Jati Barnara Rahashya | ଜାତି ବର୍ଣ୍ଣର ରହସ୍ୟ

Поділитися
Вставка
  • Опубліковано 16 вер 2024
  • ଏହି ବିଡ଼ିଓରେ ଜାତି ବର୍ଣ୍ଣର ରହସ୍ୟକୁ ଶାସ୍ତ୍ର ମାଧ୍ୟମରେ ବର୍ଣ୍ଣନା କରାଯାଇଛି , ଏ ସମ୍ପୂର୍ଣ ବିଭିଅଟିକୁ ଦେଖିଲେ ଜାତି ଏବଂ ବର୍ଣ୍ଣ କିପରି ବିଭାଜନ ହୋଇଛି ବୁଝିପାରିବେ | ବିଡ଼ିଓଟି ଅତି ଗଭୀର |
    #tatwamuhi #jati #barna #dharma #jatipratha #jatidharma #brahmagyan #atmagyan #odiaspirituality #selfdiscovery
    other Media :-
    ▶ / @brahmagyan1983
    ▶ / twee
    ▶ mankyahai@gmail.com
    ▶ / meindrashta
    ▶ Music credit to: UA-cam music Library
    ▶ Background videos: Pixabay.com

КОМЕНТАРІ • 49

  • @susantaswain5046
    @susantaswain5046 15 днів тому +7

    ସାଦର ନମସ୍ତେ ମହୋଦୟ । ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି ବର୍ଣ୍ଣ ତଥା ଜାତିର ଉଦାହରଣ ଦେଇ ବାସ୍ତବିକ ସତ୍ୟକୁ ଉପସ୍ଥାପନା କରିଛନ୍ତି ମହୋଦୟ । 💐💐🌷🌷🌹🌹🌸🌸🌺🌺🙏🙏

