ବାହା ହେଇଗଲେ କି ଲବ ହାଁସଦା ||

Поділитися
Вставка
  • Опубліковано 20 вер 2024
  • ବାହା ହେଇଗଲେ କି ଲବ ହାଁସଦା || #mutraveller
    FOLLOW US ON:
    facebook:
    fb.watch/oj8zr...
    Instagram:
    / laba_hansda

КОМЕНТАРІ • 1,6 тис.

  • @kinaramsingh7905
    @kinaramsingh7905 10 місяців тому +679

    ଲବ ଭାଇଙ୍କର ଓଡ଼ିଆ ମୟୂରଭଞ୍ଜିଆ ଭାଷା ଶୁଣି ଯେଉଁ ମାନଙ୍କୁ ମଜା ଲାଗିଲା ସେମାନେ ଏଠାରେ ଲାଇକ୍ କରନ୍ତୁ❤❤

    • @sushantnayak6264
      @sushantnayak6264 10 місяців тому +1

    • @dnamit891
      @dnamit891 10 місяців тому

      Mu bi Mayurbhanj ro chhua
      Laba bhai nko vlogs dekhi mubi vlogging start korichhi mo chanel ku jaiki dekhi paribe video volo lagile gote comment kori debe❤
      Thanks you

    • @dnamit891
      @dnamit891 10 місяців тому

      ua-cam.com/video/JE7diTZ5NHU/v-deo.html

    • @smartshankaroffical
      @smartshankaroffical 10 місяців тому +2

      Bhala 😊

    • @BikashKumar-ec2kh
      @BikashKumar-ec2kh 10 місяців тому

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @rakeshkumarlenka1763
    @rakeshkumarlenka1763 10 місяців тому +34

    ଭାଇ ତମେ ବୋହୁତ ଲକି ଆଉ ବୋହୁତ ଭାଗୀୟ ବାନ ବି ତମେ ସବୁ ବେଳେ ଏମିତି ଖୁସି ରେ ରୁହ ଲବ୍ ଭାଇ ଙ୍କ ଗୋଟେ ଗୋଟେ ଲାଇକ କର ଜୟ ଜଗନ୍ନାଥ 🙏♥️

  • @ayushnayaktukunu6787
    @ayushnayaktukunu6787 10 місяців тому +301

    ଲବ ଭାଇ ଙ୍କୁ ମୟୁରଭଞ୍ଜ ମହଉତ୍ସବ ରେ ସମ୍ମାନ କରିଲେ ଯୋଉ ମାନେ ଖୁସି like କରନ୍ତୁ ❤️

  • @rameshmunda860
    @rameshmunda860 10 місяців тому +281

    ଶ୍ରୀଲଙ୍କା vlog ଦେଖିବା ପାଇଁ କିଏ କିଏ ରାଜି ଅଛ, ଗୋଟେ ଗୋଟେ ଲାଇକ କରନ୍ତୁ

    • @BikashKumar-ec2kh
      @BikashKumar-ec2kh 10 місяців тому +1

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @suryaranjanmishra7769
    @suryaranjanmishra7769 8 місяців тому +8

    ଭାଇ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା

  • @bajuramsamad9009
    @bajuramsamad9009 10 місяців тому +17

    ଭାଇ ଠାକୁରମୁଣ୍ଡା ରୁ ଶରତ, ପଦ୍ମପୋଖରୀ,କପ୍ତିପଦା,ଉଦଳା ଦେଇ ବାରିପଦା ଟ୍ରାଭେଲ ହଉ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @itssangramvlogs952
    @itssangramvlogs952 10 місяців тому +395

    ଚାଇନା ବ୍ଲୋଗ୍ସ ପାଇଁ କେଉଁ କେଉଁ ମନେ ଚାହୁଁଚ ଗୋଟେ 👍🏻 Like କର. 🩷

    • @BikashKumar-ec2kh
      @BikashKumar-ec2kh 10 місяців тому

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @saanvi-ys5ee
    @saanvi-ys5ee 10 місяців тому +11

