Big Breaking Live | ବିଜେଡି ଜବରଦଖଲ , ମହିଳା ହନ୍ତସନ୍ତ | Argus News

Поділитися
Вставка
  • Опубліковано 24 вер 2024

КОМЕНТАРІ • 583

  • @tapanmohanty2145
    @tapanmohanty2145 10 місяців тому +95

    ଏମିତି ସମ୍ବାଦିକ ଓଡ଼ିଶାରେ ଦରକାର୍,, ଏମିତି ହେଲେ ଓଡ଼ିଶା ନିଶ୍ଚିତ ଆଗକୁ ବଢ଼ିବ,ମୁଣ୍ଡ ବିକା ସାମ୍ବାଦିକ ଦରକାର୍ ନାହିଁ,,

  • @findyourway8105
    @findyourway8105 10 місяців тому +59

    ଏହି ପରି ନେତା ମାନଙ୍କ ପାଇଁ ଆମ ଓଡ଼ିଶା ବହୁତ୍ ପଛରେ ରହିଛି । ଏମାନଙ୍କୁ ଦଣ୍ଡ ମିଳିବା ଦରକାର ।

  • @mundarama1122
    @mundarama1122 10 місяців тому +63

    ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଏତିକି ଅନୁରୋଧ ବିଜେଡି ଦଳ କୁ ଭୋଟ ଦିଅନ୍ତୁ ନାହିଁ।

  • @bimbadharjena1572
    @bimbadharjena1572 10 місяців тому +43

    କେତେ ନଂ ମାଘିଆ ଟା କି ? ଗୋଟେ ନିରୀହ ମହିଳାଙ୍କ ଘର ମାଡିବସି ବିଧାୟକ ଚୋଦାଉଛ। ଛିଃ ଛିଃ ଛିଃ ମରିବ ରେ ଶଳେ, ଅଭିଶାପରେ ଜଳିଯିବ।

  • @MobileGuru793
    @MobileGuru793 10 місяців тому +34

    କେନ୍ଦ୍ରାପଡ଼ା ର ଲୋକ ନୋଟ୍ ବଦଳରେ ଭୋଟ୍ ଦିଅନ୍ତି ||

  • @rohitpradhan5545
    @rohitpradhan5545 9 місяців тому +47

    ଆଜିକା ଡେଟ ରେ argus news ଚେନେଲ best ଓଡିଶା ପାଇଁ

  • @prasantapurohit3646
    @prasantapurohit3646 10 місяців тому +39

    ନାରୀକୁ ନିର୍ଯ୍ୟାତନା ବିଜେଡ଼ି ନେତା ଙ୍କ କାମ

  • @sambalpuriartistzone2576
    @sambalpuriartistzone2576 10 місяців тому +8

    ବିଜେଡ଼ି ହଉଛେ ଦୁର୍ନୀତି ର ଗନ୍ତା ଘର ସଭେ ଜାଣ ଯେ ବିଜେଡ଼ି କେତେ ଖରାପ୍ ଯେ

  • @kubernayak5737
    @kubernayak5737 8 місяців тому +9

    ଛି ଛି BJD ସରକାର ଆଉ ବିଜେଡି ବିଧାୟକ ମାନେ ଏତେ ତଳକୁ ଖସି ଯିବେ ବୋଲି ଓଡ଼ିଶା ବାସୀ କେବେ ଭାବିନଥିଲେ

  • @Sangram278
    @Sangram278 10 місяців тому +23

    Argus news ku salute

  • @srimayeemansingh6197
    @srimayeemansingh6197 10 місяців тому +29

    ଵାଳ ଵିଜେଡି ସରକାର ରେ ଵାଳ ଵିଧାୟକ ଛି ଛି

  • @swatisamal1270
    @swatisamal1270 10 місяців тому +28

    Good job Argus New for ur helping nature to everyone.

