We miss you didi. You are Goddess. May God bless you. AAP ke saath Jo Galat Kam kie hei Un sab ko Fasi milegi , jindegi ka bhik unko nehi milega. Jay maa Kaali.👏
Jeu desa re nariku sammana miluni se desa ra kebe b unnati hoi paribani au ama bharata kebe b bikasita desa hoi paribani sabu pua mananku request emiti kariba agaru thare nija maa o nija bhauni katha bhaba jou jhia saha emiti karuchha jadi ta jagare tama bhauni thanta tahele so🙏 respect to every women plz
ନ୍ୟାୟ ଦରକାର... Justice for Moumita ⚖️
ଶୀଘ୍ର ନ୍ୟାୟ ମିଲୁ ମମିତା ଦିଦି ଙ୍କୁ
ନହେଲେ ଭାରତ ସାରା ରାଲି ହେବ ଯତା ଶୀଘ୍ର ନ୍ୟାୟ ଦୀୟା ଜଉ
God bless you sister
ବହୁତ ଗୁରୁତ୍ବପୂର୍ଣ୍ଣ କାହାଣୀ
ଆପଣ ନିହିଛିତ ସର୍ଗ କୁ ଯିବେ
ଅମେନ୍ ଯୀଶୁ ଶାନ୍ତି
Thank you very nice story
ପ୍ରଭୁ ଜଗନ୍ନାଥ ତୁମ ପାଇଁ ସହାୟ ହୁଅନ୍ତୁ ଜଗନ୍ନାଥଙ୍କ କୃପା ରୁ ତୁମକୁ ନିଶ୍ଚୟ ନ୍ୟାୟ ମିଳିବ ଆଉ ଦୋଷୀକୁ ଫାଶୀ ଦଣ୍ଡ ମିଳିବ ଜୟ ଜଗନ୍ନାଥ 😭
Ppppppp😊😊😊😊😊😊😊😊😊😊
ଏଇଭଳି ପଶୁମାନଙ୍କୁ ଉଲଗ୍ନକରିପିସ୍ ପିସ୍ କାଟିଲୁଣଲନ୍କାମାରିରାସ୍ତାରେଛାଡିବିଛୁଆତିରେପିଟିବାକଥାପରେଫାସୀରେଝୁଲିଲେମମୀବେଟିକୁମାରିବାମଜାପାଇଥାନ୍ତେ।
ଭଉଣୀ ତୁମକୁ ନିଶ୍ଚୟ ନ୍ୟାୟ ମିଳିବ.... ଏହା ପ୍ରଭୁ ଜଗନ୍ନାଥ ନୀଳାଚଳ ରେ ଥାଇ ନିଶ୍ଚୟ ନ୍ୟାୟ ଦେବେ....🙏🙏🙏... ଜୟ ଜଗନ୍ନାଥ 🙏🙏🙏... ମୋ ଭଉଣୀ କୁ ନ୍ୟାୟ ପ୍ରଦାନ କରନ୍ତୁ... 🙏🙏🙏....
ବହୁତ ମର୍ମସ୍ପର୍ଶି ସତ୍ୟ ଘଟଣା ଆଧାରିତ -ଏହି ଲେଖା କୁ କାହାଣୀ କୁହାଯିବନି, ଏହା କାହାଣୀରୁ ବଳି ଦୁଃଖଦ ସତ୍ୟ | ପ୍ରଭୁ ନିଶ୍ଚୟ ଅପରାଧୀକୁ ଦଣ୍ଡ ଦେବେ , ସତ୍ୟ ସାମନା କୁ ଆସିବ | ଏପରି ଘଟଣା ଆଉ ନ ହେବାକୁ ସରକାର ଓ ଜନତା ସତର୍କ ହେବେ 🙏🙏🙏
ତାଙ୍କୁ ନ୍ୟାୟ ମିଳୁ ମହା ପ୍ରଭୁ ଜଗନ୍ନାଥ 🙏🙌
ଏସତ କାହାଣୀ କୁ ଭଗବାନ ନିଶ୍ଚିତ ଭାବରେ ଶୁଣି ନ୍ୟାୟ ପ୍ରଦାନ କରିବେ।
Right 👍
Right 👍
ଅତିଶୀଘ୍ର ଦୋଷୀ ମାନଙ୍କୁ ଫାଶୀ ଦିଆଯାଉ l ଜୟ ଜଗନ୍ନାଥ 🙏🙏
🇮🇳🇮🇳🇮🇳🇮🇳🇮🇳😢😢😢😢😢
ମାମିତା ର ନିୟ ପାଇଁ ସାରା ଦେଶ ଅନେଇ ବସିଛି ଆଉ ମୁଁ ବି
