Mu bahut khusi mihir sir bhala heigale mihir sir apanknu mu bahut bhalapae mo dreem achi mu apananku ketebele na ketebele dekhibi sir bhagaban mo ayusha bi apanku deidiantu apana sabubele khusire ruhantu 🙏🙏🙏
Ta tahale tame ta aau kahareku marriage koreboni tamo bhouni ku marriage koredeba ,tamo katha onusare kn pain aau kahaku marriage koreba tama ghare be aaimeti heipare
Sashu swami nananda jadi maarpit karanti sabu katha re dariki michha bahari jaye pati ru mu nije anubhabi.. Sujata nku ta ghara milila kintu mote kichhi milinani.... Mu bi sabu katha re bhul mage bhul nathile bi...
41:10/41:20 ehi bayasare bahuku maribare bolo achi but ehi bayasare mancha re basiki samasyara samadhan karibaku bolo nahin , baa baa re sasu maa dhanya tame
ମିହିର ସାର୍ ଭଗବାନ କରନ୍ତୁ ଆପଣଙ୍କ ଦେହ ଜଲଦି ଭଲହେଇଯାଉ। ଜୟ ଜଗନ୍ନାଥ
ମିହିର ସାରଙ୍କ ଆରୋଗ୍ୟ କାମନା ଆମ କଳାସାଆନ୍ତ ଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି, ଜଜ କର ସାର ଙ୍କ ବୁଝେଇବା ଶୈଳୀ ଉଚ୍ଚକୋଟୀର. ଗୋପବନ୍ଧୁ ସାର ଙ୍କ ପରେ କର ସାର ଅତ୍ୟନ୍ତ ବିଚାରବନ୍ତ. ତାଙ୍କୁ ମୋର ଅଶେଷ ଅଶେଷ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜର୍ଜସାରଙ୍କୁ ମୋର କୋଟି କୋଟି ପ୍ରଣାମ, ବହୁତ ଭଲଲାଗିଲା ଆପଣଙ୍କ ବିଚାର 🙏🙏🙏🌹🌹🌹
ହେ ଭଗବାନ ମିହିରି ସାର୍ ଙ୍କ ଦେହ ସର୍ବଦା ସୁସ୍ଥ ରେ ରଖନ୍ତୁ।
ହେ ଭଗବାନ୍ ମିହିର ଦାସଙ୍କ ଦେହ ଭଲରଖ ଆମେ ଯେମିତି ତାଙ୍କ ମୁହଁ ସବୁବେଳେ ଏମିତି ଦେଖୁଥାଏ ଏତିକି ପ୍ରାର୍ଥନା ମୋର🙏🙏🙏
ମିହିର ଭାଇ କୁ ମୋର ନମସ୍କାର ଭଗବାନ ତାଙ୍କୁ ଶିଘ୍ର ଭଲ କରିଦିଅନ୍ତୁ ଆଶାର ଆଲୋକ ତାଙ୍କୁ ଅପେକ୍ଷା କରିଛି ।
ସୁଜାତା ବୋହୁତ ଭଲ ବୋହୂ
କିନ୍ତୁ ତାଙ୍କ ଶାଶୂ ଟିକିଏ ଜିଦ୍ଦୀ ଖୋରି
ଏମିତି ଶାଶୁ ଭଗବାନ କୋଉ ଝିଅକୁ ନ ଦିଅନ୍ତୁ, ଏତେ ଗର୍ବ କଣ ପାଇଁ .......ହେ ଭଗବାନ୍
Se sasu janaka bi nari naa nari maya
Tu sasu bhut bholo na ba
କେତେ କ ଖଳ ନାୟକ ଶାଶୁ ପାଇ ଆଜି ବହୁତ୍ ଘର ଭାଙ୍ଗି ଯାଇଛି ସେ ନୀତି ଶାଶୁ ମାନଙ୍କୁ ଭଗବାନ ହିଁ ଦେଖି ନେବେ ବୁଢ଼ୀ ବୟସରେ 🙏
Right
Ryt dear mo sasu payee mo ghara bhangi gala
@@kabitameher8075 mora bi
Kichi ghare sasu ghara bhanguchanti ta au kichi ghare bou
Jagannatha ଙ୍କୁ ଏତିକି ପ୍ରଥନା ଯେ ମିହିର Sir ଙ୍କୁ ଶୀଘ୍ର ଭଲ କରିଦିଅ ନ୍ତୁ🙏 ଜୟ ଜଗନ୍ନାଥ 🙏
He bhagavan please mihir sir nku bhala karidia amiti loka nki mo aayusa dei dia. Aame hareibaku chahunnu
Ws add
Please God mihir sir nku bhala kari diantu.
