Will Mohan Government Carry The Burden Of Naveen's Sins Regarding Vedanta ? | Nirbhay Gumara Katha

Поділитися
Вставка
  • Опубліковано 15 вер 2024
  • Will Mohan Government Carry The Burden Of Naveen's Sins Regarding Vedanta ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 192

  • @ajitkumarpanda6388
    @ajitkumarpanda6388 11 днів тому +39

    ପୂର୍ବ ସରକାର ଅମଳରେ ଥିବା ଅଧିକାରୀ ମାନଙ୍କୁ ମୋହନ ସରକାର କାହିଁ କି ବଦଳି କରୁନାହାନ୍ତି ଫଳରେ ନିଜେ ଅପଦସ୍ତ ହେଉଛନ୍ତି,,,,,,ଆମ ଓଡ଼ିଶାରେ ପ୍ରଶାସନିକ ଅଧିକାରୀ ଙ୍କ ର ଅଭାବ ଅଛି କି ?ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ,,,,,,

    • @tuladharpradhan
      @tuladharpradhan 11 днів тому +4

      😊😊😊😊😊😊😊😊😊😊😊😊😊😊😊

    • @priyadarsansatpathy910
      @priyadarsansatpathy910 11 днів тому +1

      ଇଏ ପରା ସବୁ ସେ ଅଜୈବିକ ପୁରୁଷର ନିର୍ଦ୍ଦେଶ।

    • @hrushikeshpanigrahi3593
      @hrushikeshpanigrahi3593 11 днів тому

      Nadikunele.Sambada kahuthile.2tanadi..Naditanka kiakhaila. ತರೈತರ diamtu

  • @Vinood900
    @Vinood900 11 днів тому +14

    ଆନ୍ଧ୍ର ରେ ମେଣ୍ଟ ସରକାର ସୂଚାରୁ ରୂପେ ଚାଲି ପାରୁଛି। ଓଡିଶା ଲୋକ ବହୁତ୍ ଆଶା ଭରସା କରି ଏକଛତ୍ରବାଦ ବିରୋଧ ରେ BJP କୁ ପୂର୍ଣ୍ଣ ବହୁ ମତ ଦେଲେ। ହେଲେ ଫଳ ଉଲଟା ଦେଖା ଯାଉଛି। ସମସ୍ତେ ଭାବିଥିଲେ ଜଣେ ଆଦିବାସୀ ନେତା ଓଡିଶା ର ମୁଖ୍ୟମନ୍ତ୍ରୀ ହେବେ କେତେ ଗର୍ବ ର କଥା। କିନ୍ତୁ ଏବେ ଦେଖା ଯାଉଛି ଯେ ନିଜେ ମୁଖ୍ୟମନ୍ତ୍ରୀ ଆଉ ଅନ୍ୟ ମନ୍ତ୍ରୀ ମାନଙ୍କ ର ବାରମ୍ବାର ମତ ପରିବର୍ତ୍ତନ ଇଙ୍ଗିତ କରୁଛି ଯେ ଏମାନେ ମଧ୍ୟ ପୂର୍ବ ସରକାର ଭଳି କେଉଁ Supreme Power ଅଧୀନ ରେ କବଳିତ ଅଛନ୍ତି। ସ୍ପଷ୍ଟ ଲୋକନିତୀ ବନେଇବା ରେ ବିଫଳ ଦେଖା ଯାଉଛନ୍ତି ମୋହନ ସରକାର।

  • @Vinood900
    @Vinood900 11 днів тому +22

    ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାହା ଦୟା ରେ ମୁଖ୍ୟମନ୍ତ୍ରୀ ହେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ବାରମ୍ବାର ମତ ପରିବର୍ତ୍ତନ ନ କରି ଦୃଢ଼ ନିଷ୍ପତ୍ତି ନିଅନ୍ତୁ। ଯେତେ ଦରକାର ରୁ ଅଧିକ ସମ୍ମାନ ଦେବେ, ନରମପନ୍ଥୀ ହେବେ ସେତେ ପରିହାସୀତ ହେବେ। ମୁଖ୍ୟମନ୍ତ୍ରୀ କାହିଁକି ଅନ୍ୟ ର ଅଧୀନ ରେ ଅଛନ୍ତି ବରଂ ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଅଧୀନ ରେ ରହିବା ଉଚିତ୍।

  • @PurnachandraBehera-if5tu
    @PurnachandraBehera-if5tu 11 днів тому +8

    ଜଗନ୍ନାଥଙ୍କ ଜମି ଟଙ୍କା କିଏ ନେଇଛି।

  • @Narayan6u
    @Narayan6u 11 днів тому +1

    ମୋ ମତରେ ଜାଣିପାରୁଛି ପଞ୍ଚାୟତ ରାଜ ଅତିଶୀଘ୍ର ଭାଙ୍ଗି ଯାଇପାରେ 🌹🌹

  • @anupamanayak8568
    @anupamanayak8568 11 днів тому +4

    ନମସ୍କାର ସାର୍ ।ଆପଣଙ୍କ ଉପସ୍ଥାପନ ଭଲ ଲାଗୁଛି ।ଧନ୍ୟବାଦ ।ଜୟ ଜଗନ୍ନାଥ ।

  • @ashokkumarbhuyan3937
    @ashokkumarbhuyan3937 11 днів тому +2

    କିଳା ଆସୁଛି ସମ୍ଭାଳ ଏବେ, କଥା ବାର୍ତ୍ତା ର ସଂଯମତା ଓ ସମନ୍ବୟ ରକ୍ଷା କର। ଅଫସରମାନେ ବୁଡ଼େଇ ଦେବେ। ଓକିଲ ଙ୍କ ପାଠପଢ଼ାରେ ଗଣ୍ଡଗୋଳ ଅଛି।

  • @durgaprasadsamantaray7084
    @durgaprasadsamantaray7084 11 днів тому +11

    ମୋହନ୍ ସରକାର ଅହେତୁକ ନବୀନ ପ୍ରିତୀ ଛାଡ଼ି, ସୁପ୍ରିମକୋର୍ଟ ଙ୍କ ରାୟକୁ ସମ୍ମାନ ଦେଇ ଅଧିଗୃହୀତ ଜମି କୁ ତୁରନ୍ତ ଫେରାଇ ଦେବା ଉଚିତ। ବିନା କାରଣରେ ନବୀନ ପଟ୍ଟନାୟକ ଙ୍କ ମହାପାପ କୁ ମୁଣ୍ଡେଇବା ଉଚିତ ନୁହେଁ।

