News Fuse 11 DEC 2024

Поділитися
Вставка
  • Опубліковано 26 січ 2025

КОМЕНТАРІ • 338

  • @akshyasahu4335
    @akshyasahu4335 Місяць тому +86

    ନ୍ୟୁଜ ଫ୍ୟୁଜ କୁ ଧନ୍ୟବାଦ 🎉

  • @DHvlogs-hg9xr
    @DHvlogs-hg9xr Місяць тому +55

    ଏମିତି ଦେଖେଇବା ଦରକାର.. ସବୁ ଅଫିସ ରେ ଏମିତି ହେଉଛି.. ଲେଟ ରେ ଆସିବେ. ଆଉ 1:ଟେ ରେ ଛୁଟି ହେଉଛି .. କହିବେ 3ଟା ପରେ ଆସିବାକୁ କହିବେ.. ଲୁକ ଯଉ ହଇରାଣ ହେଉଛନ୍ତି.... ଭଗବାନ କୁ ଜଣା.. ସବୁ ଜୀର୍ଲ୍ଲା ରେ ଏମିତି ଚାଲିଛି.. ଠାକୁରମୁଣ୍ଡା. ମୟୁରଭଞ୍ଜ

  • @Mr.SantoshKumarDora
    @Mr.SantoshKumarDora Місяць тому +17

    News Fuse nku bahut bahut Dhanyabad 🙏🏻 Aama Ghara Khordha

  • @SasmitaSasmita-eg7dq
    @SasmitaSasmita-eg7dq Місяць тому +13

    ଶୁଭ ସକାଳ ନ୍ୟୁଜ୍ ଫ୍ୟୁଜ୍ କୁ ମୋର ଧନ୍ୟବାଦ୍

  • @krishnachandra7616
    @krishnachandra7616 Місяць тому +8

    ବହୁତ୍ ଜଲଦି ଏଇ ସବୁ ଉପରେ ଆକ୍ସନ ନିଆଯାଉ। ଏବଂ ଧନ୍ୟବାଦ୍ news fuse for the gd work.

  • @biswajitswainbablu4158
    @biswajitswainbablu4158 Місяць тому +16

    ଏମିତି ହିଁ news ଓଡିଶା ବାସି ଙ୍କୁ ଦେଖାଇଲେ news ର ମୂଲ୍ୟ ଥାଏ 🙏

    • @HP354-y9y
      @HP354-y9y Місяць тому +1

      Office kete bele band hau chhu kahu na

  • @HadibandhuBehera-iz6li
    @HadibandhuBehera-iz6li Місяць тому +21

    ଓଡିଶାରେ ଏମିତି ହୁଏ 👌👌👌👍👍

    • @anvlog1851
      @anvlog1851 Місяць тому +1

      @@HadibandhuBehera-iz6li ଓଡ଼ିଆ ଅସ୍ମିତା ଜିନ୍ଦାବାଦ

    • @prasantakumar5314
      @prasantakumar5314 Місяць тому +1

      ଖାଲି ଓଡ଼ିଶା ନୁହେଁ ପୁରା ଦେଶର ଏ ଭଳି ହାଲତ।

  • @RanjanRoutray-t6v
    @RanjanRoutray-t6v Місяць тому +9

    24 ବର୍ଷ ର ଅଭାଷ ରହିଯାଇଛି ଜିଦ ଏ ମାନେ ଯେଉଁ ଦିନ ଡେରିରେ ଆସୁଛନ୍ତି ଯଦି ସେଇଦିନ ର ଦରମା ସାକାର କାଟିକି ଦିୟନ୍ତି ସେମାନେ ପୁରା ସମୟରେ ଆସନ୍ତେ🙏

  • @keshabchandrasahoo1428
    @keshabchandrasahoo1428 Місяць тому +12

    ଏ ଅଫିସର ମାନେ କେବେ ବଦଳିବେ ସରକାର ବଦଳିଲା କିନ୍ତୁ ନିୟମ କାନୁନ କିଛି ବଦଳିଲାନି ଦେଖିବା ୫ ବର୍ଷ ଭିତରେ କିଛି ବଦଳୁଛି ନା ଜନତା ବଦଳୁଛନ୍ତି

