🔵 One To One With BJP Leader Mohan Charan Majhi || Kanak News
Вставка
- Опубліковано 9 лют 2025
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha
ମୁଖ୍ଯମନ୍ତ୍ରୀ ହେବା ପରେ କେଉଁମାନେ ଦେଖୁଛନ୍ତି ଏହି ଭିଡିଓ.....
ମୁଁ
Ju
@@Rashje
Mu
ପାଗଳାମି ବାଚସ୍ପତି ପ୍ରମିଳା ମଲ୍ଲିକ କିଛି ନ ବୁଝି ଆକ୍ସନ ନେଉଛନ୍ତି,ଜୟ ମୋହନ ମାଝି,ଜୟ ଆଦିବାସୀ
ଡାଲି ଉପହାର ଠିକ୍ ଥିଲା । ହେଲେ ରୋଷେଇ କରି ଡାଲି ଦବାର ଥିଲା । ବିଧାନ ସଭାରେ ଅଯୋଗ୍ୟ ହାତରେ ଶାଳଗ୍ରାମ ।
ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା
ଠିକ୍ କହିଛନ୍ତି। ରନ୍ଧା ଡ଼ାଲି ଉପହାର ଦେବାର ଥିଲା
Great answer majhi sir super
ମିଛ ଆଉ ପାପ କେବେବି ଲୁଚି ରୁହେନି ଆଜି ଧର୍ମର ଜୟ ହେଇଛି ମୋହନ ସାର ଜିନ୍ଦାବାଦ
ଆପଣ କାହିଁକି ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନବାବୁଙ୍କୁ ଆପଣଙ୍କ ମିଡ଼ିଆକୁ ଡାକିନଥିଲେ' ବୋଧେ ଡରୁଛନ୍ତି।
Purbatana cm ku daki ki interview naba pai ye sala ra oukat nathila ,kintu Amara bartamana ra CM jane sadha rana adivasi loko sethi pai besi gapuchi a sala ,odisha basi sabu jani chanty ye sala ankor ra oukat kan , mu kebe bi kanak news para kete jana ankor nku mu pasand kare ni ,karana amena sabu Paisa juade amane siade ,sala chora jako
ନବୀନ କୁ ପାଣ୍ଡୁ ମଦ ଦେଇକି ଶୋଇପକେଇଛି.... ତା ହୋସ ଥିଲେ ସିନା interview ଦବ 🤣🤣🤣
ପ୍ରମିଳା ମଲ୍ଲିକ ଶିଶୁ ମାନଂକ ଡାଲି କୁ ଚୁରି କରିଥିଲେ ବଲୀ ସେ ଡାଲି କୁ ଦେଖି ଡରୁଛନ୍ତି । ଏଇଟା ଯଥେଷ୍ଟ ପ୍ରୋମାଣ ।
Congratulations new CM 💐💐
Bala 😂
@@godblessyou7640oh rago laguchhi
ମନୋରଞ୍ଜନ ସାର୍ BJD ସରକାର ଙ୍କ ଦୁର୍ନୀତି କାର୍ଯ୍ଯ କଳାପ ବିଷୟରେ କିଛି ଜାଣି ନାହାଁନ୍ତି ନା ଜାଣି କି ଅଭିନୟ କରୁଛନ୍ତି
Right 👍
Manaranjan Mishra jane probala bada actor ta😅
He is a good actor
Aeta ki sambadika ma. Khali chata kukur ta
Bjd ra media manuranjan misra...
Salute your bravery... Sir.... Love❤ from Mayurbhanj, baleswar
Mohan majhi is correct person.
