ଜାତି ପ୍ରଥା କ’ଣ? | Jathi Pratha kono | What is casteism in Odia ?
Вставка
- Опубліковано 21 вер 2024
- ଜାତି ପ୍ରଥା କ’ଣ? | Jathi Pratha kono | What is custom in Odia ?
ଜାତି ପ୍ରଥା ବ୍ୟବସ୍ଥା ହେଉଛି ମାନବର କାମ କୁ ଚିହ୍ନଟ କରିବାକୁ ନିର୍ମିତ ଏକ ବ୍ୟବସ୍ଥା, କିନ୍ତୁ ଆଜି ର ମଣିଷ ଜାତି ପ୍ରଥା କୁ ଉଚ୍ଚ ନିମ୍ନ ଶ୍ରେଣୀ ନାମରେ ଭେଦ ଭାବ କରୁଛନ୍ତି |
#tatwamuhi #jathi #barna #casteism #cast #dharm #jathipratha #barnabyabasta #brahmagyan #odiaspirituality #selfdiscovery
Our Hindi channel link below :-
/ @meindrashta2342 Our
other Media :-
▶ / meindrashta
▶ / twee
▶ mankyahai@gmail.com
▶ / meindrashta
▶ Music credit to: UA-cam music Library
▶ Background videos: Pixabay.com
Right ସାର
Very much knowledgeable video every body have to understand this. Your great 👍 👌 guruji pranam Guruji.
Pranam agya 🙏🙏🙏🕉️🌹
🙏🙏ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ ଆପଣଙ୍କର କଥା ମୋତେ କାହିଁକି କଛି ଗଡ୍ ବଡ ଲାଗୁଛି କିଛିତ ସତ୍ଯ
କୌଣସି ଶାସ୍ତ୍ରରେ ଜାତି ପ୍ରଥାର ବର୍ଣନା ନାହିଁ । ଜାତି ଧର୍ମକୁ କେବଳ ମନୁଷ୍ୟ ନିର୍ମାଣ କରିଛି ଆଉ ମାନୁଛି ।
ବ୍ରାହ୍ମଣ ଜାତି ଉଚ୍ଚ ନୀଚ ଦେଖ ସନ୍🫵🏻🤌🏻🫴🏻🤏🏻🫴🏻
କଥା କଥିତ ବ୍ରାହ୍ମଣ , ବ୍ରହ୍ମ ଜ୍ଞାନୀ ବ୍ରାହ୍ମଣ ନୁହେଁ । 🕉️🌹
Right
🕉️
Nice thought, people should learn.
Stay blessed. 🕉️🌹🪔
ଆଗକୁ ହିନ୍ଦୁ ଧର୍ମ ବିନାଶ ହେବ ଶ୍ରୀ କୃଷ୍ଣ 🙏 😭 🙏
ଅଧୁରା ଜ୍ଞାନରେ ପରଖିଲେ କୌଣସି ବିଷୟକୁ ବୁଝିହୁଏନା , ଶାସ୍ତ୍ର ପଢନ୍ତୁ ନିଶ୍ଚୟ କିଛି ବୁଝିପାରିବେ । 🕉️🌹
Great message for society guru bhai
Pranam agya. 🙏🙏🙏🕉️
ଯେଉଁ ଠାରେ ଯିଏ ଥାଉନା କାହିଁକି ଯେଉଁ କୁଳେ ହେଉ ଜାତ. ଗୋଟିଏ ମାଆର ସନ୍ତାନ ସରବେ ତାହାର ନାମ ଭାରତ. ଧନ୍ଯବାଦ ନମସ୍କାର ଭଲ ଆଲୋଚନା.
ପ୍ରଣାମ୍ ଆଜ୍ଞା । 🕉️🌹🪔
ଅତି ସୁନ୍ଦର କଥା sir 🙏
ପ୍ରଣାମ୍ ଆଜ୍ଞା । 🙏🏻🕉️🌹
ଅତି ସୁନ୍ଧର
🙏🏻🕉️🌹
ବହୁତ ସୁନ୍ଦର କଥା
🙏🕉️
Chhot bhabana nei kehi ucha nuhanti.Sansarare sabu sarirare Atma achhanti tenu sabu lok saman.Uchit kahithibaru thankyou sir.
ପ୍ରଣାମ୍ ଆଜ୍ଞା । ଧନ୍ୟବାଦ୍ ଆଜ୍ଞା । 🕉️🌹🪔
ସୁପର
🕉️🌹❤️🪔
Oh God Very much true. Sooo nice of you , soooo kind of you Gurudev. A lots of love and pranam to you Gurudev.
