AMULYA PREMA ||ଅମୂଲ୍ୟ ପ୍ରେମ|| PREMA KALA ll HUMAN SAGAR NEW CHRISTIAN SONG |||FIRST LOVE CREATION||

Поділитися
Вставка
  • Опубліковано 21 жов 2022
  • ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହାନ ନାମରେ ପ୍ରତ୍ୟେକଙ୍କୁ FIRST LOVE CREATION UA-cam CHANNEL ତରଫରୁ ଅଭିନନ୍ଦନ ଜ୍ଞାପନ କରୁ I ପ୍ରଥମ ଥର ପାଇଁ ଏକ ଅତି ସୁନ୍ଦର ଖ୍ରୀଷ୍ଟୀୟ ଭକ୍ତିଗୀତ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ବାସୀ ବିଶ୍ବାସିନୀ ମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଅଛି। ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର୍ ବହୁତ ମାଧୂର୍ଯ୍ୟ ଭାବରେ ଗୀତଟିକୁ ଗାନକରିଛନ୍ତି। ଆଶା କରୁଛୁ ଆପଣମାନଙ୍କ ଆତ୍ମିକ ଜୀବନର ଅଭିବ୍ରୁଦ୍ଧି ନିମନ୍ତେ ଏହି ଗୀତ ଏକ ସୁନ୍ଦର ମାଧ୍ଯମ ହେବ। ଆମ୍ଭମାନଙ୍କୁ ଉସ୍ଚାହିତ କରିବା ପାଇଁ ଗୀତ କୁ ବହୁଳ ମାତ୍ରାରେ ସେର୍ କରନ୍ତୁ।
    SONG CREDITS:
    SONG: AMULYA PREMA
    SINGER: HUMAN SAGAR
    LYRICS & MUSIC: SALEM LIMA
    MUSIC ARRANGEMENTS: BAPI SAMAL
    EDITING: VIKASH( BANGALORE)
    STUDIO: MRR STUDIO CUTTACK
    CONCEPT & PRODUCTION : REV AJIT KUMAR DIGAL
    COLLABORATION: 9438655556
    (WHATSAPP OR TELEGRAM)
    FULL LYRICS:
    ପ୍ରେମ କଲ ଯେବେ ତୁମେ ମୋତେ
    ପାଇଗଲି ଶାନ୍ତି ଏହି ମରତେ
    ତୁମ ପ୍ରେମେ ବାନ୍ଧି ଦେଲ
    ତୁମ ପ୍ରେମେ ମୁକ୍ତି କଲ
    ଅମୂଲ୍ଯ ପ୍ରେମ ତୁମରି ମୋତେ ଦେଲ
    ଭୁଲିବିନି ତୁମ ପ୍ରେମ କେବେ ମୁଁ ଏ ଜଗତେ
    ମରିଯିବି ପଛେ ତୁମପାଇଁ ଯୀଶୁ ମୁଁ ସତେ(୨)

    ଆତ୍ମୀୟ ଯେତେ ମୋର କରିଦେଲେ ସବୁ ପର
    ତଥାପି ଛାଡିଲ ନାହିଁ ମୋତେ ଏହି ଜଗତରେ କଲ ଆପଣାର
    ନିରାଶ ଅଶାନ୍ତ ମନେ ବୁଲୁଥିଲା ପ୍ରାଣ ମୋର
    ନିସହାୟ ଏ ଜୀବନେ ଆଶା ଭରି ଦେଲ ତୁମେ କରିଲ ନିଜର
    ତୁମ ପ୍ରେମେ ବାନ୍ଧି ଦେଲ
    ତୁମ ପ୍ରେମେ ରକ୍ଷା କଲ
    ଅପାର ପ୍ରେମ ତୁମରି ମୋତେ ଦେଲ
    କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
    ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)