@@khusiandqti6775 ppppppppppppppppppppoooooooooooooooolooooooooooooolooooooooooolooooooooooooloooloooooooloooooooooooooooooloooooooolooooooooloooololooooooooloooooooooolooo
@@khusiandqti6775 Ooooo9oooooooool9ooooooooo9looloooooooooooooooooooooooool
ପୁଅଟା ମାଇଚିଆ ହଇରେ ପୁଅ ସେ ଝିଅ କାହାକୁ ଦେଖିକି ମାଁ ବାପା ଭାଇ ଭଉଣୀ ସମସ୍ତଙ୍କୁ ଛାଡି ତୋ ଘର ବସେଇବା ପାଇଁ ଯାଇ କି ଭୁଲ କରିଛି ,ତୁ ନ୍ୟାୟ କରି ଯାଣୁନୁ ତୋ ମାଁ ମାଁ ତୋ ସ୍ତ୍ରୀ ଚାକରାଣୀ ସଳା ମାଇଚିଆ ସଳା ତୋ ମାଁ ସହିତ ଘର 🏠 କଲୁନି ଅନ୍ୟ ର ଜୀବନ କ'ଣ ପାଇଁ ନଷ୍ଟ କରୁଛୁ
Ame movie re sabu hiro mananku dekhu hele apananka bhali kehi nahanti apana ama pain real hero mihir sir
ମାରିବାର ଅଧିକାର ନାହିଁ କାହାକୁ। ଶାଶୁ ମାରିକି
ବହୁତ ଭୂଲ କରିଛନ୍ତି
Rt
ବିଚାର ପତି ସାର ବହୁତ ସୁନ୍ଦର ବୁଝାଇଲେ
ତଥାପି ଶାଶୁ ମା ଟିକେ ଅବୁଝା ହେଉଥିଲେ। ଯେହେତୁ ସେ ଜଣେ ଶାଶୁ ପରିବାର ସଂସାର ସବୁ କିଛି ସମ୍ଭାଳି ଚଳିବା କଥା। ଯାହା ହେଉ ସାର ଗୋଟିଏ ପରିବାର କୁ ନ୍ୟାୟ ଦେଇ ସବୁ ସମସ୍ୟା ର ସମାଧାନ କରିଥିବାରୁ। ଧନ୍ୟବାଦ୍ ଜଣାଉଛୁ ସାର
ଜୟ ଜଗନ୍ନାଥ ପ୍ରଭୁ ମିହିର ସାରଙ୍କୁ ଜଳଦି ସୁସ୍ଥ କରିଦିଅନ୍ତୁ 🙏🙏🙏
ଭଗବାନ ମିହିରଙ୍କୁ ସାହାଯ୍ୟ କରିପାରିବେ ନାହିଁ | କାରଣ ଭଗବାନ ଏକ କାଳ୍ପନିକ ଚରିତ୍ର ଯାହାକୁ ତୁମେ ସମସ୍ତେ ସତ୍ୟ ବୋଲି ବିଶ୍ୱାସ କରିବା ପାଇଁ ମିଥ୍ୟା ଶିକ୍ଷା ପାଇଛ |
Aw 41:42 w a p 😊
Love you ମିହିର sir,
ଭଗବାନ ତୁମକୁ ଶୀଘ୍ର ସୁସ୍ଥ କରିଦିଅନ୍ତୁ🙏
P h hu
Bu bu
In in in
😮 13:20
@@ambiambi9121😊l hmm
He prabhu Mihir sir nku bhal karidea 🙏 Jay Jagannath 🙏
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମିହିରସାର ସୁସ୍ଥହୋଇଯାଆନ୍ତୁ🙏🌹🙏
Mihir Sir u r graet. Get well soon ଜଗନ୍ନାଥ ଆପଣଙ୍କୁ ଶିଘ୍ର ସୁସ୍ଥ କରନ୍ତୁ 🙏🙏🙏
ସମସ୍ୟା କିଛି ନାହିଁ....ବୁଝାମଣା ର ଯାହା ଟିକେ ଅଭାବ...
