ୍ତି କହିପାରୁଛନ୍ତି କି?
haribol mote jete maathibu maath
ଶ୍ରୀ ପଞ୍ଚସଖା ଶରଣମ୍ 🙏
good video sir
Jay jagannath 🎉🎉🎉🎉🎉
ବାବା ଜୟ ଶ୍ରୀ ରାମ
Om sri guru 🙏🙏🙏
ଗୁପତଗୁପତ ଅତି ଗୁପତସେହେଉଛି ନାମ ବ୍ରହ୍ମ,ଏକାକ୍ଷର,ଧାରା,ତ୍ରିସଂ ନ୍ଧ୍ୟା
🙏🏻
ବହୁତ ସୁନ୍ଦର ଭିଡିଓ ❤❤❤🙏🙏🙏 ଭଲ ଲାଗିଲା ଶୁଣିକି❤❤❤🙏🙏🙏 ବହୁତ ସତ୍ୟ ଅଛି କଥାରେ❤❤❤🙏🙏🙏 ଧନ୍ୟବାଦ ସମସ୍ତଙ୍କୁ ❤❤❤🙏🙏🙏 ଜୟ ଜଗନ୍ନାଥ ❤❤❤🙏🙏🙏 ଜୟ ପଞ୍ଚସଖା ❤❤❤🙏🙏🙏
Jay Jagannath, Jay Shree Mahapurusha Panchasakha nka Charanare Ananta koti pranam 🙏🙏🙏🙏🙏❤️💐❤️💐❤️💐❤
ଗୁରୁ ଏବଂ ଗଂଗା ର ଅର୍ଥ କଣକହୁନ କାହିଁକି ନ କହିବା ଅର୍ଥ ପାଗଳାମି
Jay Shri Ram Jay Jay Shri Ram Jay Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉
ଜୟ ମା ବିଲ ମଙ୍ଗଳା l 🙏Jay Jagannath. 🙏
Baba nku nei au gote episode karantu bhai . Bahut sunder laguchhi
Actually a guru kichhi pothi padhichhanti kintu ahar artha janananhi. Jaha mor anubhab heuchhi
ମୋ ପାଖକୁ ଆସ ଶୂନ୍ୟ ଭଜନ କରୀକି ଦେଖେଇ ବି
ହଉ
ତମେ କୋଉଠି ରହୁଛ ଠିକଣା ଦେଲେ ଫୋନ ନମ୍ବର ଦେଲେ କିଏ ଯିବ ।
ଜୟ ଅଚ୍ୟୁତ
ବାବା ପ୍ରଣାମ। ଦିକ୍ଷା ନେବାକୁ ଇଚ୍ଛା।
Prabhu kotipranam gurudev dhanyabad
ବାବା ବୁଝିପାରିଲେ ନାହିଁ। ବୁଝେଇବେ କଣ?
A sari Veda a bahut gahan ra patha bujhiba kasta Kara jai jagannath
ବାବାଜୀ ମହାଶୟ,ବିନୀତ ଅନୁରୋଧ। ମହାପୁରୁଷ ଙ୍କ ଯେଉଁ ରତନା ସାଧାରଣ ବିଚାରରେ ଅସଙ୍ଗତ/ ଅଶ୍ଳୀଳ ଲାଗେ ମାତ୍ର ଅର୍ଥ ତାତ୍ତ୍ୱିକ ଓ କେବଳ ସାଧକ ଶିଶ୍ଯମାନଙ୍କୁ ପ୍ରାପ୍ତ,ସେହି ଭଳି ରଚନା ସବୁର ରଟନା କରନ୍ତୁନି।ଖୁଡୀକୁ ହରିବା ର କି ଅର୍ଥ ଅାପଣ କଲେ ବୁଝିପାରିଲିନି । ୧୦୦ ରେ ୯୯ ଲୋକ ବି ବୁଝିପାରୁନଥିବେ।ଭକ୍ତ ନହେଲେବି ଆମେ ସନାତନ ସଂସ୍କାର ର ପରିବେଶରେ ବଢିଛୁ।ତେଣୁ ' ଗୁରୁକୁ ମାରିବୁ' ଇତ୍ଯାଦି ବାକ୍ଯ ପସନ୍ଦ କରିପାରୁନୁ।ଯଦି କେହି ପ୍ରକାଶ୍ଯ ଅର୍ଥରେ ବୁଝେ,ତେବେ ଜାଣନ୍ତୁ ଗୁରୁଙ୍କ ଭାଗ୍ଯରେ ତିରସ୍କାର ଲେଖା।
@@debiprasadmishra2699 aeta lokanku asadpathare neba ...apana thik
Jay Jagannath 🙏🙏🙏
Jay jagannath🙏🙏🙏
Jay jagannath
ଆଛା ବାବା ତମେ କେବଳ ଜଣେ ହିଁ ଜାଣିବ
ଆପଣଙ୍କୁ ବହୁତ ଧନ୍ୟଵାଦ
Jay jagannatha swami🙏🙏🙏
Jay Jagannath 🙏🏻 🙏🏻
ଭକତ ଭଗବାନ ଦୁଇ ବୁଝିଲେ ଭିନ୍ନାଭିନ୍ନ ନାହିଁ
Yehar anek valo bisaya achhi lekha thiki achhi bujhiba vulu tks lordzrmdevaji
Jay Jagannath
Jay Jagannath 🙏🏻
Jay Jaganath 🙏🎉❤
ମା କିଏ,ଖୁଡି କିଏ,ଭାଇବୋହୂ କିଏ?