    ହାଇଦ୍ରାବାଦ ରୁ ଲବ ଭାଇ ର ଭିଡିଓ କିଏ କିଏ ଦେଖୁଛ ଗୋଟେ ଲାଇକ କର.... Best of luck lava Bhai ur next journy

    • @nb_sahil_edits
      @nb_sahil_edits 10 місяців тому +1

      Me❤😂

    • @BikashKumar-ec2kh
      @BikashKumar-ec2kh 10 місяців тому

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @sarojnaik
    @sarojnaik 10 місяців тому +28

    ଆଦିବାସୀ ଆମେ ଯାହାକୁ ଆମେ କହୁ ଆମେ ନିହାତି କରୁ.i thank you sir

  • @akshyasahu4335
    @akshyasahu4335 10 місяців тому +42

    ହନିମୁନ ର ଲାଗି ହେନେ ଗୁଆ ଯିବାର କି ଦରକାର ହୋ, ହେନେ ମୟୁରଭଞ୍ଜ ରେ ପାହାଡ଼ ପର୍ବତ ର କିସ ଅଭାବ ଅଚି ଯେ😃ହାଣ୍ଡିଆ ଆରୁ ରସି ଟିକେ ମାରିନେମ ଇ ଠାନେ ବି ଗୋଆ 🎻❤️🎻

  • @bikashbasantadas6767
    @bikashbasantadas6767 10 місяців тому +18

    ସବୁ କିଛି ତ' ଠିକଠାକ ଅଛି । ଗାଳି କ'ଣ ପାଇଁ କିଏ ଦବ !!!!! ଆଉ ଗୋଟେ କଥା । ଜୀବନର ସବୁ ମୁହୂର୍ତ୍ତକୁ ଦେଖିବା କଥା । ଖାଲି ସିନେମାଟିକ ଭିଡିଓ ଦେଖିଲେ ତ' ହବନି ! ଠିକ ବାଟରେ ତମେ । carry on.

  • @uneditography6466
    @uneditography6466 10 місяців тому +16

    ସମସ୍ତଙ୍କ ମାମୁଁ ଘରେ ସେମିତି ନଥାନ୍ତି ଲବ ଭାଇ।।।।।।❤❤❤😢

    • @BikashKumar-ec2kh
      @BikashKumar-ec2kh 10 місяців тому +1

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @namasteodishavlogs
    @namasteodishavlogs 10 місяців тому +66

    ଲାଉ, ବୈତାଳୁ, ମୂଳା, ସଜନା ସବୁ ଶାଗ ପ୍ରିୟ ମୟୁରଭଞ୍ଜର ❤ଜୟ ମୟୁରଭଞ୍ଜ

  • @rzofficial0.9
    @rzofficial0.9 10 місяців тому +7

    ଭାଇ ଆମେ ଠାକୁରମୁଣ୍ଡା ପିଲା ❤️ Love you laba bhai

  • @user-rz2cq4gu3h
    @user-rz2cq4gu3h 10 місяців тому +34

    ମୁଁ ଭାଵି ନେଇଥିଲି ଲଵ ଭାଇ ବାହା ହେଇଗଲେ ଵୋଲି 😄 ଲବ ଭାଇ ଆପଣଙ୍କର ଵାହାଘର ବେଳେ ଆମକୁ ଜଣେଇବେ ❣️

  • @odiatraveler6630
    @odiatraveler6630 10 місяців тому +13

    ଛୋଟୁ ଲୋହାର ଭାଇ ❤❤ ଲବ ଭାଇ ❤❤❤

  • @itssangramvlogs952
    @itssangramvlogs952 10 місяців тому +140

    ଲବ ଭାଇ ଜଲଦି ବାହାହୁଅନ୍ତୁ କିଏ କିଏ ଚାହୁଁଚ ଗୋଟେ Like 👍🏻 କର .❤

  • @JAYASENGUNTHA1439
    @JAYASENGUNTHA1439 10 місяців тому +4

    ଭାଇ ଗୋଟିଏ ବଢ଼ିଆ logic କଥା କହିଲେ ପରିଶ୍ରମ କର ଆଉ ପରିଶ୍ରମ କଲେ ଯୋଉ ଝାଲ ବାହାରେ ସେଇ ଝାଲ ହିଁ ଗାଧୁଆ ପାଣି 🙏🙏🙏🙏👌👌👌👌👍👍👍♥️♥️♥️♥️U both..... 💞💞💞💞

