ମଣିଷ ମାନେ ସହର ସୃଷ୍ଟି କରିଛନ୍ତି, କିନ୍ତୁ ଭଗବାନ ଗାଁ ସୃଷ୍ଟି କରିଛି। This the exemplary Life style of small village . thankyou loba bhai .. ମାଡ଼ି ଚାଲ ଭାଇ .....
Sabuthu khusi lagila mote....jetebele tanka bapa kahile....Opppoma.....au janini kan pain mo akhi re luha asigala.....Satare....Kahaku bi jealous feel haunathiba Tama ku dekhi ki Tama income ku dekhi....Bahut sundar....Laba Bhai
Bhai tama video dekhiba paain mote 1:30 minit lagigala because mo data sarijaithila rahi rahiki chaluthila kintu bhal lagila pura dekhiki love bhai bdk
Mora state govt ku etiki request ki lab bhai hard work & tankr family ku plz kichi support diantu & god bless you lab bhai.....jie mo comments ku dekhuchi gote like au comments diantu ❤
Laba daa is the odisha bear Grylls 👍👍👍👍 jia ki out of the country jai senar culture aau adventure k ame show karu6n....such a great job Laba daa....we proud of u
Vai apanka vedio dekhe but kebe cmnt kareni..apananka vedio to bhala lage kintu ajira vedio ti ete hrudaysparshi lagila seita explain v karihebeni.. Lokonka katha ku manaku na nei apanka karma karantu. Apana nichita safalatara sishare pahanchibe eita mora self cmnt..apanku dekhile ferl hua ki apananka manabikata au hrudayara transferncy kete.. Au samastanka hrudaya ra katha bujhiparuthiba jane nijara boli..thanks vai fr ur dedication towards odisha.
Jay Jagannath brother, I have seen your home Village life & family also. It is very impressive & heart touching memory. God may bless you & best of luck for next visit of Indonesia country. Always making of all videos are hard labour basis. Thank you brother.
Tamara jau kama adhura rahichi sei kama bhalare bhalare heijau mu prathana karuchi tame emiti sabubele ghara lokanku khusi re rakha aau nijebi khusire ruha 🥰❤❤
Finally meet my family 😢😢
Bhai ama vagya re nahi tuma ku dekhiba,, Bhadrak kebe asucha kuha 🎉😮❤
ଭାଇ ତୁମକୁ ଜଗନ୍ନାଥ ଭଲରେ ରଖନ୍ତୁ
Bhai first like
ଭାଇ ତୁମକୁ ଓଡ଼ିଶାରେ ଦେଖି ବହୁତ୍ ଖୁସି ଲାଗିଲା 👍
ଭାଇ ଆନନ୍ଦପୁର ଆସନ୍ତୁ
କିଏ କିଏ ଚାହୁଁଛ ଭାଇ ଙ୍କର ୨୦୨୪ ଭିତରେ 1M suscribe ହେଇଯାଉ ବୋଲି like କର ଏଠି😔🤗❤️❤️
2023 re hin hei jibo dekhibo ♥️