ଭଗବାନଙ୍କ ଗୁପ୍ତ ବାଣୀ ପ୍ରଚାର ନ ହେଲେ ଭକ୍ତ ତରିବେ କିପରି? 🙏🕉️🙏
ଜୟ ମା ଶାରଳା କିଏ କଲା ଏମିତି ହାତ ବାଜିଗଲେ ଛୁଆଁ ହେଲା କେମିତି,ବାଟରେ ଘାଟରେ ଯେଵେ ହୁଅଇ ଧକା ଡଙ୍ଗାରେ ତ ଛୁଆଁ ନାହିଁ ହୋଇଛି ଲେଖା ପିମ୍ପୁଡ଼ି ଅଟକି ଗଳି ଯାଉଛି ହାତୀ, କିଏ କଲା ଏମିତି ......ବାରିକ ଖଞ୍ଜା ହୋଇଛି ପାଦ ତଳକୁ ବାରିକାଣୀ ପାଣି ଦିଏ ରୋଷ ଶାଳାକୁ,ବାରିକାଣୀ ପୂଜା କରେ ଗ୍ରାମ ଦେବତୀ, କିଏ କଲା ଏମିତି.........କେଉଟ ଛୁଇଁଲେ ପାଣି ହୁଅଇ ମାରା କେଉଟୁଣୀ ଚୁଡାକୁଟେ ଖାଆନ୍ତି ସାରା ଦିଅଁ ଦେଉଳରେ ନେଇ ପୂଜା କରନ୍ତି, କିଏ କଲା ଏମିତି.........ମୃଦଙ୍ଗ ଛାଉଣୀ ହାଡି ଚମଡା ଦେଖ ହାଡି ହାତରେ କିରଣ କଲା ଦି ପାଖ ଖୋଳ ପୂଜା ପାଏ ହାଡି ଅଛବ ଜାତି, କିଏ କଲା ଏମିତି.........ଗୁରୁ କୃପା ଥିଲେ ଅପଢା କୁ ପଢିବ ତତ୍ତ୍ୱ ଜ୍ଞାନ ବୁଝି ଭଵ ସିନ୍ଧୁ ତରିବ ସକଳ ଘଟରେ ଯିଏ କରେ ବସତି, କିଏ କଲା ଏମିତି.........ବୁଦ୍ଧିଆ ହୋଇଥିଲେ ଵୁଦ୍ଧି ହୋଇବ ବ୍ରାହ୍ମଣ କଥାକୁ ଦିନେ ପ୍ରତେ ନ ଯିବ ଏଥିଲାଗି ବଳରାମ ଦାସ ଲେଖନ୍ତି, କିଏ କଲା ଏମିତି.......ଭକ୍ତ କବି ବଳରାମ ଦାସଙ୍କ କୃତ,
ସୁନ୍ଦର ଉପସ୍ଥାପନାପ୍ରଣାମ ଗୁରୁଜୀଜୟ ଜଗନ୍ନାଥ
Right katha
Ok
Jay shree Jagannath ⭕‼️⭕ Jay shree Ram 🚩👏🚩🚩
🌅🪴🙏🗽🗽🕉🕉🕉🕉🕉🗽🗽🙏🪴🌄
JaysreekaliaMhavir 🙏🙏🙏
If the meaning is not expressed, there's no need of reciting it.
Okay
Jay jogonath,jai maa bilo mongola,
ପ୍ରଭୁଙ୍କ ଇଚ୍ଛା ସବୁବେଳେ sat ଲୋକଙ୍କ ପରିତ୍ରାଣ କରିବା,ତେଣୁ ଆପଣ ଗୁପ୍ତ Katha ପ୍ରକାଶ କଲେ ଲୋକଙ୍କ ମଙ୍ଗଳ ହେବ
🙏🏻🙏🏻
ଯେବେ କହିବେ ମୁରଖ ପାସ ମୋର ଅମୃତେ ଦେବୁ ବିଷ ମୂର୍ଖ ପାଖରେ କୁହନ୍ତୁ ନାହିଁ ଭକ୍ତ ମାନଙ୍କୁ କୁହନ୍ତୁ ଭକ୍ତ ମାନେ ଜାଣିଲେ ପାପି ମାନେ ପରେ ଜାଣିବେ 🙏🕉️🙏
🙏🏿🙏🏿🙏🏿
Jai jagannath 🙏 baba pronam 🙏
Jai jagannath 🙏
JAY 🙏JAGANNATH🙏🙏🙏🙏
Jay maa mangala
Baba 1no kahochhanti khali nije bojhi bara achhi aeta bojjhi ba bahóta kasta
ସବୁ ମିଛ କେବଳ ଓ
ଯିଏ ଗୁରୁ କରିଛନ୍ତି ଏ ସଂପର୍କରେ ଜାଣିପାରିବେ । ଗୁରୁ କହିଲେ ତାହା ଜାଣି ନହେଲେ ଭ୍ରମୁଁ ଥାଇ ପ୍ରାଣୀ । ଯେଉଁମାନେ ହାସ୍ୟାପଦ କରୁଛନ୍ତି ଠିକ ନୁହେଁ । ବାବା କିଛି ବୁଝେଇ ପାରୁନାହାନ୍ତି |ଏମିତି ପଦ ଦେବ କହି ପଦକେ ନିସ୍ତରୀ ବି ମୁଁହିଁ। ଗୁରୁ ମୁଖୀ ହୁଅନ୍ତୁ ସଂସାରୁ ତରି ଯାଆନ୍ତୁ
ଠିକ୍.କହିଛନ୍ତି.ବାବା
Amiti baba pakhaku janahin
ଗୁରୁଙ୍କ କଥା ବହୁତ୍ ଭଲ ଲାଗିଲା
Jay maa magala
