ଶୁଭଲକ୍ଷ୍ମୀ ନିଜେ କହୁଛି ତାକୁ ଡ୍ରାଇଭର ମାରିଲା କେମିତି | ANGUL NEWS |

Поділитися
Вставка
  • Опубліковано 23 жов 2024

КОМЕНТАРІ • 609

  • @randranath4154
    @randranath4154 Рік тому +329

    ଧନ୍ୟବାଦ୍ ପିଲାମାନେ ତମର ଏଇ ସାହସ ସବୁଦିନ ପାଇଁ ରହୁ,

  • @subhammohanty263
    @subhammohanty263 Рік тому +48

    Salute to this small girl ,who is exposing the truth things.God bless you beta.

  • @UttamGold-zm3xm
    @UttamGold-zm3xm Рік тому +35

    ଧନ୍ୟବାଦ ପିଲାମାନେ ତମର ଏଇ ସାହସ ସବୁ ଦିନ ଥାଉ God bless you all student

  • @HiraBag-ht7vr
    @HiraBag-ht7vr Рік тому +7

    ଧନ୍ୟବାଦ ପିଲାମାନେ ତମର ଏଇ ସାହସ ସବୁଦିନ ପାଇଁ ରହୁ

  • @sachinmalik5721
    @sachinmalik5721 Рік тому +33

    Great salute to the children. God help you every moment guys

  • @gurucharansahoo9577
    @gurucharansahoo9577 Рік тому +261

    ଏ ଛୁଆ ଗୁଡାକ ଖରା ରେ ରାସ୍ତା ଉପରେ ବସିଛନ୍ତି 🤔🤔🙄🙄 😭😭ଧିକ୍ ରେ ପ୍ରଶାସନ ଶତ ଧିକ 😠😠😠😠

    • @amulyabeheraodm8520
      @amulyabeheraodm8520 Рік тому +3

      ଭାଇ ନବିନା କୁ ଆଉ ୫ ବରସ ଭୋଟ ଦେଲେ ସବୁ ଦୁଖ ଦୁର ହୋଇଜିବ

    • @dibyaranjan3454
      @dibyaranjan3454 Рік тому +4

      ଦକ୍ଷିଣି ଶାସନ ଚାଲିଛି

    • @errajeshkumarmohanta3076
      @errajeshkumarmohanta3076 Рік тому +1

      ଆଉ ଥରେ ବି ନବୀନ ହିଁ ଶାସନ କ୍ଷମତା କୁ ଆସିବ।। ଏମିତି ଅସୁବିଧା ହେଲେବି ସାଧାରଣ ଜନତା ଭୋଟ ନବୀନ କୁ ହିଁ ଦେବେ ,
      ଜନତା ସୁଧୁରିଲା ପରେ ଯାଇ କିଛି ହେବ ଓଡ଼ିଶା ର ।।

    • @SorajDas-bo7yr
      @SorajDas-bo7yr 6 місяців тому

      ​@@amulyabeheraodm8520❤❤❤❤❤❤❤
      Dld

    • @BiranchiRath-oo2qy
      @BiranchiRath-oo2qy 6 місяців тому

      😊​@@amulyabeheraodm8520

  • @manisaeducation8876
    @manisaeducation8876 Рік тому +22

    Thanks a lot dear children 🥲🥲🙏🙏🙏Raali continue rakho jeparyanto tamaku nyayo no milichhi 🥲🥲 it's very painful, after seeing this video my heart get died 😢

  • @bibhutisahu4204
    @bibhutisahu4204 Рік тому +115

    ଏତେ ଛୋଟ ରାସ୍ତାରେ, ବହୁତ ଗାଡି ଯାଉଛି, ମୋତେ ବି ସେ ରାସ୍ତାରେ ଯିବାକୁ ଡର ଲାଗେ, କେଡେ ନିଷ୍ଠୁର ସରକାର, ଅଫିସର ର ଭୁଲ କମ, ନେତା ମନ୍ତ୍ରୀ ମାନଙ୍କର ସବୁ ଖେଳ ଲୋ ମା