  • @bishnucharnrana3282
    @bishnucharnrana3282 11 днів тому +4

    ବିଜେପି ମୋହନ ସରକାରଙ୍କ ପ୍ରତି ଈର୍ଷ୍ୟା ଓ ଅସୂୟାରେ ବିଜେଡି ପୂର୍ବତନ ମୁଖିଆ ଜର୍ଜରିତ । ତେଣୁ ଆଗେ ତାଙ୍କର ମୁଖା ଖୋଲାଯାଉ ।

  • @aswinipradhan2237
    @aswinipradhan2237 11 днів тому +3

    ଏ କୋଟ ଗୁଡାକ ବି ବିଷ ବୀହିନ ବିଷ ଦାନ୍ତ ନିର୍ଦେଶ ବାହାରୁଥାଉ କିଏ ପଚାରୁଛି ଯେ ଚିଟ୍ଫଣ୍ଡ ମାମଲାରେ ତ ବି ସିବିଆଇକୁ ନିର୍ଦେଶ ହେଇଥିଲା କିଛି ହେଲା ?

  • @satyanarayanpadhi8509
    @satyanarayanpadhi8509 11 днів тому +2

    ସେ ଆସିବେନି, କିନ୍ତୁ ଥରେ ଡାକନ୍ତୁ
    ନବୀନ ଙ୍କ ଚର୍ଚ୍ଚା କୁ ଥରେ ନବୀନ ପଟ୍ଟନାୟକ ଙ୍କୁ ଡାକନ୍ତୁ।

  • @priyadarsansatpathy910
    @priyadarsansatpathy910 11 днів тому +8

    ନବୀନ ବାବୁଙ୍କର ସବୁ ଦୋଷ ହେଇଗଲା , ଆଉ ମନମୋହନ ସାମଲ ଓ ସମୀର ଦେ କିଛି ଜାଣି ପାରିଲେ ନାହିଁ, ଖାଲି ମଲେଇ ଯାହା ଚାଟିଥିବେ। ଆଉ ହାଇକୋର୍ଟର ବେଞ୍ଚ କଥା ମୁଖ୍ୟମନ୍ତ୍ରୀ କିଛି ଜାଣି ପାରିଲେ ନାହିଁ, କଣ ଓଡ଼ିଆ ବୁଝି ନାହାନ୍ତି ନା କଣ? ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ହେଇଥାନ୍ତା , ଦେଖିଥାନ୍ତେ କଣ କରିଥାନ୍ତା। ନବୀନ ଓ ପାଣ୍ଡିଆନଙ୍କର ଝାଡା ବାହାର କରି ସାରନ୍ତାଣି। ଏଇଟା ଗୋଟେ ଅପାରଗ ମୁଖ୍ୟମନ୍ତ୍ରୀ।

    • @nikukish
      @nikukish 11 днів тому +2

      Ebe bi Jaya Narayan nku home minister Kara jau sabu hagi muti ki baat paibe nhi

    • @abhayamishra3806
      @abhayamishra3806 11 днів тому

      Kie Kariba Bhai??? Jayanarayan Babu, Aparajita Mamnku Kichhi Padabi Namiliba Pachhare Dharama Ra Hata​ Achhi....Emane Kaha Katha Sunibeni......Pandian Saha BJP Ra Deal Bi Manibeni@@nikukish

  • @khirodhota1440
    @khirodhota1440 11 днів тому +6

    ପୃଥିବୀ ବିରଳ ଡକାୟତ ଆମ ବିଜୁ ନନ୍ଦନ l

  • @sasthakumarpurohit2580
    @sasthakumarpurohit2580 11 днів тому +3

    ଦୋଷୀ କୁ ଦଣ୍ଡ ମିଳୁ,ଜଗନ୍ନାଥ ଓ ଚାଷୀ ଙ୍କୁ ତାଙ୍କ ଜମି ମିଳୁ,,,,,,,,,

  • @manasdas5715
    @manasdas5715 11 днів тому +1

    ଆଞ୍ଜା ଉଭୟ ଚାନ୍ଦା ଖାଇଛନ୍ତି, ସେଥିପାଇଁ ପ୍ରିତି ରହିଛି,ମାରଗୁଲି ଜଗନ୍ନାଥଙ୍କୁ 🙏

  • @akshayakumarnayak3480
    @akshayakumarnayak3480 11 днів тому +2

    ବିଧାନ ସଭା ରେ କୌଣସି ପ୍ରଶ୍ନର ଉତ୍ତର ଏବଂ ସମ୍ଭାବ୍ୟ ଅତିରିକ୍ତ ପ୍ରଶ୍ନର ଉତ୍ତର ପାଇଁ ସରକାରୀ ଅଫିସର ଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ତର ସମ୍ପୃକ୍ତ ମନ୍ତ୍ରୀ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରି ବିଧାନ ସଭା ରେ ଉତ୍ତର ରଖନ୍ତି ବୋଧେ ମୋହନ ମାଝୀ ଏ ସବୁ ଆଵଶ୍ୟକ ବୋଲି ଭାବି ନାହାନ୍ତି ନହେଲେ ଏପରି ଅପଦସ୍ତ ହୋଇନଥାନ୍ତେ

  • @chittaranjanbehera8173
    @chittaranjanbehera8173 11 днів тому +1

    Correct sir, our intellectuals should come forward, and advise Sj Mohan Govt to return back the lands.

  • @nabakishoresubudhi2647
    @nabakishoresubudhi2647 11 днів тому +5

    ଛୋଟ କାଟିଆ ଦୁର୍ନୀତିକୁ ଧରି ବଡ଼ବଡ଼ ଦୁର୍ନୀତିର ଗୋଟିଏ ବି ତଦନ୍ତ ହେଉନି.... ବୁଝାମଣା..... !