Hm 😳😳
ଖାଲି ତୁମେ ନୁହଁ ଭାଇ ମୁଁ ବି ସେଇ ଦିନକୁ ଚାହିଁ ରହିଚି
ମୋମିତା ଭଉଣୀ ତମକୁ ନ୍ୟାୟ ନୀଶ଼ୟମୀଲିବ😊😊❤😊
କୋଉ ଝିଅ କୁ କେବେ ନାୟ ମିଳିବନି କାରଣ ଏୟୀ କଳି ଯୁଗରେ ସବୁ ପାପୀ ସବୁ ଅମଣିଷ ସବୁ ରାକ୍ଷସ ହେଇ ଗଲେଣି ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା ବି ଆଉ ନାହିଁ ସବୁ ପ୍ରାୟ ପୋଲିସ ପଇସା ପାଇଁ ବିକ୍ରି ହେଇଯାଉଛନ୍ତି ତାହାଲେ ଝିଅ ମାନଙ୍କୁ ରକ୍ଷା କରିବ କିଏ ନିଜେ ନିଜର ରକ୍ଷା କରିବାକୁ ହବ 🙏
Right 👍
Right 😢😢😢😢
Dosi nischinta vabare danda paiba
ଭଗବାନ ନିଶ୍ଚୟ ଦଣ୍ଡ ଦେବେ ।
ତୁମ ଆତ୍ମା ସବୁ ଦେଖିବ ।
ଚାରି ଯୁଗରେ ଧର୍ମ ର ଯୟ ।
Michha, dharma ra Khali parajaya hue, jaya nuhe😢
ଚାରି ଯୁଗରେ ଧର୍ମ ର ଯ୍ୟ ହୋଇଛି ,,ହ ଉ ଛି,,, ଆଗକୁ ହେବ ମଧ୍ୟ ।
ନିଜେ ନ ଦେଖିପାରେ । କିନ୍ତୁ ତା'ର ଘୁରି ବୁଲୁଥିବା ଆତ୍ମା ସବୁ ଦେଖି ପାରିବ ।
ନିଶ୍ଚିତ ନ୍ୟୟ ମିଳିବ ଭଉଣୀ
ଯେଉଁମାନେ ଏଥିରେ ଫପ୍ତକ୍ତ ଅଛନ୍ତି
ସେମାନଙ୍କ ଫାଶୀ ମିଳିବା ଦରକାର
ଜୟ ଜଗନ୍ନାଥ 🙏🙏
Right Jay Jagannath
ନିଶ୍ଚୟ ନ୍ୟାୟ ମିଳିବ, ଏହା ଚାହେଁ ସମାଜ। ପ୍ରଭୁ ତମ ଆତ୍ମାଙ୍କୁ ସ୍ଵର୍ଗରେ ସ୍ତାନ ଦୀୟନ୍ତୁ।
ହୃଦୟ ଫଟା କାହାଣୀ। ଜଗନ୍ନାଥ ମହାପ୍ରଭୁ 🙏🏼🙏🏼🌹🌹🚩🚩🌹🌹🚩🚩🙏🏼🙏🏼
ସଞ୍ଜୟ ରୟକୁ ଆଉ ତା ସହିତ ମିଶିଥିବା ଦୁଷ୍ଟ ରାକ୍ଷାସ ମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦିଆ ଯାଉ
ବହୁତ ଦୁଃଖଦ ଘଟଣା ନ୍ୟାୟ ଦରକାର ଉଚିତ୍ ନ୍ୟାୟ
ଏ ପ୍ରଭୁ ଜଗନ୍ନାଥ ଭଉଣୀ କୁ ଜଳଦି ନ୍ୟାୟ ମିଳୁ 😢😢😢 justice ⚖️⚖️⚖️ for moumita sister 😢😢
ମୋର ଭଗବାନ ଙ୍କୁ ପ୍ରାର୍ଥନା ଶୀଘ୍ର ମିଳିବ ନ୍ୟାୟ
ଜଗା ଯେମିତି ହେଲେ ବି ବଦଲା ନେବ, ଅପେକ୍ଷା କେବଳ ଅପେକ୍ଷା
ଜୟ ଜଗନ୍ନାଥ ଜଗନ୍ନାଥ ହିଁ ନ୍ୟାୟ ନିଚୟ ଦେବେ ଦୋଷୀ ମାନଙ୍କୁ ଜୟ ଜଗନ୍ନାଥ
ହେ ପ୍ରଭୁ 🙏🙏ଏମିତି ଆଉ କୋଉ ଝିଅ ସହ ନ ହେଉ 😢😢 ନ୍ୟାୟ ମିଳିବା ଆଶାରେ ଦୁନିଆ ରେ କୋଣ ଅନୁକୋଣ ରୁ ଚାହିଁ ବସିଛନ୍ତି । କାଳିଆ ତୋ ଉପରେ ଆମ ଭରସା 🙏🙏
ନିଶ୍ଚୟ ନ୍ୟାୟ ମିଳିବ
ସେହି ରାକ୍ଷାସ କୁ ଦଣ୍ଡ ମିଳିବ ଭଗବାନ ସବୁ ଦେଖୁଛନ୍ତି ସେ ରାକ୍ଷାସ ର ମା କିମ୍ବା ଭଉଣୀ ନ ଥିବ ସେଥିପାଇଁ ତାଙ୍କୁ ମାନ ସନମାନ କିଛି ଜଣା ନାହିଁ