Pranam sir . 🙏🕉️🌹❤️🪔
very nice 👌👌👌👌👌👍👌👍
🙏🏻🙏🏻🙏🏻🌹🕉️
So good
Pranam agya 🙏🙏🙏🕉️🌹
Ati Sundar.Learnable msg
🕉️🌹🪔
ଯେତେବେଳେ ରକ୍ତ ଦରକାର ସେତେବେଳେ ଜାତି ଧର୍ମ ନେଇ ଦେଖନ୍ ବାକି ଟାଇମ ଉଚ୍ଚ ନୀଚ୍ଚ ଜାତି ହେଲା ପୁରୁଷ ଗୋଟେ ଆଉ ନାରୀ ଗୋଟେ
ଯିବ ଏକ୍ ଅଟେ । 🕉️🌹🪔❤️
awesome
Pranam sir. 🙏🕉️🌹
You are right sir. Thank you very much.
ପ୍ରଣାମ୍ ଆଜ୍ଞା । 🙏🙏🙏🕉️🌹
ye topic re video baneibaku mora anurodh thila aau apana aaji ye topic re video baneithibaru bahut bahut dhanyavad 🙏bahut sundara bhabare baneichhanti aau tike bi explain hoi parithanta lekin fir bhi bahut bhala achhi🙏
Pranam agya 🙏🙏🙏🕉️🌹 Yaha satya, spaata, pranjala. Thank you sir. 🙏🙏🙏🕉️🌹
Hare Krishna hare Krishna 🙏🙏
ହରେ କୃଷ୍ଣ । 🙏🏻🙏🏻🕉️🌹
Nice video
🕉️🌹❤️🪔
ଶତ ପ୍ରତିଶତ ଠିକ୍। ସପ୍ରେମ ଜୟଜୀବ୍ 🙏
Pranam Maa. 🙏🙏🙏🕉️
Correct point
🕉️🌹🪔
ଗୋଟିଏ ଜାତି ପୁରୁଷ ଅନ୍ୟ ଟା ସ୍ତ୍ରୀ ଜାତି
🕉️🌹🪔
ଗୋଟିଏଜାତିପୁରୁଷଅନ୍ୟଟିହେଉଛିସ୍ତୀଜାତି
ମୁଁ ନାସ୍ତିକ କିନ୍ତୁ ଆପଣଙ୍କ କଥା ମତେ କିଛି ମାତ୍ରା ରେ ଭଲ ଲାଗିଲା।
ଆସ୍ତିକ, ନାସ୍ତିକ ଆମ ମାନ୍ୟତା । ପ୍ରତ୍ୟକ ସରିର ସେହି ଈଶ୍ବରଙ୍କର ଅଂଶ । 🙏🏻🌹🕉️
This channel is for every humans . thank you very much to share this deep knowledge to the world Gurudev. 🙏🙏🙏🙏🙏🙏🕉️🕉️🕉️🕉️🕉️🇮🇳🇮🇳🇮🇳❤️❤️❤️🍁🍁🍁🌹🌹🌹
Pranam agya 🙏🙏🙏🕉️🌹
Great Sir. Saprem Jai Jeeb sir
Saprem Jai Jeeb sir. 🙏🙏🙏🕉️🌹
Jatibadi mane tama kanare bhala bhabe suna,eka brahma ame samaste gotie brahmaru srusti.manisa nije nije jati srusti kari ajathare ghanti heuchhi.❤ahi vedeo speech bahut bhala lagila.🙏
ଧନ୍ୟଵାଦ ଆଜ୍ଞା । 🙏🏻🕉️🌹❤️
You are so good
🙏🌹🕉️
Nice 👍👍 content guru Bhai 🙏🙏🙏
Pranam agya 🙏🙏🙏🕉️🌹
ବହୁତ ସୁନ୍ଦର ବିଚାର 🙏 💐🌷🌹🌸🌼
ସମାଜରେ ଥିବା ଅପରିଷ୍କାର ଆବର୍ଜନା ଗୁଡ଼ିକର ନିବାରଣ ପାଇଁ ଅର୍ଥାତ୍ ସାମାଜିକ ପ୍ରଦୂଷଣର ଏହା ହିଁ ଉତ୍ତମ ମାଧ୍ୟମ । 👍
ଏହିପରି ଆମ “ମଣିଷ ସମାଜ” ଦେହରେ ଲାଗିଥିବା “ଜାତିଭେଦ ରୂପୀ ରୋଗ” ପାଇଁ ଏହା ହିଁ ଉତ୍ତମ ଔଷଧ । 👍
॥ ବସୁଧୈଵ କୁଟୁମ୍ବକମ୍ ॥
ଆପଣଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ । 🙏
ପ୍ରଣାମ୍ ଆଜ୍ଞା । 🙏🏻🕉️
@@tatwamuhi3460 🙏🕉️🙏
Good think
🕉️🙏🏻🌹
👌
🕉️🌹🪔
Right sir
🙏🏻🕉️🌹
Om Shri Guru, dhanyvad
ପ୍ରଣାମ୍ ଆଜ୍ଞା । 🙏🏻🙏🏻🙏🏻🕉️🌹❤️🪔
Nice
🕉️🌹🪔
👌👏👏👏👍
🙏🏻🕉️🌹🪔
Sprem Jai jeeb guruji
Saprem Jai Jeeb sir. 🙏🙏🙏🕉️🕉️🕉️🌹
Thik kathaa
🙏🏻🕉️🌹❤️🪔
Nice sir 🙏
ପ୍ରଣାମ୍ ଆଜ୍ଞା । 🙏🙏🕉️🌹🙏
❤Pranam,real educated person,no diference all is one.