  • @tmb4974
    @tmb4974 10 місяців тому +119

    ଲବ ଭାଈ 2024ରେ ପ୍ରଧାନ ମନ୍ତୀ ହେଉ କିଏ କିଏ ଚାହୁଛ likeକର।

    • @saritabehera9671
      @saritabehera9671 10 місяців тому +1

      Au kn na ...sabu ST jadi centre re rahibe ...au state re kia rahibe

    • @hearthunter3223
      @hearthunter3223 10 місяців тому +1

      Laba bhai ro age heinai PM heba pain

    • @raghuhembram6989
      @raghuhembram6989 10 місяців тому

      Mu

    • @bhshotff143
      @bhshotff143 10 місяців тому

      Are bhai ... 😂

    • @srutiranjansabut_official09
      @srutiranjansabut_official09 10 місяців тому

      Are Bhai Jadi Vlogger Mane Jadi Sabu Pm Hebe Tahale Ta Mu Mukhyamantri Hebi 😂😂😂 Bhai No Logic

  • @WilliamBhuyan143
    @WilliamBhuyan143 7 місяців тому +2

    Thank you ଭାଇ ସତରେ ବାହା ହେଲ କି ଭାଉଜ ଭଲ ଅଛି

  • @ashrankandulana6233
    @ashrankandulana6233 10 місяців тому +133

    ଲଵ ଭାଇଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନାୟକ ଭାବେ ସ୍ଥାନ ମିଳୁ କେଉଁମାନେ ଚାହୁଁଛ like କର।

    • @BikashKumar-ec2kh
      @BikashKumar-ec2kh 10 місяців тому

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

    • @lio_shaan
      @lio_shaan 10 місяців тому

      😂😂😂😂

    • @tulasidasramthakurmunda3664
      @tulasidasramthakurmunda3664 10 місяців тому

      Mamu Ghar kouthi

  • @underwatercreator
    @underwatercreator 10 місяців тому +8

    🥰🥰🥰ମୋତେ ଯାହା ଲାଗୁଚି ଲବ ଭାଈ ବାହା ହେଇ ନାହାଁନ୍ତି ଏଇଟା ଗୋଟେ ଆଲବମ୍ ସୁଟିଙ୍ଗ ସମୟର କଷ୍ଟୁମ୍ ବା ସିନ୍ 🥰🥰🥰

  • @Itishreevlog-mt3jp
    @Itishreevlog-mt3jp 10 місяців тому +265

    Happy married life and congratulations my favourite youtuber bhai 🥳🥳🥳🥳🥳

    • @Itishreevlog-mt3jp
      @Itishreevlog-mt3jp 10 місяців тому

      ​@@TanujPradhan-su8bhhn🥳🥳

    • @pinakahans8897
      @pinakahans8897 10 місяців тому

      ​@@TanujPradhan-su8bhnoo new music video asu6i ..

    • @RKAnitajourney
      @RKAnitajourney 10 місяців тому

      Full video dekhichha ti sister 😂😊😅

    • @Itishreevlog-mt3jp
      @Itishreevlog-mt3jp 10 місяців тому

      ​@@RKAnitajourney naa skip Kari Kari dekhi chhi ete long vedeo full dekhile mo mb sari jibaninaa 🤣😂😂😂

    • @arotitudu5536
      @arotitudu5536 10 місяців тому +1

      Mu bi khae baitalu sago au sojons sago

  • @kunukumarhembram5973
    @kunukumarhembram5973 8 місяців тому +2

    aadi napay ge video. Dada dekha ke aabin R munga alla ge sibil aa.. Thanks🙏🙏🙏🙏

  • @binodkumar8632
    @binodkumar8632 10 місяців тому +13

    ଭାଇ ରେ ତମେ ତ ଝଟକା୍ ଦେଇଦେଲ ଭାବିଲି ଏମିତି କାଇଁ କଲେ ଲବ୍ ଭାଇ 😂😂

  • @lalitmunduri1831
    @lalitmunduri1831 10 місяців тому +6

    ଲବ ଭାଈ ମୁଁ ଠାକୁର ମୁଣ୍ଡା ରୁ coment କରୁଛି ଆମ ଗାଁ କୁ ଆସିଥିବା ରୁ ବହୁତ୍ ଖୁସି your subscriber I am

