ହରି ଅମୃତ ବାଣୀ II Prabachaka Kesaba Das Dwitikrushna II Part - 1 II Live Stage Show II Disha Bhakti

Поділитися
Вставка
  • Опубліковано 16 лис 2024

КОМЕНТАРІ • 1,4 тис.

  • @subashpradhan7435
    @subashpradhan7435 3 роки тому +74

    Dhanre to mata pita kete tapasya phalre tote janma deichhnti tanku mora pranam 🙏 God bless you.

    • @niranjanpuhan6618
      @niranjanpuhan6618 3 роки тому +3

      Hele, kaunasi mata pita chahantini mo pua aadhyatmikbaadi heu. eha bidambana nuhene ta aau kn??

    • @prasantanaik7507
      @prasantanaik7507 3 роки тому +2

      @@niranjanpuhan6618 see

    • @madhabadas5211
      @madhabadas5211 3 роки тому

      @@niranjanpuhan6618 yßsnsushdhhdhryddydhr

  • @bijayswain3562
    @bijayswain3562 3 роки тому +2

    ଏତେ କମ୍ ବୟସରେ ପବଚନଦେବା ବହୁତ ବଢିଆ

  • @kshyiramani
    @kshyiramani 3 роки тому +98

    Good voice
    ପ୍ରବଚନ ବହୁତ ଭଲ ଲାଗୁଛି ।
    ଭଗବାନ ତୁମ କଣ୍ଠ ରେ ଆହୁରି ଭଲ ବାର୍ତ୍ତା ପାଇଁ ଶକ୍ତି ପ୍ରଦାନ କରନ୍ତୁ।
    Jay Jagannath

  • @dusmantakumarbaliarsingh6016
    @dusmantakumarbaliarsingh6016 3 роки тому +12

    ସୁନ୍ଦର ଅତି ସୁନ୍ଦର ❤️ ଜ୍ଞାନ ର ଅସୀମ ଗନ୍ତାଘର। ଏହି ପିଲାଟି ଦିନେ ଦେଶ ର ବଡ଼ ବଡ ପ୍ରବଚକ ଙ୍କ ମଧ୍ୟରୁ ଅନ୍ୟତମ ଆକର୍ଷଣ ହେବ। କି ସୁନ୍ଦର ଅଭିନୟ, କୋକିଳ କଣ୍ଠ , ମନ୍ତ୍ରମୁଗ୍ଧ ଭଳି ଲାଗୁଛି, ଅନନ୍ୟ ପ୍ରତିଭା ❤️👍

  • @bnmohanty2553
    @bnmohanty2553 3 роки тому +95

    ହରି କଥା ମୃତ ଖୁବ୍ ସୁନ୍ଦର ଭାବରେ ବୁଝାଇଲେ ପ୍ରଭୁଙ୍କ କୃପା ଦ୍ବାରା ସବୁ ସମ୍ଭବ ... ଜୟ ଜଗନ୍ନାଥ ସ୍ବାମୀ ।

    • @pravakarmallick1579
      @pravakarmallick1579 3 роки тому +3

      ଏହା ତ ଈଶ୍ୱର ଙ୍କ ସୃଷ୍ଠିରେ ଚମତ୍କାର

  • @Cmvnewsodia
    @Cmvnewsodia 3 роки тому +2

    ସବୁଠାରୁ ବଡ଼ ଅନ୍ଧବିଶ୍ୱାସୀ ଧର୍ମ ହିନ୍ଦୁ ଧର୍ମ ଅଟେ।

  • @sukantadash3070
    @sukantadash3070 3 роки тому +146

    ଏ ବିସ୍ମୟ,କେବଳ ମହାବାହୁ ଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ।ଜୟ ଜଗନ୍ନାଥ ।।