ସେ ମଧ୍ୟ୍ୟ ଗୁଟେ ନାରୀ ଗର୍ଭରୁ ଜନ୍ମ ହୋଇଛି ଆଜି ସେହି ନାରୀ କୁ ନିଜ ହାତରେ ହତ୍ୟା କରିଛି 😢
ତାକୁ ଫାସୀ ଦିଆଯାଉ ଏହି ଭଳି ରାକ୍ଷସ ମାନେ ଦୁନିଆ ରେ ଜୀବିତ ରହିବା ଉଚିତ ନୁହେଁ
ଯେତେଶୀଘ୍ର ହେବ jie jie ଏସବୁ କରିଛି ସେମାନଙ୍କୁ ଏନକାଉଣ୍ଟର କରାଯାଉ
Ati sighra emiti jaghanya karma Kariba lokonku danda milu... moumita atma ku Shanti miliba..Jai Jagannath 🙏🏻 tome hin ta bharasa achha
ସେହି ନର ରାକ୍ଷସ କୁ ଶୀଘ୍ର ଫାଶି ଦିଆଯାଉ ....ଜୟ ଜଗନ୍ନାଥ ସ୍ୱାମି କି ଜୟ
ସରକାର ସେସଳା ସଞ୍ଜୟ ରାୟକୁ ଶିଘ୍ର ଫାସି ଦିଆଯାଉ
କେହିବି ତମକୁ ନ୍ୟାୟ ଦେବେନି କେବଳ ସମୟ ଦେବ ଆଉ ଯେତେବେଳେ ସମୟ ନ୍ୟାୟ ଦେବ ସେତେବେଳେ କୌଣସି ସାକ୍ଷୀ ପ୍ରମାଣ ଆବଶ୍ୟକ ନାହିଁ ଏଠି ଯିଏ ଯେମିତି କର୍ମ କରିବ ସେମିତି ଫଳ ପାଇବ କେବଳ ଧର୍ଯ୍ୟ ଧରିବା ଆଉ ସମୟକୁ ଜଗିବା ଆବଶ୍ୟକ ଜୟ ଜଗନ୍ନାଥ ❤❤❤
ଏ-ଭଳିଆ... ପଶୁକୁଂ... ଜଲ୍ଦି.. ତାକଂ.. ହାତ.. ଦୁଇଟାକୁ.. ହାଣି.. ଫାସି..!ଖୁଣ୍ଟରେ.. ଝୁଲାଇ.. ଦିଆଯାଉ..🙏
ଏ ଭଳି ସଇତାନ କୁ ଫାଶି ନୁହଁ ତାର ଦୁଇ ହାତ କାଟି ମୁଣ୍ଡ କୁ ଦୁଇ ଫାଳ କରିବା କଥା ଭାଇ
ନିଶ୍ଚିତ ନ୍ୟାୟ ମିଳିବ ଝିଅ, ଖାଲି ସମୟକୁ ଅପେକ୍ଷା କର, ସେ ପାପି ସଞ୍ଜୟ ରୟୁ ଫାଶୀ ରେ ଝୁଲିବ
ଅତି ଶୀଘ୍ର ଦୋଷୀ ମାନଙ୍କୁ ଫାସୀ ମିଳୁ ଜୟ ଜଗନ୍ନାଥ
Ĺ
Thanks a lot for this video the justice must be given to your beloved perentes as soon as possible
We miss you didi. You are Goddess. May God bless you. AAP ke saath Jo Galat Kam kie hei Un sab ko Fasi milegi , jindegi ka bhik unko nehi milega. Jay maa Kaali.👏
କେତେ ଶୀଘ୍ର ନ୍ୟାୟ ମିଳିବ ଆମେ ଅପେକ୍ଷା ରେ ଦେଶ ଚାହିଁ ବସିଛି 😢😢😢😢😢
Right 😢
Right
Hmm tamaku niya nichaya miliba bhauni .. ta sange sange Mu chahuchi jeu loka ebhali duskarma karichi taku bichi rastare tara jaunaga ku kati diyajau . Dasiku ehai bhali danda deba uchith .
Bhaganaka pakhare etiki prathana mara.
7 barsa apekhya kara. Ye india 😔
