Khola Kathta with chief Badagrahi of Lord Jagannath, Jagannath Swain Mohapatra

Поділитися
Вставка
  • Опубліковано 7 лип 2022
  • Khola Kathta with chief Badagrahi of Lord Jagannath, Jagannath Swain Mohapatra
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 142

  • @sudipkumarparida3029
    @sudipkumarparida3029 Рік тому +72

    ଆମ ଭାରତରେ ଯେତେ ମନ୍ଦିର ଅଛି... ସବୁଠୁ ବଡ଼ ଦୁର୍ନୀତି, ଅନ୍ୟାୟ, ବିଶୃଂଖଳିତ ଭାବେ ପ୍ରଭୁଙ୍କୁ ଦର୍ଶନ ଶୈଳୀ ପୁରୀ ପ୍ରଭୁ ଜଗନ୍ନାଥ ମନ୍ଦିରରେ

  • @abhijeetbehera5137
    @abhijeetbehera5137 Рік тому +76

    ଏହା ବହୁତ ଦୁଃଖ ର ବିଷୟ ଜେ ଆମ ପୁରୀ ରେ ମହାପ୍ରଭୁଙ୍କ ଆଳ ରେ ସମସ୍ତ ସେବକ ମାନେ ବ୍ୟବସାୟ କରିଥାନ୍ତି

  • @timetotravel9147
    @timetotravel9147 Рік тому +18

    ଜଗନ୍ନାଥଙ୍କ ନାମରେ ଜଗତ କୁ ଲୁଟିବା ଏହି ମାନଙ୍କ ଠାରୁ ଅଧିକ କିଏ ବା ଶିଖାଇ ପାରିବ। ପ୍ରଭୂ ହେ ତମ ର ବି ଜାତି ଅଛି । Jay Jagannath ।

  • @bulubehera4491
    @bulubehera4491 Рік тому +43

    ଏମାନେ ସବୁ ଦଲାଲ୍ ଠାକୁର ଦର୍ଶନ ସମୟରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦେଖିବାକୁ ଏମାନେ ଟଙ୍କା ନିଅନ୍ତି ଜଦି ଟଙ୍କା ନଦେଲେ ଭକ୍ତ ମାନଙ୍କୁ ମାଡ଼ ମାରନ୍ତି ଏଥିପାଇଁ ପ୍ରଭୁ ଜଗନ୍ନାଥ ଦିନେ ନାଁ ଦିନେ ଛତିଆ ବଟ ଜିବେ ଏମାନଙ୍କ ର ପାପ ବହୁତ ହେଲାଣି ଏମାନଙ୍କ ପାଖରେ ଏତେ ଟଙ୍କା ଅଛି ଜେ ଏମାନେ ଟଙ୍କା ଦେଇ ଗୁଣ୍ଡା ରଖି ମଣିଷ କୁ ବି ମାରୁଛନ୍ତି ଏମାନଙ୍କ ସମ୍ପତି କୁ ସିବିଆଇ ତଦନ୍ତ ହେଉ ସବୁ ବଡ଼ ପଣ୍ଡା ମାନଙ୍କର

  • @myvillageverybeautiful1270
    @myvillageverybeautiful1270 Рік тому +28

    ଆମେ ପୁରୀ ବାସିନ୍ଦା ହୋଇବି ଆମକୁ ଠକି ଦେଉଛନ୍ତି ଏ ପଣ୍ଡା ଦଳ ବେଲପତ୍ର ହାତରେ ଥୋଇ 500 ଦେ ଭକ୍ତ ଙ୍କୁ କେମିତି ଠକିବେ ସେଇଟା ଠିକ ଜଣା

