When Will the Koraput-Jeypore Road Be Free from Frequent Accidents?

Поділитися
Вставка
  • Опубліковано 15 гру 2024

КОМЕНТАРІ • 9

  • @bahubaliking5342
    @bahubaliking5342 9 днів тому +1

    ବହୁତ ଗୁରୁତ୍ବପୁର୍ଣ କଥାଟି କହିଲେ ଦେଖେଇଲେ ମଧ୍ୟ 🙏🙏🙏👌👍

  • @bahubaliking5342
    @bahubaliking5342 9 днів тому

    ଧନ୍ୟବାଦ ଓଟିଭି ଚ୍ୟାନେଲ।

  • @bahubaliking5342
    @bahubaliking5342 9 днів тому

    କୋରାପୁଟ ପାଇଁ ଏହି ଦୁଃଖ କେବେ ଦୁର ହେବ। ବାଇପାସ୍ ରାସ୍ତା,ଡବଲ ରାସ୍ତା ହେବା ଦରକାର।

  • @Nanakebhalusena
    @Nanakebhalusena 10 днів тому

    ଏହି ରାସ୍ତା ର ଟେଣ୍ଡର ସରିଛି ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ।

    • @bahubaliking5342
      @bahubaliking5342 9 днів тому +1

      ବାହିନୀ ପତି ସାର୍ ଅନ୍ୟ ଜିଲ୍ଲା ମାନଙ୍କରେ ବହୁତ ଭଲ ରାସ୍ତା ଆମ କୋରାପୁଟ ରେ କାହିଁକି ହେଇପାରୁନାହି ।

    • @bahubaliking5342
      @bahubaliking5342 9 днів тому +1

      ଯେ କୌଣସି ଯାଗାକୁ ଯିବାକୁ ଘଣ୍ଟା ଘଣ୍ଟା ରାସ୍ତା ରେ ରହିବାକୁ ପଡୁଛି । କୋରାପୁଟ ଜୟପୁର ପାଇଁ ବାଇପାସ୍ ଆଉ ଡବଲ ରାସ୍ତା ଦରକାର। 🙏🙏🙏

    • @sadanandapujari2468
      @sadanandapujari2468 9 днів тому +1

      Koraput ra netamananku koraputa ra Janatanka pain darada nahin

  • @AmarSaunta-q6y
    @AmarSaunta-q6y 9 днів тому +2

    ଅଣ ଦେଖା ଅଭିବକ୍ତ ଜିଲ୍ଲା କୁ କିଏ ବା ପଛାରେ

  • @bantynaik6493
    @bantynaik6493 9 днів тому +1

    Double Road Hau