Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ସୁନ୍ଦର ପରିକଳ୍ପନା
Ati.Sundar katha🌹🎉❤💙🌺🌺🚩
ବହୁତ ସୁନ୍ଦର ମତାମତ। ପୁରା ଠିକ୍ କଥା।🙏🙏🙏👌👍
ବହୁତ ସୁନ୍ଦର ଉପ୍ଥାପନା । ନିରାଟ ସତ୍ୟ କଥା।
ଆଉ ଶିଳପାନୁଷ୍ଠାନଗୁଡ଼ିକୁ ଦିଆ ଯାଉଥିବା କୋଟି କୋଟି ଟଙ୍କା ଛାଡ଼, ରିହାତି, କିମ୍ବା ସହାୟତା କୁ କଣ କହିବେ, ସରକାର ଯଦି ଜାତି ଧର୍ମ ବର୍ଣ୍ଣ କୁ ସମ୍ପ୍ରଦାୟ କୁ ନେଇ ରାଜନୀତି କରିବେ, ଶିଳ୍ପାୟନ କୁ ଗୁରୁତ୍ଵ ନାହିଁ ଫଳ ରେ ଲୋକଙ୍କୁ କାମ ମିଳୁନି, ଯାହା ବି ସରକାରି ଉଦ୍ୟୋଗ ଥିଲ ସବୁ ଘରୋଇକରଣ, ଆଉ ସ୍ଵଚ୍ଛଳବର୍ଗ ଙ୍କ ଉଦ୍ଭଟ ଚିନ୍ତା, ଶିଳ୍ପ ହେଲେ ବିରୋଧ କରିବେ ପରିବେଶ ପ୍ରଦ୍ୟୁଷଣ, ଜଙ୍ଗଲ ଜମି, ପାନ, ଧାନ, ମୀନ
ସମ୍ପୁର୍ଣ୍ଣ ଏକମତ । 👋👋👋👋👋👋
ଧନ୍ୟବାଦ୍ ସାର୍ ପିଲା ଦିନର ଗପଟି ମନେପଡ଼ିଗଲl🙏
ସତ କଥା କହି ଲ sir
ବହୁତ ବଢିଆ , ଧନ୍ୟବାଦ ଆଜ୍ଞା !
ସୁନ୍ଦର ସମନୋୟ ପୁରୁଣା ଏବଂ ନୁଆ ସମାଜ ର ଚଲନି
ଜୟ ଜଗନ୍ନାଥ🙏🙏,,,ବହୁତ୍ ଭଲ କଥା ଟେ କହିଲେ sir🙏🙏
ବହୁତ ବହୁତ ଧନ୍ୟବାଦ ସାର
ସୁନ୍ଦର ଉପସ୍ଥାପନା sir 🙏🙏🙏
Dhanyawaad Sir. Bahut sunder.
ଭଲ
Sir bahut bada kathati kahile bahut dhanyavad
Sir 🙏🙏bahut sundar
Jay shree jagannath 🙏🌺🙏thanks sir 🙏
Ati sundar
ଠିକ୍ କହିଛନ୍ତି ଆଜ୍ଞା । ମାଡ଼ହାଣ୍ଡି ଯୋଜନା ଆମପାଇଁ ନିହାତି ଦରକାର । ନହେଲେ ଆମେ ସମସ୍ତେ ଅଳସୁଆ ହୋଇଯିବା । ଖୁବ୍ ସୁନ୍ଦର କଥା । ପ୍ରଣାମ
Baishnab Sir nka katha khub bhalo lage.