ଗାଲୁଆଙ୍କର ବାରବାଟି ଚାଷ,ମୋ ବିଚାରରେ ଜ୍ଞାନ ଦାନ କରିବାରେ ପ୍ରତିବନ୍ଧକ ଆସିଲା କେଉଁଠୁ।
ଶରଣ 3:36
ମୁର୍ଖ ଙ୍କୁ ବଖାଣିବା ଜ୍ଞାନ।ବାଲିରେ ପରିସ୍ରା ସମାନ ।।ବିଶ୍ୱାସ ନ କରନ୍ତି ସେହି।ବ୍ୟଙ୍ଗ କରନ୍ତି ଗର୍ବ ବହି ।।ଅକ୍ଷର ଅର୍ଥ ନ ଜାଣନ୍ତି।କ୍ଷର ସ୍ରୋତରେ ଭାସିଥାନ୍ତି ।।ଗୁରୁଙ୍କୁ ମଣନ୍ତି ସେ ଗୋରୁ।ଛାତ୍ର ଛତରା ପ୍ରାୟ ଗରୁ ।।କାହୁଁ ପାଇବେ ଗୁରୁ ଜ୍ଞାନ ।ଗୁରୁ ଶବଦ ଅନ୍ତର୍ଦ୍ଧାନ ।।😮 ମହିମା ଅଲେଖ ନିରଞ୍ଜନ
ମାଳିକା ଲେଖା ସତ୍ୟ କିନ୍ତୁ ବର୍ତ୍ତମାନ ପ୍ରଚାର କରିଛନ୍ତି ଯେ ୧୯୯୯ରେ ସାତଦିନ ଅନ୍ଧାର ହେବ ଏମିତି ବହୁ ଥର ପ୍ରଚାର ହୋଇ ଛି ଏହା ପୁଣି ଜାଣିଥିବା ବ୍ୟକ୍ତି ହିଁ କରନ୍ତି ।ଏ
ଏ ଯୁଗ ପରା କଳିଯୁଗ ଯାହାକୁ ଆହା କରିବ ଖାଇବାକୁ ଦେଇ ବଞ୍ଚାଇବ ସେ ତୁମର ପରମ ଶତ୍ରୁ ହେବ ଆଉ ନିନ୍ଦା ଶୁଣିବ କଳିଯୁଗ ଖାଲି ନୁହେଁ. ଦ୍ୱାପରରେ ମଧ୍ୟ ବେଇମାନି ଭାଇ ରହି ଆସିଛନ୍ତି , ଆପଣ କହୁଛନ୍ତି ଭାଇ ସାଙ୍ଗରେ ହାତ ମିଳାଇବ ମାନେ ବିପଦକୁ ନିମନ୍ତ୍ରଣ କରିବ, ଏହା ମୋ ଅନୁଭୂତିରୁ କମେଣ୍ଟ ଦେଲି , ଯେଉଁ ଭାଇ ଭାଇକୁ ଭରଣ ପୋଷଣ କଲା ସେ ତାର ଦୁଃଖକୁ ଡାକି ଆଣିଲା , ଜୟ ଜଗନ୍ନାଥ 🙏🙏🙏🙏🙏
ଏବାବା ସବୁ ଠିକ୍ କହିଲେ କିନ୍ତୁ ସୃଷ୍ଟି ପ୍ରଳୟ କଥାରେ ଭ୍ରମ କହିଲେ କାରଣ ସୃଷ୍ଟିକାଳ ବିଷୟରେ ଧାରଣା ନାହିଁ ସାମ୍ବାଦିକ ବନ୍ଧୁ ଏକ ବୈଦିକ ବିଦ୍ୱାନ୍ ସହିତ ସାକ୍ଷାତ୍କାର କରନ୍ତୁ ସୃଷ୍ଟି ପ୍ରଳୟ କଥା ସ୍ପଷ୍ଟ ହେବେ । ଛୁଆଁ ଅଛୁଆଁ କଥାଟା ଠିକ୍ କହିଛନ୍ତି ଏସବୁ ଉଚ୍ଚ ବର୍ଣ୍ଣର ଲୋକଙ୍କ ରୋଗ।
ଏଭଳି ସାଧୂ କହନ୍ତି କିନ୍ତୁ କିଛି ଜାଣନ୍ତି ନାହିଁ ଖାଲି ଖାଲି ଗୁପ୍ତ ପାଠ ବୋଲି କହିଥାନ୍ତି
ଏ ଅପଢା ପାଠ କୁ କିଏ ବା ବୁଝିବ!ଅର୍ଥାତ କଳିଯୁଗରେ ଏ ସବୁ ଘଟିବ।ଏହାର ଅର୍ଥ ସମସ୍ତେ ଅନ୍ଧ ଅପଢା ପାଠ ତତ୍ତ୍ୱ ପାଠ ପଢିଲେ ତ ବୁଝିପାରିବ।ମୁଁ ଯାହା ବୁଝିଛି, ମାଆ କୁ ମାରିବୁ, ଖୁଡିକୁ ହରିବୁ,, ଭାଇ ବୋଉ ସଗେଂ ପିରତୀ କରିବୁ।।ଏହାର ଅର୍ଥ କୁ ନ ବୁଝି ମାଆକୁ ମାରି ଖୁଡିକୁ ହରନ୍ତି, ଭାଇ ବୋଉ ସଗେଂ ପିରତୀ କରନ୍ତି।ଯାହାକି ଅର୍ଥ ନ ବୁଝି ପାପ କରିବା ପାଇଁ ପଛାନ୍ତି ନାହିଁ।କଳିରେ ମାୟାରେ ଛନ୍ଦି ହୋଇ ଯିବେ।ଯେ ବୁଝିଲା ସେ ତରି ଯିବ।ତେଣୁ ମହାପୁରୁଷ ବଳରାମ ଦାସ ଗୁପ୍ତରେ ରଖିଛନ୍ତି।ଜୟ ଜୟ ଜଗନ୍ନାଥ ସ୍ୱାମୀ।।
@@subhenupalai7296 🙏🏻
ନଦେଖିଲଲୋକ ମୁରୁଖ କହୁଛି ବେଦ, ଭାଇ ର ଭାବାର୍ଥ କଣ ଭାଗବତ, ଭଗବତକୁ ପାନକର ସବୁ ପାଇବୁ
ଯଦି କହୁଛ ପୋଥି ଗୁପ୍ତ ଅଛି ବୋଲି ତ ତମେ କେମିତି ଖୋଲିକି ଦେଖେଇଦେବ କହୁଛ ##ତମେ ଯାହା କହୁଛ ଏରା ସବୁ ବି ମିଛ ok
Upasthapaka nka katha bhala subhunahi . Dayakari drastically debe .
