ଏଠାରେ ହାତ ଧରିଲେ ଝିଅ କୁ ବାହା ହବାକୁ ବାଧ୍ୟ || KOYA TRIBE MALKANGIRI

Поділитися
Вставка
  • Опубліковано 5 лют 2025
  • ଏଠାରେ ହାତ ଧରିଲେ ଝିଅ କୁ ବାହା ହବାକୁ ବାଧ୍ୟ || KOYA TRIBE MALKANGIRI #mutraveller

КОМЕНТАРІ • 1 тис.

  • @janmejayabagarti3294
    @janmejayabagarti3294 Рік тому +354

    ଆମ ଓଡ଼ିଶାରେ ଏମିତି ଜନଜାତି ଅଛନ୍ତି ବୋଲି କେବେ ବି ଜାଣିନଥିଲି। ଯାହା ହେଉ ବହୁତ ସୁନ୍ଦର ଲାଗିଲା ଦେଖିକି।

    • @Suryababukandhamalvlogger.s
      @Suryababukandhamalvlogger.s Рік тому +2

      ତମେ କୋଉ ଜିଲା ର ଲକ ଓଡିୟା କଲଚର ଡେକିନଥିଲା

    • @raghunathhembram5881
      @raghunathhembram5881 Рік тому +2

      Yes✅

    • @bibekananda2023
      @bibekananda2023 Рік тому +5

      Bhadrak kete achaa like❤❤❤

    • @Iron_Man.11
      @Iron_Man.11 Рік тому +2

      Bhai Apana Mane Kemiti Janibe..Apana Mane Ta Khali Bhubaneswar, Cuttack, Puri... Amiti Hauchanti So Sabu District Ku Bujhiba Ku Chesta Kara Please 🙏

    • @SUJAYA187
      @SUJAYA187 Рік тому

      ଭାଈ ଓଡ଼ିଶା ra କଲ୍ଚର ଦେଖି ବହୁତ ଖୁସି ଲାଗିଲା ❤

  • @Rajesh-x3j
    @Rajesh-x3j Рік тому +226

    ଲବ ଭାଈଙ୍କୁ କିଏ କିଏ ଭଲ ପାଅ ଠିକ୍ ମୋ ଭଳିଆ love you ଲବ ଭାଈ

  • @bhaskarmania741
    @bhaskarmania741 Рік тому +1

    Khub sundar

  • @kanderamsing3065
    @kanderamsing3065 Рік тому +145

    ଆମ tribal ଲୋକମାନେ ସବୁଠାରୁ ମୂଳ ନିବାସୀ, ଜୟ ଆଦିବାସୀ ❤❤

    • @MajhiHruda
      @MajhiHruda Рік тому +2

      ଜୟ ଆଦିବାସୀ🙏🙏🙏

    • @dadaumbulproduction2189
      @dadaumbulproduction2189 Рік тому +2

      Jai Adivasi 🙏🏹

    • @debasishj6780
      @debasishj6780 Рік тому

      Don't believe in aryan invasion theory. Ame sabu bharata ra mula nibasi

    • @realprabachan
      @realprabachan Рік тому

      ବହୁତ ଭଲ ଲାଗିଲା ଦେଖିକି ❤

    • @dHsU-e5x
      @dHsU-e5x Рік тому

      Bhai thare Western odisha tk buli asa

  • @PADIAKABASI-m3r
    @PADIAKABASI-m3r Рік тому +1

    Good Lavo Bhai ilike this vedio

  • @krglbskeyjbkz1004
    @krglbskeyjbkz1004 Рік тому +191

    କେଉଁ ମାନେ ଏହି ଭିଡିଓ ଅପେକ୍ଷାରେ ଥିଲେ ❤❤❤ ହାତ ଟେକନ୍ତୁ ✋✋✋

  • @chakradharamuduli5006
    @chakradharamuduli5006 Рік тому +1

    ❤❤❤❤

  • @Bikashparidavlogger.Artist
    @Bikashparidavlogger.Artist Рік тому +2

    ଅତି ସୁନ୍ଦର 😊🥰😮

  • @Alit_Naik
    @Alit_Naik Рік тому +48

    ଆମ ଓଡ଼ିଶାର ଏପରି ଲୁଚି ରହିଥିବା ଆଦିବାସୀ ଓ ପରମ୍ପରାକୁ ଲୋକଲଚନକୁ ଆଣି ଥିବାରୁ ବହୁତ୍ ବହତ୍ ଧନ୍ୟବାଦ୍ ଭାଇ❤❤❤

