GURU BINA || ଗୁରୁ ବିନା ||NEW ODIA BHAJAN || MANASHI PANIGRAHI || JASASWINI SAHU, Jogadhyan

Поділитися
Вставка
  • Опубліковано 13 вер 2024
  • #gurubina #jasaswinisahu#jogadhyanhans#alekhmahimabhajan#
    GURU BINA || ଗୁରୁ ବିନା ||NEW ODIA BHAJAN || MANASHI PANIGRAHI || JASASWINI SAHU, Jogadhyan
    Singer:-MANASHI PANIGRAHI
    Actrs-Jasaswini sahu
    Lyric:jogadhyan Hans & Baba Nilakantha das
    music- jogadhyan
    Arrenge:-Gurusree Pankaj Jal
    Producer :-mahima music
    Record: Purnima studio tig
    Recordist -jalandhar podh
    ଗୀତ
    ଗୁରୁକ୍ରୁପା ହିଁ କେବଳମ୍ ଗତି ମୁକତି ହେ ୨ ଗୁରୁ କ୍ରୁପା ହିଁ କେବଳମ୍
    ଗୁରୁ ବିନା........ଗୁରୁ ବିନା ଗୁରୁ ବିନା ୨ ୱୌର୍ କୋଇହୈବେରେ
    ଗୁରୁ କ୍ରୁପା ହିଁ କେବଳମ୍... ଗତି ମୁକତି ହେ ଗୁରୁ କ୍ରୁପା ହିଁ କେବଳମ୍..
    ଆଶିଥିଲୁ ଏକା ତୁହି ଏକା ଯିବୁ ଚାଲି ରେ ଏକା ଯିବୁ ଚାଲି
    ଧନ,ଜାୟା, ସୂତ, ବିତ୍ତ ସଗେଂ ଯିବେ ନାହିଁ ରେ ସଗେଂ ଯିବେ ନାହିଁ
    ,,,,,,, ,,,,,,,, ,,,,,,,
    ଆଶିଥିଲୁ ଏକା ତୁହି ଏକା ଯିବୁ ଚାଲି ରେ ଏକା ଯିବୁ ଚାଲି
    ଧନ,ଜାୟା, ସୂତ, ବିତ୍ତ ସଗେଂ ଯିବେ ନାହିଁ ରେ ସଗେଂ ଯିବେ ନାହିଁ
    ଗୁରୁ ଏକା....ଗୁରୁହଁନ୍ ମାତାପିତା ଜୀବନର ମୁକ୍ତିଦାତା ଏବେ ନାଉରୀ ରେ
    ଗୁରୁକ୍ରୁପା ହିଁକେବଳମ୍ ଗତି ମୁକତି ହେ,୨ ଗୁରୁ କ୍ରୁପା ହିଁ କେବଳମ୍ ( ୧)
    ସବୁକହୁମୋରମୋର ସେକି ଅଟେ ତୋର ରେ ସେକିଅଟେ ତୋର
    ଛାତି ଫୁଲାଇ ଧରିଛୁ ରାଗ ଅହଂକାରରେ ରାଗ ଅହଂକାର
    ରାମରାମ ବୋଇଲେ କି ଛାଡିଯିବପାପରେ ଛାଡି ଯିବ ପାପ
    ଭୋକ ଭୋକ ବୋଇଲେ କି ମେଣ୍ଟିଯିବ ଭୋକ ରେ ମେଣ୍ଟିଯିବ ଭୋକ
    ମନ ସୂତ୍ରେ..ମନସୂତ୍ରେଗୁନ୍ଥି ମାଲି ଚେତାଘରେ ଦୀପଜାଳି ଯୋଗଧ୍ୟାନ କରିରେ
    ଗୁରୁ କ୍ରୁପା ହିଁ କେବଳମ୍ ଗତି ମୁକତି ହେ ୨ ଗୁରୁ କ୍ରୁପା ହିଁ କେବଳମ୍
    ପାସା ନିଧାପା ମାଧାପାମା ଗା ରେଗାମାଧାପା ୩,୪, ୨ଥର
    ୧,ମାପା ନିନି ସା ଅଗ୍ୟାନ ତିମିର ତୁମି କ୍ରୁପା ମୟ
    ଗ୍ୟାଁନାଂଞନେ ନାଶ କୈଳ ଗୁରୁ ହେ ଗ୍ୟାଁନାଂଞନେ ନାଶ କୈଳ
    ସାକ୍ଷାତ୍ ପରଂବ୍ରହ୍ମ ନରରୂପଧାରି ଯୁଗେଯୁଗେ ତୁମି ହଳ ଗୁରୁ ହେ ଯୁଗେଯୁଗେ ତୁମି ହୈଳ
    ଗୁରୁ ଏକା,, ଗୁରୁଂକ ଚରଣାମ୍ରୁତ ପାନକର ସୂଧାରସ ପାନକର ସୂଧାରସ ନୀଳକଣ୍ଠ କହି ରେ,,
    ଗୁରୁ କ୍ରୁପା ହିଁ କେବଳମ୍ ଗତି ମୁକତି ହେ ଗୁରୁ କ୍ରୁପା ହିଁ କେବଳମ୍ ଗତି ମୁକତି ହେ ଗୁରୁ କ୍ରୁପା ହିଁ କେବଳମ୍
    ( ସମାପ୍ତ)
    This Content Is Copyright To Mahima Music production..Any Unauthorized Reproduction, Redistribution Or Re-Upload Is Strictly Prohibited Of This Material. Legal Action Will Be Taken Against Those Who Violate The Copyright Of The Following Material Presented !
    ©️ All Copyright Reserved With MAHIMA MUSIC PRODUCER OR MAHIMA MUSIC JOGADHYAN
    All Copyright Reserved by mahima music jogadhyan
  • Розваги

КОМЕНТАРІ • 18