Bohut joldi hin hebo
2024 purboru haijibo❤❤🎉🎉🎉🎉🎉
Time Lagi Bani November re hei jiba 1m
ଭାଇ ଆଉ ରି ଭଲ କଥା ଭାଇଙ୍କର ଭିଡିଓ ଇଣ୍ଡିଆ ରେ viral ହେଇଯାଉ😘😘😘😘❤️❤️❤️❤️
ଲବ ବାବୁ ,ତୁମେ ବହୁତ ଭଲ ।କାରଣ ତୁମେ ବହୁତ ସରଳ,ନିଷ୍କପଟ ଓ ଗର୍ବ ନ ଥିବା ମଣିଷ ।ତୁମେ ନିଜର ବାସସ୍ଥାନ ଚାଳ ଘର କୁ ଦେଖାଇଛ।ତୁମେ ଚାହିଁଥିଲେ ଅନ୍ୟ କାହାର କୋଠା ଘର କୁ ଦେଖାଇ ଟାଉଟାରୀ ମାରିଥାନ୍ତ ,କିନ୍ତୁ ମୁଁ ଜାଣେ ଆଦିବାସୀ ଲୋକମାନେ ମିଛ କୁହନ୍ତି ନାହିଁ ।❤ ତେଣୁ ମୁଁ ତୁମପାଇଁ ଆନନ୍ଦିତ ।ଭଗବାନ ତୁମର ମଙ୍ଗଳ କାମନା କରନ୍ତୁ 💐👍👌
Right bro 👌👌👌
ଭାଇ ଖାଲି ଆଦିବାସୀ ନୁହେଁ❤ଆମେ ମୟୂରଭନଯିଆ ବାସି ସରଳ,ଆଉ ଆମ ମନରେ ଅହଙ୍କାର ନାହିଁ❤❤ ଗର୍ବରେ କହୁଚି ମୁଁ ମଧ୍ୟ ମୋ ମୟୂରଭଞ୍ଜ ମାଟିର ପୁଅ
@@chinmaykumarmishra2012 💐🙏👍❤️many thanks brother
ସେମାନଙ୍କୁ ଆଦିବାସୀ କହିବା ଆପଣଙ୍କ ର ଭୁଲ୍ ଥିଲା
Labo bahi phone number and karo
ଭାଇ 28ମିନିଟ୍ ରେ ପୁରା ଜୀବନ ର କାହାଣୀ ଅନୁଭବ କରିଦେଲ।❤❤❤ ଦୁଃଖ /ସୁଖ ର ସିଢ଼ି ଭାଇ ଆମର ଉଠି ଏତେ ଆଗକୁ ଆସିପାରିଛି। ଭଗଵାନ କରନ୍ତୁ ତୁମେ ଆହୁରି ଆଗକୁ ଯାଅ। ଇଏ କିଛି ନୁହଁ ଜୀବନରେ ଆଉ ଅନେକ କିଛି କରିବାର ଅଛି
ଭାଈ ଲଭ ୟୁ, ଏତେ ଦିନ ପରେ gharku ଆସିଲ, ପରିବାର ବହୁତ ଖୁସି ଦେଖିକି ମୋତେ ବି ଖୁସି ଲାଗିଲା,laba bhai ଗୋଟେ ଲାଇକ ହୋଉ,❤
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤
Mu laba bhai ku bahut bhala pae
Mu😊
Mu
Bhai mu. I Love you laba bhai❤❤❤❤
Mu b bahut bhala pae❤
ଲବ ଭାଇ ଙ୍କୁ ଆଉ ତାଙ୍କ vlog ଟା ଦେଖିଦେଲେ ଦିଲ ପୁରା ଖୁସି ହେଇଯାଉଛି ❤️😍
ମଣିଷ ମାନେ ସହର ସୃଷ୍ଟି କରିଛନ୍ତି, କିନ୍ତୁ ଭଗବାନ ଗାଁ ସୃଷ୍ଟି କରିଛି। This the exemplary Life style of small village . thankyou loba bhai .. ମାଡ଼ି ଚାଲ ଭାଇ .....
ଯାହା ହେଉ ଆମ ଭଦ୍ରକ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ❤❤❤
କେଉଁ ମାନେ ଚାହୁଁଛ ଲବ ଭାଇଙ୍କର 2023- ରୁ 2024 ପ୍ରଯନ୍ତ 2 million subscribers ହେବ 🎉Dil Se Bhai
ଲବ ଭାଇ ସମସ୍ତେ youtube ପଇସା ରେ ଘର ବନଉଛନ୍ତି ତମେ ଭି youtube ପଇସା ରେ ତାଜ୍ମହଲ ଭଳିଆ ରାଜମହଲ ବନେଇ ବ ଧନୟବାଦ୍ ଭାଇ ଜହାର ଗି ❤❤❤
ଆପଣଙ୍କ ପରିବାର ର ସମସ୍ତ ଲୋକଙ୍କୁ ଭଗବାନ ସଦାବେଲେ ହସ ଖୁସିରେ ରଖିଥାନ୍ତୁ .ଜୟ ଜଗନ୍ନାଥ..🙏🙏🙏
aasha mo pro file ku sabu dddd
ଘର ଠୁ ବାହାର ପର୍ଯନ୍ତ କେହି ନି ସ୍ୱାର୍ଥପର ନୁହନ୍ତି ହେଲେ ବି ହୃଦୟରେ ଭଲ ପାଇବା ସମସ୍ତଙ୍କର ଥାଏ ସେଥିଲାଗି ତ୍ ସଂସାର ଆଗକୁ ବଢୁଛି ଭାରି ଭଲ ଲାଗିଲା ଆଜିର ଭିଡିଓ
aasha mo pro file ku sabu 🗽🗽🗽
ଭଗବାନ ମାଆ ଆଦିଶକ୍ତି ତୁମ ପରିବାର କୁ ତୁମକୁ ସଦା ସର୍ବଦା ଖୁସି ରେ ରଖନ୍ତୁ ମଙ୍ଗଳ କରନ୍ତୁ🙏❤️🇮🇳🌺🙇😊
ସାନ ଭାଇ Mobile ମିଳିବାରୁ ମୁଁ ବହୁତ ଖୁସି congratulation bro.