  • @babudash1336
    @babudash1336 Рік тому +23

    ସେବା ନା ରେ ନେବା ଏ ମାନଙ୍କ କାମ

  • @srisaidesignvastu9209
    @srisaidesignvastu9209 Рік тому +21

    ଏ ଲୋକ ଠାକୁର ଙ୍କ ଦଲାଲ ।

  • @milantudu6435
    @milantudu6435 Рік тому +1

    Tnxs you OTV ଏମିତି ଗୋଟେ ଭଲ ଖବର ଦେଶର ଲୋକ ଙ୍କ ସାମ୍ନାରେ ଉପସ୍ଥାପନା କରି ଥିବାରୁ।
    ବହୁତ୍ ବହୁତ୍ ଧନ୍ୟବାଦ୍। ଆଗକୁ ଆହୁରି ଏମିତି ଭଲ ଖବର ଉପସ୍ଥାପନା କରନ୍ତୁ🙏🙏🙏🙏

  • @rokeymj700
    @rokeymj700 Рік тому +30

    ଜଗନ୍ନାଥ କହିଛନ୍ତି ଯେ ମୋ ପ୍ରସାଦ ବିକି ଟଙ୍କା ରୋଜୋଗର କର ହେଇରେ ଚୋର ସେବାୟତ ଟିକେ ଡର ଲାଗେ ନାଇ ତମକୁ ପ୍ରସାଦ ବିକିବା ପାଇଁ ହେଇନ ଥାଏ

    • @bijaykumarpanigrahi7713
      @bijaykumarpanigrahi7713 Рік тому

      Prasad kn free te hauchi...bc magana khia

    • @rokeymj700
      @rokeymj700 Рік тому

      @@bijaykumarpanigrahi7713 ହଇରେ ମା ଗୀହା କେତେ ଟଙ୍କା ଦେଉଛୁ କିରେ ଜଗନ୍ନାଥଙ୍କ ମନ୍ଦିର ରେ ପ୍ରସାଦ କରିବା ଲାଗି ନା ତୋ ବାପା ଦଉଛି କିରେ ମାଗହିଆ ଶଳା ତୋ ବୋଉ ଵିଆ ଶଳା

    • @rokeymj700
      @rokeymj700 Рік тому

      @@bijaykumarpanigrahi7713 ତୁ ଶଳା ଚୋର ସେବାୟତ ହେଇଥିବୁ ସେଥି ପାଇଁ ବଧୁଛି କିରେ ଶଳା ମାଗିହା ହାରାମି ଛୁଆ ଶଳା ତୋ ବୋଉ ଵିଆ ଶଳା ଭଉଣୀ ବିଆ

  • @aniket3961
    @aniket3961 Рік тому +9

    ରାଜ୍ୟ ସରକାର ଶୁଣିଲେ ବି କଣ ହେବ ସେ ତୋ ଓଡ଼ିଆ ବୁଝି ପାରନ୍ତି ନାହିଁ।

  • @madhusmitabiswal8411
    @madhusmitabiswal8411 Рік тому +13

    ଶଳା ଚୋର ଭକ୍ତ ଠାକୁରଙ୍କୁ ଦିଅନ୍ତି ତମ ମାନଙ୍କୁ ନୁହେଁ।

  • @dillipjena3138
    @dillipjena3138 Рік тому

    ସତରେ ପ୍ରଭୁ ଜଗନ୍ନାଥ ଥିଲେ

  • @bikashswain8378
    @bikashswain8378 Рік тому +7

    Best & great jornalist

  • @goutambehera745
    @goutambehera745 9 місяців тому

    🙏🌷 ଜୟ ଜୟ ଜଗନ୍ନାଥ 🌷🙏

  • @anjankumarpattnaik3855
    @anjankumarpattnaik3855 Рік тому +20

    In whole india level, puri has gained a disrespect regarding over charging hotels and rude and greedy behaviour of the priests. Once who comes puri, god knows they would even come back for a second visit.