  • @Kpstylepila
    @Kpstylepila Рік тому +1

    Koraputia baja ❤❤❤❤❤

  • @RangadharNk
    @RangadharNk Рік тому +92

    ବହୁତ ବଢିଆ ଆମର ଓଡ଼ିଶାର ଆଦିବାସୀ ମାନଙ୍କର କଥା ଚାଲିଚଲଣୀ ସବୁ ଦେଖାବାରୁ ଧନ୍ୟବାଦ ଭାଇ 👍❤

  • @kb6202
    @kb6202 Рік тому

    ଅତି ସୁନ୍ଦର ବହୁତ ଭଲ ଲାଗିଲା 🙏

  • @benudharanti5195
    @benudharanti5195 Рік тому +88

    ଲବ ଭାଇଙ୍କ ପାଇଁ ଗୋଟେ ସୁନ୍ଦରିଆ like ହେଇଯାଉ...

  • @rajubadanaya
    @rajubadanaya Рік тому +1

    Malkangiri jhilla

  • @puspanjalinaik164
    @puspanjalinaik164 Рік тому +73

    ବହୁତ୍ ସୁନ୍ଦର୍ ❤ ମନ ଖୁସି ହେଇଗଲା l ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ l ଭାଇ 🙏🙏🙏🙏🙏

  • @DQGroup001
    @DQGroup001 Рік тому

    ବହୁତ ସୁନ୍ଦର

  • @Ghana43
    @Ghana43 Рік тому +68

    ଭାଇ ଆମ ନବରଂଗପୁର ଆଡେ ଟିକେ ଆସ 🙏🙏🙏

  • @ishusfitness4380
    @ishusfitness4380 Рік тому

    Ati sundarr laguchi 💛💛

  • @gangadhardehuri5229
    @gangadhardehuri5229 Рік тому +36

    "ସୁନ୍ଦର ତୃପ୍ତି ର ଅବସାଦ ନାହିଁ ,
    ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ".. ସବୁଠୁ ସୁନ୍ଦର ଆମ ଓଡ଼ିଶା❤❤ 🫶 😘😘ବହୁତ ସୁନ୍ଦର୍ ଲାଗୁଛି ଭିଡିଓ 📷 ଲବ ଭାଇ....👌👌✌️

  • @AshokPrimeTV
    @AshokPrimeTV Рік тому +1

    ମୁଁ ବି କୋୟା ❤

  • @Dolikhosla
    @Dolikhosla Рік тому +2

    ମାଲକାନଗିରି ଜିଲ୍ଲା ର ବଣ୍ଡା ଜନ ଜାତି କୁ କୁ ନେଇ ଭିଡ଼ିଓ କରି ଥିବାରୁ ଧନ୍ୟବାଦ୍ ଭାଇ.. ମୁଁ ଆପଣଙ୍କ Big fan... ଆପଣ ମାଲକାନଗିରି ଆସି ଥିଲେ କିନ୍ତୁ ମୁଁ ଦେଖା କରି ପାରିନି 😢