ମାଉସୀ ଟିକେ adjust କଲେ ସବୁ manage ହୋଇଯିବ....ଆଉ ମନୋଜ ବାବୁ ଆପଣ ଟିକେ madam ସହ closeness ବଢ଼ାନ୍ତୁ....ପ୍ରତି ଛୁଟିରେ ଘରକୁ ଯାଆନ୍ତୁ....କିଂମା madam କୁ ଆଣି କେନ୍ଦୁଝର ରେ ରଖନ୍ତୁ ଅନ୍ତତଃ ପିଲାମାନେ ବଡ଼ ହେବା ପ୍ରଯ୍ୟନ୍ତ....ଏହା ମୋର ବ୍ୟକ୍ତିଗତ ମତ...
👌🏾👌🏾👌🏾👌🏾👌🏾👌🏾
@@amiyaranjanbehera5569 ouuuuuuu
@@amiyaranjanbehera5569 aaKqaa
ବିଚାରପତି ବହୁତ ସୁନ୍ଦର କଥା କହିଲେ 🙏
ଶାଶୁ ଟି ଭାରି ଭଲ l ଏତେ ଭଲ ଯେ ଖାଲି ଖାଇବ ଖାଇବ ହୋଉଛି, ମରୁନୁ ଶାଶୁ l ଶାଶୁ ହେଇଛୁ ମରୁନୁ ପୋଡା ମୁଁହି l ଶଳା ବୁଢା ମରୁନୁ ଭଂସୁଆ ଡାକୁଣିଖିଆ l
Mihir sir badhia Katha kahuchhanti
God bless u sir namaskar. Jhia always laxmi maa. 🙏
Hey ganesh thakura mihir sir nka deha sighra bhl heijau 🙏🙏🙏🙏🙏
jay jagannatha mihir sir nku sighra ସ୍ବାସ୍ଥ୍ୟ ରଖନ୍ତୁ ଆଶାର ଆଲୋକ ବି ଝାପସା ଲାଗୁଛି
ସାରେ ଜଦି ଵୋହୁସାସୁକୁ ମାରିଲା ତାକୁ ଛାଡ଼କଜାଉ କାହିଁକି ନା ସେ ଝିଅ ତାପାଇ ଆଇନି ନା ହିଁ ଖାଲି ପୁଅଙ୍କ ପାଇଁ ଆଈନ ଝିଅକ ନାହିଁ ।
Sasu maa aapana raga ku tikie control kari bohu ku jhia vali treat karantu sie aape app aapanku vala paiba
Mu bahut khusi mihir sir bhala heigale mihir sir apanknu mu bahut bhalapae mo dreem achi mu apananku ketebele na ketebele dekhibi sir bhagaban mo ayusha bi apanku deidiantu apana sabubele khusire ruhantu 🙏🙏🙏
Se abebi thik heinahanti bhauni bhagawan nku dakantu sir nku jaldi bhala karidiantu 🙏🙏
Hamm
Get well soon Mihir Sir.
ଶାଶୁ ହିଁ ଦାଈ
Bhai sabu thi sasu kharap huantini
Sukanta sir apana nkara anchoring style bahuta bhala laguchi
He pravu jagatara natha jaganath mihir sir nku Jaldi pura bhala karidia.