  • @muodia2002
    @muodia2002 Рік тому +8

    ମନୋରଂଜନ ବାବୁ ଆପଣ ଙ୍କୁ ମାନିବାକୁ ହେବ

  • @ilukumar579
    @ilukumar579 Рік тому +3

    Jay jagannath ♥️♥️♥️🙏🙏🙏🙏

  • @rajibgouda7736
    @rajibgouda7736 Рік тому +7

    Emapri lokamane thakuranka sampati ku lutuchanti au nijaku kahuchanti ame jagannath nka bhakta boli

  • @jayjagannathbhajan5819
    @jayjagannathbhajan5819 Рік тому +1

    Jay jagannath swami nayan patha gami bhaba tume haribol🙏🏽🙏🏽🙏🏽

  • @sarojmohanty1617
    @sarojmohanty1617 Рік тому +9

    YE HAUCHI EK NUMBER DAKAYAT
    HINDU MANE MURKHA TAMAKU SUNA DAEUCHANTI

  • @prasantakumar3902
    @prasantakumar3902 Рік тому

    Jay jagannath 🙏

  • @soumyasahoo4970
    @soumyasahoo4970 Рік тому +1

    Jay Jagannath 🙏🙏🙏

  • @skguru8996
    @skguru8996 Рік тому +5

    Mu jaithili before 40 days,mandira bhitara katha re Jia 10 tanka daba taku tulasi paduka miliba, jiea 10 tanka dabani taku nai mu nije mu tanka deini mote jagarnath nkara tulasi milini, Vasa bi sunichhi
    ,

  • @godzillagaming6490
    @godzillagaming6490 Рік тому +1

    Jay Jagannath 🙏

  • @sonalikasahoo4274
    @sonalikasahoo4274 Рік тому +3

    ସବୁଠୁ ବେଶୀ ଶୋଷଣ ଆପଣ ମାନେ କରୁଛନ୍ତି

  • @birendrakumar9545
    @birendrakumar9545 Рік тому +12

    ତମକୁ ଆହୁରି ଦରକାର ସୁନା ରୂପା ଅଳଙ୍କାର, ସେତିକିରେ ହଉନି ବ୍ରlହ୍ମଣ କୁ ଆହୁରି ଦରକାର

  • @ashiskumargochhayat7764
    @ashiskumargochhayat7764 Рік тому

    Jay jagannath

  • @MRJOSIM-hf3og
    @MRJOSIM-hf3og Рік тому +4

    ଲୋକେ ଶ୍ରଦ୍ଧା ରେ ଦାନ ଦେବେ ମନ୍ଦିରରେ । ଅନ୍ନଛତ୍ର ରେ ଖାଇ ବାକୁ ଦେବେ ସରକାର୍ 😅 ୱା ରେ ସେବାୟତ

  • @srikantakumarhota6134
    @srikantakumarhota6134 Рік тому +21

    Sabu chora.
    ସେବାୟତ ମାନେ ସବୁଠାରୁ ବଡ ଚୋର।

  • @Surya78490
    @Surya78490 Рік тому +9

    Jagannath ଙ୍କ ଯେତିକି ସମ୍ପୋତି ଅଛି ବାଣ୍ଟିଲେ modhya ସରିବନି kintu Hindu temple ର ସବୁ ସମ୍ପୋଟି ସରକାର ଅଧିନରେ ନ ରହିବା ଦରକାର 😡

  • @chandanbisoi4031
    @chandanbisoi4031 Рік тому

    JAY JAGANNATH

  • @chankyasingh185
    @chankyasingh185 Рік тому

    Really
    True

  • @filmimumbai6177
    @filmimumbai6177 Рік тому

    Jay jagannath 🕉️

  • @godzillagaming6490
    @godzillagaming6490 Рік тому

    Jay Jagannath ⭕❗❗⭕

  • @skguru8996
    @skguru8996 Рік тому +4

    Out of State ru visitors asuchanti semannka pakaru bite nia sata janibe,sebayat mana Kara quality, wokat kana janiparibe

  • @litankumarbehera6487
    @litankumarbehera6487 Рік тому

    Right

  • @gaganbehera7401
    @gaganbehera7401 Рік тому +5

    Thik manji ta dharicha bhai aditar babu

  • @jagannathdas7714
    @jagannathdas7714 Рік тому +14

    Pravu Jagannath will tell you in kalki A vatar , about your work at a Rakhyashi house in west Bengal .