    • @tatwamuhi3460
      @tatwamuhi3460  15 днів тому +1

      🙏🏻🙏🏻🕉️🕉️🌹🌹🪔

  • @spectorsshindigaming4922
    @spectorsshindigaming4922 15 днів тому +5

    Pranam gurudev 🙏🙏

    • @tatwamuhi3460
      @tatwamuhi3460  15 днів тому

      ପ୍ରଣାମ୍ ଆଜ୍ଞା । 🕉️🕉️🌹🙏🏻❤️🪔

  • @BarshaDash-vj5uv
    @BarshaDash-vj5uv 15 днів тому +4

    No 1 odia guru ji good 💯

  • @RajuRaju-ym9eh
    @RajuRaju-ym9eh 14 днів тому +3

    ati sundar ❤

  • @manjulatapanigrahi2763
    @manjulatapanigrahi2763 14 днів тому +2

    Great 👍 ସତ୍ୟ ଜ୍ଞାନର ପ୍ରସାରକୁ କୋଟି କୋଟି ପ୍ରଣାମ। ସପ୍ରେମ ଜୟଜୀବ୍ 🙏🙏🙏🕉️🕉️🕉️♥️♥️♥️

    • @tatwamuhi3460
      @tatwamuhi3460  14 днів тому

      ପ୍ରଣାମ୍ ମା, ସପ୍ରେମ୍ ଜୟ ଜୀବ୍ ମା । 🙏🏻🙏🏻🙏🏻🕉️🕉️🌹❤️🪔

  • @natureloveranita
    @natureloveranita 10 днів тому +2

    🙏🙏🙏

  • @pratimanayak5637
    @pratimanayak5637 8 днів тому +2

    Atmabandanam gurudev,

    • @tatwamuhi3460
      @tatwamuhi3460  7 днів тому

      ଆତ୍ମା ବଂଦନମ୍ ଆଜ୍ଞା । 🕉️🌹❤️🪔

  • @ManojKumar-tq6pt
    @ManojKumar-tq6pt 8 днів тому +2

    Good message sir 🙏

    • @tatwamuhi3460
      @tatwamuhi3460  8 днів тому

      ପ୍ରଣାମ୍ ଆଜ୍ଞା । 🕉️🌹

  • @user-we5np6vi2z
    @user-we5np6vi2z 11 днів тому +1

    Dhnaybad sir

  • @User-s5i5r
    @User-s5i5r 15 днів тому +4

    ଶିବ ହୋମ୍ ଗୁରୁ ଦେବ୍

    • @tatwamuhi3460
      @tatwamuhi3460  15 днів тому

      ଶିବୋହମ୍ ଆଜ୍ଞା । 🕉️🌹

  • @charuchandrashee7893
    @charuchandrashee7893 13 днів тому +2

    ପ୍ରଣାମ ଗୁରୁଜୀ 🌹🕉️🌹🙏🌹🕉️🌹

    • @tatwamuhi3460
      @tatwamuhi3460  13 днів тому

      ପ୍ରଣାମ୍ ଆଜ୍ଞା । 🕉️🕉️🕉️🙏🏻🙏🏻🙏🏻❤️❤️🌹🪔

  • @gopalpodili1341
    @gopalpodili1341 15 днів тому +3

    ପ୍ରଣାମ ଗୁରୁ ଦେବ 🌹🌹🌹🌹🌹🙏🙏🙏🙏🙏🙏

    • @tatwamuhi3460
      @tatwamuhi3460  15 днів тому

      ପ୍ରଣାମ୍ ଆଜ୍ଞା । 🙏🏻🙏🏻🕉️🕉️🌹❤️🪔

  • @pratimanayak5637
    @pratimanayak5637 8 днів тому +3

    Bhagabat ଗୀତା କୁ ସଠିକ୍ ଭାବରେ ବୁଝିବା o ବୁଝାଇବା ଲୋକ ବହୁତ କମ୍ ଥିବାରୁ , ଏହି ମହାନ୍ ଗ୍ରନ୍ଥ ରୁ ଯେଉଁ ମହାନ୍ ଶିକ୍ଷା ପାଇବା କଥା,ତାହା ପାଇପାରନ୍ତି ନାହିଁ,,,

    • @tatwamuhi3460
      @tatwamuhi3460  7 днів тому

      ସତ୍ୟ ସତ୍ୟ ସତ୍ୟ । 🕉️🌹

  • @JadumaniMahanta-kg2cu
    @JadumaniMahanta-kg2cu 7 днів тому +2

    Jay shree krushna Jay jay Gita ra mahan totto

  • @SanjaykumarBidika-e5o
    @SanjaykumarBidika-e5o 12 днів тому +2

    ❤ଠିକ କହିଲ ଗୁରୁଜୀ 🙏❤

  • @prafullakumarsahoo2639
    @prafullakumarsahoo2639 10 днів тому +1

    ଆମ ମଣିଷ ସମାଜକୁ ଏକ ଜାତିଗତ କୁସଂସ୍କାରରେ ବୁଡାଇ ରଖିଥିବା ଗୋ ଷ୍ଠୀଟି ନିଜକୁ ବ୍ରାହ୍ମଣ ବୋଲି ଡିଣ୍ଡିମ ଫିଟୁଛି।ଦ୍ରୂତସମାଜବାଦ ଚିନ୍ତନରେ ଥିବା ସମାଜ ସଂସ୍କାରକ ଭାଇମାନେ ଏ ଗୋଷ୍ଠୀଟିକୁ ଦୃଷ୍ଟାନ୍ତ ମୂଳକ ଭାବେ ଦଣ୍ଡିତ କରିବା ଉଚିତ୍।

    • @tatwamuhi3460
      @tatwamuhi3460  9 днів тому

      ମାହାସୟ ଶାସ୍ତ୍ର ପଢନ୍ତୁ , ଶାସ୍ତ୍ର ସର୍ୱ୍ ପରେ । ଜ୍ଞାନରେ ଶକ୍ତି ଅଛି , ଆପଣଙ୍କ ପାଖରେ ଜ୍ଞାନଥିଲେ ଆପଣଙ୍କୁ କେହି ପୀଡାଦେଇପାରିବେନି । 🕉️🌹