    • @dibyaranjan3454
      @dibyaranjan3454 Рік тому +3

      ଆମସମସ୍ତଙ୍କ ପାଇଁ ଏ ସବୁ ଘଟୁଛି। ଆମ ଲୋକେ ଯେମିତି 500, 1000 ମୁଣ୍ଡ ବିକୁଛେ ଆଉ କଣ ହବ

  • @swatimobile2332
    @swatimobile2332 Рік тому +163

    ଡ୍ରାଇଭର ର ଭୁଲ ନାଇ ଆଜ୍ଞା ରାସ୍ତା ଖରାପ୍ ପାଇଁ ସୁନା ଝିଅ ଟି ଆମର ଚକା ତଳେ ପଡି ଗଲା

    • @dhaneswarikusulia9069
      @dhaneswarikusulia9069 Рік тому +3

      Magya sarpanch magya srkar

    • @bikashsahoo8098
      @bikashsahoo8098 Рік тому +10

      Bhai ... Jhiea ra bhul nahi ki 🚛🚒🚒🚒 truck driver ra bhul nahi.........Road 🛣️🛣️🛣️ Bhai bahut kharap sethi paeni bahut dhana jibana nasta hauchi

    • @laxmipriyadwibedi2021
      @laxmipriyadwibedi2021 Рік тому +1

      Right

    • @amar.jit9788
      @amar.jit9788 Рік тому +2

      Right ethi rasta ra bhulu

    • @cuttackvlog4472
      @cuttackvlog4472 Рік тому +1

      ହଉ ଭାଇ ଯାହା ହେବାର ଥିଲା ହେଲା 🙏
      ହେଲେ ସରକାର କଣ କରୁଛନ୍ତି?

  • @minatirout7523
    @minatirout7523 Рік тому +68

    ଆଲୋ ମା ମନ୍ତ୍ରୀ କି ଏ ମେ ଲ ଝିଅ ନୁହେଁ ସେ ପରା ଖଟିଖିଆ ର ଝିଅ ସେମାନେ କେମିତି ବୁଝିବେ ଦୁଖ କଣ ଏମିତି ନିରିହ ଲୋକ କେତେ ମରିଵେ 😭😭😭😭

  • @saroswatisahoo8124
    @saroswatisahoo8124 Рік тому +35

    ପିଲାମାନେ ଯାହା ସବୁ କଥା କହୁଛନ୍ତି ଠିକ୍ କହୁଛନ୍ତି

  • @ranjitsahu9526
    @ranjitsahu9526 Рік тому +444

    ଏତେ ଯଦି ଏକ୍ ଅଛ,ସମ୍ପୂର୍ଣ ଗୋଟେ ଥର MP ଆଉ MLA ଭୋଟ ଦେବା ବନ୍ଦ କରିଦିଅ

  • @lucky4110
    @lucky4110 Рік тому +31

    ଏ ନେତା ମନ୍ତ୍ରୀ ଙ୍କୁ ସିଧା ଯାଇକି ହାଣି ଦେଲେ ଏମାନେ ଠିକ୍ ବୁଝିବେ।

  • @prabhakardas4898
    @prabhakardas4898 Рік тому +42

    ଏ ଅଶୁବିଧା ପାଇଁ ସାଧାରଣ ଯନତା ଦାୟି ଯୟ ଜଗନ୍ନାଥ ଭରଷା

  • @TapaswiniDash-u4n
    @TapaswiniDash-u4n 7 місяців тому +1

    Thik katha kahicha jhia ❤❤❤❤

  • @subhalaxmipanda-ek8sd
    @subhalaxmipanda-ek8sd Рік тому +9

    ବହୁତ ଭଲ କରିଛ

  • @ashishsahoo174
    @ashishsahoo174 Рік тому +8

    ମୋ ସହ ସେମିତି accident hei thila but mun road ra opposite side re padi ଯାଇ ଥିଲି ଭଗବାନ ଙ୍କ କୃପା ରୁ କିଛି hei ନଥିଲା।।thank you for god

  • @pradeepsahoo954
    @pradeepsahoo954 Рік тому +57

    ରାସ୍ତା କାମକୁ ଟଙ୍କା ନାହିଁ, କିନ୍ତୁ helicopter 🚁🚁🚁 helikopter ରେ ବୁଲି ପ୍ରଚାର କରିବାକୁ 1000 ହଜାର ହଜାର କୋଟି ଟଙ୍କା ଅଛି, ବାହା ବାଃ ବାଃ ରେ ସରକାର ଧନ୍ୟ ତୁମେ