    • @Mannat608
      @Mannat608 Рік тому +1

      Haaaaaaaaan 👌
      Sabu papara hisab sei JAGANNATHA NKA KALKI AVATAR NKA pakhare ⚖

    • @GudduSingh-mh5zz
      @GudduSingh-mh5zz Рік тому

      😌😌

    • @s.soumya9406
      @s.soumya9406 Рік тому

      Kn karithile Sethi ....?

  • @rajkishorrbehera7848
    @rajkishorrbehera7848 Рік тому +1

    ଏମାନେ ସବୁ ଚୋର ଜଗନ୍ନାଥ ଜଦି ଦାରୁ ନ ହୋଇ ସୁନା ହୋଇଥାନ୍ତେ ତାଙ୍କୁ ନେଇ ବିକି ଦିଅନ୍ତେ ଏହାହିଁ ସତ୍ୟ କଥା

  • @myvillageverybeautiful1270
    @myvillageverybeautiful1270 Рік тому +2

    ଏମାନେ ଯେତିକି ସୁନା ପିନ୍ଧୁଛନ୍ତି ଗୋଟେ ଥର ବି କେବେ ଭାବିଛନ୍ତି କେତେ ଦୁଖୀ ରଙ୍କି ଏଇ ପୁରୀରେ ଗୋଟେ ବେଳା ଖାଇବାକୁ ପାଆନ୍ତିନାହିଁ କେବେ ଦୃଷ୍ଟି ପଡିଛି ସେମାନଙ୍କ ଉପରେ ନିଜେ ସୁନା ରେ ସଜେଇ ହେବାଟା ଭଲରେ ଜଣା

  • @balaramsahu7561
    @balaramsahu7561 Рік тому +1

    Dada please find Where is Jagannath Gold

  • @deepakkusahoo8928
    @deepakkusahoo8928 Рік тому

    🙏🏻🙏🏻🙏🏻😭😭🙏🏻🙌🙌

  • @soumyaranjanpalai3059
    @soumyaranjanpalai3059 Рік тому +7

    Sir puri ନନା ଭକ୍ତ କୂ ଗାଳୀ ଦିଅନ୍ତୀ

  • @Pradeep10349
    @Pradeep10349 Рік тому +1

    ପୁରୀ ମନ୍ଦିର ପାଈଁ ଆମେ ଓଡ଼ିଶା ବାସି ଗର୍ବ କରିବୁ ନା ଲଜ୍ଜ୍ୟା ରେ ମୁଣ୍ଡ ତଳକୁ କରିବୁ ବୁଝି ହଉନି । ସବୁ ଜିନିଷ ସରକାର ଉପରେ ଲଦିଦେଲେ ହବନି, ଆଜି ଯାଏ ଏତେ ବିଶ୍ଵ ବ୍ରହ୍ମାଣ୍ଡ ର ଏତେ ପରିବର୍ତ୍ତନ ପରେ ବି ପୁରୀ ମନ୍ଦିର ର ପୂଜକ (ପଣ୍ଡା 🐼) ହୋଟେଲ ମାଲିକ, ଅଟୋ ଚାଳକ, କେହିବି ପରିବର୍ତ୍ତନ ହୋଇପାରିଲେ ନାହିଁ । ଅତିଥି ଦେବୋ ଭବ ଏମାନଙ୍କ ପାଇଁ ଉପଯୁକ୍ତ ନୁହ । ଏମାନେ କେବଳ ଅତିଥି ଙ୍କ ପାଖରୁ ଲୁଟିବା ଜାଣିଛନ୍ତି । ସେଇ ଅତିଥି, ଜେଉ ମାନେ ଜଗା ର ଭକ୍ତ । ବୋଧେ ସେମାନଙ୍କ ପାପର ଫଳ ସେମାନେ ପୁରୀ ରେ ଜନ୍ମ ହୋଇ ଏଭଳି କାମ କରୁଛନ୍ତି ଓ ଭକ୍ତ ଙ୍କ ଅଭିଶାପ ପାଉଛନ୍ତି । ଜୟ ଜଗନ୍ନାଥ..... 🙏 ସବୁ ସେଇ କାଳିଆ ଠାକୁର ଙ୍କ ଲୀଳା, ବୋଧେ କଳି ଯୁଗ ର ପ୍ରଭାବ ୟେ । ସେ ଯାହା ବି ହେଉ ପ୍ରଭୁ ଆପଣଙ୍କ ଏ ସୃଷ୍ଟି ପାଇଁ ଯାହା ଭଲ ହବ ସେଇୟା କରନ୍ତୁ। ଜୟ ଜଗନ୍ନାଥ....... 🙏🙏🙏🙏