  • @AshikPradhan-xc3kr
    @AshikPradhan-xc3kr Місяць тому +3

    ଆମ କନ୍ଧମାଳ କୁ ଆସନ୍ତୁ ବହୁତ ଦୁର୍ନୀତି ହେଉଛି 🙏🙏🙏🙏🙏🙏🙏🙏🙏 ବ୍ଲକ ବି କଲେକଟର ଅଫିସ ରେ

  • @anilkabita
    @anilkabita Місяць тому +5

    ଏମିତି ଯଦି ସବୁ office,school ଏବଂ ଅନାନ୍ୟ ସରକାରୀ ଯାଗାରେ ଆପଣ ମାନେ କ୍ୟାମେରା ଧରି ଦୁଆର ମୁହଁରେ ଛିଡା ହେବେ କର୍ମଚାରୀ ମାନଙ୍କ ହୃଦୟକୁ କଷ୍ଟ ହେବନି । ଏମିତି ଚାଲୁରଖନ୍ତୁ sir ଓଡ଼ିଶା ସୁନାର ଓଡ଼ିଶା ହେଇଯିବ।।

  • @sisirnaik6960
    @sisirnaik6960 Місяць тому +11

    ନାଣା ଭାଈ ନମସ୍କାର, ସାର ମାନଙ୍କୁ ଶିତ ଛାଡିନି

  • @tapanpanda5870
    @tapanpanda5870 Місяць тому +17

    ....ଆତଙ୍କବାଦୀ ପରି ମୁହଁ ଘୋଡାଇବା ପଛରେ ରହସ୍ୟ କଣ ବୁଝନ୍ତୁ 😢

  • @SatyaRanjanMallick-bo7wd
    @SatyaRanjanMallick-bo7wd Місяць тому

    Thanks to news fuse family,

  • @madhabdash985
    @madhabdash985 Місяць тому +27

    ଅତି ଶୀଘ୍ର ନିଷ୍ପତି ନିଆଯାଉ ଏହି ଓଫିସ୍ କୁ କଣପାଇ ଏତେ ଲେଟ୍ ସବୁ ଆସୁଛନ୍ତି

  • @manasmohanty5745
    @manasmohanty5745 Місяць тому +3

    Bhai sabu dine kama sarila pare staff ketebele gharaku baharu chhanti tk camera re dekheibe

  • @brajasundarsahoo2428
    @brajasundarsahoo2428 Місяць тому

    ଏ ମିତି ସରକା ରି ଅଫିସ ଚାଲିଛି
    ଅଫିସ କୁ ନିଜ ଘର କରି ଦେଲନି
    ଏ ମାନଙ୍କର ଦରମା ବଡାଇ ଦିଅ

  • @GajendraDas-s8n
    @GajendraDas-s8n Місяць тому +4

    ଧନ୍ୟବାଦ ଓଟିଭି

  • @Rajesh-o9r4k
    @Rajesh-o9r4k Місяць тому +17

    ଯଦି ଖୋର୍ଦ୍ଧା ରେ ଏମିତି ବାକି ସବୁ ଜିଲ୍ଲା ର ଅବସ୍ଥା ଯାହା ହେଇଥିବ

    • @xy0988
      @xy0988 Місяць тому

      ❤❤❤

  • @Disari93
    @Disari93 Місяць тому +8

    ନାରଣ ସାର ଆପଣମାନେ chaking ପାଇଁ ଯାହାନ୍ତୁ ନହିଁ ସେହି ସମୟ ରେ ହିଁ ଅମର ଅପିସର ମାନ ଙ୍କ କାମ ପଢ଼ି ଯାଉଛି

  • @chandrasekharsahoo791
    @chandrasekharsahoo791 Місяць тому +3

    କହିବା ଠିକ୍ ହେବ କି ଭୂଲ ହେବ ଜନତା ବିଚାର କରିବେ .....ମୁଁ କହୁଛି ୩୦ days ଯଦି ଗୋଟେ Trial ରେ ସୁଯୋଗ ମିଳିନ୍ତା .... ସବୁ ସରକାରୀ କର୍ମଚାରି ଙ୍କ ଚେ।ର ମୁହଁ ଟାଣ କରି ଗରମ ଦେଖଉଛନ୍ତି ତାକୁ ଥଣ୍ଡା କରିଦିଅନ୍ତି....

