Mana Sumana (Kabisurjya Khambaja) | ମାନ ସୁମନା | Pt Arjun Charan Samal | Odissi Music (ଓଡ଼ିଶୀ ସଙ୍ଗୀତ)

Поділитися
Вставка
  • Опубліковано 19 вер 2024
  • Rare archival Odia radio recordings, primarily with a focus on traditional Odissi classical music : Odissi, Chhanda, Champu, Chautisa, Gitagobinda, Bhajana, Janana, Koili, Charjyapada and more written by ancient Odia poets such as Mahakabi Jayadeba, Kabi Samrat Upendra Bhanja, Kabisurjya Baladeba Ratha, Kabi Kalahansa Gopalakrusna Pattanayaka, Banamali Dasa, Dinakrusna Dasa, Bhakta Charana Dasa, etc.
    #OdissiMusic #ଓଡ଼ିଶୀସଙ୍ଗୀତ

КОМЕНТАРІ • 6

  • @odissimusic3308
    @odissimusic3308  4 роки тому +12

    ଓଡ଼ିଶୀ ଚଉପଦୀ
    କବିସୂର୍ଯ୍ୟ ବଳଦେବ ରଥ
    ରାଗ : ଖମ୍ବାଜ
    ମାନ ସୁମନା
    କରିଦେ ମାନସୁ ମନା । ଘୋଷା ।
    ଗିରିସମ ଜାଇରେ ରାମା ଗିରିସମ ଜାଇ
    ଦେଇ ମୁଁ ପାଇଛି ତୋତେ ଗିରୀଶ ମଜ୍ଜାଇ । ୧ ।
    ନାଗରାଜ-ଗତେ ରେ ରାମା ନାଗରାଜ-ଗତେ
    ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ । ୨ ।
    ତୋର ପରିକର ରେ ରାମା, ତୋର ପରିକର
    ଆଜି ସିନା ରତେ ମୋରେ ତୋର ପରି କର । ୩ ।
    ଫୁଟିଲେ ନିଆଳିରେ ରାମା ଫୁଟିଲେ ନିଆଳି
    ଜଳପି ଜଳପି ତୋତେ ଫୁଟିଲେନି ଆଳି । ୪ ।
    ରମ୍ଭାଊରୁ ବସି ରେ ରାମା ରମ୍ଭାଊରୁ ବସି
    ଅଙ୍କେ ଥିଲେ ନ ଗଣେ ମୁଁ ରମ୍ଭା ଊରୁବଶୀରେ । ୫ ।
    ନବସୁରସା ରେ ରାମା ନବସୁରସା
    ତୁ ପରା ମୋ ଅଙ୍କ ବିନା ନ ବସୁ ରସାରେ । ୬ ।
    ହରିଚନ୍ଦନକୁ ରେର ରାମା ହରିଚନ୍ଦନକୁ
    ଘେନ ଯଥା ବସନ୍ତରେ ହରି ଚନ୍ଦନକୁ । ୭ ।

    • @gnpantulu1919
      @gnpantulu1919 4 роки тому +1

      Thanks for the lyrics of this beautiful song !

    • @rgudduu
      @rgudduu Рік тому

      'ଗିରିସମ ଜାଇ' ର ଅର୍ଥ କେହି କହିପାରିବେ?

    • @vijaysankar7555
      @vijaysankar7555 Місяць тому

      Thanks for the lyrics

  • @surabasa3113
    @surabasa3113 12 днів тому +1

    Many many thanks.

  • @nukulchandrasahoo9318
    @nukulchandrasahoo9318 3 роки тому +3

    ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଷୀ ପୁରାତନ ଗୀତ ଗୁଡିକ ।
    ବହୁତ ଖୁସି ଲାଗିଲା