ଆଗେଇଚଲ୍ ବହୁତ୍ ମଙ୍ଗଳ ହେବା ଦୁଇ ଙ୍କ ପାଇଁ ଜୟ ଜଗନ୍ନାଥ 🙏🏻❤️🙏🏻
Jaldi bhala karidiantu saibaba 🙏🙏🙏 Mihir sir nku 🙏🙏
Mihiri sir nku mira koti koti pranam je amiti gote mancha karithibaru ,,
Amiti sasumanka pakhare bohu tisthiba bahut kasta
Thik katha
Hmm
Seithipai nuclear family ku jhia mane pasand karuchanti. Emiti sasu sange kie rahiba lo maa????
Rt
ପ୍ରଭୁ ଜଗନ୍ନାଥ କୃପା କରିବେ ବୋଲି ମୁଁ prathana 🙏🙏 କରୁଛି।ଆପଣ ନିଶ୍ଚିତ ଆରୋଗ୍ୟ ଲାଭ କରି ବେ।🙏🙏
ମିହିର ସାର ଠିକ କଥା କହିଛନ୍ତି ଭାଇ।ଆଜିକାଲି ର ସମାଜ କୁ ନେଇକି ଦେଖିବାକୁ ଗଲେ ଝିଅ ମାନେ ସବୁଥିରେ ଆଗରେ ।ଝିଅ ହେଇଛନ୍ତି ବୋଲି ଏବେ ସିନା ମନ ଦୁଃଖ ହେଉଛି କିନ୍ତୁ ଭବିଷ୍ୟତ ରେ ଦେଖିବେ ସେଇ ଝିଅ ମାନଙ୍କୁ ନେଇକି ଆପଣ ଗର୍ବ କରିବେ ।ଜୟ ଜଗନ୍ନାଥ
Plz god mihir sir nku vala kareidiantu
Mother in law very critical
Manoj try to understand
U are very good couple.
Mihir sir bhagwan aapananku koti paramayu diantu. Bhogwan nku mora atiki prarthana
ଝିଅ ର ବେବହାରରୁ ଲାଗୁଚି ବହୁତ ଭଲ ଆପଣ ମାନେ ମିଛ କହୁଚ
Mihir bhai aapan sighra vala hoijantu god bless u bhai get well very soon 🙏🙏
ଭଗବାନ କରନ୍ତୁ ମିହିର ଦାସ ଶୀଘ୍ର ଆରୋଗ୍ୟ ହୋଇ ଫେରନ୍ତୁ
ଶାଶୁ ମାଆ ଟିକେ ରାଗି ମିଯାଜର,ଜଣା ପଡ଼େ ତାଙ୍କ କଥା ।ବୟସ ଗଲାଣି ବୁଢ଼ୀ ସେ ହେଲେଣି,ସବୁ ଲାଗେ ତାଙ୍କୁ ପିତା ।ପେଟକୁ ଚିହ୍ନିବ ସେବା କରୁଥିବ , ବୋହୁଟି ଯଦି ତାଙ୍କର ।ଅଳ୍ପ ଦିନେ ସେହି ଶାଶୁ ବି କହିବେ,ସୁନା ବୋହୁତ ମୋହର ।
ଆଜିର ମଞ୍ଚରେ ବିଚାରକ ଆସନରେ ଥିବା ନୂଆ ବିଚାରପତିଙ୍କ ମନ୍ତବ୍ୟ ଗୁଡ଼ିକ ,ଅତ୍ୟନ୍ତ ମନୋମୁଗ୍ଧକର ଥିଲା ।ସେଥିପାଇଁ ତାଙ୍କୁ କୋଟି କୋଟି ଜୁହାର ।
ଶେଷରେ ମିହିର ବାବୁଙ୍କର ଆସୁ ଆରୋଗ୍ୟ କାମନା କରି ରହୁଛି ମୁଁ ............ ।
Jahakalebi habani
Apanaka shayri aau bastaba duniya re bohut farak achi
Eete bhi tanka bayasa jaini..janisuni emiti karuchanti