  • @GuptaKharavlogemkgDesiboy
    @GuptaKharavlogemkgDesiboy 5 місяців тому

    ଜୟ ଆଦିବାସୀ ଜୟ ମାଲକାନଗିରି

  • @chandrababuvlogsAdivasi
    @chandrababuvlogsAdivasi Рік тому +23

    ଜୁହାର ଲବ ଭାଇ ଲବ ଜୁହାର.. ମାଲକାନଗିରିକୁ ସ୍ବାଗତ।

  • @VLOGGER_DILLIP_BESHRA
    @VLOGGER_DILLIP_BESHRA Рік тому +1

    Nice to brother ❤❤❤❤

  • @stmproduction7634
    @stmproduction7634 Рік тому +47

    ଦେଖିକି ବହୁତ ବହୁତ ଖୁସୀ ଲାଗିଲା❤❤❤❤❤

  • @dasharathmunda5982
    @dasharathmunda5982 Рік тому +1

    Bahut sundar laba bhai

  • @papunexpress236
    @papunexpress236 Рік тому +68

    ଲବଭାଇ ମତେଲାଗୁଚି ତମେ ଆଫ୍ରିକାରେ ଅଛ ସତରେ ତମ ପାଇଁ ଆମେ ସବୁ କିଛି ଜାଣି ପାରୁଛୁ ❤, ସତରେ ଭାଇ ଆମ ଓଡ଼ିଶାରେ ଏସବୁ କଳା ଅଛି ❤❤❤ love u laba bhai ❤❤

  • @hosepedniranjangagrai6593
    @hosepedniranjangagrai6593 Рік тому +1

    ବହୁତ ସୁନ୍ଦର ଲାଗୁଚି ଭାଇ ଏହି କାହାଣୀର ଭିଡ଼ିଓ🙏🙏🙏

  • @Malkangiri.travel-express
    @Malkangiri.travel-express Рік тому +5

    ଆମ Malkangiri district ରୁ କିଏ କିଏ like କର ❤👍

  • @RMalik110
    @RMalik110 Рік тому

    ଜୟ ଜଗନ୍ନାଥ ⭕‼️⭕🙏🙏🙏

  • @JAYASENGUNTHA1439
    @JAYASENGUNTHA1439 Рік тому +3

    ଆପଣ ଆମ ଆଦିବାସୀ ମାନଙ୍କର ଗର୍ବ ଆଉ ଗୌରବ ଲବ ଭାଇ 🙏🙏🙏🙏

    • @Odia-Benz_2
      @Odia-Benz_2 Рік тому

      ua-cam.com/video/4plNIPZxgIU/v-deo.htmlsi=yBUQABZnEcgP5Pxl

  • @jayantirout8960
    @jayantirout8960 Рік тому +1

    Ajika video 📷 ti valalaguchi ❤❤❤

  • @Khetragubarofficial
    @Khetragubarofficial Рік тому +19

    LOVE FROM MALKANGIRI BALIMELA ❤️❤️❤️❤️

  • @PurnabasiRaita
    @PurnabasiRaita Рік тому +1

    ବହୁତ୍ ଭଲ ଲାଗିଲା ଭାଇ

  • @MajhiHruda
    @MajhiHruda Рік тому +6

    ଜୟ ଯୁହର 🙏🙏ଜୟ ଆଦିବାସୀ🙏🙏🏹🏹

  • @KOYAGONDI_EDITS
    @KOYAGONDI_EDITS 3 місяці тому +1

    Koya tribe Culture from Telangana Koya Tribe People 👌👌❤Thanks to making This Video🙏

  • @munnatvideos2940
    @munnatvideos2940 Рік тому +4

    ଧନ୍ୟବାଦ୍ lava bhai ମାଲକାନଗିରି କୁ ଏତେ ଭଲ ଭାବରେ ଓଡ଼ିଶା ବାସୀଙ୍କୁ ଦେଖେଇ ଥିବାରୁ। 😘 Love from malkangiri ❤

  • @chumukieating
    @chumukieating Рік тому

    ଜୟ ଓଡିଶା

  • @itssangramvlogs952
    @itssangramvlogs952 Рік тому +36

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.❤️

    • @kapuratudu9605
      @kapuratudu9605 Рік тому +1

      ହା ହା ହା ପୁରୁଣା comment😂😂😂

    • @Lifestyle-t9k
      @Lifestyle-t9k Рік тому +1

      Heba nai re au bhabiki kan heuchu😂

    • @jagannathmarndi4838
      @jagannathmarndi4838 Рік тому +2

      ତୋର ତୋ ସବୁଦିନ ସେଇ ଗୁଟିଏ ପୁରୁଣା କୋମେନ୍ଟ🤣🤣🤣

    • @deepakkumarnaik6258
      @deepakkumarnaik6258 Рік тому +1

      Tar khali sei gote comments aau ki6i naiki

    • @itssangramvlogs952
      @itssangramvlogs952 Рік тому +1

      @@jagannathmarndi4838 kn kahiba kahilu laba bhai 1 million pain lagichu re ☺️ tora kn gala kire 😏