ଭଗବାନ ସବୁବେଳେ ଖୁସି ରେ ରଖନ୍ତୁ bhai❤
ଭାବି ନଥିଲି ଏତେ ଲାଇକ୍ ହବ🙏
ଲବ ଭାଇଙ୍କ ମଙ୍ଗଳ ଚିନ୍ତା କରୁଥିବା ଭାଇ ଓ ଭଉଣୀ ଗୋଟେ Like 👍🏻 କରିଦିଅନ୍ତୁ. ❤️
Loba ba ba
ଲବ ଭାଇ ମୁଁ ତୁମକୁ ହୃଦୟରୁ ବହୁତ୍ ଭଲ ପାଏ.. ତୁମ ସପରିବାର ର ସମସ୍ତଙ୍କୁ ସବୁବେଳେ ଏମିତି ଖୁସି ରେ ଆଉ ଭଲରେ ରୁହନ୍ତୁ ❤❤
ଏତେ ଦିନ ପରେ ପରିବାର ସହିତ ଆଉ ସାଙ୍ଗ ମାନଙ୍କ ଏବଂ ବନ୍ଧୁଙ୍କ ସହ ସାକ୍ଷାତ ହେଲା। ଆମେ ବହୁତ ଖୁସି 🎉
କେଉଁ ମାନେ ଲବ ଭାଇଙ୍କ ସହ କଥା ହେବାକୁ ଚାହୁଁଛ ❤❤❤କର...
ସବୁ ବେଳେ ଖୁସି ରେ ରୁହ ପୁରା family ରେ ମା ମଙ୍ଗଳା ତମକୁ ଖୁସି ରେ ରଖନ୍ତୁ 🙏🙏🙏
ବହୁତ୍ ସୁନ୍ଦର ପରିବାର ଲବ ଭାଇ ❤
ଭାଇ ହସ ଦେଖିବ ତ ତମ ସାନ ଭାଇର 😀😀ତମ ପରିବାର ବହୁତ ଭଲ ଭଗବାନ ତମ ପରିବାର କୁ ଭଲରେ ରଖନ୍ତୁ 🙏🙏
Nega. Ghara. VEDIO. Sabutharu. Valalagila. Iswara. Kari. Agaku. Bada. I love. You. Hansda
Sabuthu khusi lagila mote....jetebele tanka bapa kahile....Opppoma.....au janini kan pain mo akhi re luha asigala.....Satare....Kahaku bi jealous feel haunathiba Tama ku dekhi ki Tama income ku dekhi....Bahut sundar....Laba Bhai
ଲବଭାଇ ତୁମକୁ ତୁମ ପରିବାର କୁ ପ୍ରୁଭ ଜଗନ୍ନାଥ ସବୁ ବେଳେ ଖୁସି ରେ ରଖନ୍ତୁ
ଭାଇ ଆମ ଭଦ୍ରକ ଦେଖି ବହୁତ୍ ଗର୍ବିତ ଅନୁଭବ ହଉଛି❤❤❤
ଜଗନ୍ନାଥ ପୁରା ପରିବାର କୁ ସବୁେବେଳ ଖୁସିରେ ରଖନ୍ତୁ🙏
ଭାଇ ସବୁଠୁ ଭଲ ଲାଗୁଛି ତୁମ ସାନ୍ତାଳୀ ମାନଙ୍କ guest ମାନଙ୍କୁ ସନମାନ ଦେବାର ପରମ୍ପରା.