  • @chandrapatro4475
    @chandrapatro4475 5 місяців тому +5

    ବିଧାୟକ ହୋଇ ଏମିତି ନୀର୍ଲଜ , ବେଇମାନ୍ କାମ କରିବା ପାଇଁ ସାହାସ୍ ହେଲା କେମିତି ? ହେ ଭଗବାନ୍

  • @sahadevsathua2129
    @sahadevsathua2129 10 місяців тому +11

    ଆଜ୍ଞା ଏପରି ନ ହେଇ ଥିଲେ ଆମ ଓଡ଼ିଶା,ନବୀନ ଓଡିଶା କିପରି ହୋଇପାରିବ।

  • @sachingiri8462
    @sachingiri8462 9 місяців тому +8

    ଧିକ୍ ତମ ମନ୍ତ୍ରୀ ପଣିଆ ଶଳା ବାରମାସିଆ ରହୁନ,

  • @subrattripathi3868
    @subrattripathi3868 10 місяців тому +12

    Thank you Durgasish Babu

  • @krushnasamal7485
    @krushnasamal7485 10 місяців тому +14

    Justice for Sujata#

  • @dhamirona8662
    @dhamirona8662 10 місяців тому +28

    ତାମିଲ ଗୁହଚାଟି ବଳିଆନ୍ ଏମାନେ

  • @aashiqsh
    @aashiqsh 10 місяців тому +14

    Durgasis... Salute

  • @sanu3983
    @sanu3983 2 місяці тому +3

    ଓଡ଼ିଶାରେ ଯେତେ ବି news chenel ଅଛି Augus news no.1 chenel

  • @chitraguptadas2921
    @chitraguptadas2921 10 місяців тому +14

    ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି କୁହନ୍ତୁ ଶଶୀଭୁଷଣ ବେହେରାଙ୍କ ଏପ୍ରକାର ଜବର ଦଖଲ କଣ ଜନ ବିରୋଧୀ ନା ନାହିଁ ?

    • @piyushrajkumar15
      @piyushrajkumar15 10 місяців тому +1

      ମଦୁଆ କଣ ଜାଣିଛି ଯେ କହିବ

  • @jaharlalmahanta3218
    @jaharlalmahanta3218 10 місяців тому +7

    ARGUS NEWS. Very Very good attempt for legal (Bahut Bahut dhanyawad sir Argus NEWS editor)

  • @sanandanaik9386
    @sanandanaik9386 9 місяців тому +19

    Argus news ku bahut bahut salute and justice for Sujata Madam #

  • @kanhabehera2427
    @kanhabehera2427 9 місяців тому +12

    ଇଏ ସବୁ ଲୋକଙ୍କ ଭୁଲ୍,ଭୋଟ୍ ତ ତାଙ୍କୁ ହିଁ ଦେବେ ।

  • @harekrushnapagal1405
    @harekrushnapagal1405 9 місяців тому +8

    ସେଥିପାଇଁ ସାରା ଓଡ଼ିଶା ଵାଶି ଏ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ମାନଙ୍କୁ 2024 ରେ ଓଡ଼ିଶା ରୁ ହଟାଅ ନହେଲେ ଓଡ଼ିଶା କାଙ୍ଗାଳ ହେବ

  • @subashchandradas1638
    @subashchandradas1638 2 місяці тому +2

    ମନ୍ତ୍ରୀ ଯଦି ଏପରି ଅନ୍ୟାୟ କରିବ, ତେବେ କେନ୍ଦ୍ରାପଡ଼ା ବାସି କି ନ୍ୟାୟ ପାଇବେ, ଘରଭଡା ନେଇ ପାଞ୍ଚ ଲକ୍ଷ ଟଙ୍କା ବାକି ରଖିଛନ୍ତି ୟାଙ୍କୁ ଲଜ୍ଜ୍ୟା ନାହିଁ, ଏଇଟା ହେଉଛି ନବୀନ ବାବୁଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି, ଛିଃ ଛିଃ ଛିଃ, ପାଣିରେ ବୁଡ଼ିମର।

  • @RajeshDas-sq6fp
    @RajeshDas-sq6fp 7 місяців тому +4

    ରାବଣଙ୍କର ଶେଷସମୟରେ ତାଙ୍କ ପତ୍ନୀବି ଯୁଦ୍ଧକୁ ଯିବା ପାଇଁ ଅନୁରୋଧ କରିଥିଲେ, ସେ କଣ ଶୁଣିଥିଲେ,,, ଯାହା ରାବଣଙ୍କର ସବୁସେଶ ହୋଇଯାଇଥିଲା, ଏବେ ନବୀନ ବାବୁଙ୍କର ରାବଣଙ୍କ ଭଳି ଶେଷ ସମୟ,,, ସେ ଆଉ କଣ ଅନୁରୋଧ ଶୁଣିବେ,,,,,

  • @nilambarsahu4084
    @nilambarsahu4084 10 місяців тому +6

    JusticeForSujata

  • @balakrushnarath4854
    @balakrushnarath4854 3 місяці тому +1

    ଦୁର୍ଗାଶିଶ ବାବୁ ଆପଣ ଙ୍କ ନାମ ଯେମିତି କାମ ବି ସେମିତି...... ଆପଣଙ୍କ ଭଳି ରିପୋର୍ଟର ଓଡିଶା କୁ ଦରକାର ❤️❤️❤️ ୟୁ ସାର