  • @prabhatkumarnaik8440
    @prabhatkumarnaik8440 Рік тому +9

    ହେ ଭଗବାନ ଇଏ କ'ଣ ହୋଇଗଲା ପ୍ରଭୁ। ଏହି ନିରୀହ ନୀଷ୍ପାପି ଛୁଆଟିର କ'ଣ ଭୁଲ୍ ଥିଲା। ତାକୁ ଏମିତି ଶାସ୍ତି କ'ଣ ପାଇଁ ଦେଲ ହେ ପ୍ରଭୁ। ହେ ଭଗବାନ ତା ଆତ୍ମାକୁ ସଦା
    ସର୍ବଦା ଶାନ୍ତିରେ ରଖନ୍ତୁ।ହର ହର ମହାଦେବ 🌹🌸🌺🌼🏵️🪔🪔🪔🪔🪔😭😭😭😭😭🙏🙏🙏🙏🙏

  • @lakshmanraita3504
    @lakshmanraita3504 Рік тому +62

    ସରକାର ରୋଡ କଣ ଦେଖାଯିବ ଚାଲାଣ ଟଙ୍କା ଆଧାୟ କରିବାରେ ବ୍ୟସ୍ତ ଅଛି
    ଯେ ପର୍ଯ୍ୟନ୍ତ ନେତା ମନ୍ତ୍ରୀ ନ ବଦଳେ ସେତେ ଯାଏ ଏମିତି ଚାଲିଥିବ ନିସ୍ୱଥି ଆପଣଙ୍କର ଜୟ ଜଗନ୍ନାଥ

  • @rcchannel50
    @rcchannel50 Рік тому +6

    ହେ ଭଗବାନ

  • @RajmaniDalai-bj3xd
    @RajmaniDalai-bj3xd 8 місяців тому +1

    Jay jagannth🙏🙏🙏

  • @samalofficestationery5244
    @samalofficestationery5244 Рік тому +7

    😭 bahut dukha laguchhi , bhagawan tama atma ku santi diantu

  • @manojbarla3810
    @manojbarla3810 6 місяців тому

    thank you pila mane tuma sahas sabu bele amiti thau good bless you

  • @pratyushpuhan9671
    @pratyushpuhan9671 Рік тому +62

    ଆଉ ପଚିଶ ବର୍ଷ ଭୋଟ ଦେଇ ଶାସନ ରେ ବସାଅ ନେତା ମାନଙ୍କୁ

  • @HimanchalPradhan-dp7bs
    @HimanchalPradhan-dp7bs 4 місяці тому +1

    ❤❤❤❤❤

  • @jjyotirmayee
    @jjyotirmayee Рік тому

    Thik kahichu lo 🙏🙏🙏thank you god blessing you

  • @trilochanpradhan7940
    @trilochanpradhan7940 Рік тому +10

    Jay jaganatha🕯️

  • @sunil7358
    @sunil7358 Рік тому +5

    Jay Jagannath🙏🙏

  • @lulugaming2498
    @lulugaming2498 Рік тому +8

    Miss you sister😢😢😢😢

  • @sanjaypradhan-tp7mx
    @sanjaypradhan-tp7mx Рік тому +9

    ଜୟ ଜଗନ୍ନାଥ 😢

  • @totalgamar391
    @totalgamar391 10 місяців тому +1

    Sabas vauni

  • @localtokagrouplocaltokagroup
    @localtokagrouplocaltokagroup Рік тому +15

    ସେ ରାସ୍ତା ରେ ଅନେକ ଲୁକ କର ଜୀବନ ଯାଇପାରେ ଆଜି ଜେମେତି ଗୋଟି ଛୁଟ ପିଲା ର ଜୀବନ ଚାଲି 😭😭ଗଲା ସେଥିପାଇଁ ବଡ଼ ରାସ୍ତା ହେବା ଦରକାର 😭 ମୁଁ ଭିଡିଓ ଦେଖିଲା ପରେ ଆମକୁ ବି ଭୟ ଲାଗୁଛି 🙏ଜୟ ଜଗନ୍ନାଥ 👍

  • @kailashkumbhar7589
    @kailashkumbhar7589 Рік тому +1

    All the best of All, God bless of All.