  • @sureshmalik2125
    @sureshmalik2125 3 роки тому +56

    ବାଃ କି ଜ୍ଞାନ ଭଗବାନ ଆପଣଙ୍କ କୁନି କଣ୍ଠ ରେ ଆବିର୍ଭାବ ହେଇଛନ୍ତି 🙏🙏🙏

  • @sujatamahakhud3076
    @sujatamahakhud3076 3 роки тому +79

    କୋକିଳ କଣ୍ଠ.....ଯେତେ ଭଲ କହିଲେ ବି କଂମ.... ହେବ. ଧନ୍ୟ ଏ ପିଲା ଟି ର ପିତା ମାତା......🙏

  • @amulyabarik1988
    @amulyabarik1988 3 роки тому +52

    Jay Jagannath swamy,ଆପଣଙ୍କ ପାଦ ପଦ୍ମ ରେ କୋଟି କୋଟି ପ୍ରଣାମ

  • @sribatsaranjit35
    @sribatsaranjit35 3 роки тому +11

    ଜୟ ଚରମ ନାଥ ଙ୍କ ଇଚ୍ଛା ପୂର୍ଣ୍ଣ ହେଉ l

  • @sunilbehera9772
    @sunilbehera9772 3 роки тому +1

    Apana nku bahut dhanyabad odisara Nama ku bajaya rakhantu. Apana nka ku Kichi kahiba pain bhasa kosare bhasa ra abhaba rahijiba

  • @sunilbaba8242
    @sunilbaba8242 3 роки тому +13

    ଠାକୁରେ ତୋର ମଙ୍ଗଳ କରତୁ ଅନେକ ଅନେକ ଆଶ୍ରିବାଦ

  • @mahendrabehera5214
    @mahendrabehera5214 2 роки тому

    ଏହି ପିଲାଟି ଭଗବାନଙ୍କ ଅବତାର ରୂପେ ଜନ୍ମଗ୍ରହଣ କରି ବିଶୋ ବାସିକୁ ପବୋଚନ ଦେଇ ଆମ ମଣିଷ ଜନ୍ମ କୁ ଉଧାର ପାଇଁ ପୃଥିବୀ ପୃଷ୍ଠ କୁ ଆସିଛନ୍ତି 🙏🙏🙏🙏🙏🙏🙏

  • @mahaveerbhaktimusic3272
    @mahaveerbhaktimusic3272 3 роки тому +8

    त्वं हार्दिक शुभाशयाः नैकानि अभिनन्दनानी च । सदासर्वदा सुप्रसन्नं लसद्भूषाभूषितं शक्तिसंयुतम् भवतु इति प्रार्थये । जय जगन्नाथ स्वामी नयन पथगामी भवतु मे । 🙏🙏🙏

  • @priyacharandas7352
    @priyacharandas7352 3 роки тому +20

    ହରେକୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ।ହରେ ରାମ ହରେ ରାମ ରାମ ରାମ ହରେ ହରେ ।।ଜୟଶ୍ରୀ ଜଗନ୍ନାଥ ଜୟ ରାଧା ରମଣ ଜୟ ସୀତାରାମ ଜୟ ଜଗଦୀଶ ହରେ ଜୟ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜୟ ନିତ୍ୟାନନ୍ଦ ପ୍ରଭୁ ଜୟ ଗୋମାତା ଜୟ ଗୋପାଳ ଜୟ ସନାତନ ଧର୍ମର ଜୟ ସାଧୁ ବୈଷ୍ଣବ ଙ୍କ ଜୟ ଜୟ ଭାରତ ମାତା ଜୟ ଗଙ୍ଗା ଯମୁନା ମୟା ଜୟ ତୁଳସୀ ମାତା ଜୟ ଶ୍ରୀ ନୀଳାଚଳ ଧାମ

  • @trilochanpanda5570
    @trilochanpanda5570 3 роки тому +5

    ଆହାଃ କିଶୋଭାପାଉଅଛିସତରେ,,,,,,,,ପ୍ରଥମ ପର୍ଯ୍ୟାୟରେ ଏତେ,,,ଆଉ ଆଗକୁ ଆସୁଥିବା ସମୟକୁ ଭକ୍ତି ଭାବ ଭରା ଉଜ୍ଜ୍ବଳ ତାରକା ନିଶ୍ଚିତ ଭାବରେ ଉଦିତ ହେବା ର ଯଥେଷ୍ଟ ସମ୍ଭାବନା ରହିଛି,,,,,,
    ହେ ଦୟାମୟ ଠାକୁର ଦୟାକରି ଥିବ ।