  • @PramodKumarNayak-i8d
    @PramodKumarNayak-i8d 11 днів тому +10

    ଏ ମାମଲାରେ ନବୀନ ପଟ୍ଟନାୟକ କୁ କାଠଗଡ଼ାକୁ ନିଅନ୍ତୁ ମୋହନ ସରକାର।

  • @chandipadapanda4707
    @chandipadapanda4707 11 днів тому +1

    ମୋହନ ମାଝୀ ବର୍ତ୍ତମାନ ସୁଦ୍ଧା ନିଜକୁ ଜଣେ ସଂପୂର୍ଣ ମୁଖ୍ଯମନ୍ତ୍ରୀ ବୋଲି ମନେ କରି ପାରୁନାହାନ୍ତି ବୋଲି ମନେହୁଏ ।

  • @rabinarayanbiswal468
    @rabinarayanbiswal468 11 днів тому +1

    ଜଗନ୍ନାଥ ଗାଳି ସହି ଯାନ୍ତି ହେଲେ ତା'ଭକ୍ତକୁ ବିପଦ ପଡିଲେ କେବେ ସହିବ ନାହିଁ ସେ ନବୀନି ହଅନ୍ତ୍ର ଅବା ମୋହନ

  • @jatindrabarik9271
    @jatindrabarik9271 11 днів тому +1

    ଜଗନ୍ନାଥଙ୍କୁ ଅପମାନିତ କରି ନବୀନ ସରକାର କ୍ଷମତାରୁ ଗଲେ।ସେହିପରି ମୋହନ ସରକାର ଜଗନ୍ନାଥଙ୍କ ଜମି ସହ ଖେଳିଲେ ସେ ମଧ୍ୟ ଶାସନରୁ ଯିବେ। ଏଥିରେ ସନ୍ଦେହ ନାହିଁ।ମୋହନ ମାଝି ଯେତେ ଶିଘ୍ର ବୁଝିବେ ସେତେ ମଙ୍ଗଳ।

  • @jchoudhury274
    @jchoudhury274 11 днів тому +1

    ମହାପ୍ରଭୁ ଜଗ୍ନାଥଙ୍କ ଙ୍କ ଜମି ବେଦାନ୍ତ ଠାରୁ ଉଦ୍ଧାର କରିବା ଦରକାର ଜୟ ଜଗନ୍ନାଥ

  • @mituprdhan2020
    @mituprdhan2020 11 днів тому +3

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻

  • @ManojPradhan-uv6fg
    @ManojPradhan-uv6fg 11 днів тому +2

    ଆପଣ ରେଭେନ୍ସା ସାହେବ ଙ୍କ ପ୍ରେମ ଛାଡି ପାରୁନାହାନ୍ତି, ପଢିଥିଲେ କି ସେଇଠି.. ଆପଣ ବହୁତ ଅଭିଜ୍ଞ ସାମ୍ବାଦିକ ହୋଇ କେମିତି ଜାଣି ପାରିଲେ ନାହିଁ ଯେ ରେଭେନ୍ସା ର ନାଁ ପରିବର୍ତନ ପାଇଁ ଗତ 60-70 ବର୍ଷରେ ବହୁତ ଥର କଥା ଉଠିଛି.. ଧର୍ମେନ୍ଦ୍ର ବାବୁ ଯାହା କହିଲେ (ବୁଦ୍ଧିଜୀବୀ ମହାଲରେ ବିତର୍କ ), ତାକୁ ଆପଣ କେତେ କଣ ବଢ଼େଇ ଚଢେଇ ଗପୁଛନ୍ତି, କଳିହୁଡି ମାଇପିମାନେ ଯେମିତି କଳି କରନ୍ତି .... ହଇହୋ 2-3 ବର୍ଷ ତଳେ ଧର୍ମେନ୍ଦ୍ର ସମାନ କଥା ଉଠେଇଥିଲେ..ଲାଗୁଛି ଆପଣ ରେଭେନ୍ସା ସାହେବଙ୍କ ଅତି ନିକଟ ଲୋକ...ତାଙ୍କ ଚାକର ନ ଥିଲେ ତ

  • @bijaymahanta802
    @bijaymahanta802 11 днів тому +3

    You are absolutely right ❤sir

  • @susantasahoo9544
    @susantasahoo9544 11 днів тому +1

    ନବୀନ ପଟ୍ଟନାୟକ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲାବେଳେ ଏକ ଭୂତ କମ୍ପାନୀକୁ କୋଇଲା ଖଣି ଲିଜ ଦେଇଥିଲେ । ତେଣୁ ଭୂତ କମ୍ପାନୀକୁ ଜମି ଦେବାରେ ଭୁଲ କେଉଁଠି ରହିଲା। ଏ ନବୀନ ପଟ୍ଟନାୟକଙ୍କୁ ତୁରନ୍ତ ଜେଲ୍ ହାଜତକୁ ପଥାଯାଉ। ନଚେତ୍ ମୋହନ ସରକାରଙ୍କୁ ପ୍ରଭୁ ଜଗନ୍ନାଥ ପଛୁଆ ନାତ ମାରି ମାଟି ଚତାଇଦେବେ ।

  • @prasantamohapatra7767
    @prasantamohapatra7767 11 днів тому +1

    ଯେହେତୁ ମନମୋହନ ସାମଲ ସେତେବେଳେ ରାଜସ୍ବ ମନ୍ତ୍ରୀ ଥିଲେ, ସେ କାଳେ କାଠଗଡାକୁ ଆସିଯିବେ ସେଥିପାଇଁ ମୋହନ ବାବୁ ଏ ବାବଦରେ କିଛି କରିବେ ନାହିଁ l ଆଉ ଧର୍ମେନ୍ଦ୍ର ଭଳି ବତିପେଲା ଯୋଉ ଦଳରେ ଥିବେ ଯାହା ହବାକଥା ହବ l

  • @pitamberparida8762
    @pitamberparida8762 11 днів тому +1

    ବିଶ୍ବସ୍ତରୀୟ ନେତା ନବୀନଙ୍କର ବିଶ୍ବସ୍ତରୀୟ ଘୋଟାଲା, ବିଶ୍ବସ୍ତରୀୟ ଲୁଟ୍ , ବିଶ୍ବସ୍ତରୀୟ ମର୍ଡରକୁ ଚାପିବା ,ଆଇନ ମନ୍ତ୍ରୀ ମର୍ଡର କରି କୋର୍ଟ ନଯିବା ଗ୍ରୃହ ମନ୍ତ୍ରୀ ମର୍ଡର କରି ନିର୍ଦୋଷରେ ବିଶ୍ବ ସ୍ତରୀୟ ମୁଖ୍ୟମନ୍ତ୍ରୀ ଙ୍କ ଆଢ଼ୁଆଳରେ ରହିବା ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରରେ ସବୁ ବିଶ୍ବସ୍ତରୀୟ କାର୍ଯ୍ୟ ଆମେ ୨୪ ବର୍ଷ ଦେଖିଲୁ ।