@@jashodadalei1348,, ଜିଏଜିଏ ପକୁର୍ତ ଦୋଷୀ ମୋ ଇଚ୍ଛା ତା ଯୌନାଂଗ ରେ 151 ଛୁଞ୍ଚି ଫୋଡ଼ିକି 151 ଦିନ ଯେଲ୍ ରେ ରଖି ଛାଡ଼ି ଦିଆଯାଉ ତାହାଲେ ଲୋକଙ୍କ ଭିତରେ ଭୟ ରହିବ ଏ ଭୁଲ କରିବାକୁ କିନ୍ତୁ ଦୁଖର କଥା ଏଠି ଏମିତି କିଛି ହେଇପାରିବନି
Very heart touching story. God bless to you.
Mo gelhi jhia bahut hruday bidaraka kasta bhuli hauni kou dina semananku danda miliba tote nayo jagnnath saaha huantu❤❤❤❤❤❤❤❤❤❤❤❤❤❤❤❤❤❤❤
ଏ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା । ଏହିପରି ଶୟତାନ ମାନଙ୍କୁ ଜଲଦି ଫାଶି ମିଳୁ
A sata kahani please his nyaya deba❤❤❤❤❤
ଏହିପରି ନରରାକ୍ଷାସ ମାନଙ୍କୁ ଅତି କମଦିନରେ ବିଚାରକରି ଫାଶୀ ଖୁଣ୍ଟରେ ଝୁଲେଇବା ଦରକାର 🙏
ଯିଏ ଦୁଷ୍କର୍ମ ସେମାନଙ୍କୁ ବାଶି ଦଣ୍ଡ ଦିଆାଯାଉ 😢
ବହୁତ ଭଲ ଲାଗିଲା ତମ କାହାଣୀ ଅତୀସୁନ୍ଦର, ଆଠଗଡ଼ ବ୍ଲକ ମହାକାଳବସ୍କ ଗ୍ରାମ ପଞ୍ଚାୟତ ଚମ୍ପାପୁର ଗ୍ରାମ ଭାବ ରାଉତ ବହୁତ ବହୁତ ଧନ୍ୟବାଦ, ଦିଦି ତମପରୀ ବାରକୁ ଭଲରେରଖତୁ ଜୟଶ୍ରୀ ରାମ
ଅତି ଶୀଘ୍ର ଦୋଷୀକୁ ଏମିତି ଦଣ୍ଡ ଦିଆଯିବା ଉଚିିତ ଯାହା ଯେ କୌଣସି ଲୋକ ବଳାକ୍ରାର କରିବା ସମୟରେ ଲକ୍ଷ ଥର ଭାବି ପଛଘୁଞ୍ଚା ଦେଇଦେବେ ସଂପୁର୍ଣ୍ଣ ଭୟଙ୍କର।
ଧର୍ମ ବିଜୟ
Jay Jagannath 🙏🙏🙏
ଦଷିକୁ଼ ଖୁବ ଶିଘ୍ର ଦଣ୍ଡ ମିଳିବା ଦରକାର।
Milib didi 🎉🎉mu Apananka pai prayer 🙏 karibi jesus christ ❤❤
Jeu desa re nariku sammana miluni se desa ra kebe b unnati hoi paribani au ama bharata kebe b bikasita desa hoi paribani sabu pua mananku request emiti kariba agaru thare nija maa o nija bhauni katha bhaba jou jhia saha emiti karuchha jadi ta jagare tama bhauni thanta tahele so🙏 respect to every women plz
ତାକୁ ନାୟ ମିଳୁ
ସେମାଗିଆକୁ ଆଜିଜା କିଏରଖୀଛି ହାଣୀଦିଅ ତାକୁ
Very heart touching story.god bless you 😔😔😔😔
Very heart touching story 😢😢😢😢
😭😭khub hruday ବିଦାରକ ସତ୍ୟ କାହାଣୀ ଅଟେ... ଦୋଷୀ ku fasi ଦଣ୍ଡ ନିଶ୍ଚିତ ଭାବରେ ଦିଆଯାଉ...