ପ୍ରଣାମ୍ ଆଜ୍ଞା । 🙏🙏🙏🕉️🌹❤️
କରୋନା କାଳ ରେ କି ଜାତି ଥିଲା.... ଜାତି ଏକ ମାନସିକ ପାଗଳାମି.. ମଣିଷ ପରି ମଣିଷ ଟିଏ ହୁଅ.. କାମ ଖତମ
ନିଶ୍ଚୟ ମହାଶୟ ଜାତି ଧର୍ମ ମିଥ୍ୟା କେବଳ ଆମେ ମାନିଛେ । 🕉️🌹
Right meater
🕉️🌹
God bless u guru bhai
Pranam 🙏🕉️🌹
Dr ambedkar srhele gyani se sresta
ଆଜ୍ଞା 🙏🕉️🌹🪔
Dhanyabad aagya jae jagarnath
Jaya Jagannath agya. 🕉️🌹
Jay Jagannath ❤
Jai Jagannath agya. 🙏🏻🕉️🌹
ବାହୁତ ଭୁଲ କହୁଛୁ ବେ
ମହାଶୟ ଶାସ୍ତ୍ର ଜ୍ଞାନ ଅଛିତ, ନହିଲେ ବୁଝିପାରିବେନି । 🕉️🌹
Ete dina pare jane prakruta bramha gyani nkara darsana milila. Pranam SIR tuma pade sarana.
ପ୍ରଣାମ୍ ମା 🙏🙏🙏🙏🕉️🕉️🕉️🌹🌹🌹🪔
❤❤❤❤
🕉️🌹❤️🪔
Volo kohilo thank u
Welcome sir. Stay blessed.
Sundar kota kohilo baba 🙏🙏🙏🙏
ପ୍ରଣାମ୍ ଆଜ୍ଞା । 🙏🏻🕉️🌹
Jay Jagannath Swami ❤❤❤❤❤❤❤❤❤❤❤❤❤❤
Jai Jagannath agya. 🙏🏻🕉️🌹🌹🌹❤️
Pranam 🙏
Pranam Maa 🙏🙏🙏🙏🕉️🌹
Sir kalangi au sundhi
Ea cast re 2 janka Mrg heipariba ki
Nischaya hoipariba agya. Jati pratha ame maniche, satya hela ame samaste se Ek Atma shaktiku adharakari parichalana heuchey . Bibahare heuchi duita Sharira Eka Mana hoi , Gruhasti ashramara niyamaku acharanakari , sadhana madhyamare Ishwara Prapti karibara byabasta. 🕉️🌹
@@tatwamuhi3460 ni sir kalngi cast ra Gote pua
Gote sundi cast jhia ku Mrg kariba Pia 2 family raji au kula raji haba ki ni kuhantu
Jai Bhim 💙💙💙💙💙💙💙💙
Jai Bhim Ji. 💚💚💚🏵🌻🌹🌹🌹
Jay jagarnath swami
Jai Jagannath agya. 🕉️🌹
Apan thik kahichhanti
ପ୍ରଣାମ୍ ଆଜ୍ଞା । ଧନ୍ୟବାଦ । 🙏🏻🕉️🌹
Casteism is something like upper and lower amongst the man. Thanks
🕉️🕉️🌹🪔
Bahut sundar. Jay jib kai sansta re kuhanti.
🙏🕉️🌹
ସମଗ୍ର ଭାରତ 🌍 ବର୍ଷରେ ଅନେକ ରାଜ୍ଯରେ ଜାତିପ୍ରଥା ଭେଦଭାବ ବା ଛୁଁଆ ଅଛୁଆଁ ଭେଦଭାବ 🤔 ସାଧାରଣତଃ ଓଡିଶା'ରେ ସହରଠାରୁ ଗାଁ ପଯ୍ର୍ୟନ୍ତ ଜାତିପ୍ରଥା ଭେଦଭାବ ଛୁଁଆ ଅଛୁଆଁ ଭେଦଭାବ କରିଆସୁଛନ୍ତି ଅନ୍ୟ ୩'ଟି ଜାତିର (ବ୍ରାହ୍ମଣ, କ୍ଷେତ୍ରୀୟ,ବୈଷ୍ୟ ) ଲୋକମାନେ ହରିଜନ ଏବଂ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କୁ ଜିତିଆଣ ଭେଦଭାବ ଛୁଁଆ ଅଛୁଆଁ ଭେଦଭାବ କରୁଛନ୍ତି ଏମାନେ ହରିଜନ ଶ୍ରେଣୀରେ (ସେଠୀ,ଦାସ,ଗୋଛାୟତ,ଯେନା,ସିଂ,ନାୟକ,ମଲ୍ଲିକ,)ଏବଂ ଆଦିବାସୀ ଲୋକମାନଙ୍କୁ
୧👉 ମନ୍ଦିର କୁ ପ୍ରବେଶ ମନା !!
