Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ଓଡ଼ିଶୀ ଜଣାଣକବି : ବନମାଳୀ ଦାସମହାବାହୁ ଏହି କଥାରେ ମୋ ମନନିତି ଦେଖୁଥିବି ନୀଳାଦ୍ରିମଣ୍ଡପେ କଞ୍ଜସୁନ୍ଦର ବଦନ । ଘୋଷା ।ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି ବକଳ କରି ବସନଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ । ୧ ।ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ରମୁଖ ଚନ୍ଦନଲାଗି ବେଳକୁଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳକୁ । ୨ ।ଅବକାଶମାନଙ୍କରେ ମୋ ମାନସ ହୋଇଥିବ ଅହର୍ନିଶତେତେବେଳେ ଡୋଳେ ହେଳେ ନ ଦେଖିବି ବ୍ରହ୍ମା ରୁଦ୍ର ଦିନଈଶ । ୩ ।ନିତି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବିବୋଲେ ବନମାଳୀ ଜନ୍ତୁପତି ଭୟ ଲୋକକୁ ଚାହିଁ ହସିବି । ୪ ।
tune like 'bhuja taLe rakha mahaabaahu'
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
Old is gold very very nice and outstanding voice of radhamani mohapatra song jaya jagannath
Ramani madam eahi kantha swar manaki bhababihwalit karuchhi.Jay Jagannatha.
My grandmother
Oh ki sundara, ki madhura, shuni dhanya hoijauchhi. Jay Shrimati Radhamani Debi. Jay mahan Odishi Sangita. Jay Shri Shri Shri Chaturddhamurti.
Ati Sundar 🎉🎉so sweet 😍😍
so pleasant
ଆହା...! କେଡେ ସୁନ୍ଦର। Share କରିଥିବାରୁ ଅଶେଷ ଧନ୍ୟବାଦ 🙏🎼♥️
🙏🙏🙏🙏🙏
Jay Jagannath 🙏🙏🙏🙏🙏🙏🙏🙏🙏
Very unique 👌🙏
Jay Jagannath 🙏🙏🙏
Fabulous singing
Very sweet original voice 🙏🙏🙏🙏
Beautiful...:)
😍😍😍 thanks for providing vintage collection.
A few more added each day. Thank you for the comment. :)
Beautiful. Amazing sweetness and devotion in voice.
Thanks for your comment.
Ajikalira Gayak o Gaika mane aepari kanthra anusaran kari bhajan o janana gaiba uchit.
Jay Jagannath 🙏🙏
ଓଡ଼ିଶୀ ଜଣାଣ
କବି : ବନମାଳୀ ଦାସ
ମହାବାହୁ ଏହି କଥାରେ ମୋ ମନ
ନିତି ଦେଖୁଥିବି ନୀଳାଦ୍ରିମଣ୍ଡପେ କଞ୍ଜସୁନ୍ଦର ବଦନ । ଘୋଷା ।
ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି ବକଳ କରି ବସନ
ଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ । ୧ ।
ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ରମୁଖ ଚନ୍ଦନଲାଗି ବେଳକୁ
ଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳକୁ । ୨ ।
ଅବକାଶମାନଙ୍କରେ ମୋ ମାନସ ହୋଇଥିବ ଅହର୍ନିଶ
ତେତେବେଳେ ଡୋଳେ ହେଳେ ନ ଦେଖିବି ବ୍ରହ୍ମା ରୁଦ୍ର ଦିନଈଶ । ୩ ।
ନିତି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବି
ବୋଲେ ବନମାଳୀ ଜନ୍ତୁପତି ଭୟ ଲୋକକୁ ଚାହିଁ ହସିବି । ୪ ।