ବିଜେପି ସରକାର ଙ୍କର ୧୦୦ ଦିନ୍ ପୁରୁତୁନ ହେଲା ବୋଲି ପ୍ରୋଗ୍ରାମ କଲେ,ଦେଖୁନ ଜିରୋ ଗ୍ରାଉଣ୍ଡ ର ସତ୍ୟତା ।

Поділитися
Вставка
  • Опубліковано 21 вер 2024
  • ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
    👇🏻👇🏻👇🏻
    TWEETER ACCOUNT (X)
    x.com/MorSamiy...
    ଆମର FACEBOOK PAGE -www.facebook.c...
    ଆମର INSTA PAGE - ...
    ଆମର what'sup ନମ୍ବର
    9777173935

КОМЕНТАРІ • 651

  • @SarbeswarChhatria
    @SarbeswarChhatria 17 годин тому +118

    ପଶ୍ଚିମ ଓଡ଼ିଶା ର ଗରବ ମୋର ସମିୟ ନ୍ୟୁ କେ
    ପାଣିଗ୍ରାହୀ ଦାଦା ଜୁହାର ବିଶେଷ ବିଶେଷ ଧନ୍ୟବାଦ୍ ଦା

  • @sanjayabhoi247
    @sanjayabhoi247 17 годин тому +36

    ସତ୍ୟ ମେଵ ଜୟତେ ମୋର୍ ସମିୟା ନିବେଶ ଦାଦା ilove repoter ଆମ ବଲାଙ୍ଗିର ଜିଲ୍ଲାର ଗର୍ବ ଓ ଗୌରବର ପ୍ରତୀକ ସ୍ୱାଭିମାନ ସଚ୍ଚୋଟ ମଣିଷ ଧର୍ମ ଦେବତା ନ୍ୟାୟ ଦାତା 🙏🙏

  • @dambarudharsahu7109
    @dambarudharsahu7109 16 годин тому +21

    ମୋର ସମିୟାnews. କେ ଧନ୍ୟବାଦ 🙏

  • @Bhujbal-sv4en
    @Bhujbal-sv4en 16 годин тому +66

    ସରକାର କେ ମୋର୍ ଏତିକି ଅନୁରୋଧ କି ଯୋଜନା ଫୋଜନା ଛାଣୁନ୍ ରୋଜଗାର ଦିଅନ

    • @qxztr
      @qxztr 15 годин тому +2

      ସରକାର ତ ନିଜେ ଚୋର ଅନୁରୋଧ କରିବ କାହିଁକି,?

    • @manjilkumarkhamari6784
      @manjilkumarkhamari6784 13 годин тому +1

      ​@@qxztrtor ta kana churala re chor

    • @thegloryspace
      @thegloryspace 12 годин тому

      ​@@manjilkumarkhamari6784educated chir aaye , tax😂

    • @thegloryspace
      @thegloryspace 12 годин тому

      ​@@manjilkumarkhamari6784mor sandass re bi tax lagi pare😂😂😂

    • @mkmemes3484
      @mkmemes3484 12 годин тому

      ​@@thegloryspacetui kana tax deuchu bo😂😂

  • @Rx100m
    @Rx100m 16 годин тому +57

    (ବିଜେପି ସରକାର) କହେସି ଅଲଗା କରସି ଅଲଗା... ଇ ସବୁ ଦେଖୋ ଥିବାରୁ (ମୋର ସମୀୟ NEWS) କେ ଧନ୍ୟବାଦ୍ 🙏

  • @basantasahu1031
    @basantasahu1031 14 годин тому +9

    ନିରପେକ୍ଷ ବିଚାର, ମୋରସମୀୟା କେ ଧନ୍ୟବାଦ

  • @tapaswinikhutuli5227
    @tapaswinikhutuli5227 17 годин тому +114

    ମୋର ସମୀୟା news କେ ସ୍ୱାଗତ ବିଜେପି ସବୁ ଠାକୁଛେ

  • @jayachandramajhi8245
    @jayachandramajhi8245 15 годин тому +10

    ଜୟ ଜଗନ୍ନାଥ ମୋର ସମୀୟା କେ ବହୁତ. ବହୁତ ଧନ୍ୟ ବାଦ. ଗରିବ. ଲୋକଙ୍କୁ. ରାସନ କାର୍ଡ. ରେ ମାସକୁ ମାସ 15000ଦେଲେ ବହୁତ ସରକାରଙ୍କୁ ଧନ୍ୟବାଦ ଦିଅନ୍ତି ଗରିବ. ଲୋକଙ୍କ ପ୍ରାଥନା 🙏🙏🙏🙏🙏🙏🙏🙏🙏🙏