  • @GitaSahoo-v5t
    @GitaSahoo-v5t Рік тому

    Bhala lagila bhai 🤗😘🤗

  • @anjaanenews4458
    @anjaanenews4458 Рік тому +7

    କନ୍ଧମାଳରେ ମଧ୍ୟ ଏଭଳି ପରମ୍ପରା ନିୟମ ରେ ସାମଞ୍ଜସ୍ୟ ଥିଲା ଖ୍ରୀଷ୍ଟ ଧର୍ମୀ ଯୋଗୁଁ ପରମ୍ପରା ବଦଳି ଗଲା।

  • @THEHOLYBIBLE-v1b
    @THEHOLYBIBLE-v1b Рік тому

    ଭାଇ 5:22

  • @polstudy2575
    @polstudy2575 Рік тому +53

    ଭାଇ ମାଘ ପୁର୍ଣିମା ରେ କନ୍ଧମାଳ ଆସ ବହୁତ ସୁନ୍ଦର କେଡୁ ପର୍ବ ଦେଖିବ ଆମ ଆଦିବାସୀ ମାନଙ୍କର

    • @ODISHA_KUHE
      @ODISHA_KUHE Рік тому +4

      ❤ କନ୍ଧମାଳ ❤

    • @Mr.IndraPradhan
      @Mr.IndraPradhan Рік тому +2

      Love you

    • @mithilamajhi8931
      @mithilamajhi8931 Рік тому +1

      Bhai tama kandhamala re adibasi loka Cristian re convert heuchhanti ehahin mote bahut kosta lage ki mo adibasi bhai o bhauni mane nija matru culture ru bad dei Cristian culture ku apanei neuchhanti

    • @polstudy2575
      @polstudy2575 Рік тому +1

      ସତକଥା ଭାଇ କଣ କରିବା ଆମେ

    • @mithilamajhi8931
      @mithilamajhi8931 Рік тому

      @@polstudy2575 tame bujhi parithibaru dhanyawad bhai ,nohele nobujhi parithile mo comments ku alaga reaction re comment karithanta bahut bahut thanks bro ,mora gate kandhamaliya sango achhi sie bi Cristian re convert hela bali mu kandhamaliya loka bisayare jani parili bhai

  • @damusingbhatara3894
    @damusingbhatara3894 Рік тому

    🙋🙋👌👌🙏ଭାଇ

  • @sundarmohanmarndi7979
    @sundarmohanmarndi7979 Рік тому +24

    ବହୁତ ସୁନ୍ଦର ହେଇଛି ଏହି ଭିଡିଓ ❤❤❤❤

  • @ranimahanta5998
    @ranimahanta5998 Рік тому +1

    Background music super bhai❤❤❤❤❤

  • @karabaskeyofficial7034
    @karabaskeyofficial7034 Рік тому +27

    ଲଵ ଭାଇ ଆମ‌ ଓଡ଼ିଶାର ଭିଡିଓ ଭଲ ଲାଗୁଛି କିନ୍ତୁ viewed ଆଉ subscribers ଯାଉ ନାହିଁ😂 ଭାଇ 2024 ଆଗରେ 1 milion subscribers ହେବା ଦରକାର ମୁଁ ସାଙ୍ଗ ମାନଙ୍କ ସହିତ ସପଥ କରିଛି ଭାଇ ଜୟ ଜଗନ୍ନାଥ 🙏