    କେତେ ଯେ ଦୁଃଖ କ୍ଲେଶ ପରୀକ୍ଷା ଶୟତାନର
    ଆସିଥିଲା ମୋ ଜୀବନେ ହାରିଲିନି କେବେ ମୁଁ ଯେ
    ସାହା ହେଲ ମୋର
    ସ୍ବୀକାର କରୁଅଛି କେହି ନୁହେଁ ମୋ ନିଜର
    ଯୀଶୁ ତୁମେ ସାଥି ମୋର ଦ୍ରୁଢଦୂର୍ଗ ମୋ ପ୍ରାଣର
    ପ୍ରେମିକ ଇଶ୍ବର
    ତୁମ ପ୍ରେମେ ବାନ୍ଧି ଦେଲ
    ତୁମ ପ୍ରେମେ ରକ୍ଷା କଲ
    ଅଭୂଲା ପ୍ରେମ ତୁମରି ମୋତେ ଦେଲ
    କେମିତି ଭୁଲିବି ତୁମ ପ୍ରେମ ମୁଁ ଏ ଜଗତେ
    ମରିଯିବି ପଛେ ଭୁଲିବିନି ଯୀଶୁ ମୁଁ ସତେ(୨)
    ************************
    ବିଦ୍ର: ଦୟାକରି ଗୀତର ଅଡିଓ କି ଭିଡିଓ ରି ଅପଲୋଡ଼୍ କରନ୍ତୁ ନାହିଁ, ଆମେ କପି ରାଇଟ୍ କ୍ଲେଇମ୍ ବା କପି ରାଇଟ୍ ଷ୍ଟ୍ରାଈକ୍ ଦେବାକୁ ବାଧ୍ୟ ହେବୁ । ଖ୍ରୀଷ୍ଟ ସନ୍ତାନ ହୋଇଥିବା ହେତୁ ଆମେ ଶୃଙ୍ଖଳା ରକ୍ଷା କରିବା ଆବଶ୍ୟକ ଅଟେ । ଧନ୍ୟବାଦ !!!
    *************************
    !!* ANTI PIRACY WARNING *!!
    This content is copyright to FIRST LOVE CREATION . Any unauthorized reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright material presented.
    #amulyaprema#premakala#humansagarchristiansong#humanesagar
    #humansagarnewchristiansong2022#kahipagalparibuluchu #heprabhustatus#premajarafullsong#jogesjojo#jojo5production#newsambalpurisong# #harigalimun#sadstatus #newodiachristiansong #humansagar #humansagarstatus #humansagarnewstatusvideo #humansagarnewsong#krusharasharane #amitbadanayaknewsong #prasadlimamusic #narakadanda #amitbadanayakchristiansongs #humansagarheprabhusong#humansagarnewwhatsappvideo2020#newstatus#heprabhukemitibanchibivideo #heprabhukemitibanchibivideosong#aseemapandahelakipremalyrics#aseemapandasharmili#aseemapandaodiasong #sambalpurinaagindance#helakiprema #rasia #ajanaasuna #obaby #sukumari #humansagarsadsongdownload #humansagarallsong #humansagarnewringtone #humansagarwife #amitpaninewchristiansong#amitpanichristiansong#amitpanisongs#jyotirmayeenayaksong#jyotirmayeenayak #besaharaodiasongdownload##humansagarbesaharasong #pagalapagala#mantuchhuria #antarachakraborty #latestnews #jesusnewsong #jesusstatusvideo #jesussongs #riturajmohanty #riturajmohantysongs #salimlima#FirstLoveCreation #explorepage #love #jesussongstatushindi #foryou #foryoupage #odianewsong #odia_4k_whatsapp_status #sadstatus #sambalpuristatus #koraputiacomedy #koraputialovestatusvideo #kinemaster #kandhamalnew#humansagarhitsongs#relaxaongs#newhitsong2022 #hitsonghumansagar#evergreensong #hearttouching #hearttouchinglyrics #lyricsstatus #lyricsstatusodia#amulyaprema#premakala #prasadlima#humansagarnewwhatsappvideo2020#satarkabani#paritranarashaila#narakadanda#amitbadanayakchristiansongs #amitbadanayak #heprabhuamitbadanaayak #heprabhuhejisu #heprabhu02 #heprabhusongdownload #heprabhudekhade#heprabhukemitibanchibistatus#newodiachristiansongamitpani##newodiachristiansong2022 #newodiachriatiansongmp3#newodiachristmassong#newodiachristiansong #newodiachristianstatus#

КОМЕНТАРІ • 1 тис.

