KHOLA KATHA EP 843 FEBRUARY 22 2024, Exclusive Interview with BJP Leader Pradeep Panigrahi

Поділитися
Вставка
  • Опубліковано 21 вер 2024
  • A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims to clarify the stands of the celebs and see their reactions to the questions, gossip and rumours. This show seems to be edgy due to the controversial nature it holds and as it makes sure to push the envelope with the kind of topics it tends to discuss with your favorite celebs.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #KHOLA KATHA EP 843 FEBRUARY 22 2024#OdishaTV #OTV

КОМЕНТАРІ • 618

  • @rabindramohanty3052
    @rabindramohanty3052 7 місяців тому +34

    ଜଣେ ଦୁର୍ନୀତିଖୋର ବ୍ୟକ୍ତି ଏବେ ରାମନାମ ଜପୁଛନ୍ତି. ହେଉ ଜଦି ମୁକ୍ତି ମିଳେ.

    • @theindcell4758
      @theindcell4758 6 місяців тому +1

      Bhai say Something Banki and Cuttack Choudwar MLA

    • @santosh34556
      @santosh34556 6 місяців тому

      ଦୁର୍ବଳ ବିଧାୟକ 😂😂😂

    • @user-uw3hw5pz5l
      @user-uw3hw5pz5l 5 місяців тому

      ​@@theindcell4758❤❤❤❤❤❤❤❤❤❤❤❤❤❤

    • @subhendunayak4280
      @subhendunayak4280 5 місяців тому

      COVID time re gotie vairas banchhijaichi .eleksation pare tali lagijiba

  • @ashokkumarpanda8063
    @ashokkumarpanda8063 7 місяців тому +60

    Best politicians of odisha.and open heart person.Dr. pradeep kumar panigrahi Grass roots level leader in Gopalpur assembly.and Ganjam tiger 🐅 after Rama Krishna pattanaik...

  • @niranjandey8666
    @niranjandey8666 7 місяців тому +5

    ନବୀନବାବୁ ଜଣେ ଦୁର୍ନୀତି ମୁକ୍ତ ରାଜନେତା। ଜୀଏବି ଦୁର୍ନୀତିରେ ଧରା ପଡିଛି ତାଙ୍କର ଅବସ୍ଥା ପ୍ରଦୀପ ପାଣିଗ୍ରାହୀଙ୍କ ଭଳିଆ ହୋଇଛି। ଯେଉଁ ମାନଙ୍କୁ ନବୀନବାବୁ ତଡିଦେଇଛନ୍ତି, ସେମାନଙ୍କୁ ଆଉ ଓଡ଼ିଶାବାସୀ ଗ୍ରହଣ କରିନାହାନ୍ତି।

    • @srinathdas8721
      @srinathdas8721 7 місяців тому

      ଜୟ ଶ୍ରୀ ରାମ

    • @starstatusofficial1695
      @starstatusofficial1695 6 місяців тому

      Grahana Kariparibe ❤ jay shree ram

    • @Views-rb4lm
      @Views-rb4lm 6 місяців тому

      Bjd and bjp both are same... See electoral bonds... Chanda chor bjp and bjd

  • @IpsitaMohantyIpsita
    @IpsitaMohantyIpsita 7 місяців тому +13

    ବିଜେଡି ରେ ରହି ଦୁର୍ନୀତି କରିଥିଲ ପ୍ରଦୀପ ବାବୁ ଲୋକେ ସବୁ ଜାଣିଛନ୍ତି |

    • @ajitbehera4582
      @ajitbehera4582 6 місяців тому

      Bhai au sabu sadhu Santa Ashanti...

    • @suvendurout9603
      @suvendurout9603 3 місяці тому

      Lockdown kid au kichi kahibe ebe

    • @littoncool
      @littoncool Місяць тому

      Aau se durniti 117 bjd mla karithile. Ebe kaha. Aau semannka sardar pandu aau naveen🤣

  • @namitagochhayat5059
    @namitagochhayat5059 7 місяців тому +8

    ପ୍ରଦିପ ପାଣିଗ୍ରାହୀ ଜଣେ ବିଧାୟକ ଭାବେ ସେ ଜନ ବିରୋଧୀ କାର୍ଯ୍ୟ କରି ଲୋକଙ୍କୁ ଠକି ଥିଲେ l

    • @badaldehury5192
      @badaldehury5192 6 місяців тому +1

      Hn 😂kintu 20 yrs helani bjd kete jono birodhi kamo karichi seita bhai kebe b dekha jiba ni ....

    • @ajitbehera4582
      @ajitbehera4582 6 місяців тому

      Au sabu Khira re gadheichantiiii

  • @DDas-hp8ii
    @DDas-hp8ii 7 місяців тому +11

    ନିଜର ସ୍ବାର୍ଥ ସିଦ୍ଧି ପାଇଁ ପ୍ରଦୀପ୍ତ ପାଣିଗ୍ରାହୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି।

  • @kvleninjena5560
    @kvleninjena5560 7 місяців тому +8

    ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜଣେ ବହୁରୂପୀ ଏଣ୍ଡୁଅ ତେଣୁ ଆଜି ଏଠି କାଲି ସେଠୀ।

  • @bikashpatra-ix2iz
    @bikashpatra-ix2iz 7 місяців тому +8

    ଆଜି ଯେଉଁ ମାନେ ଦୁର୍ନୀତି କରିଛନ୍ତି ଦଳ ରେ ରହି ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ରୁ ବାହାର କରି ଦିଆ ଯାଇଛି!

  • @Krishna14kk
    @Krishna14kk 7 місяців тому +36

    ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବି ଯଦି ଭୁଲ୍ ନିଷ୍ପତି ହୁଏ ଅମରେନ୍ଦ୍ର ଦାସ ପାର୍ଥି ନହୁଅନ୍ତି ତାହେଲେ ଏଠି ସବୁଦିନ ପାଇଁ ବିଜେଡ଼ି ଫିନିସ୍ 👍🏻

    • @devilsgamers9252
      @devilsgamers9252 7 місяців тому +1

      God karantu emity.

    • @Views-rb4lm
      @Views-rb4lm 6 місяців тому +1

      Ban EVM else button jaha b dabeiba, vote jiba Navin au Modi ku. So ballat paper vote must

    • @Krishna14kk
      @Krishna14kk 6 місяців тому

      @@Views-rb4lm Vote jadi loka thik button re debe tahele kete siadaku jiba ?