୨👉ଛୁଆଁ ଅଛୁଆଁ ବାରିବା !!
୩👉ବସିବା , ଉଠିବା, ପଢିବା, ଖାଈବା, ସୋଈବା କ୍ଷେତ୍ରରେ ଭେଦଭାବ କରିବା !!
୪👉ପ୍ରେମବିବାହ କ୍ଷେତ୍ରରେ ବାରିବା !!
ପ୍ରଣାମ୍ ଆଜ୍ଞା, ଆପଣ ଜାହଭି ଲେଖିସନ୍ତି ସତ୍ୟ, ବହୁତ ଦୁଃଖରକଥା ଆଜ୍ଞା । ସେ ସବୁ ଅନ୍ଧବିସ୍ଵସରୁ ସମାଜକୁ ଉଧାରକରିବାପାଇ ଆମ ପ୍ରୟାସ ଜାରିଅଛି ଆଜ୍ଞା । ତିନିଦିନ ପରେ daily 7pm to 8pm, and sunday 9Am to 10Am online ସତସଙ୍ଗ କାର୍ଯ୍ୟକ୍ରମ ଦେଖିପାରିବେ । ଆପଣ ଏହି ନୁମ୍ବର୍ ରେ call କରନ୍ତୁ ଆମେ କଥାହେବା 8917621507 🙏🙏🙏🕉️🌹
ମହାଶୟ ପ୍ରଣାମ l ମହାଶୟ ମୁଁ ଜାଣିବାକୁ ଚାହୁଁଚି ଯେ, ଜାତି ଭେଦ ଭାବ ହେଇକି ଭଲ ହୋଇଛି ନାଁ ଖରାପ ହେଇଛି
ପ୍ରଣାମ୍ ଆଜ୍ଞା । ନିଶ୍ଚୟ ମୋ ମତରେ ଖରାପ ହୋଇଛି । ମାନବ ସମାଜର ଅଖଣ୍ଡତାର , ଅଦ୍ଵୈତତାର , ଅଭିନ୍ନତାର , ବନ୍ଧୁତାର , ମିତ୍ରଭାବର ଏକତାର , କ୍ଷୟହୋଇଛି । ଘୃଣାଭାବ ସୃଷ୍ଟିହୋଇଛି , ଇର୍ଷାଭାବ ସୃଷ୍ଟିହୋଇଛି । 🕉️🌹
It is universal truth
Yes sir perfectly this is universal truth. scriptures are the documentary proof of all the talks which is Upanishad .
ଅନ୍ଦ ଭକ୍ତି ଗୋବର ମଳମୂତ୍ର ସେବନ କାଣ୍ଡ ଶାସ୍ତ୍ର ରେ ହିଁ ଜାତି ଧର୍ମ ଭେଦଭାବ ଅଛି , ଏଣୁ କେବଳ ବ୍ରାହ୍ମଣ ଭଗବାନଙ୍କ ଶାସ୍ତ୍ର ମନ୍ତ୍ର ପାଠ କରିବେ ଆଉ ଅନ୍ୟ ମାନେ କରତାଳି ମାରିବେ ଏଣୁ ପାତର ଅନ୍ତର କେଉଁ ମାନଙ୍କ ଠାରୁ ହେଲା ? ସେମାନେ କେବଳ ସତ୍ୟ ବାଦୀ ଅନ୍ୟ ମାନେ ମିଥ୍ୟା ବାଦୀ
🌹🌹🌹🌹🕉️
J̺a̺y̺ s̺r̺e̺e̺ r̺a̺m̺
Jay sri Ram. 🕉️🌹
Jai shree Jagarnath 🙏❤️🤍
ଜୟ ଜଗନ୍ନାଥ ଆଜ୍ଞା । 🙏🕉️🌹🪔
Pride to be karana 🔱 , one of the most educated & respected community along with brahmins in odisha , because of good thing i have done in my past life i born in this caste 🔱 , odisha's ruling cm caste #କରଣ
Pranam sir, thank you for explain your wives sir. The fact is we are all tied with one divine energy . our basic substance is one . The casts are to identify the professional work of the humans . because of this ignorance we try to sho small and big . but the truth is all are equal. 🌹🪔🕉️🪔🌹🇮🇳.
Pride to be "kulta" most power full,educated,re spected,reachest,populated community."kulta" & "brahman" best friend & famous in odisha
Western in "kulta"
Eastern in "brahman"
@@AnandBiswal-m3r kulta ye konsa jati hai 🤣
Pehle richest ka spelling likhna sikhle gawar , pride nahi proud hota wo
Educated ?🤡 hahaha 🤣
Brahmin kbse shudra ko apna best friend banane lag gye 🤣🤣
Ye wahi jati hai na Schedule Caste jisko jharsuguda by election mein humara naveen patnaik sarkar ne Bhubaneswar mein rehne kai liye jameen diya hai
#dipali_das
#Naba_das
#Khanti_karana
@@AnandBiswal-m3r 🙏🙏🙏
Pranam baba sudar besabu kamkarnte kan vhul
Bhesare nuhe Gyanare Dhyana diantu kichi sikhiparibe.