ଯାହା ଆପଣ ପୋଷ୍ଟ ଦେଖେଇ ଲେ ତାହା ବିଜେଡି ଚାକର ମାନଙ୍କର କାରନାମା ଓଡ଼ିଶା ବାସୀ ଠିକ୍ କଣ ଭୁଲ କଣ ହିସାବ ଦେବେ।
ଧନ୍ୟବାଦ ମୋହନ ଭାଇ । ଜୟ ଶ୍ରୀରାମ ।
Great MLA
Apana darantu nahin aame odishabasi pachhare achhu,
E chora ମନୋରଞ୍ଜନ ସବୁ ଜାଣିଛି BJD thu ଟଙ୍କା ଖାଇଛି
Who are there after CM
Me
@@mediaunlimited5411😅
ମନୋଜ୍ ଗୋଟିଏ ହିଞ୍ଜିଡା। ନବୀନ ସାର କୁ କେବେ ନ୍ୟୁଜ ରୁମ୍ କୁ ଡାକିଛକୀ। ଆପଣଙ୍କୁ ଇଂରାଜୀ ଆସେନି ସେଥିପାଇଁ ନବିନ ସାର୍ କୁ ଡାକୀ ବାକୁ ଡରୁଥିଲେ
Bala , se dakini nuhe Naveen Pati re banda achi se asuni .....be chodi pua odia Channel re odia re Katha hebani au kouthire Katha heba ?
ତତେ ଇଂରାଜି ଆସେ କି ବିଜେଡ଼ି ପାଦ ଚଟା ??? ଶଳା ଦାଦନ ଖଟିବା ତୋ କାମ ତୁ ଶଳା ଇଂରାଜି ଉପରେ କଣ କମେଣ୍ଟ କରି ଦେଉଛୁ...😂 ନବୀନ କୁ ଓଡ଼ିଆ ଆସେନି କିନ୍ତୁ ମାଗଣା ଯୋଜନା କରି ଭୋଟ ହାତେଇବା ଟା ଆସେ
ନବୀନ ପଟ୍ଟନାୟକଙ୍କୁ ଏମିତି ତ କେବେ ପଚାରି ଛ କି ବାଚସ୍ପତି କୁ ବି ପଚରାଯାଉ
ସିଂହ ଜାତକ
ମୁଖ୍ୟ ମନ୍ତ୍ରୀ
ଡାଲି ଚୁରୁଣୀ କୁ ଡାଲି ରାନ୍ଧି କି ଦେବା କଥା 😅😅😅😅
ଏ ଭଳି କେବେ ନବୀନ ବାବୁଙ୍କୁ ପଚାରିଛନ୍ତି,,, ଲଜ୍ୟା ଲାଗୁନି
well Deserved Chief Minister👍👍
Who came here after Chief Minister ❤
Mu
You are correct
Perfect person selected as CM of Odisha
Cm ବିରୁଦ୍ଧରେ ସ୍ୱାଧିକାର ନୋଟିସ୍ ଆଣିଲ ସେଥିପାଇଁ ସେମିତି କଲେ
Congratulations sir for odisha cm
କନକ ଟିଭି ନିଉଜ ସାରଙ୍କୁ ମୋର ଅଭିନନ୍ଦନ ଜଣାଉଛି,,,, ଓଡିଶା ରପୂର୍ବତାନ ମୁଖ୍ୟ ମନ୍ତ୍ରୀ ଙ୍କୁ କେବେ ପ୍ରଶ୍ନ କରି ନାହାନ୍ତି ।ଆପଣ ତାଙ୍କୁ ଡରୁ ଥିଲେ ।
Kanak niwus 😮bjd Gulam
ଆପଣ ସାମ୍ବାଦିକ ହୋଇ ନିରପେକ୍ଷ ଭାବରେ ରୁହନ୍ତୁ
ଆଜି ଉତ୍ତର ପାଇଲେ ପୂର୍ବତନ ବାଚସ୍ପତି
ମନୋଜ ବାବୁ ଆପଣଙ୍କ ପ୍ରଶ୍ନର ଉତ୍ତର
ବାଚସ୍ପତି ସିନା ନୂଆ ହେଲେ ସେ ଜଣେ ବରିଷ୍ଠ ନେତ୍ରୀ ହୋଇ ସେହି ସମୟର ଘଟଣା ବଳିରେ ପ୍ରକୃତ ବିଚାର ତ କରିବାର ଥିଲା ।
During one to one discussion,Sri Mohan Majhi now Chief minister had confidently told for formation of Government after winning next election.