  • @niranjandey8666
    @niranjandey8666 7 місяців тому +5

    ପ୍ରଦୀପବାବୁ ଉଦ୍ଘାଟନୀ ଉତ୍ସବରେ ମୋଦିଜୀ ଛାତ୍ର ମାନଙ୍କ ସମ୍ମୁଖରେ କିଛି କହିଲେନି ଆପଣଙ୍କ କଥା ମାନୁଛି। ସେଇଦିନ ଉଦ୍ଘାଟନୀ ଉତ୍ସବ ଛାଡ଼ି ଅନ୍ୟ ଏକ ରାଜନୈତିକ ମଞ୍ଚରେ ତ ମୋଦିଜୀ ଭାଷଣ ଦେଇଥିଲେ, କାହିଁ ସେଠାରେବିତ ନବୀନବାବୁଙ୍କ ବିରୋଧରେ କିଛି କହିନାହାନ୍ତି।

  • @IpsitaMohantyIpsita
    @IpsitaMohantyIpsita 7 місяців тому +7

    ପ୍ରଦୀପ ବାବୁଙ୍କ ମୁଁହ ଦେଖିବାକୁ କିମ୍ବା ତାଙ୍କର ଏ ଭାଷଣ ଶୁଣିବାକୁ ଲୋକେ ଆଦୌ ପସନ୍ଦ କରୁନାହାନ୍ତି ।

  • @namitagochhayat5059
    @namitagochhayat5059 7 місяців тому +4

    ପ୍ରଦୀପ ପାଣିଗ୍ରାହୀ ଜଣେ ଠକ ସାମ୍ରାଜ୍ୟର ମାଲିକ. ବର୍ତ୍ତମାନ ନିଜେ ବଞ୍ଚିବା ପାଇଁ ରାବଣ ମୁହଁରେ ରାମନାମ ଗାଇଲା ଭଳିଆ ବ୍ୟବହାର କରୁଛନ୍ତି.

  • @indiradas2104
    @indiradas2104 7 місяців тому +10

    ଏସବୁ ଲୋକଙ୍କୁ ଓଡ଼ିଶା ରାଜନୀତିରୁ ଦୂରେଇ ଦେବା ଦରକାର।

    • @pashiskumarpatra4843
      @pashiskumarpatra4843 7 місяців тому +2

      Kan pandian rahiba thik ki

    • @AKASHKUMARFFYT07
      @AKASHKUMARFFYT07 7 місяців тому +1

      ​@pashiskumar patra4843 to bopa chora pradip darakar

    • @pashiskumarpatra4843
      @pashiskumarpatra4843 7 місяців тому +1

      @@AKASHKUMARFFYT07 mg nabin odisha chalauni
      Pandian kiee

    • @a1music235
      @a1music235 7 місяців тому +1

      ​@@AKASHKUMARFFYT07pradeep choro pandian kan kire

    • @bsn8527
      @bsn8527 7 місяців тому +2

      @@pashiskumarpatra4843 Pandian ta Nihati Hatiba Darkar👍👍 Kintu Pradeep Bhalia Tautor Loko ku BJP Kemiti Apanei Nela??....Bahut Dukha lagila BJD,BJP Sabu Dalare Khyamta lovi Neta Bharti🤦🤦 BJD Birudhore Kahuchi Boli Tautor Loko ku Apanei Nele🤦🤦 BJP Tharu Emiti Asa Nathila.... Khyamta dele Se Puni Semiti Kama Kariba🤦🤦

  • @susiljena0707
    @susiljena0707 7 місяців тому +3

    ପ୍ରଦୀପ ପାଣିଗ୍ରାହୀ ଙ୍କ ସ୍ଥାନ ଗଞ୍ଜାମ ଜିଲ୍ଲାର କୌଣସି ସ୍ଥାନରେ ଆଉ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ସେ ଦୁଇଥର ବିଧାୟକ ହୋଇଥିଲେ

  • @ranjanprakash4556
    @ranjanprakash4556 7 місяців тому +4

    ଠକ ବିଧାୟକଙ୍କୁ ବିଜେପି ଦଳ କାହିଁକି ଆପଣେଉଛି ସମସ୍ତେ ଜାଣିଗଲେଣି କେବଳ ନିର୍ବାଚନ ଜିତିବା ପରେ ରାଜ୍ୟବାସୀଙ୍କୁ ଠକିବେ ବୋଲି |

  • @rabindramohanty3052
    @rabindramohanty3052 7 місяців тому +4

    ବିଜେପିର ଶକ୍ତି ଓଡ଼ିଶାରେ ବହୁତ କ୍ଷିଣ. ତେଣୁ ସେମାନେ ବହିସ୍କୃତ ନେତାଙ୍କୁ ଦଳରେ ସାମିଲକରି ନିଜ ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି.

  • @namitagochhayat5059
    @namitagochhayat5059 7 місяців тому +4

    ଜନପ୍ରତିନିଧି ଭାବରେ କଳଙ୍କିତ ଚେହେରା ସାଜିଛନ୍ତି ବାବୁ ପ୍ରଦୀପ ।ନିଜ ପାପ ଧୋଇବା ପାଇ ଅପଚେଷ୍ଟା କରୁଛନ୍ତି ।

  • @namitagochhayat5059
    @namitagochhayat5059 7 місяців тому +3

    ଆପଣ କଳାଧନ ପ୍ରସଂଗରେ,ନିଯୁକ୍ତି ର ପ୍ରତିଶୃତି ଏସବୁ କୁଆଡେ ଗଲା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଆଜି ଲୋକଙ୍କୁ ଡରୁଛନ୍ତି l

  • @namitagochhayat5059
    @namitagochhayat5059 7 місяців тому +8

    ନିଜ ଅତୀତ ସାମ୍ନାକୁ ଆସିଲେ ବିଚଳିତ ହୋଇ ପଡ଼ୁଛନ୍ତି ବିଧାୟକ ପ୍ରଦିପ ପାଣିଗ୍ରାହି ।

    • @santosh34556
      @santosh34556 6 місяців тому

      ଅମୋର ଦୁର୍ବଳ ବିଧାୟକ 😂😂😂

  • @satyashreemishra8823
    @satyashreemishra8823 7 місяців тому +3

    ଓଡ଼ିଶା ବାସୀଙ୍କ ଟଙ୍କା ହଡ଼ପ କରି ଜେଲ ଯାଇଥିବା ଲୋକ ଏତେ ବଡ଼ ବଡ଼ କଥା ଶୋଭା ପାଉନାହିଁ।

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ବିଜେପି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ବହିସ୍କୃତ ନେତାଙ୍କୁ ଆଦରି ନେଇଥାଏ |

  • @IpsitaMohantyIpsita
    @IpsitaMohantyIpsita 7 місяців тому +3

    ପ୍ରଦିପ୍ ପାଣିଗ୍ରାହୀ ଙ୍କୁ ନିଜ ସ୍ୱାର୍ଥ ଛଡ଼ା କିଛି ବି ଦେଖାଯାଏ ନାହିଁ ।

  • @prasanta_ku_behera
    @prasanta_ku_behera 7 місяців тому +18

    ଓଡ଼ିଶାର ଜୟ ଶ୍ରୀରାମ ସରକାର

    • @Views-rb4lm
      @Views-rb4lm 7 місяців тому +2

      Bala. Tu sc tote mandir prabesh mana. Bjp brahmins party

    • @srinathdas8721
      @srinathdas8721 7 місяців тому +1

      ​@@Views-rb4lmଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ

    • @akashpati2880
      @akashpati2880 6 місяців тому +2

      ​@@Views-rb4lmbjp Brahmin party nuha se pratyek ti Hindu party jie b hau sabu saman..