  • @kumarsujit452
    @kumarsujit452 10 місяців тому +45

    Good job Argus news📰👍 and good job durgasis bhai🙏

  • @dibyasinghamahapatro3994
    @dibyasinghamahapatro3994 10 місяців тому +7

    Durgasis babu you are mahan, 🔥,salute you

  • @ghjdgjm
    @ghjdgjm 9 місяців тому +9

    justics for sujata aur argus❤

  • @piyushrajkumar15
    @piyushrajkumar15 10 місяців тому +6

    ବାଡେ଼ଇକି ବିଦା କର

  • @NibeditaNayak-i4c
    @NibeditaNayak-i4c 10 місяців тому +6

    Justice for Sujata

  • @SatyaMohapatra-jz2jh
    @SatyaMohapatra-jz2jh 2 місяці тому +1

    🙏ଆପଣ ଯାଜପୁର ଦୁର୍ନୀତି ର ଅସଲ ସତ କୁ ଦେଖାଇ ଦେଇଛି..ଅପାଙ୍କର ବୁମ ଓ କ୍ୟାମେରା
    ଏଣୁ ଦୟାକରି ଯାଜପୁର ନଦୀବନ୍ଧ ଓ ନଦୀ ବାଲି
    ଉପରେ ଅର୍ଗସ ନିୟଜ କ୍ୟାମେରା ଓ ବୁମ ଚୋରି ର
    ଅସଲ ସତ ସବୁ ସାମନାକୁ ଆସି ପାରିବ...... 🙏

  • @pramodkumarrout7641
    @pramodkumarrout7641 10 місяців тому +32

    This is called positive/Constructive journalism.
    Thank you Durgashis babu.

  • @sudarshanchand3858
    @sudarshanchand3858 9 місяців тому +4

    ବିଧାୟକ ଶଶିଭୂଷଣ ବେହେରା ଏତେ ଭ୍ରଷ୍ଟାଚାରୀ ତୁମେ, ଏତେ ଅତ୍ୟାଚାରୀ ତୁମେ? ତୁମକୁ ଲଜ୍ୟା ନାହିଁ? ଗୋଟିଏ ସ୍ୱାମୀକୁ ହରାଇଥିବା ମହିଳାର ଘରକୁ ତୁମେ ଜବରଦଖଲ କରି ନିଜ କରାୟତରେ ରଖିଛ? ଶିଘ୍ର ସେ ଘର ଛାଡ଼ l ନହେଲେ ଆଗାମୀ ନିର୍ବାଚନରେ ଲୋକମାନେ ତୁମକୁ ଉଚିତ ଜବାବ ଦେବେ l

  • @krushnasamal7485
    @krushnasamal7485 10 місяців тому +10

    Good job young man. God bless you. Fight till end.

  • @tapannayak4415
    @tapannayak4415 9 місяців тому +5

    Justice for sujata pradhan our demand to CM Nabin Sir.

  • @sureshkumarmallick2596
    @sureshkumarmallick2596 2 місяці тому +1

    ଶଶୀଭୁଷଣ ବେହେରା ପରି
    ଯେତେ ଅମଣିଷ ଏ ଓଡିଶାରେ ଅଛନ୍ତି... ଯଦି ଗୋଟେଦିନରେ ସମସ୍ତେ ମରିଯାନ୍ତେ,.... ତେବେ, ଓଡିଶା ବାସି ଶାନ୍ତିରେ ନିଶ୍ୱାସ ନିଅନ୍ତେ, ଓଡିଶାର ମାଟି ମାଆ ଉପରୁ.. ଟିକେ ବୋଝ କମିଯାନ୍ତା

  • @tapanburman4707
    @tapanburman4707 10 місяців тому +7

    ଏ ଭଳି ସାମ୍ବାଦିକଙ୍କ ସାହାସିକତା କୁ ସେଲୁଟ .