  • @geetanjaliacharya6079
    @geetanjaliacharya6079 Місяць тому +1

    God bless you to your family sir 🙏

  • @Manas_panigrahi
    @Manas_panigrahi Місяць тому +4

    ଓଃ ହୋ ନାରଣ ବାବୁ ଆପଣ ବି ନଜାଣିଲା ପରି ପ୍ରଶ୍ନ କରୁଛନ୍ତି। ଏବେ ଶୀତ ଦିନ ତା ପରେ ଏବେ ଡବଲ ଇଞ୍ଜିନି ସରକାର ପ୍ରେସର ବହୁତ ସେଥିପାଇଁ ଟିକେ ବିଳମ୍ବରେ ଆସୁଛନ୍ତି !

  • @laxmipriyaojha-k5p
    @laxmipriyaojha-k5p 28 днів тому

    Thank you ... emiti hi dekheiba darkar

  • @sachikantadehury6777
    @sachikantadehury6777 Місяць тому +2

    Badhia chalichii 😊

  • @SudarshanYoutubers
    @SudarshanYoutubers Місяць тому +3

    ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମିତି ସବୁ ହେଉଥିଲା ଏବେ ଟିକେ ମୋହନ୍ ସରକାର ଧ୍ୟାନ ଦେଲେ ଏମିତି କିଛି ସାବାଡ ହେବେ ?

  • @krushnadas4446
    @krushnadas4446 Місяць тому +3

    ମୁମ୍ବାଇ iips ଭଳି ଯାଗାରେ central office ରେ officer ଲେଟ ଆସୁଛନ୍ତି
    ଆଉ ଓଡ଼ିଆ କଥା ନକହିବାଭଲ

  • @bravosingh4153
    @bravosingh4153 Місяць тому +4

    କେବଳ ସୁରକ୍ଷା କର୍ମଚାରୀ ମାନେ ହିଁ ଠିକ୍ ସମୟରେ ହିଁ କର୍ତ୍ତବ୍ୟକୁ ଆସିଥାନ୍ତି । ନାରଣ ସାର୍ ଟିକେ ଜେଲ୍ ଆଡେ ବି କ୍ୟାମେରା ବୁଲାନ୍ତୁ ।

  • @MR.NAHAK-334
    @MR.NAHAK-334 Місяць тому +3

    😂ମତେ ଲାଗୁଚି ମାଡାମ୍ ବୋଧେ କୋଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରେ ଲିପ୍ତ ଅଛନ୍ତି ବୋଧେ ସେଥିପାଇଁ ଖାଲି ତର ତର ହଉଛନ୍ତି ଆଉ,ସାମ୍ବାଦିକ ଭାଇ ମୋର ଗୋଟେ ଅନୁରୋଧ ଆପଣଙ୍କୁ ଆପଣ ମାଡ଼ମ୍ ଙ୍କୁ ବେଶୀ ହଇରାଣ ନକରି ଶାନ୍ତିରେ ବସି😅😅 ଚାହା ପିଇକି କଥା ବାର୍ତ୍ତା ହୁଅନ୍ତୁ..... ଇତି ଆପଣଙ୍କ
    ❤mr.nahak

  • @RABIRANJANTRIPATHY-g5p
    @RABIRANJANTRIPATHY-g5p Місяць тому +5

    ଦୟା କରି ଆମ BALASORE ଜିଲ୍ଲାର ଭୋଗରାଇ ବ୍ଲକ କୁ ଆସନ୍ତୁ ଏବଂ ଫିଉଜ ଟିକେ କରନ୍ତୁ ବହୁତ CORREPTION

