GURUKARICHHI GO|| ଗୁରୁ କରିଛି ଗୋ ||New Odia Bhajan Video || Jasaswini Sahu | Jogadhyan

Поділитися
Вставка
  • Опубліковано 28 сер 2024
  • GURUKARICHHI GO|| ଗୁରୁ କରିଛି ଗୋ ||New Odia Bhajan Video || Jasaswini Sahu | Jogadhyan#odiabhaja#alekhmahimabhajan#bhimabhoi #Bhimabhoimalika#song #video
    Singer/Lyrics-Jososwini Sahu
    Music -Jogadhyan Hansa
    produce-Mahimamusic
    Record -MS Studio Dungripali
    Edit n Camera -🌟 Studio TIG
    o ତାଙ୍କ କି ବର୍ଣ୍ଣିବି ଆହା,, ମହିମା ସାଗର ସେହି ୨
    ସେହି ହସ୍ତଥରେ ଦେଳେ ସ୍ପର୍ଶକରି ୨ ପଥର ସୁବର୍ଣ୍ଣ ହୋଇ,, ପଥର,,,
    ଗୁରୁ କରିଛି ଗୋ....... ( ୩ )
    music
    ଗଣ୍ତଦେଶ ତାଙ୍କ କି ବର୍ଣ୍ଣିବି ସଖି ନାମ ନୀଳକଣ୍ଠ ବହି.. ୨
    ସବୁବିଷ ଜ୍ୱାଳା ଆହରଣକରି.. ୨..ଅମ୍ରୁତ ସେ ବାଣ୍ଟୁ ଥାଇ.. ଅମ୍ରୁତ ସେ..
    ଗୁରୁ କରିଛି ଗୋ ହ୍ରୁଦୟ ବିକିଦେଇ ୨ ( ୪ )
    music
    ମୂଖ ମଣ୍ଡଳକୁ ବର୍ଣ୍ଣିବା ସକତି କଳ୍ପାନ୍ତରେ ମୁଁ ନ ପାଇ ୨
    ସେ ମୂଖମଣ୍ଡଳ ଦିଶୁଥିଲେନେତ୍ରେ..୨ ଜନ୍ମ ମରଣ ନ ହୋଇ.. ଜନ୍ମମରଣ..
    ଗୁରୁ କରିଛି ଗୋ ହ୍ରୁଦୟ ବିକିଦେଇ ୨ (୫)
    music
    ନଥିଲା ମୋ ଆଶା ପାଇବି ଏଭାଷା ସବୁ କରୁଣା ତାଙ୍କରି ୨
    ଏ ଜନମେତାଙ୍କୁ ଗୁରୁ ରୂପେପାଇ ୨ ଜୀବନ ଧନ୍ୟ ମୋହରି..ଜୀବନ ଧନ୍ୟ
    ଗୁରୁ କରିଛି ଗୋ ହ୍ରୁଦୟ କୁ ବିକିଦେଇ ଗୁରୁ କରିଛି ଗୋ ହ୍ରୁଦୟ କୁବିକିଦେଇ
    ଗୁରୁ କରିଛି ଗୋ ହ୍ରୁଦୟ କୁ ବିକିଦେଇ,, ଗୁରୁ କରିଛି ଗୋ ହ୍ରୁଦୟ କୁ ବିକିଦେଇ
    [ ସମାପ୍ତ ]
    This Content Is Copyright To Mahima Music production..Any Unauthorized Reproduction, Redistribution Or Re-Upload Is Strictly Prohibited Of This Material. Legal Action Will Be Taken Against Those Who Violate The Copyright Of The Following Material Presented !
    ©️ All Copyright Reserved With MAHIMA MUSIC PRODUCER OR MAHIMA MUSIC JOGADHYAN

КОМЕНТАРІ • 121