  • @himansupradhan2777
    @himansupradhan2777 10 місяців тому +4

    Justice for sujata didi

  • @sunilkumarpothal4582
    @sunilkumarpothal4582 9 місяців тому +4

    ପାଟି ଚେଞ୍ଜ ନ ହେଲେ ଓଡିଶା ରେ ଆଉ ଓଡ଼ିଆ ଲୋକ ନଥିବେ

  • @protrader7842
    @protrader7842 10 місяців тому +30

    Durgashih babu is the no 1 example of mass journalism

  • @debashisjena7717
    @debashisjena7717 10 місяців тому +3

    ଦେଖ ସୁଜାତା ଭଉଣୀ,2019 ମସିହାରୁ ଘର ଭଡ଼ା ଦେଲାଣି ,ଆଉ କିଛି ମାସ ସମ୍ଭାଳି ଯାଆନ୍ତୁ ଶଶି ବେହେରା ପୁରାପୁରି କେନ୍ଦ୍ରାପଡ଼ା ଛାଡ଼ି ଯିବେ।କାରଣ ତୁମେ ତାଙ୍କୁ ପ୍ରଥମରୁ ଘରଭଡ଼ା ଦେଇ ଭୁଲ କରିଦେଇଛନ୍ତି,ଏବେ ତ ତାଙ୍କୁ ଆଉ କେହି ଘରଭଡ଼ା ଦେଉ ନାହାନ୍ତି ସେ କରିବେ କଣ? ତେଣୁ ଯେମିତି ହେଉ ଆଉ କିଛି ମାସ କ୍ଷମତା ର ଦୁରୁପଯୋଗ କରି ରହିଯିବା ପାଇଁ ଲାଗିଛନ୍ତି।ଏଥର ତାଙ୍କର ଜିଲ୍ଲା ପାର ହେଉଛି।କିଛି ଭାବିବା ଦରକାର ନାହିଁ। ପବ୍ଲିକ ସବୁ ଦେଖୁଛି।

  • @hemantaswain1421
    @hemantaswain1421 10 місяців тому +6

    Justice for Sujata and punishment to both Shashibhusan Behera and his son .

  • @prasantapurohit3646
    @prasantapurohit3646 9 місяців тому +2

    ନାରୀ ନିଜର୍ତନା ବିଜେଡ଼ି ର କାମ

  • @JitumajhiJitumajhi-ch5jl
    @JitumajhiJitumajhi-ch5jl 10 місяців тому +5

    ବିଜେଡି ନେତା ମାନଙ୍କୁ କିରାସିନି ପୋକେଇ ମାଛିଶି ମାରିଦେବା କଥା

  • @KahnuCharansahoo-j1j
    @KahnuCharansahoo-j1j 9 місяців тому +1

    କାହାକଥାସତ,କାହାକଥାମିଛ,
    କିଏକହିପାରିବେନି,ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ,ସେସବୁ ଶୁଣୁଛନ୍ତି ସବୁ ଦେଖୁଛନ୍ତି, ଠିକସମୟରେ ଏହା ପଦାକୁ ଆସିବ, ସେତେବେଳେ ସାରା
    ଦୁନିଆ ଯାଣିବେ, ଜୟଜଗନ୍ନାଥ, ଜୟଜଗନ୍ନାଥ

  • @krusnachandradas8371
    @krusnachandradas8371 2 місяці тому +1

    ସାର ଶଶିଭୂଷଣ ବେହେରା କ ଅନେକ କଥା ମୋ ପାଖରେ ଅଛି । ଦୟାକରି ମୋତେ ପଚାରନ୍ତୁ ମୁଁ ସବୁ ଆପଣଙ୍କୁ କହିଦେବି ।

  • @gamechanger4940
    @gamechanger4940 10 місяців тому +3

    #Justice for SUJATA

  • @ChandanBehera-wc7cf
    @ChandanBehera-wc7cf 3 місяці тому +1

    Durga bhai jindabad

  • @pravakarasahoo-tg2ff
    @pravakarasahoo-tg2ff 10 місяців тому +3

    ଶଶିଭୂଷଣ ବେହେରା ହାରାମି ନେତା। ତା ପୁଅ ଫୋନ୍ ଉଠାଉନି ଆଉ ଷଣ୍ଢ ଦେଖଉଛି।

  • @biswajitmoharana2271
    @biswajitmoharana2271 10 місяців тому +2

    Argus is the best news channel in odisha

  • @sunilkumarpothal4582
    @sunilkumarpothal4582 9 місяців тому +3

    ଚୁର ମାନେ କଣ କରିବେ ମୋବଇଲ ଅଫ କରିବେନିତ

  • @sanu3983
    @sanu3983 2 місяці тому +2

    ନବୀନ ବାବୁ ନାଁ ମାଗିହା ସୈତାନ ନବୀନ ରେଣ୍ଡୁଆ

  • @damayantipadhan1862
    @damayantipadhan1862 10 місяців тому +3

    Justice for sujata

  • @Susantadas-ut9nx
    @Susantadas-ut9nx 6 місяців тому

    ଆମର ଦରକାର ଡବଲ ଇଂଜିନି ସରକାର ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ

  • @hemantaswain1421
    @hemantaswain1421 10 місяців тому +6

    Remove Shasibhusan Behera from govt. representative. His son must be interrogated immediately and if found guilty forwarded to legal punishment.
    Thanks to Orgus news channels.