  • @Childrentvp1
    @Childrentvp1 2 роки тому +9

    ଭଗବତ ରେ କହିଛନ୍ତି ମହାପ୍ରଭୁ,"ମୁଁ ଯାହାକୁ ହୁଅଇ ସଦୟ,ଜ୍ଞାନ ତା ହୃଦରୁ ଉଦୟ".....ଜୀବନ୍ତ ଉଦାହରଣ 🙌🙏🙏🙏

  • @sangramlenka2006
    @sangramlenka2006 3 роки тому +14

    ଏ ପ୍ରକୁତରେ ଭଗବାନ୍ ଅବତାର 🙏🙏 ମୁଁ ତୁମକୁ ସାଦର ପ୍ରଣାମ କରୁଛି 🙏🙏

  • @TiTu_CREATION
    @TiTu_CREATION 3 роки тому +42

    ଜୟ ଜଗନ୍ନାଥ 🙏🙏🙏ଗୁଣୀ ଜ୍ଞାନୀ ବାଳକ ଦିନେ ଓଡିଶା ର ନା ରଖିବ 🙏🙏🙏

  • @radhe4639
    @radhe4639 Рік тому

    ଓଁ ନମଃ ଭଗବତେ ବାସୁଦେବାୟ
    ରାଧା ବଲ୍ଲଭ ଶ୍ରୀ ହରିବଂଶ
    ଓଁ ନମଃ ନାରାୟଣ
    ଜୟ ଶ୍ରୀ ଜଗନ୍ନାଥ🙏🪔

  • @saratdash5214
    @saratdash5214 3 роки тому +49

    ଧନ୍ୟ ଏ କୁନିବକ୍ତା । ଈଶ୍ଵର ଅଧିକରୁ ଅଧିକ ଆଗକୁ ନିଅନ୍ତୁ ।ବାବୁ ଏହି ଈଶ୍ଵର ଦତ୍ତ ଶକ୍ତିକୁ ନେ଼ଇ କେବେ ଅଂହକାରୀ ହେବନାହିଁ ।ନିଶ୍ଚୟ ଉଚ୍ଚକୁ ଯିବ ।

  • @ajitkumarpatra5533
    @ajitkumarpatra5533 3 роки тому +2

    ସବୁ ତୁମରି ଇଚ୍ଛା ପ୍ରଭୂ ତୁମ ଅପୂର୍ବ ମାୟା ତୁମ ମହିମା ତୁମ ବିନା ସବୁ ଅସାର ଧନ୍ୟ ସେଇ ବାପା ମାଆଙ୍କୁ ଯେ ଏମିତି ମହାନ୍ ଜ୍ଞାନୀ ବିସ୍ମୟ ବାଳକ କୁ ଜନ୍ମ ଦେଇଛନ୍ତି ତାଙ୍କୁ ସତ ସତ ପ୍ରଣାମ 🙏🙏🙏

  • @jaygopalchannel1111
    @jaygopalchannel1111 3 роки тому +6

    ସ୍ୱୟଂ ଭଗବାନ ମାନବ ରୂପରେ ଜନ୍ମ ନେଇଛନ୍ତି. 🙏

  • @a2zelectronicproblemsolve893
    @a2zelectronicproblemsolve893 3 роки тому

    Ete 6ota bayasare gyana labha arjana kari6nti...jai jagannath👌👌👌

  • @harekrisna7054
    @harekrisna7054 3 роки тому +59

    ପୁଅରେ ତୁମକୁ ପ୍ରଣାମ ତୁମ ମା'କୁ କୋଟି ପ୍ରଣାମ

  • @user-fh9tw7mi2c
    @user-fh9tw7mi2c 2 роки тому

    ଏହି ବିସ୍ମୟ ବାଳକଟିକୁ ପ୍ରଭୁ ସୃଷ୍ଟି କରିଛନ୍ତି ଜଗତ କଲ୍ୟାଣ ନିମନ୍ତେ । ଜୟ ଜଗନ୍ନାଥ 🙏🌹🌹🌹🌹🌹🌹🙏🙏🙏🙏🌹🌹🌹