ବାବା କହନ୍ତୁ, ପାଠ ଆଉ ବିଦ୍ୟା ମଧରେ ପାର୍ଥକ୍ୟ କଣ ? ଅପଢା ପାଠ ଆଉ ପଢା ପାଠ ମଧ୍ୟରେ ପାର୍ଥକ୍ୟ କଣ ? ଏ ସବୁ ପ୍ରକାଶ କରିବା ନିମିତ୍ତ ତ ପ୍ରଭୁ ବଳରାମ ଦାସ ମନା କରି ନାହାନ୍ତି ।
ଏଗୁଡା ଅପଢା ପାଠ ନୁହେଁ. ଭାଡୁଆ ପାଠ. ଏମାନେ କଣ ଶୁଦ୍ଧ ଭାଷାର ଲେଖି ପାରିଲେ ନାହିଁ ?
Prove kara ta pare kahiba , Mahapurush Balarama yanku kaun bujhaichhanti ki , emiti ye gote chhata tie
ପଞ୍ଚ ସଖା ମାଳିକା କିମ୍ବା ବଳରାମ ଦାଶଙ୍କ ଙ୍କ ଅପଢା ପାଠ ରେ ଯାହା ଲେଖା ଯାଇଛି ତାକୁ ଅର୍ଥ କରିବା ବହୁତ କଷ୍ଟ, ଏଇ ବାବାଜୀ ଯାହା ବୁଝାଉଛନ୍ତି ସେ ବି ସଠିକ୍ ଭାବାର୍ଥ କହି ପାରୁ ନାହାଁନ୍ତି।
APANANKA PARICHAYA DAYAKARIKIHE DEBEKI
କାହିଁକି ବାଉଳା ହେଉଛ.... ତମେ ଯେତେ ମେଡ଼ିଆ ଅଛ କେହି ବି ସାଧୁ ସତ୍ୟ କଥା ପ୍ରକାଶ କରି ପାରିବେନି
Tu shadhu na media ? Gote kama kare
Oh ...babaji kana nakahile ....eha sampurna Akshayare Akshayare satya....🙏🙏🙏🙏jay jagannath jay pancha sakha
ସୀତାରାମ ।।ବାସ୍ତବରେ ତତ୍ତ୍ୱ କଥା ଶ୍ରୀମଦ୍ଭଗବତ ଗୀତା ରେ ଭଗବାନ ବୁଝାଇଛନ୍ତି।ଆମ ଓଡ଼ିଶା ରେ ଯେତେ ଭକ୍ତ ଭକ୍ତି କରିଛନ୍ତି ସେ ସବୁ ର ଚମତ୍କାର ଜଗନ୍ନାଥ ମହାପ୍ରଭୁଙ୍କ ର କୃପା ଲୀଳା।।ଆଉ ରହିଲା ତତ୍ତ୍ୱ ବିଚାର ଯାହାକୁ କୂଟ ରଚନାରେ କହିଛନ୍ତି କେବଳ ବୁଦ୍ଧି ର ପରିଚୟ ଦେବା ପାଇଁ ।ଆଜିକାଲି ର ଏମିତି ବହୁତ ବାବା ଅଛନ୍ତି ଖାଲି ସେହି ଗୀତ ଗାଇ ଦେଖେଇ ହେଉଛନ୍ତି ସାଧୁ ବୋଲି ।।ଯଦି କିଏ ସତରେ ଜାଣିଥାଏ ତେବେ ତାକୁ ସରଳ ଭାବରେ ବୁଝାଇ ଦିଅନ୍ତି ।ଇଆଡୁ ସିଆଡୁ କଥା କହି ଭୁଲାନ୍ତି ନି କି ଲୁଚାନ୍ତି ନାହିଁ ।।ତତ୍ତ୍ୱ କଥା ଜାଣି ବାକୁ ଚାହାଁନ୍ତି ତ ଗୀତା ବ୍ୟାଖ୍ୟା ସାଧକ ସଂଜିବନୀ ଟୀକା ରଚୈତା ସ୍ବାମୀ ରାମସୁଖ ଦାସ ଗୀତାପ୍ରେସ ଗୋରଖପୁର ରୁ ପ୍ରକାଶିତ ଦେଖନ୍ତୁ ।।ସୀତାରାମ ସୀତାରାମ ସୀତାରାମ ସୀତାରାମ ସୀତାରାମ ସୀତାରାମ ।।
Sukha jinisa re barana Nehi ..