  • @sibaprasadbehera3824
    @sibaprasadbehera3824 Рік тому +24

    ପ୍ରଶାସନ ଆଉ ନବୀନ ବାବୁ ସତରେ ଶୋଇଛନ୍ତି।No doubt

  • @khusidas118
    @khusidas118 Рік тому +1

    Sister manibaku padiba tumaku au tuma sahas ku, good job emiti sahas amaku dia bhagwaan, superb 🥰👌👏👍

  • @pabitramohandas6101
    @pabitramohandas6101 Рік тому +15

    ଲଜ୍ୟା ହିନ ପ୍ରସାଶନ......

  • @bhagyabatibal-pq4xm
    @bhagyabatibal-pq4xm Рік тому +2

    Thanks children 👍👍

  • @TrinathLifestyle
    @TrinathLifestyle Рік тому +18

    ମୁଁ ବି ସେଇ ରାସ୍ତା ଦେଇ ନୀତି ଦୀନ ଯାଉଛି ବହୁତ୍ ଡର ଲାଗେ

  • @hemantabehera7450
    @hemantabehera7450 Рік тому +57

    ଜଣେ ଶିକ୍ଷକ ହିସାବରେ ମୋ ଆଖିରେ ଲୁହ ରହୁନି, ସରକାର ଙ୍କୁ ଅନୁରୋଧ କରୁଛି, ସେ ପିଲାମାନଙ୍କ ଦାବି ପୁରଣ କରିବା ସହିତ ଶୁଭଲଷ୍ମୀ ର ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରନ୍ତୁ, ଈଶ୍ୱର ଙ୍କୁ ପ୍ରାର୍ଥନା କରୁଛି ଶୁଭଲଷ୍ମୀ ର ଶୋକାକୁଳ ପରିବାରବର୍ଗ ଓ ତାର ବାପା ମା ଙ୍କୁ ଧର୍ଯ୍ୟ ପ୍ରଦାନ କରନ୍ତୁ 😂😂😂RIP

    • @ashishsahoo174
      @ashishsahoo174 Рік тому

      ସେ ଝିଅ ଙ୍କୁ sir 20 lakhs ମିଳିବ

    • @AlwaysHappyOdisha
      @AlwaysHappyOdisha Рік тому

      Kede avadra taa kire
      Chhua tira jibana chaligala
      Kandi kandi RIP na kahiki hasiki RIP kahucha 😠😠

    • @l-1656
      @l-1656 Рік тому

      Kede bekarar Loko hashuchha kana pain 🤬

  • @DeepakKumar-rw1qd
    @DeepakKumar-rw1qd Рік тому +8

    Jay Shree Jagannath ⭕‼️⭕😭🥺🌍❤️❤️

  • @jhadeswarmahanta6573
    @jhadeswarmahanta6573 6 місяців тому

    Thanku you. For odisa govt

  • @sonashappyworld4867
    @sonashappyworld4867 Рік тому +20

    ଆମ ବନରପାଳ ଝିଅ ଶୁଭଲକ୍ଷ୍ମୀ, ବହୁତ ଦୁଃଖ ଲାଗୁଛି ହେଲେ ଆମ ଗାଁ ନେତା ହଉଛନ୍ତି ଉପବାଚ୍ପତି କିନ୍ତୁ କିଛି ଲାଭ ନାହିଁ, ପୋଲିସ ବି ଆହୁରି ନିଷ୍ଟୁର ଛୋଟ ପିଲାଙ୍କୁ ପବ୍ଲିକ ସପୋର୍ଟ କରିଲା ବୋଲି ସେମାନଙ୍କ ନାମରେ କେସ ହେଇଛି, ରୋଡ କାମ ପାଇଁ ଆସୁଥିବା ପୁଞ୍ଜି ସବୁ ନେତା ଆଉ ଜିଲ୍ଲପାଳ ଖାଇଲେ ରୋଡ କାମ କେମିତି ହେବ, ରୋଡ ରେ ଯିବାକୁ ଡର ଲାଗୁଛି, ବହୁତ ଅସୁବିଧା କେହି ବି ଶୁଣୁ ନାହାନ୍ତି 😔😔.........