ପ୍ରଣାମ ଆଜ୍ଞା
Pranam agya 🙏🙏🙏🕉️🌹
We are all equal all men are same Don't caste feelings
TRUE sir. 🙏🕉️🌹
ଆମ୍ୱେଦକର ଭାରତର ପ୍ରଥମ ଗ୍ୟାନି ତାଙ୍କପରେ ବ୍ରାହ୍ମଣ ଛୋଟ ଜାତି
ଜ୍ଞାନି ଭିତରେ ବିବେକଥାଇ । ଜ୍ଞାନି ସମଦ୍ରୁଷ୍ଟି ହୋଇଥାନ୍ତି । ଜ୍ଞାନି ପାତର ଅନ୍ତର କରନ୍ତିନାହିଁ । 🙏🕉️🌹🪔❤️❤️❤️
ଜୟ ଭୀମ 🙏🇪🇺🙏
😊😊
ବ୍ରାହ୍ମଣ ମାନଙ୍କ ଅଭିଶାପ ପଡ଼ିବ ତତେ
Ame jati ek karantu je .sarakara sarakara kuta lagauchhanti.
Ai niyam ta odisha re odhika
Ghruna karantu semananku , duteiruhantu se swarthinka tharu. 🕉️🌹🪔
Bahut bhala lagila kintu gaon gahali re jati pratha prabala matra re achi
ଆଜ୍ଞା ନିଶ୍ଚୟ, କିନ୍ତୁ ଆମେ ପ୍ରୟାସ କଲେ ଏ ଅନ୍ଧ ବିଶ୍ୱାସକୁ ଦୁରେଇ ପାରିବା। 🕉️🌹
ଯଦି ଜଗନ୍ନାଥ ମନ୍ଦିରରେ ଛୋଟ,ବଡ ଭେଦଭାବ ନାହିଁ,ତାହାହେଲେ ଦାସିଆ ବାଉରୀ କୁ ମନ୍ଦିର ଭିତର କୁ ପ୍ରବେଶ ନିଷେଧ ହୋଇଥିଲା କି? ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍,ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ନିଷେଧ ହୋଇଥିଲା।ଏହି ବିଷୟରେ ଆଲୋଚନା କରନ୍ତୁ।
Jati prathara barnana kaunasi sastrare ahi, samadrustihi adhyatmikatara sarvocha prapti. 🕉️🌹🪔
ଜାତିବାଦ ଏକ ସମ୍ପୂର୍ଣ ରୂପେ ପାଖଣ୍ଡ ପ୍ରଥା ଯାହା ମହାଭାରତ ଯୁଦ୍ଧ ପରେ ପରେ ବୈଦିକ ବ୍ୟବସ୍ଥା ର କ୍ଷୀଣ ହେବା ପରେ ତିଆରି ହେଇଛି କିଛି ମୂର୍ଖ ଙ୍କ ଦ୍ଵାରା ,ଆଗରୁ କେବଳ ଆର୍ଯ୍ୟ ଅନାର୍ଯ୍ୟ ରାକ୍ଷସ ଥିଲେ ଶ୍ରେଷ୍ଠ ବ୍ୟକ୍ତି ଙ୍କୁ ଆର୍ଯ୍ୟ କୁହାଯାଉଥିଲା ଖରାପ୍ କାମ ରେ ସଂଶିଲଷ୍ଟ୍ ଲୋକ କୁ ଅନାର୍ଯ୍ୟ କୁହା ଯାଉଥିଲା ।।ମନୁସ୍ମିତି ରେ ବର୍ଣ୍ଣ ବ୍ୟବସ୍ଥା ରହିଛି ଯାହା କର୍ମ ହିସାବ ରେ ପ୍ରାପ୍ତ ହଉଥିଲା ଅର୍ଥାତ୍ ବର୍ଣ୍ଣ ମାନେ ଗୋଟେ ପୋଷ୍ଟ,ବ୍ରାହ୍ମଣ ଦମ୍ପତି ବା କୁଳ ରେ ଜନ୍ମିତ ଛୁଆ ଯଦି ନିଜ ଶିକ୍ଷାଗତ ଯୋଗ୍ୟତା ଗୁଣ କର୍ମ ସ୍ଵଭାବ ହିସାବ ରେ ଯଦି ସେ ବ୍ୟାପାର ବାଣିଜ୍ୟ କୁ ଅପଣାଉ ଥିଲା ତେବେ ସେ ବୈଶ୍ୟ ବୋଲାଉଥିଲା ବା ଯଦି ସମାଜ ରେ ସେବା କାମ କରୁଥିଲା ସେ ଶୁଦ୍ର ବୋଲାଉଥିଲା।