  • @patitapabanmalik8550
    @patitapabanmalik8550 3 роки тому +3

    Upcoming Odisha latest prabachak ❤️❤️❤️❤️❤️❤️👍👍👌👌

  • @astrologershibashankarasah7479
    @astrologershibashankarasah7479 2 роки тому +1

    ଭଗବାନ ତୁମକୁ ଆହୁରି କୃପା କରନ୍ତୁ ଆଗକୁ ଯିବା ପାଇଁ ବହୁତ ସୁନ୍ଦର ପ୍ରବଚନ

  • @villagejituvideo8094
    @villagejituvideo8094 3 роки тому +7

    God bless you ... ahha ki sundar pravachan

  • @sushantakumarbehera2923
    @sushantakumarbehera2923 3 роки тому

    ଖୁବ୍ ସୁନ୍ଦର ଆଲୋଚନା, ଗୁରୁସ୍ବାମୀ 🙏

  • @sanjitkumarpalei3776
    @sanjitkumarpalei3776 3 роки тому +15

    କେସବ୍ ଭାଇ ମାନିବାକୁଉ ପଡିଇ ବଅ school ଆସିଇଲେଏ ଦେଖାହେବାଆ👌👌👌👌👌👌👌Very nice

  • @SP_Smile007
    @SP_Smile007 3 роки тому +1

    Apruba... Apruba...
    Bahut sundar vakti vabar balak ....
    Jay Jagannath🙏🚩

  • @jitendranayak9976
    @jitendranayak9976 3 роки тому +43

    ପ୍ରଥମ ତୁମ ବାପା ମା ଓ ଗୁରୁ ଙ୍କୁ ମୋର 🙏🙏🙏

  • @dusmantakumarbaliarsingh6016
    @dusmantakumarbaliarsingh6016 2 роки тому +2

    ଏ ପିଲାଟି ଦିନେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିବ, କି ସୁମଧୁର ପ୍ରବଚନ ଦେଉଛନ୍ତି ମନ ମୁଗ୍ଧ ହୋଇ ଯାଉଛି,, ଜୟ ଜଗନ୍ନାଥ 🙏

  • @user-fh9tw7mi2c
    @user-fh9tw7mi2c 2 роки тому +7

    ଏସବୁ ପୂର୍ବ ଜନ୍ମର ସଂସ୍କାର ଦ୍ବାରା ସମ୍ଭବ ହୋଇପାରିଛି । ଜଗତ କଲ୍ୟାଣ ପାଇଁ ଈଶ୍ୱର ଏହି କୁନି ପିଲାଟିକୁ ଜନ୍ମ ଦେଇଛନ୍ତି । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏

  • @odiachinmayasahooofficial
    @odiachinmayasahooofficial 2 роки тому +6

    Proud to be a Odia.. Jay sanatan dharma

  • @sudarsanbhoi1788
    @sudarsanbhoi1788 3 роки тому +8

    Amti pilaku janmadei tanka bapa maa ku mor 🙏🙏🙏 koti juhara amti puati paye dannya bapa maa

  • @chandansahu6089
    @chandansahu6089 Рік тому +1

    ଏଉ ବିଷୟ ଟି ଚରଣ ରାମ ଦାସ ଆଗରୁ ବୁଝେଇ ଥିଲେ 🙏🙏🙏

  • @klhdpilajaga1921
    @klhdpilajaga1921 3 роки тому +6

    ତମ ଭିଡ଼ିଓ ବହୁତ uplode kara mate ବହୁତ dekhibara achhi ଓ ଭାଗବତ ଶୁଣିବାର achhi

  • @kanha7864
    @kanha7864 3 роки тому +1

    🙏🙏🙏🙏🙏
    Sow nice
    Bahut sundar pravachan

  • @spreadkrishnaconsciousness8371
    @spreadkrishnaconsciousness8371 3 роки тому +17

    Jay Jagannath/Hare krishna🙏🙏💐😘.. This kinds of incredible kids required in huge numbers to establish the dharma even in in this kaliyuga... Hari bol💐🙏