  • @ajitg4314
    @ajitg4314 Місяць тому +2

    ଆରେ ନାରଣ ଆମ କେନ୍ଦୁଝର ପଟେ ଟିକେ 📸 ବୁଲାଅ 🎉🎉🎉🎉🎉🎉🎉🎉🎉🎉

  • @GOPINATHMEHER-k5e
    @GOPINATHMEHER-k5e Місяць тому

    ସବୁ ସମସ୍ୟାର ଗୋଟେ ସମାଧାନ biometric attendance ଅର୍ଥାତ୍ ସମସ୍ତ ସରକାରୀ କର୍ମଚାରୀ ପାଇଁ biometrics attendance ଲାଗୁ ହେବା ଦରକାର।

  • @prahalladsahu5684
    @prahalladsahu5684 Місяць тому +2

    ବିଜେଡ଼ି ବାଲା ର ଅଭ୍ୟାସ୍‌ ଧିରେ ଧିରେ ସାମଧ।ନ ହେଇ ଯିବ

  • @basistakanhar6667
    @basistakanhar6667 Місяць тому +2

    ବାକି ରହିଲା ନୂଆ ସରକାର ର ୟାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେତେ ଶିଘ୍ର ନେଉଛି।

  • @sauravkhandelwal658
    @sauravkhandelwal658 Місяць тому +1

    lots of thanks to otv team and news fuse team .great work .Please sabu office re emiti chdhau hau .

  • @upendrabhanja5174
    @upendrabhanja5174 Місяць тому

    ବଢିଆ ପ୍ରସାରଣ

  • @MR.NAHAK-334
    @MR.NAHAK-334 Місяць тому +2

    😅ମାଡମ୍ ଯାହା ହୋଉ ବହୁତ୍ ଦିନ ପରେ ଜଣେ କର୍ମପାରାୟଣ ମହିଳାଙ୍କୁ ଦେଖିଲି ମୋ ଆଖି ଧନ୍ୟ ହେଇଗଲା😂

  • @BalaramKarlia-xu3tx
    @BalaramKarlia-xu3tx Місяць тому +2

    thank you sir beautiful OTV news

  • @anuskabhoi1679
    @anuskabhoi1679 Місяць тому +6

    Balangir ru kia dekhuchha like kara❤

  • @abhayadutta5402
    @abhayadutta5402 Місяць тому +1

    Thanks to otv

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ବାଳ ହେବ କେବଳ ଜନସାଧାରଣ ମରିବେ

  • @debabratasahu8019
    @debabratasahu8019 Місяць тому +1

    Good action. News fuse.

  • @gyanmahodadhi
    @gyanmahodadhi Місяць тому

    News fuse wala nku dhanyabad❤😂

  • @krushnanaik1885
    @krushnanaik1885 Місяць тому +2

    Sir ଆପଣ ଜଦି କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ କୁ ଟିକେ ଆସିଲ ଭଲ ହେଇଥାନ୍ତା

  • @dreamsacademybed
    @dreamsacademybed Місяць тому +1

    Sabu thik sir kintu apana tk evening 6 7 ta pare b asantu dekhibe staff kama re thauchnati but seita dekheibeni, collector office re jetiki work pressure ama cleark manaka upare paduchi bhagban janibe,sunday b office asibaku paduchi

  • @lk9569
    @lk9569 Місяць тому

    Otv and newsfuse team ku salute

  • @umeshuc7919
    @umeshuc7919 26 днів тому

    Good job 👍

  • @MANOJSAHU-xh5mh
    @MANOJSAHU-xh5mh Місяць тому

    ଏମିତି କଲେ shalakui ଚାକିରୀ ରୁ ବାହାର କେଲ ଭଲ ହୁଅନ୍ତା

  • @JayadevOjha-g1q
    @JayadevOjha-g1q Місяць тому

    ଆଜିର ନେତାଙ୍କର ଏହି ମହତ
    ଟିଙ୍କ ପରି ନେଇଯାଆନ୍ତି ରକ୍ତ । ଜୟ ଜଗନ୍ନାଥ ଏମାନଙ୍କୁ ରକ୍ଷାକର😢😢😢😢😢😢😇🤣🤣🤣