Emt ନର ରାକ୍ଷସ ଆଉ A DUNIYA ରେ ରହିବା ଉଚିତ ନୁହେଁ
Very heart touching story,
Sanjay Ray will get hanging with sandip ghose ,
ସାଳକୁ ଫାଶୀ ମିଳିବା ଦରକାର୍, ସଞ୍ଜୟ ରୟ ଆଣ୍ଡ ସନ୍ଦୀପ ଫାସୀ ଦରକାର
ଯଦି ମୁଁ ମୋମିତା ର ନିଜ ଭାଇ କିମ୍ବା ପଡୋଶୀ କିମ୍ବା ସମର୍କୀୟ ମଧ୍ୟ ରେ ଥାଆନ୍ତି ନିଶିଚତ ସେ ସଞ୍ଜୟ କୁ ମାରି ଜେଲ୍ ଯିବାକୁ ପଛେଇ ନଥାନ୍ତି ମୋ ଭଉଣୀ ପାଇଁ😡😡😡😡😡😡😡😡😡
ହେ ଭଗବାନ ଏ ଝିଅ କୁ ନା ୟମୀଳୁ
God bless your family
Jay jagannth
Nyaya abasya miliba aha sira dharjya
ଏମିତି ଲୋକଙ୍କୁ ଦଣ୍ଡ ଦିଆଯାଉ
ଅତି ଶୀଘ୍ର ଦୋଷୀ ମାନଙ୍କୁ ଫାଶୀ
ଦିଆଯାଉ ଜୟ ଜଗନ୍ନାଥ🙏🙏🙏🙏🙏
ମୋମିତା ଙ୍କୁ ନ୍ୟାୟ ମିଳୁ.. ସେ ସିନା ଆଉ ଫେରି ଆସିବେନି... ହେଲେ ଆଗକୁ ଆଉ ଅବଳି ଅଘଟଣ ତ ଘଟିବନି... ଫାଶୀ ନୁହଁ ଦୋଷୀ ର ଗୋଟିଏ ଗୋଟିଏ ଅଙ୍ଗ କୁ କାଟି ଦିଅ ଯାଉ ତେବେ ତାକୁ ଜଣାପଡିବ ଏହିଭଳି କର୍ମ କଲେ ଗୋଟେ ଝିଅ କୁ କେତେ କଷ୍ଟ ହେଇଥାଏ...😢
Emanku kichhi b danda milibani bhauni tankare sanastanku kini deithibe,basted guda
ଭଗବାନ ନିଶ୍ଚୟ ନ୍ୟାୟ ଦେବେ ।
😢🎉 9:03 i
Jay Jagannath 👏
joystick doctor Moumita didi ko jaldi se jaldi nyaay mile aur paafi ko jaldi se jaldi Pasi mile Har Har Pita Mahadev🙏🙏🙏🙏🕉🕉🕉🕉🕉🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
ନ୍ୟାୟ ନିଶ୍ଚିତ ଭାବରେ ମିଳିବ
Jadi na miliba Taha hele sarakar badalaiba darkar
ଦ୍ରୁଷ୍ଟାନ୍ତ ମୂଳକ ଦଣ୍ଡ ଦୋଷୀଙ୍କୁ ଦିଆଯାଉ
ଏପରି ଅମଣିଷ କୁ ଫାସି ଦେବା ହଁ ଠିକ।
ଏମାନଙ୍କୁ ଫାସି ଅତି ଶୀଘ୍ର ଦେଲେ ଆମେ ଖୁସି ହେବୁ 😭😭😭
Mamita didinku nyaay miliba nischita didi
ଉଚିତ ନ୍ୟାୟ ମିଳୁ ଓ ଦୋଷି କୁ ଫାଶି ଦିଆଯାଉ
Jagannath achhanti,,nyaya nischita miliba
Nischay Nayo milino dosi ku b danda milibo we want justice for kalkata lady Doctor Moumita 🙏 we demand justice for kalkata lady Doctor Moumita 🙏