  • @priyameher2320
    @priyameher2320 10 місяців тому +4

    Haha mu 1st dekhiki shock heithili vdo dekhi janili😊 Mast heichi vdo bhai keep growing ❤

  • @KanhasingKanha
    @KanhasingKanha 10 місяців тому +12

    ଭାଇ କଣ କଲ❤❤❤ ମୋ ହିରଇନ୍ କୁ ବାହା ହେଇ ଗୋଲ😢😢😂😂😂😂😂😅

  • @HaldharBhatra-bo9hh
    @HaldharBhatra-bo9hh 10 місяців тому +10

    ଲଵ ଭାଇ ବାଉଜ ବଢ଼ିଆ ହଇଛି ❤❤

  • @moheshwarsabar744
    @moheshwarsabar744 10 місяців тому +3

    Congratulations 🎉 lobo bhai happy marriage life bhoji kebe debo 😂😂😂

  • @Krishnamusic112
    @Krishnamusic112 10 місяців тому +61

    କେଉଁ ମାନେ ଚାହୁଁଚ 2023 ପୁର୍ବରୁ ଲବ ଭାଇ ଙ୍କର ୧ million Subscribers ହେଇଯାଉ ❤❤❤

  • @subhamodiavolgs5100
    @subhamodiavolgs5100 10 місяців тому +4

    ଭାଇ ଭିଡ଼ିଓ staringi ରେ ବା ଆନନ୍ଦପୁର ଖାଇ ସାରି ବାରେ ଗାଡ଼ି ରେ ବସି ସାରିବା ରେ ଯେଉଁ କଥା ବା ତମ ମୟୂରଭଞ୍ଜ କଥା ଗୁଡାକ ମତେ ବହୁତ ବହୁତ ଭଲଲାଗିଲା? ଭାଇ ଆଉ ଗୋଟିଏ କଥା ତମେ ଭାଇ ଚମେକେଇଦେଲ ନାଁ କଣ ଭିଡ଼ିଓ ଥ୍ୟାମେଲି ଦେଖୀ ମୁଁ ପୂରା ଚମକି ପଡିଲି ତାପରେ ମୁଁ ଭାବିଲି ଯଦି ଭାଇ ବାହାହୋଇଥାନ୍ତେ?ନିହାତି vlogs ରେ ଆମ ସମସ୍ତଙ୍କୁ ଜଣେଇ ଥାନ୍ତେ? ଭାଇ କିନ୍ତୁ ଭାଉଜ ବହୁତ ସୁନ୍ଦର ଦେଖା ଯାଉଛନ୍ତି ସତରେ ତମ ଦିଇ ଜଣଙ୍କ ଜୋଡି ବହୁତ ବହୁତ ସୁନ୍ଦର ଥିଲା 👌 very very nice judi ?ତମ ଦୁଇ ଜଣଙ୍କ ଏଇ ଭଳି ବର ଏବଂ କନ୍ୟା ଗେଟପ ଦେଖୀ କି ମୁଁ ପୂରା ବହୁତ ବହୁତ ଖୁସି ହୋଇ ଜାଇଥୀଲି?ରହିଲି ମୋ ମନ ରେ ଯାହା ଥୀଲା କହିଦେଲି ଯଦି କିଛି ଭୁଲ୍ କହିଥାଏ କ୍ଷମା କରିଦେବ? ଭଗବାନ ତମ କୁ ଏମିତି ଖୁସି ରେ ରଖନ୍ତୁ 🙏 ଜଗନ୍ନାଥ 🙏 love you ଲବ ଭାଇ ❤️❤️