Ai episode dekhile mihir Das sir kn katha bht mana paduchi....🥺thik 4week purbaru bht bhala thile aji ku au nahanti.... 😭😭
ଝିଅ ଟି ବହୁତ ବହୁତ ଭଲ ,(ସ୍ଵାମୀକୁ ) ପୁଅ କୁ ମୁଁ କହିବି ତାକୁ ଭଲପାଉ ଆଉ ତା ଯନ୍ତ୍ର ନେଉ ତାକୁ ଭଲରେ ରଖୁ ।ଜୟ ଜଗନ୍ନାଥ।🙏🙏
Right bhai
Tu nae ja ba
ମିହୀରି sir ଜଲଦି ଭଲ ହୋଇ ଆସନ୍ତୁ
Sir mu jete nua loko dekhilebi apana nku se jahare miss karuchi sir appna feri asantu plz 🙏🙏🙏🙏🙏🙏🙏😌😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
ଶାଶୁ ମା ର ହିଁ ସବୁ ଭୁଲ ଜଣାପଡିଯାଉଛି.. ଏ ପୁଅ ବି ମା ର ସାଥିରେ ଏମିତି ପାପ କର୍ମ ଯା କାଇଁ କରୁଛ ରେ ?ଭଗବାନ ଉପରେ ବସିକି ସବୁ ନ୍ୟାୟ ଅନ୍ୟାୟ ଦେଖୁଛନ୍ତି... ଆଜିକାଲି ପ୍ରାୟ ଶାଶୁ ଦେଡ ଶାଶୁ ମାନେ ପୁଅ କୁ ନିଜର କରିକି ନିଜ ସ୍ତ୍ରୀ ଛୁଆ ଠାରୁ ଅଲଗା କରିଦେଉଛନ୍ତି ଏମିତି କଲେ ସେମାନଙ୍କୁ କଣ ସୁଖ ମିଳୁଛି କେଜାଣି ? କିଛି ମିଳୁ ତ ନାହିଁ ଓଲଟା ପାପ ର ଭାରକୁ ବଢ଼େଇ ଦେଉଛନ୍ତି.....
Sasu dedsasu manku game winner bhali laguchi
ମିହିର ଆଜ୍ଞା ଙ୍କୁ ଆଶା ର ଆଲୋ ତରଫରୁ ମୁଁ ଆମେ ସମସ୍ତେ ବଗ ବାନଙ୍କୁ ପ୍ରାଥନା ଯଥା ଶ୍ରୀ ଘ୍ର ଭଲ କରୁନ୍ତୁ
Super video
ଜୟ ଜଗନ୍ନାଥ ଙ୍କୁ ମୋର ଏତିକି ପ୍ରାଥନା
ମିହିର sir ଙ୍କୁ ଜଲଦି ଭଲ କରିଦିଅନ୍ତୁ
Bicharpati sir bahut bhal bujhau6n 🙏🙏🙏🙏🙏
Jay jagarnnath bhagaban tumara mangala karantu mihir sar apananka deha bhala heijau🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏jay jagarnnath
ବୁଢ଼ୀ ନାଟର ଗୋବର୍ଦ୍ଧନ
Budhi nuha toka
Jana paduni sina
Toka ra au gote chakkarr achi mote jaha laguchi
@@ranjans545❤❤❤ no uu uu
O 24:06 k
He bhagban tame Mihir sir ku jaldi thik karidiantu kahikina taka Bhali bhala Loka a duniyare mu kebebi dekhini daya Kara Prabhu 🙏
Sasu main vilian. Pua bohu bhala. Sasu ra bahut garba ahankar.