  • @bishnucharnrana3282
    @bishnucharnrana3282 11 днів тому +1

    ପୂର୍ବ ସରକାରଙ୍କ ବେଦାନ୍ତ ତଥା ବିଭିନ୍ନ ଦୁର୍ନୀତିକୁ ଜନମାନସରୁ ଦୂରେଇ ଦେବା ପାଇଁ ରେଭେନ୍ସା ନାମ ହଟାଇବାକୁ ପ୍ରସଙ୍ଗ କରିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଚକ୍ରାନ୍ତ କହିଲେ ଅତ୍ୟୁକ୍ତି ହେବନାହିଁ ।

  • @akpanda833
    @akpanda833 11 днів тому +2

    Pl inform what was amount was paid by BJD to lawyers at high court of Odisha & Supreme Court

  • @bansidharpanda9054
    @bansidharpanda9054 11 днів тому +1

    ପ୍ରଶାସନିକ ଷଡଯନ୍ତ୍ର କୁ ଆମ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ବୁଝିପାରିଲେ ନାହିଁ କି ?

  • @nrusinghcharanswain2501
    @nrusinghcharanswain2501 11 днів тому +1

    ନବୀନ ବାବୁ, ହୁଏତ ଆପଣ ଜାଣିନାହାନ୍ତି, ଜମି ମାଲିକ ମାନେ ଟଙ୍କା ଫେରାଇଲେ, ତାଙ୍କ ଜମି ଫେରି ପାଇବେ ବୋଲି ମାନ୍ୟବର ଉଚ୍ଚ ନୟାଳୟ ଙ୍କ ଆଦେଶ ଅଛି l ସେ judgement ଟିକିଏ ପଢନ୍ତୁ

  • @prafulasingh2267
    @prafulasingh2267 11 днів тому +2

    ନମସ୍କାର ! ମୋହନ ସରକାର ଉକ୍ତ ପାଣ୍ଡିଆନ ଇକୋ ସିଷ୍ଟମକୁ ବଦାଉଉ ନାହାଁନ୍ତି କାହିଁକି ? ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ସରକାର ବଦଳି ପରେ ସଙ୍ଗେ ସଙ୍ଗେ ପୁରୁଣା ପଦାଧିକାରୀଙ୍କୁ ବଦଳାଇ ଦେଇଛନ୍ତି , ଏଠାରେ ମୋହନ ସରକାରଙ୍କୁ କିଏ ମନା କରିଛି । ହଁ ଉପରୁ ଚାପ ଯୋଗୁଁ ମୋହନ ନିଶ୍ଚିତ ବଦନାମ୍ ହେବେ । ଏଣୁ ମୋହନ ସରକାର ପାରୁଛନ୍ତି ଯଦି ତୁରନ୍ତ ତାମିଲ ପାଣ୍ଡୁ ଇକୋ ସିଷ୍ଟମ କୁ ପରିବର୍ତ୍ତନ କରନ୍ତୁ । ତତ୍ ସଙ୍ଗେ ଆଗକୁ ଭାଜପା ସରକାର ପାଇଁ ରାସ୍ତା ପରିସ୍କାର କରନ୍ତୁ ନହେଲେ ବସିଥିବ ଜଳକା ମାରିନେବ ମହାପାତ୍ର

  • @PremanandaMalla666
    @PremanandaMalla666 9 днів тому

    ଆମ ମୋହନ ସରକାର,ଶିଘ୍ର ଆକ୍ସନ ନବା ଦରକାର, ଆକ୍ସନ ବଢ଼ିଲେ କ୍ୟାଲିଟ୍ ବଢିବ
    ଜୟଶ୍ରୀ ରାମ,ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @BishnucharanRay-xy5ox
    @BishnucharanRay-xy5ox 11 днів тому +10

    ଏବେ ଦାଦାନ ଶ୍ରମିକ ବନ୍ଦ କିପରି ହେବ.
    ଚିଟ ଫଣ୍ଡ କଥା ଆଲୋଚନା ହେଉ

  • @BatakrushnaSwain-hj8qr
    @BatakrushnaSwain-hj8qr 11 днів тому +2

    ମୋହନ ସରକାର ଆସିଲା ପରେବି ସରକାରୀ ଅଧିକାରୀମାନେ ପାଣ୍ଡିଆନ୍ ପ୍ରିତୀ ଛାଡ଼ି ନାହାନ୍ତି।ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ତେଣୁ ସରକାର ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

  • @laxmidharnayak4191
    @laxmidharnayak4191 11 днів тому

    ଧନ୍ୟବାଦ ନମସ୍କାର ଆପଣଙ୍କ ଆଲୋଚନା ପାଇଁ। ଆଉ ଅଳ୍ପ ଦିନ ମଧ୍ୟରେ ଜଣାପଡିଯିବ ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ବାବଦରେ କେଉଁ ସରକାର ର ଆଭିମୁଖ୍ୟ କ'ଣ । ସଲାସୁତୁରାରେ ଗୋଟିଏ ବାଟ କିମ୍ବା ଭିନ୍ନ ଭିନ୍ନ ବାଟ। ଯାହା ଲୋକେ ଜାଣିଲେଣି ତାହା ହେଲା ସରକାର ନିର୍ବାଚନ ପୂର୍ବ ଅବସ୍ଥା ଓ ପ୍ରତି ଶ୍ରୁତି ଭୁଲିଗଲେଣି। ରିମୋଟ ରେ ପୁରୁଣା ଭାବ ଭାବ ଠିକ୍ ଚାଲିଛି। ଓଡ଼ିଶା ର ଯେଉଁ ବିଜେପି ନେତା ମାନେ ମେଣ୍ଟ ଚାହୁଁଥିଲେ ସେମାନେ ବର୍ତ୍ତମାନ ସରକାର ଚଳାଉଛନ୍ତି ମାତ୍ର ଯେଉଁ ମାନେ ଏକାକୀ ଲଢ଼ି ସରକାର ଗଢିବା ପାଇଁ ଚାହୁଁଥିଲେ ଓ ଗଢିବାରେ ମଧ୍ୟ ସଫଳ ହେଲେ ସେମାନେ ସରକାର ବାହାରେ ଓ ଦଳରେ କୋଣ ଠେସା। ଅଦ୍ଭୁତ ରାଜନୀତି। ଜଗନ୍ନାଥ ଙ୍କ ଆଶିର୍ବାଦ ରେ ଲୋକେ ଆଗାମୀ ଦିନରେ ଠିକ୍ ବିଚାର କରିବେ। କାହାରି ଗର୍ବ ଜଗନ୍ନାଥ ରଖିନାହାନ୍ତି ।