  • @prafullakumarsahoo2639
    @prafullakumarsahoo2639 10 днів тому +1

    ଏହି ଅଧୁରା ଜ୍ଞାନୀମାନେ ବ୍ରାହ୍ମଣ ଜାତି ର।ନିଜର ଅମଣିଷପଣିଆହେତୁ ଅନ୍ୟ ଏକ ମଣିଷ କୁ ଶାସ୍ତ୍ର ପୁରାଣ ଦର୍ଶେଇ ନୀଚ୍ଚ ବୋଲି ବ୍ୟାଖ୍ୟା କରନ୍ତି।ଉଗ୍ରସମାଜବାଦୀମାନେ ଏପରି କସସ୍କାରୀମାଳଙ୍କୁ ସମସ୍ତଙ୍କ ସମ୍ମୁଖରେ ଦଣ୍ଡ ସ୍ଵରୂପ ଏମାନଙ୍କ ମୁଖକୁ ଶ୍ଵାନବିଷ୍ଠା ନିକ୍ଷେପ କରିବା ଉଚିତ୍।

  • @arunmishra3144
    @arunmishra3144 День тому +1

    Gita jyana should be introduce in educational curriculum to reveal the truth in the mind of learners otherwise destruction

    • @tatwamuhi3460
      @tatwamuhi3460  День тому

      You are absolutely right and our efforts are continuing.

  • @SanjaykumarBidika-e5o
    @SanjaykumarBidika-e5o 12 днів тому +2

    ଗୁରୁଜୀ ଦୟାକରି ଭିଡିଓ ବନାନ୍ତୁ କିଯେ, ବେଦ ପ୍ରକୃତରେ କେତେ ଖଣ୍ଡ ଅଛି, ଉପନିଷଦ କେତେ ଖଣ୍ଡ ଅଛି, ବେଦାନ୍ତ ସିଦ୍ଧାନ୍ତ କେତେ ଖଣ୍ଡ ଅଛି କୁହନ୍ତୁ 🌹🙏🙏🌹

    • @tatwamuhi3460
      @tatwamuhi3460  12 днів тому

      ନିଶ୍ଚୟ ବନେଇବା । 🙏🏻🕉️🌹❤️

  • @arunmishra3144
    @arunmishra3144 День тому +1

    We shall face the destruction as forgetting truth due to lack of vagavat gyan this knowledge should include in educational curriculum survive in future

    • @tatwamuhi3460
      @tatwamuhi3460  День тому

      You are absolutely right and our efforts are continuing..

  • @surendrabhuyan6808
    @surendrabhuyan6808 10 днів тому +1

    ଜୟ ଜଗନ୍ନାଥ 💩🕉️

    • @tatwamuhi3460
      @tatwamuhi3460  10 днів тому

      ଜୟ ଜଗନ୍ନାଥ୍ ଆଜ୍ଞା । 🕉️🌹❤️🪔

  • @subhajitparida4845
    @subhajitparida4845 15 днів тому +1

    Gata vdo jati dharma mithya ate....a vdo ti jati,barna ra rahasya.... rahasya....jati,dharma,barna ku mix karantuni....jagat mithya hele micha nuhe.... swapna micha...mithya mane ja badali chali thae,a mane nuhe ki nahi...sansara jadi micha,tahale apana nka dae thiba upadesha b micha haejiba....