  • @143Susanta
    @143Susanta Місяць тому +2

    ଓଡ଼ିଆ ଅସ୍ମିତା ଓଡିଶୀ ନାଚରେ ନୁହଁ ବରଂ ଅଶୀଳ ନାଚ ହିଁ ଅସ୍ମିତାର ପତିକ ସେଥିପାଇଁ ଏଇଠି ସବୁ ଚେୟାର ଖାଲି ଟିକେ ଯଦି ଖୁଲମ ଖୁଲମ ନାଚ କରିବ ଯଦି ସବୁ ଫୁଲ ହେଇ ଥାନ୍ତେ କେବେବି ଆମ ସଂସ୍କୁତି ଭୁଲିବା କଥା ନୁହଁ ଆପଣ ମାନଙ୍କୁ ମୋର ନିବେଦନ 🙏🏿🙏🏿🙏🏿 ଆସ ଆଜିଠୁ ମିଶି ଆମ ସଂସ୍କୁତିକୁ ଆଉ ପରମ୍ପରାକୁ ବଂଚେଇବା🙏🏿🙏🏿🙏🏿

    • @soumyaranjanbarik4734
      @soumyaranjanbarik4734 Місяць тому

      ହଁ ଠିକ୍ କଥା ଆମେ ନିଜେ ଚାହିଁଲେ ହଁ ଏ ଧାରାକୁ ବଦଳେଇ ପାରିବା

  • @sripatiprasadrath9967
    @sripatiprasadrath9967 Місяць тому +1

    News fuse dhanyawaad

  • @brahmanandaroul3193
    @brahmanandaroul3193 Місяць тому

    ଖୋର୍ଦ୍ଧା ରେ ଯଦି ଏଭଳି, କୋରାପୁଟ ରେ କେମିତି ହୋଇନଥିବ, ଏଥିରୁ ଜାଣନ୍ତୁ l

  • @je.satyabratadash6482
    @je.satyabratadash6482 Місяць тому

    Very good show this to Maji Babu

  • @bhubanmoharana9571
    @bhubanmoharana9571 Місяць тому +1

    ଏମାନଙ୍କ ପ୍ରତି ଆକ୍ସନ ନେବା ନିହାତି ଜରୁରୀ ଏମାନଂକର behaviour ବେଳେ ବେଳେ ବହୁତ ଖରାପ ଆପଣକୁ request ପ୍ରତି ବ୍ଲକ ଆଡେ ଆଶିଲେ ବହୁତ ଭଲ ହୁଅନ୍ତା

  • @kudmiodisha
    @kudmiodisha Місяць тому +1

    All government school, college, office etc....
    Electric bill pay କରନ୍ତୁ

  • @143Susanta
    @143Susanta Місяць тому

    ଆଗରୁ ବିଜେଡି ସରକାର ଥିଲେ ଯେମିତିକା ଏବେବି ବିଜେପି ସରକାର ଆସିଲା ପରେ ବି ସମାନ ଅବସ୍ଥା ଜୟ ଜଗନ୍ନାଥ ମୁଁ ଭାବୁଛି ଗୋଟେ ସରକାରୀ ଚାକିରୀ କରିବି କାରଣ ଅଫିସ ୩ଟାରେ ଖୋଲା ୪ଟାରେ ବନ୍ଦ ଯୋଉ ମିଡ଼ିଆ ଵାଲା ଯିବେ ଅଫିସ ସରକାରୀ ଚାକିରୀ ଵାଲା କହିବେ ସବୁ ଯାଇଛନ୍ତି ଫିଲଡିକୁ ଯାଇଛନ୍ତି ସବୁ 🤣😂🤣😂😂