    • @Views-rb4lm
      @Views-rb4lm 6 місяців тому

      @@akashpati2880 bjp, Brahmins gang, RSS ra. Au bjp ku RSS gang ra Mohan Bhagwat chalauchi. RSS ra mukhia mane kebal Brahmins. Non brahmins nku murkha banauchanti au tanka gunda bahini abvp and Bajrang Dal re poster boy, work force rupe use karuchi.

    • @Views-rb4lm
      @Views-rb4lm 6 місяців тому

      @@akashpati2880 au Hindu kebal Brahmins nka dhanda ra dukan. Are Rastrapati, dalit boli Brahmins mane mandir prabesh kareile nahi. Ebe Brahmins nk gapod kahani sabu jani sarileni.

  • @shrimantasahu7416
    @shrimantasahu7416 7 місяців тому

    ପ୍ରଦୀପ ରାଜ ନୀତି ଦୀପ,ଗଞ୍ଜାମ ଗରିବ ତାରକ,, ବିଜେଡି ପ୍ରତି ସତ୍ୟବାନ,ବିଶେଷ ପଦ୍ମ ର ସୁଗୁଣ,,ଛପାନ୍ତୁ ସ୍ତୁତିଚିନ୍ତାମଣି,ଆଙ୍ଗଲ ହିନ୍ଦୀ ସଂସ୍କୃତ ଜ୍ଞାନୀ।। ସୁ ଧର୍ମ ଏହାକୁ ରକ୍ଷ୍ୟକ, ନିର୍ଭୀକ ସତ୍ୟ ପ୍ରକାଶକ,, ଧରାନ୍ତୁ ଧର୍ମୀୟ ଧାର୍ମିକ

    • @shrimantasahu7416
      @shrimantasahu7416 7 місяців тому

      ଆଜି ହେଲାଣି ସୂର୍ଯ୍ୟୋଦୟ

  • @namitagochhayat5059
    @namitagochhayat5059 7 місяців тому +4

    ଲୋକଙ୍କ ଲୁହରେ ଭାସିଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଉ ନାହିଁ ପାଣିଗ୍ରାହୀଙ୍କ କଳାର ସାମ୍ରାଜ୍ୟ

  • @lokanathdora6040
    @lokanathdora6040 7 місяців тому +67

    Pradeep is a best political leader

    • @ankitcreation5282
      @ankitcreation5282 7 місяців тому

      😅

    • @bsn8527
      @bsn8527 7 місяців тому +6

      Bala Na😂😂 Mahan Tautor Loko Seita😂😂 BJD re Rahi Life ro Sabuthu Bada Corruption Karichi😂😂 BJD, Au Naveen ku Swacha Sasaka Kahuthila😂😂 Ebe BJP ru Ticket Paiba Lovo re BJP ro Jay Jay Karuchi😂😂 Kintu Manisha prabruti kuade jiba😂😂Sei Curruption Kariba😂😂 Tume Bhakua BJD Birudhore jie Jahila Taku Best Leader Bhabi Daucho😂😂Sethi pain to Tumo Area re Pradeep Durniti ra Sima Par Karithila😂😂

    • @sanjayapradhansanjaya7269
      @sanjayapradhansanjaya7269 7 місяців тому

      Bala na 😈

    • @arunamohanty2986
      @arunamohanty2986 7 місяців тому

      Yes

    • @sagarnaik6339
      @sagarnaik6339 6 місяців тому

      😂 hn na....BJP neta Dharmendra pradhan yaku para chora kahi thila

  • @susiljena0707
    @susiljena0707 7 місяців тому +3

    ଗୋଟେ ଜନ ବିରୋଧୀ ନେତାଙ୍କୁ ନେଇ ଭାରତୀୟ ଜନତା ପାର୍ଟି ଏହିଭଳି ଡ୍ରାମା କରୁଛି

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶକୁ ପାଥେୟ କରି ରାଜ୍ୟରେ 5ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି |

  • @sanjukta9334
    @sanjukta9334 7 місяців тому +16

    He will definitely be a great leader in this 2 decade...jay ho...❤ U pradeep babu...apananka hradaya sarbada odisha basinka sebare rahu..jay jagannath ❤ Jay shree Ram... Jay hind jay Bharat....

    • @bhubaneswarmohanty2950
      @bhubaneswarmohanty2950 7 місяців тому

      😂

    • @Rider-n1m
      @Rider-n1m 7 місяців тому

      Jay BJP❤

    • @sagarnaik6339
      @sagarnaik6339 6 місяців тому

      Dharmendra pradhan yaku chora kahu thile para...puni choro ku bjp re shamil karq gala...tebe ethiru jana jaye ki sabu choro BJP re

    • @sanjukta9334
      @sanjukta9334 6 місяців тому +2

      Are to bapa tate jete choro kahile kn chhadidanta kn you are always welcomed by himm.. jay hind Jay bharat ❤ u sriram...

    • @Rider-n1m
      @Rider-n1m 6 місяців тому +1

      @@sanjukta9334 kya baat hai kya baat hai Girls power 🔥

  • @namitagochhayat5059
    @namitagochhayat5059 7 місяців тому +1

    ରାଜ୍ୟ ସରକାର ଓ 5T ସଚିବ ଏମିତି ବିକାଶ ମୂଳକ କାର୍ଯ୍ୟ କରି ଚାଲୁଥିବେ ଆଉ ବିଜେପି ହୀନ ଅପପ୍ରଚାର କରି ଚାଲୁଥିବ

    • @kanhusahoo4289
      @kanhusahoo4289 7 місяців тому

      Kahar bikash karuchi 5t Odisaku bhitaru khai sarilani pandian

  • @susiljena0707
    @susiljena0707 7 місяців тому +1

    ସ୍ୱାର୍ଥବାଦୀ ପ୍ରଦୀପ ପାଣିଗ୍ରାହୀ ବର୍ଷା ଯୁଆଡେ ଛତା ସେଇଆଡ଼େ

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ଓଡ଼ିଶା ପାଇଁ ବିକାଶ କାର୍ଯ୍ୟ କରିଥିବାରୁ ନବୀନ ବାବୁ ଲଗାତାର 10ବର୍ଷ best ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି |

  • @niranjandey8666
    @niranjandey8666 7 місяців тому +1

    ଆଜି ପ୍ରଦୀପ ବାବୁ ବିଜେପିରେ ମିସିଛନ୍ତି ଭଲକଥା। ଏହି କିଛିଦିନ ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଦୀପ ପାଣିଗ୍ରାହୀ ଯେପରି ଉଭୟେ ଉଭୟଙ୍କ ବିରୁଦ୍ଧରେ ଆରୋପ ଆଉ ପ୍ରତ୍ୟାରୋପ କରୁଥିଲେ ତାହା ଓଡ଼ିଶାବାସୀ ସମସ୍ତେ ଜାଣିଛନ୍ତି ତଥା ଦେଖିଛନ୍ତି ମଧ୍ୟ। ସେଇକଥାଟି ପ୍ରଦୀପବାବୁଙ୍କର ମନେଥିବ ନିଶ୍ଚିତ।

  • @prakashkumarjena.babusan.n3760
    @prakashkumarjena.babusan.n3760 7 місяців тому +18

    ପରିବର୍ତନ ର ସମୟ ଆସିଛି.. Jay BJP

    • @bsn8527
      @bsn8527 7 місяців тому

      Paribartana Nihati Haba Dakar👍👍 Kintu Pradeep Bhalia Tautor Loko Dwara Keun prakar Paribartana Haba???🤔🤔🤔 Sala Harami Loko ta Nija Swartha Jouthi Katha kahiba Seithi😂😂 Pradeep Dwara Paribartana Asha Kari Nija Bokami Pradarshan karantu nahi😂😂😂

    • @JanaranjanMohanty
      @JanaranjanMohanty 6 місяців тому

      Jay jagnnath

  • @knowledgeray1908
    @knowledgeray1908 7 місяців тому +19

    ଯେତେ ସବୁ ଭ୍ରଷ୍ଟାଚାର କରି ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ସେମାନେ ବିଜେପି ଦଳରେ ଯୋଗଦାନ କରିଛନ୍ତି।

    • @Ama_ghara_katha
      @Ama_ghara_katha 7 місяців тому +4

      BjD ର ସବୁ mla ଆଉ ମିନିଷ୍ଟର ଚୋର Taautara, ଭଲ ଲୋକ BJD re ରହି ପାରିବେନି

    • @Nibash9104
      @Nibash9104 6 місяців тому +1

      Aita kichhi nua nuhe

    • @santosh34556
      @santosh34556 6 місяців тому

      ଦୁର୍ବଳ ବିଧାୟକ

    • @i.ashisss
      @i.ashisss 6 місяців тому

      Thik 😂

  • @Pcsvlogs93
    @Pcsvlogs93 6 місяців тому

    Dear all it's a humble request to all of the audience.... ବିଗତ 20 ବର୍ଷ ରେ ଓଡ଼ିଶା ର ଏହି ଦୁର୍ଦ୍ଦଶା ଆଉ ଓଡ଼ିଆ ର ସ୍ୱାଭିମାନ କୁ ଆଘାତ କରିଥିବା ଏହି ଗେଣ୍ଡା ଦଳ କୁ ହଟାଯାଉ। ଏହା ହିଁ ଓଡିଶା ପାଇଁ ଏକ ନୂଆ ସକାଳ ଆଉ ନୂଆ ସୂର୍ଯ୍ୟ ର ଉଦୟ ର ସଠିକ୍ ସମୟ। ସମସ୍ତେ ଏକ ହୁଅ ଆଉ ନବୀନ ହଟଓ ଓଡ଼ିଶା ବଞ୍ଚାଅ।

  • @satyashreemishra8823
    @satyashreemishra8823 6 місяців тому

    ଯାହା ହେଉ ଦିନେ ନବୀନ ବାବୁଙ୍କର ଗୁଣଗାନ କରୁଥିଲେ ଆଜି ସ୍ୱାର୍ଥ ସିଦ୍ଧି ନହେବାରୁ ଦୁର୍ନାମ କରୁଛନ୍ତି।

  • @patitakumarchoudhury9855
    @patitakumarchoudhury9855 7 місяців тому +13

    ଭାଇ ସେମିତି କହନି, ସମ୍ବିଧାନ ଟା ଭ୍ରଷ୍ଟାଚାର, ଦୁର୍ନୀତି କୁ ପ୍ରଶ୍ରୟ ଦେଇଛି ସମ୍ବିଧାନ, ଅହଂକାର ର ପ୍ରତୀକ ସମ୍ବିଧାନ ( ସବୁ ଦେଶର ) 🙏

  • @bijayashankartripathy8748
    @bijayashankartripathy8748 7 місяців тому +1

    Without giving any statements against any party or other individual Do the needful. After election we recommend your leadership.

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ନିଜ ଅଞ୍ଚଳ ବାସୀଙ୍କୁ ଠକି ଥିବା ବ୍ୟକ୍ତି ଆଉ ଓଡ଼ିଶାର ମଙ୍ଗଳ କଥା ଚିନ୍ତା କରିବ କେମିତି |

  • @rabindramohanty3052
    @rabindramohanty3052 7 місяців тому

    ପ୍ରଦୀପବାବୁକୁ ଏବେ ବିଜେପିରେ ବେଶ ମାନିଛି. ଚରିତ୍ର ଗତ ସlମଞ୍ଜସ୍ୟତା ରହିଛି.

  • @satyashreemishra8823
    @satyashreemishra8823 6 місяців тому

    ପିଲା ମାନଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଯେଉଁ ଟଙ୍କା ନେଇଥିଲେ ସେହି ଟଙ୍କା କୁଆଡେ ଗଲା।

  • @shankardmishra121
    @shankardmishra121 6 місяців тому +1

    Next time conduct yr interview with Boby Das or VKP.

  • @prabirkumardas2743
    @prabirkumardas2743 7 місяців тому

    ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ଯୋଗ ଦେଇ ବିଜେପି ର ଯେ କେତେ କ୍ଷତି କରିଛନ୍ତି ତାହା ବିଜେପି ନିର୍ବାଚନ ପରେ ବୁଝି ପାରିବ!

  • @satyashreemishra8823
    @satyashreemishra8823 6 місяців тому

    ବାସ୍ତବରେ ପରିବର୍ତ୍ତନର ସମୟ ଆସିଛି ସବୁ ଦୁର୍ନୀତି ଗ୍ରସ୍ତ ଲୋକ ମାନଙ୍କୁ ରାଜନୀତିରୁ ବହିସ୍କାର କରିବାର ।

  • @prabirkumardas2743
    @prabirkumardas2743 7 місяців тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ସାରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି!