Now he became Chief Minister,Odisha.
Congratulations Hon'ble Chief mini😮ster.
Jay jagannath,Jay Maa Tarini.
Mohon bhai jindabad ❤❤❤🎉🎉🎉
ଶାସନ ଗାଦି ରେ ଥିବା ମନ୍ତ୍ରୀ ଓ ନେତା ମାନେ ଯଦି ସାମ୍ବିଧାନିକ ବ୍ୟବସ୍ଥା କୁ ଉଲଂଘନ କରିବେ ତହେଲେ ଅନ୍ୟମାନେ କରିଥିବା କିଛି ମାତ୍ରା ର ତୃଟି କୁ ଆପଣ ଏତେ ପରିମାଣ ରେ ତର୍ଜମା କରିବା ସମିଚୀନ ନୁହେଁ।
Mahon majhi the super
ଅତି ସୁନ୍ଦର CM ❤❤❤
ସେ ମହିଳା ହୁଅନ୍ତୁ କିମ୍ବା ପୁରୁଷ କୌଣସି ପଦ ପଦବୀରେ ଯୋଗଦାନ
କରିବାବେଳେ ନିଜର ଯୋଗ୍ୟତା ସଂପର୍କ ରେ ସଚେତନ ହେବା ଦରକାର। ଅନେକ ସମୟରେ ପ୍ରେସ ମିଡିଆର ସାମ୍ବାଦିକ ମାନେ ସବୁ ଜାଣିବି ଅଭିନୟ କରି
ଥାଆନ୍ତି। ଆଜିର ସମାଜରେ
ଜଣେ ସାଧାରଣ ମଣିଷ ଶୀର୍ଷ
ସ୍ଥାନରେ ବସିବାବେଳେ ଅନେକ ପ୍ରଶ୍ନର ସମ୍ମୁଖୀନ ହୁଏ।ମୋର ଦୃଢ ବିଶ୍ବାସ ମାନ୍ୟବର ମୁଖ୍ୟମନ୍ତ୍ରୀ
ଜଣେ ଦକ୍ଷ ଶାଷକଭାବେ
ନିଜକୁ ଗୌରବାନ୍ୱିତ କରିବେ।
ଜୟ ଜଗନ୍ନାଥ।
ମନୋରଞ୍ଜନ ବାବୁ କନକ ଟିଭି ର ସତ୍ ସାହସ ଅଛି ତ ଥରେ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କୁ ଏମିତି ପ୍ରଶ୍ନ କରିକି ଦେଖା। ସେଥିରେ ତୁମର ପାରିବ ପଣ ଜଣା ପଡନ୍ତା। ମନୋରଞ୍ଜନ ବାବୁ, ତୁମେ ଭୁଲି ଯାଉଚ ଯେ ତୁମେ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରୁଚ, ତୁମ ଶରୀର ର ଭାଷା ଜମା ଶୋଭନୀୟ ନୁହେଁ।
ଭିଜୁଆଲ ଦେଖି ବାର ଥିଲା।
ଏଇ ନିୱଜ଼ ଵାଲା ପକା ଟାଉଟର
Mohan majhi will not be a puppet CM, i realised after seeing this interview
Absolutely
Absolutely right ❤❤
Absolutely
Its a bjd agenda for next panchayat election.