  • @Amarmusic688
    @Amarmusic688 Рік тому +71


    ସାର୍ ଆପଣଙ୍କ ଗୀତ କେବେ ଭୁଲି ହେଉନି ସବୁବେଳେ ଶୁଣୁଛୁ❤❤❤
    (ଏ ମୋର ମନ) (ଅମୂଲ୍ୟ ପ୍ରେମ ଗୀତ) ।

    • @firstlovecreation8369
      @firstlovecreation8369  Рік тому +9

      ବହୁତ ଧନ୍ୟବାଦ, ଆପଣ ଙ୍କ ସହଯୋଗ ମୁ ମଧ୍ୟ ଭୁଲି ପାରିବି ନାହିଁ। ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ସାର୍।

    • @jatindramonobodho5266
      @jatindramonobodho5266 Рік тому +5

      ⁰⁰0⁰00⁰⁰0⁰0⁰⁰0great

    • @nitanayak8821
      @nitanayak8821 10 місяців тому +4

      Bhai namaskaar ye gita sunile antaratma hali jauchhi sote prabhu pari kehi nahanti 😭😭😭😭😭😭😭😭😭😭😭😭😭😭

    • @ArjunHantal-xb6sq
      @ArjunHantal-xb6sq 8 місяців тому

      ​@@jatindramonobodho5266a

    • @bennypachanal3923
      @bennypachanal3923 2 місяці тому +1

      Very heart touching song 😊

  • @poojarani2249
    @poojarani2249 Рік тому +36

    ମୁଁ ଜଣେ ହିନ୍ଦୁଝିଅ କିନ୍ତୁ ମୋ ମନରେ ସେମିତି କିଛି ଜାତି ଧର୍ମର ଭେଦଭାବ ନାହିଁ। ଖାଲି ଏତିକି ଜାଣିଛି ଯେ ସଭିଙ୍କ ପିତା କେବଳ ଗୋଟିଏ। ଯିଏ କି ଆମ ସବୁ ଦୁଃଖ କଷ୍ଟକୁ ଦୂର କରନ୍ତି । 🙏🙏

  • @ulekhkarada8088
    @ulekhkarada8088 Рік тому +35

    ଗୀତ ଟି ବହୁତ ସୁନ୍ଦର ଭାବରେ ରଚନା ଏବଂ ସ୍ୱର ସଂଯୋଜନା କରିଛନ୍ତି ସାଳିମ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ଏବଂ ଗୀତକୁ ମଧ୍ୟ ବହୁତ ସୁନ୍ଦର ଭାବରେ ଗାଇଛନ୍ତି ହ୍ୟୁମାନ ସାଗର ଭାଇ ଏହି ଗୀତ ପାଇ ବହୁତ ପରିଶ୍ରମ କରିଛନ୍ତି ଗୀତର ସଫଳତା ନିମନ୍ତେ ଆପଣ ମାନେ ପ୍ରାର୍ଥନା କରିବେ ବୋଲି ଅନୁରୋଧ ଏହି ଗୀତ ମାଧ୍ୟମରେ ସମସ୍ତଙ୍କୁ ପ୍ରଭୁ ଯୀଶୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ଏବଂ ଆଗକୁ ମଧ୍ୟ ଏହିଭୋଲି ଗୀତ ରଚନା କରିବାର ଆଗ୍ରହ ହୋଇପାରିବେ ବୋଲି ଆଶା କରୁଅଛି ଗୀତର ସମସ୍ତ ସଫଳତା ନିମନ୍ତେ ପ୍ରଭୁ ଯୀଶୁ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରନ୍ତୁ ଏବଂ ଗୀତ ଶୁଣିବା ଦ୍ଵାରା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏତିକି ମୋର ପ୍ରାର୍ଥନା
    ଆମେନ୍
    ବହୁତ ସୁନ୍ଦର ହୋଇଛି ରଚନା ଏବଂ ସ୍ୱର ସଂଯୋଜନା ଗୀତ ଗାୟନ ମଧ୍ୟ ଏହି ଗୀତ ହୃଦୟକୁ ବହୁଳ ଭାବରେସ୍ପର୍ଶ କରୁଅଛି ❤️❤️ ଗୀତରେ ସମସ୍ତ ପରିଶ୍ରମ କରି ଆମକୁ ଏକ ସୁନ୍ଦର ପ୍ରଭୁ ଯୀଶୁଙ୍କ ଗୀତ ଯୋଗାଇଥିବାରୁ ଆପଣଙ୍କୁ ଏବଂ ସମସ୍ତ ସହଯୋଗ କରିଥିବା ଭାଇ ମାନଙ୍କୁ ମୋ ତରଫରୁ ଧନ୍ୟବାଦ ଜଣାଉଅଛି❤️❤️

