ଗୋଳାବାରୁଦ କାରଖାନାରେ ଗୋଳମାଳ… ରେଲ ୱାଗନରେ ବୋମା ! || 12 Bombs Found in Train Wagon at Kantabanji || OR

Поділитися
Вставка
  • Опубліковано 9 лют 2025
  • ଗୋଳାବାରୁଦ କାରଖାନାରେ ଗୋଳମାଳ… ରେଲ ୱାଗନରେ ବୋମା ! | 12 Bombs Found in Train Wagon at Kantabanji | Odisha Reporter
    ଦାଦନ ବୋହୁଥିବା କଣ୍ଟାବାଂଜି ରେଲୱେ ଷ୍ଟେସନରେ ଲାଗିଛି ଯୁଦ୍ଧ ସାମଗ୍ରୀ। ଦାଦନ ଚାଲାଣ ପାଇଁ ଖବରର ସିରୋନାମାରେ ଥିବା ବେଳେ ଆଜି ଯୁଦ୍ଧାସ୍ତ୍ରକୁ ନେଇ ସବୁଠି ଚର୍ଚ୍ଚା। ଭଳକରି ଦେଖନ୍ତୁ ଏ ଭିଜୁଆଲକୁ । ଖାଲି ରେଲୱାଗନ ଭିତରେ କେମିତି କଣ୍ଟେନରରେ ରହିଛି ୧୨ ଟି ତୋପ । ଯାହା ଯୁଦ୍ଧ କ୍ଷେତ୍ରରେ ବ୍ୟବହାର ହୁଏ । ଶତୃର ଛାତିକୁ ଥରାଇ ଦିଏ । କିନ୍ତୁ ରେଲୱାଗନ ଭିତରେ, କଣ ପାଇଁ ଅଛି ବଡ ବଡ ୧୨ଟି ତୋପ ?
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #railstation #balangir #migrants #Odisha #OdishaReporter

КОМЕНТАРІ • 6