  • @manjupravamishra8000
    @manjupravamishra8000 11 днів тому +2

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @FAKIRJENA-du2zs
    @FAKIRJENA-du2zs 11 днів тому +2

    ପଦକ୍ଷେପ ନେବାକୁ ସରକାରଙ୍କୁ ସମୟ ଆବଶ୍ୟକ। ତୁମେ ଯାହା ଖାଲି ଛାନିଆ ହଉଚ୍ଛ। ଡବଲ ଇଞ୍ଜିନ ସରକାର ପାଣ୍ଡୁ ନବୀନ ଯୋଡ଼ି କୁ ଧରିବା ସହ ସବୁ ଡାକୁ ଖବର ନ ବୁଝିଲେ ବିଜେପି ତଳେ ପଡି ଗଡିବ ଓ ମଝିରେ କଂଗ୍ରେସ୍ ଆସି ମଜା ନେବ।

  • @sarojghosh1199
    @sarojghosh1199 11 днів тому

    Beautiful, Jay Shri RAM

  • @bhagirathisandhibigraha6909
    @bhagirathisandhibigraha6909 11 днів тому

    ଏମାନଙ୍କର ନବୀନ ପ୍ରେମ ଏବେବି ଯାଇନି.

  • @jayaramasahoo7106
    @jayaramasahoo7106 11 днів тому +2

    ଭିତରେ ନବୀନ ସରକାର ଙ୍କୁ ସପୋର୍ଟ କରୁଛି ବିଜେପି

  • @gunanidhinaik3699
    @gunanidhinaik3699 11 днів тому +1

    ଓଡିଶା ର ସର୍ବାଙ୍ଗୀଣ ଉନ୍ନତି ଆବଶ୍ୟକ.

  • @user-es3fn9dc5u
    @user-es3fn9dc5u 11 днів тому +1

    ଅବଶ୍ୟ ବୋହିବେ ନିଶ୍ଚୟ ବୋହିବେ କେମିତି ବୋହିବେ ନି ସାର୍ ଉପରୁ ତ ସେଇୟା ନିର୍ଦ୍ଦେଶ୍ ଅଛି।

  • @khirodhota1440
    @khirodhota1440 11 днів тому

    ଯାହା ଜଣା ପଡୁଛି ମୋହନ ଙ୍କ ନବୀନ ପ୍ରୀତି ପ୍ରବଳ l

  • @ashokpattanik6945
    @ashokpattanik6945 11 днів тому +1

    ନମସ୍କାର।ମୁଖ୍ୟମନ୍ତ୍ରୀ ଏକାକୀ ନିଷ୍ପତି କିପରି ନେଇ ପାରିବେ।ମିଳିତ ସରକାର।ରାଜସ୍ବ ମନ୍ତ୍ରୀ ଶିକ୍ଷାମନ୍ତ୍ରୀ ଙ୍କ ବାଟ ହୋଇ ଫାଇଲ ଯାଇଥିବ।ସମସ୍ତ ଙ୍କ ସ୍ଵୀକୃତି ନିଶ୍ଚୟ ଥିବ। ଜଣେ କାମ କରି ପାରିବକି।ମିଳିମିଶି କମ୍ ହୋଇଥିବ।

  • @nityanandasahoo4719
    @nityanandasahoo4719 11 днів тому

    ଆପଣଙ୍କର ଅତି ପ୍ରିୟ ମନମୋହନ ସାମଲ ବାବୁ ରାଜସ୍ବ ମନ୍ତ୍ରୀ ଥିଲା ବେଳେ ଜମି ଦେଇଥିଲେ , ସେ ଏ ପାପକୁ ବହନ କରିବେ କି ନାହିଁ ଦୟା କରି ମୋ ଉତ୍ତର ପରବର୍ତ୍ତୀ ଏପିଶୋଡ ରେ କହିବେ । ମନମୋହନ ବାବୁ ନିଶ୍ଚିନ୍ତ ଚାନ୍ଦା ପାଇଥିବେ ,ବେଦାନ୍ତ ଠାରୁ ।

  • @golokbiharipradhan9175
    @golokbiharipradhan9175 11 днів тому +1

    Temple administration should apply for Ambuta monahi land of lord Jaganath

  • @biswanathbehera1125
    @biswanathbehera1125 11 днів тому +1

    Vedanta University should not be allowed by present Mohan Govt.

  • @adwaitchandrabeura6847
    @adwaitchandrabeura6847 11 днів тому +1

    ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇଥିବେ ସେମାନେ କେବେ କହିପାରିବେ ନାହିଁ।ରେଭେନ୍ସା କଲେଜ ରାଜ୍ୟର ଗର୍ବ କିନ୍ତୁ ମେଧାବୀ ଛାତ୍ର ନ ହୋଇଥିଲେ ସେ କଲେଜରେ ପଢିବାର ସୁଯୋଗ ପାଇନଥାନ୍ତି।ତାର ନାମ ପରିବର୍ତ୍ତନ କରି କଳୁଷିତ କରନ୍ତୁ ନାହିଁ।

  • @tablatonic531
    @tablatonic531 11 днів тому +1

    Supreme court କୁ କେତେ ଥର bjd କିଣିଛି ତାହା ଆପଣ କହିପାରିବେ କି? ଆଉ ମାଧ୍ୟମ ପୁରୀ ର ଏକ supreme court ଓକିଲ । ଏହା କେତେ ସାଧାରଣ କର୍ମଚାରୀଙ୍କ ଜୀବନକୁ ନର୍କ କୁ ପେଲିଦେଇଚି ଜାଣିଛନ୍ତି କି?