Very Very So Heart Touching Sairy And Really Touching 🙏🙏🙏🙏🙏🙏🙏🙏🙏🙏🙏
Miss you didi ❤❤❤❤
ଏଭଳି ନୃଶଂସ ମାନଙ୍କୁ ଫାସି ଦିଆ ଯାଉ😢
ମୋମିତା କୁ ନ୍ୟାୟ ଦିଆ ଯାଉ
Justice For Momita.
ଏମିତି ଲୋକଙ୍କୁ ବନ୍ଧୁକରେ ମାରିବା ଦରକାର
A ghatana sunila pare bhagaban achhanti boli biswas heunàhi.
Doctor beti ki attma ko santi mile or dosi ko saja mile
Didi,appaki,bichar,,prachar,,bahut,,sundar,prabhu,jaganatha,,bichar,karntu,,jai,jaganatha,,bharosa,,nam,nam,🙏🏿🙏🏿🙏🏿🌺🌺🌺🌸🌸🌸💩💩💩💕💕🍎🍎🌹🌹🌺🌺🌺🌞🙈🙉🙊
ନ୍ୟାୟ ଶୀଘ୍ର ମିଲୁ
Niya miliba darkar
ମ ମିତାକୁ ଯେମିତି ହେଲେ ନ୍ୟାୟ ମିଳିବା ଦରକାର
Very hearted touching story .May God bless her .
😢😢😢😢😢😢😢
ଅତି ଶୀଘ୍ର ନ୍ୟାୟ ମିଳିବ ଜୟ ଜଗନାଥ
ଭଗବାନ ନିଶ୍ଚୟ ନଆୟ ଦେବେ
Very heart touching story god bless to you 😢😢😢😢
ଏ ଦୁନିଆ ରେ ଯେତେ ମାଆ ଭଉଣୀ ସ୍ତ୍ରୀ କେହିବି କଷ୍ଟ ନ ପାନ୍ତୁ ପ୍ରଭୁ ଜଗନ୍ନାଥ ନାରୀ ମାନଙ୍କ ରକ୍ଷା କରନ୍ତୁ 😢😢
He bhagaban moumita didi nku nyaya milu please bhagaban😢😢😢😢😢😢😢😢😢😢❤❤❤❤❤
ନିଶ୍ଚିତ ଭାବରେ ନ୍ୟାୟ ମିଳିବ ଅପା
Jay Shree Jagannath 🙏🙏🙏
Really it's very pain full 😭😭😭 dear God may give rest in peace to Momita medam . And consoul her par nts . Amen🙏🙏🙏😭😭😭😭😭
Didi God bless you and your family
Prabhu nischya aparadhinku debe
ଆପଣ ଙ୍କୁ ନିଶ୍ଚୟ ନାୟ ମିଳିବ ଭଉଣୀ କିଏ ଦିଅନ୍ତୁ କି ନ ଦିଅନ୍ତୁ କିନ୍ତୁ ଭଗଵାନ ନିଶ୍ଚୟ ଦେବେ
Ejhiaku kebe miliba nyaya e nisrooura duniare nyaya miliba milibani bhouni 😢😢😢😢
Jay shree jagannath Swami ଏପରି ପଶୁଙ୍କୁ କିପରି ଦଣ୍ଡ ଦେବାକୁ ପଡିବ ତୁମେ ଯୋଗାଡ କରିବ
Service to people is service to God.