  • @BuluSagar-sv7dl
    @BuluSagar-sv7dl 17 годин тому +27

    ଇ ମା ମାନଂକର ଗ୍ରୁପ ପୈଶା ଛାଡ଼ କଲେ ଯାଇ ବିଜେପି ସରକାର କେ ଭଲ ବଲବେ...

  • @SuratPanika-h8b
    @SuratPanika-h8b 18 годин тому +55

    🙏ମୋ ସମୀୟା ଯାହା ଦେଖା ସି ପୁରା ସତ 🙏
    🙏🙏🙏🙏🙏🙏🙏🙏🙏🙏🙏🙏

  • @Sudhansu2863
    @Sudhansu2863 16 годин тому +18

    ଧନ୍ୟବାଦ ଭାଇ ମୋର ସମୀୟା ତମେ Real ରେ ଲୋକଙ୍କର ଲାଗି କାମ କରୁଛ ।

  • @PadhanB
    @PadhanB 15 годин тому +39

    ଜନତା କୁ କେବଳ ସ୍ୱାସ୍ଥ୍ୟ, ସଡ଼କ ଆଉ ଶିକ୍ଷା 3ଟା ଜିନିଷ ମାହାଳିଆ ମିଳବା କଥା

    • @thegloryspace
      @thegloryspace 13 годин тому +2

      K karbe 😂, industry darkar 😂😂
      Eta 20th century ra tag thila
      21th century re industry, hospital, technology, pharmaceutical research centre, darkar

    • @Social_-Reformer
      @Social_-Reformer 7 годин тому

      Aau jen tax neu chhan he paesa kana Kara jiba

  • @santoshsuna7580
    @santoshsuna7580 15 годин тому +9

    5000ହଜାର କେ ବଜାର ଯାଇ ଯାଇ ସରିଯିବା ବାକି କିଛି ନାଇଁ ହୁଏ

  • @KOSHALTAK
    @KOSHALTAK 17 годин тому +24

    ପାରେ କେ 50,000 ଦେଇଥିଲେ କିଏ କାନା କରି ପାରିଥିତେ ! ସୁଭଦ୍ରା ଯୋଜନା ହେଉଛେ ଗୁଟେ ରାଜିନୀତି...

  • @tapasmajhi9037
    @tapasmajhi9037 15 годин тому +8

    ସରକାର ଅଯଥା ଫ୍ରୀ ଫ୍ରି ହେଲେ ବି ଭଲ ନେଇସେ ସେ ପଇସା ଦେଶର ରାଜ୍ୟ ର ଉନ୍ନତି ରେ ଲଗାଲେ ଭଲ ହେତା

  • @allhindisongsahs580
    @allhindisongsahs580 17 годин тому +16

    5000 ପାଇଲେ ଗୁରୁପ୍ ବାନ୍ଧି ହେବା ବୋ ଭାଇ ଅରୁ 50.000 ପାଇଥିଲେ loan closed କରି ହେଇଥିତା

  • @Maamohini2563
    @Maamohini2563 16 годин тому +8

    ଇ ଗ୍ରୁପ କରି କରି ଆମକୁ ମୁନୁଷ୍ ମାଙ୍କୁ କାମ କରେଇ କରି ମାରି ଦେଉଛନ ହେତିର ଲାଗି 5 ବର୍ଷେ 50000 ବଢିଆ ଆମକୁ ଚାଷୀ ମାନଙ୍କୁ କାମ ଦେବା

  • @FNMMusic
    @FNMMusic 17 годин тому +3

    Reality of Subhadra Yojana. Thanks Mor Samia News

  • @RohitBariha-cm8df
    @RohitBariha-cm8df 14 годин тому +3

    ଏଇ ସରକାର ଟା କହୁଛେ ଗୋଟେ ଆର୍ କରୁଛେ ଗୋଟେ ଯାହା ଜଣା ପଡିଲାନ ଯେ ମିଛୁଆ ସରକାର ଗୋଟେ ଆଏ

  • @sushant4390
    @sushant4390 17 годин тому +3

    Your reporting has made a significant impact on our society.... Really🙏🙏.. I appreciate your dedication to truth seeking❤