  • @tapaskumar5840
    @tapaskumar5840 Місяць тому

    ମାଗିହା ଓଡ଼ିଶା ରେଭିନୟ ସରକାରି ଚାକିରିଆ ଗୁଡାକ ଚୁର ଓ ଲାଞୁଆ ଗୁଡାକ | BJP ମହାରୁର ।

  • @gouttamnayak3497
    @gouttamnayak3497 Місяць тому

    ଏ ମାଗିଆ ଗୋଟେ ଗୋଟେ ବସି govt ରାଜସ୍ବ ସରୁଛନ୍ତି

  • @santoshmaharana2207
    @santoshmaharana2207 Місяць тому

    Good Public soport OTV
    Jadi Video dekhiki kichhi action heithanta ahuri Bholo heithanta
    Thanks OTV All members 🎉🎉🎉

  • @bibhutibhusan6580
    @bibhutibhusan6580 11 днів тому

    Govt amananka bapa tq sethipain..

  • @hrushibarik4034
    @hrushibarik4034 Місяць тому +1

    Super otv thanks🙏🙏🙏🙏

  • @subasinisamal1332
    @subasinisamal1332 Місяць тому +2

    News phues babu apana sabu office ku thare thare jaan tu Eibhali drusya Dekhaeibaru dhanyavaad

  • @PMonalitech
    @PMonalitech Місяць тому

    ଭାଇ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ହେଇଥାନ୍ତେ, ତାହାଲେ ଦେଖିଥାନ୍ତେ ଅଫିସର ମାନେ intime ରେ ଆସି ପହଂଚି ଥାନ୍ତେ |

  • @bravosingh4153
    @bravosingh4153 13 днів тому

    ନାରଣ ସାର୍ ଏମାନଙ୍କୁ କଣ ଦଣ୍ଡ ମିଳିବା ଦରକାର କୁହନ୍ତୁ !

  • @prasantapattanaik862
    @prasantapattanaik862 Місяць тому +4

    ସମୟ ଅନୁସାରେ ଅଫିସ୍ ଆସି କାମ ଠିକ୍ ରେ ନ କଲେ କଣ କରିବେ? ଯିଏ ଜୀବନ ସାରା ସମୟାନୁଵର୍ତି ହେଇ କଠିନ ପରିଶ୍ରମ କରି କାମ କଲେ ଲାଭ କଣ?

  • @PrasantSahu-n2t
    @PrasantSahu-n2t Місяць тому

    News channel ku anek dhanyabad

  • @madhusudanpadhi6477
    @madhusudanpadhi6477 Місяць тому +1

    Narana babu thanks

  • @ranjanmajhi4181
    @ranjanmajhi4181 Місяць тому +3

    ଭାଇ ତମେ ବୁଝୁନୁ ରାତି ସାରା ପାଠ ପଢି କଠିନ ପରିଶ୍ରମ କରି ସେମାନେ ସରକାରୀ ଚାକିରୀ କରିଛନ୍ତି ତ ସେମାନେ ଟିକେ ଡେରି ରେ ଆସିଲେ ତ କ'ଣ ହେଲା ଏମିତି ରେ ବି ସେମାନଙ୍କୁ କିଛି କହି ହେବନି Government Employees ନା

  • @RabindraSahu-lt2sz
    @RabindraSahu-lt2sz Місяць тому +1

    Super otv Jay hind

  • @mohantakri5341
    @mohantakri5341 Місяць тому

    ସମସ୍ତଙ୍କୁ ପ୍ରଶ୍ନ କଲ କିନ୍ତୁ ଜିଲ୍ଲାପାଳଙ୍କୁ କାହିଁକି ପ୍ରଶ୍ନ କଲନି ।

  • @Sunaram1455
    @Sunaram1455 Місяць тому

    Thank you news phiwuj.