  • @krushna.majhi.official.986
    @krushna.majhi.official.986 Рік тому +13

    ବହୁତ୍ ସୁନ୍ଦର ଲେଖା ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆମେନ୍

  • @saulapattamajhicreation6962
    @saulapattamajhicreation6962 Рік тому +10

    ପ୍ରଭୁ ଯୀଶୁଙ୍କ ନାମ ଉଛ ରେ ରହୁ l ଯୀଶୁଙ୍କ ନାମ ଧନ୍ୟହେଉ l

  • @prafullanayak9579
    @prafullanayak9579 Рік тому +8

    Waiting eargerlly
    Praise The Lord

  • @malayakumarturuk3803
    @malayakumarturuk3803 Рік тому +6

    Waiting sir 🙏

  • @pareshbag7114
    @pareshbag7114 Рік тому +25

    I am speechless, it's a beautiful devotional song 💕
    ଏହି ଗୀତ ଶୁଣିଲା ପରେ କେହିମଧ୍ୟ ଗୀତକାର, ଗୀତ ଲେଖକ କିମ୍ବା ଗାୟକଙ୍କୁ ପ୍ରଶଂସା କରିବା ପୂର୍ବରୁ ଯୀଶୁଖ୍ରୀଷ୍ଟଙ୍କର ଅତୁଳନୀୟ ପ୍ରେମ କୁ ପ୍ରଥମେ ନିହାତି ମନେପକାଇଵ।

  • @sanidhyadigal6940
    @sanidhyadigal6940 Рік тому +35

    Such a wonderful song...ଜେତେ ଶୁଣିଲେ ବି ମନ ଭାଙ୍ଗୁନି.. praise the Lord.May Jesus bless you.

    • @dhameshpatamajhi
      @dhameshpatamajhi 11 місяців тому

      youtube.com/@dhameshpatamajhi?si=6Si0r4y4XcJWGiFZ

  • @sanjayadigal9300
    @sanjayadigal9300 Рік тому +13

    Praise The Lord Sir
    Beautiful Song With
    Heartly Touching Song

  • @lisagagarai1576
    @lisagagarai1576 Рік тому +18

    Praise the lord Heart touching song sir 🙏 Very nice song 💯👍👌

  • @AjitKumar-oq4uc
    @AjitKumar-oq4uc Рік тому +15

    Praise the Lord! Wow wonderful song beautiful composition. God bless you all dears 💖

  • @bichitrasundaray8375
    @bichitrasundaray8375 Рік тому +14

    All the Glory & Praise be to the Lord Jesus Christ & Almighty GOD'S........🙌🙏

  • @sahillima1432
    @sahillima1432 Рік тому +4

    Naice Song Salim Bro

  • @pratapsenapati2210
    @pratapsenapati2210 Рік тому +8

    Praise the Lord sir

  • @h.bachanofficial858
    @h.bachanofficial858 Рік тому +8

    ❤️ jai masih ki ❤️

  • @inshort019
    @inshort019 Рік тому +21

    Praise the Lord and thank you bhaina for giving us such a wonderful song... Heartly touching with my feelings 🙏🥰