  • @debashispanda9494
    @debashispanda9494 6 годин тому

    Very nice reporting.. ନିରପେକ୍ଷ ସାମ୍ବାଦିକ ସବୁବେଳେ

  • @Rudransh4949
    @Rudransh4949 16 годин тому +19

    ଯାହାର ଯେମିତି ସ୍ଵଭାଵ ଗୁରୁ କହିଲେ କିଷ ହେବ
    ଯିଏ ଉନ୍ନତି କରବା 5000 ଟଙ୍କା ରେ ଉନ୍ନତି କରିବା
    ଯିଏ ଠକୁଆ ପଚାଶ ହଜାର କାଣା 5 ଲକ୍ଷ ଦେଲେ ବି ଗୁଟେ ବର୍ଷେ ଖାଈ ଦେବା
    ଯାର 5000 ଦରକାର ନିନ ଦୟାକରି ସୁଭଦ୍ରା apply ନାଇଁ କର

    • @creatorbiswanath
      @creatorbiswanath 16 годин тому +2

      Tamku ta bahut badhuche ho tume daucha k

    • @creatorbiswanath
      @creatorbiswanath 16 годин тому

      Jadi 50000dei ne paran kahuchan k kari chor bjp

    • @Rudransh4949
      @Rudransh4949 15 годин тому +5

      @@creatorbiswanath ମୁଇଁ ତ comment ଦେଲି ତୁମେ ମୋତେ କାହିଁ ଲାଗି ବାଧୁଛେ ବୋଲି reply ଦେଲ
      ମୋର comment ତୁମକୁ ବାଧିଲା ଙ୍କା

    • @creatorbiswanath
      @creatorbiswanath 15 годин тому

      @@Rudransh4949 mui nai kahebar ho jadi dei nepare kahuchan k kari ihade 5000 re kana heba kahata

    • @bibekanandaseth4778
      @bibekanandaseth4778 14 годин тому

      @Rudransh4949 100%👌🙏🚩

  • @SunilNag-jz2zn
    @SunilNag-jz2zn 17 годин тому +2

    ମୋର ସମିଆ କେ ଧନ୍ୟବାଦ 🙏🙏🙏

  • @ghugaracademy760
    @ghugaracademy760 8 годин тому +2

    ଗରିବ୍ ଲୋକ୍ କେ ନାଇ ମିଲବାର୍ ନ ଦାଦା। ସୂଭଦ୍ରା ଧନୀ ଲୋକ ମାନେ ପାଇଛନ୍ ବେଶୀ।

  • @payalhigh
    @payalhigh 15 годин тому +5

    *ନୂଆ ଖାଇ ସରଲା ୫୦୦୦ ବି ପାଇଲ ଝି ଘର୍ ମା ଘର୍ ବୁଲି ବୁଲି ସାର*

  • @trinathmallik9972
    @trinathmallik9972 13 годин тому +3

    ଧନ୍ୟବାଦ ଦାଦା ମୋର ସମିଆ କାହାକେ ଛାଡିବା ଲୋକ ନାଇସେ ଯେନ୍ତା କହେସନ ସେଟା କରି କରି ଦେଖା ଛନ୍

  • @MangarajBeheraYadav
    @MangarajBeheraYadav 12 годин тому +1

    Dhanya bad morsamia news

  • @sumankumarsinubrother8640
    @sumankumarsinubrother8640 11 годин тому

    ଧନ୍ୟବାଦ ମର ସମୀୟା ସାମ୍ୱାଦିକ ଭାଇ, ଏହି ବୋଳି news ଅର୍ଗୁସ ଵାଲା କୁ ଶିଖ,

  • @iproudtobeindian3022
    @iproudtobeindian3022 15 годин тому +13

    ଯଦି ଇ ୫ ହଜାର କିଛି କାମ କେ ନାଇ ଆସେ ବୋଲି ଜେନ ଲୋକ ମାନେ ଭାବୁଛ ସେହି ଲୋକ ମାନକୁ ଅନୁରୋଧ ଯେ ଦୟା କରି ସେହି 5 ହଜାର ଟଙ୍କା ଫେରେଇ ଦିଅ 😂

  • @prasantasahu4959
    @prasantasahu4959 15 годин тому +1

    ମହାଲିଆ ପଇସା ରେ କେବେବି ଉନ୍ନତି ନାଇ ନାଇ ହୁଏ... ରୋଜଗାର ଦିଆ...