ବର୍ଣ୍ଣ ଅର୍ଥାତ୍ ବରଣ କରିବା ଅମୁକ ୪ ବର୍ଣ୍ଣ ରୁ ଗୋଟିଏ କୁ ବରଣ୍ କରିବା ।।
ବର୍ଣ୍ଣ ବ୍ୟବସ୍ଥା ବୈଦିକ ଋଷି ମାନଙ୍କର ଗୋଟେ ସୁ - ପରିଚାଳିତ ସାମାଜିକ ବ୍ୟବସ୍ଥା ଥିଲା ଆଉ ଏହା ବୈଦିକ ଗ୍ରନ୍ଥ ରେ ମଧ୍ୟ ଉଲ୍ଲେଖ ରହିଛି ।
ଗୋତ୍ର ର ବ ଜ୍ଞାନିକ ମହତ୍ତ୍ଵ ରହିଛି କିନ୍ତୁ ଏ ଜାତିବାଦ totally fraud system ।।
ପ୍ରଣାମ୍ ଆଜ୍ଞା । ବହୁତ ସୁନ୍ଦର ଭାବେ ବର୍ଣନା କରିଛାନ୍ତି । ହରି ଓଁ । 🙏🏻🕉️🌹🪔
@@tatwamuhi3460 ପ୍ରଣାମ 🙏ଜୟ ଆର୍ଯ୍ୟବ୍ରତ 🌿
ମୁଁ ଯାତିଭେଦ ଉଚନିଚର ବିରୋଧି।
ସମସ୍ତେ ନିଜର ନିଜ କଥା କରିଚାଲିଛନ୍ତି। କିନ୍ତୁ ସବୁକିଛି ଠିକ୍, ସବୁକିଛି ବି ଭୁଲ୍।
କଳିଯୁଗରେ ଜାତିଭେଦ ର କୋୖଣସି ଆବଶ୍ୟକତା ନାହିଁ
@@MohanDas-o2v ଏଇଠି ମୁଁ ନିଜ ମନ ରୁ ତିଆରି କଥା କହି ନାହିଁ ଏଇଠି ମୁଁ ବୈଦିକ ସିଦ୍ଧାନ୍ତ ବୈଦିକ ଦର୍ଶନ ଶାସ୍ତ୍ର ରୁ କଥା କୁ ଉଲ୍ଲେଖ କରିଛି ଏବଂ ସମ୍ପୂର୍ଣ ରୂପେ ସତ୍ୟ କଥା ୟେ ,କିଏ ଯଦି ନିଜ କୁ ବଡ଼ ଜ୍ଞାନୀ ବୋଲି ଭାବୁଛି ମୋ ସହ ତର୍କ କରି ପାରିବ ।।ମୁଁ ଶ୍ଳୋକ ଓ ମନ୍ତ୍ର ର ପ୍ରମାଣ ଦେଇ ପାରିବି ଭାବାର୍ଥ ସହ ସଠିକ୍ ବ୍ୟାକରଣ ସହିତ ।।।
Jai jeeb
Jai Jeeb sir. 🙏🙏🙏🕉️🌹
ରାଜା ପ୍ରଜାମାନଙ୍କୁ ଶାସନ କରିବା ପାଇଁ ଏସବୁ କରିଛି
🕉️🕉️🌹🪔
ଘଟେ ଜାତି ରୋ ଝିଅ କୁ ମେରେଜ କଳେ କଣ ହୁଏ କହିପାରିବ କି
କଛି ଅସୁବିଧା ହୁଅନି ଆଜ୍ଞା । ମନ ପବିତ୍ରହୁଅ , ସମଦ୍ରୁଷ୍ଟି ଜାଗୃତ ହୁଏ । 🕉️🌹
Sir, ଆମ societyre ଧର୍ମ କୁ ନେଇକି କାହିଁକି ଝଗଡା ଚାଲିଛି,କହିପାରିବେ କି.
ସତ୍ୟର ସଠିକ୍ ପ୍ରଚାରନହେବା । ଅବିଦ୍ୟାରେ ଜାତି ଧର୍ମକୁ କେବଳ ମାନିବା । ସତ୍ୟକଣ୍ ବୁଝିବାପାଇ ପ୍ରୟାସନକରିବା । ,❤️🌹
No sir jaati char ti Manisha ,pashu ,pakshyi and sarishrupa.
ଆଉ ଟିକେ ଉର୍ଦ୍ଧକୁ ଗଲେ ବୁଝିପାରିବେ ପ୍ରତେକ ଭୂତିକ ପଦାର୍ଥର ଆଧାର ଏକ୍ ଅଟେ । 🕉️🌹🪔
Samaja Ku Jadi Bhag Bhaga Karuchi Kia Seheucbi Bramhan Samajare Jadi Gruna Hinsa Ucha Nicha Bhea Bhaba Danga Kebal Bhamhan Hi Ahar Sadhajantrakari
ଆମେ ନିଜେ ସଚେତନ୍ ହେବା । 🕉️🌹
ଯଦି ଜଣେ ସୁଦ୍ର ଲୋକ ସାତ୍ର ପାଠ କଲେ ସେ କଣ ବ୍ରାହ୍ମଣ ହେଇଯିବେ କି ?