ସାଙ୍ଗ ଭିତରେ ବୁଦ୍ଧିଆ ହେଉଛି ସବୁଠାରୁ ଭଲ ପିଲା even ଆମ school ରେ ବି ସିଏ ଶାନ୍ତ ଶିଷ୍ଠ ପିଲା❤
ଭଗବାନ ସବୁବେଳେ ତୁମ ପରିବାରକୁ ଖୁସି ରେ ରଖନ୍ତୁ love you ଲଭ ଭାଇ ❤❤❤
ଆଜି ତୁମ ମା ଥିଲେ ବହୁତ ଖୁସି ହେଇଥାନ୍ତେ 😢😊❤
Congratulations 🎉300k UA-cam family... Love you laba bhai ❤❤❤
ଲବ ଭାଇ ଆପଣଙ୍କ ବିଷୟରେ ମୁଁ ଜାଣିକି ବହୁତ ଭଲ ଲାଗିଲା, ବଢିଆ ଭାଇ ଆପଣ ବହୁତ ପ୍ରାକୃତିକ ଭାବରେ ଭିଡିଓ ଗୁଡାକୁ ତିଆରି କରୁଛନ୍ତି।❤
ତୁମକୁ ଭଗବାନ୍ ସବୁବେଳେ ଖୁସିରେ ରଖନ୍ତୁ
ଭାଇ ଭିଡ଼ିଓଟି ବହୁତ ସୁନ୍ଦର, ଆପଣଙ୍କ ପରିବାରଙ୍କୁ ପ୍ରଭୁ ଜଗନ୍ନାଥ ସଦା ସର୍ବଦା ଏମିତି ଖୁସିରେ ରଖିଥାନ୍ତୁ, ବହୁତ ସୁନ୍ଦର ପରିବାର, ସବୁଠୁ ବଢିଆ ଲାଗିଲା ସାଙ୍ଗମାନଙ୍କ ସହିତ କମିଡି l ଜୟ ଜଗନ୍ନାଥ ଭାଇ
ବହୁତ୍ ଭଲ ଲାଗିଲା ଭାଇ ତମେ ଭଲରେ ଘରେ ପହଞ୍ଚି ଗଲ
ମୁଁ ତ ତୁମ fan ହେଇଗଲି....miss u bhai
ଲବ ଭାଇଙ୍କ ପାଇଁ ଗୋଟେ Like 👍🏻 ଆସୁ. ❤️
Apnka family members samste bahut bhala..laba bhai ku bahut sneh Prema & adhara karuchhanti
ବହୁତ ସୁନ୍ଦର ତମ ପରିବାର ଭଲ ଲାଗିଲା ଭାଇ
Such a beautiful tribal tradition laba Bhai... being a tribal boy...I am extremely happy to see the vedio..❤❤❤
ବହୁତ ଦିନ ପରେ ବାପା ମାଆଙ୍କୁ ଦେଖିଲ ସେହିଟା ହିଁ ବଡ କଥା।
Tankoro maa nahanti😢😢
@@swatimohanta...2389 wow So sad😢😢😢😢😢😢😢😢😢😢
My all time favourite crab 🦀
ପ୍ରଭୁ ଜଗନ୍ନାଥ ତୁମକୁ ଓ ତୁମ ପରିବାର କୁ ଖୁସି ରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤
ଭାଈ ଭଦ୍ରକ ର କେଉଁ ଜଗାରେ ତମ ଘର ଆମ ଘର ବି ଭଦ୍ରକରେ 👍🏻👍🏻💗
ଭାଇ ତମେ ଆଗେ ଗୋଟେ କୋଠା ଘର ଟି ଏ ବନାନ୍ତୁ ❤❤❤❤❤❤love from Jagatsinghpur 😊😊😊😊😊😊😊😊 ଆପଣଙ୍କ ଘର ର ଲୋକ ମାନେ ସମସ୍ତେ ବୋହୁତ ଖୁସିରେ ରୁହନ୍ତୁ ଭଗବାନ୍ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା
ଲବ ଭାଇଙ୍କ ପରିବାର ବହୁତ ସୁଖରେ ରୁହନ୍ତୁ joy Hind 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ଭାଇ ଲେଖ ମାଇ ଲେଖିଛ
କେତେ ଖୁସି ଅଛ ଭାଇ ଘରକୁ ଆସି ଏମିତି ଖୁସିରେ ରୁହ ସବୁବେଳେ 😂😂
Tora kahibar karana bujhi hou nahi..