  • @Chandra_NNK
    @Chandra_NNK Рік тому +8

    ଅତି ସୁନ୍ଦର ଗୀତ........ ମାମୁଁ👌👌👌👌

  • @sikaritokbi2066
    @sikaritokbi2066 Рік тому +9

    🙏🙏🥰🥰🥰😘😘😘😘😘😘mujhe har gane pasand hai sir ka

  • @jugalmallick2791
    @jugalmallick2791 Рік тому +9

    Beautiful lyrics and composition❤❤ ❤praise the Lord.

  • @sushantakimbakavideos360
    @sushantakimbakavideos360 Рік тому +12

    ବହୁତ ବଢ଼ିଆ ଏବଂ ହୃଦୟ ସ୍ପର୍ଶି ଗୀତ ହେଇଛି sir । Praise the lord 🙏 🙏🙏

  • @sanjayaraitahiiii....9242
    @sanjayaraitahiiii....9242 Рік тому +11

    Praise the lord halleluya

  • @anandasahoo7196
    @anandasahoo7196 Рік тому +11

    Bahut sundar song

  • @sisajagathray680
    @sisajagathray680 Рік тому +6

    Very sweet song praise the Lord

  • @spradhan1958
    @spradhan1958 Рік тому +39

    ବହୁତ ଭକ୍ତି ବରା ଗିତ ଏ ଗିତ ଶୁଣି ମୋର ହୃଦୟ ପ୍ରଭୁଙ୍କ ପାଖକୁ ଟାଣି ହେଉଛି,ପ୍ରଭୂ ଆଶିର୍ବାଦ କରନ୍ତୁ

    • @firstlovecreation8369
      @firstlovecreation8369  Рік тому +1

      ଆମେନ୍, ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

    • @archanapradhan1832
      @archanapradhan1832 Рік тому +2

      So wonderful song.praise tha lord.god bless you

    • @sudiptamanira1014
      @sudiptamanira1014 Рік тому +2

      Praise the lord sir.....can I have karaoke of this song plz plz plz

    • @sudiptamanira1014
      @sudiptamanira1014 Рік тому

      Praise the lord sir.....can I have karaoke of this song plz plz plz

    • @lenagonda4343
      @lenagonda4343 Рік тому

      God bless you all ❤

  • @amandesifamilyvlogs5395
    @amandesifamilyvlogs5395 Рік тому +8

    ଅପେକ୍ଷା ରେ ଥିଲୀ ଏହି ଗୀତ ପାଇଁ ବହୁତ ଭଲ ହେଇଛି sir.👍

  • @sidhantamundamajhi78
    @sidhantamundamajhi78 Рік тому +13

    Praise the lord 🙏🙏
    I never thought such a song would come. Touched my heart. Thank you very much Salem Lima Obed

  • @sanjayabeheramajhi8578
    @sanjayabeheramajhi8578 Рік тому +5

    Praise the lord... Good composition song... God bless you

  • @ambramganta16
    @ambramganta16 Рік тому +7

    Beautiful composition and wonderful lyrics

  • @sudatpani
    @sudatpani Рік тому +6

    Praise the Lord 🙏🙌🙏....

  • @barshipradhan1175
    @barshipradhan1175 Рік тому +10

    Praise the Lord God bless all of you

  • @SundarKumarMusic
    @SundarKumarMusic Рік тому +13

    Composition mind blowing and lyrics is meaningful,, good dear salim brother ajii ehi gito ku unmochono korithibaru.......Praise the Lord... Amiti hin agoku tomoro composition gudako sunibaku icha koru