  • @PragyanPranatiSingh
    @PragyanPranatiSingh Місяць тому +1

    ଅଫିସରମାନେ ପରା ରାଜା ଲୋକ😂😂😂ତାଙ୍କ ପାଇଁ କଣ କିଛି ନିର୍ଦ୍ଧିଷ୍ଟ ସମୟ ଅଛି କି? ଯେତେବେଳେ ଇଚ୍ଛା ସେତେବେଳେ ଆସିବେ ଏଥିରେ କଉ ସରକାର ତାଙ୍କର କିଛି କ୍ଷତି କରିପାରିବେ ନାହିଁ। ଖାଲି ଖୋର୍ଦ୍ଧା ନୁହଁ, ରାଜଧାନୀର ବଡ଼ ବଡ଼ କାର୍ଯ୍ୟାଳୟରେ ମଧ୍ୟ ଏଭଳି ପ୍ରହସନ ଚାଲିଛି।

  • @RameshMohanty-n4q
    @RameshMohanty-n4q Місяць тому +1

    Very good .

  • @TapanSahoo-o6m
    @TapanSahoo-o6m Місяць тому +2

    ଖାଲି ତୁମେ ଦେଖୋଉଛ,ଆମେ ଦେଖୁଛୁ, ନା ଏଭଳି କର୍ମଚାରି ଙ୍କୁ ଦଣ୍ଡ ଦିଆଯାଉଛି,

  • @ananyabutique6189
    @ananyabutique6189 Місяць тому

    Thank you

  • @jkmutubechannel1990
    @jkmutubechannel1990 Місяць тому +1

    ସରକାର ସିନା ବଦଳିଲେ କିନ୍ତୁ officer ବଦଳି ନାହାନ୍ତି ପରା, ଯାହାକୁ ଦେଖିବୁ ଦେଖ ସବୁ officer ଏକ, ଚନ୍ଦ୍ରଜାନ ସିନା ବୈଜ୍ଞାନିକ ମାନେ ପାଠା ଇଲେଣି, କିନ୍ତୁ ଏମାନେ ପରା ତଳକୁ ଖସୁଛନ୍ତି

  • @bulasahu7680
    @bulasahu7680 Місяць тому +1

    Odisha govt has to take serious action on it.

  • @krishnanaikbrothers6459
    @krishnanaikbrothers6459 Місяць тому

    My favorite news fews sir Jay Jagannath 🙏

  • @biswajitswainbablu4158
    @biswajitswainbablu4158 Місяць тому

    ଧନ୍ୟବାଦ ଏମିତି ଭିଡ଼ିଓ ପାଇଁ.. ଏମିତି ଭିଡ଼ିଓ ଲୋକ ଲୋଚନ ଆଉ ସରକାର ଙ୍କ ପାଖକୁ ଆସିଵା ଦରକାର

  • @mathatyou717
    @mathatyou717 Місяць тому

    Govt must take strict action in these people

  • @suraimurmu3128
    @suraimurmu3128 Місяць тому +1

    ସରକାର, ଜନତା ର ଅପାର ଗତା, ଏଇଥି ପାଇଁ ତ ଭାରତ,, ନ ହେଲେ ବିଦେଶ ହେଇ ଥାନ୍ତା

  • @sangrammohapatra615
    @sangrammohapatra615 Місяць тому +1

    CMO Odisha ku tag kariki tweet karajau

  • @NarahariSahoo-h9p
    @NarahariSahoo-h9p 6 днів тому

    Jay ho majhi government

  • @DilexP
    @DilexP Місяць тому

    Good news fuse

  • @BhubaneswarBehera-nr8ir
    @BhubaneswarBehera-nr8ir Місяць тому

    ସମସ୍ତ ସରକାରୀ କର୍ମଚାରୀ ମାନେ ଏମିତିମନମାନି ଚଳେଇଛନ୍ତି..