  • @manojkumarnayak1571
    @manojkumarnayak1571 Рік тому

    ତୀର୍ଥ ସ୍ଥଳୀ ଓ ଟୁରିଷ୍ଟ ପ୍ଲେଶ୍ ଭିତରେ ଫରକ ରଖି ପାରିଲେ ହେଲା ।ଭକ୍ତ ଓ ପର୍ଯ୍ୟଟକ ଭିତରେ ପାର୍ଥକ୍ୟ ରହିବା ଦରକାର ।ଧର୍ମ ନିରପେକ୍ଷ ସରକାର ଓ ଧର୍ମୀୟ ସଂସ୍ଥା ଭିତରେ ଦୂରତା ରହିବା ଦରକାର।

  • @mohantycinu1204
    @mohantycinu1204 Рік тому +1

    Sri jagannath pravu nka siha vag tanka sebayata niyantti au Sri mandir development Heb kemiti

  • @AdvocateChamber
    @AdvocateChamber Рік тому

    Because puri loka amaniya.

  • @biswajitpanda3179
    @biswajitpanda3179 Рік тому +6

    This person is not belongs to brahmin family. Swain mahapatro.. Such family have confusion itself.. Plz show ur identity. Why the media person giving him such big priority.

    • @sanjaybiswal1669
      @sanjaybiswal1669 Місяць тому +1

      sir kahibe ki daitapati mane brahmain na sabara tribe ra ?

  • @bhaktimarga853
    @bhaktimarga853 Рік тому

    ମଠ ଗୁଡିକ ଯେଉଁ ଭଳି ସେବା ଯୋଗାଉଥିଲେ । ମଠସଂସ୍କ୍ରୁତି ଚାଲୁ ରହିବା ଦରକାର । ମଠରହିଲେ ଅନେକ ଲୋକ ସୁବିଧା ପାଇପାରିବେ ।

  • @rajeshg1566
    @rajeshg1566 Рік тому

    Jai jagannath Jai jagannath Jai jagannath.
    Namaskar jaguni mausa. You are blessed one.may Lord jagannath keep you Happy always.

  • @snehalatadash6751
    @snehalatadash6751 Рік тому +2

    Ratnabhandarare aou nathiba suna.karana..eimane milimisi sabu gayab karineithibe.