ସାର୍ ନମସ୍କାର, ବହୁତ ଭଲ ଲାଗିଲା,ଆଜି କାଲି ଆପଣଙ୍କ ଏପିସୋଡ଼୍ ବହୁତ କମ ଆସୁଛି
ବ୍ରାହ୍ମଣ ସବୁବେଳେ ଗରୀବ। ଆଉ ଏହି ସଂରକ୍ଷଣ ଯୋଜନା ଦ୍ବାରା ବ୍ରାହ୍ମଣମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ମାତ୍ର ଏବେ ମଧ୍ୟ ପୂଜା ଉପଲକ୍ଷେ ବ୍ରାହ୍ମଣ ହିଁ ଖୋଜା ହେଉଛନ୍ତି। ହେଲେ ଶୁଦ୍ଧ ଭାବରେ ମନ୍ତ୍ର ପଢ଼ି ପୂଜାର୍ଚ୍ଚନା କରିବା ବ୍ରାହ୍ମଣ ବିରଳ । ସେଥିପାଇଁ ମଧ୍ୟ ମାଡ଼ ହାଣ୍ଡି ଆବଶ୍ୟକ।ଧନ୍ୟବାଦ।
You are right sir
Bahut vala discussion
ସତ ସତ।
ମାଗଣା ଖିଆ ଯୋଜନା V/S ମାଡ଼ ହାଣ୍ଡି ଯୋଜନା। ମାଗଣା ଯୋଜନା ରାଜନୀତି ରେ ଗୋଟେ ପରମ୍ପରା ପାଲଟିଗଲାଣି। ଆପଣଙ୍କ *କଥାର ଚିମୁଟା* ଯୋଜନକାରୀଙ୍କୁ କେତେ ବାଜିବ କେଜାଣି କିନ୍ତୁ ମାଗଣା ଖିଆଙ୍କୁ ନିଶ୍ଚୟ ବାଧିବ। ଉପସ୍ଥାପନା ଚମତ୍କାର।🎉🎉🎉
ମାଡ଼ ହାଣ୍ଡି ଯୋଜନା, ବହୁତ ଭଲ ଯୋଜନା, ସ୍ବାଧୀନ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେଲେ, ଏହି ଯୋଜନା ଆରମ୍ଭ ହେବ
Thank you sir
bhahutha bhala lagila
ଜୟ ଜଗନ୍ନାଥ ସାର୍, ପ୍ରଣାମ 🙏🙏
Ok
Correct analysis
Very good idea Sir, please make more and more episode on it.
You are hundred percent right sir, it's a lesson to the government
Sir namaste 🙏 ♥️. You trying to remind our childhood,I am getting thrilled and imotional.
🙏🙏
ସାମ୍ପ୍ରତିକ
🙏🙏🙏🙏🙏🙏
ଠିକ୍ କଥା କହିଲେ ଆଜ୍ଞା ।
100%correct.
❤
Jay jagannath
ଗଙ୍ଗା ମା ଦେବତା ନୁହଁନ୍ତି ଗଙ୍ଗାଦେବୀ
10:01 ରେ ଯେଉଁ ସଂରକ୍ଷଣ କଥା କହିଲେ ସେଇ ଗୋଟିକ ବନ୍ଦ କରିଦେଲେ ଆମ ଭଳି ଲକ୍ଷ୍ୟ ଲକ୍ଷ୍ୟ ଯୋଗ୍ୟ ବେକାରୀ ମାନେ ଉପକୃତ ହେଇପାରନ୍ତେ.. 🥺😢
Thik
Bikruta jojana sabu band heba darkar,👍💯,au maganakhia nka pain mada handi jojana laguheba darkar,🙏
This needs serious contemplation by public to bring about suitable preventive measures as soon as possible.
Thik kahile,sir 🙏🙏🙏
ମାଡ଼ ହାଣ୍ଡି ଯୋଜନା ଆଜ୍ଞା ହବ କଣ ହେଇ ସାରିଛି । ପରିବା କେଜି ଟ୍୧୦୦ ମାଛ ୨୦୦ ଇତ୍ୟାଦି ସାଧାରଣ ଲୋକ ବୁଝିବା ନାରାଜ
ବାସ୍ତବରେ
Childhood remedy
Education and medical facilities should be free for all
Nice apana au ame kete Jana baharile kn haba sarakar bujhileta😅😅😅
😀😀😀😀😀😀😀
🙏🙏sir,apana b khiri khaun kahila bele chhepa dhokile,khaiba ra lalasa,basna Mane padijae,😋😀🙏🙏🙏🙏🙏🙏🙏🙏🙏