  • @chittaranjansahu8477
    @chittaranjansahu8477 10 місяців тому +24

    ଭାଇ ବାହା ହୋଇଯାଇଥିଲେ ଭଲହୋଇଥାନ୍ତା 🎉

  • @Tikilifestyle
    @Tikilifestyle 10 місяців тому +7

    ଲବ ଭାଇ regular ଭିଡ଼ିଓ ନଦେଲେ 1million kemiti complete heba December last ସୁଦ୍ଧା କିଏ କିଏ ମୋ କଥା ରେ ଏକମତ ❤ସେ like କରନ୍ତୁ 👍👍👍👍

  • @desialifestylevlog
    @desialifestylevlog 10 місяців тому +6

    ଭାଇ ତୁମ ସପ୍ନ ପୁରା ହେଇଗଲା love you bhai i miss you

  • @mdqueen6894
    @mdqueen6894 10 місяців тому +4

    ❤️❤️❤️ ମତେ ଲାଗିଲା ଯେ ମୁଁ 2 ମାସ video ଦେଖିଳିନି ବୋଲି ସତରେ ବାହା ହେଇଗଲେ ନା କଣ😁 🤭🤭😂🤣😂🤣

  • @GostiPatel-wg1zj
    @GostiPatel-wg1zj 10 місяців тому +159

    ବହୁତ ସୁନ୍ଦର ଲବ ଭାଈ ❤❤

    • @BikashKumar-ec2kh
      @BikashKumar-ec2kh 10 місяців тому

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @RMalik110
    @RMalik110 10 місяців тому +1

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏

  • @this_is_venket
    @this_is_venket 10 місяців тому +15

    କିଏ କିଛି କହିବନି ମୁ ଭାଉଜ କୁ ଦେଖିବାକୁ ଆସିଥିଲି 😂😂😂

  • @artbyrenu4287
    @artbyrenu4287 10 місяців тому +1

    Bhai bahut khusi laguchi apanka success dekhiki....agaku emiti bahut success labha karantu....sabu bele bhagawan apanku emiti khusire rakhantu🥰🥰🥰🥰🥰🥰

  • @sambit_samal_123
    @sambit_samal_123 10 місяців тому +68

    ଯିଏ ଯିଏ କଟକ ରୁ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ଗୋଟେ ଗୋଟେ like ହେଇଯାଉ ❤❤❤

  • @Coder_Satyabrata_S
    @Coder_Satyabrata_S 9 місяців тому +5

    Congratulations and Happy Married life to both of you

  • @SUSHIL_PRADHAN999
    @SUSHIL_PRADHAN999 10 місяців тому +50

    ଯେଁଉ ମାନେ ସମ୍ବଲପର,ରେଢ଼ାଖୋଲ ରୁ ଲବ ଭାଇଙ୍କ ଭିଡ଼ିଓ ଦେଖିଛନ ଲାଇକ୍ ହେଇ ଯାଉ ।।

  • @IswarIawar
    @IswarIawar 7 місяців тому +2

    ଲଭ ଭାଇ ସତରେ ଭାହା ହଇଗଲକି 😂😂😂😂😮😮😮😮🎉🎉😂❤

  • @PunaPunasingh
    @PunaPunasingh 10 місяців тому +10

    Bhaujo pain gote like hou

  • @laxmiramhansda2521
    @laxmiramhansda2521 10 місяців тому +15

    Congratulations Laba Da..🎉🎉My Favourite international UA-cam Hero❤❤

  • @M.rprinceBoy341-gg4xe
    @M.rprinceBoy341-gg4xe 10 місяців тому +12

    Khusire ruho bhai.bhaujo ❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @granjansanu9369
    @granjansanu9369 10 місяців тому +8

    ଭାଈ ମୋ ଘର ଠାକୁରମୁଣ୍ଡା କେତେ ବେଳେ ଗୋଲ ମୁଁ ଜାଣି ପାରିଲିନି 😢😢

  • @Bhimhembrom
    @Bhimhembrom 10 місяців тому +70

    CONGRATULATIONS LABA HANSDAH BABU FOR SUCCESS OF YOURS MARRIAGE LIFE NEW ALBUM.