    • @bsn8527
      @bsn8527 7 місяців тому

      Kichi Nirmala Hei paribani😂😂 Odisha Loko Mane Janisuni Tautor, Choro, Business man Mananku Vote Debe😂😂 Tanka Kama Houchi Poisa Income Kariba😂😂 Kuadu Nirmala Sashana Asiba??😂😂

  • @sangramkeshrimishra1706
    @sangramkeshrimishra1706 7 місяців тому +3

    ଯଦି, ମତେ ବିଜେଡି ବିଧାୟକ ଟିକେଟ ଦିଆଯାଏ ମୁଁ ପ୍ରତ୍ୟାଖ୍ୟାନ କରିବି..... ଛି ଛି

    • @bsn8527
      @bsn8527 7 місяців тому

      BJD,BJP Bhai Bhai😂😂 nahele Election Jitiba Asha re Pradeep Bhalia Tautor Loko ku Nija Dalaku Kie Naba??😂😂😂

  • @niranjandey8666
    @niranjandey8666 7 місяців тому +5

    ବିଜେଡି ଶାସନରେ ଥିଲା ଆଉ ରହିବ ମଧ୍ୟ। ଆପଣଙ୍କର ରାଜନୈତିକ ଜୀବନର ଯବନିକା ପଡ଼ିଲା।

  • @pinakdas5663
    @pinakdas5663 7 місяців тому

    ବିଜୁ ଜନତା ଦଳ tallented ଓଡ଼ିଆଙ୍କ ପାଇଁ କାଳ

  • @niranjandey8666
    @niranjandey8666 7 місяців тому

    ପ୍ରଦୀପ ବାବୁଙ୍କୁ ଏବେ ସବୁ ନାରଙ୍ଗୀ ବା ଗେରୁଆ ଦେଖାଯିବ। କାରଣ ଉପାୟ ନପାଇ ବିଜେପିଦଳରେ ଯୋଗ ଦେଇଛନ୍ତି। ଆଜି ଯଦି ଦୁର୍ନୀତି କରି ଯଦି ଦଳରୁ ବହିଷ୍କାର ହୋଇନଥାଆନ୍ତେ ତେବେ ଏହି କଥାଟି କହିନଥାଆନ୍ତେ।

  • @satyashreemishra8823
    @satyashreemishra8823 7 місяців тому +5

    ଦୁର୍ନୀତି ଗ୍ରସ୍ତ ଲୋକ ମାନଙ୍କର ସ୍ଥାନ ହେଉଛି ବିଜେପି ଦଳ।

  • @prabirkumardas2743
    @prabirkumardas2743 7 місяців тому

    ଗୋପାଳପୁର ବାସୀ ଙ୍କ ପାଖକୁ ଏକା ଯାଇ ଥରେ ପରୀକ୍ଷା ଦିଅନ୍ତୁ ନିଜ ସାହସ ର ପ୍ରଦୀପ ପାଣିଗ୍ରାହୀ!

  • @susiljena0707
    @susiljena0707 7 місяців тому

    ଯେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିବା ପାଇଁ ପଛାଉ ନାହାନ୍ତି ସେ କଣ ଲୋକସଭା ଯିବେ

    • @abinashmohanty546
      @abinashmohanty546 7 місяців тому

      Pandian parikrama prakalpa na re 4000 cr lutila pandu ta bisayare kana kahibe.

  • @susiljena0707
    @susiljena0707 7 місяців тому

    ଧର୍ମେନ୍ଦ୍ର ପ୍ରଧାନ ଙ୍କ ଫସରେ ଫସିଗଲେ ପାଣିଗ୍ରାହୀ ବାବୁ ଧର୍ମେନ୍ଦ୍ର ଏଥର ସବୁ ପୁରୁଣା ରାଗ ଶୁଝେଇବା ଆରମ୍ଭ କରିବେ

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ପ୍ରଦୀପ ପାଣିଗ୍ରାହୀ ଜଣେ ଚତୁର ଏବଂ ଦୁର୍ନୀତି ଖୋର ବ୍ୟକ୍ତି |ଲୋକଙ୍କ ଟଙ୍କାରେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି |

  • @niranjandey8666
    @niranjandey8666 7 місяців тому

    ଆପଣଙ୍କ ସହିତ ଗୋପାଳପୁର ବାସୀ ନାହାନ୍ତି। ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ସବୁ ଜାଣିପାରିବେ। ଆପଣ ପରା ଆପଣଙ୍କ ଅଂଚଳରୁ ଟାଟା କମ୍ପାନୀରେ ଚାକିରିକରିଦେବେ କହି ଲୋକଙ୍କଠାରୁ ପୁଳା ପୁଳା ଟଙ୍କା ନେଇଛନ୍ତି। ଲୋକେକଣ ତାକୁ ଭୁଲିଯିବେ?।

  • @sujitsahoo1226
    @sujitsahoo1226 7 місяців тому

    ପ୍ରଦୀପ ବାବୁ ଓଡ଼ିଶାରେ ଦୁର୍ନୀତିର ପୋଷ୍ଟର ବଏ ପାଲଟିଛନ୍ତି ।

  • @satyashreemishra8823
    @satyashreemishra8823 6 місяців тому

    ପ୍ରଦୀପ ବାବୁ ଆପଣ କ'ଣ ମୁଖ୍ୟମନ୍ତ୍ରୀଙ୍କ ଅଫିସର ସାହାଯ୍ୟ ନେଇ ଆପଣଙ୍କ କଳାଟଙ୍କା ବଢ଼ାଇଥିଲେ, ଅନ୍ୟ ଉପରେ ଆଙ୍ଗୁଳି ଉଠାଇବା କେହି ପ୍ରଦୀପ ବାବୁ ଠାରୁ ଶିଖିବା କଥା।

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ କାର୍ଯ୍ୟ ରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ପଥ ଅନୁସରଣ କରିବା ପାଇଁ ବାଧ୍ୟ କରିଛି |

  • @prabirkumardas2743
    @prabirkumardas2743 7 місяців тому

    ବିଜେପି ର ପୋଷା ଗଦି ମିଡ଼ିଆ ପାଇଁ ଏବେ ପ୍ରଦୀପ ପାଣିଗ୍ରାହୀ ଜଣେ ମସାଲାଦାର ବ୍ୟକ୍ତି ପାଲଟିଯାଇଛନ୍ତି!

  • @namitagochhayat5059
    @namitagochhayat5059 7 місяців тому

    ରାଜ୍ୟ ସରକାରଙ୍କର ଜନକଲ୍ୟାଣ ମୂଳକ କାର୍ଯ୍ୟରେ ଏମାନେ ହେଲେ ଗୋଟିଏ ଗୋଟିଏ ବାଧକ. ଏ ଡଷ୍ଟବିନ ଗୁଡିକୁ ସଫା କରିବା ଆବଶ୍ୟକ.