  • @biramkumarmandal4669
    @biramkumarmandal4669 3 роки тому

    ବାବୁ! ଆହୁରି ସ୍ବଶକ୍ତିହେବାପାଇଁ ଚେଷ୍ଟାକର। ଆଶୀର୍ବାଦ

  • @jyotiranjan5945
    @jyotiranjan5945 3 роки тому +17

    ତୁମ ମାତା ପିତା ଜୀବନ ସାର୍ଥକ

  • @prasantanayak6103
    @prasantanayak6103 3 роки тому +1

    ଏ କଳି କାଳରେ ସେ ହେଉଛନ୍ତି କୃଷ୍ଣ
    ଜୟ ମାଧବ

  • @hdvlogs9390
    @hdvlogs9390 3 роки тому +5

    ଜୟ ଜଗନ୍ନାଥ ସ୍ୱାମୀ Nice Pravachan..
    Hare Krishna Pravuji 🙏🙏🙏🙏

  • @prasantkund6960
    @prasantkund6960 3 роки тому +1

    ସବୁ ଗୋବିନ୍ଦ ଙ୍କ ନିର୍ଦ୍ଦେଶନାରେ 🌷🌷🌷🌷🙌🙌🙌🙏🙏🙏

  • @samajsevaChandan143
    @samajsevaChandan143 3 роки тому +8

    Super little brother
    God bless you
    Jay Jagannath 🙏🙏🏻🙏🏿

  • @bhagabanpradhan4787
    @bhagabanpradhan4787 2 роки тому +1

    Jai shree Krishna

  • @DeepakKumar-sl5ml
    @DeepakKumar-sl5ml 3 роки тому +16

    Hari bole Hari bole🙏🙏

  • @susanta659
    @susanta659 Місяць тому

    Wow mind blowing i am speechless very telent 👌👌❤❤❤

  • @sangramkeshari590
    @sangramkeshari590 3 роки тому +12

    ଜଗନ୍ନାଥ ସର୍ବଦା ତୁମକୁ ଖୁସିରେ ରଖନ୍ତୁ

  • @manojmohanty2376
    @manojmohanty2376 2 роки тому

    God bless you beta, guruswami nka asirbad tum upare sarbda rahithau

  • @Jagannath989
    @Jagannath989 3 роки тому +10

    ଶ୍ରୀ ଜଗନ୍ନାଥ ସ୍ୱାମୀ,ॐନମଃ ଭଗବତବାସୁଦେବାୟନମଃ

  • @minakshijagat6197
    @minakshijagat6197 2 роки тому +2

    Jai jagannath 🙏🙏🙏🙏🙏🙏👌👌👌👌👌❤💯% jai sri mahakal... Keshab...

  • @manaskumarsenapati1025
    @manaskumarsenapati1025 3 роки тому +8

    ମହାପ୍ରଭୁ ମଙ୍ଗଳ କରନ୍ତୁ 🙏

  • @sangramsethi9800
    @sangramsethi9800 3 роки тому +2

    Jay jagannth swime ki jay 🌺 chakadola 🌺 jay sri ram ki jay 🙏🙏🙏🙏🙏 hari bol maa Laxmi Narayan ki jay 🙏🙏🙏🙏🙏 hari bol 🙏🙏🙏🙏🙏🙏🙏🙏

  • @ashitacharyachintu7891
    @ashitacharyachintu7891 3 роки тому +6

    ତୁମ ଏହି ଭିଡିଓ ଦେଖି ବହୁତ ଖୁସି ଲାଗୁଛି। ।।।।।।।।।।।।।।। ଭଗବାନ ତୁମକୁ ଭଲରେ ରଖନ୍ତୁ। ।।।।।।।।।।।।।