    • @BikashKumar-ec2kh
      @BikashKumar-ec2kh 10 місяців тому +1

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

  • @kiskuraj1737
    @kiskuraj1737 10 місяців тому +5

    ଭାଇ ତମେ ଆମ ଗାଁ କୁ ଆସିଥିଲ
    ମୁଁ ବିଶ୍ୱାସ କରି ପାରୁନ ଥିଲି ତମେ ଆସିଲ ଭଲ ଦେଖି କି ଗଲ 😘😘😘 😃😃😃😃😃

  • @prabhatikishan92
    @prabhatikishan92 10 місяців тому +6

    Jou mane Sunder garh ru dekhuchha plz laba bhai nku like and support karo ❤❤🎉🎉💫💫❤😍😍

  • @SUJAYA187
    @SUJAYA187 10 місяців тому +13

    ଭାଈ କିଏ କିଏ ମୟୂରଭଞ୍ଜ ra ଉତ୍ସଵ ଭିଡିଓ ଦେଖିବା ପାଇଁ wait କରି ଛ like କର......❤

  • @pintuvillagetour
    @pintuvillagetour 10 місяців тому +12

    ଭାଇ ଯାହା ହେଉଛି ହଉ , ଭାଉଜଙ୍କୁ ଆଣିଲ ଅଭିନନ୍ଦନ 💐💐❤❤❤❤
    ବୈବାହିକ ଜୀବନ ସୁଖ ଶାନ୍ତିରେ ଭରିଯାଉ .. ଏକା ଥରେ ବାପା ହୋଇଯାଅ 😀🤣😂🤪

  • @ajitkumarbarda7986
    @ajitkumarbarda7986 9 місяців тому +1

    Thank you mere chote Bhai,or ap dono khus rhe

  • @krglbskeyjbkz1004
    @krglbskeyjbkz1004 10 місяців тому +23

    ଆମେ ଆଶିର୍ବାଦ କରୁଛୁ ଆପଣଙ୍କ ଦମ୍ପତି ଜୀବନ ସୁଖମୟ ହେଉ 🙏🏻🙏🏻🙏🏻🤣🤣🤣🤣🤣🤣

    • @silverdevil7407
      @silverdevil7407 10 місяців тому

      ମା ଗିହା ହୋନିମୁନ trip ପାଇଁ ସିଙ୍ଗାପୁର ticket କରିଦେ 👍

  • @jayhindvlogs5512
    @jayhindvlogs5512 10 місяців тому +2

    ଲବଭାଇ ମୟୁରଭନ୍ଜିଆ କଥା ମସ୍ତ ଲାଗୁଚି

  • @user-gn6cz8vz1r
    @user-gn6cz8vz1r 10 місяців тому +4

    Bhai ki jodi pura mast heichi😊😊😊😊😊

  • @kanhucharanbehera2130
    @kanhucharanbehera2130 9 місяців тому

    Laba bhai mu Bramhapur, ganjam ru tama vdo sabu dekhe..khushi lage ama odiya pila te amiti bhinna bhinna desha ku jai amaku semananka culture au life style dekhaucha sethi pai love u bhai... Au tama gaon ru hni Mo school teacher Bodan hansda achanti tanka family ku nei Abe recently news viral haithila apana janithibe

  • @akashatoppo9500
    @akashatoppo9500 10 місяців тому +11

    ଲବ ଭାଇ ଭାଉଜକୁ ତମେ ସତରେ ବାହା ହୋଇଯାଅ ଭଲ ହେବ 👌👌

  • @some-yo-deep
    @some-yo-deep 9 місяців тому +1

    Chotu Lohar bhai, seeing you after so long, a huge fan since DID. #JALWA keep growing bhai ❤

  • @MK.ManojKumar-o7o
    @MK.ManojKumar-o7o 10 місяців тому +17

    ଭାଇ ଜୟ ଜଗନ୍ନାଥ

  • @sni183
    @sni183 10 місяців тому

    Bhai emiti amor desi language bi majhire majhire kahu thi bo bhai maja lagi bo❤

  • @padu193
    @padu193 10 місяців тому +22

    ବହୁତ ସୁନ୍ଦର ହେଇଛି ଲବ ଭାଈ ❤❤❤

  • @DASVIDEOJITU
    @DASVIDEOJITU 10 місяців тому +152

    ଯଉ ମାନେ ଲଭ ଭାଇ ଙ୍କୁ ବ୍ରହ୍ମପୁର ରେ ଦେଖୁଛ ସେହି ଭାଇ ମାନେ ଲଭ ଭାଇ ଙ୍କୁ ତରପ୍ ଗଟେ like କର ଭାଇ କୁ support କର plz