ଆମ ପିଲାଦିନ ବହି ରେ ମାଡ଼ ହାଣ୍ଡି କଥା ଗପ ଥିଲା😂
Ame padhhichu, 2009 masihare
Saare sabu thik j sabu gareeb loka pau nahanti, jaumane karmi semane pauchanti
🙏🏼aba bi achhi 7th class ra
But Lord J is silent
😂😂😂
😂😂a😂
ତୁମକୁ ମିଳୁ ନାହିଁ ସେଇଠି ପାଇଁ ।
ସୁନ୍ଦର ପରିକଳ୍ପନା
Ati.Sundar katha🌹🎉❤💙🌺🌺🚩
ବହୁତ ସୁନ୍ଦର ମତାମତ। ପୁରା ଠିକ୍ କଥା।🙏🙏🙏👌👍
ବହୁତ ସୁନ୍ଦର ଉପ୍ଥାପନା । ନିରାଟ ସତ୍ୟ କଥା।
ଆଉ ଶିଳପାନୁଷ୍ଠାନଗୁଡ଼ିକୁ ଦିଆ ଯାଉଥିବା କୋଟି
କୋଟି ଟଙ୍କା ଛାଡ଼, ରିହାତି, କିମ୍ବା ସହାୟତା କୁ
କଣ କହିବେ, ସରକାର ଯଦି ଜାତି ଧର୍ମ ବର୍ଣ୍ଣ କୁ ସମ୍ପ୍ରଦାୟ କୁ ନେଇ ରାଜନୀତି କରିବେ, ଶିଳ୍ପାୟନ କୁ ଗୁରୁତ୍ଵ ନାହିଁ ଫଳ ରେ ଲୋକଙ୍କୁ କାମ ମିଳୁନି, ଯାହା ବି ସରକାରି ଉଦ୍ୟୋଗ ଥିଲ ସବୁ ଘରୋଇକରଣ, ଆଉ ସ୍ଵଚ୍ଛଳବର୍ଗ ଙ୍କ ଉଦ୍ଭଟ ଚିନ୍ତା, ଶିଳ୍ପ ହେଲେ ବିରୋଧ କରିବେ ପରିବେଶ ପ୍ରଦ୍ୟୁଷଣ, ଜଙ୍ଗଲ ଜମି, ପାନ, ଧାନ, ମୀନ
ସମ୍ପୁର୍ଣ୍ଣ ଏକମତ । 👋👋👋👋👋👋
ଧନ୍ୟବାଦ୍ ସାର୍ ପିଲା ଦିନର ଗପଟି ମନେପଡ଼ିଗଲl🙏
ସତ କଥା କହି ଲ sir
ବହୁତ ବଢିଆ , ଧନ୍ୟବାଦ ଆଜ୍ଞା !
ସୁନ୍ଦର ସମନୋୟ ପୁରୁଣା ଏବଂ ନୁଆ ସମାଜ ର ଚଲନି
ଜୟ ଜଗନ୍ନାଥ🙏🙏,,,ବହୁତ୍ ଭଲ କଥା ଟେ କହିଲେ sir🙏🙏
ବହୁତ ବହୁତ ଧନ୍ୟବାଦ ସାର
ସୁନ୍ଦର ଉପସ୍ଥାପନା sir 🙏🙏🙏
Dhanyawaad Sir. Bahut sunder.
ଭଲ
Sir bahut bada kathati kahile bahut dhanyavad
Sir 🙏🙏bahut sundar
Jay shree jagannath 🙏🌺🙏thanks sir 🙏
Ati sundar
ଠିକ୍ କହିଛନ୍ତି ଆଜ୍ଞା । ମାଡ଼ହାଣ୍ଡି ଯୋଜନା ଆମପାଇଁ ନିହାତି ଦରକାର । ନହେଲେ ଆମେ ସମସ୍ତେ ଅଳସୁଆ ହୋଇଯିବା । ଖୁବ୍ ସୁନ୍ଦର କଥା । ପ୍ରଣାମ
Baishnab Sir nka katha khub bhalo lage.
ସାର୍ ନମସ୍କାର,
ବହୁତ ଭଲ ଲାଗିଲା,
ଆଜି କାଲି ଆପଣଙ୍କ ଏପିସୋଡ଼୍ ବହୁତ କମ ଆସୁଛି
ବ୍ରାହ୍ମଣ ସବୁବେଳେ ଗରୀବ। ଆଉ ଏହି ସଂରକ୍ଷଣ ଯୋଜନା ଦ୍ବାରା ବ୍ରାହ୍ମଣମାନେ ହିଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ମାତ୍ର ଏବେ ମଧ୍ୟ ପୂଜା ଉପଲକ୍ଷେ ବ୍ରାହ୍ମଣ ହିଁ ଖୋଜା ହେଉଛନ୍ତି। ହେଲେ ଶୁଦ୍ଧ ଭାବରେ ମନ୍ତ୍ର ପଢ଼ି ପୂଜାର୍ଚ୍ଚନା କରିବା ବ୍ରାହ୍ମଣ ବିରଳ । ସେଥିପାଇଁ ମଧ୍ୟ ମାଡ଼ ହାଣ୍ଡି ଆବଶ୍ୟକ।
ଧନ୍ୟବାଦ।
You are right sir
Bahut vala discussion
ସତ ସତ।
ମାଗଣା ଖିଆ ଯୋଜନା V/S ମାଡ଼ ହାଣ୍ଡି ଯୋଜନା। ମାଗଣା ଯୋଜନା ରାଜନୀତି ରେ ଗୋଟେ ପରମ୍ପରା ପାଲଟିଗଲାଣି। ଆପଣଙ୍କ *କଥାର ଚିମୁଟା* ଯୋଜନକାରୀଙ୍କୁ କେତେ ବାଜିବ କେଜାଣି କିନ୍ତୁ ମାଗଣା ଖିଆଙ୍କୁ ନିଶ୍ଚୟ ବାଧିବ।
ଉପସ୍ଥାପନା ଚମତ୍କାର।🎉🎉🎉