  • @tapaswinipattnaik239
    @tapaswinipattnaik239 10 місяців тому

    ଓଡ଼ିଆ ଜାତିର ଦୁର୍ଭାଗ୍ୟ ଯେ ଏଜାତି ନିଜର ଲୋକଙ୍କ ଗୋଡ଼ ଟାଣିବା ଓ ଅନ୍ୟ ର ଗୋଡ଼ ଚାଟିବା ଛାଡିଲା ନାହିଁ ।ପରଶ୍ରୀକାତରତା ଛାଡିଲା ନାହିଁ। ମୁସଲମାନ ଆକ୍ରମଣକାରୀ, ଇଂରାଜୀ ଲୁଣ୍ଠନ କାରୀ , ଦୁର୍ନୀତି ଗ୍ରସ୍ତ ନେତା ଅକଳନ ଐଶ୍ୱର୍ଯ୍ୟ ଲୁଟି ନେଲେ ଓ ନେଉଛନ୍ତି।ସେବେ ସମସ୍ତେ ଚୁପ୍ ମାତ୍ର ପୁରୀ ପଣ୍ଡା ଦିନ ରାତି ସେବା କରି କରି ଦାନ ଅର୍ଥ ସାମାନ୍ୟ ରେ କିଛି ସୁନା ରେ ମିଡ଼ିଆ ଠାରୁ ସାରା ଓଡ଼ିଶାର ନଜର। ବିଚିତ୍ର ବିଚିତ୍ର।

  • @deepakrec
    @deepakrec Рік тому +1

    It will change if dynastic sevayat system is abolished.

  • @abhayajena9099
    @abhayajena9099 Рік тому +1

    Jagannath mandira vaktira mandira .tanku park ki garden kariba a sarkarara pagalami .gadire basithiba mendha pala sabu sesha karidebe .jemiti utpata hasuchhanti semiti mularu nasha June .jagannath mahapravu kahaku chhadantini .godei godei nischnha karidebe .joy jagannath Swami 🙏🙏🙏

  • @sunilkumarsahu7853
    @sunilkumarsahu7853 Рік тому +4

    ସରକାର ଓଡ଼ିଆ ଭାଷା ବୁଝିପାରନ୍ତି ନାହିଁ ।
    ସେ କ'ଣ OTV ଦେଖିବେ l

  • @papinaik5213
    @papinaik5213 Рік тому +4

    Sabu bhakts panda ମାନଙ୍କୁ samiti Dana kari na thanti e sabu jagannath nka nare bhakta thu luta hoithiba dhana,,,, jeumaane puri jauchanti semaane nischaya janithibe emane prabhunka Seb karuchanti kintu nadia gote jadi kehi bhakta bhangaibaku jai taku 100 de 200 de kahuchhu ti,,,, puri re ta ita, godi, pathar dehare bi jagannath hele kintu jagannath nka nama re jadi kehi adhika thaku chahanti tahele se heuchanti panda mane,,,,, e sabu Lututhiba suna,,,,,

  • @Zeroone6969
    @Zeroone6969 Рік тому +4

    Sabu gunda gudaka. Jami baadi ete rakhichanti, black money bi. Sabu achi yaanka pakhe.

  • @basantajena6876
    @basantajena6876 Рік тому +5

    Sebayt manka behaviour jama bhal nuhe

  • @sunil5604
    @sunil5604 Рік тому +3

    Sarakara kana karibe. Sabu ta mandira trust kariba katha. Puri ra sabu panda sabu dina ghiaa khauchanti. Bhakta mankku luti ki

  • @jagadishkand2574
    @jagadishkand2574 Рік тому +6

    ଠିକ୍ କହିଛନ୍ତି ଆଜ୍ଞା

  • @skguru8996
    @skguru8996 Рік тому +3

    Gold katha amane sabu chora ama jagarnath nku badnam karuchhnti

  • @basantajena6876
    @basantajena6876 Рік тому

    Puri re administration hotel,food ,restaurant check karu

  • @rajeshrout5084
    @rajeshrout5084 Рік тому

    Sabu achi ma jaganath nka pakhre thare hrudayru dakik dekhantu puri re kn achi Jani paribe

  • @suratluha2575
    @suratluha2575 Рік тому +3

    If God is omnipresent why we have go to any temple? They are lootere

  • @arunpanda1093
    @arunpanda1093 Рік тому

    Raghunath Vesa kahiki karunahanti?