Jay ho Mohan Majhi
ଜୟ ଶ୍ରୀ ଜଗନ୍ନାଥ 🙏 ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ଅଭିନନ୍ଦନ 🇹🇯
Congratulations new cm
ମହିଳା ହେଲେ କଣ ହେଲା ନିରପେକ୍ଷ ଭାବରେ ରହିବା ଆବଶ୍ୟକ
ସିଏମ୍ ସାର୍ ଆପଣଙ୍କୁ ମୋର ଅଶେଷ ପ୍ରଣାମ
ମୁଁ ଗୋଟିଏ ବିଧବା ପିଲା କୁ ଧରିକି ଚଳିବା ଵହୁତ କଷ୍ଟ ସେଥିପାଇଁ ଆପଣ ଙ୍କୁ ଅନୁରୋଧ ବିଧବାଙ୍କୁ ସବୁ ଦିଆଯାଉ
ନବୀନ - ଓଡିଶା ରେ ଓଡ଼ିଆ ଆସେ ନାହିଁ ❌
ମୋହନ ମାଝି - ଓଡିଶା ରେ ହିନ୍ଦୀ ଆସେ ନାହିଁ ✅
ଜୟ ଓଡ଼ିଶା
Cm Odisha
BJ P Netankara thike Bichardhara Achi
ଠିକ୍ କହିଛନ୍ତି ସାର ଧନ୍ଯବାଦ
ଆପଣ ଆମ ମାନଙ୍କୁ3500 ଦିଆଯାଉ
New cm sir🎉🎉
Mohan Majhi
Durniti gratsth minister damega hebe ni.mohan majhi damega hebakan kahu chhanti.Manoranjan babu. Tike chinta kar.
Congratulations to our new CM🎉
C.M sir sir amane katha ku bulauchhanti❤❤❤❤❤
Congratulations sir sri Mohan Charan Majhi
Jai Bjp Jai keonjhar jai maa tarini 🙏 ❤❤❤🎉🎉🎉🎉
LLB ର talent
ସାଧାରଣ ଲୋକର ନୁହେଁ 👌
Face to face correct 👏👏👏👏 imandari Mukhyamantri is Mahan sir 🙏🪔🙏🙏🇮🇳🇮🇳🇮🇳
Joy mahon sir
Manoj sir ଆପଣଙ୍କର କହିବାର କଥା ଟା ବହୁତ୍ କର୍କସ ଅଛି ଆମେ ଜାଣିପାରିଛୁ
You are bad
Good desion
ଧର୍ମ ର ହେବ ଜୟ......jay jagarnatha jay mohan bhai..
Mohan sir is the best.... MLA
You are very brave MLA sir
Do. not play the role of adivasi. Now u r MLA. You play role of MLA. Do not be. Show man You are my junior and student of my father.
ମନରଞ୍ଜନ ମିଶ୍ର ଚାକର ବାକର ଙ୍କୁ ପଚାରିଲା ଭଳିଆ ପଚାରୁଛନ୍ତି ଜଣେ ନେତାଙ୍କୁ ତାଙ୍କ କଥା ବାର୍ତା ଗୁଣ୍ଡା ଗିରିଆ ଭଳିଆ
CM Sir🫡
Right mohan
Manoranjan Mishranku amara priya Mukhyamantri thik uttar deichhanti. Ati sunder. Mohan babunku CM heba abasarare bahut subhakamana janauchhi. Jai Shree Ram 👏👏👏👏👏👏👏👏👏👏
ସବୁ ଠିକ୍ ଅଛି କିଛି ଭୁଲ ନାହିଁ
Super our cm❤❤❤
ମାଡୁଆ ମନୋରଞ୍ଜନ😂😂😂
Strong fight ..Manoranjan babu ete deeply question karuthile but answer ta jabardast thila Mohan majhi sir nkara sei time re....ebe ta se CM 🤙 🎉🎉🎉kemiti dekhuchanti esabu old conversation ku?hadbadi jaunahanti ta Manoranjan babu 😂