    • @tatwamuhi3460
      @tatwamuhi3460  15 днів тому

      Mahasay Brahmagyana Sarvochagyana, yaku gapakahani pari bujhiparibeni, eka shanta mana, bibeki sharirahi bujhiparibe , yethi confuse karajauni , confuseru baharaku asi ekataku bujhiya jaunchi , anga rupa akara bhnnatare ekataku cnhibahi mukti , Upanishad padantu anekatare ekataku nischaya cinhiparine. 🕉️🌹

    • @santoshmaharanasantmaha9845
      @santoshmaharanasantmaha9845 13 днів тому

      Mr subhajit parida
      ଆପଣଙ୍କ ଦୃଷ୍ଟିକୋଣକୁ ବୁଝିଲି, କିନ୍ତୁ ଶାସ୍ତ୍ର ଅନୁଯାୟୀ, "ବ୍ରହ୍ମ ସତ୍ୟଂ ଜଗତ ମିଥ୍ୟା"ର ଅର୍ଥ ହେଉଛି ଏହି ସଂସାର ଅସ୍ଥାୟୀ ଅଟେ, କିନ୍ତୁ ପୂରାପୁରି ମିଛ ନୁହେଁ। ସ୍ବପ୍ନ ଓ ମିଥ୍ୟାରେ ତଫାତ୍ ହେଉଛି ଯେ, ମିଥ୍ୟା ହେଉଛି ଏକ ଅସ୍ଥାୟୀ ସତ୍ୟ, ଯାହା ପରିବର୍ତ୍ତିତ ହୁଏ।
      ଶୁଣନ୍ତୁ -
      ଆତ୍ମା ନା ଜାତିରେ ବାନ୍ଧି ହୋଇ ଅଛି, ନା ଧର୍ମରେ, ଏହାହିଁ ଗୀତା ଓ ଉପନିଷଦ୍‌ମାନଙ୍କର ସନ୍ଦେଶ। ଉପଦେଶ ଏହି ଅସ୍ଥାୟୀ ସଂସାରରେ ସତ୍ୟର ପଥକୁ ଦେଖାଇବାର ଉପକରଣ, ତେଣୁ ଏହି ଭିଡିଓ ରେ ଦିଆଯାଇଥିବା ଉପଦେଶ ଏବଂ ଏହାର ମୂଲ୍ୟ ମିଛ ନୁହେଁ।
      "ମିଥ୍ୟା"ର ଅର୍ଥ ହେଉଛି ଯେ, ସଂସାର ଯେପରି ଆମକୁ ଦିଶୁଛି, ଏହା ନିଶ୍ଚିତ ଭାବରେ ସେପରି ନୁହେଁ। ଏହି ବ୍ରହ୍ମାଣ୍ଡ ଏକ ପ୍ରକାରର ମାୟା, ଯାହା ପରିବର୍ତ୍ତନଶୀଳ ଓ ଅସ୍ଥିର। ଯେପରି ସ୍ବପ୍ନ ସତ୍ୟ ଲାଗିଥାଏ, କିନ୍ତୁ ବାସ୍ତବତାରେ ସେପରି ନୁହେଁ। ସେଇଭଳି ଦୃଷ୍ଟିକୋଣରୁ ସଂସାର ଅସ୍ଥାୟୀ, ଅପେକ୍ଷାକୃତ ନିର୍ମାଣ, କିନ୍ତୁ ବ୍ରହ୍ମ ହେଉଛି ସତ୍ୟ, ସାଶ୍ୱତ ଓ ଅପରିବର୍ତ୍ତନୀୟ। ଯେବେ ଆପଣ ବ୍ରହ୍ମ ଙ୍କୁ ଜାଣି ପାରିବେ ସେବେ ଆପଣ ସଂସାର ମିଛ ବୋଲି ଜାଣିପାରିବେ
      ଜୟ ଜଗନ୍ନାଥ 🙏🙏🙏🏵️🏵️🏵️💐💐💐🌷🌷🌷🌺🌺🌺🌹🌹🌹

  • @gourangamallick4663
    @gourangamallick4663 9 днів тому

    Veda.bhab..kebe.dura.heba

    • @tatwamuhi3460
      @tatwamuhi3460  8 днів тому

      ଶୀଘ୍ରହି ଦୂରହେବ । 🕉️🌹