  • @ashutoshkar6632
    @ashutoshkar6632 5 місяців тому

    ବିଜୁ ଜନତା ଦଳ ଓଡ଼ିଶା ର ପ୍ରଗତି ଉପରେ ଯଦି ଧ୍ୟାନ ଦେଇଥାନ୍ତା ତାହାଲେ ଆଜି ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା । କିନ୍ତୁ ଓଡିଶା ରେ ବର୍ତ୍ତମାନ ଗୋଟିଏ ପାର୍ଟି ର ଦରକାର ଅଛି ଆଉ ସେ ହେଉଛି ଭାରତୀୟ ଜନତା ପାର୍ଟି। ହଁ କିଛି ବିଜୁ ଜନତା ଲୋକ ଏବେ ଭି ସନ୍ତୁଷ୍ଟ ନାହାନ୍ତି ଯେ ପ୍ରଦୀପ ବାବୁ ଏପରି କହୁଛନ୍ତି ବୋଲି କିନ୍ତୁ ଏହା ଭି ସତ ଯେ କି ସତ ସମସ୍ତେ ହଜମ କରିପାରନ୍ତି ନାହିଁ 😂
    ପ୍ରଦୀପ ଭାଇ ଙ୍କ ସହିତ ଜନତା ସବୁ ବେଳେ ସାଥିରେ ଥିଲା, ଅଛି ଏବଂ ରହିବ। ପ୍ରଦୀପ ଭାଇ ଙ୍କ ପାଇଁ ଆମେ ଗର୍ବିତ ଅଟୁ। ଏବଂ ସମାନ ଭାବନା ଟି ଆମର ସିଦ୍ଧାନ୍ତ ଭାଇ, ଅନୁଭବ ଭାଇ, ଆକାଶ ଭାଇ, ହରି ଭାଇ ଓ ଆରିନଦମ୍ ଭାଇ ଙ୍କ ପାଇଁ ରହିଛି ❤

  • @bikashpatra-ix2iz
    @bikashpatra-ix2iz 7 місяців тому

    ନିଜର କଳାକାରନାମା କୁ କିଭଳି ଭୁଲି ଯାଉଛନ୍ତି କିଭଳି ଭୁଲି ଯାଉଛନ୍ତି ଭାବି ଜ୍ୱାଇଁ କୁ ମାଧ୍ୟମ କରି ଟଙ୍କା ହଡପ କଥା!

  • @jitendrabhuyan7381
    @jitendrabhuyan7381 7 місяців тому +9

    We need BJP to rule over odisha , jay Sri ram ❤

    • @Views-rb4lm
      @Views-rb4lm 7 місяців тому

      Are tu gote sc au tote brahmins mane mandir bhitare pureibeni. Bjp brahmins party. Murkh te tu

    • @Views-rb4lm
      @Views-rb4lm 7 місяців тому

      Tamaku brahmins mane mandir bhitare pureibeni. Rss bjp brahmins party

    • @Views-rb4lm
      @Views-rb4lm 6 місяців тому

      Patni chhod ra prema?? Murkh jiye Sarju nadi re suicide kala se puni tama ra prabhu?? Jiye gote pregnant stri ku jungle re chhadi dela au dita puo nku neglect kala se puni andh murkh vaktos nka prabhu... Shameless

    • @sumanabhi3054
      @sumanabhi3054 6 місяців тому

      ​@@Views-rb4lm chal be chal lowde
      Proud hindu
      Tmro pora chuslim chatu nhh

    • @Jagannath-nayak
      @Jagannath-nayak 6 місяців тому

      ​@@Views-rb4lm tote aka geipakebe mg

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ଯେଉଁ ଦମ୍ଭକ୍ତି ପ୍ରଦୀପ ବାବୁ ଦେଖାଉଛନ୍ତି ତାହା ନିର୍ବାଚନ ପରେ ରହିଲେ ହେଲା |

  • @prabirkumardas2743
    @prabirkumardas2743 7 місяців тому

    ବିଜେପି ର ଓଡିଶା ରେ ଏକି ଦୟନୀୟ ଅବସ୍ଥା ଶେଷରେ ପ୍ରଦୀପ ପାଣିଗ୍ରାହୀ ଭଳି ଜଣେ ନେତା ଙ୍କୁ ଦଳ ରେ ନେବାକୁ ପଡିଲା!

  • @subhabratamishra4465
    @subhabratamishra4465 6 місяців тому

    ଜନ୍‌ତା B.J.D. କୁ ବିଶ୍ବସ୍ତରୀୟ ପରାଜୟର‌ ସ୍ବାଦ୍‌ ଚଖାଇବା ଉଚିତ୍।

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ସାରା ଦେଶରେ ନିଜ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି |

  • @sujitsahoo1226
    @sujitsahoo1226 7 місяців тому

    ଗୋପାଳପୁର ବାସୀଙ୍କ ବିଶ୍ଵାସରେ ବିଷ ଦେଇଛନ୍ତି ପ୍ରଦିପ ବାବୁ ।

  • @bikashpatra-ix2iz
    @bikashpatra-ix2iz 7 місяців тому

    ପ୍ରଦୀପ ପାଣିଗ୍ରାହୀ ଙ୍କ କର୍ମ ର ଫଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ସେ ନିଜକୁ ଯେତେ ନିର୍ଦୋଷ କହିଲେ କଣ ହେବ!

  • @namitagochhayat5059
    @namitagochhayat5059 7 місяців тому

    ପ୍ରଦୀପ ବାବୁ ବୋଧେ ଭାବୁଛନ୍ତି ତାଙ୍କ କଳା କାରନାମା ଲୋକେ ସବୁ ଭୁଲି ଯାଇଥିବେ ।

  • @IpsitaMohantyIpsita
    @IpsitaMohantyIpsita 7 місяців тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ନିଜର କାର୍ଯ୍ୟଦକ୍ଷତା , ସ୍ୱଚ୍ଛ ଶାସନ ନୀତି ପାଇଁ ସବୁଠି ପ୍ରଶଂସିତ ।

  • @niranjandey8666
    @niranjandey8666 7 місяців тому

    ପ୍ରଦୀପ ବାବୁ ଆଜି ଯାହାଙ୍କୁ ସାର କହୁଛନ୍ତି ନବୀନବାବୁ, ସେତ ଓଡ଼ିଆ କହିପାରୁ ନାହାନ୍ତି। ଆଜିପର୍ଯ୍ୟନ୍ତ ଆପଣ ସେହିଦଳରେ ଥିଲେ କାହିଁକି?। ଆଗେ ନିଜେ ଠିକ ହୁଅନ୍ତୁ ତାପରେ ଅନ୍ୟକୁ କହିବେ। ନବୀନବାବୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କୁ ତାଙ୍କର ପରିବାର ସଦସ୍ୟ ହିସାବରେ ଦେଖି ଆସିଛନ୍ତି ଓଡିଶା ଆଜିପର୍ଯ୍ୟନ୍ତ ସବୁଜ ଥିଲା। ଆଗକୁ ମଧ୍ୟ ସବୁଜ ରହିବ। ଆପଣଙ୍କ ସ୍ବପ୍ନ ଗେରୁଆ ବା ନାରଙ୍ଗୀ ହେବନାହିଁ।