କି ଇଂରାଜୀ ରେ ଭାଇ ଦିଲ ଖୁସି ହେଇଗଲା😂😂🤣🤣🤣❤❤❤❤❤❤❤❤❤❤👌👌👌
ଲବ ଭାଈ ଭିଡିଓ ଟା ମୋଜ ଲାଗିଲା this is a କେରାଡି comdey ଜୟ ଶ୍ରୀ ରାମ
ଲବ ଭାଇଙ୍କ ପରିବାର କୁ ଦେଖିକି କେତେ ଖୁସି ଲାଗିଲା?
Bahut😊
Bahut Bhala lagila
ସତରେ ଭାଇ ମୁଁ ବହୁତ ୟୁଟ୍ୟୁବରେ ଦେଖିଛି କିନ୍ତୁ ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ନିଜ ମାଟି ଏବଂ ଗାଁ ସହିତ ଜଡ଼ିତ। ସତରେ ଆପଣଙ୍କ ପତି ହୃଦୟରୁ ସ୍ବତନ୍ତ୍ର ସମ୍ମାନ ରହିଛି ଏବଂ ରହିବ ।
ସବୁଠୁ ବଡ଼ କଥା ହେଲା କି ଆପଣଙ୍କ ଭିଡ଼ିଓ ମାଧ୍ୟମରେ ଆମେ ଅମ ଜିଲ୍ଲା ଏବ ଆମର ଆପଣର ସହର ଅର୍ଥାତ୍ ନିତିଦିନର ଚଳାପଥର ସହର ଚରମ୍ପା ଦେଖି ବହୁତ ଖୁସି ହୋଇଗଲି।
ଗୋଟିଏ ଦୁଃଖ ରହିଲା କି ଆପଣଙ୍କୁ ଭୁବନେଶ୍ୱର ଦେଖା କରିପାରିଲି ନାହିଁ। ଭଗବାନଙ୍କ ଇଚ୍ଛା ଥିଲେ ନିଶ୍ଚିତ ଦେଖା ହେବ । ଜଗନ୍ନାଥ ଆପଣଙ୍କୁ ବହୁତ ଖୁସିରେ ରଖନ୍ତୁ।
Love From your Hometown Charampa ❤ ( BHADRAK )
youtube.com/@ManiPradeepVlogs
ଭାଇରେ ତମେ କାହାକୁ ଧରି କି ନା ଆସିଛ ତମ ଗାଁକୁ ଭାଇ ତାଙ୍କ କଥା କିଛି ବୁଝି ହଉନି ଦୟା କରିକିନା ଉତ୍ତ ଟା କହିବ❤❤
Bhai tama video dekhiba paain mote 1:30 minit lagigala because mo data sarijaithila rahi rahiki chaluthila kintu bhal lagila pura dekhiki love bhai bdk
Tamaku aau tama paribaraku bhagavan bhalare rakhantu sabubele emiti khusi re ruha 🥰❤❤
ଭାଇ ତମ ଘର ଦେଖିଲି ବହୁତ ଭଲ ଲାଗିଲା ❤
ଭାଇ ତୁମକୁ ଅଭିନନ୍ଦନ ଜଣାଉଛି|ମୁଁ ବହୁତ ଖୁସି ଲାଗିଲା ଭାଇ ❤🎉❤🎉
We are also proud to be 💝👏👏 santalii
Satare bhai Tama family members bahut hi bhala au tame bi
Mora state govt ku etiki request ki lab bhai hard work & tankr family ku plz kichi support diantu & god bless you lab bhai.....jie mo comments ku dekhuchi gote like au comments diantu ❤
Laba daa is the odisha bear Grylls 👍👍👍👍 jia ki out of the country jai senar culture aau adventure k ame show karu6n....such a great job Laba daa....we proud of u
Such a kind hearted person Laba Bhai 🇮🇳💐💐💐🎊🎊
ଜୟ ଜଗନ୍ନାଥ ମହା ପ୍ରଭୁ ଲବ ଭାଇ ଭଲ ରେ ରୁହନ୍ତୁ ଏତିକି ଜଗନ୍ନାଥ ଙ୍କ ପାଖରେ ପାର୍ଥନା ଜୟ ଜଗନ୍ନାଥ
Very nice song ଲବ ଭାଇ ଆପଣ ଙ୍କ ଗୀତ