Odisha re kebala mohan sir nkara sasan abasyaka
ତାବିଚାର ଜନସାଧାରଣ କରିସାରିଛନ୍ତି
ଏସବୁ ଭିଡିଓ କୁ ତୁରନ୍ତ ଅପସାରଣ କର ,ବର୍ତ୍ତମାନ ମୋହନ ମାଝୀ ମୁଖ୍ୟ ମନ୍ତ୍ରୀ
ପାର୍ଲ୍ୟାମେଣ୍ଟରେ ଅନେକ ପ୍ରକାର ଘଟଣା ଘଟୁଛି। ବାଚସ୍ପତି କହି କହି ହାଲିଆ ହୋଇ ଯାଉଛନ୍ତି। ହଠାତ୍ ସସ୍ପଣ୍ଡ କରାଯାଉନାହିଁ।
ମୋର ଗୋଟେ request ସାର ଆପଣ ସବୁେବେଳ news ବାଲାକ୍ ସାଗରେ constant ରଖନ୍ତୁ ତେବେ ଭଲ ଖରାପ ଜାଣି ପାରିବେ କିନ୍ତୁ pandian ଭଳି କମॆ ଚାରି ରଖନ୍ତୁ ନାହିଁ ଜଉଟା ଜାଣି ପାରିବେ ତାର ତୁରନ୍ତ action ନିଈଯାଉ ଦୂତ ରାଷ୍ଟ୍ର ଭଳି ବସିଯିବେନି ଦଶରଥଙ୍କ ପୁଅ ରାମ ଭଳି କାମ କରନ୍ତୁ
Who Come After Cm
ଏ reprter ମାନେ ନବୀନ ପଟ୍ଟନାୟକଙ୍କ ସାକ୍ଷାତ୍ ନେବାକୁ କେବେ ସାହସ କରିନଥିଲେ କିନ୍ତୁ ସେ ଖୁବ୍ ଭଲ ବୋଲି ପ୍ରଚାର କରି ଚାଲିଥିଲେ
जय जगन्नाथ
Ete bhasan mariba purbaru ,fast visual dekha jau, ta pare, Katha barta ,mohan babu is the best. ,,?
BJP bahut bhala party.adibasi ku bahut guruta deu chhanti.odisha adibasi janiba katha.jay bharat maata Jay sriram Jay jagannath.
There are no questions except Dali Dali dali......
Good sepike
Manoranjan sir, ଆପଣ ଭରତ ର ମହାମହିମା ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ଙ୍କ ସହିତ ରାଜ୍ୟ ବାଚସ୍ପତି ଙ୍କ ସହିତ ମହିଳା ଭାବରେ ତୁଳନା କରିବା ଅତ୍ୟନ୍ତ ଲଜ୍ଜା ର ବିଷୟ
ଏ ବାବାରେ e ଲୋକ ବହୁ dengar
Kanak news r editor manage heichi bjd dwara , kehibele sarkar nku tana deiki katha sunipariluni aji jaen
ମୋତେ ଲାଗୁନି ଆମ ଓଡ଼ିଶାର ମୁଖ୍ୟା ମନ୍ତ୍ରୀ ଭଳିଆ ଲାଗୁଛି ସରପଞ୍ଚ
ନୂଆ ବାଚସ୍ପତି ହେଲେ ବି ସେ କ'ଣ ନିୟମ କାନୁନ ପଢ଼ିକି ସେ ଅନୁସାରେ କାର୍ଯ୍ୟ କରିପାରିବନି ନା କ'ଣ...?
C. M. Veri. Gud
ଅନ୍ୟା କୁ ଆନ୍ୟା ମାରିବା ହିଁ ନିୟା
Mohan Charan majhi sir super CM
Honourable chief minister sir pranam .anew course was started in all medical colleges of odisha i.e.o.t technician whoch is most essential for operation theatre in all hospital.so i pray to your gracious enough through this channel to take early action for appointment of o.t.technician
Mohan majhi right
Very nice mohan sir ❤❤❤❤❤❤❤❤❤❤
Apana nku Dhanyabad 🙏🙏🙏
Mahana charn majhi🎉
CM🎉🎉🎉🎉