Alpa Bidya vayankari, chhada ho
Baba nku very good kuti 👍🙏🙏🙏🙏🙏🥥🍍🍎
Rail engine '' that means that book is recently written. Not that Malikapodi.
ଦେଖନ୍ତୁ ସବୁ ଯୋଉ ମାନେ ଏହାକୁ ସତ ଭାବୁଛନ୍ତି ସେମାନଙ୍କୁ ରେ replay ଦେଇଛନ୍ତି ଆଉ ଯିଏ ମିଛ ଭାବୁଛନ୍ତି ତାକୁ ଇଗ୍ନୋର କରୁଛି
ଏତେ ପରିଶ୍ରମ କରି ରୋଷେଇ କଲି ରୋଷେଇ କେମିତି ହୋଇଛି କେହି କହି ପାରିଲେନି ତେଣୁ ମୋ ପରିଶ୍ରମ ର ମୂଲ୍ୟ କଣ ରହିଲା ଏହା ମୋର ବୃଥା ଚେଷ୍ଟା ହେଲା ।ଦୁନିଆରେ ଦୁଇ ପ୍ରକାର ଫଳ ଗଛ ମାଟି ତଳେ ଫଳୁଥିବା ଫଳ ଗଛଟି ଥରକରେ ମରେ କିନ୍ତୁ ଡାଳରେ ମେଲିକି ଫଳ ଦେଉଥିବା ଗଛଟି ବହୁତ ଯତ୍ନ ଓ ସମ୍ମାନ ପାଏ ଓ ଅଧିକ ଦିନ ବଞ୍ଚେ।ତେଣୁ ଏ ଜ୍ଞାନୀ ବାବା କେଉଁ ବୃକ୍ଷ ଦର୍ଶକ ମାନେ କୁହନ୍ତୁ ।ଏ ଆଲୋଚନା ରେ ସମୟ ଦେବା ବି ବୃଥା ।
Vai pranam episode to virna hoichi vvala bi hoichi.apana community post re pl Malika page uplode karantu.
Jauta kahi haba nahi aapana kahi ki prasar karu chhanti
Ye bhanda baba kichhi janinahi.
Bhulu.upastapana.kalebaba.bhaibohu.mane.bhaba.sahita.pritikara
Jay jagennath
ଏ ଵାଵା କିଛି ଜାଣିନି ଖାଲି ଘୋଷି ପକାଇଛି, ପାଲା ଗାୟକ ଏସବୁ ପ୍ରାଞ୍ଜଳ ଭାବେ ଵୁଝାଇ ଦିଅନ୍ତି।
ନାଇଁ ଭାଇ ଏ youtuber ତାକୁ କିଛି ଦେଇଥିବ ଆଉ କହିଥିବ ଏଇଆ କହିବୁ ବୋଲି ok
ଠିକ କଥା
Ekdam thik
ମାଆ କହିଲେ, ମାୟା --khudi କହିଲେ କ୍ଷୁଧା --kouthi ଏଇ ଅର୍ଥ ଗୁରୁ ଅର୍ଥ ...??
ଗୁରୁଘର ପାଠ ଆପଣା ପାଠ।ଅନୁଭବୀ ଜ୍ଞାନ। ଉପଯୁକ୍ତ ଗୁରୁ ପାଖରୁ କରିବ ସଂନ୍ଧାନ ।।ମୁର୍ଖ ଆଗେ ନ କହିବ ଏ ଅଭେଦ ଜ୍ଞାନ।
ଦାଣ୍ଡେ ବଖାଣିଲେ ଜ୍ଞାନ ହେବ ଅନ୍ତର୍ଦ୍ଧାନ।।🎉❤🎉❤🎉
ବ୍ରହ୍ମ କୁ ବୁଝିବା ଏତେ ସହଜ କଥା ନୁହେଁ, ସଠିକ ଗୁରୁ ଙ୍କ ଆଶୀର୍ବାଦ ହେଲେ ହିଁ ଆମେ ପାଇ ପାରିବା. ଜୟ ଜଗନ୍ନାଥ ସ୍ୱାମୀ
@@kumaranantasir8290 Premananda maharaj ji ka satsanga suna karia
ଏହାଅଥର୍ଥଯଦିପରିପପ୍ରକାଶନକରିଵେତାହେଲେଏଭଳିଜିନିଷଲୋକଲୁଚନକୁଆଣନ୍ତୁନାହି
ଜୟଜଗନ୍ନାଥସସ୍ଵାମୀ
Jay shree pancsakh🙏🙏🙏🙏🙏 jai shree jagannath swami ki jai 🙏🙏🙏🙏🙏
ଜୟ ଅଚ୍ୟୁତ
, ଜୟ ଅନନ୍ତ, ଜୟ ଯଶୋବନ୍ତ, ଜୟ ଜଗନ୍ନାଥ, ଜୟ ବଳରାମ ମହାପୁରୁଷଙ୍କୁ ଅନେକ ଅନେକ 🙏🙏🙏ବହୁତ୍ ଭଲ ଲାଗିଲା, ଗୁରୁଙ୍କର ନାମ କଣ ପଚରି ଥିଲେ ଆହୁରି ଭଲ ହୋଇଥାନ୍ତା. ପରିଶେଷରେ ସତ୍ୟର/ଧର୍ମର ଜୟ ହେଉ, ଅସତ୍ୟର ପରାଯଏ ହେଉ.
ହେଉ.