  • @ajitkumarparida4949
    @ajitkumarparida4949 2 роки тому

    Jay kuni gurudeb Swami.Jay jagannath swami.apananku Mora ananta koti pranam

  • @manaskumarbarik8296
    @manaskumarbarik8296 3 роки тому +37

    ସମସ୍ତଙ୍କୁ ମୋର ଅନୁରୋଧ ଅନ୍ୟକୁ ସେୟାର କରନ୍ତୁ

  • @susanta659
    @susanta659 Місяць тому

    Bahut sundar pabachana ati sundar jaya jagaranath swamy 🙏🙏🙏

  • @techniquesurya7517
    @techniquesurya7517 3 роки тому +10

    I can't believe this...God bless you child....🙏

  • @padlamvideo2634
    @padlamvideo2634 2 роки тому

    ତାଙ୍କ ପିତା ମାତାଙ୍କୁ ଧନ୍ୟବାଦ୍ ମହିମା ଶରଣଂ

  • @tapaskumarbhuyan4972
    @tapaskumarbhuyan4972 3 роки тому +3

    Tuma pita Mata ku Mora koti pranam Hari Om namo narayan

  • @Sipun-panda1998
    @Sipun-panda1998 3 роки тому

    ଧନ୍ୟ ତମ ଲୀଳା ପ୍ରଭୁ guruswami

  • @satyajitbhakti8458
    @satyajitbhakti8458 3 роки тому +3

    ବହୁତ ସୁନ୍ଦର ପ୍ରବଚନ🙏🙏🙏🙏🙏🙏

  • @sumantamuduli8606
    @sumantamuduli8606 3 роки тому +1

    Nice Sisu kalakar
    jay jaganath

  • @rojalinswain7034
    @rojalinswain7034 3 роки тому +8

    God bless you Kesab😊😊

  • @santoshinimishra6741
    @santoshinimishra6741 3 роки тому

    Bahut sundar 👌.Dhanya se bapa maa jie eapri pua ku janma deichanti. Ete sundar prabachana.

  • @pramodadabar2936
    @pramodadabar2936 3 роки тому +5

    ଭଗବାନ ତୁମକୁ ଖୁସିରେ ରଖନ୍ତୁ

  • @balarammahakud7973
    @balarammahakud7973 3 роки тому

    ସତରେ ମୋ ଛୁଆ ଭାଇ ବହୁତ୍ ସୁନ୍ଦର୍, ଧନ୍ୟ ତୁମ ପିତା ମାତା,ବହୁତ୍ ସୁନ୍ଦର୍

  • @jayantabhoibhoi8820
    @jayantabhoibhoi8820 3 роки тому

    Very nice voice jagannath pravhu tumaku sabu bele khusi re rakhantu

  • @manaskumarsahoo9819
    @manaskumarsahoo9819 3 роки тому +22

    ଆପଣଙ୍କୁ ଧନ୍ୟବାଦ ଆପଣ ନୂଆ ବିଷୟରେ ଆଲୋଚନା କରନ୍ତୁ ଆପଣଙ୍କର ପ୍ରବଚନ ରେ ଚାରଣ ଙ୍କ ର ଝଲକ ଦେଖିବାକୁ ମିଳୁଛି

  • @dolarambhoi4656
    @dolarambhoi4656 3 роки тому

    Jai shree krishna.dhanya hai ye bhumi app jaise bhakt ko pakar.

  • @gitanjalicreation1711
    @gitanjalicreation1711 3 роки тому +12

    Jay Hanuman.🙏❤️🙏 God bless you

  • @SushantaKuNayak
    @SushantaKuNayak Рік тому

    ସୁନ୍ଦର ଉପସ୍ଥାପନା ।
    ଜୟ ଜଗନ୍ନାଥ

  • @sujatabehera6079
    @sujatabehera6079 2 роки тому

    First I'm salute to your parents and guardians.🙏🙏🙏

  • @learningenglish7049
    @learningenglish7049 3 роки тому +6

    Very good. God bless you.