  • @pragnyaparimitakudei4675
    @pragnyaparimitakudei4675 11 днів тому +1

    ଆଜ୍ଞା ପ୍ରଣାମ...
    ଓଡ଼ିଶା ର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକ ଙ୍କ ବିଷୟରେ ମତ ଦେବେ ବୋଲି ଆଶା
    ଓଡ଼ିଶା କୁ ଯଦି ସମୃଦ୍ଧ କରିବାର ଅଛି ଶିକ୍ଷା ନିହାତି ଆବଶ୍ୟକ ।

  • @jyotirmayeedash2258
    @jyotirmayeedash2258 11 днів тому

    ମୋହନ ସରକାର କିଛି କଲାଭଳି ଲାଗୁନି। ସେ କିଛି ନହେଲେ ଆପଣଙ୍କ program ଦେଖନ୍ତୁ ବୁଦ୍ଧି ଉଦୟ ହୋଇଯିବ 🙏🙏

  • @akshayakumarnayak3480
    @akshayakumarnayak3480 11 днів тому +2

    ଓଡିଶା ସରକାର ଙ୍କର ଆଡ଼ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଅଛନ୍ତିତ?

  • @nabakishorelenka1915
    @nabakishorelenka1915 10 днів тому

    ଯାହା ଲାଗୁଛି ନବୀନ ବାବୁ ଙ୍କ ସହିତ BJP party ର High command ଙ୍କ ମଧ୍ୟରେ କିଛି ଗଣ୍ଠି କଠା ରହିଛି ଯେଉଁଥି ପାଇଁ BJP ସରକାର ନୀରବ।

  • @ASHU_TOSHA
    @ASHU_TOSHA 11 днів тому +1

    Naveen ku jail... Odisha ra demand.... Mohan government should take proper step over the CRIMINAL ACTIVITIES of NAVEEN MAA Gihaa

  • @laxmidharapanda6086
    @laxmidharapanda6086 11 днів тому

    ଜଣାପଡୁଛି ବେଦାନ୍ତ, ନବୀନ ପଟନାୟକ ଓ ମୋହନ ସରକାର ତିନିହେଁ ଗୋଟେ ଅସାଧୁମେଣ୍ଟ ଗଢିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବିରୁଦ୍ଧରେ ! କାରଣ ବେଦାନ୍ତର ଜଗନ୍ନାଥଙ୍କ ଅମୃତ ମଣୋହି ଜମି ହାତେଇବା ଓ ପରିକ୍ରମା ପ୍ରକଳ୍ପ ଦ୍ୱାରା ନବୀନ ସରକାର ହଜାର ହଜାର କୋଟି ଆତ୍ମସାତ କରିବା ମୋହନ ମାଝୀ ନୀରବତାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି !

  • @SubhendukumarSahani
    @SubhendukumarSahani 11 днів тому

    ଜୟ ଶ୍ରୀ ରାମ

  • @niladripradhan1527
    @niladripradhan1527 11 днів тому

    ସାମାଜିକ କର୍ତ୍ତବ୍ୟ ଅସନମାନ ନକର ନିର୍ଭୟ ଗୁମର କଥା ର ପ୍ରୟାସ. ମାଆ ଧାନକୁଟୀ ପୁଅ ନାଗର. ନଚେତ ଆଇନ ମନ୍ତ୍ରୀଙ୍କ ଉତ୍ତର ମୁଖ୍ୟମନ୍ତ୍ରୀଦେଇ ଉତ୍ତରପ୍ରତି କେତେ ସଚେତନ ଅଛନ୍ତି ଏଥିରୁ ବୁଝାପଡୁଛି. ଆଉ ବେଦାନ୍ତ କଥା ପ୍ରଶାସନିକ ଅଧିକାରୀମାନେ ଯେଉଁ ପ୍ରଯନ୍ତ ବୋଲକରା ସାଜିଛନ୍ତି କାଠଗଡ଼ା କୁ ଟଣା ନହଉଛନ୍ତି ଏପରି ବିକଳାଙ୍ଗ ଚିତ୍ର ଦେଖିବାକୁ ପଡିବ ହିଁ ପଡିବ. ଆପଣ ଖାଲି ଟିକେ କାଠେଇଯାଆନ୍ତୁ.

  • @saratmishra7100
    @saratmishra7100 11 днів тому +1

    Really horrible 😔

  • @birendrakumarpradhan3603
    @birendrakumarpradhan3603 11 днів тому +1

    ମୋହନ ସରକାରଙ୍କୁ ୟୁ ଟର୍ନ ସରକାର ବୋଲି କିଛି ଦିନ ପରେ ସମସ୍ତେ କହିବେ 😄ବେଦାନ୍ତ ଜମି କରବାର ରେ ସେତେବେଳେ ସରକାରୀ କଳରେ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଚତୁର୍ଥ ବିକଳ୍ପ ଅଛି ମୋ ମତରେ.. ଯେଉଁଟାକି ଉତ୍ତରଦାୟୀତ୍ୱ କୁହାଯାଏ.. ଉତ୍ତରଦାୟୀ କରାଯାଉନାହିଁ ବୋଲି ଅମଲା ତନ୍ତ୍ର ରାଜତନ୍ତ୍ର ରେ ଲୋକ ବିନ୍ଦାସ ରେ ବୁଲୁଛନ୍ତି 🙏

  • @simitapatnaik8202
    @simitapatnaik8202 11 днів тому

    Present cm is a perfect scapegoat.sad but true

  • @kabitasahoo8385
    @kabitasahoo8385 11 днів тому

    I have faith. 🙏👍❤

  • @KUNJABIHARINAIK-r3h
    @KUNJABIHARINAIK-r3h 11 днів тому

    ଆଜ୍ଞ! ନମସ୍କାର ବିଗତ 2ଦିନ ଆପଣଙ୍କ ଅନୁପସ୍ଥିତି ନିର୍ଭୟ ପ୍ରେମୀଙ୍କୁ କଷ୍ଟ ଦେଇଛି ମୋହନ ସରକାର ଶ୍ରୀମନ୍ଦିର 4ଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା ପାଇଁ ବହୁତ ତତ୍ପରତା ଦେଖାଇ ଖୋଲି ଦେଲେ କିନ୍ତୁ ମହାପ୍ରଭୁଙ୍କ ଅମୃତମୋଣହି ଜମି ବେଦାନ୍ତ ନାମକ ଜାଲି କମ୍ପାନୀ ଠାରୁ ମହାପ୍ରଭୁଙ୍କୁ ଏବଂ ଚାଷୀଙ୍କୁ କେବେ ଫେରାଇବାର ବ୍ୟବସ୍ଥା କରିବେ? ନା ଏ ସରକାର ମଧ୍ୟ bjd ସରକାର ପରି ଏହାକୁ ଯଥାର୍ଥ ମନେକରୁଛନ୍ତି? ଜଣାପଡୁଛି ଏହି 2ଦଳ ଏକ