🙏🏻🙏🏻🙏🏻
Dhanyawad prabhuuu 🙏 bahut sundar katha kahile
🙏
Right
Mind blowing ❤❤❤
ଯଦି ଆପଣ ବଳରାମ ଦାସଙ୍କ ଭାଷାକୁ ନିଜେ ବୁଝିପାରୁ ନାହାନ୍ତି ତେବେ କାହିଁକି ଏ କଥା ଇଲେକ୍ଟ୍ରୋନିକ ଗଣମାଧ୍ୟମର କହୁଛ। ଏ ସବୁ ବନ୍ଦ କର।
ବହୁତ ବହୁତ ଧନ୍ୟବାଦ. 🙏🙏🙏
ଏତେ ସହଜରେ ପାଇବନି ହାଟ ମଝିରେ ବ୍ରହ୍ମ ଗ୍ୟାନ କିଏ ତୁମକୁ କହିବ🙏🙏🙏
ଏ ସବୁ ବାଣୀ ବହୁ ଆଗରୁ ବହୁ
ଲୋକ ଜାଣିଛନ୍ତି।
ଯଦି ଏହାର ଅର୍ଥ ବୁଝାଇବାକୁ
ଅସମର୍ଥ ତେବେ କାହିଁକି ଆମମାନଙ୍କୁ ଶୁଣାଉଛନ୍ତି ?
ବୁଝାଇବାରେ ଅକ୍ଷମ ହେଲେ କହୁଛନ୍ତି ଏହାକୁ ଗୁପ୍ତ ରଖାଯିବ। କାହିଁକି ଏ ପ୍ରହସନ ଚାଲିଛି ?
ଯେଉ ଶବ୍ଦ ର ଅର୍ଥ ବୁଝାଇ ପାରୁନାହାନ୍ତି ତାହା କାହିଁକି ପ୍ରକାଶ କରୁଛନ୍ତି,ଯଦି ଅନୁଭବ ଅଛି ,ଜନ କୈ ଲ୍ୟା ନ କାମରେ ଲାଗିବ କିମ୍ବା ଭକ୍ତଙ୍କୁ ବୁଝିବାକୁ ସହଜ ହେବା ତେବେ ପ୍ରକାଶ କରିବାକୁ ଅନୁରୋଧ
@@biswanathsahoo3908 ଜୟ ଜୟ ଜଗନ୍ନାଥ🙏🙏🙏
ଜୟ ଜଗନ୍ନାଥ, ଏହି ବାବା ଙ୍କ ପୁରା ଠିକଣା ଓ ନମ୍ୱର୍ ଟିକେ ଦିଅନ୍ତୁ । ଟିକେ ଦର୍ଶନ ଓ ସତସଙ୍ଗ କରିବା ପାଇଁ ଯାଇଥାନ୍ତି । ଏହି ସାଧୁ ବାବା କଣ ଲୋକଙ୍କ ସମସ୍ୟା ର ସମାଧାନ ର ଉପାୟ କିମ୍ବା ପ୍ରତିକାର କହୁଛନ୍ତି କି ? ଲୋକଙ୍କ ଅତୀତ,ଭବିଷ୍ୟତ କଥା କହୁଛନ୍ତି କି?
ଭିଡିଓ ଦେଖନ୍ତୁ ଜାଣିପାରିବେ ଠିକଣା 🙏🏻
@@AamaGreatOdisha Raghunathpur(Paradeep road) ରୁ କେତେ k.m?କୋଉ ଗ୍ରାମ/ସାହି ? ଏହି ସାଧୁ ବାବା କଣ ଲୋକଙ୍କ ସମସ୍ୟା ର ସମାଧାନ ର ଉପାୟ କିମ୍ବା ପ୍ରତିକାର କହୁଛନ୍ତି କି ? ଧ୍ୟାନ କରି ଲୋକଙ୍କ ଅତୀତ,ଭବିଷ୍ୟତ କଥା କହୁଛନ୍ତି କହିପାରୁଛନ୍ତି କି?
haribol
mote jete maathibu maath
ଶ୍ରୀ ପଞ୍ଚସଖା ଶରଣମ୍ 🙏
good video sir
Jay jagannath 🎉🎉🎉🎉🎉
ବାବା ଜୟ ଶ୍ରୀ ରାମ
Om sri guru 🙏🙏🙏
ଗୁପତଗୁପତ ଅତି ଗୁପତସେହେଉଛି ନାମ ବ୍ରହ୍ମ,ଏକାକ୍ଷର,ଧାରା,ତ୍ରିସଂ ନ୍ଧ୍ୟା
🙏🏻
ବହୁତ ସୁନ୍ଦର ଭିଡିଓ ❤❤❤🙏🙏🙏 ଭଲ ଲାଗିଲା ଶୁଣିକି❤❤❤🙏🙏🙏 ବହୁତ ସତ୍ୟ ଅଛି କଥାରେ❤❤❤🙏🙏🙏 ଧନ୍ୟବାଦ ସମସ୍ତଙ୍କୁ ❤❤❤🙏🙏🙏 ଜୟ ଜଗନ୍ନାଥ ❤❤❤🙏🙏🙏 ଜୟ ପଞ୍ଚସଖା ❤❤❤🙏🙏🙏
🙏
Jay Jagannath, Jay Shree Mahapurusha Panchasakha nka Charanare Ananta koti pranam 🙏🙏🙏🙏🙏❤️💐❤️💐❤️💐❤
🙏🏻
ଗୁରୁ ଏବଂ ଗଂଗା ର ଅର୍ଥ କଣ
କହୁନ କାହିଁକି ନ କହିବା ଅର୍ଥ ପାଗଳାମି
Jay Shri Ram Jay Jay Shri Ram Jay Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉
ଜୟ ମା ବିଲ ମଙ୍ଗଳା l 🙏
Jay Jagannath. 🙏
🙏🏻
Baba nku nei au gote episode karantu bhai . Bahut sunder laguchhi
🙏🏻
Actually a guru kichhi pothi padhichhanti kintu ahar artha janananhi. Jaha mor anubhab heuchhi
ମୋ ପାଖକୁ ଆସ ଶୂନ୍ୟ ଭଜନ କରୀକି ଦେଖେଇ ବି
ହଉ
ତମେ କୋଉଠି ରହୁଛ ଠିକଣା ଦେଲେ ଫୋନ ନମ୍ବର ଦେଲେ କିଏ ଯିବ ।
ଜୟ ଅଚ୍ୟୁତ
ବାବା ପ୍ରଣାମ। ଦିକ୍ଷା ନେବାକୁ ଇଚ୍ଛା।
Prabhu kotipranam gurudev dhanyabad
🙏🏻
ବାବା ବୁଝିପାରିଲେ ନାହିଁ। ବୁଝେଇବେ କଣ?