Right
Akil sir bhout bholo kotta guday koinchanti dhaniybadh
ମହାପ୍ରଭୁ ଜଗନ୍ନାଥ ଙ୍କୁ ମୁଁ ଏତିକି ମାଗୁଛି 🙏🙏🙏🙏🙏🙏ମିହିର sir ଙ୍କୁ ଜଲଦି ସୁସ୍ଥ କରିଦିଅନ୍ତୁ
ଶାଶୁ ର ବୟସ ଥିଲା ବେଳେ ସେ ବହୁ କୁ ଚାକରାଣୀ କରି ରଖେ କିନ୍ତୁ ବୟସ ଢ଼ଳି ଗଲେ ସେହି ବହୁ ପାଖରୁ ସେବା ପାଇଁ ବାକୁ ଇଛା ରଖି ଥାଏ . କିନ୍ତୁ ବାସ୍ତବରେ ତାହା କେତେ ଦୂର ଠିକ ଏହି କଥା କେହି ବିଚାର କରନ୍ତିନି 😢😢😢(ସବୁ ଶାଶୁ ଏକା ପରି ନୁହନ୍ତି)😢
Jagannath prabhu plz mihir sir nku bhala karidiantu
ଅପା ଏମିତି ଅବୁଜା ହୁଅନି. ସାଷୁ ଜିଏ ନା ମାଁ ସିଏ..ସଂସାର ଭୀତରେ ଘର କରିଥୀଲେ ପଥର ପଡ଼ିଲେ ସହି...ଭେଣେଇ ତୁମେ ବି
ଏମିତି ଅବୁଜା ହୁଅନି....ଏଇଟା ହେହୁଛି ଘର....
*ମିହିର ଦାସ କୁ ବିଦାୟ ଦିଆଯାଉ ଏହି show ରୁ 👊*
Kn pain
@@Skumar-vm1qr *ମିହିର ଦାସ ଙ୍କ ଜୋସ୍ ନାହିଁ କି ଆଉ ହୋସ୍ ବି ନାହିଁ !*
Tanka deha bhala nai kn kariba bhai 😭😭
He Jagannath mihir sir nku sighra bhala karidiantu
ଭଗବାନ୍ କରନ୍ତୁ ମିହିର ସିର ଜଲଦୀ ଭଲ ହେଇ ଯାଆନ୍ତୁ
Mihir sir I pray to God for your recovery
Love you mihir sir god bless you 🙇♀️🙇♀️🙇♀️
Sai baba nischinta Vala karibe mihir sir nku
God bless you mihir sir
Bahuta badhia initiative by OTV team for such amazing program to bring back smile
Maa great God bless your family
First time ama keonjhar dist ru asichanti....both r good ..God bless him
He jissu God mihir sir nku vala karidio pls 🙏😭😭😭
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ। ପ୍ରଭୁଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।ଏହା ମୋର ଶୁଭ କାମନା।
ଜଗନ୍ନାଥ ପାଖରେ ପ୍ରାର୍ଥନା ! ମିହିର ସାର୍ କୁ ବହୁତ ଶିଖ୍ର ଭଲ କରିଦିଅନ୍ତୁ ।
ଏତିକି ପ୍ରାର୍ଥନା........
Apana jaldi bhala heijantu Mihir sir 🙏🙏🙏🙏
Judge sir is excellent!!
ଶାଶୁ ହାତ ଦେବାର ଅଧିକାର ନାହିଁ ସବୁ ଭୁଲୁ ଶାଶୁ ମା ର
Heartly God bless Mihir sir.
Very interesting episode.
Ending very very nice.
Dhanyawad Mihir sir bhagwan apanku dirghayu pradan karantu love you real hero Mihir sir 🙏🙏🙏
Mihir sir, get well soon जय ଜଗନ୍ନାଥ !!!!