  • @minaketanmishra7842
    @minaketanmishra7842 11 днів тому

    ସଠିକ ସମୟ ରେ ସଠିକ ଉପସ୍ଥାପନା ପାଇଁ ଧନ୍ୟବାଦ
    ଉଚ୍ଚ ନ୍ୟାୟଳୟ ରେ ସରକାର ରଖିଥିବା ମତ ଅନୁଯାୟୀ antatpakse ଜଗନ୍ନାଥ ଙ୍କ ଅମୃମଣୋହି ଜମି ବାବଦ ରେ ପାଇଥିବା କ୍ଷତିପୂରଣ ବାବଦ ରେ ପାଇଥିବା ଟଙ୍କା ତୁରନ୍ତ ବେଦାନ୍ତ କୁ ଦିଆଯାଉ ଏବଂ ଜଗନ୍ନାଥ ଜଗନ୍ନାଥ ଙ୍କ ଜମି ଏକ ନିର୍ଦିଷ୍ଟ ସମୟ ସୀମା ଭିତରେ ଫେରିଆସୁ

  • @SubhendukumarSahani
    @SubhendukumarSahani 11 днів тому

    ଜୟ ଶ୍ରୀ କୃଷ୍ଣ

  • @Jagannath-oc9ht
    @Jagannath-oc9ht 11 днів тому

    JAI JAI SHREE JAGANNATH.

  • @bhubanmohanty3853
    @bhubanmohanty3853 11 днів тому +1

    ରାଜ୍ୟପାଳଙ୍କ ପାଖରେ ନବୀନ ବାବୁଙ୍କ ଫାଇଲ ବିଚାଧୀନ ଅଛି

  • @SubhendukumarSahani
    @SubhendukumarSahani 11 днів тому

    ଜୟ ଶ୍ରୀ ଜଗନ୍ନାଥ

  • @PrasantKumarSwain-f5t
    @PrasantKumarSwain-f5t 11 днів тому

    ମୋହନ ମାଝିଙ୍କ ସରକାର ନିଜ ଦଳର ଅସହିଷ୍ଣୁଙ୍କ ଶୀକାର । ଏହି ଅସହିଷ୍ଣୁ ଗୋଷ୍ଠୀ ସୁଚାରୁରୂପେ କାର୍ଯ୍ଯ ସଂପାଦନ କରିବାରେ ବାଧକ ସାଜିଛନ୍ତି ।
    ଆସନ୍ତା ନିର୍ବାଚନ ଏହାର ପ୍ରତ୍ୟୁତ୍ତର ଦେବ ।

  • @bijaypanda1843
    @bijaypanda1843 11 днів тому +1

    Sir ପିଠା ଯୋଜନା କୁଆଡେ ଗଲା 😄😄😄😄

  • @himanshukumarmohanty8900
    @himanshukumarmohanty8900 6 днів тому

    Let Dharmendra Pradhan change his name first rather than demanding change of Ravenshw College now university

  • @minaketanmishra7842
    @minaketanmishra7842 11 днів тому

    ଏହି ଦୀର୍ଘ ନାୟିକ ପ୍ରକ୍ରିୟା ରେ ସରକାର କେତେ ଅର୍ଥ ବ୍ୟୟ କରିଛନ୍ତି, ଏବଂ ଜମି ଅଧିଗ୍ରହଣ / କ୍ଷତି ପୂରଣ ବାବଦ ରେ ବେଦାନ୍ତ କେତେ ଅର୍ଥ ବ୍ୟୟ କରିଛି ସେ ସମର୍କୀୟ ତଥ୍ୟ କୁ ଗୁପ୍ତ ରଖା njau

  • @prabhasray675
    @prabhasray675 11 днів тому +1

    Jay Jagannath

  • @bijaypanda1843
    @bijaypanda1843 11 днів тому +1

    ଷଡଯନ୍ତ୍ର ଚାଲିଛି ବୋଲି ଏଡାଇ ହବ ନାହିଁ

  • @chhatishmohanta4282
    @chhatishmohanta4282 11 днів тому

    Mahan cm. Should be regained because he is not fit for CM.

  • @padmalayaprusty4526
    @padmalayaprusty4526 11 днів тому

    ନାମ ପରିବର୍ତ୍ତନ କାମ ଏକ ପ୍ରବଞ୍ଚନା ।ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ କାର୍ଯ୍ୟାନୁଷ୍ଠାନ ନିଆଯାଇ

  • @manjushaswain1037
    @manjushaswain1037 11 днів тому

    ଯେପରି ଜବାହାରଲାଲ, ଇନ୍ଦିରା, ରାଜୀବ ହିନ୍ଦୁ ସ୍ଥାନ ‌ପାଇଁ ସେପରି ଓଡ଼ିଶା ପାଇଁ ଳନବୀନ series କ୍ଷତି ‍କରିଛନ୍ତି‌। ବିଜୁ‌ବା ବୁ

  • @jeetendrakumarmohanty2963
    @jeetendrakumarmohanty2963 11 днів тому

    କଣ ପାଇଁ ଓ କାହିଁକି ମୋହନ ସରକାର , ନବୀନ ପଟ୍ଟନାୟକ ଓ ବିଜେଡି ଦଳ ପାଇଁ ଉଦାର ମନୋଭାବ, କିଛି ବୁଝା ପଡୁନାହିଁ, ଯାହା ଲାଗୁଛି ତଦନ୍ତ ତଦନ୍ତ ନାମରେ ୫ ବର୍ଷ ଅତିବାହିତ ହୋଇ ଯିବ କି?

  • @vp_gotohll
    @vp_gotohll 10 днів тому

    Court has not given order for refund amount.No perity.thanks.