  • @mojeshsunaalltypes
    @mojeshsunaalltypes Рік тому +5

    Praise the LORD 🙏 amen super song 👌

  • @GPPINTUBARI
    @GPPINTUBARI Рік тому +6

    Praise the lord

  • @bijayamajhiofficial
    @bijayamajhiofficial Рік тому +24

    Praise the lord 🙏🙏 sir gito composition bholo heichii nd lyrics meaningfull heichiii God always grace upon you, always go ahead towards God, Thank you to entire team proclaiming gods word. 🙏🙏🙏💕💕💕

  • @humanepatro9629
    @humanepatro9629 Рік тому +8

    Praise the Lord 🙏🙏🙏🙏🙏❤️❤️

  • @shyamsundarchinchani7217
    @shyamsundarchinchani7217 Рік тому +5

    praise the lord God bless all

  • @snmusicpresents
    @snmusicpresents Рік тому +6

    Praise the Lord🙏

  • @PKKUMAR-it6uh
    @PKKUMAR-it6uh Рік тому +8

    Beautiful song God bless you all of you

  • @runapidikaka1677
    @runapidikaka1677 Рік тому +4

    Praise the lord god bless you

  • @sudeepakumar8225
    @sudeepakumar8225 Рік тому +4

    Nice song Salem bhaina

  • @prabadhchinchanipresents6912
    @prabadhchinchanipresents6912 Рік тому +15

    ପ୍ରଭୁ ଆପଣଙ୍କୁ ବହୁଳରୂପେ ଆଶ୍ରିବାଦ କରନ୍ତୁ sir କାରଣ ଏହିପରି ରୁଦୟ ସ୍ପର୍ଶି ଗିତ ବାସ୍ତବିକ ଜୀବନରେ ପାପିକୁ ଯୀଶୁଙ୍କ ପ୍ରେମ ବୁଝି ପାରିବ

  • @philipmashi6789
    @philipmashi6789 Рік тому +35

    ବହୁତ ସୁନ୍ଦର ଲେଖା... ଏମିତି ଗୀତଟେ ଖୋଜୁଥିଲି... Praise the Lord ❤❤❤

  • @sunitamallik2926
    @sunitamallik2926 Рік тому +10

    Praise the lord 🙏🙏🙏hallelujah hallelujah. hallelujah amen amen. Thankyou lord very very nice song . god blass you ✝️🛐🛐🛐🌹🌹🌹👏👏👏👏👏👏👏👏👏👏

  • @3.k.c_youth_group
    @3.k.c_youth_group Рік тому +7

    Praise the Lord🙏🙏🙏

  • @surjayamanipangi6081
    @surjayamanipangi6081 Рік тому +4

    Very meaningful song

  • @sangininayak6382
    @sangininayak6382 Рік тому +3

    Bahuta bhala laguchi

  • @keyboardkinggaganofficial
    @keyboardkinggaganofficial Рік тому +9

    ଭାରି ବଢିଆ ହେଇଚି ଗୀତ ଟି ହୃଦୟ ସ୍ପର୍ଶି Praise the Lord 🙏🙏🙏

  • @deepakofficialchannel2082
    @deepakofficialchannel2082 Рік тому +7

    ଗୀତ ବହୁତ ସୁନ୍ଦର ହେଇଛି, ଲେଖା ଏବଂ ସ୍ବର
    Praise the Lord 🙏

  • @anujitmahananda6801
    @anujitmahananda6801 Рік тому +4

    Heart touching song Sir Amen

  • @danielsabar1796
    @danielsabar1796 Рік тому +6

    glory to god and praise the lord.Excellent song💯 👌..........🙏🙏🙏🙏🙏🙏

  • @rajeshkhan6182
    @rajeshkhan6182 Рік тому +4

    Heart touching song mind blowing super

  • @anujitmahananda6801
    @anujitmahananda6801 Рік тому +6

    Beautiful song praise the lord

  • @lalmohonbhuyan2449
    @lalmohonbhuyan2449 Рік тому +6

    ବହୁତ ସୁନ୍ଦର ହୋଇଛି ଗୀତ praise the Lord 👍

  • @dibyankadibyancyofficial6574
    @dibyankadibyancyofficial6574 Рік тому +3

    Ati sundar lekha beautiful song

  • @sahillima1432
    @sahillima1432 Рік тому +5

    Naice Song

  • @manoshcreative9218
    @manoshcreative9218 Рік тому +2

    Praise the Lord
    very nice song

  • @rabindrasrambutika1129
    @rabindrasrambutika1129 Рік тому +8

    Really this song is touching heart ❤️, composition, singing, meaning, feeling all is very good, special I thanks to Salem limma sir , really he is blessed.