  • @nihimiyabardhan8846
    @nihimiyabardhan8846 Рік тому +2

    Kholile sabu khaideba

  • @trilochansamal6044
    @trilochansamal6044 10 місяців тому

    Paditi. Dae

  • @SamSam-cg5mw
    @SamSam-cg5mw Рік тому

    Jaguni nana nka suna besha

  • @milantudu6435
    @milantudu6435 Рік тому

    ତମେ ମାନେ ଟଙ୍କା ଲୁଟିବ ଆଉ govt ଆମ tax ପଇସାରେ ଆମକୁ ଖାଇବାକୁ ଦେବେ, ତମେ କଣ govt ku tax deucha କି। Govt kahin ki ବୁଝିବ। ତମେ ଯଦି ଦେଇ ପାରିବନି। ତେବେ govt ku sabu ପଇସା ଦେଇ ଦିଅ। Then Govt sabu katha ବୁଝିବେ।

  • @motivationalshorts551
    @motivationalshorts551 Рік тому +2

    Subu sebayata chora.....sebayatanka pani aama Jagannath mandir nasta heigalani......

  • @nature4112
    @nature4112 Рік тому

    Apana jadi sabu party ku Jagyan kari win kareidebe . . Ame mamta banarji example ru janichu...2022 re jadi apananka ashirbaad achhi,ta hele Mogal British time re apananka vali Daitapati nka ashirbaad kahinki rahilani.....British 250years ,Mogal 300 years e sabu Jagannath nka alowkika sakti aau Daitapatinka sakti kama kala nahin kahinki...

  • @b.r.b2864
    @b.r.b2864 Рік тому

    puri sabu panda sebayat nku sethu bahar karajau semananka ghare vijilance chadhau heu dekha jau kete suna aau tanka baharuchi

  • @pabitranath5075
    @pabitranath5075 Рік тому +1

    Tame sabu khae sariloni

  • @bideshbehera161
    @bideshbehera161 Рік тому

    Puri panda au hotel malik mane bada dharana re lootibare lagichanti . Mandira committee gariba ba anartha mananku free bhojan kebebi debeni kahiki na semanku nianta heuchi. Shame on them and Odisha Govt.

  • @skguru8996
    @skguru8996 Рік тому +2

    Puri re jetiki sebayta tankar kama lokanku lutiba

    • @sanjaybiswal1669
      @sanjaybiswal1669 Місяць тому +1

      sir tk kahibe ki daitapati mane brahman na sabara jati ra?

  • @chiranjibimahapatra708
    @chiranjibimahapatra708 Рік тому

    I knew this ....u can say blindly that whatever happens in Odisha there's always corruption..also applied to india

  • @rabindrareddy8666
    @rabindrareddy8666 Рік тому

    Yaku vigilance chadau karantu..

  • @bibhuworld989
    @bibhuworld989 Рік тому +1

    Shame.... Tame mane kebe dekhibaku chesta karuna je daitapati mane kete kasta kete balidan dai mandira ra seba karuchanti... Taha dekhaiba nahi.... Galua gudaka khali kia kana paindhila... Kouthu anila taha pacharucha.... Jai jagannath.... Hari om namah sivaya... 🙏🙏🙏🙏

  • @AR.Strings
    @AR.Strings Рік тому

    Au ଜଗନ୍ନାଥ nka mandira gale santi nahi..sabu tharu inata ..khali pasia lutu chhanti ..tike bi atmaku santi ଲାଗୁନାହିଁ..mandira gote amiti ସ୍ଥାନ jouthi gale atma trupti mile bt odisha puri chhada bahar state jou kete santi lagiba dekhibe

  • @jogendraraika5214
    @jogendraraika5214 Рік тому

    Thakuranku Neiki ta Sebayat maane Bepara karuchhanti,,Thakuranka Ratna sabu Nei jaai Bekare,Haatare sabu suna upare Suna pindhuchhanti Ete Ete Suna Aasuchhi koadu,,,Aama Desh ra keteta mandirare Daily bhaktanku Magana re Khaiba Diaa heuchhi But Aama Shree mandirare Ulta heuchhi khaibaku magana debe kan Bhaktanka tharu paisa nei ,Daana tanka nei Suna gahana karuchhanti

  • @surajdash2220
    @surajdash2220 Рік тому

    Mahaprasada ra value achhi sethi pain... Aau alaga mandira ra bhoga katha alaga

  • @pramoddash7396
    @pramoddash7396 Рік тому +1

    Glod Bramin....Otv..Panda....