Vai apanka vedio dekhe but kebe cmnt kareni..apananka vedio to bhala lage kintu ajira vedio ti ete hrudaysparshi lagila seita explain v karihebeni.. Lokonka katha ku manaku na nei apanka karma karantu. Apana nichita safalatara sishare pahanchibe eita mora self cmnt..apanku dekhile ferl hua ki apananka manabikata au hrudayara transferncy kete.. Au samastanka hrudaya ra katha bujhiparuthiba jane nijara boli..thanks vai fr ur dedication towards odisha.
ଭାଇ ଆଜିର ଭିଡିଓ ଦେଖି ବହୁତ୍ ମଜା ଲାଗିଲା।ସବୁବେଳେ ଏମିତି ଖୁସିରେ ରୁହ ଭାଇ।ଏମିତି ଆଗକୁ ମାଡି ଚାଲ।ଜୟ ଜଗନ୍ନାଥ ❤❤❤❤❤❤❤❤
ଭାଇ ମଣିଷ ପରିସ୍ଥିତିର ଦାସ ଜୟ ଜଗନ୍ନାଥ
ଇ ଏ ହେଲା ଭାଇ ପ୍ରତି ପ୍ରେମ 🎉🎉🎉🎉❤❤❤❤❤
Jay Jagannath brother, I have seen your home Village life & family also. It is very impressive & heart touching memory. God may bless you & best of luck for next visit of Indonesia country. Always making of all videos are hard labour basis. Thank you brother.
❤❤❤❤❤ ପ୍ରଭୁ ଙ୍କୁ ଡାକୁଛି ତୁମ ପରିବାର ଙ୍କୁ ଖୁସି ରେ ରଖନ୍ତୁ
ଭାଇ ତମର simple Life ଦେଖିକି ବହୁତ୍ ଖୁସି ଲାଗିଲା
ଦେଖ ଭାଇ ତୁମେ କାହା କଥା ଶୁଣନି ତୁମେ ଆମକୁ ଏମିତି ଭଲ ଭଲ ଜାଗା ଦେଖେଇ ଛାଲ ଆମ support ସବୁ ବେଳେ ❤ ମୁ ବି Bhadrak ର 👍👍👍 ପିଲା ❤❤❤❤
ଭାଇ ମୋତେ ସଜନା ମଞ୍ଜି ଦେବେ ମୁଜିବି ଆପଣଙ୍କ ଘରକୁ ଆମଘର ଘସିପୁରା ବ୍ଲକରେ 🙏🏿🇮🇳
Think you Bhai mu tomo vidio deki intrest heeigoli
Bhai apano pori pua au bhai duniare sabu bapa maa au vouni nku milu jemiti apano nija bhai vouni nku volo pauchhanti mote tike setiki volo paiba milithanta ki. Bhagwan apanoku khusire rakhontu❤❤❤❤❤❤
ଜୟ ଜଗନ୍ନାଥ 🙏🙏ମହାପ୍ରଭୁ 🙏🙏ସବୁବେଳେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଖୁସିରେ ରଖିଥାନ୍ତୁ 🙏🙏
ଭାଇ ଗୋଟେ କଥା କହିବି ଖରାପ ଭାବିବନି... ଆପଣଙ୍କ video ମୋତେ ବହୁତ ଭଲ ଲାଗେ but ଏତିକି କହିବି ବାପା ମା ଙ୍କ ଅସୁବିଧା ସମୟରେ ତାଙ୍କ ପାଖରେ ରହିବାକୁ ଚେଷ୍ଟା କର | ତାଙ୍କ ବିନା ତମେ କିଛି ବି ନୁହଁ| ବଡ଼ ଭାଇ ହିସାବରେ ଗୋଟେ Advice ବୋଲି ଭାବିପାର