  • @adityaaditya347
    @adityaaditya347 Рік тому

    ❤bhai

  • @indiamynation7060
    @indiamynation7060 Рік тому +3

    ବହୁତ୍ ବଢିଆ ଭାଇ 🙏 ସମସ୍ତ ଆଦିବାସୀଙ୍କ କିଛି ସ୍ଵତନ୍ତ୍ର ପରିଚୟ ଯେମିତିକି ଅତିଥିଙ୍କୁ ସ୍ବାଗତ କରିବା,ପର୍ବ ପର୍ବାଣୀ,ବିବାହ ପ୍ରକାର,ଭାଷା, ଲିପି ଯଦିଥାଏ, ନାଚର ପ୍ରକାର, ଜନ୍ମ ସଂସ୍କାର, ଖାଦ୍ୟ ପାନୀୟ, ନିଶାପାଣି,ଇତ୍ୟାଦି ଆହୁରି... ସେଇ ଜାଗାକୁ ଯିବାକୁ କିଛି ମାଧ୍ୟମ*ବସ୍,କେଉଁ ଜାଗା ବା ବଜାରରୁ ସୁବିଧା ଅଛି*, ନିକଟସ୍ଥ ଦର୍ଶନୀୟ ସ୍ଥାନ ଇତ୍ୟାଦି...ଆଞ୍ଚଳିକ ପାରମ୍ପରିକ ଖାଦ୍ୟ, ଦ୍ରବ୍ୟ,ଜଡ଼ିବୁଟି, ଜୀବନ ଜୀବିକା ଇତ୍ୟାଦି...ଆପଣଙ୍କ ସମ୍ଭବ ଅନୁଯାଇ ସବୁକୁ ଛୁଇଁବାକୁ ଚେଷ୍ଟା କରିବେ ବୋଲି ଆଶା ଲବ ଦାଦା🙏 । ନଦୀ ପାରେଇକି ଯାଇଥିଲ ବୋଧେ ଗାଁକୁ ଭାଇ।

  • @SMVT-h1y
    @SMVT-h1y Рік тому

    Ooo❤❤❤ଲବ ଭାଇ... 👍👍👍👍👍

  • @MsRani-bd1uv
    @MsRani-bd1uv Рік тому +10

    ନମସ୍କାର ଲବ ଭାଇ ଆମର ମାଲକାନଗିରି ଆସିଥିବାରୁ ଆଫଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ।

  • @LachmanVlogofficial07
    @LachmanVlogofficial07 Рік тому

    ବହୁତ ସୁନ୍ଦର ଲବ ଭାଇ

  • @Bhabanishankarpati466
    @Bhabanishankarpati466 Рік тому +4

    Most welcome to ours Tribal people.. wonderful moments

  • @Sengel484
    @Sengel484 Рік тому

    ବହୁତ ଭଲ ଲାଗିଲା

  • @pabitramohandandia274
    @pabitramohandandia274 Рік тому +2

    ଭାଇ ମୁଁ ଗୋଟେ ମାସ ରହିଛି ମାଲକାନଗିରି ରେ 2013 ରେ ମୋତେ ବହୁତ ଭଲ ଲାଗେ, ସବୁ ସରଳ ମଣିଷ ଗୁଡା, ସବୁ କିଛି natural ଖାଇବା ମିଳେ l

  • @Subhasmita1111
    @Subhasmita1111 Рік тому

    Bahut badhia👌🏻👌🏻👌🏻

  • @shansdah1077
    @shansdah1077 Рік тому +9

    ସେଠାକାର ସମସ୍ତ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ମୋ ତରଫରୁ ଦୁର୍ଗାପୂଜା ଅବସରରେ ବହୁତ ବହୁତଧନ୍ୟବାଦ l