  • @mamuninaik-pv2ps
    @mamuninaik-pv2ps 10 місяців тому

    Thank u.... Bhai tumke muin bahut bahut bhal pain.... Satre time mast video karu6a....tume Amar anandapure asi6a love you bhai

  • @Sujitartwork_
    @Sujitartwork_ 10 місяців тому +49

    Happy married life ❤🎉

  • @imanmallickofficials
    @imanmallickofficials 10 місяців тому +1

    Congratulations ଲବ ଭାଇ ସବୁବେଳେ ଖୁସି ରୁହ ❤❤❤❤❤❤❤❤

  • @RUSH-CREATION-2.0
    @RUSH-CREATION-2.0 10 місяців тому +17

    HAPPY MARRIAGE LIFE LABA BHAI ❤🎉

  • @dayanidhimajhi3375
    @dayanidhimajhi3375 10 місяців тому +1

    Most humble person in the human being.

  • @MuVloggerk
    @MuVloggerk 10 місяців тому +31

    ଭାଇ ଭାଉଜ ସୁନ୍ଦର ହେଇଛି, Mariage is honorable among all...😂😂😅😅😅

  • @swarnapravanayak9460
    @swarnapravanayak9460 10 місяців тому

    Love from anandapur bro❤, bhai tama video bahut bhala lage😍jaganath always blessed you 🙏

  • @RaniPari-jt5rl
    @RaniPari-jt5rl 10 місяців тому +624

    ଭାଈ ମୁଁ ପ୍ରଥମେ ଲାଇକ କରିଲି❤❤❤😂😂😂

  • @sunilofficialvlogs4920
    @sunilofficialvlogs4920 10 місяців тому +1

    Happy marriage life Labha bhai...big . Congratulations 🎊🎊🎊🎉🎉🎉happy life

  • @itssangramvlogs952
    @itssangramvlogs952 10 місяців тому +8

    Happy Married Life 💞 Laba Bhai 🥰

  • @dgbabucreation6869
    @dgbabucreation6869 10 місяців тому

    First time tama video re mote aji bahut hasa lagila re bhai😅😅😅😂😂❤❤❤

  • @bachelorboy2547
    @bachelorboy2547 10 місяців тому +26

    Congratulations 🎉👏👏
    Happy Marriage Life
    ❤❤❤

  • @skmc_production
    @skmc_production 10 місяців тому

    Laba Bhai Karanjia Chandrabati Hotel re Khai dekhontu Bohut bholo lagibo......odisha sara bulile b taha pai paribeni....❤ Very nice Vlog Video Laba Dada... Johar ge Dada🙏

  • @durjyasanta8223
    @durjyasanta8223 10 місяців тому +6

    Super jodi 🎉🎉🎉

  • @rabinmurmu4359
    @rabinmurmu4359 10 місяців тому

    11:34 bhai ମୁଁ ନାଉ ଶାଗ ଖାଇ ଖାଇ video ଦେଖୁ ଥିଲି । I really like it 😊

  • @k.bhagaban6952
    @k.bhagaban6952 10 місяців тому +4

    Happy Married life Both of You

  • @MamuBhanja258
    @MamuBhanja258 8 місяців тому

    Laba bhai kebe asucha amo Jashi pur ku laba bhai tuma marriage video bahuta vala hechi very Beautiful❤❤

  • @Roseshrt_024
    @Roseshrt_024 10 місяців тому +13

    I know fake marriage aeta actually album shooting thibo😂😂😂❤❤❤❤❤

  • @mathhungry7520
    @mathhungry7520 8 місяців тому

    I am from joshipur, mayurbhanj. I demand rasgola sweets from Lava babu for his marriage.I eagerly waiting for it.