  • @tarakiranpatnaik1049
    @tarakiranpatnaik1049 7 місяців тому

    Otv team ku request, ଏହି ଖୋଲାକଥା ପ୍ରୋଗ୍ରାମ ର ଅବଧି ଏକ ଘଣ୍ଟା କରାନ୍ତୁ 🙏🙏

  • @sujitsahoo1226
    @sujitsahoo1226 7 місяців тому +4

    ଦୁର୍ନୀତିରେ ଗନ୍ତାଘର ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦିପ ବାବୁ ।

    • @Views-rb4lm
      @Views-rb4lm 7 місяців тому

      Brahmins mane durniti ra DNA. The DNAs of Iran

  • @prabirkumardas2743
    @prabirkumardas2743 7 місяців тому

    ଚୋର କହୁଛି ଯେ ଅନ୍ୟ ମାନେ ଚୋରି କରୁଛନ୍ତି ଏହା ଠାରୁ ହାସ୍ୟାସ୍ପଦ କଥା କଣ ଆଉ ଅଛି!

  • @mssubhadarshan7001
    @mssubhadarshan7001 6 місяців тому

    ରାବଣ ମୁହଁ ରେ ରାମ ନାମ ଶୋଭା ପାଉନି

  • @bishnupanda6009
    @bishnupanda6009 6 місяців тому

    Durnitgrasta ବ୍ୟକ୍ତି କୁ BJP receive Kariba ଦୁର୍ନୀତି ର example

  • @niranjandey8666
    @niranjandey8666 7 місяців тому

    ପ୍ରଦୀପ ବାବୁ ଆପଣ ଯେଉଁ ଚାଣକ୍ୟ ଭଳିଆ କଥା କହୁଛନ୍ତି। ତାହା କିଛିବି ହେବନାହିଁ। ପାଣ୍ଡିଆନ ନବୀନବାବୁଙ୍କୁ ବିଶ୍ୱାସ ତଥା ଭକ୍ତିମଧ୍ୟ କରନ୍ତି। ତା ମଧ୍ୟରେ ସ୍ୱାର୍ଥର କୌଣସି ପ୍ରଶ୍ନ ଆସେନାହିଁ।

  • @namitagochhayat5059
    @namitagochhayat5059 7 місяців тому

    ଜଣେ ଠକ ନିଜ ସ୍ବାର୍ଥ ପାଇଁ ହିଁ ଓଡ଼ିଶାର ବିକାଶ କୁ ବିରୋଧ କରିବାକୁ ହିନ ପ୍ରୟାସ କରୁଛି।

  • @prabirkumardas2743
    @prabirkumardas2743 7 місяців тому

    ବିଜେପି ରେ ଯୋଗ ଦେଲା ପରେ ପ୍ରଦୀପ ପାଣିଗ୍ରାହୀ ଭାବୁଛନ୍ତି ତାଙ୍କ ସବୁ ଦୁର୍ନୀତି କଥା ଭୁଲି ଯାଇଛନ୍ତି ଲୋକେ!

  • @rabindramohanty3052
    @rabindramohanty3052 7 місяців тому

    ଦିନେ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟରେ ରହି କ୍ଷମତା ବ୍ୟବହାର କରିଚାଲିଥିଲେ. ଦୁର୍ନୀତିରେ ଜଡିତ ହେଲାପରେ ଦଳରୁ ତଡା ଖାଇଲେ.

  • @MrunmayeeDas-s4u
    @MrunmayeeDas-s4u 6 місяців тому

    ଗୋପାଳପୁର ବାସୀ ଙ୍କ ପାଖକୁ ଆପଣ କେଉଁ ମୁହଁ ନେଇ ଯିବେ ଆପଣ |

  • @namitagochhayat5059
    @namitagochhayat5059 7 місяців тому

    ଚୋର ମୁହଁ ଟାଣ ଆମେ ଏକଥା ମଧ୍ୟ ଜାଣିଛୁ ସାଡେ ଚାରି କୋଟି ଓଡ଼ିଶା ବାସୀଙ୍କ ପ୍ରଦୀପ ପାଣିଗ୍ରାହୀ ଅସଲ ରୁପ ଦେଖି ସାରିଛନ୍ତି

  • @namitagochhayat5059
    @namitagochhayat5059 7 місяців тому

    ଜନପ୍ରତିନିଧି ହୋଇ ଲୋକଙ୍କୁ ଠକିଥିଲେ, ଏହା ସାରା ଓଡିଶା ଦେଖିଛି, ଏବେ ସଫେଇ ଦେଉଛନ୍ତି ସେ ମନେରଖିବା ଉଚିତ ଲୋକେ ତାଙ୍କୁ ଛାଡ଼ିବେନି,

  • @sujitsahoo1226
    @sujitsahoo1226 7 місяців тому

    ପ୍ରଦୀପ ବାବୁ ବର୍ତ୍ତମାନ ଓଡ଼ିଶା ରାଜନୀତି ପାଇଁ ସଂପୂର୍ଣ୍ଣ ଗୁରୁତ୍ୱହିନ ।

  • @niranjandey8666
    @niranjandey8666 7 місяців тому

    ପ୍ରଦୀପ ବାବୁ ଆପଣ ଏଥର ଓଡିଶା ବିଜେପିରେ ଯୋଗ ଦେଇଛନ୍ତି। ଓଡ଼ିଶାର ନେତୃତ୍ୱ ବିଜେପି ଦଳରୁ ପାଇବେକି?। ଆପଣତ ଜଣେ ଦୁର୍ନୀତିଗ୍ରସ୍ତ ନେତା ଆପଣ ବିଜେପି ଭିତରେ ରହି ପରିବର୍ତ୍ତନ କରିପାରିବେକି?।

  • @niranjandey8666
    @niranjandey8666 7 місяців тому +4

    ପ୍ରଦୀପ ବାବୁ ଆପଣଙ୍କ ତଥ୍ୟ ସମ୍ପୂର୍ଣ ଭୁଲ। ଗୋଟିଏ ସର୍ଭେ ରିପୋର୍ଟ କହିଛି,୨୦୨୪ରେ ଓଡ଼ିଶାରେ ବିଜେଡି ୧୨୮ଆସନରେ ବିଜୟଲାଭ କରି ଷଷ୍ଠଥର ପୁଣି ମୁଖ୍ୟମନ୍ତ୍ରୀ ହେବେ।