ନିଶ୍ଚୟ ମହାଶୟ ସେହି ବ୍ରାହ୍ମଣ । 🕉️🌹
ନିଶ୍ଚୟ ଭାଇ.. ଶୁଦ୍ର ମୁନି ସାରଳା ଦାସ... ବ୍ରହ୍ମ କର୍ମ କରେ ଯେ ସେ ବ୍ରାହ୍ମଣ
ନା, ମୋ ବାପା ଯେଉଁ ଜାତି ଥିଲେ ମୁ ଯାହା କାମ କଲେ ବି ସେହି ଜାତି ହେବି କାରଣ ଜମି ପଟ୍ଟା ରେ ଜାତି ଲେଖା ଅଛି
ମାନିବାର ଉର୍ଦ୍ଧକୁ ଯାଇ , ଶାସ୍ତ୍ର ପଡନ୍ତୁ ନିଶ୍ଚୟ କିଛି ସିଖିପାରିବେ , କାଗଜରେ ଲେଖିଦେଲେ ଜାତି ହୋଇଯିବ , ମଣିସତ କାଗଜଓ ଲିପି ବାହାରିବା ପୂର୍ବରୁ ଥିଲା , ତାହାଲେ କାଗଜରେ କାହାକୁ ଅଧାର କରି ଲେଖିଲା ତର୍ଜମାକରନ୍ତୁ । 🕉️🌹
sir samantha caste kisme aata hai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Iswar ek Manushya jati ek. 🙏🏻🙏🏻🙏🏻🙏🏻
ଜାତି ଦୁଇଟି ନୁହେଁ କି ଚାରିଟି ନୁହେଁ । ମାନବ ହେଉଛି ଗୋଟିଏ ଜାତି । ଶ୍ରୀମଦ୍ ଭଗବତ ଗୀତାର ଦଶମ ଅଧ୍ୟାୟର ଚାରିପଦ ଏବଂ ଅଷ୍ଟାଦଶ ଅଧ୍ୟାୟର ଏକଚାଳିଶ ପଦରେ ଗୁଣ, କର୍ମ, ବର୍ଣ୍ଣ ଓ ସ୍ଵଭାବ ଗୁଡ଼ିକୁ ନେଇ ଭଗଵାନ ଶ୍ରୀ କୃଷ୍ଣ ମନୁଷ୍ୟକୁ ଚାରି ଶ୍ରେଣୀରେ ବିଭକ୍ତ କରାଯାଇଥିବା କଥା ଅତି ସୁନ୍ଦର ଭାବରେ କହିଛନ୍ତି । ଜାତି କଥା କୌଣସି ଶାସ୍ତ୍ରରେ କୁହା ଯାଇନାହିଁ ।
ଜାତି ବାଦ ସ୍ବାର୍ଥପର ମଣିଷ ସୃଷ୍ଟି କରିଛି । ଏହା ମଣିଷ ସମାଜର ଏକ ଭୟାଵହ କଳଙ୍କ ଅଟେ । ଏହା ଯୋଗୁଁ ମଣିଷ ମଧ୍ୟରେ ଥିବା ସ୍ନେହ ସମ୍ପର୍କ ତୁଟିଲା , ଦେଶ ବାସୀ ଏକତା ହରାଇଲେ , ଫଳସ୍ୱରୁପ୍ ଦେଶ ବାରମ୍ବାର ପରାଧୀନ ହେଲା ଓ ଶେଷରେ ବିଶାଳ ଦେଶ ଭାରତ ଖଣ୍ଡ ବିଖଣ୍ଡିତ୍ ହୋଇ ଛୋଟିଆ ଦେଶରେ ପରିଣତ ହେଲା । ତଥାପି ସ୍ବାର୍ଥ ପର ମଣିଷ ଜାଣିପାରୁ ନାହିଁ । ସ୍ବାର୍ଥ ପର ମଣିଷ ମାନଙ୍କ ଯୋଗୁଁ ଆଜି ବି ଜାତି ବାଦ ବଞ୍ଚିଛି ।
ଜାତି ପ୍ରଥା ଏକ ସାମାଜିକ ବ୍ୟାଧି, କଳଙ୍କ ଅଟେ । ଏହା ଯଥା ଶୀଘ୍ର ମଣିଷ ସମାଜରୁ ଉଛେଦ ହେବା ଦରକାର୍ ।
ପ୍ରଣାମ୍ ମହାଶୟ । ଅତି ସୁନ୍ଦର ଭାବେ ବର୍ଣନାକରି ଲେଖିଛନ୍ତି । ଜାତି ଧର୍ମ ମିଥ୍ୟା, ସ୍ଵର୍ଥପର ମନୁଷ୍ୟ ନିର୍ମାଣ କରିଛି । 🕉️🌹🪔
ମୋ ମତରେ ପରିଷ୍କାର ପରିଚ୍ଛନ ଆଉ ସଚୋଟ ଲୋକ ମାନେ ହେଲେ ଗୋଟେ ଜାତି ଆଉ ଅନ୍ୟମାନେ ହେଲେ ଆଉ ଗୋଟେ ଜାତି, ଜୟ ଜଗନ୍ନାଥ
Apona kahuchhanti je,
Jane Brahmana jodi ahankara ucha nicha o bheda bhaba kare tebe ta'ku kana jeubholi nicha kahi Mandiraku probesha niseda karajauchhi semiti sei ahankari Brahmananku Mandira probesha niseda karajai pauchhiki...???