  • @JayasmitaJena-cy1er
    @JayasmitaJena-cy1er 8 місяців тому +1

    Subhalkhmi ku nyaay dio 🙏🙏🙏🙏🙏🙏

  • @dipakjana2714
    @dipakjana2714 Рік тому +41

    😭😭😭ସେ ମାଗିଆ ସରପଞ୍ଚକୁ ବାଡାଉ 🤭😜🤔👍

    • @vivekhd1508
      @vivekhd1508 Рік тому +2

      ଭାଇ ସେଠି ହାରାମି MLA ଦିଟା ଅଛନ୍ତି ତାଙ୍କର କିଛି ଛୋଡି ପାରୁନ ଆଉ କହୁଛ ସରପଞ୍ଚଙ୍କୁ ବାଡାଅ ନିରୀହ ଉପରେ ପାହାର NH ରେ ସରପଞ୍ଚଙ୍କ ର କି power ଯେ ସରପଞ୍ଚଙ୍କୁ କହୁଛ dum ଅଛି ଯଦି ସେ ହାରାମି ମାଗିହା MLA ଦିଟାକୁ ସାବାଡ଼ କର ମୁଁ ଦେଖିବି ତମର power କେତେ

  • @kuhupujaS
    @kuhupujaS Рік тому

    Thank you children your help with your friends God bless you 😭😭😭👍👍👍👍

  • @mohancharanmajhi-x4d
    @mohancharanmajhi-x4d Рік тому +14

    ସରପଞ୍ଚ ଙ୍କ ପ୍ରତି ଟିକେ ବି ଦୁଃଖ ନାହିଁ ବୋଧେ .. କେମିତିକା ସରପଞ୍ଚ ଛି ଛି ଲାଜ ଟିକେ bi ନାହିଁ ନି

  • @RajkumarSingh-c5o
    @RajkumarSingh-c5o Місяць тому

    Nice video bro

  • @SwagatikaJena-o8d
    @SwagatikaJena-o8d Рік тому +1

    Jay jaganatha

  • @MinatiBarik-f7t
    @MinatiBarik-f7t 9 місяців тому +1

    Very good

  • @sabitasethi2693
    @sabitasethi2693 Рік тому +2

    Very good student 🙏🤗 all the best children

  • @abhijitmandal1586
    @abhijitmandal1586 Рік тому +31

    ଏଥର BJD କୁ ଆମେ ହଟେଇବା। ଟଙ୍କା ଲୋଭ ରେ ନବୀନ ସରକାର କୁ ବର୍ଜନ କର।

  • @pratimabehera1904
    @pratimabehera1904 Рік тому +2

    Jaya shree jagannath 🙏🙏🙏🙏🙏🙏

  • @Bibhu-01
    @Bibhu-01 Рік тому +2

    ସବୁ ଭୁଲ୍ gomete ର ସେଥି ପାଇଁ ସବୁ ପିଲା ପ୍ରାଇଭେଟ୍ school ରେ ପଢ଼ନ୍ତି l ନେତା ମାନଙ୍କର ଯେତିକି ଭୁଲ୍ public ର bi ସେତିକି ଭୁଲ୍ ଅଛି l😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡

  • @thebeststudycenter7403
    @thebeststudycenter7403 Рік тому +11

    Miss you my lovely sister😢😢😢😢😢😢😢

  • @bulukhamari9160
    @bulukhamari9160 Рік тому

    VERY GOOD DECISION 👍

  • @kajal94142
    @kajal94142 Рік тому +6

    He prabhu😢 tk uthha re neta mane kete au lutiba odisha ku tk ta help kara

  • @AODKSBPOdisha
    @AODKSBPOdisha Рік тому +3

    Students manku salute

  • @youtubestar.aditya
    @youtubestar.aditya Рік тому +39

    ରୋଡ ପାଇଁ ସେ ଝିଅ ର ଜୀବନ ଗଲା ଭିଡ଼ିଓ ଦେଖା ଯାଉଛି ରୋଡ଼ ପାଇଁ ହିଁ ସେ ଝିଅ ର ଜୀବନ ଗଲା

  • @shekharkandakel7456
    @shekharkandakel7456 Рік тому +1

    Jay jagannath ⭕‼️⭕

  • @sidharthkumar126
    @sidharthkumar126 Рік тому +2

    ଭାଇ ଡ୍ରାଇଭର ର ଦୋଷ ନାଇଁ. But ରାସ୍ତାରେ ଯୋଉ ଖାଲ ଖମଣ ଅଛି ରାସ୍ତା କୁ ଠିକ କରାଯାଉ

  • @santoshminz2491
    @santoshminz2491 Рік тому +3

    Bhut duka khabar 😢😢😭😭😭😭 video dekile 😞😢😭😢

  • @sandhyaranidehury9460
    @sandhyaranidehury9460 Рік тому +7

    ଏଥି ସବୁ ହାରାମି ଜୀବନ ଚାଲି ଗଲେ ତାଙ୍କର କିଛି ଫରକ୍ ପଡିବନି
    ତାଙ୍କ ନିଜ ଲୋକ ନୁହ ନା
    ସବୁ ଭାଡୁଆ

  • @SanjulataBadhei-tf7rz
    @SanjulataBadhei-tf7rz Рік тому +5

    Right 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭road heba darkar.hrudaya bidarak ghatana

  • @pradipofficial1994
    @pradipofficial1994 Рік тому +16

    ଏମିତି ଏକ ନେତା ବଛା ଯାଉ ଯିଏ କି ଓଡ଼ିଶା ର ପରିବର୍ତନ କରିହେବ

  • @gourinayak1606
    @gourinayak1606 Рік тому

    Ram Ram... Bahut dukhad ghatana...

  • @banamalisahoo4693
    @banamalisahoo4693 Рік тому +14

    Road tax neuchhanti
    Maramati kahikiheunahi?.
    Kichhi ariare sarvice road karantu. Sethire bike cycle jibe please cm sir .
    Joy jagannath.

  • @kamalamuduli6151
    @kamalamuduli6151 2 місяці тому +1

    😭😭😭

  • @baishnabi7768
    @baishnabi7768 Рік тому

    Thanks a lot

  • @GayatriOfficiall
    @GayatriOfficiall 3 місяці тому

    Jay Jagannath ❤❤❤❤

  • @SanjibRout-f2c
    @SanjibRout-f2c 7 місяців тому

    Dhanyvad pila

  • @Gitanjali201
    @Gitanjali201 7 місяців тому

    Best of luck 👍👍👍👍👍

  • @sanjuptiexpress1571
    @sanjuptiexpress1571 Рік тому

    God Bless you

  • @sharatmahakhuds1032
    @sharatmahakhuds1032 Рік тому +1

    Jay jagannath

  • @sumitraattabudhi2129
    @sumitraattabudhi2129 Рік тому +1

    Jay Jagannath

  • @sagardas4098
    @sagardas4098 Рік тому

    Right jheeya

  • @Gulusing-l6d
    @Gulusing-l6d 11 місяців тому

    Thank you so much kuni bhai o bhuni mane

  • @samitajena7746
    @samitajena7746 Рік тому

    Jy jagannath

  • @amulyabeheraodm8520
    @amulyabeheraodm8520 Рік тому +7

    😢କୋଉଠି driver ମାରିଦେଲା ସିସିଟିଭି ତୋତେ ଦେଖାଗଲାନି ବୋଧେ, ସିସିଟିଭି ଜାଇ ଦେଖ୍ ଗାଡୀ ସେ ପିଲାକୁ ଚଢେଇ ଛି ନା ସେ ପିଲା ଚକା ତଳେ ଖସି ପଡିଲା, ଶଳା ରାସ୍ତା ଖାଲ ଖମା ରେ ପରିପୂର୍ଣ୍ଣ, ସେଇଟା ଦେଖା ଜାଉନି କାହିଁକି ସେ ରାସ୍ତା ଏତେ ଖରାପ ସେ ବିସୟରେ କେବେ ଉଠେଇନ, ଖାଲି କଥା କହି ସିକିଛ driver ଗାଡୀ ଚଢେଇ କି ମାରିଦେଲା, ଏଠି driver ର ଭୁଲ କିଛି ନାହିଁ