  • @soumyaranjanbarik4734
    @soumyaranjanbarik4734 Місяць тому

    ସରକାରୀ ଅଫିସ୍ କଥା କଣ କହିବି ଇଏତ ମୂଳରୁ ପାହାଚ ପାହାଚ ଦୀର୍ଘ 24ବର୍ଷର ଅଭ୍ୟାସ କଣ ଏଇ ମାତ୍ର 6ମାସରେ ବଦଳେଇପାରିହବ ନାରଣ ତମେ ନିଜେ କୁହ

  • @ghanashyambehera4763
    @ghanashyambehera4763 Місяць тому

    ଏସବୁ ପୂର୍ବରୁ ଅଭ୍ୟାସ ରହିଯାଇଛି l

  • @SanjitSahujpt
    @SanjitSahujpt Місяць тому

    Nice 👍❤❤

  • @sudhansukumarbal3419
    @sudhansukumarbal3419 Місяць тому +1

    Jai Mahalakshmi

  • @ajitg4314
    @ajitg4314 Місяць тому +1

    ଆରେ ନାରଣ ସବୁ ଅଧକ୍ଷ 10ଟା ରେ ଆସନ୍ତି ଆଜି ଟିକେ ବିଳମ୍ବ ହେଲା 😂😂😂😂😂😂😂😂😂😂

  • @PrasantaKumar-t7u
    @PrasantaKumar-t7u Місяць тому

    very good news

  • @satyajeet9596
    @satyajeet9596 Місяць тому +1

    # ଆଜି ଟିକିଏ late ହେଇଗଲା

  • @swastiranjansahoo4886
    @swastiranjansahoo4886 Місяць тому +1

    5 ru 5 rating eei episode ku thanks news fuse ... emiti sabu bele fuse Kariba darkar

  • @nalublogger
    @nalublogger Місяць тому

    News jadiii emiti asiba Odisha basiii bahut support karibe news kuuuu

  • @baradalaxmi.mishra
    @baradalaxmi.mishra Місяць тому +3

    ସେଥିପାଇଁ ସମସ୍ତଙ୍କୁ ସରକାରୀ ଚାକିରୀ ଦରକାର 😂

  • @prakashmishra9461
    @prakashmishra9461 Місяць тому +3

    Sabu bele sarakari karmchaari ku fuze karu chanti 6/7/8 PM re office visit Karantu employees kama karu thibe

  • @anvlog1851
    @anvlog1851 Місяць тому +1

    otv ଆମ ସରକାର ଙ୍କୁ ବଦନାମ କରିଦେବ

    • @Roshnipriyagoodlife
      @Roshnipriyagoodlife Місяць тому +1

      Right

    • @SukeshmitaBuruda
      @SukeshmitaBuruda Місяць тому

      OTV କାହିଁକି ବଦନାମ କରିବ ନିଜେ ନିଜର ବଦନାମ କରୁଛନ୍ତି।

  • @ajitg4314
    @ajitg4314 Місяць тому +1

    ସରକାରୀ ଚାକିରିଆ ମାନେ କେବେ ବଦଳିବେ ନାହିଁ 😂😂😂😂😂😂

  • @sanjeetmohanty6048
    @sanjeetmohanty6048 Місяць тому

    Ama deshare sarakari chakirianka pain rule regulations kichi nahin. Karan uparu tala sabu chora taskar. Public pain chakiri karchanti aau darama sethi pain pauchanti hele public ku kebe sanman diyantini. Ethi pain kichi system develop hele emanku thik Kari huanta. Thank you OTV.

  • @143Susanta
    @143Susanta Місяць тому

    ମାଡାମ ନିହାତି କାମିକା ଲୋକ ସେଥିପାଇଁ ପଚାରୁଛନ୍ତି କାମ କଣ ଅଛି ବୋଲି ମାଡାମ ନିହାତି କାମିକା ଲୋକ ସେ ସବୁ ବେଳେ ସେ ୧୦ ଟାରେ ଆସନ୍ତି କେବଳ ମିଡ଼ିଆ ଭାଇ ମାନେ ଅବେଳାରେ ଆସିଛନ୍ତି ବୋଲି ଆଜି କେବେଳ ଟିକେ ଲେଟ ହେଇଯାଇଛି 🤣😂🤣