Bhari dukhara katha satyara satik prachara nohebaru kichi alpa gyani ahankari sharira yepari bhul karusanti tanku birodhakarantu tanku sastrara pramana magantu keu sastrare jati prathara barnana lekhahoichi ocharantu , tanka namare FIR dantu , RTI filekarantu tebejai tanka garba bhangiba. 🙏🏻🕉️🌹❤️🪔
ଆପଣ କହିବl କଥା ହେଲା ଯେଉଁ ମାନେ କିଛି କାମ କରନ୍ତି ନାହିଁ ସେମାନେ ହେଲେ ଶୁଦ୍ର ଆଉ ଅଛୁଆଁ.. ଏପରି ପ୍ରହସନ ବନ୍ଦ କରନ୍ତୁ ଆପଣ ବ୍ରାହ୍ମଣ ବୋଲି ପ୍ରଥମେ ପ୍ରମାଣ କରନ୍ତୁ l ଭୁଲ concept ପ୍ରଚାର କରନ୍ତୁ ନାହିଁ l ସମାଜ ରେ ବର୍ଣ୍ଣ ଥିଲା ଜାତି ନୁହଁ l
ମହାଶୟ କାହାରି କଥାକୁ ଶୁଣନ୍ତୁ ନାହିଁ , ଶାସ୍ତ୍ର ପଢନ୍ତୁ , କୌଣସି ଶାସ୍ତ୍ରରେ ଜାତି ପ୍ରଥାର ବର୍ଣନା ନାହିଁ । ଜାତି ପ୍ରଥା କେବଳ ଭୌତିକ ମାନ୍ୟତାମାତ୍ର । ଆପଣ କ୍ରୋଧକଲା ପରିକା ଏହି ଭିଡିଓରେ କିଛିକୁହାଜାଇନି , କି ମିଥ୍ୟପ୍ରଚାରଭି କରାଜଉନି ଆପଣଙ୍କର ବୁଝିବାରେ ତ୍ରୁଟି ଥାଇପାରେ ।
Harijan Mane Kan kama karsan boli harijan hele tike patane sir
Ye Brahma maya Sansarare Samasthey brahma atanthi. 🙏🏻🌹🕉️❤️
Jati 2 prakara. 1. Nari. 2. Purusha.
Nari Purushara urdhaku utile Ek hi Brahma. 🕉️🌹
Vague answer,
Once read the scriptures like Vedas, Upanishad, and Bhagavad Gita then try to explain your views. " Alpa bidya bhayankari "
Kia Kari thile jati pratha
Agyani swarthi sharira mane nija ahankarare karithile .
Vai iam mallick but vilage not change
Sir Pranam, we can change , because we know Very well, The Truth will Win . send me your mobile number please we will talk. 🙏🕉️🌹
jatiwadi hi bharat ka sabse bada anthakbad hai 💯😢
Shure sir you are right.
ମୋତେ ଜଣେ କହିଲେ ତୁମର କୋଉ ଜାତି ମୁ କହିଲି କରଣ ସେ କହିଲେ କରଣ ଜାତି ନଥାଏ ମୁ ଯୁକ୍ତି କଲିନି ତାଙ୍କ ସାଙ୍ଗରେ ସତରେ କରଣ ଜାତି ନଥାଏ କି ସାର
ଜାତି ମଣିଷର କାମକୁ ଚିହିଁବା ପାଇଁ ବନାଜାଇଥିଲା । ଜତିନାହି।
ଆମେ ଓଡ଼ିଆ ଜାତି ଗୋଟିଏ ଜାତି
All is one❤
ପ୍ରଥମ ମୂଲ ତୋ ଆଦିବାସୀ
😃😃😃 ମୂଳ ଅଗ କିଛି ନାହିଁ । ଏକ୍ର ରୁ ଏକ୍ ର ଲୀଳା । ଆମେ ସମସ୍ତେ ଏକ୍ । ❤️🌹🕉️🪔
ହରିଜନ ମାନେ କଣ
ହରିଜନ ମାନେ କଣ ବୁଝି କିଛି ଲାଭନାହି ଆଜ୍ଞା । ଆତ୍ମା ମାନେ କଣ ବୁଝନ୍ତୁ । 🌹🕉️🪔
Bahut loka bujhiparunahanti aei katha . Bada bada loka bi
Bujhibe agya , sastrara pramana dei kahile bujhibe..
@@tatwamuhi3460 bahut kharap katha kuhanti loka 😏