A sari Veda a bahut gahan ra patha bujhiba kasta Kara jai jagannath
ବାବାଜୀ ମହାଶୟ,
ବିନୀତ ଅନୁରୋଧ। ମହାପୁରୁଷ ଙ୍କ ଯେଉଁ ରତନା ସାଧାରଣ ବିଚାରରେ ଅସଙ୍ଗତ/ ଅଶ୍ଳୀଳ ଲାଗେ ମାତ୍ର ଅର୍ଥ ତାତ୍ତ୍ୱିକ ଓ କେବଳ ସାଧକ ଶିଶ୍ଯମାନଙ୍କୁ ପ୍ରାପ୍ତ,ସେହି ଭଳି ରଚନା ସବୁର ରଟନା କରନ୍ତୁନି।
ଖୁଡୀକୁ ହରିବା ର କି ଅର୍ଥ ଅାପଣ କଲେ ବୁଝିପାରିଲିନି । ୧୦୦ ରେ ୯୯ ଲୋକ ବି ବୁଝିପାରୁନଥିବେ।
ଭକ୍ତ ନହେଲେବି ଆମେ ସନାତନ ସଂସ୍କାର ର ପରିବେଶରେ ବଢିଛୁ।
ତେଣୁ ' ଗୁରୁକୁ ମାରିବୁ' ଇତ୍ଯାଦି ବାକ୍ଯ ପସନ୍ଦ କରିପାରୁନୁ।
ଯଦି କେହି ପ୍ରକାଶ୍ଯ ଅର୍ଥରେ ବୁଝେ,ତେବେ ଜାଣନ୍ତୁ ଗୁରୁଙ୍କ ଭାଗ୍ଯରେ ତିରସ୍କାର ଲେଖା।
@@debiprasadmishra2699 aeta lokanku asadpathare neba ...apana thik
Jay Jagannath 🙏🙏🙏
🙏
Jay jagannath🙏🙏🙏
🙏🏻
Jay jagannath
🙏🏻
ଆଛା ବାବା ତମେ କେବଳ ଜଣେ ହିଁ ଜାଣିବ
ଆପଣଙ୍କୁ ବହୁତ ଧନ୍ୟଵାଦ
🙏🏻
Jay jagannatha swami🙏🙏🙏
Jay Jagannath 🙏🏻 🙏🏻
ଭକତ ଭଗବାନ ଦୁଇ ବୁଝିଲେ ଭିନ୍ନାଭିନ୍ନ ନାହିଁ
Yehar anek valo bisaya achhi lekha thiki achhi bujhiba vulu tks lordzrmdevaji
Jay Jagannath
Jay Jagannath 🙏🏻
Jay Jaganath 🙏🎉❤
🙏🏻
ମା କିଏ,ଖୁଡି କିଏ,ଭାଇବୋହୂ କିଏ?
ଭଗବାନଙ୍କ ଗୁପ୍ତ ବାଣୀ ପ୍ରଚାର ନ ହେଲେ ଭକ୍ତ ତରିବେ କିପରି? 🙏🕉️🙏
🙏🏻
ଜୟ ମା ଶାରଳା
କିଏ କଲା ଏମିତି
ହାତ ବାଜିଗଲେ ଛୁଆଁ ହେଲା କେମିତି,
ବାଟରେ ଘାଟରେ ଯେଵେ ହୁଅଇ ଧକା
ଡଙ୍ଗାରେ ତ ଛୁଆଁ ନାହିଁ ହୋଇଛି ଲେଖା
ପିମ୍ପୁଡ଼ି ଅଟକି ଗଳି ଯାଉଛି ହାତୀ,
କିଏ କଲା ଏମିତି ......
ବାରିକ ଖଞ୍ଜା ହୋଇଛି ପାଦ ତଳକୁ
ବାରିକାଣୀ ପାଣି ଦିଏ ରୋଷ ଶାଳାକୁ,
ବାରିକାଣୀ ପୂଜା କରେ ଗ୍ରାମ ଦେବତୀ,
କିଏ କଲା ଏମିତି.........
କେଉଟ ଛୁଇଁଲେ ପାଣି ହୁଅଇ ମାରା
କେଉଟୁଣୀ ଚୁଡାକୁଟେ ଖାଆନ୍ତି ସାରା
ଦିଅଁ ଦେଉଳରେ ନେଇ ପୂଜା କରନ୍ତି,
କିଏ କଲା ଏମିତି.........
ମୃଦଙ୍ଗ ଛାଉଣୀ ହାଡି ଚମଡା ଦେଖ
ହାଡି ହାତରେ କିରଣ କଲା ଦି ପାଖ
ଖୋଳ ପୂଜା ପାଏ ହାଡି ଅଛବ ଜାତି,
କିଏ କଲା ଏମିତି.........