  • @sujatapradhan3583
    @sujatapradhan3583 Рік тому +4

    Very nice good

  • @kairasingh3948
    @kairasingh3948 Рік тому +6

    ବହୁତ ସୁନ୍ଦର ଗୀତ ଏମିତି ଗୀତ ଲେଖିବା ପାଇଁ ପ୍ରଭୁ ଯେସୁ ଆପଣଙ୍କକୁ ଆସୀସି କରନ୍ତୁ ଅମିନ ❤❤❤❤❤❤❤❤❤❤❤❤❤❤❤

  • @sunitaharpal5941
    @sunitaharpal5941 Рік тому +5

    Praise the lord 🙏

  • @Rajumandal12143
    @Rajumandal12143 Рік тому +10

    ବହୁତ ବହୁତ୍ ସୁନ୍ଦର ହେଇଛି ଏହି ଗୀତଟି .. god bless u sir ...💝💝💝praise the lord ...

  • @timatmajhicreation
    @timatmajhicreation Рік тому +12

    ଏହି ଗୀତ ବହୁତ ଭଲ ହେଇଛି Praise the lord So Beautiful Lyrics composition I love you this UA-cam Channel

  • @amitakumarisuna5324
    @amitakumarisuna5324 Рік тому +7

    Praise the Lord❤

  • @salmanmallickofficial6042
    @salmanmallickofficial6042 Рік тому +10

    Heart touching lyrics and good composition. May God bless all of you ❤️

  • @tpspecialityhospital4947
    @tpspecialityhospital4947 Рік тому +3

    Praise the Lord

  • @mikhael4896
    @mikhael4896 Рік тому +4

    Praise the Lord amazing song All the best 👍👍👍

  • @mitanayakrupalinayak5481
    @mitanayakrupalinayak5481 Рік тому +5

    Aman 🙏🙏🙏🙇🙇

  • @jaybarik3180
    @jaybarik3180 Рік тому +7

    Thanks to all team for making this wonderful song... Really heart touching song.. 💖💗👌👌👌👍👍 always my favourite singer humane bro...

  • @atozinformation361
    @atozinformation361 Рік тому +4

    Wonderful song lyrics

  • @ajitpattamajhi8773
    @ajitpattamajhi8773 Рік тому +4

    Fantastic, outstanding, &mind blowing heart touching lyrics &song. God bless all of you.

  • @munnapadra2980
    @munnapadra2980 Рік тому +4

    Very nice sang 🙏🙏🙏❤️

  • @simiyadalabehera
    @simiyadalabehera Рік тому +4

    Praise the lord sir...wonderful song

  • @birsatuti7104
    @birsatuti7104 Рік тому +3

    Prise the Lord and Love you Jesus

  • @dontonraulomusic
    @dontonraulomusic Рік тому +17

    Praise the Lord for this wonderful song..Excellent Lyrics and composition..Let all the soul be touched through this song.Keep releasing more songs for His glory.May God bless to the entire team..

    • @dillipsabar6074
      @dillipsabar6074 Рік тому

      Very very nice song. heart touching song
      I love songs

  • @minusagomango9279
    @minusagomango9279 Рік тому +5

    Praise the lords 🙏

  • @lsahu9435
    @lsahu9435 Рік тому +2

    Wow Salem Bhai bahut sundar lekhichanti apan song bahut bhala lagila

  • @abelmajhi226
    @abelmajhi226 Рік тому +6

    Praise the lord sir 🙏🙏🙏.. I'm waiting for this song ♥️❤️❤️❤️❤️..