    • @Odia-Benz_2
      @Odia-Benz_2 Рік тому

      ua-cam.com/video/4plNIPZxgIU/v-deo.htmlsi=yBUQABZnEcgP5Pxl

    • @Odia-Benz_2
      @Odia-Benz_2 Рік тому

      ua-cam.com/video/4plNIPZxgIU/v-deo.htmlsi=yBUQABZnEcgP5Pxl

  • @Sengel484
    @Sengel484 Рік тому

    ଜୟ ଆଦିବାସୀ

  • @AbKaFan
    @AbKaFan Рік тому +9

    *Respect Button For Laba Bhai* 😊🙂❤️👍✅

    • @Odia-Benz_2
      @Odia-Benz_2 Рік тому

      ua-cam.com/video/4plNIPZxgIU/v-deo.htmlsi=yBUQABZnEcgP5Pxl

    • @Odia-Benz_2
      @Odia-Benz_2 Рік тому

      ua-cam.com/video/4plNIPZxgIU/v-deo.htmlsi=yBUQABZnEcgP5Pxl

  • @manita-wl1ox
    @manita-wl1ox Рік тому

    ବହୁତ ଭଲ ଲାଗିଲା ଦେଖିକି

  • @Adityafoodandvlogs
    @Adityafoodandvlogs Рік тому +7

    ବହୁତ ସୁନ୍ଦର ହେଇଚି ଭିଡିଓ ଆଉ ଟିକେ ତାଙ୍କର ଗାଁ ବୁଲିଥିଲେ ବେଶୀ ଭଲ ଲାଗିଥାନ୍ତା ❤❤❤❤❤

  • @neet-sunilallde7877
    @neet-sunilallde7877 Рік тому +2

    ଏବେ ଜାୟଂ ଅଛି କନ୍ଦ ମାନେ, ଯୁଗ କୁଟି ଥିଲା କୁଟି ପଞ୍ଚିଲାନି , ଏମାନେ , ...କଣ ଆଉ କହିବି, ପାଟ ପଡ ଆଗକୁ ବଡ଼ , ଜୟ ଆଧିବାସି ଜୟ ଜଗନ୍ନାଥ, ମୁ ନିଁଯେ କୋରାପୁଟଆ ଆଦିବାସୀ ❤❤❤

  • @TRIBEGAJAPATIVlogger
    @TRIBEGAJAPATIVlogger Рік тому +27

    Very Natural Very Beautiful Culture I Love you 💝 Odisha 🙏
    Malakagir. District i love you Laba Bhai. God bless you Laba Bhai. Namaste 🙏 Kemiti Acha Bhai. Jay Jagannath 🙏 Jay Odisha 🙏🤝💝

  • @Tilakkumarnayak
    @Tilakkumarnayak Рік тому

    ସେବାଜୁହାର ଲବ ଭାଇ
    କୋୟା ଗୋଣ୍ଡ ସ୍ବଦେଶୀ ସମୁଦାୟ ଏ ମୁକୁଟ ସିଙ୍ଘ ମହର ଅଟେ ମୁଁ ମଧ୍ୟ ଇକ କୋୟା ଗୋଣ୍ଡ ଅଟେ 🙏 3:03

  • @nabin265tudutudu5
    @nabin265tudutudu5 Рік тому +7

    Adisa ra culture very interesting & amajing👍👍👍

  • @RG_comedy688
    @RG_comedy688 Рік тому

    Intresting ❤️

  • @durjyasanta8223
    @durjyasanta8223 Рік тому +6

    ବହୁତ ସୁନ୍ଦର ହେଇଛି ଭାଇ ❤🙏🙏🙏

  • @sundhimukru4671
    @sundhimukru4671 Рік тому

    Video dekhi bhala lagila salute laba bhai❤❤❤

  • @pinkypinky6274
    @pinkypinky6274 Рік тому +2

    ସତରେ ଭାଇ ବହୁତ୍ ସୁନ୍ଦର ଆମର ଓଡ଼ିଶା... ଆପଣ ଏମିତି ସୁନ୍ଦର୍ video କରନ୍ତୁ ❤❤❤❤❤

  • @rajasheerising9141
    @rajasheerising9141 Рік тому

    Bahut sunder video Bhai ❤️❤️❤️

  • @lijabal-vv9te
    @lijabal-vv9te Рік тому +11

    Song ta bujhi houni hele bi super ❤❤❤

  • @RamBeshram
    @RamBeshram Рік тому

    ❤❤❤❤ nice 👍👍👍👍 bahaut bodia Laguchhi 💙💙💙💙

  • @john.solodrive
    @john.solodrive Рік тому +4

    Praise the Lord

  • @basudebnaik1166
    @basudebnaik1166 Рік тому

    Osm❤

  • @sunilkhara789
    @sunilkhara789 Рік тому +5

    ଲବ ଭାଇ ତମେ malkangiri...❤କୁ ଯାଗାରେ ଅଛ ମୁଁ ତମ ସହିତ ଦେଖା କରିବା ପାଇଁ ଆସିବି ... ମୁଁ କୋରାପୁଟ ଜିଲ୍ଲାର ....ପୁଅ