  • @sujitbag7326
    @sujitbag7326 15 годин тому +3

    Mor samiya jay hind 🎉🎉🎉🎉🎉❤❤❤❤❤

  • @sisirBuda-id4dp
    @sisirBuda-id4dp 15 годин тому

    ପାୱାର କେ ଆସିଲେ ପ୍ରତିଶୃତି ପୂରଣ କରିବା ପାଇଁ ନିବେଦନ, ମୋର ସମୀୟା ଧନ୍ୟବାଦ

  • @binayakmahana3047
    @binayakmahana3047 15 годин тому +4

    ଲୋକ କେ ତ ମାହାଲିଆ ଯେତେ ଦେଲେ ମହରା ଭି ଖାଇ ଦେବେ ....

  • @adityamahapatra5974
    @adityamahapatra5974 15 годин тому +11

    ମୋହନ ବଂଶୀ ଫୁକି କି ସବୁ ଲୀଳା କରୁଛନ 😂 ଥରେ କେ ଲୀଳା କଲେ ମଜା ନାଇ ଆସେ ବଳି ଇ ଟା 5 ବର୍ଷ ଲୀଳା କର୍ବେ ସୁଭଦ୍ରା 😂 ନାରେ 😅
    ଭାଇ ମୋର ହିସାବ ରେ ତ ମୋହନ ଆଜ୍ଞା cm ନି ହୋଇ କି ସୁରଜ୍ ସୁର୍ଜ ବଂଶୀ ହେବାର କଥା 😊 କହାକେ ଖରାପ ଲଗଲେ ମାଫ୍ କର୍ବେ🙏

    • @Debashishbagarty1053
      @Debashishbagarty1053 11 годин тому

      Hei suryavansi vi ghusra valia,au kia gote standard lok heithile bhal heithita jia ki central ru sabu power Ani paruthibar henti lok hebar katha, narendra modi jani kari rubber stamps banabar lagi mohan majhi ke c.m. kale

  • @sambalpuritv2445
    @sambalpuritv2445 16 годин тому +3

    Good job nibesh panigrahy sir

  • @jayanarayanjoshi8469
    @jayanarayanjoshi8469 12 годин тому +1

    Very good reporting from ground zero brother. Keep it up.

  • @arunnaik
    @arunnaik 11 годин тому +1

    Bahut badhia news bhai

  • @LaxmanPadhan-e3w
    @LaxmanPadhan-e3w 11 годин тому +3

    ଦେବାର ଟା ବଡ଼ କଥା, ବିଜେଡି କାଣା ଗୋଟିଏ ଯୁଗ ଶାସନ କଲା କାଣା ଦେଲା

    • @amarbag5933
      @amarbag5933 9 годин тому

      Bjd ଠିକା କାମ କରି କରି ଓଡ଼ିଶାର ଲୋକ ବହୁତ ଖୁସି
      ଲକ୍ଷ୍ମୀ ବସ୍ ଟପ ଦେଖ 5 ଲକ୍ଷ୍ୟ

  • @SIBAPRASADDAS-do5si
    @SIBAPRASADDAS-do5si 14 годин тому +1

    ସୁପ୍ରିମକୋର୍ଟ ମାଗଣା ବଣ୍ଟନ ବନ୍ଦ କରିବାକୁ ମାନସ ମନ୍ଥନ ଚଳେଇଛନ୍ତି।

  • @daulamahananda6114
    @daulamahananda6114 7 годин тому +1

    Mor samia 1st time bjp govt.babadare kahuchhe...very nice...mor samiyaa

  • @funny25677
    @funny25677 14 годин тому +13

    ଚୋର ସରକାର ର ପର୍ଦାଫାଶ କରବାର ଲାଗି ଧନ୍ୟବାଦ

  • @sanjeebsahu2849
    @sanjeebsahu2849 2 години тому

    ବାକି ରିପୋର୍ଟର ସୁଈ ପଡିଛନ୍.
    Salute u bro
    Jigra ଦରକାର ଏନ୍ତା news lagi 🥰🥰🥰👏👏👏