  • @paulsalmanchristian9834
    @paulsalmanchristian9834 Рік тому +6

    Praise the Lord 🙏bahut sundar heichi Gita Bahut sundar compose au lyrics 👌🏻

  • @manashmishalofficial3733
    @manashmishalofficial3733 Рік тому +4

    Wonderful songs 👍👍👍👍👍
    So beautiful lyrics composed music arrangement 👍👍👍👍👍👍👍

  • @pradeepjena9601
    @pradeepjena9601 Рік тому +3

    ବହୁତ ସୁନ୍ଦର ହଇଛି ଗୀତ

  • @prakashdang9705
    @prakashdang9705 Рік тому +7

    Joy maasi ki what sad song Bhai god bless you.. Hear times this song flow my tear water. Amen..

  • @Anantapatuofficial
    @Anantapatuofficial Рік тому +7

    Praise the lord... Sir.. ବହୁତ ଭଲ ହେଇଚି ଗୀତ... Lyrics heart touching sir... Really

  • @sunitakumbhar5706
    @sunitakumbhar5706 Рік тому +4

    praise the lord 🙏
    very nice heart touching song ♥️👍

  • @balaramkhosala3981
    @balaramkhosala3981 Рік тому +6

    Praise God, very nice song.

  • @atnieljena9192
    @atnieljena9192 Рік тому +17

    Praise God.... Very nice meaningful song.... Soulful Music no doubt..... Voice is very sweet as usual.... Keep doing it for the Glory of God....

  • @simanchalasingerofficial1555
    @simanchalasingerofficial1555 Рік тому +3

    Salem Bhai God bless you bohut sunder heichi composition 🙏🙏

  • @christfellowship4802
    @christfellowship4802 Рік тому +9

    Praise the Lord.... Very nice and very heart touching song... Hallelujah🙌✝️
    ...

  • @mostoryvlog828
    @mostoryvlog828 Рік тому +18

    ହୃଦୟ କୁ ଛୁଇଲା ଭଳି ଭେଟି ଦେଇ ଥିବାରୁ..ବହୁତ ବହୁତ ଧନ୍ୟବାଦ

    • @firstlovecreation8369
      @firstlovecreation8369  Рік тому

      ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

  • @amazinggracemusicpresents8324
    @amazinggracemusicpresents8324 Рік тому +2

    Bahut sundara geeta heichi, Ishwara asirbad karantu

  • @youtubestar.aditya
    @youtubestar.aditya Рік тому +5

    Very very nice sang praise the lord Amen

  • @prafullanayak9579
    @prafullanayak9579 Рік тому +5

    Heart touching song
    This tipe GOD will use you through this song for his work

  • @NarsuBhyn
    @NarsuBhyn Рік тому +6

    Praise the lord... 🙏🙏🙏

  • @ashiskhosla1249
    @ashiskhosla1249 Рік тому +7

    Wonderful music lyrics compose mind-blowing
    Fanstàtic music
    Heart touching love music
    Good job 👌👌👍
    ⭐ ⭐ ⭐ ⭐ ⭐

  • @user-if7eh4cf6s
    @user-if7eh4cf6s 5 місяців тому +2

    Praise the Lord 🙏🙏❤amen🙏🙏 nice song❤❤❤

  • @bihunu.khillo3470
    @bihunu.khillo3470 Рік тому +3

    May God bless you all glory to God

  • @SDKOfficial66
    @SDKOfficial66 Рік тому +20

    Excellent composition Salim Bhai and pastor Ji 🙏 Indeed Jesus loves us abundantly and without fail😊 Appreciate the work Brother 👏❤️

  • @bharatdigal88
    @bharatdigal88 Рік тому +2

    Super heichhi

  • @majeshdigal1393
    @majeshdigal1393 Рік тому +2

    Praise the lord sir so nice song

  • @pinkudigalvlogs9493
    @pinkudigalvlogs9493 Рік тому +4

    Praise the Lord 🙏
    Really glory of God 🙏
    Really very beautiful ♥️💖
    Song and lyrics 📜🎧 good
    God bless you all
    Very very good message song 📜