  • @rkjworld1425
    @rkjworld1425 7 місяців тому +2

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କୁ ଙ୍କୁ ଘୃଣା କରନ୍ତି ଓଡ଼ିଆ କହି ପାରନ୍ତି ନାହିଁ ବୋଲି ତାମିଲ୍ ବାଲା ଙ୍କୁ PA କରିଛନ୍ତି ଆଉ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ବନ୍ଦ କରି ଆଦର୍ଶ ବିଦ୍ୟାଳୟ English medium ଖୋଲିଲେ। କିନ୍ତୁ ଆମ ଭକୁଆ ଓଡ଼ିଶା ବାସୀ ତାକୁ ହଁ ଭୋଟ ଦେଉଛନ୍ତି।

    • @kamalakantaparida3379
      @kamalakantaparida3379 7 місяців тому

      😂😂 when a person is illiterate he will give this type of statement.... Brother if you don't know English u can't get any position from this society.... ଆରେ ଭାଇ ଇଂଲିଶ ଜାଣିବା ଦରକାର୍ ନହେଲେ କିଛି କରିହେବନି ଦାଦନ ହେଇପାରିବ। ଆଦର୍ଶ ବିଦ୍ୟାଳୟ ହେବା ଦ୍ବାରା ପିଲାମାନେ ଇଂଲିଶ ଭଲସେ ଶିଖୁଛନ୍ତି ଆଉ ଏବେକା ସମାଜ ରେ ଏଇଟା ଦରକାର୍ ରେ ଭାଇ । Interview ରେ ଯଦି ଇଂଲିଶ ନକହିବୁ ଆଗ reject କରିଦେବେ। Pandian ଯାହା ବି କରୁଛନ୍ତି ଭଲସେ ଦେଖ୍ ତା ପରେ କହିବୁ । ଆଜି ଆମ ଭାଇ ଭଉଣୀ ମାନେ ଭଲ ବିଦ୍ୟାଳୟ ଯାଉଛନ୍ତି ଯାହା updated as private school ସବୁ opportunity miluchhi ଏଇଟା ଭଲ ଲାଗୁନି ତତେ । ଏ ଲୋକ ଯଦି ଏତେ ଭଲ କଣ ପାଇଁ ଆଜିଯାଏଁ ଚୁପ୍ ଥିଲା କହୁନୁ । ଗୋଟେ ଆଇଏଏସ ଅଫିସର୍ ଚାହିଁଲେ କଣ କରିପାରେ ସେମାନେ ଦେଖନ୍ତୁ ।

    • @rkjworld1425
      @rkjworld1425 7 місяців тому

      @@kamalakantaparida3379 ଭାଇ ତୁ ବେଶି କହନା ଆଉ। ଏଥର ପାଣ୍ଡୁ ଯିବା ଟା ଥୟ।ତମ ରାଜ୍ୟରେ ଜଣେ ଅଣ ଓଡ଼ିଆ ଆସିକି ସାରା ରାଜ୍ୟକୁ ଶାସନ କରୁଛି ଆଉ ମିନିଷ୍ଟର ମାନେ ତାଙ୍କ ପଦ ସେବା କରୁଛନ୍ତି। ନିଜେ ଓଡ଼ିଆ ହିସାବ ରେ ଗର୍ବ କର।

  • @namitagochhayat5059
    @namitagochhayat5059 7 місяців тому +1

    Manyavar mukhya mantri Navin Pattnaik order re 5t sachiba VK Pandian sir janatanka seba karuchanti aku tolerate kari parunahanti Pradip Panigrahi

  • @virtual.gyanified
    @virtual.gyanified 7 місяців тому +8

    Such an honest politician Odisha has ever seen. Dr panigrahi helps many people in TATA gopalpur.😉

  • @chittaranjansubudhi792
    @chittaranjansubudhi792 7 місяців тому +5

    It is the best talk show of Odisha

  • @susiljena0707
    @susiljena0707 7 місяців тому

    ମୁଖ୍ୟମନ୍ତ୍ରୀ ଙ୍କ ନାଁ ରେ ଲୋକଙ୍କୁ ଠକିଲେ ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କୁ ପ୍ରଶୟ ଦିଅନ୍ତି ନାହିଁ ତାଙ୍କୁ ଦଳରୁ ବିଦାୟ କଲେ

  • @susiljena0707
    @susiljena0707 7 місяців тому

    ଗଞ୍ଜାମ ବାସୀଙ୍କୁ କେଉଁଦିନ ନ୍ୟାୟ ମିଳିବ ସେକଥା କୁହନ୍ତୁ ପାଣିଗ୍ରାହୀ ବାବୁ

  • @niranjandey8666
    @niranjandey8666 7 місяців тому

    ପ୍ରଦୀପ ବାବୁ ଯଦି ଏତେକଥା ଆପଣ ଜାଣିଥିଲେ ତେବେ ୨୦୧୪ରୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେନାହିଁ କାହିଁକି?।

  • @satyashreemishra8823
    @satyashreemishra8823 6 місяців тому

    ପ୍ରଦୀପ ବାବୁ ନିଜର କଳା କାରନାମାକୁ ଲୁଚାଇବାକୁ ଯାଇ କେତେ ମିଠା ମିଠା କଥା କହୁଛନ୍ତି।

  • @DDas-hp8ii
    @DDas-hp8ii 7 місяців тому

    ଓଡ଼ିଶା ବାସି ଙ୍କ ଟଙ୍କା କୁ ନିଜର ବିକାଶ ପାଇଁ ଲଗେଇ ଥିଲେ ପ୍ରଦୀପ୍ତ ପାଣିଗ୍ରାହୀ।

  • @prabirkumardas2743
    @prabirkumardas2743 7 місяців тому

    ପ୍ରଦୀପ ପାଣିଗ୍ରାହୀ ଆପଣ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ଅଫିସ ର ସାହାଯ୍ୟ ନେଇଥିଲେ!

  • @bikashpatra-ix2iz
    @bikashpatra-ix2iz 7 місяців тому

    ଆପଣ ଙ୍କ ଭଳି ବିଶ୍ୱାସଘାତକ ନେତା ମାନଙ୍କ ପାଇଁ ପ୍ରକୃତ ରେ ବିଜେପି ଦଳ ହେଉଛି ସବୁଠାରୁ ଉତ୍ତମ ସ୍ଥାନ ବିଜେଡି ଭଳି ସେବା କରୁଥିବା ଦଳ ରେ ଆପଣ ଙ୍କ ସ୍ଥାନ ନାହିଁ l

  • @namitagochhayat5059
    @namitagochhayat5059 7 місяців тому

    ନିଜେ ଜଣେ ଜନ ପ୍ରତିନିଧି ହୋଇ ସେଇ ଜନତା ଙ୍କ କଷ୍ଟ ଲବ୍ଧ ଟଙ୍କା କୁ ହଡପ କରି ଜେଲ ରେ ରହି ଆସିଲା ପରେ ମଧ୍ୟ ସୁଧାରିଲେ ନାହିଁ ପ୍ରଦୀପ ବାବୁ!