  • @biliyampradhan1879
    @biliyampradhan1879 10 місяців тому +11

    Kendrapada Loko paisa neiki vote dianti.

  • @prasantapurohit3646
    @prasantapurohit3646 10 місяців тому +2

    ବିଜେଡ଼ି ହଟାଅ ଓଡିଶା ବଞ୍ଚାଅ

  • @rameshsatpathy8631
    @rameshsatpathy8631 10 місяців тому +6

    ବେହେରା ତୋର କଣ ମାନବିକତା ନାହିଁ। ମୂଖ୍ଯମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।

  • @jagabandhubehera3248
    @jagabandhubehera3248 8 місяців тому

    Justice for sujata #argus news is great 👍

  • @NirmalNayak-q8i
    @NirmalNayak-q8i 8 місяців тому +2

    B j d hatao

  • @nabakishoresahoo5712
    @nabakishoresahoo5712 9 місяців тому +1

    ଭାଇ ତୁମ ସାହସକୁ ଧନ୍ୟବାଦ l

    • @nabakishoresahoo5712
      @nabakishoresahoo5712 9 місяців тому

      ଆର୍ଗୁସ news ର କ୍ୟାମେରା man ଓ ଉପସ୍ଥାପକ ଙ୍କୁ ବାରମ୍ବାର ବାରମ୍ବାର ଧନ୍ୟବାଦ

  • @jnyanadevbhoi5883
    @jnyanadevbhoi5883 9 місяців тому +7

    Prize to journalism by ORGUS.

  • @binapanisamanta2703
    @binapanisamanta2703 10 місяців тому +4

    ଚୋର ଶଶି

  • @GopabandhuSahu-nv8ym
    @GopabandhuSahu-nv8ym 3 місяці тому

    ଅର୍ଗସ ନିୟୁଜ୍ ଦମଦାର୍ ନିୟୁଜ୍

  • @sambitbehera2837
    @sambitbehera2837 9 місяців тому +2

    Justice for sujata ....!

  • @hemantaswain1421
    @hemantaswain1421 10 місяців тому +7

    Physical punishment must be given to Shashibhusan Behera with capital punishment if he found violated. the rule.

  • @PratapSahoo-ch9pt
    @PratapSahoo-ch9pt 9 місяців тому +2

    ଏହା ଏକ ଲଜ୍ୟାଜନକ କଥା

  • @RKROUT-fj6pr
    @RKROUT-fj6pr 9 місяців тому +2

    କେବଳ ଶଶୀ ବେହେରା ନୁହେଁ, BJD ର ପ୍ରତ୍ୟେକ ନେତା ଗୋଟେଗୋଟେ ବଡ଼ ଗୁଣ୍ଡା...

  • @dineshdeheri5421
    @dineshdeheri5421 Місяць тому

    Odisha best argus news

  • @akpanda833
    @akpanda833 10 місяців тому +7

    Why Supreme of BJD not taking action ? It’s called DADAGIRI by MLA

  • @Jitendrakilaka-ip7fv
    @Jitendrakilaka-ip7fv 7 місяців тому

    Argus news ku. dilse thanks. I❤u

  • @ranjankumarsamal-j8r
    @ranjankumarsamal-j8r 2 місяці тому

    Argus is the best channel in Odisha

  • @AlokMohanty-le3pt
    @AlokMohanty-le3pt Місяць тому +1

    Very good durgasisbabu❤

  • @piyushrajkumar15
    @piyushrajkumar15 10 місяців тому +4

    ଏଟାକୁ ମଦୁଆ ମନ୍ତ୍ରୀ କରିଥିଲା

  • @NIHARFINANCIALbusinessservices
    @NIHARFINANCIALbusinessservices 8 місяців тому +2

    ଏ ମା କୁ ସନ୍ମ ମନ୍ କଣ ଦେବେ ,,, ଏମାଗୀହ ଦରକ ପଡିଲେ ନିଜ ଝିଅ କୁ ବି ଗାଈ ଦେବେ ,, ସଲ କୁକୁର ❤❤❤❤