  • @rashmisethi1312
    @rashmisethi1312 3 роки тому +1

    ଜୟ ପଞ୍ଚସଖା

  • @maaandharipartdulduli
    @maaandharipartdulduli 3 роки тому +4

    ରାଧେ ରାଧେ SUPER ❤️🎉❤️🔥💞🔥🔥🔥💞🔥💞🙏🙏🙏🙏#MaaAndhariPaatDulduliBargarhChichinda#

  • @ranjansahoo6012
    @ranjansahoo6012 3 роки тому +1

    Bohut khusi laguchi dekhiki really

  • @pranabkumarsahu8835
    @pranabkumarsahu8835 2 роки тому

    ବିସ୍ମୟ ବାଳକ ।ପ୍ରଭୁକୃପା ଲବ୍ଧ ପ୍ରାପ୍ତ।

  • @sanatannayak3210
    @sanatannayak3210 3 роки тому +4

    Really great,God bless you

  • @Prakash-d9j
    @Prakash-d9j 2 роки тому

    ଜୟ ଜଗନ୍ନାଥ 🚩🚩🚩🙏🙏🙏
    ସବୁ ତୁମରି ଲୀଳା ପ୍ରଭୁ ଜଗନ୍ନାଥ

  • @lenkafamily6845
    @lenkafamily6845 3 роки тому

    He bismaya balaka tora padatale mora Koti koti pranam.

  • @jyotiknowledgeacademy6482
    @jyotiknowledgeacademy6482 3 роки тому +11

    Jay Jagannath 🙏🙏🙏...

  • @odiabhajansamaroh1225
    @odiabhajansamaroh1225 2 роки тому

    Katha re achi, pila nka deha re bhagwan achanti, ye bhagwan heuchanti jwalanta udaharan, jay Jagannath 🙏🙏...

  • @gayatrivlogs51
    @gayatrivlogs51 3 роки тому

    ଧନ ତୋ ପାଖରେ କେବଳ ହାତ ଯୋଡି ହେଇଯାଉଛି.. 🙏🙏
    ଧନ୍ୟ ଜଗନ୍ନାଥ ଦେଶ.. ଜୟ ଜଗନ୍ନାଥ 🙏🙏

  • @prasantabhoi5526
    @prasantabhoi5526 3 роки тому +8

    Congratulations brother your very beautiful voice

  • @sakuntalagoswami5615
    @sakuntalagoswami5615 3 роки тому

    🙏Bohut sundar❤️ God bless you

  • @pradeepnayak8443
    @pradeepnayak8443 3 роки тому +2

    ଅତି ସୁନ୍ଦର .ଜୟ ଜଗନ୍ନାଥ

  • @ramakantsahoo9996
    @ramakantsahoo9996 3 роки тому

    Ati sundar prabachan

  • @mamuni6153
    @mamuni6153 Рік тому

    ସତରେ ଶୁଣିବାକୁ ଏତେ ଭଲ ଲାଗୁଛି ଯେ ସବୁବେଳେ ଶୁଣିବାକୁ ଇଛା ହେଉଛି🙏🙏🙏🙏🙏

  • @kalingamishra4848
    @kalingamishra4848 3 роки тому +8

    God bless you..

  • @raghunathdas9861
    @raghunathdas9861 3 роки тому

    ବିଚରା ପିଲା ଟି ର ଜୀବନ ବହୁତ୍ କଷ୍ଟ ପୂର୍ଣ୍ଣ ହେଇଗଲା ଏବେ ୟା ଭିତରେ ଆଧ୍ୟାତ୍ମିକ ବିକାଶ ହେବ ବହୁତ୍ କଷ୍ଟ ପୂର୍ଣ୍ଣ ହୋଇଯିବ।

    • @ManojKumar-bm5ws
      @ManojKumar-bm5ws 3 роки тому +1

      Apananku koti pranam🙏🙏🙏🙏🙏......

  • @sangramsethi9800
    @sangramsethi9800 3 роки тому +7

    Jay jagannth 🙏🙏🙏🙏🙏🙏🙏🙏😭🙏😭😭😭😭

  • @skatharkathar9359
    @skatharkathar9359 3 роки тому

    Wow pura bahut sundar

  • @r.b.krishnamohapatra8552
    @r.b.krishnamohapatra8552 3 роки тому +3

    ଜୟ ଜଗନ୍ନାଥ🙇🙏🚩💪🙇

  • @prasantkumarbarik8111
    @prasantkumarbarik8111 3 роки тому +1

    Jagannath sanskruti ku sathik bhabe upjog kale maa garva ru samaste talented..... 🙏🙏🙏🙏

  • @abinash_satapathy20
    @abinash_satapathy20 3 роки тому +8

    Jay Jgannath💓