  • @dipuna1_4_3
    @dipuna1_4_3 Рік тому +1

    😢😢😢😢😢

  • @suryamanipradhan5839
    @suryamanipradhan5839 Рік тому +2

    ଆରେ ତୁ କହୁଚୁ ରାସ୍ତା କଣ ପାଇଁ ହଉନି..... ତ ବାପା ପରା ବିଜେଡି କୁ ଭୋଟ ଦଉଚି... ଯଦି ମନା କରିବ ତ ମଦ ଆଉ ଚିକେନ ଟିକେ ଖାଇ ଦେଲେ ଭୋଟ ଦେଇ ଦଉଚି.. ଆଉ କଣ ହବ କହ...
    ତୁ ସାବଧାନ ହେଇକି ଯା.... ନ ହେଲେ ତୁ ବି ଚାଲିଯିବୁ.... ଆଉ ନେତା କଥା କଣ କଉଛୁ

  • @suryakant9046
    @suryakant9046 Рік тому

    God may give you a new birth. God bless you baby. Bahut kandili e niriha sishu ra munha au e ghatana dekhi. Hey Bhagwan e niriha nispapa mananku Daya karantu.

  • @DEEPANKAR_SINGH99
    @DEEPANKAR_SINGH99 Рік тому

    Jaha heu chhota pila ti bahut bhala Katha kahichhi .

  • @tanushreemalik9442
    @tanushreemalik9442 Рік тому

    Good jub student I salute you

  • @srbsom5776
    @srbsom5776 Рік тому +39

    ଟ୍ରକ ଧିରେ ଧିରେ ଯାଉଥିଲା, କିନ୍ତୁ ରାସ୍ତା ରେ ଖାଲ ଢିପ ପାଣି ଜମିଥିଲା, ସେଥିପାଇଁ ଝିଅଟିର ସାଇକେଲ ଖସିଗଲା 😢😢😢

  • @laxminarayansethy2332
    @laxminarayansethy2332 Рік тому +3

    Jay jagannath ⭕‼️⭕🚩🕉️🔱🙏🏽

  • @AsitKumar-nj4bf
    @AsitKumar-nj4bf Рік тому +72

    Bhagwan chhoti si bacchi ki atma ko Shanti de❤ Jay Shri Ram ❤️🙏🙏

    • @Pabitra-k8q
      @Pabitra-k8q 8 місяців тому

      🥺Yah bhagawan kis chij ka naam hai......😠.....ek masum bachhi maraa Gaya ...🥺😭

  • @premadas488
    @premadas488 Рік тому

    Thanks alot children

  • @sabitakilaka3258
    @sabitakilaka3258 Рік тому +8

    Oh God so sad

  • @sanamnaiknaiksanam6200
    @sanamnaiknaiksanam6200 Рік тому +1

    Niyay miliba darkar bhai & bhauni manku

  • @pratimabehera1904
    @pratimabehera1904 Рік тому +3

    😭😭😭😭😭😭😭😭😭

  • @deepaknayak6385
    @deepaknayak6385 Рік тому +1

    Jay jaganath ⭕‼️⭕

  • @khetriya_sherni
    @khetriya_sherni Рік тому

    Amit hle hni amo samaja re kichi paribartana haba 👍👍

  • @P.d.s...Aisha..09
    @P.d.s...Aisha..09 Рік тому +1

    👍👍👍 children

  • @rajpatinandinibanua6320
    @rajpatinandinibanua6320 Рік тому +1

    Sarakar paisa dele sarpanch samiti au kete Jana misi paisa khauchanti tenu amiti sabugatana gatuchi ama Kalahandi re bi amiti aechi thanks for school students they are breev students

  • @nareshbiswal2089
    @nareshbiswal2089 Рік тому +5

    ଧିକ ନବୀନ ସରକାର ଆଉ କେତେ ବର୍ଷ ପ୍ରଶାସନ ରେ ରହିଲେ ହେବ

  • @jayakrushnanayak6322
    @jayakrushnanayak6322 Рік тому

    Good job

  • @AmitSamdhyan-h7z
    @AmitSamdhyan-h7z Рік тому

    ❤❤❤❤ nice ❤❤❤

  • @AskirAlli-x7h
    @AskirAlli-x7h 8 місяців тому

    Love you bahi ❤️❤️❤️❤️❤️❤️❤️ very good

  • @ସୁଭସ୍ମିତା
    @ସୁଭସ୍ମିତା Рік тому +3

    😢😢😢😢😢😢😢😢 he bhagabaan