Mihir sir aapana jaldi thik heijaantu 💐... Eha hi bhagaban nka nikatare prathana 🙏
ଦେଖନ୍ତୁ ଶାଶୁ କେମିତି ମୁହଁ ହଲେଇକି କହୁଛନ୍ତି ପୁଣି ଥରେ ଘରକୁ ଚାଲେ ତୋ କଥା ବୁଝିବି ସ୍ୱାମୀ ଭଲ କିନ୍ତୁ କୋଉ କୂଳକୁ ନୁହଁ
He bhagwan jaldi bhala karidiantu mihir sirnku 🙏😭😭😭😭😭😭
ୟେଏ ଶାଶୂ ମାଆ ନା ଘୁଷୁରୀ ।ଯଦି ପର ଝିଅ କୁ ଵିଶ୍ୱାସ ନାହିଁ କି ପର ପୁଅକୁ ବିଶ୍ୱାସ ନାହିଁ ।ତେବେ ନିଜ ପୂଅ ସହିତ ନିଜ ଝିଅକୁ ବିବା଼ହ କରାଇ ଦିଅନ୍ତୁ ।ସବୁ ସମସ୍ୟାର ସମାଧାନ ହୋଇଯିବ।ବାପା ସହିତ ମାଆ ଆଉ ସ୍ୱାମୀ ସହିତ ସ୍ତ୍ରୀ ରହିବା ବିଧେୟ । ପ୍ରଥମେ ବୋହୂର ବିପଦ ସମୟରେ ସେବା କରି ଉଦ୍ଧାର କର ।ତା ପରେ ଗୁରୁଜନମାନେ ଉପଯୁକ୍ତ ସେବା ପାଇବା ପାଇଁ ହକଦାର ।
Apana thik kahichanti Bhai 👌🏼👌🏼👌🏼
Ta tahale tame ta aau kahareku marriage koreboni tamo bhouni ku marriage koredeba ,tamo katha onusare kn pain aau kahaku marriage koreba tama ghare be aaimeti heipare
@@dipeshsethy6246 Tame tanka kathara tatparjya bujhiparilani. It's ok
@@friendshiprocks8673 taa aaimeti kn kohiba kotha ki
ଭଗବାନଙ୍କ ନିକଟରେ ଏତିକି ମୋର ପ୍ରାଥନା ମିହିର ସାରଙ୍କୁ ଜଲଦି ସୁସ୍ଥ କରିଦିଅନ୍ତୁ
Sashu swami nananda jadi maarpit karanti sabu katha re dariki michha bahari jaye pati ru mu nije anubhabi.. Sujata nku ta ghara milila kintu mote kichhi milinani.... Mu bi sabu katha re bhul mage bhul nathile bi...
Thank you mihir sir and Sukanta sir
Wow Excellent episode 👍
Mihir sirnku bhala karidiantu God please 🙏 🙏🙏
ମନୋଜ ବାବୁ ଝିଅ ହେଲା ବୋଲି ମନ ଦୁଃଖ କରନାହିଁ ଆପଣ ଭାଗ୍ୟବାନ ତେଣୁ ଦୁଇଟି ଝିଅ ପାଇଛନ୍ତି ଖାଲି ଆପଣ ମାଁ ବାପା ଏବଂ ଆପଣଙ୍କ ସ୍ତ୍ରୀ କୁ ଭଲ ଭାବରେ ରଖନ୍ତୁ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ
Thik kahile bhai 🙏🙏🙏god bless you
Judge Sir is the best counciler I have ever seen in this programme.
ସାର ଯୁହାର୍,ଆପଣ ମହାନ,,,,,,,,,,,,,ଇଶ୍ବର ଆପଣ ଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ ଜୟ ଜଗନ୍ନାଥ
Sai baba nka kruparu mihir sir bhala heiki puni asantu stage
Sure bhala heijibe bhai 🙏🙏
Best show ever. Salute to the team. Mihir Bhai is best.
Thanks Mihir sir 🙏🏻
Mihir sir singhra bhala heijantu, judge sir explaining the each thing s very well, nyc sir 👏👏
ମହିଁମା ଅଲେଖ 🙏 ମହିରି ସାରଙ୍କ ଦେହ ଭଲ କରିଦିଅ
Bahut sundar jodi vagaban krupa karantu
Mihir babu, please take some days rest till you arefully recovered.
Hiii
Mihir aapanakan deha bahut jaldi bhala hei jaau Bhagwan kun prayer karuchi aapanakan speedy recovery karantu🙏🙏🙏❤️❤️❤️ from Netherlands
41:10/41:20 ehi bayasare bahuku maribare bolo achi but ehi bayasare mancha re basiki samasyara samadhan karibaku bolo nahin , baa baa re sasu maa dhanya tame
Get well soon mihir sir 🙏❤