ଗୁରୁ କୃପା ଥିଲେ ଅପଢା କୁ ପଢିବ
ତତ୍ତ୍ୱ ଜ୍ଞାନ ବୁଝି ଭଵ ସିନ୍ଧୁ ତରିବ
ସକଳ ଘଟରେ ଯିଏ କରେ ବସତି,
କିଏ କଲା ଏମିତି.........
ବୁଦ୍ଧିଆ ହୋଇଥିଲେ ଵୁଦ୍ଧି ହୋଇବ
ବ୍ରାହ୍ମଣ କଥାକୁ ଦିନେ ପ୍ରତେ ନ ଯିବ
ଏଥିଲାଗି ବଳରାମ ଦାସ ଲେଖନ୍ତି,
କିଏ କଲା ଏମିତି.......
ଭକ୍ତ କବି ବଳରାମ ଦାସଙ୍କ କୃତ,
🙏🏻🙏🏻🙏🏻
ସୁନ୍ଦର ଉପସ୍ଥାପନା
ପ୍ରଣାମ ଗୁରୁଜୀ
ଜୟ ଜଗନ୍ନାଥ
🙏🏻
Right katha
🙏🏻
Ok
Jay shree Jagannath ⭕‼️⭕ Jay shree Ram 🚩👏🚩🚩
🌅🪴🙏🗽🗽🕉🕉🕉🕉🕉🗽🗽🙏🪴🌄
JaysreekaliaMhavir 🙏🙏🙏
🙏🏻
If the meaning is not expressed, there's no need of reciting it.
Okay
Jay jogonath,jai maa bilo mongola,
🙏🏻
ପ୍ରଭୁଙ୍କ ଇଚ୍ଛା ସବୁବେଳେ sat ଲୋକଙ୍କ ପରିତ୍ରାଣ କରିବା,ତେଣୁ ଆପଣ ଗୁପ୍ତ Katha ପ୍ରକାଶ କଲେ ଲୋକଙ୍କ ମଙ୍ଗଳ ହେବ
🙏🏻🙏🏻
ଯେବେ କହିବେ ମୁରଖ ପାସ ମୋର ଅମୃତେ ଦେବୁ ବିଷ ମୂର୍ଖ ପାଖରେ କୁହନ୍ତୁ ନାହିଁ ଭକ୍ତ ମାନଙ୍କୁ କୁହନ୍ତୁ ଭକ୍ତ ମାନେ ଜାଣିଲେ ପାପି ମାନେ ପରେ ଜାଣିବେ 🙏🕉️🙏
🙏🏻
🙏🏿🙏🏿🙏🏿
🙏🏻
Jai jagannath 🙏 baba pronam 🙏
Jai jagannath 🙏
JAY 🙏JAGANNATH🙏🙏🙏🙏
Jay maa mangala
🙏
Baba 1no kahochhanti khali nije bojhi bara achhi aeta bojjhi ba bahóta kasta
ସବୁ ମିଛ କେବଳ ଓ
ଯିଏ ଗୁରୁ କରିଛନ୍ତି ଏ ସଂପର୍କରେ ଜାଣିପାରିବେ । ଗୁରୁ କହିଲେ ତାହା ଜାଣି ନହେଲେ ଭ୍ରମୁଁ ଥାଇ ପ୍ରାଣୀ । ଯେଉଁମାନେ ହାସ୍ୟାପଦ କରୁଛନ୍ତି ଠିକ ନୁହେଁ । ବାବା କିଛି ବୁଝେଇ ପାରୁନାହାନ୍ତି |ଏମିତି ପଦ ଦେବ କହି ପଦକେ ନିସ୍ତରୀ ବି ମୁଁହିଁ। ଗୁରୁ ମୁଖୀ ହୁଅନ୍ତୁ ସଂସାରୁ ତରି ଯାଆନ୍ତୁ
🙏🏻
ଠିକ୍.କହିଛନ୍ତି.ବାବା
Amiti baba pakhaku janahin
ଗୁରୁଙ୍କ କଥା ବହୁତ୍ ଭଲ ଲାଗିଲା
Jay maa magala
🙏🏻
ଗାଲୁଆଙ୍କର ବାରବାଟି ଚାଷ,ମୋ ବିଚାରରେ ଜ୍ଞାନ ଦାନ କରିବାରେ ପ୍ରତିବନ୍ଧକ ଆସିଲା କେଉଁଠୁ।
ଶରଣ 3:36
ମୁର୍ଖ ଙ୍କୁ ବଖାଣିବା ଜ୍ଞାନ।
ବାଲିରେ ପରିସ୍ରା ସମାନ ।।
ବିଶ୍ୱାସ ନ କରନ୍ତି ସେହି।
ବ୍ୟଙ୍ଗ କରନ୍ତି ଗର୍ବ ବହି ।।
ଅକ୍ଷର ଅର୍ଥ ନ ଜାଣନ୍ତି।
କ୍ଷର ସ୍ରୋତରେ ଭାସିଥାନ୍ତି ।।
ଗୁରୁଙ୍କୁ ମଣନ୍ତି ସେ ଗୋରୁ।
ଛାତ୍ର ଛତରା ପ୍ରାୟ ଗରୁ ।।
କାହୁଁ ପାଇବେ ଗୁରୁ ଜ୍ଞାନ ।
ଗୁରୁ ଶବଦ ଅନ୍ତର୍ଦ୍ଧାନ ।।😮
ମହିମା ଅଲେଖ ନିରଞ୍ଜନ