  • @niranjandas8243
    @niranjandas8243 3 місяці тому

    Thanks Argus news

  • @SudhansuSwain-cm4gi
    @SudhansuSwain-cm4gi 4 місяці тому

    ଏ ଖବର କିଛି ମୁଣ୍ଡ ବିକା ଗେଣ୍ଡାଳିଆ ଙ୍କୁ କିଛି ମେସେଜ ଦେବ କି ନାଁ ମୁଁ ଜାଣିନି ହେଲେ ଏଇଟା ସତରେ କଣ ସ୍ୱାଭିମାନୀ କେନ୍ଦ୍ରାପଡ଼ା ର ନ୍ୟାୟ କି, ଏହା ପରେ ଯଦି ବିଜେଡି ପୁଣି ସରକାର କରେ ଓଡ଼ିଶାରେ ତାହେଲେ ପରିସ୍ଥିତି କଣ ହେବ ସାଧାରଣ ଲୋକ ଙ୍କର ଅନୁମାନ କରନ୍ତୁ,

  • @kartikpati9711
    @kartikpati9711 3 місяці тому

    Argus jindabad. It is the true fighter of injustice. Nua odisa au paribartan ra swara..thanks.

  • @Bramha.nandan
    @Bramha.nandan 6 місяців тому

    Thanks Argus

  • @sukantakumarsahoo2050
    @sukantakumarsahoo2050 10 місяців тому +1

    Thank you Durgasree babu

  • @surashabehera3756
    @surashabehera3756 2 місяці тому

    Justice for Sujata mam

  • @L.kstatus694
    @L.kstatus694 8 місяців тому

    #justiceforSujataMamm👍👍

  • @Sankirtanpunji-td4qg
    @Sankirtanpunji-td4qg 7 місяців тому

    Very..good..Argus..t..v

  • @rabindranathpati305
    @rabindranathpati305 3 місяці тому

    ଯେତେ ଶୀଘ୍ର ଏଭଳି ବେଇମାନଙର 😮 କଛା ଖୋଲନ୍ତୁ ,ଆଉ ଅଳ୍ପ ଦିନ ଭିତରେ ରାଜ୍ ରାସ୍ତାକୁ ଆସିବେ। ଧନ୍ୟବାଦ ଅରଗସ ନିଉଜ

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 3 місяці тому

    ଅଭିଯୋଗ ହେଉଛି, କିଛି ହେଉନି kahar

  • @ShivaJena-hb9cb
    @ShivaJena-hb9cb 3 місяці тому

    Argus n bahut bahut dhanybaad❤❤

  • @BalramPrathan
    @BalramPrathan 3 місяці тому

    ଭାଇ 🙏ଭଉଣୀ କୁ ନ୍ୟାୟ ମିଳୁ,,,, ସେ ଶଳା ଗୁଡ଼ୁ କୁ ଛାଡ଼ିନି 🙏

  • @narayanbhoi4122
    @narayanbhoi4122 3 місяці тому

    Jay Jagannath

  • @MahendraBarik-lx6ip
    @MahendraBarik-lx6ip 5 місяців тому

    Argus news Ku Moro koti koti Nama durgasis Bhai Ku salute

  • @Arunsahoovlog27
    @Arunsahoovlog27 2 місяці тому

    Very good Argas news

  • @adityanarayanmohanty4548
    @adityanarayanmohanty4548 9 місяців тому +1

    Sir apananka news no one .apananka news apana pura perfect repoter..apanka news sabu dekhuchi.

  • @surendarmajhi9293
    @surendarmajhi9293 7 місяців тому

    Good job. ArgusNews

  • @subhamcomputer5362
    @subhamcomputer5362 2 місяці тому

    କେନ୍ଦ୍ରାପଡ଼ା ର ଭୂମିକା କିଛିବି ନାହିଁ ଏ ଶଶୀକାଳର

  • @sasanksekharaswain9208
    @sasanksekharaswain9208 2 місяці тому

    Best Chanel

  • @RajanSamad-t3h
    @RajanSamad-t3h 2 місяці тому

    ଛି ଛି b j d ସରକାର ଏମିତି ମାଆ କୁ ସମ୍ମାନ ଦେଉଛି

  • @subhamcomputer5362
    @subhamcomputer5362 2 місяці тому

    ମାରାଣଯନ୍ତରେ ଗରିବ ଙ୍କୁ ଉପହାସ କରିଛନ୍ତି sashi