  • @bahabhawarproductions8234
    @bahabhawarproductions8234 10 місяців тому +19

    Beautiful👍

  • @gopinathmajhi4254
    @gopinathmajhi4254 10 місяців тому +1

    Are bhai Pura Funny video ❤❤❤❤❤😊😊❤😊❤

  • @RaniPari-jt5rl
    @RaniPari-jt5rl 10 місяців тому +10

    ଭାଈ ଭୁଲ୍ ରେ ପାଣ୍ଡା 🐼 କହୁଛ ସେ ଭାଈ ପ୍ରକୁତ ରେ କୁଭ କ୍ରନ୍ 😂😂😂😊😊😊

  • @avilashmohanty9071
    @avilashmohanty9071 10 місяців тому

    Great great great bhai ❤❤❤❤❤
    Super bhai.....
    🙏🙏Jay Jagannath🙏🙏

  • @user-py6ig1mj7r
    @user-py6ig1mj7r 10 місяців тому +14

    Bhai re mnu ta bhabi deithili laba Bhai ra jiban barbaad heigala bodhe 😂😂😂

  • @Roshan_N61
    @Roshan_N61 10 місяців тому

    bhasha to smjh nhi aya pr lobo sir ka video dekhna hai to dekhana hai
    chahe kuch bhi ho 😅❤❤
    love you lobo da

  • @teresatarahansda
    @teresatarahansda 10 місяців тому +44

    Happy married life bro,,, and congratulations to both of you and God bless you for ever. 🙏🙏🙏 but I'm not understand your language😂🎉🥳

    • @BikashKumar-ec2kh
      @BikashKumar-ec2kh 10 місяців тому

      New Odia vlog link ଲବ ଭାଇଙ୍କ ପାଇଁ - ua-cam.com/video/MUrkAPcWJ9I/v-deo.htmlsi=Kgx_-9Sr-OlGaPEo

    • @swatisoren7735
      @swatisoren7735 10 місяців тому +2

      It's not real marriage... Only for acting

    • @ChandanDash-qh2wp
      @ChandanDash-qh2wp 9 місяців тому

      Mam where are you from please

    • @ChandanDash-qh2wp
      @ChandanDash-qh2wp 9 місяців тому

      Mam where are you from please

    • @ChandanDash-qh2wp
      @ChandanDash-qh2wp 9 місяців тому

      Mam where are you from please

  • @jituMajhi-bv6gf
    @jituMajhi-bv6gf 10 місяців тому

    Bahut sundar laba bhai❤you are
    Happy anjy😅👌👌👌❤

  • @ijpatamofficial
    @ijpatamofficial 10 місяців тому +4

    Happy married life 🎉 Labo da😊😊

  • @saratrout2305
    @saratrout2305 10 місяців тому +1

    Congratulations happy marriage life ❤God bless both Jay.jagannath

  • @SandipOram-d8u
    @SandipOram-d8u 10 місяців тому

    Tama vedio ku Waiting bhai❤ love form rourkela

  • @smcreation9966
    @smcreation9966 10 місяців тому +5

    Super jodi

  • @IshaniMultiple
    @IshaniMultiple 2 місяці тому

    Apananka video bahut vala laguchhi bhai

  • @sabarbabuofficial5818
    @sabarbabuofficial5818 10 місяців тому +20

    କଳାହାଣ୍ଡିରୁ କିଏ କିଏ ଦେଖୁଚ like please 🙏🙏

    • @seetaseeta113
      @seetaseeta113 10 місяців тому +1

      ମୁଁଇ ବି ଅଛେ ଭାଇ କଳାହାଣ୍ଡି ର

    • @sabarbabuofficial5818
      @sabarbabuofficial5818 10 місяців тому

      ହଁ reply ଦେଇଥିବାରୁ ଧନ୍ୟବାଦ୍

  • @budhuramsingh6452
    @budhuramsingh6452 10 місяців тому

    Baha hei jao Bhai jodi bohut sundor heichhi🎉🎉

  • @abinashbading2011
    @abinashbading2011 10 місяців тому +4

    Happy marriage 🎇 life 🧬 congratulations 🎉🎉

  • @munahembram9610
    @munahembram9610 10 місяців тому

    LABA BHAI ro Fast Music Vedio Dekhibaku Kiye-Kiye Exited Ochho... 👍👍👍