  • @BuduramBhatra-t9c
    @BuduramBhatra-t9c Рік тому

    ବହୁତ ସୁନ୍ଦର ଭାଇମୁନବରଙ୍ଗପୁରଜିଲାର ଆଜିମାଲକାନଗିରିଜିଲାରକୟାସଙ୍ପରଦାୟରବିଡିଓଦେଖିମତେଭାରିଖୁସିଲାଗିଲାଧନ୍ୟବାଦଭାଇ

  • @jotin_kumar
    @jotin_kumar Рік тому +7

    GREAT BROTHER 🧡 ଜୟ ଜଗନ୍ନାଥ 🧡

  • @villagegirlRubby
    @villagegirlRubby Рік тому

    Nyc👌👌 intresting ❤

  • @smkunjami4248
    @smkunjami4248 Рік тому +5

    Thanks for coming in our malkangiri ❤❤❤❤

  • @Rubisethy544
    @Rubisethy544 Рік тому

    Bahut badhiya Bhai ❤❤❤

  • @pradipmajhi8636
    @pradipmajhi8636 Рік тому +4

    It feels good that you are capturing the tribal culture of malkangiri but don't forget to get blessings from gupteswar, Bholenath baba.

  • @M_K-G_143
    @M_K-G_143 Рік тому

    Thank you laba Bhai malkangiri asithibaru ❤❤❤

  • @skmc_production
    @skmc_production Рік тому +6

    Very nice culture ❤ Very nice videography Laba Dada 😊 I'm Glad to see like as that type of Tribal people in Odisha.

  • @Radhageetanjali143
    @Radhageetanjali143 Рік тому

    Bhai Jay jagannath 🙏 ବହୁତ ସୁନ୍ଦର ହେଇଛି

  • @antanasinku7610
    @antanasinku7610 Рік тому +2

    Absolutely so beautiful
    and absolutely amazing
    Mu Odisha basi heithibaru mu bahut Proud feel karuchi❤️❤️❤️❤️❤️❤️🙏🙏🙏🙏🙏

    • @Odia-Benz_2
      @Odia-Benz_2 Рік тому

      ua-cam.com/video/4plNIPZxgIU/v-deo.htmlsi=yBUQABZnEcgP5Pxl

  • @govindachandramajhi7254
    @govindachandramajhi7254 Рік тому

    Bahut sundar❤

  • @ktccreation9722
    @ktccreation9722 Рік тому +3

    I am from Malkangiri ❣️
    I miss you bhai

  • @DEBENMURMUAUTO
    @DEBENMURMUAUTO Рік тому

    Thank you bhai bohuto sundoro

  • @YumyeeGirls24
    @YumyeeGirls24 Рік тому +2

    So so lovely vlog ❤️👍👏

  • @parmeswarpradhan1126
    @parmeswarpradhan1126 Рік тому

    Ati sundar ❤

  • @rajarani_rihan
    @rajarani_rihan Рік тому +12

    God bless you bro ,keep it up continue

  • @mohanmurmu2970
    @mohanmurmu2970 Рік тому

    Thanks bro 👍

  • @Sandhya98396
    @Sandhya98396 Рік тому +2

    Welcome to Malkangiri laba bhai 😊 Malkangiri ra koya tribe experience kemiti rahila nischaya kahibe mu bi Malkangiri ru hi

  • @comedyhouse2-rk
    @comedyhouse2-rk Рік тому

    Jaha heu vala lagila

  • @djodisha90
    @djodisha90 Рік тому +8

    Advance congregation for 550K family 🎉🎉🎉🎉🎉🎉🎉
    love you laba bhai ❤❤❤

  • @RANEE204
    @RANEE204 Рік тому

    Pura jhakas ❤️♥️

  • @BIKRAMStatus
    @BIKRAMStatus Рік тому

    satre ae culture ku dekhiki bahut khusi lagila laba bhai nku ases ases dhanybad dekhae pari thibaru

  • @NandakiswarMallick
    @NandakiswarMallick Рік тому

    କନ୍ଧମାଳ ରୁthanks

  • @Kabi-sn
    @Kabi-sn Рік тому

    ବହୁତ୍ ବଢିଆ ଲାଗୁଛି ।

  • @sarimKapatpatra-qd8dz
    @sarimKapatpatra-qd8dz Рік тому

    ❤❤❤❤🎉🎉🎉🎉bahuta Sundar vai agaku amiti sundara video banantu