  • @Birabhue-t7s
    @Birabhue-t7s 13 годин тому +2

    ଆଲୋ ମାଁ ମୋହନ ସରକାର ତ ଠକଲା ଫେର୍ କାଏଁ ହେଲାଯେ ତୁଇ ନେତା ମନ୍ତ୍ରୀ ମାନେ ଆଏଲେ ସବୁ ମାଁ ମାନେ ଯାଇକରି ଉବଡି ହଉଛ ଆର୍ ଜିନ୍ଦାବାଦ ଜିନ୍ଦାବାଦ କରୁଛ

  • @rajutirkey6832
    @rajutirkey6832 16 годин тому +2

    Mor samiya ....jindabaad...keep it brooo

  • @trilochanmohanty-rc2rl
    @trilochanmohanty-rc2rl 3 години тому

    Thank you samiya news

  • @THEMOVIEUPLOADER-qj6sk
    @THEMOVIEUPLOADER-qj6sk 17 годин тому +16

    କାମ ଧାମ ନାଇ ଯାହଁ ନା ଖାଲି ମାଗଣା କେ ଆଶା କରିଥିଅ। କର୍ମ ହିଁ ଭଗଵାନ

    • @prasanna6478
      @prasanna6478 14 годин тому

      ଆମର ଓଡ଼ିଆ ଲୋକଙ୍କ ବିବେକ ହିଁ ନାହିଁ କାରଣ ଲୋକଙ୍କୁ ମା‌ହାଲିଆ ଆସା ବହୁତ

  • @PrashantaMajhi-f3m
    @PrashantaMajhi-f3m 17 годин тому

    ଧନ୍ୟବାଦ ମୋର ସମୀୟା

  • @prasantasahusahu919
    @prasantasahusahu919 17 годин тому

    ମୋର ସମିଆ ,ନିବେଶ ଦାଦା ସବୁ ସତ କଥା ହିଁ ଦେଖାସନ thank u dada

  • @tarinisambalpuritv
    @tarinisambalpuritv 15 годин тому

    Right ae dada mor samiya is best news 👍👍

  • @amritaeducationandentertai6449
    @amritaeducationandentertai6449 12 годин тому

    Good reporting,

  • @sachinkumarmeher5868
    @sachinkumarmeher5868 17 годин тому +2

    Sabu bele enta news karutha dada ...
    Nice dada bhal lagsi tumar news

  • @mbs_video_editing143
    @mbs_video_editing143 13 годин тому

    ମୋର ସମୀୟ repotar dada କେ ଧନ୍ୟବାଦ

  • @manoranjanbehera6657
    @manoranjanbehera6657 16 годин тому +4

    ବିଜେପି ସରକାର ତ ବିଜେଡି ଠାନୁ ବି ବଡ ଚୋର ବାହାରିଲା

  • @ManojSavra-yw8cf
    @ManojSavra-yw8cf 13 годин тому

    Right news 👌❤

  • @bhaktachhatria
    @bhaktachhatria 18 годин тому +13

    ମାଗିହେ କିଛି ନେଇ କରି ପାରନ

  • @dharmenroji4919
    @dharmenroji4919 13 годин тому

    Mor samaya great news

  • @LalitmohanBiswal-p1k
    @LalitmohanBiswal-p1k 7 годин тому

    ମୋର ସମିୟା ଆଜ୍ଞା ଧନ୍ୟବାଦ

  • @SANTOSHKUMARNAG-u9e
    @SANTOSHKUMARNAG-u9e 17 годин тому

    Sat katha bhai

  • @iswarthethua2401
    @iswarthethua2401 4 години тому

    Bahut badhia sundar bjp double engine

  • @rahulmelodygroupchudapali8958
    @rahulmelodygroupchudapali8958 12 годин тому

    E News dekhbar lagi Chahu thini love you da 🙏🙏🙏🙏🙏

  • @gulapsahu9204
    @gulapsahu9204 17 годин тому +4

    Aaji tak jetki bi jojana mane heichhi sabu tharu bekar hauchhe Subhadra jojana, adha lok ta jane parle naa pare sabu lok janbe