  • @nihimiyabardhan8846
    @nihimiyabardhan8846 Рік тому

    Sabu pada khaidia, sarkarku dai dia

  • @kiransamanta2144
    @kiransamanta2144 Рік тому +1

    Sarakar mahalia debe... Tme sallaa sabu abhda ku kamm paisa re kini ki adhika paissa re biki ba

  • @bijaya2008
    @bijaya2008 Рік тому

    Sarkar kaein karibe anna chatra ..??? Mandira trust kariba katha....swarn mandir re kona Punjab sarkar anna chhatra karichanti ki? Sabu panda gudika khaile sabu

  • @sangramkesarisahoo4887
    @sangramkesarisahoo4887 Рік тому +1

    ତୋର ବ୍ରାହ୍ମଣ ପ୍ରଥମେ କାଳିଆ ଠାକୁରଙ୍କୁ ଚୋରାଇଲେ ଏବେ ଭକ୍ତଙ୍କୁ ଠକୁଛନ୍ତି।ଓଡଶ ଓ ଉକୁଣୀ ଜାତି ।

    • @sanjaybiswal1669
      @sanjaybiswal1669 Місяць тому +1

      sir tk kahibe ki daitapati mane brahman na sabara jati ra?

  • @SuperSn1964
    @SuperSn1964 Рік тому

    Panda sabu harami... Bahut hairan karanti.... Thakanti lokanku

  • @jayguneswar1149
    @jayguneswar1149 Рік тому +7

    Bhakata manku pati Maru6anti😠😬😡

  • @kamalsamrat2038
    @kamalsamrat2038 Рік тому

    Sabu chora .. thakura sata..

  • @maushumisoy904
    @maushumisoy904 Рік тому +1

    Oh ! Khali Mala Mal...

  • @skguru8996
    @skguru8996 Рік тому

    Chora NO-1

  • @ashuofficial9663
    @ashuofficial9663 Рік тому

    sabuthu bada chora amane sabu

  • @ABL--fp8mv
    @ABL--fp8mv Рік тому

    Dharma nahre sabu durniti...🙄😳🧐

  • @kiransamanta2144
    @kiransamanta2144 Рік тому +1

    Eee sala choro ta daru bhibrata krichi... Brahma photo foreign policy ku bikkichi.. sala choroo goda sabu. Papi purire...

  • @heylord8258
    @heylord8258 Рік тому

    Government bekar..

  • @gymmmfreaks1358
    @gymmmfreaks1358 Рік тому

    Brahmin karm se bano dharm se chandal b chalega au tama ku duru juhar

  • @Sangram63
    @Sangram63 Рік тому +1

    ମାଗଣା ଖାଇବା ମିଳିଲେ ଲୋକ ଛାଡ଼ିବେ ଆଉ🤨

  • @siddhantpradhan2581
    @siddhantpradhan2581 Рік тому

    Ratnavandara ru sabu kahi sarilarni a sale gudaka. Thakuranka mandira ku business hub karisarisarilarni

  • @ugrasenmeher88
    @ugrasenmeher88 Рік тому +1

    Thaka Brahmin maanaka paii God upre jagannath upre khas Kari auu kichhi shraddha nehi hei

  • @imdev3412
    @imdev3412 Рік тому

    ବାଳ ହେବ ଆଉ ପାଣ୍ଡୁ ରଖିଛି ଖାଇବ । ତେଲେଙ୍ଗା ବୁଦ୍ଧିରେ ସବୁ ଚାଲିଛି ବୋଲି ସମସ୍ତେ ଜାଣନ୍ତି କହନ୍ତି ନାହିଁ