Seta thik hele bhai family cholei ba loko nahanti tenu bodhe vlog koru thibo
୩ ଭାଇଙ୍କର ଦାଇତ
ଆପଣଙ୍କ ପରିବାର ଦେଖି ବହୁତ ଭଲ ଲାଗିଲା ଲବ ଭାଇ ❤❤❤
Tomo FEMLY MEMBERS ku dekhi ki bohut bhalo lagila❤❤❤
Tamara jau kama adhura rahichi sei kama bhalare bhalare heijau mu prathana karuchi tame emiti sabubele ghara lokanku khusi re rakha aau nijebi khusire ruha 🥰❤❤
Enjoy bro❤❤❤❤we support you & you r a real hero 🎉🎉
ଲବ ଭାଈଙ୍କ ପାଇଁ ହୃଦୟରୁ ଗୋଟିଏ like ହେଇଯାଉ ❤️ ❤️
ଭାଇ ତମେ ତ ସବବେଳେ କହୁଚ। Family ବଲାଙ୍କୁ ତମ ବିଷୟରେ କିଛି ପଚାର, ଖାସ୍ କରି ବାପାଙ୍କୁ ।
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐🙏🙏🙏
Laba bhai tuma ଫ୍ୟାମିଲୀ dekhi bahuta khusi lagila
ମୟୁରଭଞ୍ଜରୁ କିଏ କିଏ କୋଉ ଜାଗାରୁ ସବୁ ଦେଖୁଛ??
Mu thakurmunda ru
Baripada
ଭାଇ ଭଗବାନ ଆପଣଙ୍କୁ ସବୁବେଳେ ଖୁସି ରେ ରଖନ୍ତୁ ❤❤❤❤
ଲବ ଭାଇଙ୍କ family ଦେଖି ବହୁତ ଖୁସି ଲାଗିଲା।
Bht sundar lagila pura paribar saha dekhi
Grt initiative for preaching tribal culture
Tama family ku dekhi bahut Bhala lagila Dil se full support Bhai
Love from koraput ❤
Laba Bhai Is A Good Person Congratulations Bro 🎉🎉🎉
Natural views. . Everywhere greenary greenary 💚💚💚 Love from Kalahandi ❤❤❤ God bless you 🙏🙏🙏 I love greenary 💚💚💚
Bhai mote bahut bahut bhala lagila tuma family and tuma culture.
Laba vai your vloing is excellent and you show different kind of part in world and very useful information about this country
ଯେଉ ମାନେ ଲବ ଭାଇଙ୍କୁ ଭଲ ପାଅ ସେମାନେ Like କର ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Such a good hearted person Laba bhai❤
ମୁଁ wait କରିଥାଏ ଲବ ଭାଇର videos କେତେ ବେଳେ ଆସିବ 👌🌼🌻
ଲବ ଭାଇ ତମ ପରିବାର ବହୁତ ସୁନ୍ଦର 👩👧👦👩👧👦ମୁ ଏତିକି ପ୍ରାଥନା କରୁଛି ଭଗବାନ ଙ୍କୁ ତମେ ସବୁବେଳେ ଆମକୁ ଏଇଭଳି ଖୁସି ଦେଖାଉଥାଅ 🙏🙏ଆଉ ଭାଇ ମୋ ଭାଗ୍ୟରେ ନ ଥିଲା ତମ ସହ ଭେଟ ହେଇପାରିଲିନି 😂😂👍🙏
ଜୟ ଜଗନ୍ନାଥ 🙏
God bless you ❤️🌹😁👍😂🙏🙏👩👧👦
Bahut sundar ghara mate bahut bhala lagila dekhiki🙏