  • @anilkathar3914
    @anilkathar3914 11 годин тому

    Mor samiya bahut bahut dhanyabad

  • @budhiababu6602
    @budhiababu6602 4 години тому

    Love you sir🎉🎉,,, ,,,, ସତ୍ୟ ମେବ ଜୟତେ,,,,🎉🎉

  • @kaibarttaghivela6361
    @kaibarttaghivela6361 14 годин тому

    ଧନ୍ୟବାଦ୍ ମୋର ସମୀୟା ❤

  • @satkatharatkarsi1936
    @satkatharatkarsi1936 18 годин тому +3

    Love u daaa

  • @Bhimsenmahakur-b3n
    @Bhimsenmahakur-b3n 2 години тому

    🙏🙏🙏 You are great nibesh sir 🙏🙏🙏

  • @pabitrameher1083
    @pabitrameher1083 17 годин тому +5

    ଭାଜି ସାଗ ଖୁଟି ଖୁଟି ଖ ରେ ପାଗଲ ନି ହ

  • @sashikantameher2665
    @sashikantameher2665 11 годин тому

    Mor samhya news 🙏🏻🙏🏻🙏🏻🙏🏻🙏🏻

  • @jubisasagar1514
    @jubisasagar1514 14 годин тому

    Sir real news by you. Here is no partiality. Thank you .

  • @akashpadhan5815
    @akashpadhan5815 9 годин тому

    Mind blowing news channel ❤

  • @ShankarMalik-q9t
    @ShankarMalik-q9t 9 годин тому

    ❤ mor samiya news

  • @ATs9324
    @ATs9324 13 годин тому

    Good job Nibesh sir

  • @SantoshKanhar-ly8eg
    @SantoshKanhar-ly8eg 6 годин тому

    Great information sir 🙏❤️❤

  • @rajeshdharua5439
    @rajeshdharua5439 16 годин тому +2

    ପଞ୍ଚିମ ଓଡ଼ିଶାଚାଷୀ ମା ମାନଙ୍କୁବହୁତ ଉପକାର ରେ ଆସବା ଯେ ହେତୁ ରାକ୍ଷୀ ବନ୍ଧନରେଦେଉଛନ ଆଗକୁ ନୂଆଁ ଖାଇ ପାଳନ କରନ୍ତି ସେମାନେ ଏହି ପଇସାକୁ ତାଙ୍କ ପିଲା ମାନଙ୍କୁ ଓ ତାଙ୍କର ଡ୍ରେସ୍ କିଣି ନୂଆଁ ଖାଇ ଧୁମ୍ ଧାମରେ ପାଳନ କରିବେ ଛୋଟିଆ ଚାଷୀ ମାନେ ତା ଙ୍କହାତରେପଇସା ନ ଥାଏ ତେଣୁ କରି ସାହୁକାର ଧାନ ଦେବାପାଇଁ କ୍ଵିଣ୍ଟାଲ ପିଛା 900/1000ଟଙ୍କା ରେ ପଇସା ଆଣି ନୂଆଁଖାଇଥାନ୍ତି ଏଥିପାଇଁ ଚାଷୀ 5000 ଜାଗାରେ 10, 000କ୍ଷତି ସହି ବାକୁ ପଡ଼େ BJP ଛୋଟିଆ ଚାଷୀ , ଭୂତିଆର ମାନଙ୍କ ସରକାର thanks

  • @Jadab-g7o
    @Jadab-g7o 17 годин тому

    Shabash morsamya jadab

  • @umakantabag2199
    @umakantabag2199 17 годин тому +2

    Top

  • @brundabanapadhan6580
    @brundabanapadhan6580 5 годин тому

    Bahut Bahut dhanniyabad mor samiya news dada namaskar Mundapala Subha mobile

  • @debasishboudha5951
    @debasishboudha5951 14 годин тому

    Dil khush ❤ Reporting

  • @mrramaofficial
    @mrramaofficial 16 годин тому +3

    ୫୦୦୦ ମିଲୁଛେ ଯେ ବଡ କର ଚାହା ବୁଝା ଖାଉଛେ 😅

  • @majhicreationdgp7482
    @majhicreationdgp7482 14 годин тому

    Nice reporting.....janata nka sapakya re bodiaa

  • @muralidansana8745
    @muralidansana8745 11 годин тому

    Very good news

  • @sharmasahu6565
    @sharmasahu6565 16 годин тому +2

    Bjp ବର୍ତମାନ ଠିକ

  • @roshansa4836
    @roshansa4836 12 годин тому +2

    Bjp ସରକାର୍ ଇ..100 ଦିନ୍ ରେ ଯଦି ତାର ରଙ୍ଗରୂପ ଦେଖେଇ ଦେଲା ନ ବେଳେ ଆଏବା ଦିନ୍ କେ ଆଉ କେତେ ଠକବା