  • @kanhapatel1432
    @kanhapatel1432 11 днів тому

    ଆଜ୍ଞା ନମସ୍କାର ! ବିଜେଡି ଠାରୁ ବିଜେପି ଦୁଇ ଥର ସାଂସଦ ପଦବୀଉଧାର ନେଇଛି ସେଇ ଉଧାର ଫେରାଇ ବାକୁ ପଡୁଛି

  • @maheswarprusty3043
    @maheswarprusty3043 11 днів тому

    Very very good✅👍 congratulations

  • @pramoddash603
    @pramoddash603 11 днів тому

    Naveen Pattanaik has taken his share, After govt. formation Mohan might be taken kickback from Vedant, so they are aggressive to support Vedant.

  • @sudeepkumardian1548
    @sudeepkumardian1548 11 днів тому

    ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବିଜପିର ନମ୍ବର ଏକ କିମ୍ବା ଦୁଇ ନମ୍ବର ନେତା ନଥାଇ ମୁଖ୍ୟମନ୍ତ୍ରୀ ହେଇଛନ୍ତି, ତେଣୁ କେନ୍ଦ୍ର ତଥା ରାଜ୍ୟର ପ୍ରଭାବଶାଳୀ ନବୀନପ୍ରେମୀ ବିଜେପି ନେତା ମାନଙ୍କର ପ୍ରଭାବରେ ପେଷି ହେଇଯାଉଛନ୍ତି ଯାହାର ପ୍ରଭାବ ସରକାରରେ ଦେଖିବାକୁ ମିଳୁଛି

  • @manojkumarsaint7803
    @manojkumarsaint7803 11 днів тому

    Jay Shree Ram ❤❤❤

  • @nareshpanda4485
    @nareshpanda4485 10 днів тому

    ନିଜେ ମୋହନ ବାବୁ ଦାଈ

  • @pramodkumarrout7641
    @pramodkumarrout7641 11 днів тому

    The Chief Minister is competent to reply on High Court matters because the High Court subject comes under Home Department as per Rules of Business.
    All lower Judiciary subject comes under Law Department.

  • @debaduttadash1
    @debaduttadash1 11 днів тому

    It was Naveen Patnaik & Company who made the false promises of a branch of the Odisha High Court to the people of Western Odisha. It was also Naveen who showed the dream of Vedanta University to Odisha.

  • @user-uw1yk3pk7c
    @user-uw1yk3pk7c 11 днів тому

    Naveen pattnaiak sir no 1 aita bayata

  • @maheswarprusty3043
    @maheswarprusty3043 11 днів тому

    You are✅

  • @sarojpradhan830
    @sarojpradhan830 11 днів тому

    Jay Jay sri ram🙏

  • @nareshdash3796
    @nareshdash3796 11 днів тому

    ନବୀନ ବାବୁ ଆସୁ ଆସୁ ବିକିଲେ ବରଗଡ ସିମେଣ୍ଟ ବା ହିରା ସିମେଣ୍ଟ କାରଖାନାକୁ । ତା ବି ଶହ ଶହ କୋଟି କ୍ଷତି ରେ ।

  • @abhayamishra3806
    @abhayamishra3806 11 днів тому

    କିଏ ମାନନ୍ତୁ କି ନମାନନ୍ତୁ.....ମୋହନ ବାବୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ.......କେବଳ କଣ୍ଢେଇ ଭଳି ନାଚିବା ଜଣାଅଛି ମୋହନ ବାବୁଙ୍କୁ.......ST QUATA ରେ ମିଳିଥିବା ପଦ ଉପଭୋଗରେ ବ୍ୟସ୍ତ ମୋହନ ବାବୁ

  • @bishnumishra8668
    @bishnumishra8668 11 днів тому

    Nothing doing......Even Supreme Court ruled out the bench

  • @sanjeeblenka1996
    @sanjeeblenka1996 11 днів тому

    ଏହି ‌ ଆଲୋଚନା ଏକ ବିପ୍ଳବ ଆଣିବ। ସରକାର ଓ ବିରୋଧି ନିଜର ଦାୟୀ ତ୍ଵ ଓ ପଦମର୍ଯ୍ୟାଦା ବୁଝିବେ।ସତରେ ଅପାରଗତା ବିରୋଧରେ ଏହା ବିପ୍ଳବୀ ଜୀବନର ଅନୁଭୂତି ପାଇବେ।

  • @santoshbiswal6256
    @santoshbiswal6256 11 днів тому +1

    Sir pranam.mohan babu nabin nka pain nama nebe.

  • @prasantakumarswain1968
    @prasantakumarswain1968 11 днів тому +1

    Sir, Namaskar. Naveen pattnaik is a bogos leader in Odisha. He doesn't know about Odisha's Geographical situation because he can't speak& write odia yet. His deceased father Biju Pattnaik knew about Naveen pattnaik as unfit in Odisha poltics. Hawhong river is sorrow of China, the same Naveen pattnaik was sorrow & bundle of Odisha.

  • @satyanandamahakud7641
    @satyanandamahakud7641 11 днів тому

    Sir ମୁଁ ଆପଣ ଙ୍କ VDO ପ୍ରାୟ ତ ସବୁ ଦେଖେ, ଆଲଚନା ବହୁତ୍ ଉଚ୍ଚ କୁଟୀର ଥାଏ । ଆଜି ତା 04/08/2024 ରିଖ ଆପଣ ଙ୍କୁ ଦେଖିବାର ସ୍ୱଭାଗ୍ୟ ପାଇଥିଲି। ମୁଁ ଆପଣ ଙ୍କୁ କଥା ହେବା କୁ ଚେଷ୍ଟା କଲି କିନ୍ତୁ ମୋତେ ନ ଦେଖିଲା ପରି ଚାଲି ଗଲେ। ମୋତେ ଟିକେ ଦୁଃଖ ଲାଗିଲା। ଆପଣ ଙ୍କୁ ଦେଖା କରିବାକୁ ବହୁତ ଆଗରୁ ଭାବିଥିଲି ଆଜି ସେଇ ସୁଯୋଗ ବି ହାତ ଛଡା ହେଇଗଲା, କେନ୍ଦୁଝର ରୁ ଆସିଥିଲି ମୁଁ।

  • @manjushaswain1037
    @manjushaswain1037 11 днів тому

    ବିଜୁବାବୁ‌ନୁହଁନ୍ତି‌।