    • @sambhuprasadnaik7515
      @sambhuprasadnaik7515 11 годин тому

      2029 re congress ra double engine sarkar 100 din ra bhakua sarkar

  • @debarchandharua6805
    @debarchandharua6805 12 годин тому

    ମୁରିବାହାଲ ବ୍ଲକ ବହୁତ ରେ ଧୂର୍ନୀତି କାମ ହେହୁଛେ

  • @AnantaSahu-y9c
    @AnantaSahu-y9c 16 годин тому +3

    କାଣା ହେବା ଈଟା 5000 ଆଜିକାଲି ତ ଭିକାରି ମାନେ ବେସି ଈନ୍ କମ୍ କରୁଛନ୍ ହେ

    • @SI-69
      @SI-69 15 годин тому

      Firei dia paicha bele

  • @MahendraMajhi-f9r
    @MahendraMajhi-f9r 17 годин тому +6

    Jadi tharke 50000 deithile bi khaideithite

  • @umakantatandi4187
    @umakantatandi4187 6 годин тому

    Badhiya news

  • @bachanbhoi54
    @bachanbhoi54 17 годин тому

    Nice coverage

  • @drgoutambiswal6717
    @drgoutambiswal6717 7 годин тому

    ମାଗଣା ବ୍ୟବସ୍ଥା ମହିଳା ନିର୍ଯ୍ୟାତନାର ପ୍ରମୁଖ କାରଣ ହେବ ଏଥିରେ ସନ୍ଦେହ ନାହିଁ

  • @sambitkumarbag7427
    @sambitkumarbag7427 16 годин тому +2

    800 ଟଙ୍କା ମାସିକ ଭତ୍ତା 6 ମାସରେ 500 ମଜା କର

  • @NaradSeth
    @NaradSeth 13 годин тому

    💯 ଫେଲ ହେଲା

  • @DharmendraRana-f5y
    @DharmendraRana-f5y 14 годин тому

    Great mor samiya

  • @DhaneswarNaik-x6e
    @DhaneswarNaik-x6e 12 годин тому

    Jai mor samiya

  • @dasarathFarm
    @dasarathFarm 17 годин тому

    Good job marsamiya

  • @sambalpurihkdigital1262
    @sambalpurihkdigital1262 13 годин тому

    ଧନ୍ୟବାଦ ଦାଦା ମୋର ସମୀୟା ରିଅଲ ରେ ଲୋକଙ୍କର ଲାଗି କାମ କରୁଚ ❤❤❤

  • @JaykishanSa
    @JaykishanSa 17 годин тому

    Mor samiya jindabad

  • @NarsingBishi-j1o
    @NarsingBishi-j1o 17 годин тому

    ବହୁତ ବଢିଆ କବରେଜ ଦାଦା

  • @hpcreaction2347
    @hpcreaction2347 14 годин тому +4

    ବଲାଙ୍ଗୀର ବାସି କୁ ଗୁଟେ ପ୍ରଶ୍ନ ଯେ କେତେ ଲୋକ bjp ke vote deichhan.... ଆରେ ଭାଇ ତମେ କିଛି ନାଇଁ କରି କରି ଯଦି 5000 ପାଉଛ ବେଳେ ତମକୁ ତ ମୁଖ୍ୟମନ୍ତ୍ରୀ କରି ଦେଲେ କେନ୍ତା କର୍ତ

    • @Ashoksahu-eo2pd
      @Ashoksahu-eo2pd 13 годин тому

      Kahebar k kana chahuchha daa bujhi nei hela j

    • @hpcreaction2347
      @hpcreaction2347 11 годин тому +1

      @@Ashoksahu-eo2pd dekha bhai first ta ame balangir bale bjp ke support nai kari.. Ta se jaha dauchhe setki re ame khusi hebar katha.... Mor matare enta bhabuchhe

  • @bhoi306
    @bhoi306 4 години тому

    Good job morsamiya

  • @chandramahananda4078
    @chandramahananda4078 12 годин тому

    Bahut badiya bhai